Sunday, 3 May 2015

ପ୍ରେମିକା





ଭରତ ବ୍ରୁଝିପାରୂ ନ ଥିଲା  ତୁଳସୀ  କ’ଣ ପାଇଁ ତା’ ସହିତ ସମ୍ପର୍କ ରଖୁନାହିଁ ! ସେ ବିଧି ମତେ  ତୁଳସୀ କୁ  ବାହାହେଇଛି! ଲୋକେ ଜାଣିବାକୁ ସେମାନେ ସ୍ୱାମା- ସ୍ୱୀ! ସେମାନଙ୍କର ବିବାହକୁ ବି ଇତି ମଧ୍ୟ ରେ ଛ’ମାସ ବିତିଗଲାଣି! ମାତ୍ର ସେ ଜାଣିଛି, ତୁଳସୀ  ଆଉ ତା’ ମଧ୍ୟ ରେ ବାସ୍ତବ ସ୍ୱାମା- ସ୍ୱୀ ସମ୍ପର୍କ ସ୍ଥାପନ  ହୋଇନାହିଁ ଭରତ ପେଗ୍ ପରେ ପେଗ୍ ଲିକର ପିଉଥିଲା  ଆଉ ଫ୍ଲାସ ବ୍ୟାକରେ ତା’ର ଚତୁର୍ଥୀ ରାତିକୁ ଫେରିଯାଉଥିଲା

        ନିର୍ଜାରିତ ସମୟରେ ସେ ସେମାନଙ୍କ ଲାଗି ଉଦିଷ୍ଟ ଘର ଭିତରକୁ ପ୍ରକେଶକଲା ଓ ଭିତରପଟୁ କବାଟ ବଦକଲା! ତୂଳସାକୁ  ଦେଖିବା ପାଇଁ ମନ ଛଟପଟ ହେରଥିଲା  ତା’ର! କାରଣ ପ୍ରତ୍ୟେକ ଲୋକ ତୁଳସୀ  ରୂପର ଭୃରିଭୃରି ପ୍ରଶଂସା କରୂଥିଲେ ! ତୁଳସୀ  ଭଳି ଏକ ରୂପସାକୁ ସ୍ତ୍ରୀ ଥିବାରୁ  ଭାବରେ ପାଇ  ଥିବାରୁ ସେ ଭାଗ୍ୟବାନ୍ ବୋଲି କହୂଥିଲେ ! ତେଣୁ ଭରତ ମନ ରେ  ତୁଳସୀ କୁ  ଦେଖି ବାର ଭୋକ ବଢ଼ିଯାଇଥିଲା ! ସେ ଯାଇ ତୁଳସୀ  ପାଖରେ ବସିଲା! ଦେଖିଲା ’ ଓଢ଼ଣା ତଳୁ ତୁଳସୀ  ତାକୁ ଲୁଚିଲୁଚି ଦେଖୁଛି! ରରତ ଆର ଡେରିକଲା ନାହିଁ ! ତୁଳସୀ  ମୁଣ୍ଡରୁ ଓଢ଼ଣ! ଖୋଲିଲା! ଆଖି ବିସ୍ପୋରିତ ହୋଇଗଲା ତା’ର! ସେ ବିଶ୍ଵାସ ବି କରିପାରିଲା ନାହିଁ ସେ, ଏଭଳି ଏକ କୋଟି ବ୍ରଦ୍ବାଣ୍ଠ ସୁନ୍ଦରୀର ସ୍ୱାମୀ ହେଉଛି ସେ ଆଉ ଅପେକ୍ଷା କରିବା ଅବସ୍ଥା ରେ  ନ ଥିଲା  ଭରତ! ସେ ତୁଳସୀ କୁ  କୋଳକୁ  ଚେକିଆଣିଲା ଓ ନିଜ ମୁହଁକୁ ତୁଳସୀ  ମୁହଁ ନିକଟକୁ ନେଲ! ! ହେଲେ ସେତିକିବେଳେ ତାକୁ ରୋକି ଦେଲା ତୁଳସୀ ! କହିଲା- ‘ମୁଁ ଜାଣେ ତୁମେ କ’ଣ ସବୁ କରିବାକୁ ଅଥୟ ହେଉଛ! ମାତ୍ର ସେ ସବୁ କିଛି ବି ହବନି !’ ଆଶ୍ଚର୍ଯ୍ୟ ହେଇଗଲା ଭରତ! ପ୍ରଶ୍ନିଳ ଦୃଷ୍ଟି ରେ ଚାହିଁଲା ତାଳୁ! ଟିକିଏ ବି ଗୌରଚଦ୍ରିକା ନ କରି ତୁଳସୀ  କହିଲା- ‘କାଲି ରାତିରେ ମୋର ପିରିଅଡ଼ ଷାର୍ଟ ହେଇଯାଇଛି!ତେଣୁ ଚୁପ ଚାପ ଶୋରଯାଅ !’

