Wednesday, 14 December 2016

କାଳରାତିର କଥା



ଯେତେବେଳେ  ସ୍ୱାମୀଟେ ମରିଯାଏ  ସ୍ତ୍ରୀ  ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼େ! ତା’ ପାଇଁ  ସ ବୁ  ମୁଖ ସରିଯାଏ! ସେ ଏକୁଟିଆ ହୋଇଯାଏ! ଆଉ ଏକୁଟିଆ ହୋଇଯିବା ଗୋଟେ ନାରା ଜୀବନର ସବୁଠୁ କଷ୍ଟଦାୟକ  ତଥ! ଭୟଙ୍କର ଅଧ୍ୟାୟ! ସେହିଭଳି କଣେ ଦୁଃଖୀ  ନାରୀ ଥିଲା ନର୍ଗିସ !ବିଧବା ହୋଇଯାଇଥିଲେ  ବି ନର୍ଗିସ  ଥିଲା ସୁନ୍ଦରା! ଉତ୍ତରପ୍ରଦେଶର ଫିରୋଜାବାଦ ନିକଟସ୍ଥ
ରାମଗଡ଼ରେ ସେ ରହୁ  ଥିଲା ଗରିବ ଛୋଇଥିବା ରୁ ତା’ ବାପାମା’ ତା’ର ବାହାଘର କରିପାରୁ ନ ଥିଲେ! ତେଣୁ ଜଣେ ମଧ୍ୟସ୍ଥ   ଜରିଆରେ ତା’ର ବାହାଘର ହୋଇଥିଲା ଫିରୋଚ୍ଚାବାଡ଼ ର ମେହେମୂଦ ସହିତ! ମେହେମୁବ୍ ଥିଲା ବେଶ୍ ପରିଶ୍ରମୀ! ଫିରୋଜାବାବ୍ ମୂଖ୍ୟତଃ ଚୂଡ଼ି ତିଆରି ପାଇଁ ଢେର ଜଣାଶୁଣା! ସେଠାରେ ଏକାଧିକ ଚୂଡ଼ି ତିଆରି କାରଖାନା ରହିଛି! ମେହେମ୍ପୂଦ୍ ଥିଲା ଚୂଡ଼ି ପଲିସି କରିବାରେ ଓସ୍ତାଦ  ! -

   ବହୁ ଦୁଃଖ କଷ୍ଟରେ  ବାହାଘର ହୋଇଥିବାରୁ  ନର୍ଗିସ  ମେହେମୁ ଦ୍ କୂ ତା’ର ଖୁନ୍ଦା ବୋଲି ଧରିନେଇ ଥିଲା ପୁଣି ନର୍ଗିସ  ଭଳି ସୁନ୍ଦରୀ ସ୍ତ୍ରୀ ଟେ  ପାଇଥିବା  ହେ ତୁ ମେଢ଼େମୁବ୍ ର ପାଦ ତଳେ ଲାଗୁ ନ ଥିଲା ! ସେ  ସାରାଦିନ ଚ୍ୟାଙ୍ଘଲ୍ ଫ୍ୟାକ୍ଟ୍ରି ରେ  ବିତାଉ ଥିଲା ଖୁବ୍ ପରିଶ୍ରମ କରୁ ଥିଲା ! ଚୂଡ଼ି ପରେ ଚୁଡ଼ି ପଲିସି କରିଯାଉଥିଲା ! ହେଲେ ତାକୁ ପରିଶ୍ରମ ବାଧୁ ନ ଥିଲା! ରାତିରେ ନଗିସକୁ ଏକୁଟିଆ ପାଇବାର ସ୍ବପ୍ନ  ସେ ଏପରି ବିଭୋର ହୋଇ ପାଉଥିଲା ଯେ, ’ କେତେବେଳେ ଦିନ ସରିଯାଊଥିଲା ସେ ଜାଣିପାରୁ ନ ଥିଲା ! ମୁସ୍ଲିମ୍ ପମାଢରେ ପିଲା ଜନ୍ନକୁ ନେଇ "’କୌଣସି ପ୍ରତିବନ୍ଧକ ନ ଥାଏ ! ଓଲଟି ଅଧିକ ସନ୍ତା ନ ପ୍ରସବ କରୁ ଥିବା  ନାରୀମାନଙ୍କୁ ଭାଗ୍ୟବତୀ ବୋଲି କୁହାଯାଇଥାଏ  ସେଥିଲାଗି ପାଞ୍ଚବର୍ଷ ମଧରେ ନର୍ଗିସ  ଚାରୋଟି ପିଲାଙ୍କୁ ଜନ୍ମ ଦେଇଥିଲା!

