Friday, 3 November 2017

Welcome Proposal On Criminal Politicians



The Supreme Court's direction to the Centre to set up fasttrack courts to prosecute pending cases against legislators is welcome. The apex court has given the Centre six weeks to submit a scheme of fast-track courts. The government should comply , with the Opposition cooperating. The Election Commission supports a lifetime ban in politics for those convicted of serious crime. The appeals process should be expedited, too, as every convict has the right of appeal. This could present a knotty problem, if the preferential allocation of scarce higher judiciary time to cases involving politicians is challenged on right-to-equality grounds.

A fast-track court and a lifetime ban would incentivise politi cal parties to be more discerning in their choice of candidates. A speedy judicial process would also put the brakes on re gistering unfounded or politically moti vated cases. This should be an opportuni ty for the government to focus on impro ving the manner in which courts are staf fed. This would have a salutary effect on the entire criminal justice system. While this is an important step towards decriminalising the political system, it is not sufficient. The government in consultation with political parties must address the issue of political funding. This is central to reforming the political system.

The shift in the Supreme Court's approach is heartening. Soon after assuming office in 2014, Prime Minister Narendra Modi had suggested setting up fast-track courts to deal with cases against legislators in a time-bound manner. At that time the Supreme Court had not favoured the proposal. It argued that it would be wrong to treat criminal cases against politicians as a distinct and special category . Instead, it asked the government to devise a system to fast track all cases.


-Nov 03 2017 : The Economic Times (Mumbai)
 

Thursday, 2 November 2017

ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା

୨ 0୧୭, ଜାନୁଆରୀ ୩0 ତାରିଖର ସକାଳ! ଭଗବାନଦାସ କୁ ଶୱା ଓ ତାଙ୍କ ପତ୍ନୀ ଘର ଅଗଣାରେ ବସି ଚା’ ପିଉଥିଲେ! ଏତିକି ବେଳେ ଭଗବାନଦାସଙ୍କ ପତ୍ନୀ ବିମଳା ଦେବୀ କହିଲେ ଏତେ ବେଳ ହେଲାଣି! ରାମରତନ ଏତେବେଳ ଯାଏ ଶୋଇରହିଛି! ତାର କଣ ବେହପା’ କିଛି ଖରାପ ହେଲା କି ? ରାମରତନ ଥିଲା ଭଗବାନଦାସଙ୍କ ପ୍ରଚୁର]! ରାମରତନ ଅଧିକ ସମୟ ପର୍ଯ୍ୟନ୍ତ ନ ଉଠିବାର ଭଗବାନଦାସ ତା’ କୋଠରି ଭିତରକୁ  ଯାଇ ତାକୁ  ବଡ଼ପାଟିରେ ଡାକିଲେ! ମାତ୍ର ରାମରତନ କୌଣସି ଜବାବ ବେଇନଥିବାରୁ ସେମାନେ ଯାଇ ତାକୁ  ହଲାଇଲେ! ହେଲେ ତା’ ଶର1ର ସେତେବେଳକୁ ପୂର! ବରଫ ଭଳି ଥଣ୍ଡା ପଡ଼ିଯାଇଥିଲା! କୌଣସି ରୋଗଚ୍ୟାଧି ନାହିଁ! ବିନା କାରଣରେ ୩୨ ବର୍ଷ ବୟସର ମ୍ପୃବକଟିର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲେ ଭଗବାନ ଦାସ! ଏତିକି ବେଳେ ତାଙ୍କ ନବର ପଡ଼ିଲା ରାମରତନ ବେକରେ କିଛି ଚିହ୍ନ ଯାହା ବେଖିବାକୁ  ସ୍ବାଭାବିକ ନଥିଲା! ଆଉ ଡେରି ନକରି କେତେଜଣ ପଡ଼ୋଶୀକୁ  ଡାକି ସେ ନିକଟସ୍ଥ ତିଘରା ଥାନା ଅଭିମୂଖେ ଚାଲିଲେ! ତିଘରା ଥାନାଧିକାରା ଆର ପି ମିଶ୍ରା ଭଗବାନଦାସଙ୍କ କଥାକୁ ଗୁରୁତ୍ଵ ସହ ଗ୍ରହଣ କରି ତୁରନ୍ତ ନିଜ ଦଳ ସହିତ ଆସି ପହଞ୍ଚିଯାଇଥିଲେ ଘଟଣା ସ୍ଥଳରେ! ଆଉ ପହଞ୍ଚିଲା ପରେ କାଣିବାକୁ  ପାଇଲେ ରାମରତନକୁ  କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି

ଏହାମଧ୍ୟରେ କୌଣସି ସୂତ୍ରରୁ ଖବାର   ପାଇ ରାମରତନର ପତ୍ନୀ ମାଳତୀ ତା’ବାପଘରୁ ଆସି ପହଞ୍ଚିଯାଇଥିଲା ରାମରତନର ଶବ ପାଖରେ ବସି ମୁଣ୍ଡ ପିଟି ପିଟି କାରୁଥିଲା! ତେତେ ମାଳତୀକୁ  ଦେଖିଲା ପରେ ଭଗବାନଦାସ ଓ ତାଙ୍କ ଯାକ ମୁହଁରେ ଘୃଣା ଭାବ ସଷ୍ଟ ବରି ହେଉଥିଲା ଏହା ଲକ୍ଷ୍ୟ କରିପାରିଥିଲେ ଆନାଧିକାରୀ ଆର୍ ପି ମିଶ୍ରା! ଶବ ବ୍ଯବଛେଦ ପାଇଁ ପଠାଇ ଦେଇ ସେ ଭଗଚାନଦାସକ’ ସହିତ ଏକାନ୍ତରେ କଥା ହୋଇଥିଲେ! ଭଗବାନଦାସକ’ କହିବା ଥିଲା ମାଳତୀର ସ୍ୱଭାବ ଚରିତ୍ର ଠିକ ନୃହେଁ ତ୍ସାମାର ମୃତ୍ୟୁ ପରେ ସେ କେବଳ ଲୋକ ବେଖାଣିଆ ଭାବେ କାନ୍ଦୁ  ଭଗଚାନଦାସ କହିଥିଲେ ରାମରତନର ସଂପର୍କ1ୟ ଭାଇ ଲାଖନ ସହିତ ମାଳତୀର ଅବୈଧ ସଂପର୍କ ଅଛି! ଭଗବାନଦାସକ କଥାରୁ ଆର୍ ପି ମିଶ୍ରା ଅନ୍ମମାନ କରିନେଇଥିଲେ ପେ ରାମରତନର ହତ୍ୟା ପଛରେ ଅବୈଧ ପ୍ରେମ ଏକ ବଡ଼ କାରଣ ହୋଇପାରେ!

