Monday, 8 May 2017

ଲୁଟେରୀ ଦୁଲହନ କୋମଲ୍




ଜାନକୀଲାଲ୍ ପ୍ରସୂତ ଦ୍ଦେଉଥିଲା  ବାସର ଘରକୁ ଯିବା ଲାଗି! ତାକୁ ଅଳ୍ପ ଅଳ୍ପ  ଲାଜ ଲାଗୁଥିଲା  ଡର ବି ଲାଗୂଥିଲା  ବାସର ଶେପରେ ତାକୁ ଅପେକ୍ଷା କରି ଥିଲା ବନ୍ଦନା! ବନ୍ଦନା ତା’ର ସ୍ତ୍ରୀ  ! ବନ୍ଦନାକୁ ସ୍ତ୍ରୀ  ଭାବରେ ପାଇ ସେ ନିଶ୍ଚିତ ଭାବରେ  ଖୁସି ଥିଲା  ’ ସୁନ୍ଦରୀ ସ୍ଵୀ କିଏ ନ ତାହେଁ ବାସ୍ତବିକ ବନ୍ଦନା ଖୁବ ସୁନ୍ଦରୀ ଥିଲା  ପୁଣି ବନ୍ଦନା ଭଳି ସ୍ତ୍ରୀ ଟିଏ ଯେ  ତାକୁ ଆଦୌ ପରିଶ୍ରମ ନ କରି ମିଳିଯିବ ସେ କ’ଣ ଏକଥା କେବେ ବି କଳ୍ପନା  କରିଥିଲା  ଅନେକ ସମୟରେ ସେ ତ ଭାବୁ ଥିଲା - ଛାଡ଼, ବାହାହେବ! ମୋ ଭା ଗ୍ୟଗେ ନାହିଁ ! ମୋ ପାଇଁ ଝିଅଟେ ଖୋଜିଦେବ କିଏ ? ନା ଅଛନ୍ତି  ବାପାମା’ ନା ଅଛନି ବନ୍ଧୁବାନ୍ଧବ! ସେ ତ ଅନାଥ!

