Monday, 15 June 2015

ଫ୍ରେ ଶ୍ ଆଇଟମ! ତାଜ! ମାଲ୍



       ଓଃ  ଡୋଣ୍ଟ  କଲ୍ ମି ଆଣ୍ଟି ! ଓ.କେ.! ମୁଁ  କ’ଣ ତତେ ବୁ  ଢ଼ୀ ଭଳି ଲାଗୁଛି ୟେ, ତୁ  ମୋତେ ଆଣ୍ଟି ଡାକୁଚୁ ?”
ସୂଷମାର ଏମିତି କଥା ଶୁଣି ପ୍ରଥମେ ହଡ଼ବଢ଼େଇ ଯାଇଥିଲା ଶାହଜାଦ୍! ନର୍ବାଶ  ସ୍ଵରରେ ପଗରିଥିଲା- ‘ଆଉ ତା’ହେଲେ କ’ଣ ଡାକିବି ?’ ‘ସୂଷମା! କ’ଣ ମୋ ନାଁଟା ତତେ ଭଲ ଲାଗୁନି  କି ? ସୁଷମା କହିଲା!  ଶାହଜାଦ୍ କହିଲା- ‘ତୁ ମେ ମୋଠୁ ଯଥେଷ୍ଟ ବଡ଼! ତୁମ ପୁଅର ବୟସ ମୋ ବୟସ ସହିତ ସମାନ! ମୁଁ ତୁମକୁ ତୁମ ନାଁ ଧରି  ଡାକିଲେ କ’ଣ ଭଲ ଲାଗିବ ” ସୁଷମା ଶାହଜାଦ୍ ପାଖକୁ ଲାଗିଆସିଲା ଓ ତା’ ଗାଲକୁ ଆସ୍ତେ କରି ଚିପିବେର କହିଲା-‘ଡିଅର ଶାହଜାଦ୍’ ଆମେ ଦୁହେଁ ଗୋଟେ  ପାର୍ଲର ରେ କାମ କରୁଛେ! ଆମ ଦୁହିଁଙ୍କର ପୋଷ୍ଟ  ବି ସମାନ! ନା ମୁଁ ତୁ ମଠୁ ବଡ଼, ନା ତୁ ମେ ମୋଠୁ ବଡ଼ା ତେଣୁ ଆଜିଠୁ ତୁ ମେ ମୋତେ ମୋ ନାମ ଧରି ଡାକିବା ଓକେ……….

ଶାହଜାଦ୍ ଓ ସୁଷମା! ଗୋଟିଏ ବିୟୁଟି ପାର୍ଲର ରେ କାମ କରୁଥିବା   ଦୁଇ କର୍ମଚାରୀ! ଶାହଜାଦ୍ କୁ ୨୩ବର୍ଷ ହୋଇଥିବା  ବେଳେ ସୁଷମାର ବୟସ ୪୫କୁ ଟପି ସାରିଥିଲା! ସୁଷମାର ତିନି ପୁଅଙ୍କ ମଧରୁ ତା’ର ବଡ଼ପୁଅର ବୟସ ଥିଲା ଶାହଜାଦର ବୟସ ସହିତ ସମାନ; ଅର୍ଥାତ୍ ୨୩ ବର୍ଷ
    ଘଟଣାର ଆରମ୍ଭ ଶାହଜାଦ୍ ଠାରୁ ହେଉ! ଦିଲ୍ଲୀ  ତ୍ରିଲୋକପୁରୀ  ନିବାସୀ ଅନାଶ ଅହମଦ ଙ୍କ  ତିନି ନସର ପୁଅ ହେଉଛି ଶାହଜାଦ୍! ସେମାନେ ପେସାରେ ହେଉଛଜି ବାରିକ ତେଣୁ ଅନ୍ୟ ପୁଅମାନଙ୍କ ଭଳି ଅନାଶ୍ ଗହୁଁଥିଲେ  ଶାହଜାଦ୍ ମଧ ତାଙ୍କ କୌଳିକ ବୃତି କୁ ଆପଣାର କରୁ! ହେଲେ ଶାହଜାଦ୍ ସେକଥା ଗହୁଁ ନ ଥିଲା! ସେ ସବୃବେଜେ ଦ୍ରିମ୍ ଲ୍ୟାଣ୍ଡରେ ଘୂରି ବୁ  ଲୁଥିଲା ସେ ଭାବୁ ଥିଲା ପେ, ସେ ବମ୍ବେ ଚାଲିଯିବ! ତା’ର ରୁପ ଅଛି! ସେ ଫିଇ ଲାଇନରେ ଟ୍ରାଇ କରିବ ଆଉ ନିଜକୁ କଣେ ସଫଳ ନାୟକ (ହିରୋ) ଭାବରେ ପ୍ରତିପାଦିତ କରିବା ଅନାଶ୍ ଜାଣିଥିଲେ  ଏସବୁ  ହେଊଛି ଶାହଜାକ ର ଦିବାସ୍ଵପ! ତଥାପି ସେ ତାକୁ ରୋକିପାରି ନ ଥିଲେ ! ଶାହଜାଦ୍ ବସେ ଯାଇ ସେଠାରେ ଏକ ସେଲୁନ୍ ରେ  କାମକରି ନିଜର ଗୁଜୁରାଣ ମେଣାଇଲା ! ସମୟ ବାହାର କରି ବିଭିନ୍ନ ଷୁଡିଓକୁ ଗଲା ! ସୁଟିଂ ଳୋକେଶନ୍ କୂ ଯାଇ ସେଠାକାର ଲୋକମାନଙ୍କୁ ସାକ୍ଷାତ୍ କଲା! ଏମିତିରେ ତିନିବର୍ଷ ବିତିଗଲା! ପଥ! ପୂର୍ବ° ତଥା ପରଂ! ଶାହଜାଦ୍ ବୁଝିପାରିଲା ଯେ, ହିରୋ  ହେବାକୁ ନେଇ ତା’ ଭିତରେ ଯେଉଁ ଭାବନା ଥିଲା ତାହ! ଏ ଜନ୍ମ ରେ ପୂରଣ ହେବାର ନାହିଁ ! ଦୂଏତ ହିରୋ ହେବ! ତା’ ଚ୍ଚାଗ୍ୟରେ ନାହିଁ! ତେଣୁ ଭଲ ଘରକୁ ଫେରିଯିବା ଓ କୌଳିକ ବୃତି ରେ  ହାତ ଦେଇ ନିଜକୁ ଠିଆ କରେଇବ ! ବାସ୍, ପୁଣିଥରେ ବମ୍ବେ ରୁ  ଦିଲ୍ଲୀ କୁ ଫେରିଆସିଲା ଶାହଜାଦ୍ ମୟୂର ବି ହାର୍ ଫେକ୍-୧ ରେ ଥିବା ପାର୍ଲର ରେ  ଜଣେ ମେକ୍ଅପ୍ ଏକ୍ସପର୍ଟ ଭାବରେ ପୋଗଦେଲୀ ସେହି ପାର୍ଲର ରେ  କାମ କରୁଥିଲା  ସୁଷମା!
୪8ବର୍ଷ ବୟସୀ ସୁଷମା ଥିଲା ସାଉଥ୍ ଦିଲାର ଦଷିଣପୁରୀ ନିବାସୀ ! ପାଞ୍ଚବର୍ଷ ପୂର୍ବେ ତା’ ସ୍ଵାମୀଙ୍କର ଦେହାନ୍ତ ହୋଇଯାଇଥିଲା ତା’ର ତିନିଜଣ ପିଲା ଥିଲେ  ଓ ସମପ୍ରେ ବଡ଼ ହୋଇଯାଇଥ୍ଳୋ ସୂଷମାକୁ ବୟସ ହୋଇଯାଇଥିଲା ସତ; ହେଲେ ସେ ନିଜକୁ ବୟସ! ଚୋଲି ଭାବୃ ନ ଥିଲା କେବଳ ଭାବୁ  ନ ଥିଲା’ ଅଧ୍କନ୍ତୁ ସେ ନିଜକୁ ସେହିଭଳି ସଜେଇ ରଖି ଥିଲା ତାକୁ ଦେଖିଲେ  ଲାଗୁଥିଲା ଯେମିତି ତା’ର ବୟସ ୩୦ଚ୍ଛ ୩୫ ଭିତରେ!