ମନ ଭାଫିଗଲା ଭରତର! ସେ ମାତ୍ର ଦଶଦିନ ଛୁଟି ନେଇ ବାହା ଦେବାକୁ  ଆସିଥିଲା  ! ୟା’ ମଧରେ ଛ’ସାତଦିନ ବିତିଗଲାଣି! ଆଉ ଦିନ କେଉଟ! ପରେ ଛୁଟି ସରିଯିବ! ଅଥଚ ତୁଳସୀ  କହୂଛି’ ସେଅଛୁଅଁ! ! ସେ ହିସାବ କଲା, ତୁଳସୀ  ଛୁଅଁ! ହେବ! ବେଳକୁ ସେ ଘରଠୁ ଅନେକ ଦୂରରେ ଥିବା  ଆଉ କିଛି ଉପାୟ ନ ଥିଲା ! ତା’ର ଛୁଟି ସରିଗଲା! ସେ ବ୍ୟାବେଲର ହେଇ ବାହା ହେବାକୁ ଆସିଥିଲା ! ବାହ! ହେଇ ବି ବ୍ୟାଚେଲର ଭାବେ କର୍ମଷେତ୍ରକୁ  ଚାଲିଗଲା! ସେ ଜୟପୁରର ଏକ ସିମେଣ୍ଟ କମ୍ପାନୀ ରେ କାମକଚୁଥିଲା !

 ରାଜସ୍ଥାନର ବାରମେର ଅନ୍ତର୍ଗତ ବାସେ!ଲ୍ ଗ୍ରାମର ଦୟାରାମ୍  ଙ୍କ ବଡ଼ ପୁଅ ଥିଲା  ଭରତ! ସେ ଚାକିରି କରି ଆତ୍ମନିର୍ଭରଶୀଳ ହେବା ପରେତା’ର ବାହାଘର କରିଦିଆଯାଇଥିଲା ମାସେ ପରେ ଭରତ ଦୁଇଦିନ ଛୁଟିନେଇ ଘରକୁ ଫେରିଲା ! ଭାବିଥିଲା ,ଏଥର ସେ ତା’ ୟା ସହିତ ସମୟ ବିତେଇବା ହେଲେ ତୁଳସୀ  ସେ ଇ ପୁରୁଣାପାଠକୁ ଦୋହରେଇଲା! ତା’ର ପିରିଅଡା଼

 ଏମିତିରେ ଛ’ ମାସ ଚାଲିଗଲା!ତୁଳସୀ  ପିରିଅଡ଼ ସରୁ ନ ଥିଲା ! ଭରତ ଆଶ୍ଚର୍ଯ୍ୟ ଜେଊଥିଲା ’ ଏମିତି କିପିରିଅଡ଼ ଚାଲିଛି ପେ ତୁଳସୀ  ତାଳୁ ଧରାଛୁଆଁ ଦଉନି! ତା’ ମନକୁ ସନ୍ଦେହଆସିଲା! ସେ ଭାବିଲା, ତୁଳସୀର ଆଉ କାହା ସହିତ ସମ୍ପର୍କ ନାହିଁ ତ, ଯାହା ପାଇଁ ସେ ତା’ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ତାହୁଁନାହିଁ!