ରାଜସ୍ଥାନ ର ଆଜମେର ଢିଲା ଅନ୍ତର୍ଗତ ଗୋଟିଏ ଗାଁ କଲ୍ୟାଣିପୁର! ସେ ଗାଁରେ ଜନ୍ମ ହୋଇଥିଲା  ଜାନକାଳାଲ୍! ଜନ୍ମର ମାତ୍ର କିଛିମାସ ପରେ ତା’ର ତାପାମା’ କୌଣସି ଏକ ଦୁରାରୋଗ୍ୟ ବ୍ୟାଧି ରେ  ପଡ଼ି ଡକାଡକି ହୋଇ ଚାଲିଗଲେ ଆରପାରିକୁ! ନିଜର ବୋଲି ତା’ର ଥିଲେ ଜଣେ ମାମୁ! ସେ ତାଳୁ ତାଙ୍କ ପାଖକୁ ନେଇଗଲେ! ମାମୁ ଜଣକ ବାହ! ହେଇ ନ ଥିଲେ ସେ ତେଣୁ ଖୁବ୍ ବିନ୍ଦାସ ଜୀବନ ବିତାଉଥିଲେ ଦିନସାରା ଖଟୁଥିଲେ ରା ତିରେ ଆସି ଗାଁ ଗାଳି ଶୋଇ ପଡୁଥିଲେ ଯେତେବେଳେ ଇଚ୍ଛା  ହେଉଥିଲା  କାମ କରିବାକୁ ଯାଉଥିଲେ!  ଇଚ୍ଛା ନ ହେଲେ ଘରେ ଗାଁରେ ବୁ ଲି ଖଟି ମାରୁ ଥିଲେ ତାଙ୍କର ଘରସଂସାର ନ ଥିଲା  ସ୍ତ୍ରୀ  ପିଲା ନ ଥିଲେ ତାଙ୍କର କାହାପ୍ରତି ଦାୟିତ୍ୱ କି କର୍ତବ୍ୟ  ନ ଥିଲା ! ମାମୁଙ୍କ  ପାଖରେ ରହିବା ପରେ ଜାନକାଲାଲ୍ କୁ  ଗୋଟେ ସ୍ଥାନ  ମିଳିଗଲା! ମାମୁଙ୍କ  ବେପରୂଆ ପ୍ରକୃତି ଯୋଗୁ  ତାକୁ ଅନେକ ସମୟରେ ତୋକ ଉପାସରେ  ରହିବାକୁ ହେଉଥିଲା  ସତ; ହେଲେ ସେ ପାଠପଢ଼ାରୁ ବିଦ୍ୟୁତ ହେଉ ନ ଥିଲା  ଏମିତିରେ ସେ ହାଇସ୍କୁଲ ପାସ କରିଗଲା! ଆଉ ସେ ହାଇସ୍କଲ୍ ପାସ୍ କରୁକରୁ ତା’ ମାମୁଙ୍କ ର ଦେହାନ୍ତ ହୋଇଗଲା! ବାସ୍ ସମୂର୍ଣ୍ଣ ଏକୁଟିଆ ହୋଇଗଲା ଜାନକୀଲାଲ୍!ରହିବ! ପାଇଁ ଜାନକୀଲାଲ୍  ର ଘରଟିଏ ଥିଲା  କେବଳ ଖାଇବା ପାଇଁ ଓ ନିକର ଦୈନଦିନ ଖର୍ଚ୍ଚ ତୁଲେଇବା ପାଇଁ ତା’ର ଏକ ଗକିରି ନିହାତି  ନିହାତି ଦରକାର ଥିଲା  ! ସେ ସେଠି ପାଇଁ  ନିକଟସ୍ଥ ବଜାରରେ ଥିବା ! ଏକ ତାବାରେ କାମ କଲା! ପ୍ରଥମେ ତ ତାକୁ ବେଶି ପଇସା ମିଳୁ ନ ଥିଲା ! ହେଲେ ତା’ର ନିଷ୍ଠା, ପରିଶ୍ରମ ଓ ସ୍ୱଚ୍ଚତାକୁ ଦେଖ୍ ଢାବା ମାଲିକ ସୁନ୍ଦର ସିଂ ତାକୁ ମାସିକ ହଜାରେ ଟଙ୍କା ଦେଲେ’ ହଜାରେ ଟଙ୍କା ଜାନକାଲାଲ୍ ପାଇଁ କିଛି କମ୍ ନ ଥିଲା  ସେ ତା ଢ଼ାବାରେ ଖାଉଥିଲା ! ରାତିରେ ଆସି ଘରେ ଶୋଉଥିଲା ! ସେ ଥିଲାଗି ସେ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲି ପ୍ରତିମାସ ଟଙ୍କା ଜମା କଲା




ଢାନକୀଳାଲ୍ ଦିନରେ କାମ କରୂଥିଲା  ରାତିରେ ପାଠ ପଡୁଥିଲା  ସେ ଇଣ୍ଟର ମି ଡିଏଟ ପାସ୍ କରିଗଲା!ଡାକୁ ଆଉ ଢାବାକାମ ଭଲ ଲାଗିଲାନି! ସେ ଆସି ଏକ ଗାର୍ମେଣ୍ଟ  ଶପ୍  ରେ କାମ କଲା ! ଭଲ ଦୁଇପଇପା ପାଇଲା ଗାର୍ମେଣ୍ଟ  ଶପ୍  ରେ  ଭଲ ଦୁଇପଇସା ପାଇଲା ପରେପରେ ସେ ଆଜମେର ସ୍ତିତ  ଏକ ସିଏଫ୍ଏଲ୍ ଏବଂ ତ୍ୟୁବ୍ ଲା ଇଟ୍ ତିଆରି କରୂଥିବା  ଫାକ୍ଟ୍ରି ରେ କାମ କଲା! ଯଦିଓ ତାହା ଏକ ଘରୋଇ ଫାକ୍ଟ୍ରି ଥିଲା ; ତଥାପି ଦରମା ତଥା  ଆନ୍ୟ ନ୍ୟ ଅନୁସଙ୍ଗିକ  ସୁବିଧାସୁଯୋଗ ସରକାରୀ ଚାକିରି ଭଳିଥିଲା  ! ଏହ! ଜାନକାଲାଲ୍ କୁ  ଭଲ ଲାଗିଲା



