ପ୍ରଚିମାକୁ ୪୬ ! ଅଲୀକୁ ୪୮
ପ୍ରଚିମାର ମିଜାଜ ଥିଲା ରଙ୍ଗିନା ସେ ସବୁବେଳେ ନି ଜକୁ ସଜେଇ ରଖୁଥିଲା କେବଳ ସେତିକି ନୁହେଁ; ସେ ଗହୁଁଥିଲା ଯେମିତି ବି ହେଉ ଜଣେ ପୁରୁଷର ନଜର ତା’ ଉପରେ ପଡୁ! ସେଥିଲାଗି ସେ ଯେବେ ବି ଗହଳିରେ ଯାଉଥିଲା ଅଥବା ଘରକୁ କେହି ପୁରୁଷ ଆସୂ ଥିଲେ ସେମାନଙ୍କ ସହ କଥାବାର୍ତା କରିବା ବେଳେ ନିଜର ଶାଢ଼ିକୁ ସଜାଡୁ ଥିଲା!
ପ୍ରତିମା ଭଳି ଅଲୀ ବି ଥିଲା ସ୍ଵପରେ ଉବୁ ଚୂବୁ ଜଣେ ପୁରୁଷା ତା’ ଭିତରେ ବି ଭରପୂର ହୋଇ ରହିଥିଲା ନାରୀକୁ ନିଜ ଆଡ଼କୁ ଆକୃଷ୍ଟ କରିବାର ନିଶା! ସେ ମଧ ନିଜକୁ ସବୁବେଳେ ଫ୍ରେଶ ରଖୁଥିଲା! କଥାବାର୍ତା ! କରିବା ବେଳେ ନିଜର କଥାବାର୍ତା ପ୍ରତି ଆବଶ୍ୟକତା ଠାରୁ ଅଧିକ ଯନ୍ବାନ ହେଉଥିଲା ସେ ବିବାହ ରିଥିଲା ଓ ତା’ର ତିନୋଟି ପିଲା ମଧ ଥିଲେ! ଉଭୟ ପ୍ରତିମା ଏବଂ ଅଲୀ ଙ୍କର ସାକ୍ଷାତ୍ ହୋରଥିଲା ଦାସପୁର ଗ୍ରାମରେ!
ପଶ୍ଚିମବଙ୍ଗ ମେଦିନୀପୁର ଜିଲାର ଗୋଟିଏ ଗ୍ରାମ ହେଉଛି ଦାସପୁର! ଏହି ଗସପୁର ହେଉଛି ପ୍ରତିମାର ବାପଘର! ପ୍ରତିମ! ସାନ ଭଉଣୀର ବାହାଘର ଥିଲା! ସେଥିଲାଗି ପ୍ରତିମ! ସ୍ଵାମୀ ଦିଲୀପ ମାଇତି ଏବଂ ଦୁଇପୁଅଙ୍କ ସହିତ ସେଠାକୁ ଯାଇଥିଲା ଅଲୀ! ଓରଫ୍ ଆଲାମ୍ ଅଲୀ! ଘର ଘାଟଲ୍ ଗ୍ରାମରେ! ଦାସପୁର ଓ ଘାଟଲ୍ ହେଉଛି ଦୁଇଟି ପାଖାପାଖ୍ ଗ୍ରାମ! ସେଥିଲାଗି’ ଅଲୀ! ମଧ ବିଭା ଘରକୁ ନିମତିତ ହୋଇ ଆସିଥିଲା! ବାସ୍ତବରେ, ପଡୋଶୀ ଗ୍ରାମର ଜଣେ ନିର୍ଭର ଯୋଗ୍ୟ ବ୍ୟକ୍ତି ହୋଇଥିବା ରୁ ଅଲୀ ଉପରେ ବିଭାଘର ସବୁତକ ଦାୟିତ୍ଵ ନ୍ୟସ୍ତ କରଯାଇଥିଲା