କୁହାଯାଏ, ପ୍ରତ୍ୟେକ ଜୀବ ପାଇଁ ପ୍ରକୃତିର ଏକ ନିଦିଷ୍ଟ ନିୟମ ଅଛି ! ସେହି ନିୟମଭିତରେ ସେ ନିଜର ବାଲୀ, ଯୌବନ ଆଉ ବାର୍ଦ୍ଧକ୍ୟ  ପ୍ରାପ ହୁଏ! ଯିଏ ପ୍ରକୃତି ବିରୋଧରେ ଯାଇ ନିଜକୁ ବାର୍ଦ୍ଧକ୍ୟ ରେ ବି ପୂର୍ଶ୍ୱ-ପୌବନ-ପ୍ରାପ ବୋଲି ଭାବେ  ଓ ସେହିଭଳି ହବ ଭାବ  ପ୍ରଦର୍ଶନ କରେ ତାହାକୁ ସମାଜ କହେ ‘ପରଭର୍ଟ’! ଆଉ ସତକୁସତ ତା’ ମାନସିକତା ବି ବିପଥଗାମୀ ପାଲଟିଯାଏ! ମୁଷମାର ଅବସ୍ଥ! ଠିକ୍ ସେମିତି ଥିଲା ଏପରିକି ସେ ଯେତେବେଳେ ତା’ର ପୁଅମାନକୁ କୁଆଡ଼କୁ ନେଇ ଯାଉଥିଲା ସେମାନଙ୍କୁ ନିଜର ପୁଅ ଚୋଲି ନ କହି ସାନଭାଇ କିମା ଆଉ କାହାର ସନ୍ତାନ  ବୋଲି ପରିଚୟ  ଦେଉଥିଲା
    ସୁଷମା କେବଳ ନିଢକୁ ଶାରୀରିକ ସ୍ତରରେ ଯୁବତୀ ବୋଲି ପ୍ରଦଶିତ କରୁ ନ ଥିଲା’ ଅଧିକନ୍ତୁ  ତା’ର ମାନସିକତା ମଧ ଥିଲା ସେହିପରି! ତା’ ଭିତରେ  ଦୈହିକ ଷୁଧା ଥିଲା ମଧ ଥିଲା ସେହିପରି! ତା’ ଭିତରେ  ଦୈହିକ ଷୁଧା ଥିଲା ପ୍ରବଳ, ସେ ଶସ୍ତା ରେ  ମିଳୁ ଥିବା ନିଷିଦ୍ଧ ପୁସ୍ତକ ସବୁ  କୁ ପାଠ କରୁ ଥିଲା ପ୍ରାପ୍ତବୟସ. ପାଇଁ ଉରଃଦିଷ୍ଟ  ଫିଲ ସବୁ  କୁ ବେଖୁଥିଲା ଳୋଉଠାରୁ ସେ ଜାଣିଥିଲା ପେ, ସେ ପଦି ତା’ ବୟସ ଠାରୁ ଯଥେଷ୍ଠ କମ୍ ବୟସର ଜଣେ ଯୁବକ ସହିତ ଶାରୀରିକ ସମ୍ଭନ୍ଧ ରଖେ ତା’ହେଲେ ତା’ର ଦୁଇଟ! ଲାଭ ହେବା ପ୍ରଥମତଃ ସେ ଭରପୂର ଶାରୀରିକ ସୁଖ ପାଇବା ଦ୍ୱିତୀୟତଃ ଶାରୀରିକ ସୁଖ ପାଇଲେ ତାହା ତା’ର ମାନସିକତାକୁ ସୁସ୍ଥ ରଖିବ ଯେହେତୁ ମନ ଶରୀରକୁ ନିୟନ୍ତ୍ରଣ କରେ ସେ ମନରେ ସୁସ୍ଥ ରହିଲେ ତାହ! ତା’ର ଶରୀରର ଯୌବନକୁ ମଧ ଅଷୁଣ୍ଠ ରଖିବ ଏଭଳି ଏକ ଲଜିକ୍ ବା  ତର୍କକୁ ନେଇ ଜୀବନ ବିତାଉ ଥିବା ସୁଷମା ପାଇଁ ଶାହଜାଦ୍  ଥିଲା ଏକ ଫ୍ରେଶ୍ ଆଇଟମ! ତାଜ! ମାଲ୍! ତେଣୁ ସେ ଯେତେବେଳେ ଶାହଜାଦ୍ କୁ ଭେଟିଲା ସେତେବେଳେ ଭାବିଳା- ଈଶ୍ଵର ହିଁ ତା’ ପାଇଁ ଅଧା କାମ କରିଦେଲେ! ଅର୍ଥାତ୍ ତା’ ପାଖକୁ ଜଣେ କମ୍ ବୟସର ଯୁବକକୁ ପଠେଇଦ୍ଦେଲେ! ଆଉ ବାକି କାମ ତା’ର! ଅର୍ଥାତ୍ ଈଶ୍ଵର ପଠେଇ ଥିବା ଶାହଜାଦ୍ କୁ  ବଶକରି ନିଜ ଆୟତ୍ତକୁ ଆଣିବା କାମ ହେଉଛି ତା’ରା ଆଉ ସେ ତାହା କରିବ ହିଁ କରିବା 