ଜାନକୀଲାଲ୍  ର ଜୀବନଶୈଳୀ ଧୀରେ ଧୀରେ  ବଦଳିଲା ସେ ଏକ ମାସିକିଆ ଟିକେଟ୍ (ଏମ୍ଏସ୍ଟି) କରି ଟ୍ରେନରେ ଯା’ଆସ କରୂଥିଲା  ସେ ଗାଁର ମାଟିଘରକୁ ଭାଙ୍ଗି  ପକ୍କା ଘର କଲା! ଘରକୁ ଟିଭି, ଫ୍ରିକ’ ସୋଫା ଏବଂ ଗୋଟେ ଚ୍ୟାସ୍ ସିଲିଣ୍ଡର ବି ଆଣିଲା! ସେ ବଦ ଖରଚି  ନ ଥିଲା ! ଆବଶ୍ୟକ ଖର୍ଚ୍ଚ ପରେ ବଳୁଥିବା ! ଅର୍ଥକୁ ସେ ନେଇ ବ୍ୟାଙ୍କରେ ଡିପୋଜିଟ୍ କରି ଦଉଥିଲା



ଏମିତି ଥିଲା  ଜାନକୀଲାଲ୍ର ଜୀବନା ସେ ବିବାହ କରିବାକୁ ମନ ବ୍ଲୁ ନ ଥିଲା  ଭାଚୁଥିଲା ’ ଯେମିତିଅଛି ଠିକ୍ ଅଛି! ବାହାହୋଇ ଅଧିକା କ’ଣ କରିବ ପୁଣି ବେଳେବେଳେ ଭାବୁ ଥିଲା ’ ପରିବାର ବିନା ଜୀବନ ବେକାର ଆଉ ପତ୍ନୀ କୁ ଛାଡ଼ି ସେ ପରିବାର ଗଢ଼ିବ ଜେମିତି! ଇତିମଧ୍ଯରେ ତାକୁ ୩୮ବର୍ଷ ବୟସ ହୋଇଗଲା ସେ ଭାବୁ ଥିଲା ’ ତା’ ପାଇଁ ଅତିକମରେ ୩୫ କି ୩୬ବର୍ଷର ଝିଅଟିଏ ଲୋ ଡ଼ା! ହେଲେ ଏତେ ବୟସ ଯାଏ ଜୋଉଝିଅ କ’ଣ ପାଇଁ ଅପେକ୍ଷା କରିରହିଥିବା  ଅତଏବ୍, ବାହା  ହେବ! ତା’ ଭାଗ୍ୟରେ ନାହିଁ



ହେଲେ ସେ ଯେଉଁଦିନ ବନ୍ଦନାକୁ ଭେଟିଲା  ତା’ ଭିତର ର  ଏଇ  ସମୀକରଣ ପୂରାପୂରି ବଦଳିଗଲା ! ପ୍ରତିଦିନ ଟ୍ରେନରେ ଯିବା ବେଳେ ବନ୍ଦନା ସହିତ ତା’ର ଦେଖାଦୂଏ! କିଛିଦିନ ଯିବା ପରେ ସେମାନଙ୍କ ମଧରେ ମିଳାମିଶା ହେଲ! ! ସେମାନେ ପରସ୍ପର ର ଦୁଃଖସୁଖ ବାଣ୍ଟିଲେ ! ବନ୍ଦନା ବି ତା’ ଭଳି ଅନାଥ ଥିଲା  ସେ ତା’ର ମାମୁ ମାଇଁଙ୍କ ନିକଟରେ ବଢ଼ିଥିଲା  କୁତାଯାଏ’ ସମଦୁଃଖୀମାନେ ହିଁ ପରସ୍ପରକୁ ଚୂଝିପାରନ୍ତି ! ଠିକ୍ ସେମିତି ଜାନକୀଲାଲ୍ ଓ

