Tuesday, 31 May 2016

ମୋବାଇଲ ଫୋନର ଏକ କଲ ରୁ ମୃତ୍ୟୁର ଆମନ୍ତ୍ରଣ



ଉଦୟଭାନ କେବେ ବି ଭାବି ନ ଥିଲା କି  ମୋବାଇଲ  ଫୋନ ର  ଏକ କଲ ମୃତ୍ୟୁକୁ ଆମନ୍ତ୍ରଣ କରିପାରେ ! ପଡିଶ! ଘରେ କିଛି ଗୋଟାଏ ଉତ୍ସବ ଚାଲିଥିଲା ! ସେଥ୍ ପାଇଁ ସେଠାରେ ଉଚ୍ଚ ସ୍ଵରରେ ବାଦ୍ୟଯନ୍ତ୍ର ବାଜୁଥିଲା ଉଦୟଭାନ ଦିଲୀପ ସହ କଥ! ହେଉଥିଲା ! ତ!’ ଫୋନ ଟା  ବାଜି  ଉଠିଲା ଜୋରରେ ମୁୟ୍ଜିକ ବାଜୁଥିବା ରୁ ସେ ମୋବାଇଲ  ଫୋନ ର  ସ୍ପିକର  ଅନ  କରି ଫୋନ
ରିସିଭ୍ କଲ! ! ଫୋନ୍ ରିସିଭ୍ ହେଉ ହେଉ ବିପରୀତ ଦିଗରୁ କଲା ର କୌଣସି ସୁଯୋଗ ନ ଦେଇ କହିଲା, ୫ ମିନିଟ୍ ରେ  ମୁଁ ୧ ଠ ଥର ଲଗାଇ ସାରିଲିଣି ହେଲେ ତୁମେ କ’ଣ ଏମିତି କରୁଚ ଯେ ଫାନ୍  ଉଠାଇପାରୁନ ! ମହିଳା କଣେ ବିବ୍ରତ ହୋଇ ସେପଟୁ କହୁଥିଲେ  ! ମହିଳାଙ୍କ କଣ୍ଠସ୍ଵରରୁ ଉଦୟଭାନ ଜାଣିସାରିଥିଲା  ଯେ ସେ କିଏ କହୁଥିଲା ! ସେ କିଛି କହିବ! ପୂର୍ବରୁ ଫୋନ  କାଟି ବା ପାଇ ଯାକଥିଲା ! ଦଲୀପ କନ୍ତୁ କଥାବାର୍ତା ଜାରି  ରଖବ! ପାଇ ସୂଚନା ଦେଲା ! ଏତିକି ସମୟ ଭିତରେ ମହିକ! ଜଣଙ୍କ  ଦୁଇଥର ହାଜୋ ହାଲୋ କହିସାରିଥିଲେ  ! ଉଦୟଭାନ ବାଧ୍ଯ ହୋଇ କହିଲା, ଆଜ୍ଞା ଶୁଭୁ ଚି ! ମହିକ! ଜଣକ ଆହୁରି ରାଗିଯାଇ କହିଲେ, ମୁଁ କ’ଣ ଏଫ.ଏମ୍ ରେଡିଓ, ବାଜୁଥିବି   ଆଉ ଆପଣ ଶୁଣୁଥିବେ ! ଉଦୟଭାନ ହସିବାକୁ ଚାହିଁ ନ ଥିଲେ  ମଧ୍ୟ  ହସି ପକାଇଲା ! କହିଲା, ମାଡାମ ! ଆପଣ ଭୁଲ୍ ଜାଗାକୁ ଲଗେ ଇଦେଲେ କହି ଉଦୟଭାନ ଫୋନ କାଟିଦେଇ!
୩୫ ବର୍ଷ1ୟ ଉଦୟଭାନ ସିଂ ୟୁପି ରାଏବରେଲିର ବସନ୍ତପୁର ଗ୍ରାମର ବାସିନ୍ଦା ଥିଲା! ! ସେ ସୁଷମାକୁ ବିବାହ କରିଥିଲା ଏବଂ ଦୁଇଟି ସନ୍ତାନର ବାପା ଥିଲା ! ପ୍ରାୟ ୫ ବର୍ଷ ତବେ ସେ କାମ ଖୋଜିବା ପାଇଁ ଲକ୍ଷ୍ନୌ   ଚାଲି ଆସିଥିଲା  ! ସେଠାରେ ବିରେକାନନ୍ଦର ବାସିନ୍ଦା ଓମପ୍ରକାଶ ସହ ମିଶିଥିଲା ! ଏକ ଘରୋଇ ସୁରକ୍ଷାକର୍ମୀ ସଂଘ! ଜୋଉଥିଲା ସେଠାରେ ସେ ଉଦୟଭାନକୁ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତି ଦେଲା ! ନକ୍ ତାଉରାର ବାସିନ୍ଦା ଦିଲୀପ ଯାଦବ ମଧ୍ୟ  ସେହି ସଂସ୍ଥାରେ କାର୍ଯ୍ଯ କରୁଥିଲା ! ଏକାଠି କାମ କରିବା ବେଳେ ଉଉୟ ସାଙ୍ଗ ହୋଇଥିଲେ  ! ବନ୍ଧୁତା କ୍ରମଶ8 ବଢ଼ି ବଢ଼ି ଚାଲିଥିଲା ଆଉ ସେମାନେ ଉଭୟଙ୍କ ଘରକୁ ଯିବା ଆସିବା କରୁ ଥିଲେ
ଉଣ୍ଡାରିଆ ଗ୍ରାମର କାଳିକ! ପ୍ରସାଦ ଦିଲୀପର ପିଉସା ଥିଲେ  ! ଲପୌଠାରୁ ଏହି ର୍ଗା’ ଅତି କମ୍ ବ୍ୟବଧାନ ଥିବା ରୁ ଦିଲୀପ ସେଠାକୁ ପ୍ରାୟ ଯିବାଆସିବ! କରୁଥିଲା
୨ବର୍ଷ ତଳେ ଦିଲୀପ ଉଦୟଭାନକୁ ସେଠାକୁ ବୁ ଲାଇବାକୁ ନେର ଥିଲା !କାଳିକା ପ୍ରସାଦର ଅବିବାହିତ କନ୍ୟା  ଥିଲା! ନୀତୁ !ଦ୍ଦେଖିବାକୁ ଅତି ସୁନ୍ଦର ଥିଲା ସେ ! ସେଦିନ ଉଦୟଭାନ କାଳିକା ପ୍ରସାଦ ଘରୁ ବାହାରୁ ବାହାରୁ ନୀତୁ ବାହାରୁ  ଘର ଭିତରକୁ ପଶୂଥିଲା ! ଆଉ ଉଭୟ  ପିଟି ହୋଇଗଲେ ! ନୀତୁ ପଡୁପଡୁ ଉବୟଭାନ ତାକୁ ଧରି ପକାଇଲା ! ସେହି କିଛି ସମୟର ବାହୁ ବନ୍ଧନ ଉଭୟଙ୍କୁ ଆନନ୍ଦ ନ୍ଦେଇଥ୍ଇ! ! ଭଦୟଭାନ ସେହି ମ୍ନହୂର୍ଭ6ର ନୀତୁ ପ୍ରତି ଆକର୍ଷିତ ହୋଇପଡ଼ିଥ୍ଇ! ନୀତୁକୁ କେମିତି ପାଖରେ ପାଇବ ସେ ନେଇ ଉଦ୍ୟମ ଆରମ୍ଭ କରିଥିଲା ! ସେ ଦିଲୀପ କୁ କହୁଥିଲା’ ତେ! ପିଇସୀ ପିଇସା ଏତେ ବଢିଆ ଲୋକ ସେ ପ୍ରଥମ ଦିନରେ ହିଁ ମେ! ମନ କିଣିନେଲେ ! ଆଜିକାଲି ସମାଜରେ ଏତେ ଭଲ  ବ୍ୟବହାର ଆଉ ସ୍ଵେହୀ ମୁଁ ତ ଭାବିପାରୁନି ! ମୋତେ ମେ! ନିଜଘର ଭଳି ଲାଗୁଛି ! ତୁ ଯେତେବେଳେ ଯାରଟୁ ସେତେବେଳ ମୋତେ ନିଶ୍ଚୟ ଡାକିବୁ ଅନ୍ୟପକ୍ଷରେ ଦିଲୀପ ବହୁ ସମୟରେ ତାଙ୍କ ଘରକୁ ଯାଉ ଥିଲା  ! ! ଆଉ ଉଦୟଭାନର ଏକ ବାଇକ ଥିଲା ! ଫଳରେ ଦିଲୀପ କୁ ସୁବିଧା ହେଉଥିଲା ! ଏବେ ଉଦୟଭାନ ଏ କଥା କହିବାରୁ ଦିଲୀପ ଖୁସି ହୋଇଯାଇଥିଲା ! ଯାହା ହଉ ମାଗଣା ମାଗଣା ସବୁଦିନ ବାଇକ୍ ରେ  ବସି ଯାଇହେବ ଭାବି କହିଲା, ଭାଇ  ! ଏଇଟା ଗୋଟେ କହିବା କଥ! !ମୋ ପିଇସା ତେ! ପିଇସା  ହେଲେ ନି ! ମୁଁତ କେବେ ପରକ ଭାବିନି ! ତୁ ଏ କଥ! କହି ମୋତେ ଲଜ୍ୟା ଦେଲୁ !’ ଏବେ ଯେତେବେଳେ ଦିଲୀପ ଯାଉଥିଲା ସେତେବେଳ ସେ ଉଦୟଭାନକୁ ନିଶ୍ଚୟ ସାଙ୍ଗରେ ନେଉଥିଲା! ! ଏଭଳି ହେଉଥିଲା ଯେତେବେଳେ ଦିଲୀପ ଯିବ! ପାଇଁ ଚାହୁଥିଲା ସେତେବେଳେ ଯଦି ଉଦୟଭାନ ଫ୍ରି ନ ଥିଲା! ସେତେବେଳେ ସେମାନେ ଯାଉ ନ ଥିଲେ
       ଏବେ ଯେତେବେଳେ ଉଦୟଭାନ ନୀତୁକୁ ଦେଖୁଥିଲା! ନାଡୁ ହସି ନ୍ଦେଉଥିଲା! ! ଆଉ ଦୂରରୁ ନିରୀକ୍ଷଣ କରୁଥିଲା ! ଉଦୟଭାନର ନଜର ରେ ପଡିବ! ଭଳି ସେ କିଛି କାମ ମଧ୍ୟ  କରୂଥିଲା ! ଉବୟଭାନ ବୁ ଝୁଥିଲା କି ନିଆଁ ସେପଟେ ବି ଲାଗିଛି ! ନୀତୁକୁ ପାଣି ମାଗିବା ବେଳେ ଜାଣିଜାଣି ଉଦୟଭାନ ତା ହାତକୁ ଧରି ପକାଏ ଆଉ ନୀତୁ ଲୀଜେଇ ଯାଇ ହାତକୁ ଛଡାଇବାକୃ ଉଦ୍ୟମ କରେ ! ହେଲେ କିଛି ଆଗକୁ ବଢିବା ପାଇଁ ଉଦୟଭାନ କେବେ ଏକାନ୍ତ ପାଏନାହିଁ ଏବେ କାଳିକ! ପ୍ରସାଦ ଘରେ ଦିଲୀପଠାରୂ ଅଧିକ  ପ୍ରିୟ ହୋଇଥିଲା ଉବୟଭାନ ! କାନିକା ପ୍ରସାଦକୁ ସେ ଫୁ ଫା  ବୋଲି ସମୋଧନ କରୁଥିଲା ବେଳେ ନୀତୁ ତାକୁ ଭାଇ ବୋଲି ସମ୍ଭୋ ଧନ କରୁଥିଲା! ! ଯେତେବେଳେଏଭଳି ବନ୍ଧନରେ ସେମାନେ ବାନ୍ଧି  ହେରେ ସେତେବେଳେ ଜାଣିଜାଣି ଉଦୟଭାନ ଏକୁଟିଆ ଆସିବାକୁ ଲାଗିଲା

        ସେଦିନ ପ୍ରବଳ କୁହୁଡି ସହ ଅଣ୍ଡ! ପଡ଼ୁଥିଲା ! ରାତି ୯ଟା ବାଜିଥିଲା ଉବୟଭାନ କାଳିକ! ପ୍ରସାଦଙ୍କ ଘରୁ ଲପୌ ଅଭିମୁଖେ ବାହାରୁଥିଲା ! ହେଲେ କାଳିକ! ପ୍ରସାଦ ତାକୁ ବାରଣ କଲେ  ! ଏତେ କୁହୁଡିରେ ଗାଡି ଚଳାଇ ଯିବା ସମ୍ଭବ ନୁହେଁ ! ଏଣୁ ରାତିରେ ଏଠାରେ ବିଶ୍ରାମ ନେଇ ସକାଳୁ ବାହାରିଯିବା ପାଇଁ ପରାମର୍ଶ ଦେଲେ ! ଉବୟଭାନ ପାଇଁ ବିଲେଇ କପାଦକୁ ଶିକ! ଛିଶ୍ଚିବା ଭଳି  ହୋଇଥିଲା ! ସେ ଭାବିଥିଲା ରାତି ହେଇଗଲେ ସେ ନୀତୁର ରୁମରେ ପଶିବ ! ଆଉ ଏଡେବିନ ପରେ ମନୋବାଞ୍ଚ! ପୂରଣ କରିବ
ରାତ୍ରି ଭୋଜନ ପରେ ସମସ୍ତେ ଶୋଇବାକୁ ଗରେ ! ଡ୍ରଇଂରୁମ୍ ରେ  ଉଦୟଭାନ ପାଇଁ ଶୋଇବା ବ୍ୟବସ୍ଥା କରାଗଲା ! ପ୍ରବକ ଶୀତ ଯୋଗୁ କେହି ବାହାରକୁ ବାହାରିବା କଥା ଚିନ୍ତା ମଧ୍ୟ  କରୁ ନ ଥିଲେ  ! ଘୋଡ଼ି  ହୋଇ ଶୋରବାର ମଜା ଅନୁଭବ କରୁଥିଲେ  ! ହେରେ ଉଦୟଭାନକୁ ନିଦ ନ ଥିଲା! ! ଏପଟେ ନୀତୁକୁ ମଧ୍ୟ  ! ବିଭିନ୍ନ ବାହାନ! କରି ନୀତୁ ଉଠୁଥିଲା’ କବାଟ ଖୋଲିବ! ବେଳେ ଜାଣି ଜାଣି ଶବ୍ଦ କରୁଥିଲା ! ଆଉ ସେ ଶବ୍ଦ ଯେମିତି ଉଦୟଭାନର ଛାତି ଭିତରେ ପଶି ମୁଣ୍ଡ ଖପୁରି ପଟେଇ ବାହାରି ଯାଉଥିଲା ! ଉକୟଭାନର ଛାତି ଭିତରର ତାତି ସହ ବଢୁଥିଲା  ରାତି ସମସ୍ତଙ୍କ ଆଗୋଚରରେ ସେ ପହଞ୍ଚିଥିଲା! ନୀତୁର କୋଠରି ନିକଟରେ ସେଠାରେ କବାଟ ଖୋଲାଥିବା  ଦେଖି ନୀତୁର ମନକଥା ସେ ବୁଝିପାଇ ଥିଲା ! ସେ ସିଧା ଯାଇ ନୀତୁର କମ୍ବଳ ତତେ ପଶିଗଲା ! ସାର! ରାତି ସେମାନେ ଉପଭୋଗ କଲେ

ସେଦିନ ଫୋନରେ ସ୍ପିକର  ଦେଇ କଥ! ହେବାବେଳେ ଦିଲୀପ ପାଖରେ ଥିଲା ଆଉ ସେ ଟୋନ ନୀତୁର ବୋଲି ସେ ଠଉରାଇ ନେଲା ! କାଳେ ଦିଲୀପ ଜାଣିବେବ ତେଣୁ ସେ ରଙ୍ଗ ନମ୍ବର କହି ପେ!ନ୍ କାଟିଦେଇ! ! ଦିଲୀପ ଭଲ ଭାବରେ ଜାଣିପାରିଥିଲେ  ମଧ୍ୟ  ନ ଜାଣିବାର ଅଭିନୟ କଲା ! ଯେଉଁ ଶୈଳୀରେ ନାତୁ କଥ! ହେତ୍ତଥିଲା ସେଥ୍ ରୁ ସେ ଜାଣିପାରିଲା ଯେ ଏମାନଙ୍କ ମଧ୍ୟ ରେ କୌଣସି ଅନୈତିକ ସମ୍ପର୍କ ଅଛି

ଦିଲୀପ ସିଧାସଳଖ କାକିକା ପ୍ରସାଦ ସହ କଥା ହୋଗା ! ଯେହେତୁ ଏହ! ଏକ ସମ୍ବେଦନଶୀଳ ଘଟଣା, ସେ ଥି ପାଇଁ ସେମାନେ ଟେକ୍ରିକାଲି ହ୍ୟା ଣ୍ଢେଲ କରିବା ପାଇଁ ଚିନ୍ତା କରେ ! ସେମାନେ ଭଦୟଭାନକୁ ବାକି ସବୁକଥା କହିଲେ ଏବଂ ନିଁତୁ ସହ ସମସ୍ତ ସମ୍ପର୍କ କାଟିବ! ପାଇଁ ପରାମର୍ଶ ଦେଲେ ! ଭଦୟଭାନ ମଧ୍ୟ  କଥା ଦେର! ! ହେଲେ ସେ ଏଭଳି ପ୍ରେମ ପାଗଳ  ହୋଇଥିଲା କି ତ! ଠାରୁ ସମ୍ପର୍କ କାଟିବା ସମ୍ଭବ ନ ଥିଲା ! ସେପଟେ ନିଁତୁ  ଅବସ୍ଥ! ବି ଠିକ୍ ସେହିଭଳି ଥିଲା ! ଏଣୁ ଉଭୟ ମିଶୂଥିଲେ
     ଏହା ଦେଖି ଦିଲୀପ ଓ କାଳିକା ପ୍ରସାଦ ମିଶି ଉବୟଭାନର ହତ୍ୟା ଯୋଜନା କରେ ! ଏହି ଯୋଜନାରେ ସେମାନେ ତାଙ୍କ ସମ୍ପର୍କ1ୟ କାଳୁ ଓରଫ ସନ୍ତରାମକୁ ସାମିଲ କଲେ
       ଯୋଜନା ମୁତାବକ ଅକ୍ଟୋବର ୩0ରେ ଦିଲୀପ ଫୋନ୍ କରି ଉବୟଭାନକୂ ଏକ ମଦ ପାର୍ଟିରେ ଯୋଗଦେବାକୁ ନିମନ୍ତ୍ରଣ ବେଲା ସେଠାରେ ରଦୟଭାନ ପହଞ୍ଚିବା ପରେ କାକିକା ଓକାଳୁ ଥିବା ! ଦେଖିଲା !ସମସ୍ତେ ମଦ  ପିଇବ! ଆରମ୍ଭ କଲେ ! କିନ୍ତୁ ଜାଣି ଜାଣି ଉବୟରାନକୂ ଅଧିକ ଦେଇ ସେମାନେ କମ୍ ମଦ ପିଇଲେ ଉଦୟଭାନକୁ ନିଶା ହୋଇଯିବ! ପରେ ସେମାନେ ତାକୁ ବାଇକେ ରେ  ବସାଇ ଉନ୍ନାଓ ଜଙ୍ଗଲ  ଆଡେ ନେଇଗଲେ ବାଟରେ ତା’ର ତଶ୍ଚି ଚିପି ହତ୍ୟା କଲେ !  ଜଙ୍ଗଲ ଭିତରୁ ନଭେମ୍ବର ୪ରେ ଉଦୟରାନର ଗଲି ତ ଶବ ପୋଲିସ ଜବତ କଲ! ଏପଟେ ୩0 ତାରିଖରୁ ରଦୟଭୀନ ନିଖୋଜ ଥିବା  ନେଇ ତ! ଭାର ବୀରଭାନ ଗୋମତି ନଗର ଥାନାରେ ଅଭିଯୋଗ ଦେରଥିଲା ! ଅଭିଯୋଗକୁ ଭିରିକରି ଶବ ପାଇବ! ପରେ ବୀର ଉଦୟରାନର ବୋଲି ଚିହ୍ନଟ କଲା ମୋବାଇଲ ଫୋନ କଲ୍ ରେକର୍ଡ ମୁତାବକ ଦିଲୀପ ନମ୍ବରରୁ ତାକୁ ଫୋନ ଆସିଥିଲା ! ! ଏଣୁ ଦିଲୀପକୁ ପୋଲିସ ଗିରଫ କଲା ! ଏବଂ ଦିଲୀପ ଅନେକ ସମୟ ପୋଲିସ ସହ ଖେଳିବ! ପରେ ହତ୍ୟା ରହସ୍ୟ ଉକ୍ନୋଚନ କରିଥିଲା ପରେ ମୁଖ୍ୟ ଅଭିଯୁକ୍ତ କାଳିକ! ପ୍ରସାଦକୁ ପୋଲିସ ଖୋଜିବ! ଆରମ୍ଭ କରିଥଲା ହେଲେ  ସେତେବେଳକୁ ସେ ଫେରାର ହୋଇ ଯାଇଥିଲା ! ନଭେମ୍ବର ୧୫ ଦିନ କାଳିକ! ଗିରଫ ହେଲା ! କିନ୍ତୁ ସନ୍ତାରାମ ଫେରାର ଅଛି


