Wednesday, 1 June 2016

ଦଲାଲ ରାଜା





            ପ୍ରଥମେ ପ୍ରେମ, ପରେ ବେପାର ! ଏହା ଥିଲା  ଦେହ ଦଲାଲ ସୁନୀଲ ମେହେରର ସେକ୍ସ ସିକ୍ରେଟ   ! ମିଠା ମିଠା କଥାରେ ସୁନ୍ଦରୀମାନଙ୍କୁ   ଫସାଇ  ଲଭ୍, ସେକ୍ସ ଓ ଧୋକା କୁ ଭିତି କରି  ସେ ଗଢ଼ିଥିଲା ବିଶାଳ  ସାମ୍ରାଜ୍ୟ ! ନିଜ ନେଟ୍ ୱୀର୍କକୁ  ସୁଦୂରପ୍ରସାର କରି ରାଜନେତା, ପ୍ରଶାସନିକ ଅଧ୍ କୀରୀ ଓ ବିତ୍ତଶାଳୀ ବ୍ୟକ୍ତି ମାନଙ୍କୁ  ସେ ପରଶି ଦେଉଥିଲା ବେଶ ବିଦେଶର ସୁନ୍ଦରୀମାନଙ୍କ ଯୋଉବନ ! ହେଲେ 6ପାଲିସ ସହ ଲୁଚକାଲି   ଖେଲୁ ଥିବା  ଦେହ ବଚ୍ଚାରର ବେତାଜ  ବାଦଶାହା  ସୁନୀଲ ଭାବିନଥିଲା  ଦିନେ ସେ ହେବ ଜେଲ  ର  ଅନ୍ଧାର କେଠରିର ବାସିନ୍ଦା ! ଆଉ ଖୋଲି ଯିବ ତା ଅନ୍ଧଗଳିର  6ଗାଟିଏ ପରେ  6ଗାଟିଏ ଗୋ ପନ ଦ୍ଵାର! ଦେହ ସୁଖ ଦେଇ ସକଳ  ସୁଖର ଅଧିକାରୀ ହେବାର ସ୍ବପ୍ନ ଦେଖି ଥିବା  ସୁନୀଲ ମେହେର ଏବଂ ତାର ସେକ୍ସ  ସାମ୍ରାଦ୍ୟ କୁ  ନେଇ ଆମର ସ୍ଵତନ୍ତ ଉପସ୍ଥାପନା  



    

  ଗୋଟିଏ ରାତିରେ ହା ତିଏ ! ସେ ଠିକାଦାରୀ  ହେଉ କି ଜମି  କାରବାର ଅଥବା ଚିଟ ଫ ଣ୍ଡ  ଏହି ଦେପାରରେ ଯେଉଁ ଲାଭ  ଅଛି କେଉଁ ଥିରେ  ନାହିଁ! କେବଳ ବେପାରର ନାଁଟି ଶୁଣିଲେ ହିଁ ୭ରୁ ୭0 ବର୍ଷ ପର୍ଯ୍ଯନ୍ତ ସମସ୍ତଙ୍କ ଦେହରେ ଖେନିପାଏ ଶିହରଣ ! ବର୍ଧ୍ୟାକ ଭତା ପାଉ ଥିବା ! ବୃଦ୍ଧ ମଧ୍ୟ ନିଜ ବୟସ ଭୁଲି ପାଏ! ଲୁହକୁ  ଚୁମ୍ବକ ଟାଣିବା ପରି ସଭିଏଁ ଏହି ଧନ୍ଦା ଆଡକୁ ଟାଣି ହୋଇ ଯାନ୍ତି ! ହେ ଲେ ମୁଇଁ ଖୋଲି କେହି  ଏହୀଜୁ ପରିପ୍ରକାଶ କରି ପାରନ୍ତିନି ! ସମାଜର ପ୍ରତିବନ୍ଧକ ଏମାନଙ୍କ ପାଇଁ ସାଜେ  ପରି ପନ୍ଥୀ   ! ସାମାଜିକ ଲଜ୍ୟା ରୁ  ବଞ୍ଚିବ! ପାଇଁ ଏମାନେ ବାଧ୍ୟହୋଇ  ଆଉଟ ଡୋର  ସର୍ଭିସ କୁ  ଆପଣାଇଥାନ୍ତି  ! ଏସସକ ଟ୍  ସର୍ଭିସ ନାମରେ ଆରମ୍ଭ ହୋଇଯାଏ ଖୁଲମ ଖୁଲା    ଦେହବେପାର! କ୍ଷଣିକ ସୁଖ ପାଇଁ କୋଟି କୋଟି ତାଙ୍କର  ସୌଦା କରନ୍ତି  ବେହପିପାସୁ  ! ଇଂଜିନି ୟରିଂ ଝିଅଠାଚୂ ଆରମ୍ଭ କରି ବିଦେଶୀ ପର୍ଣ୍ଣଷ୍ଟାର ପର୍ଯ୍ଯନ୍ତ ସଭିଏଁ ନିଜ ଶରୀରଜୁ ବିକ୍ରି କରି ରୋଜଗାର କରନ୍ତି ପୁଳା ପୁଳା ଟଙ୍କା ରାଜ୍ୟ ରେ   ବେହଦ୍ଦେପାରକୁ ଲା ଇସେନ୍ମପ୍ରାପ୍ତ କରାଇଥିବା  ତଥା  ନେତା, ମନ୍ତୀ’ ସମାଜସେବୀ, ହୀରା ବ୍ୟବସାୟୀ ଓ ସାମ୍ବାଦିକଙ୍କ  କ୍ଷଣିକ ସୁଖ ଯୋଗାଇ ଥିବା  ଏହି ମାଷ୍ଠରମାଇଣ୍ଡ  ଏବେ ଜେଲ୍ ର ଚାରିକୀନ୍ଥ ଭିତରେ