ବାହାଘର ଅବସରରେ ହିଁ ପ୍ରତିମା ଏବଂ ଅଲୀଙ୍କର ସାକ୍ଷାତ ହୋଇଥିଲା ! ପୁଣି ପ୍ରତିମା ଘରେ ଝିଅ ହୋଇଥିବା ହେତୁ ସବୁକାର୍ଯ୍ଯରେ ତା’ର ଅନୁ ପ୍ରବେଶ ରହିଥିଲା! ସେହି ହେତୁ ଗୋଟିଏ ଦିନରେ ଅନେକଥର ସେମାନଙ୍କ ମଧରେ ଦେଖାସାକ୍ଷାତ ଓ କଥାବାଗାଁ ହେବା ସ୍ଵଭାବିକା ଦିନକେଇଟା ଭିତରେ ସେହି ଦେଖାସାକ୍ଷାତ ଓ କଥାବାର! ଅନ୍ତରଙ୍ଗ ପର୍ଘ୍ୟୟକୁ ଗଲିଯାଇଥିଲା କାରଣ, ଉଭୟଙ୍କ ମାନସିକତା ସମାନ ହୋଇଥିବା ରୁ କେହିକାହାରିକୁ ବୁଝିବ! ପାଇଁ ଡେରି କରି ନ ଥିଲେ! ଯେତେବେଳେ ବି ସେମାନେ ସମୟ ପାଉଥିଲେ ଆଉ ଏକ ନିରୋଳା ସ୍ଥାନ ସେମାନଙ୍କୁ ମିଳି ଯାଉଥିଲା’ ସେମାନେ ପରମ୍ବରର ନିକଟତର ହୋଇଯାଉ ଥିଲେ ପାଖରେ ପାଇବ! ମାତ୍ରେ ଅଲୀ ପ୍ରତିମାକୁ ନିଜର ଦୃଢ ଆଲିଙ୍ଗ ନରେ ବାନ୍ଧି ରଖୁଥିଲା ତା’ର ଓଠ, ଆଖୀ ପତା ଚିବୁକ, ବେକମୂଳକୁ ଚୁସନ ରେ ଓଦ! କରିପକାଉଥିଲା ପ୍ରତିମାର ପ୍ରତିକ୍ରିୟା ମଧ ଥିଲା ସମାନୃରୁ ପ! ସେ ଅଲୀର ବାହୁବଳୟ ଭିତରେ ନିଜକୁ ସମର୍ପଣ କରିଦେଇ ଆତ୍ମା ତୃପ୍ତି ରେ ରେ ଆଖ୍ ବୁଜ଼ୀ ଦ୍ଦେଉଥିଲା
ବାହାଘର ଉସବ ଅବସରରେ ଦୁଇ ମଧବୟସ୍କ ପ୍ରେମୀଯୁଗଳ ଏହାଠାରୁ ଆଉ ପାଦଟିଏ ଅଧିକ ଆଗକୁ ଆଗେଇ ପାରି ନ ଥିଲେ! କାରଣ ସେମାନକୁ ଲୋ କଭିଡ଼ରେ ଆଗକୁ ଯିବାର ସୁଯୋଗ ମିଳି ନ ଥିଲା ଯଦିଓ ସେମାନେ ଅହୋରାତ୍ର ସେଭଳି ସୁପୋଗଟିଏର ପ୍ରତୀକ୍ଷାଗେ ଥିଲେ ମାତ୍ର ତାହ! ସମ୍ଭବ ହେଲାନାହିଁ! କାଋଣ ବାହାଘର ଉତ୍ସବ ସରିଗଲା! ଅସମାପ୍ତ ପ୍ରେମ କାହାଣୀ କୁ ଅଧୁର ରଖ୍ ସ୍ଵାମୀ ଓ ଦୁଇପୁଅଙ୍କ ସହ ପ୍ରତିମା କଲିକତା ଫେରିଆସିବାକୁ ବାଧ୍ୟ ହେଲା ପ୍ରତିମାର ସ୍ୱାମା ଦିଲୀପ ମାଇତି ବୃତି ରେ ଥିଲା
କଣେ ବଣିଆ ସେ ନିଜର ପରିବାର ସହିତ କଲିକତାର ଗିରିଶପାର୍କ ଏରିଆର ବନାରସିବାସ ଘୋଷ ଷ୍ଟ୍ରୀଟ ରେ ଗୋଟିଏ ଘର ଭଡ଼ା ନେଇ ରଦୂଥିଲା ! ବଡ଼ପୁଅ ଇଞ୍ଜିନିୟରିଂ ପାସ୍ କରି ଗୁଜରାଟରେ ରହୂଥିବା ବେଳେ ସାନପୁଅ ତୂଏଲେରି ଡିଜାଇନ୍ କୋର୍ସ କରି ବାଇବ୍ରାବାକ୍ରେ ରଦୂଥିଲା ତେଣୁ ସ୍ଵାମା ସ୍ତ୍ରୀ ରହୂଥିଲେ କଲିକତାରେ!