ସେଦିନ ଲିକର ପିଇ ଘରକୁ ଫେରିଲା ଭଗତ! ରାତିରେ ତୁଳସୀ  ତା’ର ସେଇ ପୁରୁଣା ବାହାନା କରିବା ଆରମ୍ଭ କରିଦେଲା! ହେଲେ ଭରତ କହିଲା- ତୁଳସୀ ! ମୁଁ ପିଲା ନୁହେଁ କି ବୋକା ନୁହେଁ ! ମୁଁ ଜାଣେ ନାରୀମାନଙ୍କର ଋତୁସ୍ରାବ ହୁଏ! ଆଉ ତାହା ଏକ ନିଦିଷ୍ଟ ପିରିଅଡ଼ ପାଇଁ ! ତା’ପରେ ପତି ପତ୍ନୀ ସେମାନଙ୍କ ଧର୍ମ ପାଳନ କରଜି! ଅଥଚ ତୁମର ଏମିତି କି ପିରିଅଡ଼ ଚାଲିଛି ଯେ ଛ’ମାସ ପରେ ଚି ତାହା ପରିବାର ନାଁ ଗନ୍ଧ ଧରୂନାହିଁ ! ମୁଁ ଚାହିଁଲେ ତୁମ ସହ ଜୋରଜବରଦପ କରିପାରିବି! କାରଣ ମୁଁ ତୁମ ସ୍ୱାମୀ! ହେଲେ ମୁଁ ସେକଥା ଚାହେଁନା ! ଯଦି ତୂମ ମନରେ ଆଉ କିଛି ଅଛି, ତୁମେ ଆଉ କାହାକୁଭଲପାଉଛ- ସେଥିଲା ଗି ତୁମେ ମୋତେ ଚାହୁଁନାହଁ- ତା’ହେଲେ କହିଦିଅ! ହୂଏତ କିଛି ସମାଧାନ ବାହାରିପାରେ!

           ଭରତ କଥା ଶୁଣି ତରଳିଗଲା ତୁଳସୀ ! କାନ୍ଦିବାକୁ ଲାଗିଲା ! ତୂଳସାକୁ  କିଛି ସମୟ ପାଇଁ କାନ୍ଦିବାକୁ ଛାଡିଦେଲା ଭରତ! ସେ ଢାଣିଥିଲା ’ ଲୁହ ଚୋହିଗଲେ ହୃଦୟ ହାଲୁକା ହେଇଯାଏ ! ସତକୁ ସତ ତାହା ହେଲା ! କାନ୍ଦିକାନ୍ଦି ଥକି ପଡ଼ିବା ପରେ ତୁଳସୀ  ମୁହଁ ଖୋଲିଲା! କହିଲା- ସେ ବାସ୍ତବରେତାକୁ ଚାହେଁନାହି’ ! ସେ ତାକୁ ବାହା ହେବାର ବହୂ ପୂର୍ବରୁ ଆଉ ଜଣକର ହେଇସାରିଛି! ଆର ସବୁଦିନ ତା’ର ହେଇ ରହିବା ପାଇଁ କଥା ହେଇସାରିଛି! ତେଣୁ ତା’ର ଏ ଦେହ ଓ ମନ ଉପରେ ସେର ଜଣକର ଅଧି କର  ରହିଛି ! ସେହେଊଛି ତା’ର ପ୍ରେମିକ ଶ୍ୟାମଲାଲ !

              ଶ୍ୟାମଲାଲ  ହାଇଦ୍ରାବାଦରେ ଭେଟିଥିଲା  ତୁଳସୀ ! ତୁଳସୀର ବାପା ରମେଶ ପ୍ରଜାପତ ହାଇଦ୍ରାବାଦରେ ବ୍ୟବସାୟ କଗୁଥିଲେ ! ବ୍ୟବସାୟ ଭଲ ଚାଲିବାରୂ ସେ ତାଙ୍କ ପରିବାରକୁ ହାଇବ୍ରାବାବ୍ ନେରଯାଇଥିଲେ ! ସେତେବେଳେ ପ୍ଲୁସ-ତୁ ପଢୁ ଥିଲା  ତୁଳସୀ  ! ହାଇଦ୍ରାବାଦ ଯିବା ପରେ ତୁଳସୀ କୁ  ରମେଶ ଏକ କମ୍ପୁଟର ଇନ୍ଶ୍ଚିଚ୍ୟୁଟ୍ ରେ  ଆଡ୍ମିସନ୍ କରେଇଦେଲେ! ସେଇ ଇନ୍ଶ୍ଚିଚ୍ୟୁଟ୍  (ବୈଷୟିକ ଶିକ୍ଷା )କମ୍ପୁଟର କୋର୍ସ କଚୁଥିଲା  ଶ୍ୟାମଲାଲ!