Wednesday, 25 May 2016

ଜବଲେସ ସ୍ୱାମୀର ଉଚ୍ଚାକାଂକ୍ଷୀ ସ୍ତ୍ରୀ




ବବଲୁ କୁ ଭେଟିବା ଯାଏ ପିଙ୍କିର ସବୁକିଛି ଠିକ୍ ଠାକ୍ ଥିଲା! ସେ ତାର ସ୍କୁଲ  ପିଅନ ସ୍ଵାମୀ ଗବେଦ୍ରକୁ ଆଦରି ନେଇଥିଲା! ହେଲେ ବବଲୁ କୁ ଭେଟି ତାସହିତ ଅନ୍ତରଙ୍ଗ ହେବା ପରେ ଯେମିତି ପିଙ୍କିର ଦୁନିଆ ବଦଳିଗଲା!
ବବଲୁ  ସହିତ ପିଙ୍କିଗ ସାକ୍ଷାତ୍ ହୋଇଥିଲା ଏମିତି! ଗବେଦ୍ରର ମିଆଁପୂରୀ  କିଲା ସେବାରାମ ସରକାରୀ ବିଦ୍ୟାଳୟରେ ନିପୁକ୍ରି ହୋଇଥିଲା! ପିଙ୍କି ସ୍ଵାମୀ ସହ ଆସି ସେଠାରେ ରଦୂଥିଲା! ପିଙ୍କି ବି.ଏ ବି. ଇଡିକରିଥିଲା! ତେଣୁ ସେ ବି ଚାକିରି କରିବାକୁ ଗହୁଁଥିଲା! ସେଥିଲାଗି ଗଜେନ୍ଦ୍ର ସ୍କୁଲ୍ ଚାଲିଯିବା ପରେ ସେଠାକାର ଏକ ସାଇବର କାଫେକୁ ଯାଇ ବିଭିନ୍ନ ପୋଷ୍ଟ  ପାଇଁ ଅନ୍ ଲାଇନ୍ ଆପ୍ପ ଲାଏ  କରୁଥିଲା!
ସେଦିନ ଆପରାହ୍ନ ରେ  ପିଙ୍କି ଯାଇ ସାଇବର କାଫେରେ  ଅର୍ଥ ପଇଠ କରି ଏକ ନ୍ୟାବିନ୍ ଭିତରକୁ ପଶିଗଲା! ହେଲେ ସେଇ କ୍ୟା ବିନ୍ ଭିତରେ ଜଣେ ଯୁବକ ବସି ପର୍ଣ୍ଣ ମୁଭି ଢେଖୁଥିଲା! ଚମକି ପଡ଼ିଲା ପିଙ୍କି! ସେ ଯୁବକ ଜଣକ ବି ପିଙ୍କିକୁ ଦେଖ୍ ଆଶ୍ଚର୍ଯ୍ୟ ହୋଇଗଲା! ସଙ୍ଗେସଙ୍ଗେ ସେଠାରୁ ପିଙ୍କି ବାହାରି ଆସିଲା ଓ ଅନ୍ୟ ଏକ କ୍ୟା ବିନ୍ ରେ ବସି ନିଜ କାମ ସାରିଲା! ଘରକୁ ଯିବା ପାଇଁ କାଫେ ବାହାରକୁ ଆସି ଦେକହିଲା  ସେଇ ଯୁବକ ତାକୁ ଅପେକ୍ଷା କରି ଠିଆ ହୋଇଛି! ପିଙ୍କିକୁ ଦେଖ୍ ଯୁବକ ଜଣକ ତାନିକଟକୁ ଆସି କହିଲା- ସରି ମାଡାମ୍!ପିଙ୍କି ପଚାରିଲା- ସରି କଣ ପାଇଁ ?’
ଯୁବକ କହିଲା- ମୁଁ ପର୍ଣ୍ଣ ଫିଲ ଦେଖୁ ଥିଲି  ତ ସେଇଥ୍ ପାଇଁ!
ପିଙ୍କି କହିଲା- ମୋର ସେଥିରେ  କିଛି ଯାଏ ଆସେନା! ସେଇଟା ତୁମ ସ୍ୱାଧୀନତା!
ଯୁବକ କହିଲା- ତାହେଲେ ତୂମେ ମୋତେ ଭୁଲ ବୁଝିନାହଁ ତ ?’ ଏଥର ପିଙ୍କି ଟିକେ ହସିଦେଲା!ବାସ୍ତବରେ ଯୁବକଙ୍କ କଥା ତାକୁ ଭଲ ଲାଗୁଥିଲା! ପିଙ୍କିର ହସ ଯୁବକ ମନରେ ସାହସ ଭରିଦେଲା! ସେ କହିଲା- ମୁଁ ଡୁମର ବନ୍ଧୁ  ହେଇପାରିବି  !
ପିଙ୍କି କିଛି ସମୟ ଭାବିଲା ଓ କହିଲା- ସିଓର!ହୋପରେ ସେମାନେ ପରମ୍ଭରର ମୋବଇଲେ ନମ୍ବର  ଶେୟାର କଲେ! ପିଙ୍କି ଜାଣିଲା ଯେ, ସେ ଯୁବକର ନାଁ ବବଲୁ  ! ସେ ଏକ ଘରୋଇ ନସିଂହୋମ୍ରେ ମେଲ୍ ନର୍ସ’! ବବଲୁ  ଖୁବ୍ ଗପୁଢ଼ା ଥିଲା! ସେ ପିଙ୍କିକୁ ଟିକେଟିକେ କଥାରେ ହସେଇ ବଉଥିଲା! ସେଥିଲାଗି ପିଙ୍କି କୁ ବବଲୁ  ଖୁବ୍ ଭଲ ଲାଗୂଥିଲା! ବବ୍ ଦିନେ କହିଲା- ପିଙ୍କି! ତୁମେ ବି.ଇଡି. ନ କରି ଯଦି ନସିଂ କୋର୍ସ ସାରି ଦ୍ଦେଇଥାନ୍ତ ତାହେଲେ କୋଉଠି ନା କୋଉଠି ନିଶ୍ଚୟ ଚାକିରି ପାଇଯାଇଥାତା କାରଣ ଏବେ ତ ଛତୂ ଫୁଟିବା ପରି ନର୍ସିଂ ହୋମ୍ ଆଉ ଘରୋଇ ଡାକ୍ତରଖାନା ଖୋଲୁଛି ପିଙ୍କି ଭାବିଲା, ଠିକ୍ କଥା! ବବଲୁ  ସତକଥା ହିଁ କଡୁଛି! ସେ ପଚାରିଲା- ଅଚ୍ଛା  ବବଲୁ ମୁଁ ଏବେ କଣ ନସିଂକୋର୍ସ କରିପାରିବିନି ?’ ବବଲୁ  କହିଲା- କାହିଁକି ପାରିବନି! ତୁମେ ଆଗ୍ରାରେ ନସିଂ ଟ୍ରେନି° ନେଇ ଦୁଇବର୍ଷ ଭିତରେକୌଣସି ନା କୌଣସି ନସିଂହେମୋରେ ନର୍ସ ଚାକିରି କରିପାରିବାବବଲୁ ର  କଥା ପିଙ୍କି ହୃ ଦୟରେ ଶୀତଳ ଶିହରଣ ଖେଳେରବେଲା! ସେ ଭାବିଲା ସେ ନିଶ୍ଚୟ ଚାକିରି କରିବା
ବାସ୍ତବରେ ପିଙ୍କିର ଚାକିରି କରିବା ଦରକାର ନ  ଥିଲା! ଗବେବ୍ରର ବାପା ଗାମସେବକଙ୍କର ଅଚଳାଚଳ ସମ୍ପତି  ! ଗବେହ୍ର ଥିଲା ତାଙ୍କର ଏକମାତ୍ର ପୁଆ ଝିଅ ନିରାକ୍ କୁ ସେ କେବେଠାରୁ ବିବାହ କରି ବେଇଥିଲେ ! ଗବେଦ୍ର ପଲି ଟେକନିକ ରେ  ଡିପ୍ଲୋମା  କରିଥିଲା! ହେଲେ ସେ  କୌଣସି ଚାକିରି କରି ନ ଥିଲା! ଗାମସେବକ ବି ପୁଅକୁ ଚାକିରି ପାଇଁ ବାଧ୍ୟ  କରୁନ ଥିଲେ ! ସେ ଚାହୁଁଥିଲେ ଗବେହ୍ର  ତାଙ୍କ ସମ୍ପତି ର ଉତ୍ତମ ରକ୍ଷଣାବେକ୍ଷଣ କରୁ !