   ସୁନୀଲ  6ମ6ହର ଉତ୍କଳ ଗୌରବ ହୁଅନ୍ତୁ ବା ଉତ୍କଳ ମାନି ଏମାନଙ୍କ ନାମ ମନେ ରଖିବା ପାଇଁ ଓଢ଼ିଆଙ୍କୁ  ବେଶ  କଷ୍ଟ ହୋଇ ପାରେ କିନ୍ତୁ  ନାମଟି ଗାଁ ରୁ ସହର ସବୁ ଠାରେ ସୁବିଦିତ !ସମ୍ବର ପୂର ର ଅଇଁଠାପଲୀ ନିକଟସ୍ଥ ଏବ ନିପଟ ଗାଁ ରେ ତା’ର ଜନ୍ମ ! ଗ୍ରାଜୁଏ ସାନ   ପଢ଼ିବା ବେଳୁ ତା’ର ଝାଡ଼ଖଣ୍ଡ ର ଜଣେ ଯୁବକ ସହ ଦେଖୀହୁଏ ! ଚାକିରୀ କରିବା  ଅପେକ୍ଷା ଦେହ ବେପାର ରେ ବରଂ  ବେଶୀ ଲାଭ ମିଳିବ  ବୋଲି ସେ ଯା ଣିବାକୁ ପାଏ ! ପ୍ରଥମେ ପ୍ରଥମେ ସେହି ସମ୍ବଲପୁରର ଘରକୀମ କ ରୁଥିବା ଜଣେ ସୁନ୍ଦରୀ  ଯୁବତୀ ଟିକୁ  ସେ ନିଜ ପ୍ରେମ ପାଶରେ ପସାଏ ବାହୀ ହେବାର ପ୍ରଲୋଭନ ଦେଖାଏ  ଚା’ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖେ! ଏହିସବୁ ମ୍ପୂହୁଇଁର ଫଟୋ ରଠାର ପରବର୍ତି  ସମୟରେ ଯୁବତୀ ଜଣଙ୍କୁ ବ୍ଲାକ ମେଲ କରେ ! ପାଟି ନ ଖୋଲିଲେ ଖୁବ୍ କାମ  ଦିନ ମଧ୍ୟରେ ମାଲାମାର କରିଦେବାର ପ୍ରତିଶୃତି ଦିଏ! ପ୍ରତିଶୃତି ମଧ୍ୟ ପାଳନ କରେ  ! ଖୁବ୍ ବମ୍ ଦିନ ମଧ୍ୟରେ ଯୁବତୀ ଜଣଙ୍କୁ  ଦେହ ଧନ୍ଦାଜେ ଲଗାଇ ଯୁବକ ଜଣଙ୍କ ରୋଜଗାର କରେ ପୁଳା ପୁଳା ତାଙ୍କ  ! ଏହା ପରେ ଯୂବଟି ର ଖାସ୍ ସାଙ୍ଗକୁ  ପରଲୋ ଭୀତ କରେ ସୁନୀଲ! ଗୋଟିଏ ପରେ ଗୋଟିଏ ଏପରି ୧୫ ଜଣ ଝିଅଙ୍କୁ ନେଇ ସେ ଆରମ୍ଭ କରେ  ସୁନୀଲ ଫାଉଣ୍ଡେ ସନ! ବିନା ରେଜି ଷ୍ଟ୍ରସନରେ  ଚାଲୁ ଥିବା  ଏହି ଫାଉଣ୍ଡେ ସନରେ ସାମାଜିକା  କୀର୍ଯ୍ଯ କ୍ରମ ବଦଳରେ  ଚାଲେ ବେହବେପାର!
        ଏହିପରି ଧନ୍ଦାକୁ  ଜୋରସୋର ରେ  ଚଲା ଇବା ପାଇଁ ସୁନୀଳ  ରାଜଧାନୀ ରେ ପହଞ୍ଚେ  !ଇଞ୍ଜିନିଅର  ମେଡିକାଲ, ଏମ୍ .ବିଏ ଆଦି ବହୁ ସସ୍ରାନ୍ତ ଶ୍ରେଣୀର ଝିଅଙ୍କୁ  ସେ ଏହି ଧନ୍ଦାରେ  ସାମିଲ କରେ  ନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ  ସମସ୍ତଙ୍କୁ ନିଜ ହାତମୁଠାରେ ରଖେ ! ପୋଲିସ ପ୍ରଶାସନକୁ  ଅଳ୍ପେ  ବହୁତେ ଖୁସି କରି ଆଗକୁ  ମାଡି ଚାଲେ , ଧୀରେ ଧୀରେ ରାଜଧାନୀ ରୁ  ସାର! ରାଜ୍ୟକୁ ବ୍ୟାପେ ତା’ର ନେଟୱର୍କ ! ର!ଟ୍ୟର କୋଣ ଅନୁକୋଣ ରେ ବୁଲନ୍ତି  ତା’ର ଦଲାଇ ! ଧୀରେ ଧୀରେ ରାଜ୍ୟ  ବାହାରର ହିଁ ର! ବ୍ୟବସାୟୀ   ଓ ଖଣିମାଲିକ ଙ୍କ  ସହ ତା’ର ଯୋଗାଯୋଗ ହୁଏ କଲିକତାର ସୋନାଗାଁ ଛି ବ! ବିଦେଶର ବିଭିନ୍ନ ସେକହବ୍ କୁ ଯାଇ  ଟଙ୍କ! ଖର୍ଚରରିବା ଅପେକ୍ଷୀ ଏହିଠାରେ ରଖ୍ ବେଧଡ଼ବ ଶାରୀରିକ ସୁଖ ନେବାପାଇଁ ସୁନୀଲ ସେମାନଙ୍କୁ ପ୍ରବର୍ତ୍ତାଇ ଚାଲେ  ! ଏହିପରି ପାଦକୁ ପାଦ ଆଗେଇ ସେ ପାଲଟିଯାଏ ଦେହ ହାଟ ର    ବାଦଶାହ |