    ଦିନେ ସନ୍ଧ୍ୟା  ବେଳେ କୌଣସି ଏକ କାମର ବାହାନ! କରି ସୁଷମା ଶାହଜାଦ୍ କୁ  ପାର୍କକୁ ଡାକିନେଲୀ କହିଲ- ‘ଶାହଜାଦ୍! ମୁଁ ଗୋଟେ ସମସ୍ୟାରେ ପଡ଼ିଛି! ମୋର କଣେ ପୁରୁଣା ଗ୍ରାହକ ହେଊଛି ଦିପା; ଯିଏ ଅଲଗା କିଛି ଚାହୁଁଛି! ମାନେ ତା’ର ଦରକାର କିଛି ନୂଆଧରଣର କଟ୍! ଆଉ ଯେ କି ତା’ ଶରୀରର କିଛି ଅଭ୍ୟନ୍ତର ଅଙ୍ଗରେ କିଛି ଟାଚୂ କରିବାକୁ ଗହୁଁଛି; ପୋଉଟା ମୋତେ ଜଣାନାହିଁ ! ତୁ  ତ ବମ୍ଭେରେ ରହି ଫେରିଛୁ! ଆଉ ମୁଁ ଜାଣେ ତୁ  ଜଣେ ମେକ୍ଅପ୍ ଏକ୍ସପର୍ଟ! ତୁ  ହିଁ ମୋତେ ସାହାଯ୍ୟ କରିପାରିବୁ !’ ଶାହଜାଦ୍ କହିଲା- ‘ଠିକ୍ ଅଛି ସୁଷମା’ ତୁ  ଦି ପାକୁ ମୋ ପାଖକୁ ପଠେଇବେ! ମୁଁ ତା’ ମନଜାଣି ମେକ୍ଅଫ୍ କରିଦେବି !’ ସୁଷମା କହିଲା- ‘ପ୍ରୋଲ୍ଲେମ୍ ହେଉଛି ଦୀପା  ଗୋଟେ ଳାଜକୁଳି ଆଉ ଅର୍ଥୋ ଡ଼କ୍ସ  ଝିଅ ! ସେ ନା ତୋ ପାଖକୁ ଯିବ, ନା ଢୋ ପାଖରେ ସେ ତା’ ତ୍ରେସ୍ ଖୋଲିବା’ ଶାହଜାହ କହିଲା- ‘ତା’ହେଲେ ମୁଁ ଆଉ କ’ଣ କରିପାରିବି ?’ ସୁଷମା କହିଲା- ‘ତୁ  ଗୋଟେ କାମ କରା ତୁ  ମୋତେ ଶିଖେଇଦୋ ମୋ ଦେହରେ ଟାଟୁ  କରିତେ! ମୁଁ ତୋଠୁ ଶିଖ୍ ନେ ବି! ଆଉ ଦୀପ କୁ କରିଦେବି! ତୁ  ଗୋଟେ କାମକଳା ଡୁ କାଲି ସନ୍ଧ୍ୟା ରେ  ମୋ କ୍ରାର୍ଟର୍ସକୁ ଗଳିଆ ସେଇଠି ତୁ  ମୋତେ ଶିଖେଇଦବୁ  ’ ପାଲୌରରେ ଏସବୁ   କାମ କଲେ ହୁଏତ ମାଲିରେ ଇମ୍ପ୍ରେ ସନ୍ ଖରାପ ହୋଇଯାଇପାରୋ’ ଶାହଜାଦ ଚାହିଁଲା  ସୁଷମା ମୁହଁକୁ! ସୁଷମା ଓଠରେ ଲାଖି ରହି ଥିଲା  କେରାଏ  ଦୁଷ୍ଟ ହସ ତାକୁ ବୁ  ଝେଇଦ୍ଦେଲା ଯେ’ ଦୀପ  ହେଉଛି ମନଗଢ଼ା ଚରିତ୍ର, ଯାହାକୁ ତିଆରି କରିଛି ସୁଷମା!