ଘଟଣାର ଦୁଇ ଦିନ ପରେ ଆର୍ ପି ମିଶ୍ରା ନିଜେ ଯାଇ ମାଳତୀ ସହିତ ବେଖାକଲେ! ଆର୍ ପି ମିଶ୍ରାକୁ  ଦେଖି ସେ ପଚାରିଲା ସାହେବ ମୋ ସ୍ବାମୀଙ୍କ ହତ୍ୟା କିଏ କରିଛି କିଛି ଜଣାପଡ଼ିଲା! ଆର୍ ପି ମିଶ୍ରା କହିଲେ ତଦନ୍ତ କାରି ରହିଛି! ଏହାପରେ ମାଳତୀକୁ  ପଚାରିଥିଲେ ଲାଖନ ସହିତ ତାର ସଂପର୍କ ବିଷୟରେ! ହେଲେ ମାଳତୀ ଟିକେ ବି ସକୋଚ ନ କରି କହିଲା ଲାଖନ ସହିତ ତା’ର କିଛି ବି ସଂପର୍କ ନାହିଁ! ର୍ଗାବାଲା ମିଛରେ ତା’ ଚରିତ୍ରକୁ ନେଇସନ୍ଦେହ କଚୁଛରି! ଆର ମି ମିଶ୍ରା କହିଲେ ଠିକ ଅଛି!
ଯେତେବେଳେ ତା’ର ଆବଶ୍ୟକତା ପଡ଼ିବ ସେ ଯେମିତି ତ୍ପଲିସ ଷ୍ଟେସନରେ ପହଞ୍ଚିବ! ଏହାପରେ ଥାନାଧିକାରା ଆର ପି ମିଶ୍ରା ଭଗବାନଦାସକୁ  ଥାନାକ୍ଳ ତକାଇ ମାଳତୀର ଫୋନ୍ ନମ୍ବର ହାସଲ କରିନେଇଥିଲେ!