ଶ୍ୟାମଲାଲ ର ବାପା ରୋସନ୍ ଲାଲ ହାରଦ୍ରାବାଦ୍ ରେ  ରଚୁଥିଲେ  ମଧ ତାଙ୍କର ନିଜସ୍ଵ ଘର ଥିଲା  ଉତ୍ତରପ୍ରଦେଶର ପ୍ରତାପପୁର ରେ! ତାଙ୍କର ଏଠାରେ ତ୍ରାଭେଳ୍ପ ବିକ୍ନେସ୍ ଥିଲା ! ଶ୍ୟାମଲାଲ ଓ ତୁଳସୀ  ସମବୟୟ ଥିଲେ ! ତେଣୁ ସେମାନଙ୍କ ମଧରେ ଖୁବ୍  ଶୀଘ୍ର ବନ୍ଧୁତା ହେଇଗଲା! ଆଉ ବନ୍ଧୁତା ରୂପାନ୍ତରିତହେଲା ପ୍ରେମରେ! ଉଭୟ ଉଭୟଙ୍କୁ ଖୁବ୍ ପସନ୍ଦ କରୂଥିଲେ  ସେମାନେକସ୍ଥ୍ୟଟର ଇନୟ୍ଷି-ଚ୍ୟୁଟ୍ ଆସୂଥିଲେ  ସତ; ହେଲେ ସେମାନଙ୍କର ବେଶୀ ସମୟ ବିତୂଥିଲା  ବୁଲା ବୁଲି ରେ! ଗପସପ କରିବାରେ!



ପ୍ରେମ କେବେ ଅଛପା ରହେନି! ତୁଳସା ଓ ଶ୍ୟାମଲାଲ ପ୍ରେମ ବିବେଶୀଦିନ ଗୋପନ ହେଇ ରହିଲାନାହିଁ ! ଖବର ଆସି ପହଞ୍ଚନୁଲା ତୁଳସୀର ବାପା ରମେଶ ପ୍ରଜାପତ୍ ଓ ମା’ ଗଜାରୀ  ବେବୀଙ୍କ ନିକଟରେ! ଗଜାରୀ  ବେବୀଙ୍କ! ଏକଥା ଶୁଣି ଭୟଙ୍କର ଭାବରେ ରାଗିଗଲେ! ହେଲେ ତୁଳସୀ  ଚାଙ୍ଗୁ ମୁହେଁମୁହେଁ କହିଦେଲା ଯେ, ‘ସେ ଶ୍ୟାମଲାଲ  କୁ ପସନ୍ଦକଗେ! ତାକୁ ଭଲପାଏ! ସେ ତାଳୁ ବାହା ଜେବାକୁ  ଚାହେଁ!’ ଗଳାର! ଦେବ! ଗର୍ଜନ କରିରଠିଲେ- ଆମେ ରାଜ ସ୍ଥାନୀ! ଆମ ପରିବାରରେ ବିବାହ ନିଷ୍ଠରି ନେବାର ଅଧି କାର ଝିଅମାନଙ୍କର ନାହିଁ ! ଆମେ ଯୋଉଁ ଠି ଠିକ  କରି ବୁ ତୂ ସେଇଠି ବାହାହେ ବୁ |ତୁଳସୀ  କହିଲା- ‘ଜୀବନ ମୋର ବାହାହେବି ମୁଁ ! ତେଣୁ ମୁଁ ଯାହାକୁ ପସନ୍ଦ କରିବି ତାକୁ  ହିଁ ବିବାହ କରିବି! ଶ୍ୟାମଲାଲ ମୋର ଜୀବନା ମୋ’ଠୁ ତାକୁ  କେହି ଅଲଗା କରିପାରିବେ ନାହିଁ!’