ମେହେମୁତ୍ ବି  ଖୁବ୍ ପରିଶ୍ରମୀ ଥିଲା ସତ; ହେଲେସେ ପରିଶ୍ରମ ଅନୁଯାୟୀ ପୁଷିକର ଖାଦ୍ୟ ଖାର ନ ଥିଲାପୁଣି ଚୁଡ଼ି କାରଖାନାର ବିଷାଚ୍ଚ କେମିକାଲ୍ ସଂସର୍ଗରେ ଆସୁ ଥିଲା ସେହିଭଳି ଚୁଡ଼ି ପଲିସି ବେଳେ କାଚଗୂଣ୍ଠତା’ ଭିତରକୁ ପଶୂଥିଲା! ଫଳରେ ସେ ଅସୁସ୍ଥ  ହୋଇପଡ଼ିଲା ମେହେମ୍ ଦ|  କିଛିଦିନ ଡାକ୍ତର ଖାନାରେ ରହିଲା! ହେଲେ ତାହ! ହିଁ ତା’ର  ଥିଲା ଶେଷ ସମୟ!

ମେହେମୁଦ୍ ମରିବା ପରେ ନର୍ଗିସ  ପ୍ରଥମ କରି ଜାଣି ଲା ପେ, ଦୁନିଆର ବାସ୍ତବ ରଙ୍ଗା କ’ଣ? ଯାହା କିଛି ସଞ୍ଜିତ ଧନ  ଥିଲା ସେସ ବୁ  ମେହେମୁବ୍ ର ଚିକିସାରେ  ଶେଷ ହୋଇ ଯାଇଥିଲା ’ ନର୍ଗିସ  କିମା ତା’ ପିଳା ଗରୋଟିଙ୍କ ପାଇଁ ଆଉ କିଛି ବଳି ନ  ଥିଲା ଫଳରେ ନର୍ଗିସ  ଓ ତା’ର ପିଳାମନେ ଭୋ କ ରପାସରେ ରହିବାକୁ ଲାଗିଲେ! ମେହେମ୍ପୃଦର ଭାଇ  ଇକ୍ ତାଲ୍! ମେହେମୃଦ୍
ବଞ୍ ଥିବା  ବେଳେ ସେ ପରିବାରକୁ ଆର୍ଥୀକ ସହାୟତା ଦେରଥିଲା ! ମତ୍ର ମେଦେମୁବ୍ ମରିଯିବା ପରେ ସେ ତା’ର ମନୋଭାବ ବଦଳେଇ ଦେଲା ! ସେ ସିଧସିଧ! ନଗିସକୁ କହିଦେଲା ପେ’ ସେ ଏବେ ତା’ର ପିଳାମାନଙ୍କୁ ସମ୍ଭାଳୁ !ତା’ର ସେମାନଙ୍କ ସହିତ କୌଣସି ସମ୍ପର୍କ ଦି ନାଦି!
