Thursday, 13 October 2016

ପ୍ରେମର ପାଉଣା ପିସ୍ତଲ





    ରଫିକୁଲ୍ ଏବଂ ରିୟାଜୁଲ୍ ଦୁହେଁ ପଡ଼ୋଶୀ! ରଫିକୁଲ୍ ଘର ଠାରୁ ଦୁଇ  ତିନୋଟି ଘର ଛାଡ଼ି ରିୟାଜୁଲ୍ ର  ଘରା ମାତ୍ର ସେମାନଙ୍କ ମଧରେ ବହୁ ଶହ ଆଳୋକ ବର୍ଷ ର ବ୍ୟବଧାନ! ରଫି କୁଲ୍ ସି.ପି.ଏମ୍  ର ଜଣେ ସକ୍ରିୟ କର୍ମୀ! ରିୟା ଜୁଲ୍  ହେଉଛି ତ୍ଵଣମ୍ପୂଳ କଂଗ୍ରେସର ଢଣେ ଅନ୍ଧ  ସମର୍ଥକ! ସେମାନଙ୍କ ମଧରେ ରାଜନୈତିକ ବିବାଦର ପ୍ରାଚିର | ଏତଦବ୍ୟତୀତ, ରଫି କୁଲ୍ ଆର୍ଥିକ  ସ୍ତରରେ ସ୍ୱଚ୍ଛଳ !ରିୟାଜୁଲ୍  ଜଣେ ମଧ୍ୟବିତ୍ତ ମଣିପା ସେ ଥିଲାଗି ରଫି କୁଲ୍ ରିୟା ଜୁଲ୍  କୁ ଆଦୌ ଭଲ  ନଜରରେ ଦ୍ଦେଖୁନ ଥାଏ ! ତା’ ଦୃଷ୍ଟି ରେ ରିୟାଜୁଲ୍  ତା’ର ସମକକ୍ଷ ନୁହେଁ!
 ରଫିକୁଲ୍ ରିୟାଜୁଲ୍  କୁ ହୀନ ଦୃଷ୍ଟି ରେ ଦେଖୁ ଥିଲା  ବେଳେ ତା’ ଅଜାଣତରେ ଘଟି ଗଲିଥ୍ଇଂ ଆଉ ଏକ ଅତି ଆଶ୍ଚର୍ଯ୍ୟଜନକ ଘଟଣା! ରଫି କୁଲ୍ ର ଝିଅ ଲଳିତା ଖାବୁ ନ ଭଲ ପାଇ ବସି ଥିଲା ରିୟା କୁଲ୍ ର ପୁଅ ଶକ୍କୀ ରୁଲ  ଶେଖ କୁ ! ନା ସେମାନଙ୍କର ବାପାମାନଙ୍କ ରାଜ ନିତିକ ଶତ୍ରୁ ତା ପ୍ରତି ନଜର  ଥିଲା ନା ସେମାନେ ପାରିବାରିକ ଆର୍ଥିକ  ତାରତ ମ୍ୟ କୁ ଗୁରୁତ୍ୱ ବେଉଥିଲେ  ସେମାନେ କେବଳ ପ୍ରେମ ହିଁ କରି ଚାଲୁ ଥିଲେ


              ସକ୍କୀରୁଲ୍ ଓରଫ୍ ସକ୍କୁ କୁ ୧୮ବର୍ପ ହୋ ଇଥିଲା’ ବେଳେ ଲଲି ତା କୁ ହୋଇଥିଲା ୧୪ ! ସକ୍ଳ ବଡ଼ ଆନ୍ଦୋଲିଆ ର  ବଏକ୍  ସ୍କୁଲ ରେ ଦ୍ୱାଦଶ ପଢୁ ଥିଲା  |ଠିକ୍ ସେହି ଭଳି  ଇଳିତା ଗର୍ଲସ ସ୍କଲରେ ପତୁଥିଲା ! ପଡ଼ୋଶୀ ହୋଇଥିବା  ହେତୁ ପ୍ରତ୍ୟେକ ଦିନ ସେମାନଙ୍କ ମଧରେ ବେଖାଗହାଁ ହେବ! ଏକ ସ୍ଵକୋବିକ ଘଟଣା ଥିଲା ! 6ଚ6ବ ସେଦିନ ସକାଳ ସେମାନଙ୍କ ପାଇଁ ଥିଲା ଏକ ଭିନ୍ନ ସକାଳ ! ଲଳିତା ଗଲିଗଲି ସୂଲ୍ ଯାଉ  ଥିଲା ବାଟରେ ଏକ ବହି  ଦୋକାନରୁ ଖାତ! କିଣୁଥିଲା ସକକୁ  ! ଲଳିତା ଏକୁଟିଆ ଗଲିଗଲି ପାଉଥିବା ଦେଖ୍ ସେ ତା’ ପାଖକୁ ଆସିଲା ଓ ତା’ ପାଦରେ ପାଦ ମିଶାଇ ଗଲୁଗଲୁ ପଗରିଲା- ‘ଲଳିତା! ମୁଁ  ତୁ ମ ସହ ଯାଉଛି! ତୁମକୁ ଖଗପ ଲାଗୁନି ତ?’ ଲଳିତ! କହିନା- ‘ଖଗପ ଲାଗିବ କ’ଣ ପାଇଁ? ଆଉ ଆମ୍ ଫା ଇନ!’