         ରମେଶ ପ୍ରଜାପତ୍ ପରିବାର ଅତ୍ଯନ୍ତ ରକ୍ଷଣଶୀଳ! ସେମାନେ ଦେଖି ଲେ ତୁଳସା ଦିନକୁଦିନ ଆୟତ୍ତ ବାହାରକୁ ଚାଲିଯାଇଛି! କଥାରେ କହରି- ପଘା ଛିଣ୍ଡେଇବା ଆଗରୁ ଗାଈଗୁହାଳ ବଦଳେଇଦେବା ଭଲ! ତେଣୁ ସେମାନେ ଭାବିଲେ, ତୂଳସାକୁ ବାହା ଦେବାର ସମୟ ଆସିଗଲା! ଆଉ ଡେରିକଲେ ବିପଦ! ରମେଶ ପ୍ରଜାପଦ୍ ହାଇଦ୍ରାବାଦର ବିନ୍ନେସ୍ ବନ୍ଦକରି ନନ୍ଦବାନ ଫେରିଆସିଲେ ଓ ତୁଳସା ପାଇଁ ବରପାତ୍ର ଯୋଗାଡ଼ରେ ଲାଗିପଡ଼ିଲେ!

      ତା’ ବାହାଘର ଖବର ଶୁଣି ତୁଳସୀ  ସେମାନଙ୍କୁ ସତର୍କ କରେଇଦେଲା- ତୁମେମୋତେ ବିବାହ ଦେଇପାର! ହେଲେ ମୋ’ ଦେହ ଓ ମନ ଉପରେ କେବଳ ଶ୍ୟାମଲାଲ ର ଆଧିକାର ଆଉ କେହି ତା’ର ମାଲିକ ହେଇପାରିବେ ନାହିଁ

             ଇତିମଧ୍ୟରେ ତୁଳସୀର ବାହାଘର ହେଇଗଲା ଭରତ ସହିତ! ତୁଳସୀ  ନିଜ ନିଷ୍ଠରିଗେ ଅଟଳ ! ସେ କାୟ ମନୋ ବାକ୍ୟ ରେ  ଥିଲା  ଶ୍ୟାମଲାଲ ର ତେଣୁ ବିବାହର ଛ’ମାସ ବିତି ଯାରଥିଲେ  ବି ତା’ ଦେହକୁ ସ୍ପର୍ଶ କରିବା ପାଇଁ ଢେର ନ ଥିଲା  ଭରତ କୁ!