ଏଥର ଆରପି ମିଶ୍ରା ନିଜ  ଟିମ୍ ସହିତ ଲାଗିପଡ଼ିଲେମାଳତୀର ମୋବାଇଲ୍ର କଲ୍ ଡିଟେଲୁ ବାହାର କରିବାରେ ଜଣାପଡ଼ିଲା ନିଦିଷ୍ଟ ଗୋଟିଏ ନମ୍ବରକୁ  ମାଳତୀର ପୋନ୍ ରୂକଲ୍ ଯାଇଛି ! ସେହି ନମ୍ବର ଟ୍ରାକ କରୁକରୁ ତାହା ଲାଖନର ଥିଲା ବୋଲି ଜଣାପଡ଼ିଲା ଲାଖନକୁ  ଧରିବା ପାଇଁ ଯିବା ବେଳକୁ  (କୌଣସି ସୂତ୍ରରୁ ଖବର ପାଇ ସେ ଫେରାର ହୋଇଯାଇଥିଲା! ଅନ୍ୟପଟେ ଘୁଲିସ ମାଳତୀ ଉପରେ ବି ନବର ରଖିଥିଲା କିଛିଦିନ ମଧ୍ୟରେ ମାଳତୀ ନିକ ବାପଘରକୁ ଫେରିପାଇଥିଲା ହଠାତ୍ ଦିନେ ତିଘରା ଥାନାକୁ  କେହି ଜଣେ ଫୋନ୍ କରି ଖବର ବେଲେ ମାଳତୀର ବାପଘର ଗାଁ’ରେ ଲାଖନ ରୁଲୁଥିବାର ଦେଖିବାକୁ  ମିଳିଛି!- ଏହି ସୁଯୋଗ ହାତଛଡା଼ ନ କରି ଆର୍ ପି ମିଶ୍ରା ନିଜ ଟିମ୍ ସହିତ କାବୁ କରିନେଇଥିଲେ ଲାଖନକୁ ! ଏହା ସହିତ ମାଳତାକୁ  ମଧ୍ୟ ଥାନାକୁ  ନିଆଗଲା ! ଧରା ପଡ଼ିଗଲା ପରେ ଲାଖନ ଓ ମାଳତୀ ମିଛସତ କହିବାକୁ ଲାଗିଲେ! କିନ୍ତୁ  ପୁଲିସର ଧମକ ଆଗରେ ଲାଖନ ଅଧିକ ସମୟ ଚାଲାକି ଦେଖାଇ ପାରିନଥିଲା! ସବୁ  ସତ କଥା ମାନିଗଲା! ସେ ହିଁ
ମାଳତୀର କହିବାନୃସାରେ ରାମରତନକୁ  ହତ୍ୟା କରିଥିଲା
 ରାମରତନର ହତ୍ୟା ପୂର୍ବରୁ କାହାଣୀ ଥିଲା କିଛି ଏମିତି ! ରାମରତନ ଠାରୁ ବୟସରେ ୧0 ବର୍ଷ ସାନ ଥିଲା ମାଳତୀ ! ରାମରତନ ସିଦ୍ର୍ୟରିଟି ଗାର୍ଡ ଚାକିରି କରୁଥିଲା! ମାଳତୀର ବୟସ କମ୍ ହୋଇଥିବାରୁ ରାମରତନ ତା’ର ସବୁ  ଅଳି ଅର୍ଘଳି ପୂର! କରିବାର ବେଷ୍ଟ! କରୁଥିଲା! ଏମିତିକି ଭଗବାନ ଦାସ ଓ ତାଙ୍କ ପତ୍ନୀ ମଧ୍ୟ ମାଳତାକୁ  ଝିଅ ଭଳି ଭଲପାଉଥିଲେ! ମାତ୍ର ମାଳତାର ଇଚ୍ଛା  ! ଥିଲା ସେ ସହରରେ ଯାଇ ରହିବ! ମାଳତୀର ଏହି ଇକ୍ରାଟିକୁ  ରାମରତନ ପୂରଣ କରିପାରୁନଥିଲା! ଏଥିପାଇଁ ରାମରତନ ସହିତ ମାଳତୀ ଅନେକ ସମୟରେ ଯୁକ୍ତିତର୍କ କରୁଥିଲା!
ଦୁହିଁଙ୍କ ସଂସାର ଏମିତି ଆଗକୁ  ବଢୁଥିଲା! ରାମରତନର କାର୍ଯ୍ୟର ସମୟସୀମା ବି ଦିନକୁ ଦିନ ବଢୁଥିଲା! ଅନେକ ଦିନ ତା’ର ନାଇଟ୍ ତ୍ୟୁଟି ପଡୁଥିବାରୁ ସେ ରାତିରେ ଘରକୁ  ଫେରିପାରୁନଥିଲା! ରାମରତନର ଅନୁପସ୍ଥିତି ମାଳତାକୁ ବିଛଣାରେ ଏକୁ ଟିଆ କରିଦେଉଥିଲା ! ସେ ଶରୀର ସୁ ଖରୁ ବଞ୍ଚିତ ହେଉଥିଲା! ହେଲେ ଏ ବିଷୟରେ ମୁହଁ ଖୋଲି ରାମରତନକୁ  ବି କହିପାରୁନଥିଲା! ମାତ୍ର ଏହି କାରଣରୁ ସେ ସମସ୍ତଙ୍କ ଉପରେ ଗରଗର ହେଉଥିଲା! ଏହା ମଧ୍ୟରେ ଦିନେ ତାଙ୍କ ଘରକୁ  ଆସିଥିଲା ଲାଖନ ଯିଏ କି ରାମରତନର ସଂପର୍ଜାୟ ଭାଇ ଥିଲା! ପ୍ରଥମ ବିନରୁ ହିଁ ଲାଖନକୁ  ମନେ ମନେ ପସନ୍ଦ କରିଦେଇଥିଲା ମାଳତୀ! ହେଲେ ମନକଥା କହିପାରୁନଥିଲା! ତଥାପି ମନକଥା ମନରେ ଲୁଚାଇ ସେ ଲାଖନକୁ  କହିଥିଲା ରୁମ ଭାଇ ତ ମୋ କଥା ପଚାଚୁ ନାହାନ୍ତି ! ତ୍ଵମେ ହେଲେ ଟିକେ ବୁଝ!ମଝିରେ ମଝିରେ ଆମ ଘରକୁ  ବୁଲିବାକୁ  ଆସ! ମତେ ଗପିବା ପାଇଁ କେହିଳଣେ ସାଥା ତ ମିଳିଯିବେ!

ଲାଖନ ସେଦିନ ମାଳତୀର ଇସାରା ରୁଝିପାରିନଥିଲା!ତେବେ କିଛିଦିନ ପରେ ସେ ପୁଣି ଥରେ ମାଳତୀ ଘରକୁ  ଆସିଥିଲା ସେତେବେଳେ ଘରେ ରାମରତନ ନଥିଲା!ଭଗବାନନ୍ଦାସ ଓ ତାଙ୍କ ପତ୍ନୀ କିଛିଦିନ ପାଇଁ ଝିଅ ଘରକୁ  ଯାଇଥିଲେ! ଏହା ଥିଲା ମାଳତୀ ପାଇଁ ସ୍ବର୍ଣ୍ଣ ସୁଯୋଗ! ଘରେ କେହି ନଥିବାର ସ୍ପୋର ତେଖି ପ୍ରଥମେ ମିଠା ମିଠା କଥା କହି ଲାଖନକ୍ କୁ ନିଜ ପ୍ରତି ଆକର୍ଷିତ କରିଥିଲା! ଏହା ପରେ ନିଜ ଶରୀରରୁ କିଛି ନ ଜାଣିଲ! ଭଳି ଲୁଗା ଖସାଇ ଦେଉଥିଲା ! ଲାଖନ ମଧ୍ୟ ମାଳତୀର ଅନାବୃତ ଶରୀର ଦେଖି କାମାସକ୍ତ ହୋଇପଡ଼ିଥିଲା! ମାଳତୀ ଠିକ୍ ରୁଝିପାରିଥିଲା ଲାଖନର ମନର ଅବସ୍ଥାକୁ! ଅଳ୍ପ ହସିବେଇ ଆଖି ମିଟିକା ମାରିଥିଲା! ଏହାପରେ ଲାଖନ ଆଉ ନିଚ୍ଚକୁ  ଆୟତ୍ତରେ ରଖି ନପାରି ମାଳତୀକୁ  ଟେକି ନେଇଥିଲା ବିଛଣାକୁ! ସେଦିନ ଦିଅର ଭାଉଜଙ୍କ ସବୁ  ସାମାଜିକ ସଂପର୍କ ଭୁଲିଯାଇ ସେମାନେ ମାତିଯାଇଥିଲେ ଶରୀର ଖେଳରେ ! ଲାଖନଠାରୁ ଶରୀର ସୁଖ ପାଇସାରିବା ପରେ ମାଳତୀ ରାମରତନ ପ୍ରତି ବାତସୃହ ହୋଇପଡ଼ିଥିଲା! ସମୟ ଓ ସୁବିଧା ଦେଖି ସେ ଲାଖନକୁ  ଡାକି ଦେଉଥିଲା ! ରୁହେଁ ମାତିଯାତ୍ତଥିଲେ ଶରୀର ଖେଳରେ! ହେଲେ କଆଟା ବେଶି ବିନ ଲୁଚି ରହିନଥିଲା ରାମରତନ ତ କାଶିଲା ଏକଥା! ଭଗବାନ ଦାସ ଓ ତାଙ୍କ ପତ୍ନୀ ମଧ୍ୟ ଏସବ୍ର ବିଷୟରେ ଜାଣିବା ପରେ ମାଳତୀକୁ  ବୁଝାଇଥିଲେ! ଏମିତିକି ଲାଖନକୁ  ତାଙ୍କ ଘରକୁ  ନ ଆସିବା ପାଇଁ ମଧ୍ୟ ମନା କରିଦେଇଥିଲେ! ଧରାପଡି଼ଗଲା ପରେମାଳତୀ ସେମାନଙ୍କୁ କଥା ଦେଇଥିଲା ସେ ଆଉ ଏମିତି କାମ କରିବ ନାହିଁ! ମାତ୍ର ନିଳ ପ୍ରକୁ ତି ଛଡି଼ନଥିଲା!
ବିନେ ଲାଖନ ସହିତ ଅସଞ୍ଜତ ଅବସ୍ଥାରେ ତୀ’କୁ  ତେଖିଦେଇଥିଲେ ଭଗବାନ ଦାସଙ୍କ ପତ୍ନୀ! ଏହା  ଜାଣିବା ପରେ ରାମରତନ ଆଉ ନିଳକୁ  ଆୟତ୍ତରେ ରଖିପାରିନଥିଲ୍ୟା ନିଧ୍ହଁମ ପିଟିଥିଲା ମାଳତୀକୁ ! ଆଉ ତୀ’କୁ  ବାପଘର ପଠାଇ ଦେଇଥିଲା! ସେଠି ବି ମାଳତୀ ଓ ଲାଖନ ନିକର ଲୀଳା କାରି ରଖିଥିଲେ!ହେଲେ ମାଳତୀ ଜାଣିଥିଲା ରାମରତନ ବଞ୍ଚିଥିବା ପର୍ଯ୍ୟନ୍ତ ସେ ଲାଖନକୁ  ବିବାହ କରିପବିବ ନାହିଁ! ଘଟଣା ବିନ ରାତିରେ ମାଳତୀର ବାପଘର ଲୋକ ଏକ ବିବାହରେ ଯୋଗ ଦେବା ପାଇଁ ଅନ୍ୟ ଏକ ର୍ଗାକୁ  ଯାଇଥିଲାଏହି ସୁଯୋଗରେ ମାଳତୀ ଡାକିଥିଲା ଲାଖନଜୁ! ଚୁହେଁ ମିଶି ଯୋଜନା କରିଥିଲେ ରାମରତନ ଏବେ ଘରକୁ  ପେରି ଶୋଇଥିବା ତେଣୁ ଏହି ସମୟରେ ଲୁଚିଛପି ଯାଇ ଗାମରତନକୁ  ହତ୍ୟା କରିଦେଲେ କେହି କରିପାରିବେ ନାହିଁ! କାରଣ ମାଳତୀ ବାପଘରେଅଛି ବୋଲି ସମସ୍ତେ କାଣନ୍ତି !
ଯୋଜନା ଅନୃସାରେ ସେମାନେ ମୋଟର ସାଇକେଲ୍ ରେ ରାମରତନର ଘରକୁ  ଗଲେ! ଜାଣିଶୁଣି ଟିକେ ବିଳମ୍ବିତ ରାତିରେ ଗଲେ!ସେତେବେଳକୁ ଭଗବାନ ଦାସ ଓ ତୀଙ୍କ ପତ୍ନୀ କବାଟ ବନ୍ଦ କରି ଶୋଇପଡିଥିଲେ! ଘର ପଛପଟ ଦ୍ଵାର ପଟେ ଯାଇ ସେମାନେ ରାମରତନର କୋଠରିକୁ  ଖୁବ ସନ୍ତର୍ପଣରେ ପହଞ୍ଚି ଯାଇଥିଲେ! ରାମରତନ ନିବରେ ଶୋଇପଡି଼ଥିଲା କଣ ହେଚାକୁ  ଯାଉଛି ବୋଲି କିଛି ରୁଝିବା ପୂର୍ବରୁ ମାଳତୀ ଓ ଲାଖନ ତା’ର ଗଳ! ଚିପି ହତ୍ୟା କଲେ’ କେହି କିଛି ସ୍ଵରାଜ ବି ପାଇଲେନି! କିନ୍ତୁ ଲାଖନ ଓ ମାଳତୀ ବିବାହ କରି ସୁଖରେ ରହିବାର ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା-

Wednesday, 1 November 2017

ବୁଲେଟ୍ କୁଇନ୍ ବର୍ଷା



ମା ବାପା  ତାର  ନାମ ରଖ୍ ଥିଲେ  ବର୍ଷା! ବର୍ଷା ପ୍ରୟଦଶନୀ ସାହୁ! ସଂକ୍ଷେପରେ ବର୍ଷା ସାହୁ! ମାତ୍ର ଏମିତି ଏକ ଘଟଣା ଘଟିଲୀ ଯାହା ତାର ନାମକୁ ବଦଳେଇ ଦେଲା! ଖଣ୍ଡମଣ୍ଡଳରେ ତା ଡାକ ନାଁ ପାଲଚିଗଲା ‘ବୁଜେଟ୍ କୁଇନ୍ ବର୍ଷା ! ତେବେ ସେ ବୁଲେ ଟ୍ ଚଳେ ଇ ନ ଥିଲା କାହାର ଜୀବନ ନେବା ପାଇଁ ଅଥବା ତୋରି ଡକାୟତି କରି ରାତାରାତି ବଡ଼ ଲୋକ ହେବା ପାଇଁ ; ଅଧ୍ କନ୍ତୁ ସେ ବୁ  ଲେଟ୍ର ସାହାରା ନେଇଥିଲା ନିଜ ପ୍ରେମକୁ ସାକାର କରିବା ପାଇଁ!