ସକ୍କୁ ପଗରିଲା- ‘ତା’ହେଲେ ତୁମେ ମୁହଁ ଶୂଖେଇଛ କ’ଣ ପାଇଁ? ଜାଣିଛ, ତୁମେ ହସିଲେ ଖୁବ୍ ଭଲ ଲାଗେ !’ ସକ୍କୁ କଥା ଶୁଣି ଲଳିତ! ମୂଣ୍ଠଟେକି ତାକୁ ଅନେଇଲା  ଓ ପୁଣି ଗଲିବ କୁ ଲାଗି ଲା ! ସକ୍କୁ କହିଲା- ‘ଲଳିତା ପ୍ଲଜ଼   ଥରେ ହସିଦିଅ  ଆଉ ଏଇ  ରାସ୍ତା   ଉପରେ ଫୁଲର ବର୍ଷ! ହୋଇ ଯାଉ  ” ଲଳିତା  ଆଉ ଗୋଟେ ପାଦ ବି ଆଗକୁ ଯାଇ ପାରିଲାନି! ସେ ଠିଆ ହୋଇ  ଜୋରରେ ହପିବା କୁ ଲାଗିଲା ! ଟିକିଏ ଆଗରୁ ଗୁମ୍ ସୂମ୍ ମେଘପରି ମୁହଁକୁ କରି ବାଟ ଚାଲୁଥିବା ଲଳିଚ୍ଚାର ହସ କୁ ଦେଖ୍ ସ୍ତବ୍ଧ ହୋଇ ଗଲା ସକକୁ ! ତାକୁ ଲାଗୁ ଥିଲା’ ଯେପରି ସଂଗୀତ ର  ସାତସୂରରେ ପରିବେଶ ଦ୍ରବୀଭୂତ ହୋଇ ଗଲା ’ ସୁଗନ୍ଧିତ  ବାସାରେ ଆଚ୍ଛନ ହୋଇଗଲା ଗଗନ ପବନା ଅଚାନକ କଢ଼ ସବୁ ଫୁଲ  ହୋଇ ଫୁଟିଗଲା , ଆକାଶ ପାଲଟିଗଲା  ଆକାଶଠୁ ବି ଅଧ୍ କ ନୀଳ’ ! ଚଢ଼େଇମନେ କିଚିରିମିଚିରି ଗାତ ଗାଇବାକୁଲାଗି ଲେ! ତା’ର ଖୁବ୍ ପାଖରେ ଠିଆହୋଇ ହସୁଥିବା ! ଲଳିତା ତାକୁ ଲାଗିଳା ଆକାଶରେ ଭଇଁ ଆସିଥିବା ! ପୂନେଇଁର ଜହ୍ନ  ଲଳିତାର ହସ ତା’ ଦ୍ଧଦୟ କୁ ଭେଦିଗଲୀ ଆଉ ସେଇ ମୁହୂର୍ତ ରେ ରେ ହିଁ ସେ ଲଳିତାର ପ୍ରେମରେ ପଡ଼ିଗଲା
 ସକ୍କୁ ସିନା ଲଳିଢାର ପ୍ରେମରେ ପଡ଼ିଗଲା; ହେଲେ ସେ ଜାଣି ନ ଥିଲା ଲଳିତା ତାକୁ ଲେପାଏ କି ନା! ଆଉ ଏଇ କଥା ନ ଜାଣିବା ଯାଏ ନା ପ୍ରେମିକ କୁ ନିଦ ଆସେ  ନ! ଭୋକ ଲାଗେ  ସକ୍କୁ ସେମିତି ଏକ ପ୍ରେମିକ ଥିଲା ଦି ନ ସୁଲ୍ ସରିବା ପରେ ସକକୁ ଦେଖିଲା , ଲଳିତା ଏକୁଟିଆ ଗଲିଗଲି ଯାଉଛି ତେବେ ସେ ଜାଣିଶୁଣି ଏକୁଟିଆ ପାଉଛି କିମା ସତ କୁସତ  ସାଙ୍ଗ ମାନେ ଗଲିଯାଇଛନ୍ତି  - ସେ ଏକୁଟିଆ ହୋଇଯାଇଛି ଏକଥା ଜାଣିପାରିଲା ନାଦି ! ଏତିକି ବୁ ଝିଚ୍ଚା ଯେ, ଏହା ହେଉଛି ନିଜ ମନକଥା ପ୍ରକାଶ କରିବାର ପ୍ରକୁପ୍ତ ସମୟ! ସକ୍କୁ ଯାଇ ପହଂଚି ଗଲା ଲଳିଚା ନିକଟରେ! ଡାକୁ ଦେଖ୍ ବା ଷଣି ଲଳିତା ଓଠରେ ହସର ସରଳ ରେଖା ଟିଏ ଆଙ୍କି ହୋଇଗଲା ସକ୍କୁ କହିଲା- ‘ଲଳିତା! ମୁଁ ତୁମକୁ କିଛି ସ୍ପେ ଶାଲ କଥା କହିବାକୁ ଚାହୁଁଛି! କହିପାରିବି ?’ ଲଳିତା ହସିବେଳା ଓ କହିଲା- ‘ସିଓରା କୁହଁ  !’ ସକ୍କୁ କହିଲା- ‘ମୁଁ ତୁ ମ ପ୍ରେମରେ ପଡ଼ିଯାଇ ଛି !’ ଲ ଳିତ! ଠିଅ! ହୋଇଗଲା ସକ୍କୁ  କୁ ବେଶ୍ କିଛି ସମୟ ଅନେଇ ରହିଲା! ତା’ପରେ ଏକ ବିଚିତ୍ର ଭାଙ୍ଗି ରେ  ଗଲୁଗଲୁ ପଚାରିଲା- ‘ତୂମେ ସତରେ କ’ଣ ମୋ ପ୍ରେମରେ ପଡ଼ିପକଛ’ ସକ୍କୁ?’ ସକ୍କୁ ଅପଗଧି ଟେ ପରି ମୂଣ୍ଠ ଟୁଂଗା ରିଲା ’ କହିଲା-‘ହ ଇଳିତା ! ମୁଁତୁମ କୁ ଭଲପାଇ ବସିଛି!’ ଲଳିତା ପଗରିଲା- ‘କେବେ  ଠୁ ଯେ ?’ ସକକୁ  କହିଲା- ‘ସେଇଦିନ ଯେଉଁଦିନ ମୁଁ ତୁମ କୁ କଦିଥିଲି ’ ପ୍ଲିଜ଼  ହସି ଦିଆ ତୂମେ ହସିଦ୍ଦେଲେ ଫୁଲ  ବର୍ଷିଯାଉ  ଆଉ ତୁମେ ମୋ କଥାଶୁଣି ଖୁବ୍ ଜୋରରେ ଦସିଥିଲା ସେଦିନ ଚୂମେ ହସି ନ ଥିଲ ତ ମୋ ହୃ ଦୟର ରାଣୀ  ପାଲଟି ଯାଇ ଥିଲା’
     ସକ୍କୁ କଥା ଶୁଣି ଲଳିତା  କୁ ଲାଗି ଲା, ଯେପରି ତା’ର ସାରା  ଦେହ ବରଫ ପାଲଟିଯାଉଛି! ତା’ ଚାରିପଟରେ ଶିଶିରର ବର୍ଷ! ହେଉଛି! ନାଲି ନାଳ, ହଳଦିଆ, ସବୁଜ ଗୋଲାପୀ ଆବି ହର ରଙ୍ଗି  ଫୁଲ ଫୁ ଟି ଊଠିଛନ୍ତି ! ଏକ ଅଜଣା ଆବେଗରେ ତା’ର ଦେହ ମନ ଓଦା ହୋଇଯାଉଛି! ଏହା ସତ୍ୱେ  ଲଳିତ! ନିଜ ଭିତରେ ଅବେଗ କୁ ନିଜ ଭିତରେ ଗପିରଖ୍ ଲୀ ସକ୍କୁ କୁ ଏକ ବକ୍ରଦୃଷ୍ଟି  ଢାଳି ଚାହିଁଲା  କହିଲା- ‘ସକ୍କୁ! ତୁମେ ଯେତେବେଳେ ମୋତେ ହସିବା କୁଦୂଥିଲ ମୁଁ ବି ମୋ ନିଜକୁ ରୋକିପାରୁ  ନ ଥିଲି ! ମୋ ଭିତରେ ପ୍ରେମର ଏକ ଘୂଶ୍ଚିବଳୟ  ତିଆରି ହୋଇଯାଉ ଥିଲା