            ସବୁକିଛି ଠିକ୍ ଚାଲିଥିବା ! ସମୟରେ ହଟାତ  ଜନୈକ ଗଣମାଧ୍ୟମ କର୍ମଚାରୀଙ୍କ ସହ ତା’ର ଝଗଡ଼! ହୁଏ ! ଏହି ଘଟଣୀଙ୍କୁ କେନ୍ଦ୍ର କରି  ୨0୧0 ମସିହ! ମେ’ ୧୭ ତାରିଖରେ ଚନ୍ଦ୍ରଶେଖରପୁର ଅଂଚଳରୁ   ଗିରଫ ହୁଏ ସୁନୀଲ ସେକ୍ସ ର୍ୟାକେଟ  ଚାଲୁ ଥିବା  ନେଇ ଖବର ପାଇବ! କ୍ଷଣି ଚଢ଼ଉ ପରେ ପୋଲିସ !କିନ୍ତୁ  ଖୁବ୍ ଶୀଘ୍ର ଯାମିନରେ ଆସି ପୁଣି ସେ ଆରମ୍ଭ କରିଦିଏ ଏହି ଦେହ ଧନ୍ଦା ! ଏହାପରେ ପୁଣି ୨0୧0 ମସିହ! ଡିସେମ୍ବର ୨ ୩ ରେ  ଶୈଲ ଶ୍ରୀବିହାର  ଅଂଚଳରୁ , ୨0୧୧ ଜୁଲାଇ ୧୧ରେ ବ୍ରହୃପୁର ପୋଲିସ ଦ୍ଵାରା! ୨0୧୧ ଡିସେମ୍ବର ୨୬ ରେ  କଲିକତା ପୋଲିସ ଦ୍ଵାରା, ୨0୧୪ ଜୁଗାର ୬ରେ ଜୟଦେବ ବିହାର ଅଞ୍ଚଳରୁ, ୨0 ୧୫ ଫେବୃଆରୀ ୧୯ରେ କ୍ୟା ପି ଟାଲ  ପୋଲିସ ଦ୍ଵାରା ଗିରଫ ହୋଇ ଜେଲ ଯାଏ ସୁନୀଳ  ହେଲେ ୬ ମାସ ପରେ ଯହ! ସେୟା! ଏକ ଚର୍ଚିତ  ଘଟଣୀଦ୍ରମେ ସେକ୍ସ ଧନ୍ଦା ରେ   ବିଦେଶୀ ଯୁବତୀଙ୍କ ସଂଘୃପି ପଦାକୁ ଆସେ ! ପୋଲିସ ହାତ ରେ ଧରାପଡେ ଜଣେ ଦଲାଲ  ଓ କର୍ଗୀଜ  ସ୍ଥାନର   ଜଣେ ଦେହଜୀବୀ  ଏହାପରେ ସକ୍ରିୟ ହୋଇ ଉଠି ଥିଲା  ବମିଶନରେଟ୍ ପୋଲିସ! କମିଶନର ୱାଇ ବି ଖୁରାନିଆଙ୍କ  ନେତୃତ୍ୱରେ ଗଢ଼ା ହେଲା  ଏକ ସ୍ପେସିଆଲ   ଟିମ୍! କୁଇକ ଆକ୍ସନ  ସ୍ପେଶାଲ୍ ଟିମ ପକ୍ଷରୁ ଆରମ୍ଭ  ହୋଲଥିଲା! ମିଶନ ସୁନାଲର ଅଭିଯାନ



କିପ ରି ଗିରଫ ହେଲା ସୁନୀଲ

ଏପ୍ରିଲ ୨୧ ତାରିଖ! କ ମିଶନରେଟ୍ ଅଫିସକୁ ସୁନୀଲ ବିଷୟରେ ସୁଚନା ମିନିଲ! ସୁନୀଲ ଗୋ ଐର  ଫ୍ଲା ଲଟ୍ ଯୋଗେ ଅହମଦାବାଦ ରୁ କୋଲକାତା ଆସୁଥିବା ! ସୁଚନା ମିଲୀଳା ! ସୁଚନା ମିଳିବ! କ୍ଷଣି କୋଲକାତା  ଯାତ୍ରା ଆରମ୍ଭ କଲା ପୋଲିସ   ଟିମ୍!  ମୁଖ୍ୟ ଆକାଶ ରଣ! ଏହାର ନେତୃତ୍ୱ ନେଲଥିଲେ !ଆକାଶ ରଣ!ଙ୍କ  ଘର ସମ୍ବଲପୁର ହୋଲଥିବା ରୁ ସୁଳୀଲଙ୍କୁ  ଧରିବା ପାଇଁ ସେ ସମ୍ବଲପୁରୀ ଭା ଷାଭେ ବଥ! ହେବ! ଆଲମ୍ବ କରି ଦେଇ ଥିଲେ  ! ସମ୍ବଲପୁରୀ କାଷ! ଶୂଣିବାମାତ୍ରେ ସୁନୀଲ ଆକୀଶସ ସହ ବାର୍ଜାଳୀପ କରିବା ଆରମ୍ଭ କ ରିଥିଲା ! ଏହି ସମୟରେ ପୂର୍ବରୁ  ପ୍ରସ୍ତୁତ ଟିମ୍ ତାକୁ କାବୁକରି  ଭୁବନେ ଶ୍ଵର ଅଭିମୂଖେ ଆଣିଥିଲେ  ଏହାପରେ ଚା ଠାରୁ ଅ ଧ୍ ବ ତଥ୍ୟ ହାସଲ କରିବା ପାଇଁ ସୁନୀଳ  କୁ  ୪ ଦିନିଆ ରିମାଣ୍ଡରେ ନିଆଯାଇଥିଲା  ! ରିମାଣ୍ଡ ଅବଧ୍ ସମୟରେ ସେ ପୋଲିସକୁ ବହୁତଥ୍ୟ ପ୍ରଦାନ କରିଥିଲା



ବଡ଼ବଡ଼ିଆ ଗରାଖ



ପ୍ରଥମ ଦିନର ରିମାଣ୍ଡ ସମୟରେ ସୁନୀଳ  ତା’ର ଗରାଖ  ଲିଷ୍ଟ ପୋଲିସକୁ  ପ୍ରଦାନ ବରିଥିଲା ! ସେମାନଙ୍କ ମଧ୍ୟରେ ଥିଲେ ରାଜନେତା ବିଲଡର , ଖଣି ବ୍ୟବସାୟୀ, ହୀରା ବେପାରୀ, ସସ୍ରାନ୍ତ କଲେଜ ର  ରେୟ୍ଯରମ୍ୟାନ୍ ପ୍ରମୁଖ ! ଏହି ଦୌଡ଼ରେ କିନ୍ତୁ  ସର୍ବାଗ୍ରେ ଥିଲେ  ସାମ୍ବାଦିକ ଓ ସମାଜସେବୀ! ଗଣମାଧ୍ୟମର ଭୟ  ଦେଖାଇ ସେମାନେ ଅଧ୍କାଂଶ ସମୟରେ ସୁନୀଲ ଠାରୁ  ବେହସୁଖ ଗ୍ରହଣ କରୁ ଥିଲେ !