ବନ୍ଦନା ପରସ୍ପର ର  ଖୁବ୍ ଘନିଷ୍ଠ ହୋଇଗଲେ!

ଜାନକୀଲାଲ୍ ବନ୍ଦନାକୁ ‘ବେହେନଜି ’ ବୋଲି ସମ୍ବୋଧନ  କରୂଥିଲା  ଦିନେ ବନ୍ଦନା କହିଲା- ‘ଦେଖ ଜାନକାଲାଲ୍’

ତୁମେ ମୋତେ ଆଉ ‘ବେହେନଜି  ଡାକିବନି !’ ଜାନକୀଲାଲ୍ କହିଲା- ‘ଆଉ ତା’ହେଲେ କ’ଣ ଡାକିବି କୁହ?’ ବନ୍ଦନାକହିଲା- ‘ତୁମେ କ’ଣ ମୋ ନାଁ ଜାଣିନୀ ମୋ ନାଁ ହେଊଛି ବନ୍ଦନା!’ ଜାନକୀଲାଲ୍ କହିଲା- ‘ହେ ଲେ ମୁଁ ତୁମକୁ ବନ୍ଦନା ଡାକିବାଟା ଠିକ୍ ହେବନି! ମୁଁ ତୁମର କିଏ? ଭାଇ ନା ବନ୍ଧୁ ନା ସମର୍ଜାୟ?’ ବନ୍ଦନା ହସିବେଲା ଓ କହିଲା- ‘ତୁମେ ଜଣେ ବୁଦ୍ଦୁ ’ ଢାନକୀଲାଲ୍ କିଛି ବ୍ରୁଝିପାରିଲାନାହିଁ ! ବନ୍ଦନା ତାକୁ ବ୍ରୁଝେଇବେଲା- ‘ଆରେ ମୁଁ ତୁମ କୁ ଭଲପାଇବସିନ୍ଥି! ମୋ ମାମୁ ମାଇଁକୁ ବି ତୁମ କଥା କହିଛି! ସେମାନେ ଚି ତୁମ ସହ ମୋ ବାହାଘର ପାଇଁ ରାଜି! ହେଲେ ତୁଃମ ଖାଲି କୁହ ମୁଁ ତୁମର ପସନ୍ଦ ନା ନୁହେଁ