ହେଲେ ପିଙ୍କି  ଏକ ଉପାଦାନରେ ଗଢ଼ା ଝିଅ! ଗବେଦ୍ର ସହିତ ବିବାହ ପ୍ରସ୍ତାବ ପଡୁ ପଡୁ  ସେ ଗୋକ୍ ଠୋକ୍ ଶୂଣେଇଦେଇଥିଲା ପେ, ଚାକିରି କରି ନ ଥିବା ପୁଅକୁ ସେ ବାହା ହେଇପାରିବନି! ତାର ଆତ୍ମ ସନମାନ ଅଛି  ପଦି ତାକୁ କେହି ପତାରେ ଯେ, ତାସ୍ୱାମୀ କଣ କରୁଛି ? ସେ କଣ କହିବ ? ସେ କହିବ ପେ, ତାସ୍ୱାମା ତାଙ୍କ ବାପାଙ୍କ ପଇସାରେ ଚକୁଛି ! ତାଛଡ଼ା ସେ ନିଜର ଖର୍ଚ୍ଚ ପାଇଁ କଣତାଶ୍ଵଶୁରଙ୍କ ନିକଟରେ ହାତ ପାତିବ ପିଙ୍କିର ଯୁକ୍ରି ବାପା ମଦ୍ଦେଶଚାଦ ପୌଜିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା! କାରଣ ସେ ଜାଣିଥିଲେ  ପେ, ପିଙ୍କି ସେ ଘରକୁ ବୋହୁ ହୋଇଗଲେ ତାର କିଛି ଅଭାବ ରହିବନି! ରାମସେବକ ବାବୁ ଓ ତାଙ୍କ  ସ୍ତ୍ରୀ ସୀତା ଦେବୀ  ମଣିଷ ନୁହନ୍ତି ! ମଣିଷ ରୁପରେ ଜଣେ ଜଣେ ଦେବତା! ଗଜେନ୍ଦ୍ର ମଧ ପିଲା ହିସାବରେ ଖୁବ୍ ଭଲ! ଶାନ୍ତ, ନିରୀହ! ପିଙ୍କି ସେମାନଙ୍କୁ ଜାଣିନାହିଁ ବୋଲି ୟାଡୁସ୍ୟାଡ୍ର କହୁ ନ୍ଥିସେଥିଲାଗି ସେ ପିଙ୍କିର କୌଣସି ଯୁକ୍ତି ନ ଶୁଣି ଗବେଦ୍ର ସହିତ ତାର ବାହାଘର କରିଦେଲେ! ବୋହୁ ହୋଇ ଆସିବା ପରେପିଙ୍କି ମଧ ଜାଣିଲା ଯେ, ଏ ଘରେ ତାର କିଛି ଅଭାବ  ନାହିଁ ! ଟଙ୍କା ପଇସା ସବୁତାହାତରେ! ତଥାପି ସେ   ତାହୁଁଥିଲା ଗବେତ୍ର କୋଉଠିନା କୋଉଠି ଚାକିରି କରୁ!କାରଣ ଜଣେ ବେକାର ସ୍ୱାମୀଙ୍କୁ ନେଇ ସେ ସାର! ଜୀବନ ଚଳିପାରିବନି! ସେ ସବୁବେଳେ ଗବେନ୍ଦ୍ରକୁ କହୂଥିଲା ଚାକିରି କରିବା ପାଇଁ ! ଏମିତିକି ତାକୁ ନାନା କଥା କହି ଅପମାନିତ ବି କରୁଥିଲା! କଡୁଥିଲା- ବାପ ଧନ ଖାଇବାକୁ ତୁମକୁ ଲାଜ ଲାଗୁନି! ଆରେ କେମିତି ପୁରୁଷ ତୂମେ?ତୂମର କଣ ସ୍ୱାଭିମାନ ବୋଲି କିଛିନାହିଁ!ପିଙ୍କି କଥାକୁ ଗବେତ୍ର ଧରୁ ନ ଥିଲା! ତାପରିବର୍ଡୋ ସେ ପିଙ୍କିର ଚୁପପୌବନର ଜଣେ ଚାଟୁ କାର ବନି ଯାଇଥିଲା! ସେଥିଲାଗି ପିଢ଼ିକୁ ଭୁ ଲେଇବ! ପାଇଁ ସେ ଫର୍ମ ଆଣି ବିଭିନ୍ନ ପୋଷ୍ଟ  ପାଇଁ ଆ ପ୍ଲା ଏ କରୁଥିଲା ସତ, ହେଲେ ସିରିଅସ୍ ଲୀ ସେଥିଲାଗି ପ୍ରିପେୟାର କରୁ ନ ଥିଲା! ନ ଥିଲା କାରଣ ସେ ଜାଣିଥିଲାତାର ଚାକିରିର କୌଣସି ଆବଶ୍ୟକତା ନାହିଁ ଇତିମଧ୍ଯରେ ପିଙ୍କି ଏକ ପୁତ୍ର ସନ୍ତାନ   ଜନ୍ନ ଦେଲା ! ଗଜେନ୍ଦ୍ର ତାନାଁ ର ଖିଲା  ଉମଂଗ  ପୁଅ ଜନ୍ମ  ପରେ ପିଙ୍କି କହିଲା- ଆରେ  ଏଥର ତ ଚାକିରିରେ କରା ନହେଲେ ତୂମର ପୁଅ ବି କହିବ, ସେ ଜଣେ ବେକାର ବାପର ପୁଅ! ଗବେଦ୍ର ତାକଥାକୁ ଶୁଣିଲା ନାହିଁ! ସେ ତାପରିବାରର ସମ୍ପତି  ବାଡ଼ି ବୁଝାବୁଝି କରୁ ଥିଲା  ତିନିବର୍ଷ ବିତିଗଲା! ପିଙ୍କି ପୁଣି ଏକ ଝିଅ ଜନ୍ନଦ୍ଦେଲା! ଝିଅ ନାଁ- ତମନା! ପିଙ୍କି କହିଲା- ଅନ୍ତତଃ ଝିଅ ପାଇଁ ଚାକିରି କରା ନହେଲେ ଢ଼ାଇଁ କହିବ, ମୋଶ୍ୱଶୁର ଜଣେ ବେକାର! ଏଥର ପିଙ୍କି କଥାକୁ ଗମ୍ଭୀରତାର ସହିତ ନେଲା ଗବେଦ୍ର! ଶେଷରେ ତାପରିଶ୍ରମ ସଫଳ ହେଲା ଓ ସେ ଏକ ସ୍କୁଲ ରେ ପିଅନ ଚାକିରି ପାଇଲା! ଏଥିରେ  ସମସ୍ତେ ଖୁସୀ ହେଲୋ ମାତ୍ର ପିଙ୍କି ଖୁସା ହେଲା ନାହିଁ! ଓଲଟି କହିଲା- ଅନ୍ୟର ଚାକଫ୍ ଉଠଉଥିବା ପିଅନର ସ୍ତ୍ରୀ  ହେବାରେ ମୋତେ କୋଓ  ସୁଖ ମିଳିବ ପେ ଯାହେର ପିଙ୍କି ଗବେନ୍ଦ୍ରର ନିଯୁକ୍ତି ସ୍ଥଳକୁ ଆସିଲା ଭାବିଲା, ସେ ନିଜେ ଚାକିରି ପାଇଁ ଚେଷ୍ଟା କରିବା ସେ ଗବେଦ୍ରକୁ ଦ୍ଦେଖେଇଦେବ ଯେ, ସେ ବି କିଛି କମ୍ ନୁ ହେଁ'ସେଥିଲାଗି ସେ ସାଇବର କାଫେକୁ ଆସି ଅନଲାଇନରେ ଆ ପ୍ଲା  ଏ କରୁଥିଲା! ସେଇ ସାଇବର କାଫେରେ ହି ତାର ଭେଟହେଲା ବବଲୁ  ସହିତ ! ବବଲୁ  ହିଁ ତାଭିତରେ ନର୍ସ ହେବାର ସ୍ବପ୍ନ  ଭରିଦେଲା  |
                ଆଗ୍ରାର ଏକ କଲେଜରେ ନାମ ଲେଖେଇଲା ପିଙ୍କି! ତାପାଇଁ ଏକ ଘର ଯୋଗାଡ଼ କରିଦେଲା ବବଲୁ ! ଉଡ଼ାଘରେ ପପହଁଚି  ଖୁଶି ରେ ନାଚି ଉଠିଲା ପିଙ୍କି! ବବଲୁ ର ହାତକୁ ଜାବୁଡ଼ି ଧରି କହିଲା- ବବଲୁ ମୁଁ ଆଜି ଖୁବ୍ ଖୁସୀ! ମୋତେ ଲାଗୁଛି ମୁଁ ଯେମିତି ମୁକ୍ତ ବିହଙ୍ଗ  ପାଲଟି ଯାଇଛି! ଏସବୁ କେବଳ ତୂମ ପାଇଁ 6ହ!ଇଛି !ବବଲୁ  କହିଲା- ତାହେଲେ ତ ଆଜି ଦିନଟିକୁ ତୁମେ ସେଲିକ୍ରେଟ୍ କରିବା କଥା !ପିଙ୍କି କହିଲା- ଅଫ୍ଳୋର୍ପ ! କୁହ କଣ ଖାଇବା ମୁଁ ଆଜି ନିଜ ହାତରେ ରାନ୍ଧି ତୂମକୁ ଖୁଏଇବି ବବଲୁ  କହିଲା- ଖାଇବି ତ ନିଶ୍ଚୟ! ହେଲେ ଆମେ ଆଗ ମୁଭି ଦେଖିବା ! ତାପରେ ଖାଇବା! ପିଙ୍କି କହିଲା- ତାଢ଼େଲେ ଆମକୁ ତ ହଲ୍ କୂ ଯିବାକୁ ପଡ଼ିବାବବଲୁ  କହିଲା- ନାଆମେ ଡିଭିଡିରେ ଫିର ଦେଖିବା!
ମୁଁ ସେଇ ଫିଇର କଥା କଦୂଛିଯୋଉ ଟାକୁ ମୁଁ ନ୍ୟାବିନ୍ ରେ  ଦେଖୁ ଥିଲି  ଆଉ ଭୁଲରେ ତୂମେ ମୋନ୍ୟାବିନ୍ ଭିତରକୁ ପଶିଯାଇଥିଲାପିଙ୍କି ଟିକିଏ ଲାଜେରଗଲା! କିନ୍ତୁ ମନାକଲାନି! ତାର ବି ଇଚ୍ଛା ଥିଲା ସେମିତି ଏକ ଫିଇ ବେଖ୍ ବାକୁ! ସେଦିନ ପରଦା ଉପରେ ଫୁଟି ରଠିଥିବା ଦୂଶ୍ୟ ସବୁ ତାର ଗୋଟିଗୋଚି ହେଇ ମନେଥିଲା! ତାକୁ ମନେପକେର ସେ ମନକୁମନ ଶିହରି ଉଠୁଥିଲା! ବବଲୁ  ଟିଭିରେ ଡିଭିଡି ପ୍ଲେ ୟାର ଫିଟ୍ କରିଦେଲା! ଝରକା କବାଟ ଦେଇ ଘରକୁ ନିବୁଯ  କରିଦେଲା! ଫିଲ୍ମ ଆରମ୍ଭ  ହେବା ବେଳକୁ ପିଙ୍କି ଫିସ୍ ଫିସ୍ ହେଇ କହିଲା- ଦେଖ, ତୁମେ ଖାଲି  ଫିଲ୍ମ ଦେଖିବା  ଯେମିତି ନିଜେ ଫିଲ୍ମ ନ କର ହସିଦେଲା ବବଲୁ ! ଲାଜେଇଗଲା ପିଙ୍କି! ସେ ଜାଣିଥିଲାବବଲୁ  ତାସହିତ କଣ କରିବାକୁ ଯାଉଛି! ଆଉ ସେ ପ୍ରସୂତ ଥିଲା ମଧ୍ୟା ସେଦିନ ରାତି ପାହିଲା! ଆଉ ରାତି ପାହିବା ବେଳକୁ ପିଙ୍କି ସମ୍ପୂର୍ଣ ଭାବରେ ବବଲୁ ର ହେଇସାରିଥିଲା
କ୍ଲାନ୍ତ ହୋଇ ଶୋରପଡି଼ଥିବା ବବଲୁ କୁ ଅନେଇ ସେ ତାସ୍ଵାମାକୁ ତୁଳନା କଚୁଥିଲା! ଭାବୁଥିଲାଗବେଦ୍ର ନୁହେଁ, ବବଲୁ  ହିଁ ହେଉଛି ତାମନଲାଖ୍ ପୁରୁ ଷ! ନସିଂକୋର୍ସ କରିବାକୁ ଯାରଥିବା ପିଙ୍କି ପାଇଁ ବବଲୁ  ସହିତ ମିଳାମିଶା କରିବାରେ ସାମାନ୍ୟ ବି ପ୍ରତିବନ୍ଧକ ନ ଥିଲା! ଓଲଟି ସେମାନେ ଏମିତି ଚକୁଥିଲେ ଯାହାକୁ ଦେଖ୍ ପଡ଼ୋଶୀମାନେ ଭାବୁ ଥିଲେ  ସେମାନେ ପନ୍1-ପତି! ଗବେହ୍ର ଆଗ୍ରାଠୁ ଅନେକ ଦୂରରେ ଥିଲା ! ତେଣୁ ପିଙ୍କିର ଅନୈତିକ ସମ୍ପର୍କର ସୁଗାକ ତାକୁ ମିଳିପାରୁ ନ ଥିଲା! ପିଙ୍କି ଭିତରେ ବେଳକୁବେଳ ଗବେଦ୍ରର ଚେହେରା ଲିଭିଲିଭି ଆସୁଥିଲା! ସେହି ସ୍ଥାନ  ଅଧ୍ କାର କରୁଥିଲା ବବଲୁ | ବବଲୁ  ଅବିବାହିତ ଥିଲା ! ତେଣୁ ପିଙ୍କି ଚାହୁଁଥିଲା ଡାକୁ ବିବାହ କରିବାକୁ! ଅପରପକ୍ଷରେ, ଗବେଦ୍ରର ସମ୍ପତି  ମଧ ତାକୁ ପ୍ରଲୋଭିତ କରୁଥିଲା! ସେ ଭାବୁଥିଲାଯଦି କୌଣସି କାରଣରୁ ଗବେହ୍ର ମରିଯିବ ତାହେଲେ ସବୁ ସମ୍ପତି ତାର ହୋଇଯିବା ପୁଣି ଗବେଦ୍ର କଣେ ସରକାରୀ ସୁଲ୍ ପିଅନ  ହୋଇଥିବା ହେତୁ କ୍ୟମ୍ପେର୍ନ ସେଟୋରିଗ୍ରାରଣ୍ଠରୁ ତାକୁ ମଧ ମାରେ ଚାକିରି ମିଳିଯିବ! କାରଣ ସେ ବି°ଇଡି° କରିଛି ! ଅର୍ଥାତ୍, ଗବେଦ୍ର ମଲେ ତାର ଲାଭ ହିଁ ଲାଭ!