ପର୍ନ  ଷ୍ଟାରଙ୍କ   ଚାହିଦା ଅ ଧିକ

ସୁନୀଲ ନିଜ ଦେହ ବ୍ୟବସାୟ ପାଇଁ ଵିଇଁନ୍ନ ଶ୍ରେଣୀର ଝିଅଙ୍କୁ  ବ୍ଯବହାର କରୁ ଥିଲା !ଇ ୱିନିୟରି, ଏମ୍ .ବିଏ’ ଏୟାର ହୋ ଷ୍ଟେସ ଓ ମଦେଲ ମାନଙ୍କୁ  ସେ ଏହି ଧନ୍ଦାଭେ ଲଗାଉ ଥିଲା  ତେବେ ତା’ର କହିବା  ଅନୁଯାୟୀ ପର୍ନ  ଷ୍ଟାରଙ୍କ  ଚାହିଦା ଟିକେ ଅଧ୍ କ ଥିଲା ବିଦେଶୀ ଯୁବତୀଙ୍କ ତୁଳନାରେ ପୁର୍ନ  ଷ୍ଟାର ଭଲ ଦାମ୍ ରେ ବିକ୍ରି ହେଭଥିଲେ ! ମୁଖ୍ୟତଃ ଖଣି ବ୍ୟବସାୟୀ ଓ ଚିତ୍ତ ଫାଉଣ୍ଡ ଲୁଟେରା ମାନେ ପର୍ନ  ଷ୍ଟାରଙ୍କ  ଗରୀଖ ସାଯୁ ଥିଲେ  ୨0’000ଚୂ ଆରମ୍ଭ କରି ୧ ଲକ୍ଷ ଟଙ୍କା  ପର୍ଯ୍ଯନ୍ତ ସେମାନଙ୍କ ଦାମ୍ ଥ୍ନା ! ଗୋଆ, ଦିଲ୍ଲୀ, କୋଲକାତା ରୁ  ମୁଖ୍ୟତଃ ଯୁବଢୀମାନଙ୍କୁ  ଏଠାକୁ ଅଣା ଯାଭଥ୍ଜୀ ବୋଲି ପୂର୍ବରୁ ଗିରଫ ହୋଇ ଥିବା ! ସୋ ମେଶ ପଣ୍ଡ! ପୋଇଁସ ନିକଟରେ ସୁଚନା ବେରଛନ୍ତି



 ଆକାଉଣ୍ଟରେ ପ୍ରଚୁର ଟଙ୍କା



ଗତ କିଛିଦିନ ତରେ ସୁନୀଳ ର ବିଭିନ୍ନ ଆକାଉଣ୍ଟ କୁ ଇକ୍ଷାଧ୍ବ ଚଟା ଆସିଥିବା ପୋଲିସ ନାଣିବାଜୁ ପାଇଛି ! ପ୍ରତତ୍ଯବ ବ୍ୟାଙ୍କରେ ସୁନୀଳ ର  ଆକାଉଣ୍ଟ ରହିଛି!ଦୈନିକ ୫ ଲକ୍ଷ ଟଙ୍କ! ଚା’ ଆକୀଭଣ୍ଟକୁ ଆସୁଥିବା  ପୋଲିସ୍ ବମିଶନର  ଯୋଗେଶ ବାହାଦୁର ଖୁରୀନିଆ ପ୍ରକାଶ କରିଛନ୍ତି ! ଏପରିକି ଗିରଫ ହେବ! ଦୁଇ ଦିନ ପୂର୍ବରୁ ଜଣେ ହୀରାବ୍ଯବସାୟୀଟ ଆକୀଇଣ୍ଟରୁ ସୁନୀଳ ର ଆକାଉଣ୍ଟ କୁ ପାଖୀପାଖ୍ ବେଢ଼ ଇକ୍ଷଟଙ୍କା  ଆସିଥିବା ! ଯା ଣିବାକୁ ପାଇଛି ବମିଶନରେତ ପୋଲିସ୍ ! କିନ୍ତୁ ଏ ସମ୍ପର୍କ ର  ପୋଲିସ୍ କା ହାର ନାମ ପ୍ରକାଶ କରିନାହିଁ!

ଆଲବମ କଥା  ମିଛ



ସୁଳୀଲ୍ ମେହେର ଗିରଫ୍ ହେବ! ପରଠାରୁ ବିରିନ୍ନ ଗଣମାଧ୍ୟମରେ ଏହି ରୟ କେ ଟ୍ ରେ ଓଡ଼ିଆ ଆଲ୍ ବମ୍ ଅରିନେ ତ୍ରୀକ ସଂପରୁକ୍ତି  ନେଇ ଖବର ପ୍ରକାଶ ପାରଥିଲା ! ଆଗଧାଡ଼ିର ଦୁଇଜଣ ଅଭିନେତ୍ରୀ ଏଥିରେ  ସାମିଲ୍ ବୋଲି  ଶୂଣିକାକୁ ମିଳିଥିଲା ! ଏପରିକି  ଗୋ ହିରିଅ! ଛକ ନିକଟରେ ଥିବା ! ଏକ ଇଞ୍ଜିନିୟରିଂ କଲେଜର ମେକାନିକାଲ୍ ଛାତ୍ରୀ ବିଟ! ଏଥ୍ରେ ସଂପୃକ୍ତ ବୋଲି  ଜଣ ପଡି ଥିଲା  ! କିନ୍ତୁ  ପର ମୁହୁର୍କରେ ଏହ! କଞ୍ଚ! ମିଛ ବୋଲି  ଖୋଦ୍ ଭୁବନେଶ୍ୱର ତିସିପି  ସତ୍ୟବ୍ରତ ଭୋଇ  ପ୍ରକାଶ କରିଥିଲେ  ଏପରିନି ବିଟ! କନୈକ ସାମ୍ବାଦିକଙ୍କ ସହ ଉଠାଇ ଥିବା ! ଫଟୋ ସେକ ସାମ୍ବାଦିକଙ୍କ ନୁହଁ ବରଂ ପାରିବାରିକ ଫଟୋ ବୋଲି  ପ୍ରକାଶ କରିଥିଲେ ଡି ସିପି ! ଏହ! ସହ ସେକ୍ସ ର୍ୟାକେଟ ର  କୌଣସି ଓଡ଼ିଆ ଅଭିନେତ୍ରୀ ସଂପୃକ୍ତ ନୁହନ୍ତି  ବୋଲି ସେ ସୁଚନା ଦେଇଛନ୍ତି