ଜାନକୀଲାଲ୍କ କୁ  ସବୁକିଛି ସ୍ଵପ୍ଣନ   ଭଳି ଲାଗୂଥିଲା  ବନ୍ଦନା ଭଳି ଏକ ସୁନ୍ଦରା, ହସମୁଖା ଆଉ ୨୩/୨୪ବର୍ଷର ଝିଅ ତାକୁ ଭଲପାଉଛି! ତାକୁ ସତକୁସତ ସବୁକିଛି ଅଜବ ଲାଗୁଥିଲା ! ବନ୍ଦନା କହିଲା- ‘ଠିକ୍ଅଛି! ମୋ ଠିକଣା ରଖା ପଦି ତୁମର ମୁଁ ପସନ୍ଦ ତା’ହେଲେ ତୁମେ ମାମୂଘରେ ପହଂଚିବ ହେଲେ ଶୁଣ, ଆସିବ ଯଦି ମୋଠାରୂ ରାଖୀ  ବାନ୍ଧି ବା ପାଇଁ ଆସିବନି ବନ୍ଦନାର ଜୋକ୍ ରେ  ଜାନକାଲାଲ୍ ହସି ପକେଳୋ! କହିଲା- ‘ନ! ନା’ ତୁମେ ମୋର ବହୁତ ପସନ୍ଦ ! ମୁଁ ତୁମକୁ ବାହାହେବାକୁ ଗହେଁ !’ ବନ୍ଦନା କହିଲା- ‘ଡା’ହେଲେ ଏବେ ତୁମ କମ୍ପାନୀକୁ ଫୋନକରି ଛୁଟିନିଅ! ଆମେ ମାମୁଘରକୁ ଯିବା!’ ଜାନ୍କୀଲାଲ୍ ତାହ! ହିଁ କଲା! ସେମାନେ ଯାଇ ବନ୍ଦନାର ମାମୁଘଗେ ପହଁଚିଲେ  ! ତା’ ମାମୁମାଇଁ ତାକୁ ଆଦର ସତ୍କାର  କଲେ ହେଲେ ମୁହଁ ଓହଳେଇ କହିଲେ- ‘ଆମେ ଗୋଟେ ଅନାଥ ଝିଅକୁ ପାଳିପୋଷି ମଣିଷ କରିଛୁ! ଆମେ ତା’କୁ କିଛି ଯୌତୁକ ଦ୍ଦେଇପାରିବ୍ରୁ ନାହିଁ!’ ଜାନକାଲାଲ୍ କହିଲା- ‘ଆପଣମାଳେ ମୋତେ କେବଳ ବନ୍ଦନା କୁ ଦିଅନ୍ତୁ ସେ ଇ ହେବ ମୋର ଯୌତୁକ! ମୁଁ ବାହାଘରର ସବ୍ରୁ ଖର୍କ ବହନ କରିବି



ବାହାଘର ଠିକ୍ ହୋଇଗଲା! ଜାନକୀଳାଲ୍ ଦେହ ଅସୁସ୍ଥତାର କାରଣ ଦେଖାଇ ଅଫିସରୂ ମାସକ ପାଇଁ ଛୁଟିନେଲା  ସେ ବନ୍ଦନାକୁ ନେଇ ଆଜମେର ଗଲା ଓ ସେଠାରେ ବନ୍ଦନା ପାଇଁ ଗହଣାଗାଶ୍ଚି କିଣିଲା! ଓ! ଯେତିକିନୁହେଁ’ ତା’ ମାମୁମାଇଁକୁ ୨୫ହଜାର ଟଙ୍କ! ବେଲ! ଓ କହିଲା, ସେଇ ପଇସା ରେ  ସେମାନେ ବାହାଘର ଆୟୋଜନ କରନ୍ତୁ ! ଆଉ ଦରକାର ହେଲେ ମୁଁ ଦେବି !

ସେପ୍ଟେମ୍ଭର ୭ ତାରିଖ ୨୦୧୬ ! ଜାନକୀଲାଲ୍ ସହିତ ବନ୍ଦନାର ବାହାଘର ହୋଇଗଲା! ବୋହୂବେଶ ସାଜି ବନ୍ଦନ! କଲ୍ୟାଣିପୁର ଆସିଲା!