ପୁଅଙ୍କୁ ପାଠପଢ଼େଇ ମଣିଷ କରିବା ପାଇଁ ଦିଲୀପ ବେଶ୍ କିଛି ରୁ ଣ କରିଥିଲେ! ପୁଣି ସ୍ୱଭାବତଃ ସେ ଥିଲେ ଜଣେ ବଦଖରରଚି ଲୋକ! ସେଥିଲାଗି ସେ ଯାହା ରୋଜଗାର କରୂଥିଲେ ସେ ଥିରେ ସ୍ୱାମା ସ୍ତ୍ରୀ ଦୁହିଁଙ୍କର ଗୁଜୁରାଣ ସିନା ମେଶ୍ଚି ଯାଉଥିଲା; ହେଲେ ସେ କରିଥିବା ଋଣ ପରିଶୋଧ କରିବା ସମ୍ଭବ ହୋଇପାରୁ ନ ଥିଲା! ଯେତେବେଳେ ସାନପୁଅ ଜୁଏଲେରି ଡିଜାଇନ୍ କୋର୍ସ କରି ହାଇଦ୍ରାବାଦରେ ଚାକିରି କଲା ଓ ହାଇଦ୍ରାବାଦରେ ରହିଥିଲା ସେତେବେଳେ ଦିଲୀପ ଚିନ୍ତ କଲା- ସେ ଯଦି ପୁଅ ପାଖକୁ ଚାଲି ଯାଏ ଓ ସେଠାରେ କାମ କରେ ତା’ହେଲେ ସେ କିଛି ଅଧିକ ରୋଜଗାର କରିପାରିବ ଓ କରଜ ଶୁଝିପାରିବା ଏହା କବି ସେ ପ୍ରତିମାକୁ ମଧ ତା’ସହିତ ଯିବା ଲାଗି କହିଲା ! ହେଲେ ପ୍ରତିମା ରୋକଠୋକ ମନା କରିଦେଇ କହିଲା- ‘ମୋର କଲିକତା ଛାଡ଼ି କୁ ଆଡ଼କୁ ଯିବାର ନାହି ! ତୁମେ ଯବି ଯିବାକୁ ଗହୁଁଛ ତା’ହେଲେ ଯାଅ ! ମୁଁ ମୋର ଏଇଠି ଭଲରେ ଅଛି! ତୁମେ ମାସକୁ ମାସ ଟଙ୍ଗା ପଠେଇତେବ
ଦିଲୀପ ତାହ! ହିଁ କଲା! ପୁଅ ପାଖରେ ରହି କାମ କରିବା ପାଇଁ ସେ ପ୍ରତିମାକୁ ଏକୁଟିଆ କଲିକତାରେ ଛାଡ଼ି ହାଇଦ୍ରାବାଦ ଗଲିଗଲା ! କଲିକତାରେ ଏକୁଟିଆ ହୋଇଗଲା ପ୍ରତିମା! ବାସ୍ତବରେ ଏଇ ଏକ୍ ଲାପଣ ତାକୁ ଆତଙ୍କିତ କରି ନ ଥିଲା; ଅଧିକ ନ୍ତୁ ତାକୁ କରିଥିଲା ପୁଲକିତ! କାରଣ କଲିକତାରେ ଥିଲା ତା’ର ମଧବୟସ୍କ ପ୍ରେମିକ ଆଲାମ୍ ଅଲୀ; ଯାହା ସହ ଅଧା ରହିଥିବା ! ପ୍ରେମ କାହାଣୀକୁ ସମୂର୍ଣ୍ଣ କରିବା ପାଇଁ ସେ ମୁପୋଗଟିଏ ହିଁ ଖୋକୁ ଥିଲା! ଆଉ ସମୟକ୍ରମେ ସେହି ସୁଯୋଗ ମଧ ମିଳିଗଲା ତାକୁ !