 ଚାହିଦାରେ   ଜିଗୋଲୋ



କେବଳ ଯୁବତୀ ନୁହନ୍ତି  ସ୍ୱୀର୍ଟସିଟିର ସ୍ନାର୍ଟ ଟାହଁଦାକୁ  ମେଣ୍ଟାଇବା ପାଇଁ ସୁନୀଲ ରାଜଧାନୀରେ ଯୋଗାଇଥିଲା ଜିଗୋ ଲୋ  କଥାଟି ମିଛ ଲା ଗୁଥିଲେ  ମଧ୍ୟ ସଂପୁର୍ଣ୍ଣ ସତ! ଭୁବନେଶ୍ଵରର ସମ୍ଭ୍ରାନ୍ତ କ୍ଲୁବ  ରେ  ଚାଲୁ ଥିଲା   ଏପରି ଧନ୍ଦା ! ଚତୁର୍ଥ ଦିନର ରିମାଣ୍ଡ  ସମୟରେ ସୁନୀଳ  କୁ ଇକ ଆକ୍ସନ ଟିମ  ସମ୍ବୁଖରେ ଏପରି କି ଛି ବୟୀନ୍ ଦେଇ ଛି ସମ୍ଭ୍ରାନ୍ତ  ଶ୍ରେଣୀୟ ସ୍ତ୍ରୀ ଲୋକଙ୍କ  ଶରୀର  ରର କ୍ଷୁଧା ମେଣ୍ଟାଇବାକୁ ଯାଇ  ସୁନୀଳ ଜିଗୋଲୋ  ଯୋଗାଇଥିଲା ୪000 ତାଙ୍କ ରୁ  ଆରମ୍ଭ କରି ୨୫ ୦୦୦ ତାଙ୍କ ! ପର୍ଯ୍ଯନ୍ତ ଥିଲା  ଏହି ପୁରୁଷ ଦେହଜୀବିଙ୍କ  ଦାମ୍! ଏଥ୍ପାଇଁ ସର୍ବାଗ୍ରେ ଥିଲେ  ରାଜଧାନୀର ତଥା କଥିତ  ବାଉଁଶର! ଏହା ଛଡା ! ପଞ୍ଜାବି  ଯୁବକମାନଙ୍କର ଚାହିଦା ରାଜଧାନୀରେ ଅଧିକ  ଥିବା ! ଜଣାପଡ଼ିଛି! ଏପରିକି ଜଣେ ମହିଲା  ସମାଜସେବୀ ପ୍ରତ୍ୟେକ ଦୁଇ  ଦିନରେ ଥରେ ସୁନୀଲ ଠାରୁ ଜିଗୋଲୋ  ନେଇ ଥିବା ! ସେ କମିଶନରେ ଟ୍ ପୋଲିସ ଙ୍କ ଆଗରେ ସୁଚନା ଦେଇଛି


ଚେନ୍ ସିଷ୍ଟମ୍ ବିଜ଼ନେସ

ସୁନୀଲ  ଏହି ଧନ୍ଦ! ପଛରେ  ଥିଲା! ଚେନ୍ ସିଷ୍ଟମ୍ ବିଜ଼ନେସ  ! ଗରା ଖଙ୍କ  ଠାରୁ ଆଦାୟ ହେଇଥିବ! ଶତ ପ୍ରତିଶତ ଟଙ୍କା  ରୁ ୬0% ଯାଭଥିଲା ସୁନୀଲ ନିକଟକୁ ! ସେହି ୬୦% ରୁ  ୪୦% ଦ୍ଦେହଜୀବା ନେଉ ଥିଲେ  ଅନ୍ୟ  ୪0% କୋର୍ କମିଟି ମେମ୍ବର, ଦଲାଲ୍, ବିଭିନ ଜିଲ୍ଲାର  ପ୍ରତିନିଧ୍ ଆଦି ବାନ୍ତି ନେଉ ଥିଲେ  ! ୧୫ ଜଣ କୋର୍ କମିଟି ମେମ୍ବର ତାର ଏହି ବିଜ଼ନେସକୁ   ଡି ଲ୍ କ ରୁଥିଲେ  ! ପ୍ରତ୍ୟେକ  ୧0 ତାରିଖରେ ଦଲାଲ ଙ୍କ ଆକାଉଣ୍ଟ କୁ ଟଙ୍କା ଯାଉଥିଲା   ଏପରି ଖବର ପାଇବ! ପରେ ହାତବାକ  ହୋଇଯାଇଛି

କ ମିଶନରେ ଟ୍ ପୋଲିସ୍! ରାଜ୍ୟ  ବାହାରେ ରହି ବିଭିନ୍ନ ଜିଲାରେ ଏପରି ନେଟ ବା ର୍କ ଅପରେଟ୍ କରିବ! ତଦନ୍ତକାରୀ  ଟିମ୍ କୁ ବିସ୍ମିତ  କରିଛି!

ଡିମାଣ୍ଡ ରେ ପେଡ  ଗାର୍ଲ ଫ୍ରେଣ୍ଡ



ପଇସା ଦେଇ ପ୍ରେମ, କଥାଟି ଅଡୁଆ ଲାଗୁ ଥିଲେ  ମଧ୍ୟ ସତ! ସୁନୀଇ ଦାଉ ଥିଲା  ପେଡ  ଗାର୍ଲ ଫ୍ରେଣ୍ଡ ର ପ୍ୟାକେଜ ! ଏଛି ପ୍ୟାକେଜ ରେ ଥିବା  ଯୁବତୀଙ୍କ ସହ ୨୫ଟି ରାତି ବିତେଇ ବାର ସୁଯୋଗ! ଅବଶ୍ୟ ଏଥ୍ ପାଇଁ  ଗ୍ରାହକ ମାନଟୁ କିଛି ଡି ସକାଉ ଣ୍ଟ ମିଳିଥାଏ ! ପ୍ୟାକେଜ ର  ଦାମ୍ ୪0 ୦୦୦ ରୁ ଆରମ୍ଭ ହୋଇ ୨ ଲକ୍ଷ ପର୍ଯ୍ଯନ୍ତ ଥିବା ! ଜଣାପଡ଼ିଛି! ଏଥ୍ ପାଇଁ ଏୟୀରହୋଷ୍ଟେସସ ଚାହିଦା ଟିପେ ବେଶି ଥିବା ! ଜଣାପଡ଼ିଛି



ପୋଲିସ ପାଉନି ଦେହଜୀବୀଙ୍କ ତଥ୍ୟ



ଏବେ ଜଣେ ବେହବ୍ୟବସାୟୀର ତଦନ୍ତ ସକ୍ରିୟ! ନେଇ ବିବାଦ ମୁଣ୍ଡ ଟେକିଛି! ଏହି ବ୍ୟବସାୟୀ ଜଣକ  ହେଇଛି କିଛି ଦିନ ଧରି ଗଣମାଧ୍ୟମର ଶିରେ!ନ!ମ! ମଣ୍ଡନ କରିଥାସୁଥିବା ! ଦେହ ଦନାଇ ସୁନୀଲ ମେହେର !ଦୂଇ ଦିନ ତଳେ  ସୁନୀଲ ର  ୪କିନିଆ ରିମାଣ୍ଡ ଶେଷ ହୋଇଛି! ପୋଲିସ ୪ ଦି ନିଆ ଜେରା ରୁ ସୁନୀଲ ର  କିଛି ଏଜେଣ୍ଟ ଙ୍କ ନାମ  ପାଇଲା ବୋଲି  କହୁଛି ! ଏବେ ଦେଖି ବାକୁ  ବାକି ରହିଲା ପୋଲିସର କାର୍ୟ ନୁଷ୍ଠାନ ! ବଇଁମାନ ପୋଲିସ ତା’ ଚାର୍ଚସିଟ ପାଇଁ କେ ତେ ସମୟ ନେଇଛି, କଣ କିରୁ ଛି ଏବଂ କଣ ଦଫା  ଲଗାଉଛି ତାହା ହିଁ ଅପେକ୍ଷା  ! ଯଦି ପୂର୍ବଥର ପରି କୋହଳ  ଦଫା ଲଗାଇ ଛାଡ଼ି ଦେବ ତେବେ ପୁଣି ସେ ଜାମିନ୍ ପାଇ ବାହାରି ଯିବ ଏବଂ ପୁଣି ତା’ର ଦୁସ୍ଥିତ କାରବାର ଆରମ୍ଭ କରିବ !