ଚଉଠି ଗତି! ତାକୁ ବାସର ଶେଯରେ ବସି ଅପେକ୍ଷା କରୂଥିଲା  ବନ୍ଦନା ! ସେଥିଲା ଗି ସେ ନିଜକୁ ପ୍ରସୃତ କରୁ ଥିଲା  ସେ ଆଉ ବେଶିଡେରି କଲାନାହିଁ ! ବଦନ! ନିକଟରେ ପହଁଚିଲା ! ବନ୍ଦନା ଫୁଲ ଶେଯ ଉପରେ ସାଧବବୋହୂଟେ  ସାଜି ବସି ଥିଲା ! ! ଧାରେଧାରେ ତା’ର ଓଢ଼ଣି ଖୋଲିଲା ଜାନକୀଲାଲ୍! ଭାଗ୍ୟ ଯେ ତା’ ପାଇଁ ଏଭଳି ଅପୂର୍ବ ସୁନ୍ଦରୀ  ଝିଅକୁ ସାଇତି ରଖି ଥିଲା  ସେ ସହଜରେ ସେକଥା ବିଶ୍ବାସ କରିପାରୁ ନ ଥିଲା  ବନ୍ଦନା ତାକୁ ଏକ କ୍ଷୀର ଗ୍ଲାସ ବଢ଼େଏଇ ଦେଲା ! ତା’ ଗାଲରେ ଚୁସନ ଆକିଂ  କହିଲା- ‘ଏଇଟାକୁ ପିଇଦିଅ  ,ଆଜି ରାତିରେ ଏଇଟା ନିହାତି ଦରକାର!’ ଆଖି ବୁଜି  କ୍ଷୀର ଗ୍ଲାସ ଟି କୁ ଶେଷ କରିଦେଲା ଜାନକୀଲାଲ୍! କିଛି ସମୟରେ ସେ ଅନୁଭବ କଲା ଯେମିତି ତା’ ଆଖ୍ ପଡ଼ିଯାଊଛି! ଡାକୁ ଜୋର ରେ  ନିଦ ମାଡି଼ଆସୂଛି! ସତକୁସତ ସେ ଗଭୀର  ନିଦରେ ହିଁ ଶୋଇଗଲା   ! ତା’ର ନିଦ ଭାଙ୍ଗି ବା ବେଳକୁ ସକାଳ ! ପାଖରେ  ବନ୍ଦନା ନ ଥିଲା ! ଜାନକୀଲାଲ୍ ଭାବିଲା, ବନ୍ଦନା ବୋଧହୁଏ ବାଥ୍ ରୁମ କୁ  ଯାଇଥିବା  ! ତେବେ ସେ ମନଦୁଃଖ କରିଥିବା  ନିଶ୍ଚୟ! କାରଣ, ସେ ଏପରି ଥକି ଯାଇଥିଲା  ଯେ ରାତିସାରା ଶୋଇଗଲା ବିଚାରି କେତେ କଷ୍ଟ  ପାଇ ନ ଥିବା ? ଚଉଠି ରାତିରେ କେହି କ’ଣ ଏମିତି ଶୋଇପଡ଼େ ସେ ବନ୍ଦନାକୁ ଖୋଜିଲା ! ମାତ୍ର ଯେତେବେଳେ ଦେଖିଲା ଲା ଯେ, ବନ୍ଦନା ଘଗେନାହିଁ! ତା’ର ଆଲମିରା ଖୋଲ! ପଡ଼ିଛି! ସେତେବେଳେ ସେ ସବୁ କଥ! ବୁଝି ଗଲା  ! ସତକୁସତ ତା’ର ସଦୂ  ସଂଚିତ ଟଙ୍କା କୁ ନେଇ ବଦନ! ଚମ୍ପଟ  ମାରିଥିଲା  କାନକୀଳାଲ୍ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା! ସେ କାହାକୁ କହିବ ଏକଥା ଯେ ତା’ ସ୍ତ୍ରୀ ଘରଛାଡ଼ି ତା’ର ଟଙ୍କା ପଇସା ସବୁ  ନେଇ ପଳେଇ ଯାଇଚି | ତଥାପି କଥା ରାଷ୍ଟ୍ର ହୋଇଗଲା! ପାଖପଡ଼ିଶାଏ ତାକୁ ଟାହିଟାପର  କଲେ! କଥାରେ ଅଛି, କର୍ମ କଷଣ ଦେହ ସହେ/ ଅରଣ୍ୟେ   ଅଜଗର ପ୍ରାୟେ! ସବୁ  ଟୀକା ଟିପ୍ପଣାକୁ ଦା ନ୍ତଚିପି ସହିଗଲା ଜାନକୀଲାଲ୍! ତା’ର କିଛି ସମଦୁଃଖୀ ବନ୍ଧୁକ ନିକଟରେ ନିଜ ଦୁଃଖ କାହାଣୀ ଜଣେଇଲା ! ସେମାନେ ତାଳୁ ସାନ୍ତନା ବେଲେ ଓ ପରମର୍ଶ ଦେଲେ ତୁରନ୍ତ ଥାନାରେ ଏତଲା ଦାଏର କରିବା ପାଇଁ ! ସେ ଭାବୁ ଥିଲା ’ ଥାନାବାଲା କ’ଣ ତା’ର ଏତଲା ନେବେ! ଓଲଟି ତାକୁ ଉପହାସ କରିବୋ ଯା’ଜେଉ ଶେଷରେ ସେ ଥାନାକୁ ଗଲା! ଅଭିୟୋଗ କଲା! ଥାନାଗେ ବି ତା’ର ଏତଲା କୁ ଖୁବ୍ ଗୂଚ୍ଛଢର ସହ ଗ୍ରହଣ କରାଗଲା ! କାରଣ, ତାଙ୍କ ନିକଟକୁ ଏମିତି ଏକାଧିକ  ଅଭିଯୋଗ ଆସି ସାରି ଥିଲା ! ସେମାନେ ଜାଣିଥିଲେ ଏକ ଲୁଟେଗ ଗାଙ୍ଗ  ବାହାରିଛନ୍ତି ! ଯେଉଁମାନେ ବିବାହ କରବା ଆଳରେ ଲୋକମାନଙ୍କୁ ଲୁଟି ଛନ୍ତି 