ଲଳିତା କଥା ଶୁଣି ସକ୍କୁର ହୃଦୟ ରେ  ଆନନ୍ଦର ବନ୍ୟା ସୃଷ୍ଟି  ହୋଇଗଲା ସେ କହିପ- ‘ଯଦି ତୁମ ଭିତରେ ଭଲପାଇବା ଥିଲା ତା’ହେଲେ କହୁ  ନ ଥିଲ କ’ଣ ପାଇଁ? ଜାଣ, ମୁଁ କେମିତି ଅଧର୍ଯ୍ୟ  ହୋଇ ଦିନକାଟିଛି! କେତେ ଯନ୍ତଣା ପାଇଁ ଛି!’ ଲଳିତା ସକ୍କୁର ନାକକୁ ଟିପିଦେଲା  କହିଲା- ‘ଆରେ  ବାବା , ଅଂଧେର୍ଯ୍ୟ ହେବା ହିଁ  ସବୁ  ପ୍ରେମିକ ପ୍ରେମିକାଙ୍କର  ନିୟତି! ଆଉ ସେକଥିରୁ  ହିଁ ଏକ ନିଆରା ଆନନ୍ଦ ମିଳେ   ସେଇଟାକୁ ଯନ୍ତଣା ବୋଲି କହୁଛ କ’ଣ ପାଇଁ?’ ସଜ୍ଜୁ କହିନା- ‘ତା’ହେଲେ  ମୁଁ କ’ଣ ଏକଥା ଭାବି ନେବି ଲଳିତା ପେ, ଚୂମେ ମୋ ପ୍ରେମକୁ ସ୍ୱୀକାର କରୁ ଛା’ ଲଳିତା ଛୋଟିଆ ନିଃଶ୍ବାସଟେ ବାହାରକୁ ଛାଡ଼ିଦ୍ଦେଲା  କହିଲା- ‘ଏକେ ମୋତେ ମୋଟେ ୧୪ବର୍ପ ! ଆଉ ଏଇଟା  ପ୍ରେମର ବୟସ ନୁହେଁ! ସେ ଥିଲାଗି ମୁଁ ମୋ ଭିତରେ ମୋ ପ୍ରେମକୁ ଲୁଚେଇ ରଖିଛି ! ଆଉ ତୂମେ ବି ସେମିତି
ସେମିତି ଲୁଚେଇ ରଖା ଉଚିତ ସମୟ ଆସିଲେ, ତୁ ମେ ମୋତେ ପ୍ରପୋଜ  କରିବ ଆଉ ଦେଖୀ ବା  , ମୁଁ ଚୁପ ଚାପ ତାକୁ ସ୍ୱୀକାର କରିନେବି ! ହେଲା ”
 ସକକୁ କହିଲା - ‘ହେ ଲେ ମୋତେ ରୟ ଲାଗୁଛି ଲଳିତା, କାଳେ ତୁମେ ମୋଠୁ ଦୃରେଇ ଯିବା’ ଲଳିତା ଖ୍ ଲିଖ୍ ଲି  ହୋଇ ହସିଉଠିଲୀ କହିଳା- ‘ମୁଁ ଶୂଣିଥିଲି  ପ୍ରେମ ଜଣ କୁ ସାହସୀ ଓ ନିର୍ଭୟ କରିଦିଏ କିନ୍ତୁ ତୁମେ  ତ ଡରକୁଳା ବାହାରିଲା
’ ସକ୍କୁ କହିଲା - ‘ଯାହ’ ନିକଟରେ ପୃଥିବାର ସବୁ ଠୁ ମୂଲ୍ୟବାନ ଜିନିଷ ଥାଏ ସେ ତ ଡରିବ ନା କାଳେ ସେ ସେହି ମୂଲ୍ୟବାନ ଜିନିଷକୁ ହଜେଇଦବ ” ଲଳିତା କହିଲା- ‘ହେଲା ବାବା , ମୁଁ କଥା ହେଉଛି ମୁଁ ମୋ ହୃଦୟ  କୁ ଆଉ କାହାକୁ ଦେ ବିନାହିଁ ! ମୋ ବାହାଘର ତ ଏବେ ହେବାର ନାହିଁ! ବାସ , ଏବେନିର୍ଭୟ ହୋଇ  ରୁହ! ମୁଁ କେବଳ ଡୁମର! ସମୟ ହେଲେ ଆମେ ସାଥି ହୋଇ ବୁଲିବା! ପରସ୍ପର ର  ନିକଟତର  ହେବା