      ନିଜ ଅତୀତର କାହାଣ] କହିବା ବଦକଲା ତୁଳସୀ ! ଭରତ କୁ ପଚାରିଲା- ‘କୁ ହ’ ମୁଁ ଯାହା କରିଛି କ’ଣ ଭୁଲ କରିଛି! ତୁମ ସହିତ ବିବାହ ଦେଇ ମୋ ସହ କ’ଣ ନ୍ୟାୟ କରାଯାଇଛି !’ ଭରତ କହିଲା- ‘ତୂମେ କ’ଣବାହୁଁଛ ?’ ତୁଳସୀ  କହିଲା- ‘ମୋତେ ମୋ ବାପଘରେ ଛାଡ଼ିଦିଆ ମୁଁ ଯେମିତି ବି ହେଲେ ଖ୍ୟାମଲାଲ୍ର ହେବି ତା’ ପରଦିନ ଚୂଳସାକୁ  ନେଇ ସେ ତା’ ବାପଘରେ ଛାଡ଼ିଦ୍ଦେଇଆସିଲା ରମେଶ ପ୍ରଜାପତ୍ ଓ ଗଜାରୀ ଦେବୀ ଭାବିଲେ ଝିଅ ବୋଧହୂଏ ବାପଘରକୁ ବୁଲିବା ପାଇଁ ଆସିଛି! ପୁଣି ଭରତ ଓ ତୁଳସୀ ର ଆଚରଣ ଥିଲା  କେଶ୍ ସ୍ୱାଭାବିକ! ତେଣୁ ସେମାନଙ୍କ ମଧରେ କ’ଣ ଘଟିଛି ସେକଥା ଜାଣିବାର ଅବକାଶ ନ ଥିଲା ! ଫେରିବାବେଳେ ତୂଳସାକୁ  ଏକ ନିରୋଳା ସ୍ୱାନକୁ  ଡାକିନେଲା ଭରତ! କହିଲା- ‘ତୁଳସୀ! ମୁଁ ତୁମ ପ୍ରେମକୁ ’ ସମାନ ଦେଇ ତୂମକୁ  ଏଠି ଛାଡ଼ିଯାଉଛି ସତ, ହେଲେ ସମ୍ପର୍କ ବ୍ରୁଟଉନି! ପଦି କେବେ ବି ମୋ ପ୍ରତି ତୂମ ଭିତରେ ଭଲପାଇବା ସୃଷିହେବ ତା’ହେଲେ ମୋତେ ଖବରଦେବା ମୁଁଆସି ତୂମକୁ  ନେଇଯିବି !’ ତୁଳସୀର ଆଖ୍  ଛଳଛଳ ହୋଇଉଠିଲାସେ କହିଲା- ‘ମୁଁ କେବେବି ତୁମର ହେଇପାରିବିନି ଭରତ ! ମୁଁ ଶ୍ୟାମଲାଲ ର ହେଇସାରିଛି ! ଏ ଜନ୍ମରେ ମୁଁ କେବଳ ଶ୍ୟାମଲାଲ ର ଭରତ ଫେରିଗଲା! ବାପଘରେ ରହିଲା ତୁଳସୀ ! ବାପଘରକୁ ଝିଅ ହୂଏତ ବ୍ରୁଲିଆସିଛି! କିଏ ବା କାହିଁକି ଭାବିବା - ତୁଳସୀ  ବାପଘରକୁ ବୁଲି ଆସିନାହି’ ସବ୍ରୁଦିନ ଲାଗି ଚାଲିଆସିଛି!



ମାସେ… ଛ’ମାସ”…. ବ6ର୍ଷ…. ଅଢ଼େଇବର୍ଷ!

ନା ତୁଳସୀ  ଶାଶୂଘରକୁ ଫେରିବାକୁ ମନ କଚ୍ଛଥିଲା  ନା ତା’ ଶାଶୁଘରୁତୂଳସାକୁ  ପଠେଇବା ପାଇଁ ଖବର ଅନ୍ତର ଆସୂଥିଲା ! ଏମିତିକି ଏଇଅଢ଼େଇବର୍ଷ ଭିତରେ ଭରତ ଥରୁଟିଏ ବି ଚୂଲି ଆସି ନ ଥିଲା  ଶ୍ଵଶୁର ଘରକୁ! ୟୀକୁ  ବି ଥରୁଟିଏ ଦେଖିବା ପାଇଁ ମନ ବଳାଇ ନ ଥିଲା  ସିଏ! ଏସବ୍ରୁ କଥାରମେଶ ପ୍ରଜାପତ୍ ଓ ଗଜାରୀ  ବେବୀଙ୍କ ମନରେ ସଦ୍ଦେହର ଝଡ଼ ସ୍ଵଷି’କଲା!ଆଶଙ୍କାର ବତାଶ ବହିଲା! ତୁଳସୀ  କିନ୍ତୁ  ଥିଲା  ବେଫିକର! ତା’ ଭିତରେତିଳାର୍ଧେ  ବି ନ ଥିଲା  ସ୍ୱାମୀସୁଖ ପାଇବାର ବ୍ୟାକୁଳତା! ସେ ଲୁଚିଲୁଚିଶ୍ୟାମଲାଲ  ସହିତ କଥା ହେଉଥିଲା  ! ଭବିଷ୍ୟତର ସ୍ଵପ ବୁ ଣୁଥିଲା