ଅଲୀ ସହ ଫୋନରେ ସମ୍ପର୍କ ଥିଲା ପ୍ରତିମାର! ସେମାନେ ଫୋନରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ! ଶାରୀରିକ ପ୍ରେମ କରିପାରୁ ନ ଥିଲେ ମଧ ଫୋନ୍ ରେ ସେମାନେ ବାଚନିକ ପ୍ରେମ କରି ସନ୍ତୁଷ୍ଟ ରହୁ ଥିଲେ ହେଲେ ଦିଲୀପ ଯିବା ପରେ ସେ ଆଉ ଅଧିକ ଦିନ ଅପେକ୍ଷା କରି ନ ଥିଲା ! ତୁରନ୍ତ ଅଲୀ କୁ କଲିକତା ଗଲିଆସିବାକୁ କହିଲା
ଦା ସପୁରରୁ କଲିକତା ସେଡେ ବେଶି ବାଟ ନ ଥିଲା ସନ୍ଧ୍ୟା ରେ ଆସି ଅଲ] ପହଁଞ୍ଚିଲ ପ୍ରତିମା ନିକଟରେ! ଘରର ମାଲିକ ତଥା ଅନ୍ୟ ଭଡ଼ାଟିଆମାନଇଂ ସନ୍ଦେହ ନ ହେବା ପାଇଁ ତାକୁ ନିଜର ମାଉସୀ ପୁଅ ଭାଇ ବୋଲି ପରିଚିତ କ ରେଦ୍ଦେଲୀ ପୁଣି ପ୍ରତିମାର ବାପଘର ଗାଁ ପାଖରେ ଅଲି ର ଘର ହୋଇଥିବା ରୁ କାହାରି ସନ୍ଦେହ ମଧ ହୋଇ ନ ଥିଲା! ସେମାନେ ସେଦିନ ସନ୍ଧ୍ୟା ରେ ଶପିଙ୍ଗ କରୋ ଆଉ ରାତିରେ ସେମାନଙ୍କର ଅଧା ହୋଇ ରହିଥିବା ସମ୍ପର୍କରେ ପୁର୍ଣ ହୂତି ପ୍ରଦାନ କଲେ!
ଦୁଇଟା ପିଲାଙ୍କର ମା’ ପୁଣି ୪୬ ବର୍ଷ ବୟସର ହୋଇଥିଲେ ମଧ ପ୍ରତିମାର ବେହର ଷୁଧା ମେଶ୍ଚି ନ ଥିଲା ସେହିଭଳି, ଅଲୀ କୁ ୪୮ବର୍ଷ ହୋଇଯାଇଥିଲେ ମଧ ତା’ ଶରୀରର ସାମର୍ଥ୍ୟ ହ୍ରଶ ପାଇ ନ ଥିଲା ଅତଏବ, ଉଭୟ ଉଭୟଙ୍କ ପାଇଁ ପାଗଳ ପାଲଟିଗଲେ! ସେମାନେ ଭା ବିଥିଲେ ବାହାଘରେ ଭିଡ଼ରେ ଯେଉଁ କାହାଣୀ ଅଧାଲେଖା ହୋଇ ରହିଯାଇଥିଲା ତାହାକୁ ସେମାନେ ଗୋଟିଏ ରାତିରେ ହିଁ ଲେଖୀ ଶେଷ କରିଦେବେ! ମାତ୍ର ନା- ସେ କାହାଣୀର ଖିଅ ଏତେ ଦାର୍ଘ ଥିଲା ଯେ , ସେଥ୍ ପାଇଁ ସେମାନେ ରାତି ପରେ ରାତି ଏବଂ ଅନେକ ରାତି ର ଆବଶ୍ୟକତା ଅନୂଭବ କରି ଥିଲେ
ବାଧା ଦେବାକୁ କେହି ନ ଥିଲେ ସ୍ୱାମୀ, ପୁଅ, ଢୋହ୍- ସମୟେ ଥିଲେ କଲିକତାଠାରୂ ଅନେକ ଦୂରଗୋ ସପ୍ତାହକୁ ଦୁଇଥର ଅଲ1 ଆସୁଥିଲା କଲିକତା! ଆଉ ଗିରିଶପାର୍କ ବନାରସିବାସ ଘୋଷ ଷ୍ଟ୍ରୀଟ ର ସେହି ନିବୁଳ ଘର ଭିତରେ ଖୋଜା ଯାଉଥିଲା ଅନେକ ଅକୁ ହା କାହାଣୀର ଖିଅ
ପ୍ରତିମା ଥିଲା ଖୁସ୍! ଆଲାମ୍ ଅଲୀ ଚି ଥିଲା ଖୁସ୍!