                                                                                                                                                ସ୍ୱାମୀ ମରିଯିବା ପରେ ସେ ଦିଅରଠୁ ଏମିତି ନିର୍ଭୟ କଥା ଶୂଣିବ ବୋଲି ଆଶ! କରି ନ ଥିଲା ! ତଥାପି ସେ ଭାଙ୍ଗି  ପଡ଼ିଲାନି! କାରଣ ତାକୁ ତା’ର ପିଲାମାନଙ୍କୁ ବନ୍ଦେଇବାର ଥିଲା ! ଶେଷକୁ ଅନଃନ୍ ଯାପାୟ ହୋଇ ସେ ମେହେମୁଡ଼  ଭଳି ଏକ ଚୂଡ଼ି ତିଆରି କାରଖାନାରେ
ମଜଦୁର ଭାବରେ କାମ କଲା! ଆଜିର ସମାଜରେ ସ୍ତ୍ରୀ ଳୋକଟେ ଏକୁଟିଆ ରହିବ! ଆଦୌ ସହଳ କଥ! ନୁହେଁ! ପୁଣି ନଗିସକୁ ସେତେବେଶୀ ବୟସ ମଧ ହୋଇ ନ  ଥିଲା! ତା’ର ଯୌବନ ତାକୁ ଜାଳିପୋଡ଼ି ମାରୁ  ଥିଲା ବେଳେବେଳେ ଭାବୁ ଥିଲା’ ସେ ଦ୍ୱିତୀୟ ବିବାହ କରିବା ଆଉ ଏହ! ତା’ର ଅଧିକାର! ପୁଣି ଏଥ୍ଗେ କିଛି ଅସୁବିଧ! ନାହିଁ ! ଏମିତି ହେଲେ ସେ ତା’ ନିକ ବ୍ଦୀବନକୁ ଉପଭୋଗ କରିପାରିବ! ସାମାଜିକ ସୂରକ୍ଷୀଟିଏ ବି ମିଳିଯିବ! ତାକୁ ଅର୍ଥକାଷ୍ଠା  ମୁଣ୍ଡେଇବାକୁ ପଡ଼ିବି ନାହିଁ ହାଁ

ଏସ ବୁ କୁ ବାଦଦେଲେ ତା’ର ପିଲା ଚାରୋଟିଙ୍କୁ ମଧ ବାପଟିଏ ମିଳିଯିବ ! ଯଦି ଏତେ ସୁବିଧା ହେବ ତା’ହେଲେ ସେ ବାହ! ହେବନାହିଁ କ’ଣ ପାଇଁ ? ଆଉ ବେଳେବେଳେ ତାକୁ ତା’ର ନିଜ ଭାବନା ବି ଖରାପ ଳାଗୁଥିଲା! ସେ ଭାବୁଥିଲା ], ସେ ଏମିତି କ’ଣ ଭାବୁଛି ? ସେ ପରା  ମେହମୁଡ଼ ର ସ୍ତ୍ରୀ , ମେହମୁଡ଼ କୂ ସେ ଭଗବାନ ବୋଳି ଭା ବୁ  ଥିଲା ମେଜେମୁଦ୍ ତାକୁ ତା’ ନିଜ ଜି ବନଠୁ ବି ଅଧିକା ଭଲ ପାରଥିଲା! ପୁଣି ସେ ଚାରିଟା ପିଲାର ମା’! ସେ କ’ଣ ଦ୍ୱିତୀୟ ବିବାହ କଥା ଚିଗ କରିବା ଠିକ୍!