କୁହାଯାଏ, ମଣିଷର ମୁଣ୍ଡକୁ ଥରୁଟେ ସଇତାନ କବଳିତ କରିନେବ! ପରେ ତାର ଆର ନିସ୍ତାର ନ ଥାଏ ତାପାଦ ତଳକୁତଳତ୍କ ଖସିତାଲେ! ପିକିର ଅବସ୍ୱା ଠିକ୍ ସେମିତି ଥିଲା! ସେ ବବଲୁ କୁ ଡାକି ତାମନକଥା କହିଲା! ବବଲୁ  ପିଙ୍କି ପ୍ରେମରେ ଥିଲା ଅବା ସେ ବି ସାମିଲ ହୋଇଗଲା ତାସହିତ! ହେଲେ ଗବେଦ୍ରକୁ ମାରିବା ପାଇଁ ତାର ଏକୁଟିଆ ସାହସ ହେଲାନାହିଁ! ସେ ଆଉ ଜଣେ କିଲରକୁ ସାଥୀ କଲା!

ଯୋଜନା ପ୍ରସୂତ କଲା ପିଙ୍କି! ସ୍ତ୍ରୀ  ଯେତେବେଳେ ସ୍ୱାମୀକୁ ହତ୍ୟା କରିବାର ଯୋଜନା କରେ , ସେତେବେଳେ ସ୍ୱାମୀ କୁ କେହି ବି ସ୍ତ୍ରୀ କବଳରୁ ରକ୍ଷୀ କରିପାରେ ନାହିଁ! ଗଜେନ୍ଦ୍ର ଚି ଥିଲା ଠିକ୍ ସେମିତି ଜଣେ ସ୍ୱାମୀ! ତାଖାଇବାରେ ନିଦ ପାଉଡର ମିଶେଏଇ  ଦେଲା  ପିଙ୍କି! ଆଦରକରି ବଳେଇ ବଳେଇ ଖୁଆଇଲା ! ଗଭୀର  ନିଦରେ  ଶୋରପଡ଼ିବା ପରେ ଫୋନ୍ କଲା ବବଲୁ ତ୍କ ! ବବଲୁ  ତାର କିଲର ସାଥୀକୁ ଧରି ଆସି ପହଞ୍ଗଲା ଗବେଦ୍ର ଘରୋ ଆର ଦୁଇଜଣ ମିଶି ତାତଶ୍ଚିଚିପି ହତ୍ୟା କରିଦେଲେ! ଛଟପଟ ହୋଇ ଗବେଦ୍ର ପ୍ରାଣ ଛାଡ୍ରଥିବା ବେଳେ ପାଖରେ ଦେଖୁଥିଲା ପିଙ୍କି- ତାର ସ୍ତ୍ରୀ !