ପ୍ରେମକିନ୍ତୁ  ଏତେ କଥା ବୁ ଝେନ’ ! ପ୍ରେମ ଗହେଁ ନିଜର  ମଣିଷକୁ ପାଖରେ  ପାଇବା ତା’ ସହ କଥାହେବା ଲଳିତା ବି ଥିଲା ସେଇଭଳି ଗୋଟେ ଝିଅ! ସେ  ଗହୁଁଥିଲା ସକ୍କୁ ତା’ ପାଖରେ ଥାନ୍ତା  ! ତା’ ସହ ପାଦ ମିଶେଇ ଚଳନ୍ତା  ! ସେମାନେ  ସେମାନେ ଚୂପିଚୂପି କଥା ହୁଅନ୍ତେ  ସେଥିଲାଗି ସେ ଆଉ ବେଶି ଡେରିକଲା ନି! ଦିନେସକ୍କୁ କୁ ଭେଟି କହିଦେଲା  ଯେ, ସେ ତାକୁ ଭଲପାଏ! ସେ ତା’ ବିନ! ମୁହୁଭିଟିଏ ବି ରହିପାରୁନି’ ସକ୍କୁ  ଭିତରେ ରୁନ୍ଧି ହୋଇ  ହୋଇ ରହି ଥିଲ’ ଅନୁରୁପ ଭାବ ନା ବାସ୍, ସେମାନେ ସ୍କୁଲ ଯିବ! ବେଳେ ସାଥି ହୋଇ  ଗଲେ! ଫେରିବ! ବେଳେ ସାଥି ହୋଇ  ଫେରିଲେ  ଲଳିତାର ପାଠପଢ଼ିବା ପାଇଁ ରଫିକୁଲ୍ ’ ଏକ ଗୋଟି କିଆ   ଘର କରିଦେଇଥିଲା!  ଏହ! ତା’ର ପ୍ରେମିକ କୁ ଭେଟିବା ପାଇଁ ଆହୁ ରି ସହଜ  କରିଦେଲା ସେ ପାଠପଢ଼ିବା ପାଇଁ ସେଇଘର କୁ ଆସି ସେଠାରୁ ସକକୁ ପାଖକୁ  ଗଲିଯାଉଥିଲା  ଏମିତି ଠିକ୍ ଠକ  ଗଲିଥିଲା ସବୁ କିଛି! ହେଲେ ଦିନେ  ରଫି କୁଲ୍ ନଜରରେ ପଡ଼ିଗଲା ନିଜ ଝିଅର ପ୍ରେମ! ଏକ କୋଲ୍ମ ତ୍ରିକ୍ସ ଶପ ରେ  ଥିବା ! ବେଳେ ସେମାଙ୍କୁ ଦେଖି ନେଲା ରଫି କୁଲ| ସେମାନଙ୍କର କଥାବାର୍ତା  ବି ଶୁଣିଲା ଗୋଟି ଏ  କୋଲଡ ଡ୍ରିଙ୍କସ   ଶେୟା ର କରୁଥିଲେ  ଦୁଇଜଣ! ଯେଊ ଠି  ଓଠ ଲଗେଇ ଲଳିତ! ପିତ୍ତଥିଲା! ଠିକ୍ ସେଇଚ୍ଚାଗାରେ ଓଠ ଲଗେଇ ସକ୍କୁ ପିଉ ଥିଲା ! ! ଆଉ କଚୂଥିଲା- ‘ଆଜି  ସିନା ଆମେ ସିଧାସଳଖ ପରସ୍ପର ର ଓଠକୁ ଛ୍ଇଁପରି ବା ନି! ହେଲେ ଏଇ ବୋତଲ ମାଧମରେ ତ ଚୂଇଁ ପରିବା  !’ ଆଉ ସକ୍କୁ କଥ! ଶୁଣି ଲାଜେଇ ପାଉଥିଲା ଲଳିତା! ଏକଥା ଦେଖିବା  ଆଉ ଶୁଣିବା ପରେ କ୍ରୋଧରେ ଅଗିଶର୍ମା ପାସଟିଗଲା ରଫି କୁଲ୍! ଘରକୁ ଫେରିଆସି ପଚାରିଲା ତ ସବୁକିଛି ମାନିଗଲା ଲଳିତା! ରଫି କୁଲ୍ କହିଲା, ସେ ସକ୍କୁ କୁ ଭୁଲିଯାଉ . ତା ବାପା ତା’ର ପ୍ରଚିତ୍ଵଦ୍ଵୀ ! ପୁଣି ସେମାନଙ୍କର ଷ୍ଟା ଟସ୍ ଚି ନାହିଁ  ତୋଣୁ ସେମାନକ ସମ୍ପର୍କକୁ 6ସ ମାନି ନେଇ ପାରିବନି!