ମେ’ ୩୦ ତାରିଖ, ୨୦୧୫! ଅଲୀ ର କୋଳରେ ଥାଇ ପ୍ରତିମା କହିଲା- ‘ମୁଁ ଏଠି ବୋର ହୋଇ ଗଲିଣି’ ଅଲୀ! ଭାବୁଛି ହାଇଦ୍ରାବାଦ ଗଲିଯିବି! ପରିବାର ସହିତ ରହିବି! ବୋହୁ ହାତରନ୍ଧା ଖାଇବି! ଅନ୍ତତଃ ମୁଖ ତ ଟିକେ ମିଳିବା’ ଅଲୀ ପ୍ରତିମାକୁ ଆହୁରି ନିବିଡ଼ କରି ନିଜ ଛାତି ଉପରେ ଦାବି ରଖିଲା ! ତା’ ଓଠରେ ନିକର ଓଠକୁ ଥାପିଦ୍ଦେଇ ପଚାରିଲା- ‘ଏଠି ମୁଁ କ’ଣ ତୁମକୁ ସୁଖ ଦେଉନିକି ପେ ତୁମେ ହାଇଦ୍ରାବାଦ ଗଲିଯିବାକୁ ବାହାରିଛ ଅଲୀ ର ଗାଲରେ ଚୁମ୍ବ ନଟେ ଆଙ୍କି ଦଇ ପ୍ରତିମା କହିଲା- ‘ଅଲୀ’ ତୂମେ ହେଉଛ ଅନ୍ତରୀକ୍ଷର ଏକ ଶୀତଳ ବ ରଫ ଏହା ମୁହୂର୍ତକ ପାଇଁ ଆସେ ଆଉ ତା’ପରେ ଅନ୍ତର୍ଜାନ ହୋଇଯାଏ!’ ଏତିକି କହି ପ୍ରତିମା ଦୀର୍ଘଶ୍ବାସ ଛାଡ଼ିଲା! କହିଲା- ‘ଏକୁ ଟିଆ ରହି ଜୀବନକୁ ଢେର ଉପଭୋଗ କଲି! ଏବେ ଭାବୁଛି, ପରିବାର ସହ ବିଶ୍ରାମ ନେବି
ଅଲୀ ଭବିଲା, ସେ କ’ଣ ପାଇଁ ଆଉ ପ୍ରତିମା କୁ ଅଚ୍ଚକେଇବା ସେ ତ ପ୍ରତିମାଠାରୂ ଅନେକ କିଛି ପାଇସାରିଛି! ତା’ଛଡ଼ା ସେ ଯଦି ଯାଇ ପରିବାର ସହିତ ବିଶ୍ରାମ ନେବାକୁ ଚାହୁଁଛି ତା’ହେଲେ ଯାଉ! ଅଲୀ କହିଲା- ବିଶ୍ରାମ ନେବାକୁ ଚାହୁଁଛି ତା’ହେଲେ ଯାଇ! ଅଲୀ କହିଲା- ‘ହାଇଦ୍ରାବାଦ ଯିବ! ପାଇଁ ଡୁମର ଟଙ୍କା ଦରକାର କି?’ ପ୍ରତିମା ମନାକଲୀ କହିଲା, ମୋର ଏଠିକାର ଜିନିଷପତ୍ର ସବୁକୁ ବିଜିବାର ବନ୍ଦୋବସ୍ତ କରିଦିଅ! ସେଥରୂ ବେଶ୍ କିଛି ଟଙ୍ଗା ମିଳିଯିବ! ଆଇ ସେଇଥିରେ ମୁଁ ହାଇଦ୍ରାବାଦ ଚାଲିଯିବି!