ଏମିତି ଏକ ଦ୍ବନ୍ଦ୍ବ ର ଦୋଛକି ଠିଆ ହୋଇଥିଲା ନର୍ଗିସ ! ପିଲାଙ୍କ ପାଇଁ ବଂଚୁ  ଥିଲା, ତା’ର ଯେ ଗୋଟେଜୀବନ ଅଛି ସେ ସେକଥାକୁ ଭୁଲି ଆସୁ ଥିଲା ହେଲେ ସେତିକିବେଳେ ତା’ର ଭେଟ ହେଲା ରଶିଦ୍ ସହିତ; ଯାହା ତା’ ଜୀବନର ଗତିକୁ ପୁରାପୁରି ଓଲଟପାଲଟ କରିଦେଲା , ନା ରଶି ଦ୍ କୂ ଚ୍ଚାଣି ଥିଲା ନର୍ଗିସ ! ନା ନଗିସକୁ ଚ୍ଚାଣି ଥିଲା ରଶିଦ୍ଵୀ ବରଂ ସେମାନଙ୍କର ସାକ୍ଷାତ ଏକ ସଂଯୋଗ  ଥିଲା ବୋଲି କହିଲେ ଆଦୌ ଭୁଲ ହେବନାହାଁ
           ନର୍ଗିସ  କଣେ ସମର୍ଜାୟର ବାହାଘରରେ ଯୋଗଦେବା ପାଇଁ ଇଟାହ ଯାଇ ଥିଲା ! ! ତାହ! ଏକ ଶାତୁଅ! ଜାନୁୟାରୀ  ଥିଲା ଯଦିଓ ଦିନରେ ବାହାଘର ଆୟୋଜନ କରାଯାଇଥିଲାତଥାପି ସରୁସରୁ ରାତି ନ’ଟ! ବାଜି ଗଲା! ସାଧାରଣତଃ ଜାନୂୟାରୀ ମାସର ରାତି ତୁଳନାରେ ଦିନ ବଚ୍ଛୁତ ଛୋଟ! ପୁଣି ନଗିସକୁ ଯେମିତି ବି ହେଉ ଫିରୋଜାବାଦ ଫେରିବାର ଥିଲା ! ତେଣୁ ସେ ଫିରୋଜାବା ଦ୍ କୂ ଆମୁଥବ! ରାତିଗାଢ଼ି ଧରିଲା! କିଛିସମୟ ପରେ ପୁରୁଷ ଲୋକଟିଏ ଆସି ତା’ ପାଖ ସିଟ୍ ରେ  ବସିଲା ! ସେ ଏକ ଦାମି  ବ୍ରାଙ୍କେଟ୍ ଘୋ ଡ଼ି ହୋଇଥିଲା ! ନର୍ଗିସ  ଥରେ ସେହି ଲୋକର ମୁହଁକୁ ଗହିଁଦେଇ ମୁହଁ  ବୁଲେଇଦେ ଲ! ଓ ବାହାରକୁ ଦେଖ୍ ବାରେ ଲାଗିଲା!
    ଶୀତ ଖୁବ୍ ପଡୁ ଥିଲା! ପୁଣି ପବନ ବି ଜୋରରେ ବୋହୁ ଥିଲା ! ସେତିକି ନୁହେଁ, ଗାଡ଼ିର ଗତି ବଢ଼ିବ! ସହିତ ପବନର ଗତି ବି ବଢ଼ିଲା! ଆର ଶୀତର ପ୍ରକୋପ ବି ବଢ଼ିଗଲା! ଦେହରେ ଖାଲି ଶାଢ଼ିଟିଏ ପିଢିଥିଲା ନର୍ଗିସ ! ତେଣୁ ତା’ ଦେହ ଶୀତରେ ଥରୁ ଥିଲା ! ପାଖରେ ବସିଥିବା ତା’ର ସହପାତ୍ରୀ ଏସ ବୁ  ଦେଖ୍ ସହି ପାରିଲାନାହିଁ ନିଜ ବ୍ରାଫେଟ୍ ରୂ ଅଧେ ନେଇ ଘୋଡ଼େଇଦେଲା ନର୍ଗିସ  ଦେହରେ! ପ୍ରଥମେ ନର୍ଗିସ  ନାହି’ କରୁ ଥିଲା  ତେବେ ସହଯାତ୍ରୀ ଜଣକ ବାଧ କରିବାରୁ ଚୂଫ୍ ରହିଲା ନର୍ଗିସ ! ତା’ଛଡ଼ା ସେ ବି ଶୀତ ସହି ପାରୁ ନ  ଥିଲା!ଗାଡ଼ି ଭିତରଟା ଅନ୍ଧାର ଥିଲା! ଅନ୍ୟ ଯାତ୍ରୀମାନେଶୋଇ ପଡ଼ିଥିଲେ ! ନର୍ଗିସ  ବି ଆଖ୍ ବୁଜି  ତେଇ ଥିଲାସେତିକିବେଳେ ସେ ଅନୁଭବ କଲା ସେ, ତା’ ସହଯାତ୍ରୀ ତାକୁ  ଆଲିଙ୍ଗନ କରି ତା’ ଆଡ଼କୁ ଭିଡ଼ି ନେଉଛି! ନର୍ଗିସ  ଆଖ୍ ଖୋଳି ଚାହିଁଲା ସେ ହି ବ୍ଯକି ଜଣକୁ! ସେ କିନ୍ତୁ  ଆଖ୍  ବୁଜି ଢେଇଥ୍ଥିଲେ  ମନେମନେ ହସିଦେଲା ନର୍ଗିସ !