ରମେଶ ପ୍ରଜାପତ୍ ଓ ଗଜାରୀ ଦେବୀ ପ୍ରସୁତ ନେଲେ ଚୂଳସୀକୁ  ତା’ ଶାଶୂଘରକୁ ପଠେଇଦେବା ପାଇଁ ! ହେଲେ ଏକଥା ଜାଣିପାରି ତୁଳସୀ  କହିଲା- ସେ ସବୁଦିନ ଲାଗି ଶାଶୁଘର ଛାଡ଼ି ଚାଲିଆସିଛି! ଭରତ ସହିତ ତା’ର କୌଣସି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ନାହିଁ! ସେ କେବଳ ଶ୍ୟାମଲାଲ ର! ସେ ଶ୍ୟାମଲାଲ ର ହିଁ ହେଇ ରହିବା



କ’ଣ କରିବେ କିଛି ବୁଦ୍ଧି ବାଟ ଦିଶିଲା ନାହିଁ ରମେଶ ଓ ଗଜାରା  ଦେବୀଙ୍କୁ! ତୁଳସୀ  ଯଦି ଶାଶୁଘର ନ ଯାଏ, ତା’ହେଲେ ଦୁର୍ନାମ ଘଟିବ ବାରଲୋକ ବାରକଥା କହିବେ! ସକମାଛରେ ପୋକ ପକେଇବେ!

 ଏସବ୍ରୁ କଥା ଚିନ୍ତାକରି ଗଜାରୀ ଦେବୀ ଦାନ୍ତ ରଗଡ୍ରଥିଲେ ’ ଦିନେ ସେତୂଳସାକୁ ଡାକି କହିଲେ- ‘ସେ ଶ୍ୟାମଲାଲ ର ଭୂତକୁ  ମୁଣ୍ଡରୁ ଓଲ୍ହେଇ ଦୋ ତୋର ବାହାଘର ସରିଛି! ଆଉଥରେ ବାହାହେଇ ଆମ ମୁହଁରେ କଳା ବୋ ଳିବାକୁ ଚେଷ୍ଟା କଲେ ମୁଁ ତତେ ମାରିଦେବି !’ ତୁଳସୀ  କହିଲା- ‘ତୁ ସେଇଆ କରା ମୋତେ ମାରିବେ! ଅନ୍ତତଃ ମରିଗଲା ପରେ ମୋ ପ୍ରେମରେ ତ ଆଉ କେହି ଶତ୍ରୁ ରହିବେନି! ମୁଁ ବିନା ବାଧାରେ ମୋ ଶ୍ୟାମଲାଲ ର ହେଇ ରହିବି ” ଗଜାରୀ ଦେବୀ କହିଲା- ‘ଆଉ ଥରେ ସେଇ ନାଁଟା ଧରିବ୍ରୁ ତ ମୁଁ ତୋ’ ପାଟିରେ ଛୁରୀ  ପୂରେଇନ୍ଦେବି !’ ତୁଳସୀ  ବି ଚୁପ୍ ହେଇ ବସିବାକୁ ଚାହିଁଲାନାହିଁ! ପାଟି ମେଲା କରି କହିଲା- ‘ଆଣ ଛୁରି! ପୂରେଇଦେ ମୋ’ ପାଟିରେ!ମୁଁ ସେଇଆ ଚାହେଁ

ସତକୁ ସତ ଗଜାରୀ ଦେବୀ ଛୁରିରେ ଆଣି ତୁଳସୀ  ପାଟି ଭିତରେ ପୂରେଇଦେଲେ! ତାଙ୍କ ହାତର ବଳ ଏତେ ଜୋର୍ ଥିଲା  ପେ, ଏକସଇଂରେତୁଳସୀର ୱିଣ୍ଠ ପାଇପ୍ ଓ ଫୁଟ୍ ପାଇପ୍ କଟିଗଲା! ପ୍ରଚୁର ରକ୍ତସ୍ରାବ

ହେଲା! ସେ ତଳେ ପଡ଼ି ରଚ୍ଚବାଳି କରିବାକୁ ଲାଗିଲା ଏତିକିରେଗଜାରୀ ଦେବୀ ଙ୍କ ମନ ଶାନ୍ତ ହୋଇ ନ ଥିଲା ’ ସେ ତାକୁ ମାଡି଼ବସି ତା’ ତଶ୍ଚିକୁ ତିପିଧରିଲେ! ଛଟପଟ ହେଇ ପ୍ରାଣ ଛାଡ଼ିଗଲା ତୁଳସୀର!

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...