ଦୁଇଦିନ ପରେ ଅଲୀ ଫେରିଆସି କହିଲା ଯେ, ଜିନିଷପତ୍ର ବିକିବା ସମ୍ଭବ ହେବନାହିଁ ! କାରଣ ପୁରୁଣା ଜିନିଷ ନେବାକୁ ଗ୍ରାହକ ମିକୁ ନାହାନି! ପ୍ରତିମା ଅଇହସି କହିଲା- ‘ବ୍ୟସ୍ତ ହେବାର କିଛିନାହିଁ ’ ମୁଁ ଆଉ ଦୁଇଦିନ ପରେ ହାଇଦ୍ରାବାଦ ଯିବି! ଏଇ ଦୁଇଦିନ ମୁଁ ସବୁଠାରୁ ଅଧିକ ସୁଖ ନେବାକୁ ଗହେଁ! ତୂମେ ଯାଇ ଗାଧୋଇ ଆସ୍’ ମୁଁ ବି ରେଡି ହୋଇଯାଉଛି!’
ଅଲୀ ଗାଧୋଇ ଆସିବା ବେଳକୁ ପ୍ରତିମା ରେତି ହୋଇସାରିଥିଲା ! ବୁଇକପ୍ କଫି ଧରି ଅପେକ୍ଷା କରିଥିଲା ଅଲି କୁ ସେମାନେ ସାଥି ହୋ ଇ କଫି ପିଇ6ଲା ଆଉ ତା’ପରେ ପରସ୍ପର ର ଆଶ୍ଵେଷଗେ ହଜି ଗଲେ!
କେଇ ମୁହୁର୍ତ ପରେ ଲାଇଟ୍ ଜାଳିଲା ପ୍ରତିମା! ନିଜ ଦେହରେ କପଡ଼ାରେ ଗୂଡ଼େଇ ନେଇ ଅଲୀ କୁ କହିଲା- ଅଲୀ ମୁଁ ଆଜି କିଛି ଅଲଗା ଚାହୁଁଛି! ତୂ ମୋତେ ରେ ପ୍ କରିପାରିବୁ ଅଲୀ କିଛି ବୁଝିପାରିଲା ନାହିଁ ! ପ୍ରତିମା ଅଲୀ କୁ କହିଲା- ‘ମୁଁ ଯାହ! କହୂଛି ଡାହ! କରା ମୁଁ ମୁହଁ ମାଡ଼ି ଶୋଇଯାଉଛି! ତୂ ଲୁଗାରେ ମୋର ଗୋଡ଼ହାତକୁ ଖଟରେ ଜୋର କରି ବାନ୍ଧି ଦେ!’ ବିସ୍ମିତ ହେଉଥିଲେ ବି ପ୍ରତିମାର କଥା ଅନୁଯାୟୀ ତାକୁ ଖଟରେ ବାନ୍ଧି ଦେଲା ଅଲୀ! ପ୍ରତିମା କହିଲା- ‘ଏବେ ମୋ ସହ ଅପ୍ରାକୃତିକ ସମ୍ପର୍କ ମ୍ରାପନ କରା’ ଅଲୀ ଥଥମମ ହେଲା! କହିଲା, ଏପ୍ରକାର ବାଜେ ଖେଳ ଖେଳିବାକୁ ମୁଁ ଗହୁଁନି! ମୋତେ ଡର ଲାଗୁଛି! ପ୍ରତିମା କହିଲ!- ‘ଆରେ ବୋକା !’ ଏ ଥିରେ ଡରିବାର କ’ଣ ଅଛି! କଷ୍ଟ ତ ମୋତେ ହେବା ଆଉ ମୁଁ ବାହୁଁଛି ହାଇଦ୍ରାବାଦ ଯିବା ପୂର୍ବରୁ ଏଇ ସୁଖ ଅନୁ ଭାଵ କରିବା ପାଇଁ!’ ଅନ ନ୍ୟୋ ପାୟ ଅଲୀ ତାହା ହିଁ କଲା! ଭାବି ଲା, ଯାହା ବି ହେଉଛି ହେଉ ସେ ପ୍ରତିମାର ସବୁଇଛା ଆଳି ପୂରଣ କରିବ… ଏହାପରେ ତ ସେ ଚାଲିଯିବ ହାଇଦ୍ରାବାଦ!