ଉତ୍ତରପ୍ରଦେଶର ଗୋତିଏ ଜିଲ୍ଲା  ବାନ୍ଦା! ବାନ୍ଦା ଜିଲାର ମାତାଉନ୍ଦ ଥାନା ଅନ୍ତର୍ଗତ ଏକ ଗାଁ ମୋହନପୂର୍ବା! ସେହି ମୋହନପୂର୍ବା ଗାଁର ଗୋପାଳ ସାହୁ ଓ ସନ୍ତୋଷ କୁ ମାରୀଙ୍କର ଗୋତିଏ ବୋଲି ଝିଅ ବର୍ଷା! ବର୍ଷ! ସ୍ନାର୍ଚ ଓ ପ୍ରେଟି ! ଗ୍ରାଜୁଏଶନ୍ ପରେ ସେ ବାନ୍ଦାର ଏକ ବ୍ୟାଙ୍କରେ ଅସ୍ଥାୟୀ ଭାବରେ କାମ କରୁ ଥିଲା! ଦୈନିକ ସେ ବାନ୍ଦାକୁ ଯାଆସ୍ କରୂଥିଲା! ବାନ୍ଦା ସହରର ଗୋତିଏ ସ୍ଥାନ ହେଉଛି ଛୋଟି ବାଜା ର ଉକ୍ତ ବଜାରରେ ଡାକ୍ତର ଶରଦ ଚନ୍ଦ୍ର ଚତୁର୍ବେଦୀଙ୍କ  ଜ୍ଜିନିକ୍! ସେହି କ୍ଲିନିକ୍ ବାଟ ଦେଇ ବର୍ଷ! ସବୁଦିନ ତା ଚ୍ୟାଙ୍କକୁ ଯାଏ ଓ ଫେରେ!


ଦିନେ  ବର୍ଷ! ଦ୍ଦେଖ୍ ଲୀ କ୍ଲିନିକ  ଗେଟ୍ ପାଖରେ ଠିଆ ହୋଇ ଯୁବକତିଏ ତାକୁ ଏକଲୟରେ ଚାହିଁନ୍ଥି! ବର୍ଷା ଧ୍ୟାନ ଦେଲାନାହିଁ ! ଏମିତିରେ ଦିନେ, ସପ୍ତାହେ, ପନ୍ଦର ଦିନ ଏପରିକି ଦୁଇ ତିନିମାସ ବିତିଲା! ଯୁବକଟି ସଷିଦ୍ଧିଦା ତାକୁ ଯିବାତୃବଳେ ଆଉ ଫେରିବା ବେଳେ ଚାହିଁ ରହୂଥିଲା! ବର୍ଷାକୁ ଅଜବ ଲାଗୁଥିଲା ଏ ଦୃଶ୍ୟ! ସେ ଭଲଭାବରେ ଜାଣିଥିଲା- ଯୁବକଚ୍ଚିକୁ ସେ ଭଲ ଲାଗିଛି, ଆଉ ଯୁବକଟି ତାଳୁ ଭଲପାଇ ବସିଛି! ଯୁବକଟି ନ୍ଦେଖ୍ବାକୁ ବି ଖୁବ୍ ସୁନ୍ଦର ଥିଲା! ତେଣୁ ଧୀରେଧୀରେ ବର୍ଷ! ମନରେ ଯୁବକଚି ପ୍ରତି ଦୁର୍ବଳତା ସୃଷ୍ଠି ହେଲା! ଯିବା ଆସିବା ବେଳେ ତା ଆଖ୍ ମନକୁମନ ଜ୍ଜିନିକ୍ର ସେଇ ଗେଟ୍ ଆଡ଼କୁ ଟାଣି ହୋଇଯାଉଥିଲା ଏବଂ ଯୁବକଟିଜୁ ଦେଖ୍ ସେ ଖୁସିରେ ଆତ୍ମହରା ହୋଇ ଉଠୁଥିଲା

