Monday, 26 June 2017

ଭାଉଜ କୁ ପ୍ରେମ, ସ୍ତ୍ରୀ ପାଇଁ ଯମ




ଉତ୍ତର  ପ୍ରବେଶର ସିଦ୍ଧାର୍ଥ ନଗର ଜିଲ୍ଲା  ଏହି ଜିଲ୍ଲା ଯୋଗିଆ  ଉଦୟପୁର ଥାନା ଅଧୀନଗୋଟିଏ ଗାଁ ମନୋହରି! ମନୋହରି ଗାଁରେ ରହନ୍ତି  ଜଗଦୀଶ ଯାଦବ! ତାଙ୍କର ବୁଇପୁଅ : ଦିନେ ଶ ଓ ଅର୍ଜୁନୀ ଢଗଦାଶ ଜଣେ ଜମି ମାଲିକା ଟଙ୍କା ପଇସାର ଅଭାବ ନାହିଁ ! ଦୃକ ପୁଅ ଗଷକାମଗେ ଧୁରନ୍ଧର ବଡ଼ପୃଅ ଦିନେଶ ବିବାହିତା କୌଶଲ୍ୟା ହେଉଛି ତାଙ୍କ  ବଡ଼ବୋହ୍! ସାନପୁଅ ଅର୍ଜୁନ ର ବାହାଘର କରିଦେବାକୁ ସେ ସଜବାଜ ହେଲେ!
 ଏ ଖବର ପାଇବା ମାତ୍ରେ ଯାଦବ ସମ୍ପ୍ରଦାୟରୁ ତାଙ୍କ ଘରକୁ ପାତ୍ରୀଙ୍କର ଟିପଣା ଚୁଟିବାରେ  ଲାଗିଲା! ବହୁ  ପ୍ରସ୍ତାବ  ମଧରୁ ଗୋଟିଏ ପ୍ରସ୍ତାବ   ଜଗଦୀଶ ବାବୁ ଙ୍କ ମନକୁ ପାଇଲା! ପ୍ରସ୍ତାବ  ଟି ମେହେଦିଆ ଗାଁରୁ ଆସିଥିଲା  ମେହେଦିଆ ଗାଁର ରାମକରନ୍ ଓ ନିର୍ମଳା ସାବତଙ୍କ ଏକମାତ୍ର ଝିଅ ସୋନିଆ! ଫଟୋରୁ ଝିଅଟିକୁ ଦେଖ୍ ଜଗଦୀଶ ବାଚୂ ଖୁବ୍ ପସନ୍ଦ କଲେ! ପରେ ପରେ ବଡ଼ପୁଅ ଓ ବୋହୁ ସହିତ ଅର୍ଜୁନକୁ  ବି ମେଢ଼େଦିଆ ଗାଁକୁ ପଠେଇଲେ ଝିଅ ଦେଖିବା  ପାଇଁ ! ସୋନିଆ ବାସ୍ତବ ରେ ଦେଖ୍ ବାକୁ  ସୁନ୍ଦରୀ ଥିଲା  ! ତେଣୁ ତାକୁ ଦେଖୁଦେଖୁ ଅର୍ଜୁନ ସେଇଠି ବାହା ହବ ବୋଲି ହଁ ମାରିଦେଲା! ବଡ଼ପୁଅ ଦିନେଶ ଏବଂ ବଡ଼ଦୋହ୍ କୌଶଲ୍ୟାଙ୍କର ମଧ ସୋନିଆ ପସନ୍ଦ ହେଲା! ତେଣୁ ସର୍ଚ ସଂମତି କ୍ରମେ ଅର୍ଜୁନ ସହିତ ସୋନିଆର ବାହାଘର  ହେଲା!
       ଯାଦବ ସମ୍ପ୍ରଦାୟର ଏକ ବିଶେଷ ପ୍ରଥା ହେଉଛି ଗରଣ! ପ୍ରଥ! ! ଏହି ପ୍ରଥା ଅନୁଯାୟୀ, ବାହାଘର ସରିଲେ ବରକୁ ନେଇ ବରସର ଫେରି ଆସିବେ! କନ୍ୟା  ରହିବ ବାପଘରେ! ପୁଣି ଏକ ଭଲ ତିଥି ସ୍ଥିର ହେବ! ପରେ ବୋହୁ ଯାକ ଜକମାର  ସହିତ ଶାଶୂଘରକୁ ଆସିବ! ଏଠାରେ ବି ସେଇଆ ଦେଲା! ଅର୍ଜୁନ ବା ହାଦେଇ ଫେରିଆସିଲା! ସୋନିଆ ବାପଘରେ ରହିଲା !  ପୁରୋହିତଙ୍କ ସହ ପରାମର୍ଶ କରି ରରୟ ପଷ ଏକ ତି ଥିବାର ସ୍ଥିର କଲେ  ଆଉ ପନ୍ଦରଦିନ ପରେ ବିଧ୍ ବଦ୍ଧ ଭା ବରେ ଶାଶୂଘରକୁ ଆସିଲା ସୋନିଆ!
             ବାହାଘରର ପ୍ରଥମ କିଛିମାସ ବେଶ୍ ଭଲରେ  କଟେ! ସ୍ୱାମୀସ୍ତ୍ରୀ କୁ  ଛାଡ଼ି କୁଆଡ଼େ ଯାଏନା! ଯେତେ କାମ ଥିଲେ  ବି ତାକୁ ଅଣଦେଖା କରେନା! ସବୁବେଳେ  ବାହାନା ଖୋକୁ ଥାଏ ନୂଆ ସ୍ତ୍ରୀ  ପାଖକୁ ଗଲିଆସିବା ପାଇଁ! କାମରୁ ଫୁର ସତ ପାଇବା ଷଣି ଆସି ହାଜର ହୋଇଯାଏ ସ୍ତ୍ରୀ  ପାଖରେ’ ଏ କ୍ଷେତ୍ରରେ ମଧ ସେଇଆ ହେଲା ଫୁଲ ଚାରିପାଖରେ ଭଅଁର ଉଡି ବୁ ଲିବା ପରି ସୋନିଆ ଚାରିପାଖରେ ଅର୍ଜୁନ ଘୂରି ବୁ ଲିଲା  ଷେତକୁ  ଯାଉ ଥିଲା ସଢା ହେଲେ ବାହାନା କରି ଥରକୁଥର ଘରକୁ  ତାଲିଆମୁଥିଲା ଆସିବା ମାତ୍ରେ ପୋନିଆକୁ  ନିଜ ବାହୁରେ ଭିଡ଼ି ଧରୁ ଥିଲା ରାତି ପାହୁ କି  କି ଦିନ ହେଉ  - ଏକଥା ସେମାନେ ଆଶା କରୁ ନ ଥିଲେ ! କେତେବେଳେ ସୂର୍ଯ୍ୟ ଦୂଡି଼ବ ଆଉ ସଞ୍ଜ ହେବ ସେଇ ଅପେକ୍ଷାରେ ଥିଲେ !