    ବାସ୍ତବିକ ଶାହଜାଦ ଗୋଟେ ବୁଡ଼ଧୁ  କିମା ଅନପଢ଼ ନ ଥିଲା ସେ ଭଲ ଭାବେ  ଢାଣିଥିଲା ପେ, ସୁଷମା ତାକୁ ଡାକୁଛି କ’ଣ ପାଇଁ ! ଆଉ ସେଥିଲାଗି ସେ ପ୍ରସୁତ ଥିଲା ! ମଧ୍ୟ  ! ୨୩ବର୍ଷ6ର ଉପନୀତ ହୋଇଥିଲେ  ମଧ ଶାହଜାଦ୍ ଆଜିଯାଏ କୌଣସି ଝିଅର ପ୍ରେମରେ ପଡ଼ି ନ ଥିଲା  କି ଶରୀରର ସୁଖ ହାସଲ କରି ନ ଥିଲା ! ତେଣୁ ସେ ବି ଉଭେଜିତ ଥିଲା ସୂଷମାର ଶରୀରକୁ ହାସଲ କରିବା ପାଇଁ ! ତା’ଛଡ଼ା, ସୁଷମା ତା’ର ଯୌବନକୁ ଏପରି ଆକର୍ଷଣୀୟ କରି ରଖି ଥିଲା ଯେ, ତାକୁ ଦେଖ୍ ଲେ କେହି ବି କହୁ ନ ଥିଲେ  ସେ ୪୫ବର୍ଷର ଜଣେ ମହିଳ! କିମା ସେ ତିନୋଟି ପିଲାର ମା’ ! ସେଥିଲାଗି ଶାହଜାଦ୍ ସଂଗେ ସଂଗେ  ରାଜି  ହୋଇଗଲା ସୁଷମା ଘରକୁ ଯିବ! ପାଇଁ
     ତା’ ପରଦିନ ସନ୍ଧ୍ୟା ରେ  ସୁଷମା ପରେ ଯାଇ ପହଞ୍ଚଲା ଶାହଜାଦ୍ ଆଉ ତାହା ହିଁ ହେଲା ଯାହ! ଘଟିବାର ଥିଲା ସୁଷମାକୁ ତା’ର ଗ୍ରେଶ୍ ଆଇଟମ ମିଳିଗଲା! ଆଉ ଆଦୌ ଚାଖି ନ ଥିବା  ନିଷିଦ୍ଧ ଫଳର ସ୍ୱାଦ ପାଇ ନିଜକୁ କୃତକୃତ୍ୟ ମନେକଲା ଶାହଜାଦ୍ କାହାଣୀ କଦାଚିତ ଏଇଠି ପରିବାର ନ ଥିଲା କୁହାଯାଏ ପରକୀୟା ପ୍ରାତି ଠିକ୍ ଅଫିମ ନିଶା ଭଳି! ତାହାକୁ ଥରକୁଥର ଗୋଟିଏ ନିଦିଷ ସମୟରେ ତୁମେ ନେବାକୁ ବାଧା ସୁଷମା ଓ ଶାହଜାଦ୍ ସେହି ପରକୀୟା ପ୍ରାତିରେ ମଜ୍ଜିଗଲୋ
     ସୁଷମା ଦିନେ ବାହାଘର ପାଇଁ ଶାହଜାଦ୍ କୁ  ପ୍ରସ୍ତାବ ବେଳା ! ଆଉ ପ୍ରେମ-ଭୋଳ ଶାହଜାଦ ହଁ ମାରିଦେଲା ଓ ନିଜ ପରେ ଯାଇ ପ୍ରସାଦ ବେଲା! ହେଲେ ସୁଷମା ଥିଲା ହିଦୂ! ଶାହଜାଦ୍ ପରିବାରକୁ କରିଲା  ସେ, ବାହାଘର ପରେ ସୁଷମା ତା’ର ଧର୍ମ ପରିବରିନ କରିବା ପରିବାର ପକ୍ଷ ରୁ  ଆଉକିଛି ପ୍ରତିବନ୍ଧକ ଉଠିଲାନାହିଁ! ଓଲଟି ସେମାନେ ସୁଷମାକୁ ବୋହୁ କରିବାକୁ ପ୍ରସୁତ ହେଲେ ଓ ତା’ ବିଷୟରେ ଖବର ସଂଗ୍ରହ କଲେ! ସେତେବେଳେ ସେମାନେ ଜାଣିବାକୁ ପାଇଲେ ପେ ସୁଷମା ଜଣେ ଯୁବତୀ ନୁହେଁ, ୪୫ବର୍ଷ1ୟା ବିଧବା ଆଉ ତିନୋଟି ପିଲାର ମା’ ସେତେବେଲେ ଶାହଜାଦ୍ ପରିବାର ମୁଣ୍ଡ ଉପରେ ଆକାଶ ଛିଡ଼ିପଡ଼ିଲା ! ଅନି ଶ୍ ଶାହଜାଦ୍ କୂ ଗାଳିଗୁଲଜ କରିବା ଆରମ୍ଭ କରିତ୍ୟେଲୀ ଶାହଜାହ ଥିଲା  ନଛୋଡ଼ବନ୍ଦା! ସେ ସୁଷମା ପ୍ରେମରେ ପୂବାପୂରି ଅନ୍ଧ ହୋଇଯାଇଥିଲା ! ତେଣୁ ସେ ଘରଛାଡି  ଏକ ଭଡ଼ାଘର ନେଲା, ଯେଉଁଠି ସୁଷମା ଓ ସେ ଲିଭ୍  -ଇନ ରେ  ରହିବାକୁ ଲାଗିଲେ!
    ଏମିତିରେ କିଛିଦିନ ବି ତିଲା ସୁଷମା ପାଇଁ ଶାହଜାଦ୍ ଥିଲା ଏକ ପ୍ରେ°ଶ୍ ଆଇଟମ୍! ତେଣୁ ସେ ମନଭରି ଶାହଜାଦ୍ ର  ସାନିଧ୍ୟ  ଉପଭୋଗ କରୁ ଥିଲା ହେଲେ କିଛିଦିନ ପରେ ସୁଷମାର ଦେହ ରସଶୂନ୍ୟ ହୋଇଗଲା ଶାହଜାଦ୍ ପାଇଁ କାରଣ ସେ ଜାଣିଥିଲା ପେ, ସୁଷମା ଜଣେ ବୟପା ମହିଲା ପୁଣି ତା’ର ତା’ଭଳି ଏକ ପୁଅ ମଧ ଅଛି! ସେ କେବଳ ନିଜ ବୟସର ପୋକ ମେଣ୍ଡେଇବା ପାଇଁ ସୁଷମା କଥାରେ ଅନ୍ଧ ହୋଇପାଇଥିଲା ! ଆଉ ଭୋକ ମେଶ୍ଚିଗଲା ପରେ ବାତ୍ସବିକତା ଆସି ଉଚ୍ଚା ହୋଇଗଲା ଶାହଜାଦ୍ ନିକଟରେ! ଏସବୁ ସତ୍ୱେ  ସେ ନିଜକୁ ସ୍ଥିର ରଖିଲା ! ହେଲେ ଯେଉଁଦିନ ଜାଣିଲା’ କେବଳ ତା’ ସହିତ ନୁହେଁ, ସୁଷମାର ଆଉ ଜଣେ ପ୍ରେମିକ ଅଛି ସେଦିନ ତା’ ମନରେ ସୁଷମା ପ୍ରତି ଘୃଣା ଭରିଗଲୀ ସେ ଭାବିଲା, ଏବେ ସେ ସୁଷମା କବଳରୁ ମୂକ ହୋଇଯିବା ମାତ୍ର ସୁଷମା ତାକୁ ଛାଡ଼ିବାକୁ ଚାହୁଁ ନ ଥିଲା ! ସେ ଜାଣିଥିଲା ଯେ, ସେ ଚେଷ୍ଟା କରି  ବି ଆଉଥରେ ଶାହଜାଦ୍ ଭଳି ଏକ ନବଯୁବକକୁ ତା’ ଶର୍ଯ୍ୟା କୁ  ଟାଣିଆଣି ପାରିବନି! ସେଥିଲାଗି ସେ ଶାହଜାଦ୍ ନିକଟରେ ମିଛ ଗଣ ଖାଇ କହିଲା ସେ, ଏ ଦେହ ଉପରେ କେବଳ ମୋ ସ୍ୱାମୀଙ୍କର ଅଧିକାର  ଥିଲା! ସେ ଯିବ! ପରେ ଏ ଦେହଟା ହେଊଛି ଶାହଜାଦ୍ ର  ତାଳୁ ଛାଡ଼ିଦେଲେ ତା’ର ଆଉକାହ! ସହ ସମ୍ପର୍କ ଇ ନାହିଁ
ଚୂଝିଗଲା ଶାହଜାଦ ବିଚାରା!