ସୁନୀଲ ରେ ଅନ୍ତର୍ଭୁକ୍ତ ୪ ପକ୍ଷ ପ୍ରଥମେ ଦଲାଲ  ସୁନୀଲ, ଦ୍ଵିତୀୟରେ ଏକେଣ୍ଟ’ ତୃତୀୟରେ ବେହଳୀବୀ ଏବଂ ଚତୁର୍ଥ ରେ ଗରାଖ  ! ପୋଲି ସ ଉପରୋକ୍ତ ୪ ପକ୍ଷଙ୍କୁ  ନେଇ ବ’ଣ ଟାର୍ଚସିଟ୍ ପ୍ରସ୍ତୁତ କରୁ ଛି’ ତାହ! ଆଗକୁ  ଜଣାପଡିବ! ୩00 ଜ ଣିଆ ଗରାଖ  ଲିଷ୍ଟ ଓ ୧୫ଚଣିଆ କୋର କମିଟି ଦଲାଲଙ୍କ  ଲିଷ୍ଟ ପୋଲିସର ହସ୍ତଗତ ହୋଇ ଥିବା  ସୁଚନା ମିଲିଛି! ଲିଷ୍ଟରେ ନାମୀ ଦାମୀ କଲେଜର ଚେୟାରମ୍ୟାନ’ ଖଣି ମାଲିବ’ ବିଲ୍ ଡର’ ଠିକାଦାର, ମହିଳା  ସମାଜସେବୀ, ହୀରା  ବ୍ୟବସାୟୀଙ୍କ ନାମ ରହିଛି ! ତେବେ ଏଥ୍ରେ ଦୁଇ ପାଦ ଆଗରେ ରହିଛନ୍ତି  ସାମ୍ବାଦିକ! ଖବର ପ୍ରକାଶ  ନକରିବା ଓ ପୋଲିସର ଚଢ଼ାଉ  ସମୟରେ ସୁନୀଲ କୁ ପୂର୍ବରୁ  ସୁଚନା ଦେଇଦେବ! ପରୀ  ସାଙ୍ଗୀତିକ ପ୍ରମାଣ ପୋଲିସ ହା ତରେ ଲାଗିଛି ! ଏପରିକି ସୁନୀଲ ର ଧନ୍ଦା ଚୂଝୁଥିବା  ଜଣେ ଆଗଧାଡିର ବେହଜୀବି ଙ୍କ ' ସହ ଜଣେ ଆଗ ଧାଡ଼ିର  ସାମ୍ବାଦିକଙ୍କ ଫଟୋ ମଧ୍ୟ ମିଲିଛି ଏଠାରେ ଆଲୋଚନାର ବିଷୟ ହେଇଛି, ପୋଲିସ ସୁଚନା ଓ ଗଣମାଧ୍ୟମଭେ ପ୍ରକାଶିତ ଖବର ଯଦି ସତ୍ଯ ହୋଇଥାଏ, ତେବେ ସୁନୀଲ ର ଆତଙ୍କବାଦୀ ଲିଙ୍କ  ମଧ୍ୟ ଏଡାଇ ଦିଆଯାଇ ନପାରେ! ପୂର୍ବରୁ ଯେତେଥର ବି ବେହଜୀବୀମାନେ ଧରା ପଵିଛଢି ପ୍ରାୟ ସଚୂଥର ଦିନେ ଦୁଇଦିନ ଭିତରେ ଯା ମିନ୍ ରେ ବାହାରି ଯାଇଛନ୍ତି !ସୂଚନା  ଅନୁଯାୟୀ ସୁନାର ବଙ୍ଗୀୟ ଯୁବତୀ ଓ ବିଡ଼େ ଶୀ ଯୁବଚୀଙ୍କୁ  ଦେହ କା ରବାରରେ ଲଗାଏ! ବଙ୍ଗଳା  ଭାଷାରେ ବଥାବାର୍ଜା କରୁ ଥିବା  ଏହି ଯୂବଟି  ମାନେ ପଶ୍ଚିମବାଙ୍ଗରା  ଲିମ୍ବ! ବଙ୍ଗଳା ଦେ ଶୀ ଅନୁପ୍ରବେଣକୀରୀ ସେ ସଂପର୍କରେ ପୋଲିସ ନିକଟରେ କିଛି ତଥ୍ୟ ନାହିଁ ! ଏମାନଙ୍କର ପରିଚୟ ଉପ ରେ ପୋଲିସ ନିକଟରେ କିଛି ସୁଚନା ଅଛି କି ? କୌଣସି ଚଢ଼ାଇ କରିବା ମାତ୍ରେ ଗରାଖ ଙ୍କୁ କୋର୍ଟ ଚାଲାଣ କରି ଯୁବତୀ ଙ୍କୁ  ସୁଧାର  ଗୃହକୁ  ପଠାଇ ଦେଇ ହାତ ବାନ୍ଧି  ବସିଯାପଛି ପୋଲିସ ! ଗତ କିଛି ଦିନର ସେକ ଦ୍ୟାବେଟ୍ ଧରା ହେବା ଘଟଣାକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଥରେ ହେଲେ ବି ବେହଜୀବିଙ୍କୁ  ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ  ! ସେମନେ କେଉଁ ପରିପିତିରେ ଓଡ଼ିଶ! ଆସୁଛନ୍ତି , କେଉଁଠୁ ଆସୁଛନ୍ତି ’ ପରିଚୟ ଚିହ୍ନଟ, କି ଏ ସେମାନଙ୍କ ମାଷ୍ଟର ମାଇଣ୍ଡ ଏ