ଏମିତି କିଛି ଦିନ ଯିବା ପରେ ପୁଅଟି ଆସି ତା ସହିତ ବାଟ ଚାଲିବାକୁ ଲାଗିଲା! ବର୍ଷ! ଖୁସି ହୋଇଗଲା! ଭାବିଲା- ଯାଦ୍ଦେର ବାବୁ ତାହେଲେ ଏତେଦିନ ପରେ ପାଖକୁ ଆସିବାର ସାହସ କଲେ! ପୁଅଟି କହିଲା- ‘ମୁଁ ତୁମ  ନାଁ ଜାଣିପାରିବି କି?’ ବର୍ଷ! ତା ନାଁ କହିଲା ! ପୁଅଟି କହିଲା- ‘ବହୃତ ବଢ଼ିଆ ନାଁ! ଆଚ୍ଛା, ତୁମ ସେଲ୍ ନମ୍ବର ?° ବର୍ଷା ତାକୁ ଏକ ପ୍ରଶିଳ ଦୃଷ୍ଟିରେ ଅନେଇଲା ! ଯୁବକ କହିଲା- ‘ଦେଖ, ମୋର ଅନ୍ୟ -କିଛି  ଉଦ୍ଦେଶ୍ୟ ନାହିଁ! ତୁମକୁ ମୋର ଡେର କଥା ଅଛି କହିବାକୁ ଅଛି! ଆଉ ମୁଁସେସଚୁ ଫୋନ୍ଗେ  ହିଁ କହିପାରିବି!’ ବର୍ଷ! ମନେମନେ ହସିଲା! ଭାବିଲା, ସଚୁ ପ୍ରେମିକ ଭୟାନ୍ଧା ପ୍ରେମିକାକୁ ଦେଖୁଦେଖୁ ସେମାନଙ୍କର ହୋସ୍ ଉଡ଼ିଯିବା କହିଲା- ଠିକ୍ଅଛି ମୋ ନମ୍ବର ଲେଖା ବର୍ଷା ତା ନମ୍ବର ଡାକିଦ୍ଦେବାରୁ  ପୁଅଚି ତାମୋବାଇଲ୍ରେ ଫିତ୍ କରିଦେଲା! ଠିକ୍ ସେଇଦିନ ସଞ୍ଜବେଳେ ବର୍ଷାକୁ ଫୋନ୍ କଲା ପୁଅଟି, ଯେଉଁ ଫୋନକୁ  ବକୋରୀ ଭଳି ଅନେଇ ରହିଥିଲା ବର୍ଷା! ବର୍ଷ! ସେଇଠି ଜାଣିଲ! ଯେ ପୁଅର ନାମ ଅଶୋକ! ଅଶୋକ ଯାଦବ! ସେମାନଙ୍କର ଗୋଟିଏ ଗ୍ରାମ!

ରାମହିତ ଯାଦବ ଓ ଅର୍ଚ୍ଚନା ଯାବବଙ୍କ ବଡ଼ପୁଅ ହେଉଛି ଅଶୋକ! ଅଶୋକର ସାନଭାଇ ଜିତେ ନ୍ଦ୍ର! ଗ୍ରାଜୁଏସନ୍ ସରିବା ପରେ ଅଶୋକର ଆଉ ବେଶୀପାଠ ପଢ଼ିବାକୁ ଇଚ୍ଚାହେଲା ନାହିଁ! ତାର ମେଡ଼ିସିନ୍ ଉପରେ କିଛିକିଛି ଜ୍ଞାନ ଥିଲା ! ରାମହିତ ତାକୁ ଡାକ୍ତର ଶରଦ ଚତୁଃର୍ଚଦୀଙ୍କ କ୍ଲିନିକ୍ ରେ  ଜଣେ କମ୍ପାଉଣ୍ଡର ଭାବରେ ରଖେଇବେଲେ! ବେଶ୍ ଦିନ୍ ପରସା ରୋଜଗାର କରିପାରିଲା ଅଶୋକ! ରାମହିତ ଜଣେ ବଡ଼ ଚାଷ!  ଥିଲେ ! ତାଙ୍କର ଟଙ୍କାପରସାର ଅଭାବ ନଥିଲା ! ଅତଏବ ରାମହିତ ଅଶୋକକୁ ପୁନମ୍ ଟୋଲି ଗୋଟେ ଝିଅ ସହିତ ବାହ! କରେଇଦେଲେ ! ପୁନମ୍ କୁ ପାଇଁ  ଅଶୋକ ନିଜକୁ ଭାଗ୍ୟବାନ ମନେକଲା!କିଛି ବର୍ଷ ବ୍ୟବଧାନରେ ପୁନମ୍ ଦୁଇଟି ତ୍ପତ୍ରସନ୍ତାନ ଜନ୍ମ ଦେଲା ! ସବୁ ଠିକ୍ଠାକ୍ ଚାଲିଥିବା  ବେଳେ ଦିନେ ଏକ ଦୁରା ରୋଗ୍ୟ ବ୍ୟାଧ୍ ରେ ପଡ଼ିଲା ପୁନମ୍! ସେଇ ଥିରେ   ତାର ଜୀବନ ଚାଲିଗଲା!


   ପୁନମ୍ କୁ  ହରେଇ ସମ୍ପୂର୍ଣ୍ଣ ଭାବରେ ଭାଗି ପଡ଼ିଲା ଅଶୋକା ତାର କାମରେ ମନ ଲାଗିଲା ନାହିଁ! ଏପରିକି ସେ କିସେ  ପିଲାଦୂଇଟାକ ପ୍ରତି ମଧ୍ୟ  ଯତ୍ନଶୀଳ ହେଲାନାହିଁ! ସବୁବେଳେ ମନମାରି ବସି ପୁନମ୍ କୂ ଭୀବିବାରେ ଲାଗିଲା! ରାମହିତ ଓ ଅର୍ଚ୍ଚନା ଦେବୀ ଏହା ବେଖ୍ ଭୟ କରିଗଲେ ! ସେମାନେ--- ଆଶଙ୍କ! କରୁ  ଥିଲେ , କାଳେ ପୁନମ୍ ର ବିରହରେ ଅଶୋକ ଆତ୍ମହତ୍ୟା କରିବେନି ତ ? ନା ସେମିତି କିଛି ହେଲାନାହିଁ ! ଛମାସ ପରେ ମନକୁମନ ଅଶୋକ ଡାକ୍ତର ବତୂର୍ବେଦୀଙ୍କ କ୍ଲିନିକ୍ ଗଲା  ! ସେଠାରେ ତାର ଜଣେ ସାଙ୍ଗ ଥିଲାରାହୂଲ୍! ରାହୁଲ ପାଖରେ ସେ ତାର ମନକଥା ସେୟାର କରୁ ଥିଲା ! ମୋଟାମୋଟି ଭାବରେ ପୁନମ୍ କବଳରୁ ଧୀରେଧୀରେ ମୁକୁଳୁଥିଲା ଅଶୋକ ଏମିତି ଅବସ୍ଥାରେ ଦିନେ ସେ ବେଖ୍ ଥିଲା    ବର୍ଷାକୁ! ଆଉ ବର୍ଷାକୁ ଦେଖ୍ ବା ପରେ ଯେମିତି ତା ଭିତରେ ପୁଣିଥରେ ପୁନମ୍ ଢାଗି ଉଠିଲା ! କାରଣ, ଶତପ୍ରଡିଶତ ନହେଲେ ବି ବର୍ଷା ଭିତରେ ସେ ପୁନମ୍ କୂ ହିଁ ଆବିଷ୍ଠାର କରୁ ଥିଲା ! ଆଉ ବର୍ଷାକୁ ଭଲପାଇ ବସିଥିଲା ! ଏବେ ସେ ସମ୍ପୂର୍ଣ୍ଣ ରୂପରେ ବର୍ଷାର ପ୍ରେମରେ!