Monday, 2 May 2016

ଅଲୀ କଣ ସତ କହୁଛି



ପ୍ରଚିମାକୁ  ୪୬ ! ଅଲୀକୁ  ୪୮
 ପ୍ରଚିମାର ମିଜାଜ ଥିଲା ରଙ୍ଗିନା ସେ ସବୁବେଳେ ନି ଜକୁ  ସଜେଇ ରଖୁଥିଲା କେବଳ ସେତିକି ନୁହେଁ; ସେ ଗହୁଁଥିଲା ଯେମିତି ବି ହେଉ ଜଣେ ପୁରୁଷର ନଜର ତାଉପରେ ପଡୁ! ସେଥିଲାଗି ସେ ଯେବେ ବି ଗହଳିରେ ଯାଉଥିଲା ଅଥବା ଘରକୁ କେହି ପୁରୁଷ ଆସୂ ଥିଲେ ସେମାନଙ୍କ ସହ କଥାବାର୍ତା କରିବା ବେଳେ ନିଜର ଶାଢ଼ିକୁ  ସଜାଡୁ ଥିଲା!

ପ୍ରତିମା ଭଳି ଅଲୀ ବି ଥିଲା ସ୍ଵପରେ ଉବୁ ଚୂବୁ ଜଣେ ପୁରୁଷା ତାଭିତରେ ବି ଭରପୂର ହୋଇ ରହିଥିଲା ନାରୀକୁ ନିଜ ଆଡ଼କୁ ଆକୃଷ୍ଟ କରିବାର ନିଶା! ସେ ମଧ ନିଜକୁ ସବୁବେଳେ ଫ୍ରେଶ  ରଖୁଥିଲା! କଥାବାର୍ତା ! କରିବା ବେଳେ ନିଜର କଥାବାର୍ତା  ପ୍ରତି ଆବଶ୍ୟକତା ଠାରୁ ଅଧିକ  ଯନ୍ବାନ ହେଉଥିଲା ସେ ବିବାହ ରିଥିଲା ଓ ତାର ତିନୋଟି ପିଲା ମଧ ଥିଲେ! ଉଭୟ ପ୍ରତିମା ଏବଂ ଅଲୀ ଙ୍କର ସାକ୍ଷାତ୍ ହୋରଥିଲା ଦାସପୁର ଗ୍ରାମରେ!

ପଶ୍ଚିମବଙ୍ଗ ମେଦିନୀପୁର ଜିଲାର ଗୋଟିଏ ଗ୍ରାମ ହେଉଛି ଦାସପୁର! ଏହି ଗସପୁର ହେଉଛି ପ୍ରତିମାର ବାପଘର! ପ୍ରତିମ! ସାନ ଭଉଣୀର ବାହାଘର ଥିଲା! ସେଥିଲାଗି ପ୍ରତିମ! ସ୍ଵାମୀ ଦିଲୀପ ମାଇତି ଏବଂ ଦୁଇପୁଅଙ୍କ ସହିତ ସେଠାକୁ ଯାଇଥିଲା ଅଲୀ! ଓରଫ୍ ଆଲାମ୍ ଅଲୀ! ଘର ଘାଟଲ୍ ଗ୍ରାମରେ! ଦାସପୁର ଓ ଘାଟଲ୍ ହେଉଛି ଦୁଇଟି ପାଖାପାଖ୍ ଗ୍ରାମ! ସେଥିଲାଗିଅଲୀ! ମଧ ବିଭା ଘରକୁ  ନିମତିତ ହୋଇ ଆସିଥିଲା! ବାସ୍ତବରେ, ପଡୋଶୀ ଗ୍ରାମର ଜଣେ ନିର୍ଭର ଯୋଗ୍ୟ ବ୍ୟକ୍ତି  ହୋଇଥିବା ରୁ  ଅଲୀ ଉପରେ ବିଭାଘର ସବୁତକ ଦାୟିତ୍ଵ ନ୍ୟସ୍ତ କରଯାଇଥିଲା
ବାହାଘର ଅବସରରେ ହିଁ ପ୍ରତିମା ଏବଂ ଅଲୀଙ୍କର ସାକ୍ଷାତ ହୋଇଥିଲା ! ପୁଣି ପ୍ରତିମା ଘରେ ଝିଅ ହୋଇଥିବା  ହେତୁ ସବୁକାର୍ଯ୍ଯରେ ତାର ଅନୁ ପ୍ରବେଶ ରହିଥିଲା! ସେହି ହେତୁ  ଗୋଟିଏ ଦିନରେ ଅନେକଥର ସେମାନଙ୍କ ମଧରେ ଦେଖାସାକ୍ଷାତ ଓ କଥାବାଗାଁ ହେବା ସ୍ଵଭାବିକା ଦିନକେଇଟା ଭିତରେ ସେହି ଦେଖାସାକ୍ଷାତ ଓ କଥାବାର! ଅନ୍ତରଙ୍ଗ ପର୍ଘ୍ୟୟକୁ  ଗଲିଯାଇଥିଲା କାରଣ, ଉଭୟଙ୍କ ମାନସିକତା ସମାନ ହୋଇଥିବା ରୁ  କେହିକାହାରିକୁ  ବୁଝିବ! ପାଇଁ ଡେରି କରି ନ ଥିଲେ! ଯେତେବେଳେ ବି ସେମାନେ ସମୟ ପାଉଥିଲେ ଆଉ ଏକ ନିରୋଳା ସ୍ଥାନ ସେମାନଙ୍କୁ ମିଳି ଯାଉଥିଲାସେମାନେ ପରମ୍ବରର ନିକଟତର ହୋଇଯାଉ ଥିଲେ  ପାଖରେ ପାଇବ! ମାତ୍ରେ ଅଲୀ ପ୍ରତିମାକୁ ନିଜର ଦୃଢ  ଆଲିଙ୍ଗ ନରେ  ବାନ୍ଧି  ରଖୁଥିଲା ତାର ଓଠ, ଆଖୀ ପତା   ଚିବୁକ, ବେକମୂଳକୁ  ଚୁସନ ରେ  ଓଦ! କରିପକାଉଥିଲା ପ୍ରତିମାର ପ୍ରତିକ୍ରିୟା ମଧ ଥିଲା ସମାନୃରୁ ପ! ସେ ଅଲୀର ବାହୁବଳୟ ଭିତରେ ନିଜକୁ ସମର୍ପଣ କରିଦେଇ ଆତ୍ମା ତୃପ୍ତି ରେ ରେ ଆଖ୍ ବୁଜ଼ୀ  ଦ୍ଦେଉଥିଲା
ବାହାଘର ଉସବ ଅବସରରେ ଦୁଇ ମଧବୟସ୍କ ପ୍ରେମୀଯୁଗଳ ଏହାଠାରୁ ଆଉ ପାଦଟିଏ ଅଧିକ  ଆଗକୁ ଆଗେଇ ପାରି ନ ଥିଲେ! କାରଣ ସେମାନକୁ ଲୋ କଭିଡ଼ରେ ଆଗକୁ  ଯିବାର ସୁଯୋଗ ମିଳି ନ ଥିଲା ଯଦିଓ ସେମାନେ  ଅହୋରାତ୍ର ସେଭଳି ସୁପୋଗଟିଏର ପ୍ରତୀକ୍ଷାଗେ ଥିଲେ ମାତ୍ର ତାହ! ସମ୍ଭବ ହେଲାନାହିଁ! କାଋଣ ବାହାଘର ଉତ୍ସବ ସରିଗଲା! ଅସମାପ୍ତ ପ୍ରେମ କାହାଣୀ କୁ ଅଧୁର ରଖ୍ ସ୍ଵାମୀ ଓ ଦୁଇପୁଅଙ୍କ ସହ ପ୍ରତିମା କଲିକତା ଫେରିଆସିବାକୁ ବାଧ୍ୟ ହେଲା  ପ୍ରତିମାର ସ୍ୱାମା ଦିଲୀପ ମାଇତି ବୃତି ରେ ଥିଲା
କଣେ ବଣିଆ ସେ ନିଜର ପରିବାର ସହିତ କଲିକତାର ଗିରିଶପାର୍କ ଏରିଆର ବନାରସିବାସ ଘୋଷ ଷ୍ଟ୍ରୀଟ ରେ  ଗୋଟିଏ ଘର ଭଡ଼ା ନେଇ ରଦୂଥିଲା ! ବଡ଼ପୁଅ ଇଞ୍ଜିନିୟରିଂ ପାସ୍ କରି ଗୁଜରାଟରେ ରହୂଥିବା  ବେଳେ ସାନପୁଅ ତୂଏଲେରି ଡିଜାଇନ୍ କୋର୍ସ କରି ବାଇବ୍ରାବାକ୍ରେ ରଦୂଥିଲା ତେଣୁ ସ୍ଵାମା ସ୍ତ୍ରୀ ରହୂଥିଲେ କଲିକତାରେ!