ରା ବୁ ଥିଲା’ ପ୍ରତିରୋଧ କରିବା ହେଲେ ସେ ଚେଷ୍ଟା କରି ବି ପ୍ରତିରୋଧ କରିପାରିଲା ନାହିଁ ! କାରଣ ସେ ଅନେକ ଦିନ ହେଳା ପୁରୁଷ ହାତର ସ୍ପର୍ଶ  ପାଇ ନ ଥିଲା ! ସହଯାତ୍ରୀଗ ଆଲିଙ୍ଗନ ତାକୁ ଖୁସିରେ ଅଧୀର  କରିଦେଉଥି ଲ! ! ପୁଣି ସେ ଆଲିଇଂନରେ  ଏକେ ନିଜ ରପଣ ତଥା ଉସ୍ମତା ଥିଲା ଯେ  ଜାନୁୟାରୀ ଶୀତ ବି ତା’ ପାଖରେ ହାର ମାନିଯାଉ ଥିଲାସେହି ରାତିରେ ଚ ଳନ୍ତାବସ୍ ର ଅନ୍ଧାରରେ ସେ ନିଜକୁ ସେହି ଅପରିଚିତ ସହପାତ୍ରୀ ନିକଟରେ ସମର୍ପଣ -- କରିଦେଲା! କେହି ସିନା କିଛି ତାଣିଲେନି! ହେଲେ ତା’ ଭିତରେ ଅନେକ କିଛି ଘଟିଗଲା!

    ଆସିଗଲା ଫିରୋତାବାବ୍! ଆଉ ବସ୍ ରେ ମୁହ୍ ର୍ଭଟିଏ ବସିଲା ନାହିଁ ନଗିପା ସେ ଯେମିତି ତା’ର
ସହଯାତ୍ରୀର ମୁହଁ ଢେଖ୍ ବାକୁ ତାହୁଁ ନ ଥିଲା କିମା ସେ ଘଟଣାକୁ ରାତିର ଦୁଃସ୍ଵପ 6ବ!ଲି ଭାବି ଭୁ ଲିଯିବାକୁବସିଥିଲା! ସେଥିଲାଗି ସେ ସଫେସଫେ ଏକ ଅଟୋରିକ! ଧରି ଗାଏବ୍ ହୋଇଗଲା! ହେଲେ ସମ୍ଭବତଃ ଏହ! ଥିଲା ଏପରି ଏକ ସଂଯୋଗ ଯାହ! କେବେ  ବି ତା’ ପିଛା ଛାଡ଼ିବାକୁ ଚାହୁଁ ନ  ଥିଲା ଉପରୋକ୍ତ  ଘଟଣା ର ପ୍ରାୟ ମାସକ ପରେ ନର୍ଗିସ  ର କଣେ ବାନ୍ଧବୀ ତାକୁ ଡାକିଲା ଗୋଟିଏ ବାକ୍ସ କିଣି ଯିବାକୁ! ସେ ବି ରାଜି  ହେଇଗଲାସେମାନେ ଯାଇ ପହଞ୍ଲେ ମାଖନପୁର କଲୋନୀରେ ଥିବା  ଏକ ବାକ୍ସ ଦୋକାନରେ! ଦୋକାନର ମାଲିକ ଓ ନର୍ଗିସ  ଯେତେବେଳେ ସାମାସାମି ହୋଇଗଲେ ସେ ମିତି ବିସ୍ପୋ ରଣ ଘଟିଗଲା ଉଭୟଙ୍କ ମଧରେ! କାରଣପରଘରକୁ ଚିଦ୍ଵିନେଲେ ସେମାନେ! ଦୋକାନର ମାଲିକ ଥିଲା ନଗିସ୍ର ସେ ହି ବସ୍ର ସହଯାତ୍ରା ଆର ରାତିର ସାଥୀ ରଶିଦ୍ଵୀ ସେଇଠି ନର୍ଗିସ  ଜାଣିଲା ପେ, ରଶିଦ୍ ବିବାହିତ ଓ ତା’ର ଦୁଇଟା ପିଲା ବି ଅଛନ୍ତି !