ଦରଘା ଥାନା ପୋଲିସ ଏକ ଟିମ୍ ଗଠନକଲୋ ସେମାନେ ବିଭିନ୍ନ ସ୍ଥାନରେ ଇନ୍ ଫର୍ମ ର ମାନଙ୍କୁ ’ ମୁତୟନ କରୋ ଶେଷରେ ସେମାନଙ୍କୁ ଖବର ମିଳିଲା ଯେ, ଗଫର ନାମକ ଜଣେ ବ୍ୟକ୍ତି ହେଉଛି ସେ ହି ଲୁଟେର  ଗ୍ୟାଙ୍ଗ ର ମୁଖିଆ  ! ତା’ର ଘର ନାସିର ବାଦ ନନ୍ଦାଲା ଆଉ ବିଳମ୍ବ କଲା ନାହିଁ   ଦରଘା ଥାନ! ପୋଲିସ! ସିଧା ଘରୁ ଉଠେଇ ଆଣିଲ! ଗଫରକୁ! ଦୁଇ ତିନି ଥର ଥାର୍ଡ ଡିଗ୍ରୀ ପରେ ସବୁ  ସତକଥା ବାନ୍ତି କରି ପକେଳୋ ଗଫର! ସେମାନଙ୍କ ଗ୍ୟାଙ୍ଗରେ ୧୦/୧୫କଣ ପୁରୁଷ ସ୍ତ୍ରୀ  ଥିଲେ! ତେବେ ସବ୍ରୁଠୁ ସୁନ୍ଦର! ଥିଲା  କୋ ମଲ୍! ତା’ର ଘର କୋଟା ସେ ଜାନକୀଲାଲ୍ କୁ  ବନ୍ଦନା ନାମରେ ହି ବିବାହ କରିଥିଲା  ସମସ୍ତଙ୍କୁ ଗିରଫ କରାଗଲା ! ମାତ୍ର ପୋଲିସ କବଳରୁ ସଫଳତାର ସହିତ ଖସିତାଲିଳୋ ଲୁଚେରି ଦୁଲ୍ହନ୍ କୋମଲ୍ ଓରଫ ବନ୍ଦନା ! ସମସ୍ତଙ୍କୁ ଜେଲ୍ କୁ  ପଠାଇଦିଆଗଳା ! ଏବେ ମଧ ବନ୍ଦନ! (କୋମଲୀକୁ ଖୋଜି ତାଲିଛି ପୋଲିସ}

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...