ଲଳିତା ବୁ ଝେଇଚ୍ଚା- ‘ଡାଡ଼ , ମୁଁ ସ କୁ କୁ ବାହା ଦେଲେ ଖୁସିରେ ରହିବି!’ ଝିଅର ଏକଥା ଶୁଣି କ୍ରୋଧରେ ପାଗଳ ପାଇଟିଗଲା  ରଫି କୁଲ୍! ମାଡ଼ ବି ଦେଲା! ତା’ର ଘରୁ ବାହାରକୁ ଯିବାର କଟକଣା ଜାରି କରାଗଲା
ମାତ୍ର ଏମିତି କେବେ ବି ଘଟିନାହିଁ ଯେତେବେଳେ କୌଣସି କଟକଣା ପ୍ରେମି  ଯୁ ଗଳଙ୍କୁ ଅଟ କଇ ରଖ୍ ପାରିଛି! ସମସ୍ତେ   ଶୋଉଯିବା ପରେ ଛାତ ଦେଉ ପଢ଼ା  ଘରକୁ ଚାଲିପାଉଥିଲା ଲଳିତା! ସକ୍ ଅପେକ୍ଷା କରି ରହୁ ଥିଲା ତାକୁ ! ଦୁଇ ପ୍ରେମା ମନ ଶାନ୍ତ ହେବା ଯାଏ ଗପ  କରୁ ଥିଲେ ! ପରସ୍ପର  କୁ ପାଖରେ ପାଉଥିଲା! ମନଉରି ପରସ୍ପର  କୁ ପ୍ରେମ କରୁଥିଲେ ! ଆଉ କେହି ଉଠିବା ଆଗରୁ ଛାତ ଉପରେ ଚଢ଼ି ଲଳିତା ତା’ନିଜ କୋଠରି କୁ ପଳେଇ ଆସୂଥିଲା! ଏମିତି ସବୁ ଦିନେ ଚାଲୁଥିଲା! ହେଲେ କିଛି ଲୋକ କାଣିଗରେ ପେ, ପ6ତ୍ଯଳ ରାତିରେ କେହିଁ କଣେ ଛାତ ଉପରେ ଚଢି ଯା ’ଆସ କରୁଛି! ଛକି ରହି ସେମାନେ ଦେଖ୍ ଲେ  ଓ ଚିଦ୍ଵିଲେ- ସେହି  ଛାତ ଉପରେ ଯା’ଆସ କରୁଥିବା ମଣିପଟା ରଫି କୁଲ୍  ର ଝିଅ ଲଳିତା ଓଁ ଖାତୂନ୍! ଏକଥା ସେମାନେ କହିଦେଲେ ରଫି କୁଲ୍ କୁ  ‘ଶେଖ୍ ସାହେବ! ଡୁମ ଝିଅ ସୀମା ଡେଇଁବାକୁ ବସିଛି! ପ୍ରତିଦିନ ରାତିରେ ସେ ଛାତ ଉପରେ ଚଢ଼ି ରିୟାକୁଲ୍ ଘରକୁ ପାଉଛି ଓଁ ଏକଥା ଶୁଣି ରକ ଗରମ ହୋ ଇଗଲା ରଫି କୁଲ୍ଗା ସେ ଭାବିଲା, ଲଳିତାର ତଂଟି  ଚିପି ଦେବା  ହେଲେ ପରେ ଭାବିଲା, ତା’ ଝିଅ ନିରୀହ! ଏବେ ବି ସେ ଛୋଟପିଲା! ଡାକୁ ଖରାପ କରିଛି ରିୟା କୁଲ୍ର ପୁଅ ସକ୍! ତେଣୁ ସେ ହିଁ ଦଣ୍ଡ ପାଇବ! ଯୋଗ୍ୟ