ସଂପର୍କରେ ତଥ୍ୟ ନେବ! ବଦଳରେ ରାତ! ରୀତି ତାଙ୍କୁ  ନେଇ ସର୍ଟ ଷ୍ଟେ ହୋମ ରେ  ଛଡାଯାଉଛି  ! ପରେ ସେମାନେ ୪୮ଘଣ୍ଟା ନଯାଭଣୁ ପୁଣି ଏହି ଧନ୍ଦାରେ ଲିପ୍ତ ରହୁଛନ୍ତି , ଠିବ୍ ସେହିପରି ଏବ ଘଟଣା ନିକଟ ଅତୀତରେ ଘଟିଥିଲା! ! ଏଠାରେ ପ୍ରଶ୍ନ ଭଠୁଛି ଉପରୋକ୍ତ ଯୁବତୀମାନେ କେବଳ  ପେ ଦେହ ବେପାର କରୁ ଛନ୍ତି  ନା’ ଆଉ କୌଣସି ଗହିଁତ ଅପରାଧରେ ତଡିତ ବାହାର କିଛି ସୁଚନା ପେଲିସ ନିକଟରେ ଅଛି କି ? ସେମାନେ ଯେ ଡ୍ର ଗସ   କାରବାର, ଯୁବତୀ ଚାଲାଣ, ଆତଙ୍କବାଦୀ  ସଂପର୍କରେ ଲିପ୍ତ ନଥିବେ  ସେ ଦ୍ୟାରେଣି ପୋଲିସ ଦେଇ ପାରିବ ଦି ? ନିକଟରେ କିର୍ଗି ସ୍ଥାନରୁ  ଆସିଥିବା  ଜଣେ ବିଦେଶିନୀ ଙ୍କୁ ଏଠାରେ ସୁଧୀର ଗୃହରେ ପିନା ଓ ବିୟର ପିଇବାକୁ ଦିଆଯାଇଥିଲା ’ ହେଲେ  ଚା’ଠାରୁ ପଦୁଟିଏ କ ଥା ଆଦାୟ ବରିବାନ୍ଧୁ ପ୍ରୟାସ କ ରିନଥିଲା  ପୋଲିସ!



      କେବଳ  ସେତିକି ନୁହେଁ ବଡବଡିଆ  ଗରାଖ ଯେପରିଵି ଚ୍ୟୁରେ!କ୍ରା ଟ ଓ ନେତା ଙ୍କଠାରୁ ଯୁବଟି ମାନେ ଦେଶର  ସୁରକ୍ଷା ବିଷୟରେ ତଥ୍ୟ ହାସଲ କରୁ ନଥିବେ  ସେ ସମ୍ପର୍କ ରେ ପୋଲିସ ପ୍ରଶାସନ ଦମ୍ଭର  ସହ କହି ପାରିବ କି ? ଭୁ ବନେଶ୍ଵଇ ମହୀନଗର ନିଗମ ପକ୍ଷରୁ ଭୁ ବନେଶ୍ଵଇ ରୁ ଇଠ! ଦୋକାନ ଉଠିବ! ଢଙ୍ଗ ରେ କ ମିଶନରେଟ ପୋଲିସ ସେକ୍ସ ର୍ଯ୍ୟକେଟ  ଧରୁ ଛି! ଉଚ୍ଛେଦ  ହେବାର ଦି ଦାରି ଘଣ୍ଟା ମଧ୍ୟରେ ଯେପରି ରାବଧୀନା ଇଠାଢୋକୀନରେ ଭର୍ତି  ହୋଇଯାଇଛି ଠିବ୍ ସେହିପରି ସେକ୍ସ ର୍ଯ୍ୟକେଟରେ ବଢ଼ାଇ ହେଲେ କେବଳ ଉକ୍ତ  ସ୍ଥାନ ଟି ପରିବର୍ଜନ ହେଇଛି ନହେଲେ ସେହି ସମାନ ଗରାଖ  ଓ ସେହି ଯୁବତୀମାନଙ୍କ ଦ୍ଵାରା ୪୮ଘଣ୍ଟା ମଧ୍ୟରେ ଧନ୍ଦା ଆରମ୍ଭ ହୋଇଯାଇଛି



ଏତେ  ସବୁ ବାଣି ପୋଲିସ କଣ  ପାଇଁ ଚୁପ ବସିଛି ? ୨°୧°ରୁ ୨0୧୬ ମଧ୍ୟରେ ପୋଲିସ ୮ଥଇ ସୁନୀଇକୁ କବଜ଼ା କୁ ନେଲଣି ହେଲେ  କେବଳ  ମାମୁଲି ଦଫା ଇଗାଇ ତା’ର ଯା ମିନ ହେବାରେ ସହାୟତା  ବରୁଛି! ଯଦି ପୁରୀ ସିରିବ୍ ଟ୍ରେନ୍ ପୋଡି ଘଟଣାରେ ସୁବାଷ ରାମବତ୍ରନ ପରି ଗୋଟିଏ ମାନସିକ ବି କୁ ତ (ମେଗାଗୋମାନିଆ) ରୋଗୀଙ୍କୁ  ନ୍ୟାସନାଇ ରନ୍ ଭେଷିଗେସନ ଏଜେନସି ( ଏନ ଆଇ ଏ )ଦ୍ୱାରା ତଦନ୍ତ କରାଯାଉଛି  ତେବେ ସୁନୀଲ ପ୍ରତି ଏତେ କୋହଳ ମନୋଭାବ କାହିଁକି ?ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା

    ସୁନୀଲ କୁ  ନ୍ୟାସ୍ନାର ସିଦ୍ୟୁରିଟି ଆଦ୍ର (ଏନ୍.ଏସ୍.ଏ)6ର ଅନ୍ତର୍ଭୁକ୍ତ କରାଯାଇନାହିଁ କଣ ପାଇଁ? ବାରମ୍ବାର ଯା ମିନ ବେଳେ ବେଇଥିବା ସାର୍ଟର  ଖିଲାପ କରିବା ତଥା ମାନ୍ୟବର ଅଦାଲତ ଙ୍କ  ନିର୍ବେଶକୁ ଅବମାନନା ବରିବ! ଇଳି ସଂଗୀନ ଅଭିଯୋଗ  ଏହି ଅଭ୍ୟାସଗତ ଅଭିଯୁକ୍ତ ନାମରେ ରହିଥିଲେ  ମଧ୍ୟ ପ୍ରମାଣ ଅଭାବ କୁ  ଏକ  ଶସ୍ତା କା ରଣ ଦର୍ଶାଇ ଖସିଯାଭଛି ପୋଲିସ