ଏହା ପରେ ସମ୍ପର୍କ ବଢ଼ିଲା ! ରଶି ଦ୍ କୂ ଖୋଜିଲା ନର୍ଗିସ ! ଆଉ ନଶିସକୁ ଳୋଡ଼ିଲା ରଶିଦ୍! ରଶିଦ୍ କେ ବଳ ଡାକୁ ଦେହର ସୁଖ ଦେଲାନି! ଅଧିକନ୍ତୁ ଅନେକ ପରିମାଣରେ ତା’ର ଆର୍ଥିକ  କଷକୁ ମଧ ହାଲୁକା କରିଦେଲା ! ମେହେମୂଦ୍ ଚାଲିଯିବା ପରେ ନର୍ଗିସ  ଭିତରେ ଯେଉଁ ନିଅଁ! ଜକୁଥିଲା ତାହାକୁ ଲିଭେଇବାରେ ଶତପ୍ରତିଶତ ସଫଳ ହୋଇପାରିଥିଲା ରଶିଦ୍  ସେଥ୍ ଚ୍ଚାଗି ପ୍ରତ୍ୟେକ ଦିନ ରଶିଦ ଯାଉ  ଥିଲା ନର୍ଗିସ  ଘରକୁ! ଦେଲେ କ୍ରମଶ8 ଲୋକଙ୍କର କୁଦ୍ରଶ୍ଚି ସେ ମାନଙ୍କ ଉପରେ ପଡ଼ିଲା! ତ ରଶିଦଗୋଟି  ଘର ଭଡା ରେ  ନେଇ ଗଲା L! ସେଇ ଘରଗ  ଥିଲା ସେମାନଙ୍କର ମିଳନର ଘର ବା ମେଟି’ ହାଉସ୍!

ଯେଉଁଦିନ ପ୍ରଥମଥର ପାଇଁ ମେଟିଂହାଉସ୍ ରେ ପହଲେ] ନର୍ଗିସ  ଆଉ ରଶିଦ୍ ର ଛାତି ଉପରେ ତା’ ଆଙ୍ଗୁଳିନଖରେ ଗାଁ ର ଟାଣିଲା  ସେହିଦିନ ଏକ ଅଜବ୍ ଖ୍ଆଲ ଆସି ପଶିଲା ନର୍ଗିସ  ମନରୋ ସେ ଭାବିଲା, ରଶି ଦ୍ କୂ ସେ ବାହ! ହେଇଗଲେ କ୍ଷତି କ’ଣ? ରଶି ଦ୍ କୂ ଦିନେ ସେଇକଥା କହିଲା ନର୍ଗିସ ! ହେଲେ ମେଳି ପଡ଼ିଲା ରଶିଦ୍ଵୀ କହିଲା  ମୋ ପ୍ରା ସଲ୍ ମାକୁ ମୋ କୀବନଠୁ ବେଶୀ ଭଲ  ପାଏ ! ମୋର ପୁଣିଦୁଇଟା ଛୁଆ  ଅଛଢି! ସେଇଟା କେମିତି ସମ୍ଭବ? ନର୍ଗିସ କହିଲା- ମାତ୍ର ତିନିଥର ତଲାକ୍ କହିବା ବାସ୍! କାମ ଖତମ୍! ଚୂମ ପିଳାଙ୍କକଥା କହୁ ଛତା ସେମାନକୁମୁଁ ସମ୍ଭାଳିନେବି! ମୋର ଚାରି , ଡୁମର ଦୁଇ  ଛ’ଚ୍ଚଣ ଆଉ ଆମେ ଦୁହେଁ ମିଶି ଆଉ ଦୁଇଟ! ପିଳା ଜନ୍ମ  କରିବା ବାସ୍’ ଅମେଦୁର ଆମର ଆଠା ନର୍ଗିସ  ଠୁ ଏସବୁ କଥା ଶୁଣି ଭୟଙ୍କର ଭାବରେ ଡରିଗଲା