 ଦିନେ ଗତିରେ’ ରଫି କୁଲ ଦେଖିଲା ଲଳିତ! ତା ’ କୋଠରିରେ ନାହିଁ! ସେ ନିଶ୍ଚିତ 6ଦ୍ଦେଳୋ ପେ, ଲଳିତା ସକକୁ  ପାଖକୁ ଯାଇଛି! ରଫି କୁଲ୍ ଏକ ପିସ୍ତଲ ବାହାର କଲା ! ନିକ ମୁହଁକୁ କଳାକନା ରେ ବାନ୍ଧି ଦେଇ  ରିୟା କୁଲ୍ ଘରେ ଯାଇ ପହଁଚିଲା  ! ଝାପ୍ସା ଆଲୋକ ରେ  ସେ ଯାହା ଦେଖିଲା ନିଜ ଆଖି କୁ ମଧ ବିଶ୍ବାସ କରିପ’ରିଲା ନାହିଁ! ଲଳିତା କାନ୍ଥ କୁ ଡେରି ବସିଛି! ଦୁଇଗୋଡ଼ ମେଲଇ ଦେଇଛି! ତା’ କୋଳରେ ମଥା ରଖ୍ ଷୋଇଛି ସକକୁ !ଲଳିତା ନିଜର  ଲମ୍ବା କେଶା  ଖୋଲି ଦେଇ  ସକ୍କୁ ର ମୁହଁକୁ  ଲୁଚେଇ ଦେଇଛି ଓ ତା’ ଚୁ ଟିରେ ଆଙ୍ଗୁଳି ପୂରେଇ ଧୀରେଧୀରେ ହସ୍ତ ସଞ୍ଚାଳନ କରୁଛି! ଉଭୟେ ଚୂନିଚୂନି କଥ! ହେ ଊଛନ୍ତି ! ଗଫି କୁଲ୍ ଆଉ ଡେରି କଲାନି! ସକକୁ  କୁ ଭି ଡ଼ିଆଣି ତା’ ମୁଣ୍ଡକୁ ଗୁଳି କରିଦେଲା! ମୁହ ରେ  କଲା କପଡା  ବାନ୍ଧି ଥିଲେ ବି  ଲଳିତା ଚିହିନେଲା ସେ ତା’ ବାପା!  ନିଜ ପ୍ରେମିକର ମୃତ୍ୟୁ ତାକୁ ନିର୍ଭୟ କରିଦେଇଥିଲା ସେ ଠିଆଦ୍ଦେଇ ପଡ଼ି ଚିତ୍କାର  କରିଲା ତାଙ୍କୁ ତ ମାରିଦେଲା ମୋତେ ବି ମରିଦିଆ ’ଆମକୁ ତ ସାଥିରେ ବଂଚି ବାକୁ ଦେଲ ନାହିଁ ଅନ୍ତତଃ ଆମ ଦୁହିଁଙ୍କ ଚିତା ତ ଏକ ସାଙ୍ଗରେ  ଳଳିପାରିବା’ ଝିଅର କଥା ଶୁଣିବାକୁ ତର ନ ଥିଲା  ରଫି କୁଲ୍ ନିକଟରେ! ସେ ଅନ୍ଧାରରେ ହଜିଗଲା ହେଲେ ନିଜ ପ୍ରେମିକ କୁ ନ୍ୟାୟ ଦେବାରେ ଅବହେଳା କଲା ନ ହିଁ ଲଳିତା! ରଫି କୁଲ୍ ତା’ପାଇଁ ବାପ ନ ଥିଲା; ଥିଲା ତା’ ପ୍ରେମିକର ହତ୍ୟାରେ! ତା’ ବୟାନ ଅନୁସାରେ  ପୋଲିସ ଗିରଫ କଲା  ରଫିକୁଲ୍ କୁ |

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...