ପୁଅଙ୍କୁ ପାଠପଢ଼େଇ ମଣିଷ କରିବା ପାଇଁ ଦିଲୀପ ବେଶ୍ କିଛି ରୁ ଣ କରିଥିଲେ! ପୁଣି ସ୍ୱଭାବତଃ ସେ ଥିଲେ ଜଣେ ବଦଖରରଚି   ଲୋକ! ସେଥିଲାଗି ସେ ଯାହା ରୋଜଗାର କରୂଥିଲେ ସେ ଥିରେ  ସ୍ୱାମା ସ୍ତ୍ରୀ  ଦୁହିଁଙ୍କର ଗୁଜୁରାଣ ସିନା ମେଶ୍ଚି ଯାଉଥିଲା; ହେଲେ ସେ କରିଥିବା  ଋଣ ପରିଶୋଧ କରିବା ସମ୍ଭବ ହୋଇପାରୁ ନ ଥିଲା! ଯେତେବେଳେ ସାନପୁଅ ଜୁଏଲେରି ଡିଜାଇନ୍ କୋର୍ସ କରି ହାଇଦ୍ରାବାଦରେ ଚାକିରି କଲା ଓ ହାଇଦ୍ରାବାଦରେ ରହିଥିଲା ସେତେବେଳେ ଦିଲୀପ ଚିନ୍ତ କଲା- ସେ ଯଦି ପୁଅ ପାଖକୁ ଚାଲି ଯାଏ ଓ ସେଠାରେ କାମ କରେ ତାହେଲେ ସେ କିଛି ଅଧିକ  ରୋଜଗାର କରିପାରିବ ଓ କରଜ ଶୁଝିପାରିବା ଏହା କବି ସେ ପ୍ରତିମାକୁ ମଧ ତାସହିତ ଯିବା ଲାଗି କହିଲା ! ହେଲେ ପ୍ରତିମା ରୋକଠୋକ ମନା କରିଦେଇ କହିଲା- ମୋର କଲିକତା ଛାଡ଼ି କୁ ଆଡ଼କୁ  ଯିବାର ନାହି ! ତୁମେ ଯବି ଯିବାକୁ ଗହୁଁଛ ତାହେଲେ ଯାଅ ! ମୁଁ ମୋର ଏଇଠି ଭଲରେ ଅଛି! ତୁମେ ମାସକୁ ମାସ ଟଙ୍ଗା ପଠେଇତେବ

ଦିଲୀପ ତାହ! ହିଁ କଲା! ପୁଅ ପାଖରେ ରହି କାମ କରିବା ପାଇଁ ସେ ପ୍ରତିମାକୁ ଏକୁଟିଆ କଲିକତାରେ ଛାଡ଼ି ହାଇଦ୍ରାବାଦ ଗଲିଗଲା ! କଲିକତାରେ ଏକୁଟିଆ ହୋଇଗଲା ପ୍ରତିମା! ବାସ୍ତବରେ ଏଇ ଏକ୍ ଲାପଣ ତାକୁ  ଆତଙ୍କିତ  କରି ନ ଥିଲା; ଅଧିକ ନ୍ତୁ ତାକୁ  କରିଥିଲା ପୁଲକିତ! କାରଣ କଲିକତାରେ ଥିଲା ତାର ମଧବୟସ୍କ ପ୍ରେମିକ ଆଲାମ୍ ଅଲୀ; ଯାହା ସହ ଅଧା ରହିଥିବା ! ପ୍ରେମ କାହାଣୀକୁ ସମୂର୍ଣ୍ଣ କରିବା ପାଇଁ ସେ ମୁପୋଗଟିଏ ହିଁ ଖୋକୁ ଥିଲା! ଆଉ ସମୟକ୍ରମେ ସେହି ସୁଯୋଗ ମଧ ମିଳିଗଲା ତାକୁ !

ଅଲୀ  ସହ ଫୋନରେ ସମ୍ପର୍କ ଥିଲା ପ୍ରତିମାର! ସେମାନେ ଫୋନରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ! ଶାରୀରିକ ପ୍ରେମ କରିପାରୁ ନ ଥିଲେ ମଧ ଫୋନ୍ ରେ ସେମାନେ ବାଚନିକ ପ୍ରେମ କରି ସନ୍ତୁଷ୍ଟ ରହୁ ଥିଲେ  ହେଲେ ଦିଲୀପ ଯିବା ପରେ ସେ ଆଉ ଅଧିକ  ଦିନ ଅପେକ୍ଷା କରି ନ ଥିଲା ! ତୁରନ୍ତ ଅଲୀ କୁ  କଲିକତା ଗଲିଆସିବାକୁ  କହିଲା
ଦା ସପୁରରୁ କଲିକତା ସେଡେ ବେଶି ବାଟ ନ ଥିଲା ସନ୍ଧ୍ୟା ରେ ଆସି ଅଲ] ପହଁଞ୍ଚିଲ  ପ୍ରତିମା ନିକଟରେ! ଘରର ମାଲିକ ତଥା ଅନ୍ୟ ଭଡ଼ାଟିଆମାନଇଂ ସନ୍ଦେହ ନ ହେବା ପାଇଁ ତାକୁ ନିଜର ମାଉସୀ ପୁଅ ଭାଇ ବୋଲି  ପରିଚିତ କ ରେଦ୍ଦେଲୀ ପୁଣି ପ୍ରତିମାର ବାପଘର ଗାଁ ପାଖରେ ଅଲି ର  ଘର ହୋଇଥିବା ରୁ କାହାରି ସନ୍ଦେହ ମଧ ହୋଇ ନ ଥିଲା! ସେମାନେ ସେଦିନ ସନ୍ଧ୍ୟା ରେ  ଶପିଙ୍ଗ  କରୋ ଆଉ ରାତିରେ ସେମାନଙ୍କର ଅଧା ହୋଇ ରହିଥିବା  ସମ୍ପର୍କରେ ପୁର୍ଣ ହୂତି  ପ୍ରଦାନ କଲେ!