ଅଶୋକଠୁ ସବୁକିଛି ଶୁଣିବା ପରେ ମନେମନେ ହସିଥିଲା ବର୍ଷା! ଆଗରୁ ତ ସେ ଅଶୋକକୁ ଭଲପାର ସାରିଥିଲା! ତେବେ ସ୍ତ1କୁ ହରେଇଥିବା  ପୁଣି ଦୁଇଟି ପିଲାର ବାପକୁ ଭଲପାଇବା ପାଇଁ ସାଧାରଣତଃ କୌଣସି ଝିଅ ପସନ୍ଦ କରନ୍ତି ନାହିଁ! ହେଲେ ବର୍ଷା ଥିଲା
ଗୋଟେ ଭିନ୍ନ ନ୍ୟାଟେଗୋରୀର ଝିଅ! ତା ଦୃଷ୍ଟିରେ ଅଶୋକ ଥିଲା ଗୋଟେ ଖୋଲା ହୃଦୟର ମଣିଷ ! ସେ ତ ତା ସ୍ତ1କୁ ମାରିନ୍ଦେଇନି ତା ଛଡା ବାପ ହେବା କଣ ଅପରାଧ; ଯେଉଁଥ୍ ପା ଇଁ ପୁଚ୍ଛଷଟିଏ କୌଣସି ଝିଅର ପ୍ରେମ ପାଇବ ନାହିଁ କିମ୍ବା ବାହାହେଇ ପାରିବନି! ସେ କହିଲା: ‘ଅଶୋକ ! ମୁଁ ତୂମକୁ ଆଗରୂ ପ୍ରେମ କରୁ ଥିଲି ଏବେ କିନ୍ତୁ ମୁ  ତୁ  ମକୁ ବାହା ହେବାକୁ ଚାହୁଁଛି! ଖାଲି ବାହା ହେବାକୁ ଚାହୁଁନି; ମୁଁ ତୁମ ଦୁଇ ପିଲାଙ୍କର ମା ହେବାକୁ ପ୍ରସ୍ତୁତ !’
 ଅଶୋକ ଜୀବନରେ ଯେମତ ଖୁସୀର ମହୋତ୍ସବ ଲାଗିଗଲା ! ଡାକୁ ଲାଗିଲା ପୁନମ୍ ଯିବା ପରଠୁ ସେ ଯେମିତି ଅନ୍ଧାରରେ ଥିଲା ! ଆଉ ବର୍ଷ! ଆସିବା ପରେ ତା ଜୀବନକୁ ପୁଣିଥରେ ଆଲୋକ ଫେରିଆସିଲା! ସେମାନେ ପାଲଟି ଗ ଲେ ପ୍ରେମିକ ପ୍ରେମିକା