ଏତେ ପ୍ରହସନ  କ’ଣ ପାଇଁ



 ଗତ  ଏକ ବର୍ଷ ମଧ୍ୟରେ ବମିଶନରେଟ ପୋଲିସର ବିଭିନ  ଥାନା ଅଞ୍ଚଳରୁ ଅନେକ ସେକ୍ସ  ଦ୍ୟାବେଟ ଧରୀପତିଛି ! ଧରା ହେବ! ମାତ୍ରେ ସୁନୀଲ ନାମ ହିଁ ଚର୍ଚ୍ଚା କୁ  ଆସିଛି! ତେବେ କେତୋଟି  ଘଟଣାରେ ସୁନୀଲ ର ସମ୍ପୃକ୍ତି  ନେଇ ପ୍ରମାଣ ମିଳିଛି ? ଯଦି ମିଳିଛି ପୋଲିସ ସେ ସବୁକୁ ଗମୋଧ୍ୟମ ତଥା ସର୍ବ ସମ୍ମୁଖରେ ପ୍ରକାଶ କରୁନାହିଁ ଚାହିଁବି ? ଆଇନ ଅନୁଯାୟୀ ଯଦି ଜଣେ  ଯୁବତୀ ନିବ ଇଚ୍ଛାରେ ଜଣେ  ପ୍ରାପ୍ତ ବୟସ ଯୁବବ ସହ ଦୈହିକ ସଂପର୍କ ରଖୁଥାଏ, ତେବେ ଏଥ୍ରେ କୌଣସି ଭୁଲ  ନାହିଁ! ବଳପୂର୍ବକ  କୌଣସି ଯୁବବ ବ! ଯୁବତୀଙ୍କୁ ଏହଁ ଧନ୍ଦାରେ ଲଗା ଯାଇପାରିବ ନାହିଁ ! ସେଥ୍ପାଇଁ ମାନ୍ୟବର କୋର୍ଟ ‘ଲିଭ  ଇନ୍ ରିଲେ ସନସିଫ୍’କୁ  ଆଇନସିବ ଘୋଷଣ! କରିଛନ୍ତି ! କିର୍ଗି ସ୍ତନ ରୁ  ଆସିଥିବା ! ଯୁବତୀ ବଣବ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇ ଥିଲେ ତେବେ ସେ କିଛି ବୁଝି ପାରୁ ନାହାନ୍ତି କହି ଟଙ୍କା  ପାଟି ବନ୍ଦ ରଖାଯାଇ ଥିଲା  ଉଚ୍ଚାଘରେ ସେ ନିଜ  ବନ୍ଧୁଙ୍କ  ସବ ରହୁଥିବା ବେଦେ ପୋଲିସ କୌଣସି ସୂତ୍ର ରୁ ” ଖବର ପାଇ ଛାପ! ମାରିଥିଲା ! ଉକ୍ତ   ପୁରୁଷ ବନ୍ଧୁଙ୍କୁ ଦେହ ଦଲାଲ  ସଜାଇ ଜେଲ  ପଠାଇ କେରଥିଲା  ! ଯୁବତୀ ଜଣଙ୍କୁ ରିହା ଵିଲିସନ ସେଣ୍ଟରରେ ରଖି ଅତିଥ୍ୟତା ପ୍ରଦାନ   କ ରାଯାଇଥିଲା ! ପିଯା  ସାଙ୍ଗକୁ  ଦିଆଯାଇଥିଲା  ବିଭିନ୍ନ ନିଶା ଦ୍ରବ୍ୟ ! ଶେଷରେ ଫଳ  ଶୂନ ! କିଛି ଦିନ ଜେଲ୍ରେ ରହିବାପରେ ଜାମିନ ରେ  ଆସିଥିଲେ  ଉକ୍ତ  ଯୁବକ ଓ ନିଜ ଦେଶକୁ  ଫେ ରିଯାଇଥିଲେ  ବିଦେଶୀନି ବାସ୍ତବରେ ମିଳିଲା  କ’ଣ ? ସୁନୀଲ ମେହେର ସଂପର୍କରେ 6ପାଇଁସ ଯୁବତୀ ଜଣଙ୍କ ଠାରୁ କିଛି  ବି ସୁଚନା ପାଇଲା ନାହିଁ ! ତଥାପି ଏହି ଘଟଣାର କିଙ୍ଗ ପିନ  ପାଇଟିଗଲା  ସୁନୀଲ



       ୨0୧0 ମସିହ! ମେ ମାସ ୧୭ତାରି ଖରେ ପ୍ରଥମେ ସୁନୀଲଜୁ ଗିରଫ କରା ଯାଇଥିଲା! ୨0୧୬ ମସିହା ମଧ୍ୟରେ ସେ ୭ଥର ଗିରଫ ହୋଇ ସାରିଲାଣି ଗିରଫ କରିବା ପରେ ଟାକୁ ବେଲ୍ ପଠାଯାଇଛି ଓ ଖୁବ୍ ବମ୍ ଦିନ ଭିତରେ ସେ ଯା ମିନରେ ମୁକୁଳି  ନିଜ କାର୍ଯ୍ଯ କରୁଛି! ଏହାଦ୍ୱାରା ଲାଭା କଣ ମିଳୁ ଛି ! ପ୍ରଶ୍ନ ରଠୁଛି ଏହି ଚୋର ପୋଲିସ ଖେଇ ମଧ୍ୟରେ ତୃତୀୟ ପକ୍ଷ ଲାଭବାନ ହେଉ ନାହାନ୍ତି ତା ?  କୌଣସି ବଡ ଈସୁ ବା ଘଟଣା କୁ   ଲୁ ଚାଇବାକୁ  ଯାଇ ପୋଲିସ ସେକ୍ସ  ଦ୍ୟାବେଟ ଧରିବାର ନାଟକ କରୁନି ତ  ? ଶାସକ  ଦଳର ନେତା ମନ୍ତୀଙ୍କ  ରପରେ ସିବିଆଇର ଖଣ୍ଡା  ଝୁଲୁ ଥିବା ବେଜେ ମ୍ପୂଖ୍ୟମନ୍ତୀଙ୍କ  ମାରାଥନ ଦିଲ୍ଲୀ ଗ ସ୍ଥ ଓ ହଜି ଯାଇଥିବା  ସୁନୀଇ ମେହେ ର କୁ  ପୋଲିସ ଧରିବା ଘଟଣା ସାଧାରଣ ଲୋକଙ୍କୁ  ପୁଆଁ ଦୁଳାଇବା ଛଡା ଆଉ କିଛି  ଛିଛି ନୁହେଁ ବୋଲି ଚର୍ଚ୍ଚା  ହୋଇଛି ନିକଟରେ ଶେଷ ହୋଇଛି ସୁନୀଇର  ରିମାଣ୍ଡ ! ସୁନାଲ ଙ୍କ  ଠାରୁ ପୋଲିସ୍ କ ’ଣ ତଥ୍ୟ ପାଇଛି ଓ କେଉଁ କେଉଁ ବଡ଼ ବଡି଼ଆଙ୍କ  ନା ସୁନୀଇର  ଡାଏରୀରେ ରହିଛି ଏବଂ ପୋଲିସ୍ ଏ ଦିଗରେ ଇ’ଣ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁଛି ତାହା  ଦେଖିବା କୁ ବାକି  ରହିଇ!

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...