     ସୁଷମାର ଦିଅର ଆନନ୍ଦର ବାହାଘର ଆସିଲା! ବାହାଘରକୁ ସୁଷମା ଗଲା  ଓ ତା’ ସହିତ ଶାହଜାବ କୁ ମଧ ନେଇଗଲୀ ବାହାଘର ଭିଡ଼ ଭିତରେ ଶାହଜାଦ୍ ଲକ୍ଷ୍ୟ କଲା ସେ, ସୁଷମା ଲୁଚିଲୁଚି ଜଣେ ବ୍ୟକ୍ତି ସହିତ କଥା ହେଉଛି! ବ୍ୟକ୍ତି ଜଣକ ତାକୁ ଆଲିଙ୍ଘନ କରୁଛି ଓ ସୂଷମାକୁ ଚୁମ୍ବନ  ଦେଉଛି! ନିଅଁ! ଲାଗିଗଲା ଶାହଜାଦ୍ ଛାତିରେ! ବାହାଘର ଭିଡ଼ରେ ନିଜକୁ ଶାନ୍ତ ର ଖ୍ ଘରକୁ ଫେରିଆସିଲା ଶାହଜାଦ୍! ଘରେ ପହଞ୍ଜୁ ପହଞ୍ଜୁ  ଶାହଜାଦ୍ ଓ ସୁଷମା ମଧରେ ଆରମ୍ଭ ହୋଇଗଲା କଳିତକରାଳ! ସେ ବାହାରିଲା ସୂଷମାକୁ ଛାଡ଼ିଦେଇ ନିଜ ଘରକୁ ଗଲିଆସିବା ହେଲେ ସୁଷମା ତାକୁ ଆସିବାକୁ ଦେଲାନାହିଁ! ସେମାନଙ୍କ ମଧରେ  ଧସ୍ତା ଧ ସ୍ତୀ  ଲାଗିଗଲା ! କ୍ରୋଧରେ ଅନ୍ଧ ହୋଇଯାଇଥିଲା ଶାହଜାଦ୍ ସେ କ’ଣ କଚୁଥିଲା ଜାଣିପାରୁ ନ ଥିଲା ସୁଷମା ମୁଣ୍ଡକୁ ଧରି ପିଟି ଦେଲା କାନ୍ଥ ରେ! ତଳେ ପଡ଼ିଗଲା ସୁଷମା ! ତଥାପି କ୍ରୋଧ ଶାନ୍ତ ହୋଇ ନ ଥିଲା ଶାହଜାଦ୍ ର ! ସେ ତା’ ଛାତିରେ ବସି ସୁଷମାର ତଶ୍ଚିକୁ ଚିପିଧରିଲା! କିଛି ସମୟର ଛଟପଟ! ତା’ପରେ ନିଶ୍ଚଳ ହୋଇଗଲା ସୁଷମାର ଶରୀର
      ଫ୍ରେ ଶ୍ ଆଇଟମ ଆଉ ନିଜକୁ ଫ୍ରେ ଶ୍ ରଖ୍ ବାର ନିଶାରେ ସୁଷମାର ପ୍ରାଣଗଲ! ! ଆଉ ନାରୀ  ଶରୀରର ନିଷିଦ୍ଧ ଫଳ ଚାଖି ବାର  ମୋହ ଶାହଜାତ୍ କୁ ଜେଲ୍ ର  ଅଦ୍ଧାରୀ  ଘରକୁ ବାଟ କଢ଼େଇନେଲା !

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...