କିଛି ସମୟ ପରେ ପ୍ରତିମା ଅଲୀ କୁ ଅଟକେଇଦେଲ! ! ଅଲ! ଭାବିଲା ବୋଧହୁଏ ତା କୁ ଅଧିକ ଯନ୍ତଣା ହାହେଲା ! ସେଥିଲାଗି ସେ ତାକୁ ଅଟକେଇଲ! ! ଅଲ! କହିଲ!- ‘ପ୍ରତିମା’ ମୁଁ ତୂମ ହାତ ରୋଡ଼ ଖୋଲି ଦେଉଛି !’ ପ୍ରତିମା କହିଲା- ‘ଆବୌ ନୁହେଁ! ମୁଁ ସେମିତି ବନ୍ଧ! ହୋଇରହିବାକୁ ଚାହୁଁଛି! ତେବେ ମୋର ଏବେ ପଗଶ ହଜାର ଟଙ୍କ! ଦରକାର! ମୋତେ ଟଙ୍କା ଦେ| ଅଲୀ! ଚକିତ ହୋଇଗଲା! କହିଲ!- ‘ମୁଁ ପଗଶ ହଜାର ଜୋଊଠୁ ଆଣିବି! ଅତିବେଶିରେ ହଜାରେ କି ଦୁଇ ହଜାର ଦେଇପାରେ! ତା’ଛଡ଼ା ମୁଁ କ’ଣ ଲଷପତି ନା କୋଟିପତି ଓଲଟ! ବନ୍ଧା ହୋଇ ପଡ଼ିଥିବା ପ୍ରତିମା ହସି ଲା ! କହିଲା- ମୁଁ ଏବେ ଚିତ୍କାର କରିବି ! ପଡ଼ୋଶୀମାନେ ଆସି ଦେକହିବେ ଯେ ତୂ ହାତ ଗୋଡ଼ ବାନ୍ଧି ମୋ ସହ ଅପ୍ରାକୃତିକ ଉପାୟରେ ବଳାତ୍କାର କରୁଛୁ! କଥ! ଯିବ ପୋଲିସ ନିକଟକୁ! ଆଉ ତ!’ପରେ..
ଅଲୀ ମୁଣ୍ଡ ଖରାପ ହୋଇଗଲା! ସେ ତରବରରେ ତାକୁ ଖୋଲି ଦେବାକୁ ଯାଉଥିଲା ! ମାତ୍ର ଚିତ୍କାର କରି ତାକୁ ରୋକି ଦେଲା ପ୍ରତିମା! କହିଲା, ମୋତେ ପଗଶ ହଜାର ଦେ ନ ଦେଲେ ମୁଁ ଏବେ ତୋ ଜୀବନ ବରବାଦ କରିଦେବି!
ବିଚାରା ଅଲୀ! ଦେଖିଲା , କଥା ଅନେକ ଆଗକୁ ଚାଲିଯାଇଛି! ତା’ ହାତରେ ଆଉ ଉପାୟ ନାହି! ପ୍ରତିମା ତାକୁ ବ୍ଳା କମେଲ କରିବା ଆରମ୍ଭ କରିଛି! ଡୁଏତ ଆଗକୁ ସେ ତାକୁ ଅଧିକ ବ୍ଳା କମେଲ କରିପାରେ! ତା’ ମୁଣ୍ଡକୁ ଆଉ କିଛି କୁଟିଳା ନାହିଁ ! ସେ ବଦ୍ଧା ହୋଇ ପଡି଼ଥିବା ପ୍ରତିମାର ତଶ୍ଚି କୁ ଚି ପିଦେଳା ! କବାଟ ଲକ୍ କରି ଫେରାର୍ ହୋଇଗଲା କିଛିଦିନ ପରେ ଘରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ପୋଲିସ କୁ ଖବର ଦେଲେ |ତଦନ୍ତ ପରେ ପୋଲିସ ଅଲି କୁ ଆରେଷ୍ଟ କଲା ତେବେ ପୋଲିସ କୁ ଦେଇଟଥିବା ବୟାନ ଉପରେ ପୋଲିସ ସନ୍ଦେହ କରୁଛି |
No comments:
Post a Comment