ରଶିଦ୍  କହିଲା- ଦେଖ’ ନର୍ଗିସ ! ମୁଁ ସଲମାକୁ ମୋ ତୀବନଠୁ ଭଲପାଏ! ନର୍ଗିସ  କହିଲା-ତା’ହେ ଲେ ମୋ ପ୍ରତି ତୁମର ଭଲପାଇବା ନାହିଁ? ରଶିବ୍ କହିଲା- ମୁଁ ତୁମକୁ ଭଲପାଏ! ହେଲେ ସଲମା ଭଳି ନୁହେଁ! ସଲମା ମୋ ସ୍ତ୍ରୀ !ମୁଁ ଆଉ ଗୋଟେ ସ୍ତ୍ରୀ  କରିବାକୁ ଗହେଁନି ! ତୁମକୁ ମୁଁ କଥା ଦେଉଛି- ସାର! ଜୀବନ ମୁଁ ତୁମକୁ ସୁଖଦେବି! ଟଙ୍କା  ଦେବି! ହେଲେ ମୋଠୁ ମୋ ସଲ୍ ମାକୁ ଛଚ୍ଚଡ଼ଇନେବା କଥା ଚିଗକରନି!

ଏକଥା ଶୁଣି ଭୟଙ୍କର ପାଲଟିଗଲା ନର୍ଗିସ !କହିଲା, ଠିକ୍ ଅଛି ! ତୁମେ ଏବେ ଜେଲ୍ କୁ ଯିବାକୁ ପ୍ରମୃତ ହୋଇଯାଆ ମୁଁ ଏକେ ଥୀନାକୁ ଯିବି! ଆଉ କହିବି ପେ,ଡୁମର ଗୋଟେ ସ୍ତ୍ରୀ  ଅଛି! ପୁଣି ଚୂମେ ଦୁଇଟା ପିଲାର ବାପା! ତା’ସଲ୍ଲେ ତୁମେ ମୋତେ ବିବାହର ପ୍ରଲୋଭନ ଦେଖେଇ ରଷିତା କରି ରଖିଚ
 ଏହି ଘଟଣାକୁ ନେଇ ଉଭୟ ରଶିବ୍ ଓ ନର୍ଗିସ  ଙ୍କ ମଧରେ ଥିବା  ସ ବୁ  ସମର୍କ ମିଛ ବନିଗଲା! ପରସ୍ପର  ମଧରେ ମାଡ଼ ପୌଜେ ଦାରୀ ଲାଗିଗଲେ’ ରଶିଦ୍ ଗୋଟାଏ ଚାପୁଡ଼ା ମାରିଲା ତ ନର୍ଗିସ  ତାକୁ ଦୁଇ ବିଧ! ଳଗେଇଲା ରଶିବ୍ ତାକୁ ଗୋଟାଏ ବିଧା ମାରିଲା ତ ନର୍ଗିସ  ତାକୁ ଦୁଇ ଗୋଇଠା ମାରିଲା! ଶେଷକୁ କ୍ରୋଧରେ ଅନ୍ଧ ହୋଇ ନଗିସକୁ ମାଡ଼ି ବସିଲା ରଶିଦ୍ ଆଉ ତାର  ତଣିକୁ ଚିପି ଧରିଲା! ରାଗ ଶାନ୍ତ ହେବା ପରେ ସେ ଅନୁଭବ କଲା ସେ’ ସେ ନଗିସକୁ ମାରିଦେଇଛି!ଜେଲ୍ କୁ ଗଳ! ରଶିଦ୍  ମନେମନେ ଭା ବୁ ଥିଲା’ ସମ୍ଭବତଃ ସେଇ ଗାତିଟା ତା’ ଜୀବନରେ କାଳଗତି ହୋଇ ଆସିଥିଲା

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...