ଦୁଇଟା ପିଲାଙ୍କର ମାପୁଣି ୪୬ ବର୍ଷ ବୟସର ହୋଇଥିଲେ ମଧ ପ୍ରତିମାର ବେହର ଷୁଧା ମେଶ୍ଚି ନ ଥିଲା ସେହିଭଳି, ଅଲୀ କୁ  ୪୮ବର୍ଷ ହୋଇଯାଇଥିଲେ ମଧ ତାଶରୀରର ସାମର୍ଥ୍ୟ ହ୍ରଶ ପାଇ ନ ଥିଲା ଅତଏବ, ଉଭୟ ଉଭୟଙ୍କ ପାଇଁ ପାଗଳ ପାଲଟିଗଲେ! ସେମାନେ ଭା ବିଥିଲେ ବାହାଘରେ ଭିଡ଼ରେ ଯେଉଁ କାହାଣୀ ଅଧାଲେଖା ହୋଇ ରହିଯାଇଥିଲା ତାହାକୁ ସେମାନେ ଗୋଟିଏ ରାତିରେ ହିଁ ଲେଖୀ   ଶେଷ କରିଦେବେ! ମାତ୍ର ନା- ସେ କାହାଣୀର ଖିଅ  ଏତେ ଦାର୍ଘ ଥିଲା ଯେ , ସେଥ୍ ପାଇଁ ସେମାନେ ରାତି ପରେ ରାତି ଏବଂ ଅନେକ ରାତି ର ଆବଶ୍ୟକତା ଅନୂଭବ କରି ଥିଲେ
ବାଧା ଦେବାକୁ କେହି ନ ଥିଲେ  ସ୍ୱାମୀ, ପୁଅ, ଢୋହ୍- ସମୟେ ଥିଲେ କଲିକତାଠାରୂ ଅନେକ ଦୂରଗୋ ସପ୍ତାହକୁ ଦୁଇଥର ଅଲ1 ଆସୁଥିଲା କଲିକତା! ଆଉ ଗିରିଶପାର୍କ ବନାରସିବାସ ଘୋଷ ଷ୍ଟ୍ରୀଟ ର ସେହି ନିବୁଳ ଘର ଭିତରେ ଖୋଜା ଯାଉଥିଲା ଅନେକ ଅକୁ ହା କାହାଣୀର ଖିଅ
 ପ୍ରତିମା ଥିଲା ଖୁସ୍! ଆଲାମ୍ ଅଲୀ ଚି ଥିଲା ଖୁସ୍!
ମେ୩୦ ତାରିଖ, ୨୦୧୫! ଅଲୀ ର କୋଳରେ ଥାଇ ପ୍ରତିମା କହିଲା- ମୁଁ ଏଠି ବୋର ହୋଇ ଗଲିଣିଅଲୀ! ଭାବୁଛି ହାଇଦ୍ରାବାଦ ଗଲିଯିବି! ପରିବାର ସହିତ ରହିବି! ବୋହୁ ହାତରନ୍ଧା ଖାଇବି! ଅନ୍ତତଃ ମୁଖ ତ ଟିକେ ମିଳିବାଅଲୀ  ପ୍ରତିମାକୁ ଆହୁରି ନିବିଡ଼ କରି ନିଜ ଛାତି ଉପରେ ଦାବି ରଖିଲା  ! ତାଓଠରେ ନିକର ଓଠକୁ ଥାପିଦ୍ଦେଇ ପଚାରିଲା- ଏଠି ମୁଁ କଣ ତୁମକୁ ସୁଖ ଦେଉନିକି ପେ ତୁମେ ହାଇଦ୍ରାବାଦ ଗଲିଯିବାକୁ  ବାହାରିଛ ଅଲୀ ର ଗାଲରେ ଚୁମ୍ବ ନଟେ ଆଙ୍କି ଦଇ ପ୍ରତିମା କହିଲା- ଅଲୀତୂମେ ହେଉଛ ଅନ୍ତରୀକ୍ଷର ଏକ ଶୀତଳ ବ ରଫ ଏହା ମୁହୂର୍ତକ  ପାଇଁ ଆସେ  ଆଉ ତାପରେ ଅନ୍ତର୍ଜାନ ହୋଇଯାଏ!ଏତିକି କହି ପ୍ରତିମା ଦୀର୍ଘଶ୍ବାସ ଛାଡ଼ିଲା! କହିଲା- ଏକୁ ଟିଆ ରହି ଜୀବନକୁ ଢେର ଉପଭୋଗ କଲି! ଏବେ ଭାବୁଛି, ପରିବାର ସହ ବିଶ୍ରାମ ନେବି
ଅଲୀ ଭବିଲା, ସେ କଣ ପାଇଁ ଆଉ ପ୍ରତିମା କୁ  ଅଚ୍ଚକେଇବା ସେ ତ ପ୍ରତିମାଠାରୂ ଅନେକ କିଛି ପାଇସାରିଛି! ତାଛଡ଼ା ସେ ଯଦି ଯାଇ ପରିବାର ସହିତ ବିଶ୍ରାମ ନେବାକୁ ଚାହୁଁଛି ତାହେଲେ ଯାଉ! ଅଲୀ କହିଲା- ବିଶ୍ରାମ ନେବାକୁ ଚାହୁଁଛି ତାହେଲେ ଯାଇ! ଅଲୀ କହିଲା- ହାଇଦ୍ରାବାଦ ଯିବ! ପାଇଁ ଡୁମର ଟଙ୍କା  ଦରକାର କି?’ ପ୍ରତିମା ମନାକଲୀ କହିଲା, ମୋର ଏଠିକାର ଜିନିଷପତ୍ର ସବୁକୁ ବିଜିବାର ବନ୍ଦୋବସ୍ତ  କରିଦିଅ! ସେଥରୂ ବେଶ୍ କିଛି ଟଙ୍ଗା ମିଳିଯିବ! ଆଇ ସେଇଥିରେ  ମୁଁ ହାଇଦ୍ରାବାଦ ଚାଲିଯିବି!
ଦୁଇଦିନ ପରେ ଅଲୀ ଫେରିଆସି କହିଲା ଯେ, ଜିନିଷପତ୍ର ବିକିବା ସମ୍ଭବ ହେବନାହିଁ ! କାରଣ ପୁରୁଣା ଜିନିଷ ନେବାକୁ ଗ୍ରାହକ ମିକୁ ନାହାନି! ପ୍ରତିମା ଅଇହସି କହିଲା- ବ୍ୟସ୍ତ ହେବାର କିଛିନାହିଁ ମୁଁ ଆଉ ଦୁଇଦିନ ପରେ ହାଇଦ୍ରାବାଦ ଯିବି! ଏଇ ଦୁଇଦିନ ମୁଁ ସବୁଠାରୁ ଅଧିକ  ସୁଖ ନେବାକୁ ଗହେଁ! ତୂମେ ଯାଇ ଗାଧୋଇ ଆସ୍ମୁଁ ବି ରେଡି ହୋଇଯାଉଛି!
ଅଲୀ ଗାଧୋଇ ଆସିବା ବେଳକୁ ପ୍ରତିମା ରେତି ହୋଇସାରିଥିଲା ! ବୁଇକପ୍ କଫି ଧରି ଅପେକ୍ଷା କରିଥିଲା ଅଲି କୁ  ସେମାନେ ସାଥି ହୋ ଇ କଫି ପିଇ6ଲା ଆଉ ତାପରେ ପରସ୍ପର ର ଆଶ୍ଵେଷଗେ ହଜି ଗଲେ!
କେଇ ମୁହୁର୍ତ   ପରେ ଲାଇଟ୍ ଜାଳିଲା  ପ୍ରତିମା! ନିଜ ଦେହରେ କପଡ଼ାରେ ଗୂଡ଼େଇ ନେଇ ଅଲୀ କୁ  କହିଲା- ଅଲୀ ମୁଁ ଆଜି କିଛି ଅଲଗା ଚାହୁଁଛି! ତୂ ମୋତେ ରେ ପ୍  କରିପାରିବୁ ଅଲୀ କିଛି ବୁଝିପାରିଲା ନାହିଁ ! ପ୍ରତିମା ଅଲୀ କୁ  କହିଲା- ମୁଁ ଯାହ! କହୂଛି ଡାହ! କରା ମୁଁ ମୁହଁ ମାଡ଼ି ଶୋଇଯାଉଛି! ତୂ ଲୁଗାରେ ମୋର ଗୋଡ଼ହାତକୁ  ଖଟରେ ଜୋର କରି ବାନ୍ଧି  ଦେ!ବିସ୍ମିତ ହେଉଥିଲେ ବି ପ୍ରତିମାର କଥା ଅନୁଯାୟୀ ତାକୁ ଖଟରେ ବାନ୍ଧି ଦେଲା  ଅଲୀ! ପ୍ରତିମା କହିଲା- ଏବେ ମୋ ସହ ଅପ୍ରାକୃତିକ ସମ୍ପର୍କ ମ୍ରାପନ କରାଅଲୀ ଥଥମମ ହେଲା! କହିଲା, ଏପ୍ରକାର ବାଜେ ଖେଳ ଖେଳିବାକୁ ମୁଁ ଗହୁଁନି! ମୋତେ ଡର ଲାଗୁଛି! ପ୍ରତିମା କହିଲ!- ଆରେ ବୋକା !ଏ ଥିରେ ଡରିବାର କଣ ଅଛି! କଷ୍ଟ   ତ ମୋତେ ହେବା ଆଉ ମୁଁ ବାହୁଁଛି ହାଇଦ୍ରାବାଦ ଯିବା ପୂର୍ବରୁ ଏଇ ସୁଖ ଅନୁ  ଭାଵ  କରିବା ପାଇଁ!ଅନ ନ୍ୟୋ ପାୟ ଅଲୀ ତାହା ହିଁ କଲା! ଭାବି ଲା, ଯାହା ବି ହେଉଛି ହେଉ ସେ ପ୍ରତିମାର ସବୁଇଛା  ଆଳି ପୂରଣ କରିବ ଏହାପରେ ତ ସେ ଚାଲିଯିବ ହାଇଦ୍ରାବାଦ!
କିଛି ସମୟ ପରେ ପ୍ରତିମା ଅଲୀ କୁ  ଅଟକେଇଦେଲ! ! ଅଲ! ଭାବିଲା ବୋଧହୁଏ ତା କୁ ଅଧିକ  ଯନ୍ତଣା ହାହେଲା  ! ସେଥିଲାଗି ସେ ତାକୁ ଅଟକେଇଲ! ! ଅଲ! କହିଲ!- ପ୍ରତିମାମୁଁ ତୂମ ହାତ ରୋଡ଼ ଖୋଲି ଦେଉଛି !ପ୍ରତିମା କହିଲା- ଆବୌ ନୁହେଁ! ମୁଁ ସେମିତି ବନ୍ଧ! ହୋଇରହିବାକୁ  ଚାହୁଁଛି! ତେବେ ମୋର ଏବେ ପଗଶ ହଜାର ଟଙ୍କ! ଦରକାର! ମୋତେ ଟଙ୍କା ଦେ|  ଅଲୀ! ଚକିତ ହୋଇଗଲା! କହିଲ!- ମୁଁ ପଗଶ ହଜାର ଜୋଊଠୁ ଆଣିବି! ଅତିବେଶିରେ ହଜାରେ କି ଦୁଇ ହଜାର ଦେଇପାରେ! ତାଛଡ଼ା ମୁଁ କଣ ଲଷପତି ନା କୋଟିପତି ଓଲଟ! ବନ୍ଧା ହୋଇ ପଡ଼ିଥିବା  ପ୍ରତିମା ହସି ଲା ! କହିଲା- ମୁଁ ଏବେ ଚିତ୍କାର କରିବି ! ପଡ଼ୋଶୀମାନେ ଆସି ଦେକହିବେ ଯେ  ତୂ ହାତ ଗୋଡ଼ ବାନ୍ଧି  ମୋ ସହ ଅପ୍ରାକୃତିକ ଉପାୟରେ ବଳାତ୍କାର  କରୁଛୁ! କଥ! ଯିବ ପୋଲିସ ନିକଟକୁ! ଆଉ ତ!ପରେ..
ଅଲୀ ମୁଣ୍ଡ ଖରାପ ହୋଇଗଲା! ସେ ତରବରରେ  ତାକୁ  ଖୋଲି ଦେବାକୁ ଯାଉଥିଲା ! ମାତ୍ର ଚିତ୍କାର  କରି ତାକୁ  ରୋକି ଦେଲା  ପ୍ରତିମା! କହିଲା, ମୋତେ ପଗଶ ହଜାର ଦେ  ନ ଦେଲେ ମୁଁ ଏବେ ତୋ ଜୀବନ ବରବାଦ କରିଦେବି!

ବିଚାରା   ଅଲୀ! ଦେଖିଲା  , କଥା ଅନେକ ଆଗକୁ ଚାଲିଯାଇଛି! ତାହାତରେ ଆଉ ଉପାୟ ନାହି! ପ୍ରତିମା ତାକୁ ବ୍ଳା କମେଲ କରିବା ଆରମ୍ଭ କରିଛି! ଡୁଏତ ଆଗକୁ ସେ ତାକୁ ଅଧିକ  ବ୍ଳା କମେଲ କରିପାରେ! ତାମୁଣ୍ଡକୁ ଆଉ କିଛି କୁଟିଳା ନାହିଁ ! ସେ ବଦ୍ଧା ହୋଇ ପଡି଼ଥିବା  ପ୍ରତିମାର ତଶ୍ଚି କୁ ଚି ପିଦେଳା ! କବାଟ ଲକ୍  କରି ଫେରାର୍ ହୋଇଗଲା କିଛିଦିନ ପରେ  ଘରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ପୋଲିସ କୁ ଖବର ଦେଲେ |ତଦନ୍ତ ପରେ ପୋଲିସ ଅଲି କୁ ଆରେଷ୍ଟ କଲା  ତେବେ ପୋଲିସ କୁ ଦେଇଟଥିବା ବୟାନ ଉପରେ ପୋଲିସ ସନ୍ଦେହ କରୁଛି |


ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...