     ପ୍ରେମର ପଥ କେବେ ବି ସରଳ କିମ୍ବା ସହଜ ନୁହେଁ! ଅଶୋକ ଆଉ ବର୍ଷାର ପ୍ରେମକାହାଣ! ଅଛପା ହୋଇ ରହିଲାନାହିଁ! ବର୍ଷାର ବାପାମାଙ୍କ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଗଲା ! ସେମାନେ ବର୍ଷାକୁ ଡାକି ବୁଝେଇ ଲେ! ମାତ୍ର ବର୍ଷ! ରୋକ ଥୋକ  ଜଣେ ଇଚ୍ଚଲେ!- ସେ ଅଶୋକକୁ ଭଲପାଏ! ତାକୁ କେହି ଅଶୋକ ଠାରୁ ଅଲଗ! କରିପାରିବେ ନାହିଁ କିମ୍ବା ଖୋଦ୍ ଅଶୋକ ବି ତାଠୁ ଅଲଗ! ହେଇ ଆଉ କାହାକୁ ବାହା ହେଇପାରିବନି! ସେମିତି କଲେ ସେ ଅଶୋକକୁ  ବାହାବେବୀରୁ ରଠେଇ ଆଣିବ-- ଅନ୍ୟପଟେ ଅଶୋକ ଉପରେ ମଧ୍ୟ  ପ୍ରବଳ ଚାପ ପଡ଼ିଲା! ସେମାନେ ଯାଦବ! ସେମାନେ ଗୋଟେ ସାହୁ ଘରର ଝିଅକୁ କେମିତି ବୋହୁ କରି6ବୀ ଏମିତିରେ ଦିନେ ଅଶୋକର ବାହାଘର ଆରତୀ ନାମ୍ନ1 ଗୋଟେ ଯାଦବ ବଂଶୀୟ ଝିଅ ସହିତ ଠିକ୍ ହୋଇଗଲା! ଅଶୋକଜୁ ଆଉ କ୍ଲିନିକ୍ କୁ ଛଡା ଗଲାନି! ଅଶୋକଳୁ ନଦ୍ଦେଖ୍ ପାଗଳୀ ହେଇଗଲା ବର୍ଷ! ! ଦିନେ ସେ ଯାଇ ପହଞ୍ଚିଗଲା କ୍ଲିନିକ୍ ରେ! ରାହୂଲ୍ କୁ ସେ ଜାଣିଥିଲା! ପଚାରିଲା- ‘ଅଶୋକ କେଉଁଠି ଅଛି?’ ରାହୁଲ କହିଲା- ‘ଅଶୋକର ତ ଆଜି ବାହାଘର!’ଏକଥା ଶୁଣିବା ପରେ ପାବ ତଳୁ ଯେମିତି ମାଟି ଖସିଗଲା ବର୍ଷାର! ତା ମୁଣ୍ଡ ଘୂଗେଇ ଦଭଥିଲା! ତା ଆଖ୍ ଚୂ ଦୁଇଟୋପା ଲୁହ ଖସି ପଡୁଥିଲା! ମାତ୍ର ଲୁହକୁ ବୋ ହିଯିବା ପାଇଁ ଦେଲାନି ବର୍ଷା! କହିଲା-  ରାହୃଲ୍! ତୂ କଣ ଭାବୁଛୁ ମୋତେ ଛାଡ଼ି ଆଉ କାହାକୁ ତାହାହେଲେ ଅଶୋକ ଖୁସୀ ହେବ ” ରାହୂଲ କହିଲା- ‘କେ ବେ ବି ନୁହେଁ ! ମୁଁଚ୍ଚାଣେ ତୂ ଅଶୋକକୁ ଯେତିକି ଚାହୁଁନ୍ଧୁ ଅଶୋକ ବି ତତେ ସେତିକି ଚାହୁଁଛି!’ ବର୍ଷ! କହିଲା- ‘ମୁଁଏବେ ଅଶୋକକୁ ତ୍ତଦ୍ଧାର କରିବାକୁ ଯିବି! ତୁ ତାର ବନ୍ଧୁ! ତୁ ମୋତେ ସାଥ୍ ଦବୁ!’ ରାହୁର କହିଲା- ‘ବର୍ଷା! ମୁଁ ତୋ  ସାଥ୍ରେ ଅଛି!’ ବର୍ଷ! କହିଲା- ‘ବେଶ୍ ତୁ  ଗୋଟେ ଫୋର ଦ୍ୱିଲର୍ସ ଠିକ୍ କର-- ଆଉ ଯାହା କରିବା କଥ! ମୁଁକରିବି! ଆମେ ଠିକ୍ ରାତି ଏଗାରଟାରେ ବାହାରିବା

ସବୁକିଛି ଯୋଗାଡ଼ ହେଇଗଲା! ଗୋଟେ ସ୍କପିଓ ଗାଡ଼ି ନେଇ ବାହାରି ପଡ଼ିଲେ ବର୍ଷା ଆଉ ରାହୁଲ୍! ପହଞ୍ଚା ବେଳକୁ ଅଶୋକ ଆରତୀ ସହିତ ଫେରା ରୁ ଲିବାକୁ ପ୍ରସ୍ତୁତ ଵିହେଉଥିଲା ! ଝଡ଼ ଇଳି ସେଠି ଉପସ୍ଥିତ ହୋଇଗଲା ଚଷା ! ଅଣ୍ଟାରୁ ବାହାର କରୀ  ଆଣଲା ଏକ ରିଭଲଭର ! କହିଲା- ‘ଅଶୋକ କେବଳ ମୋର ! ସେ ମୋତେ ଭଲପାଏ! ଆଉ ମୁଁ ବି ତାକୁ! ମୁଁତାକୁ  ଏଇ ବେଦୀ ଉପରୁ କିଡ଼୍ ନାପ କରି ନେଉଛି କେହି! କେହି ଆଗକୁ ଆସିଲେ ମୁଁ ଗୁଳିକରି ଖପୁରୀ ଉଡ଼େଇଦ୍ଦେଚି !’ ସମସ୍ତେ ଚୁପ ଚାପ ଠିଅ! ହୋଇ ଥିଲେ ! ଆଉ ‘ଦ୍ଦେଖୁ ଥିଲେ   ’ ଅଶୋକକୁ ନେଇ ପଳେଇଯାଉଛି ବର୍ଷା! ସାମାନ୍ୟ ବି ପ୍ରତିବାଦ କରୁନି ଅଶୋକ ! ଓଲଟି ତା ହାତକୁ ଧରି ସ୍ଵେଚ୍ଛାରେ ଚାଲି ଯାଉଛି!

ଅଭିଯୋଗ କ୍ରମେ ପୋଲିସ୍ ଗିରଫ କଲା ବର୍ଷାକୁ! ଆଉ ବର୍ଷ! ଏବଂ ଅଶୋକଠୁ ଯାହା ଶୁଣିଲା ସେଥିରେ  ସେମାନଙ୍କ ମୁଣ୍ଡ ଗୋଳମାଳ ହୋଇଗଲା ବର୍ଷ! କହିଲା- ଅଶୋକଜୁ ପାଇବା ପାଇଁ 6ମାର ଏଇଟା ଗୋଟେ ନାଟକ ଥିଲା! ଅଶୋକ ଚି କହିଲା- ମୁଁ ବର୍ଷାକୁ କହିଥିଲି ଏମିତି କରିବା ପାଇଁ ! ମୁଁ ଜାଣିଥିଲି ବର୍ଷାକୁ ବାଦ୍ ଦେଲେ କେହି ବି ମୋତେ ବଂଚେଇ  ପାରିବେନି! କାରଣ ବର୍ଷ! ଭିତରେ ମୁଁ ମୋ ପୁନମ୍ୱକୁ ହିଁ ଖୋଜିପାଇଥିଲି 



Revolver Rani In Uttar Pradesh Stops Wedding, Kidnaps Groom. Here's Why


ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...