ଏସବୁ କୁ  ମନରରି ଉପଭୋଗ କରୁ ଥିଲା  ସୋନିଆ! ତା’ ସ୍ୱାମା ପେ ତାକୁ ଛାଡ଼ି ମୁହୂର୍ତ ଟେ  ରହିପାରୁ ନି ଏକଥା ତାକୁ ଖୁସିରେ ଅଧାର କରି ପକାରଥିଲା  ଦୁଇତିନିମାସ ଏମିତି ବିତିଲୀ ହେଲେ ହଠାତ୍ ବଦଳିଗଲା ସବୁକିଛି! ଅର୍ଜୁନ କ୍ରମ ଶ ବଦଳି ଯିବାକୁ ଲାଗିଲା! ସେ ଆଉ ଆଗଭଳି ତା’ ପାଖରେ ବସୁ ନ ଥଲା! କିମା ଷେତରୁ  ମୁକୁଳି ତା’ ପାଖକୁ ଥରକୁଥର ଛୁଟି ଆସୁ  ନ ଥିଲା ! ରାତିରେ ବିଛଣା ଧରୁ  ଧରୁ  ଶୋଇ ପଡ଼ୁଥିଲା  ଏସବୁ  ଆଶ୍ଚର୍ଯ୍ୟ କରୁ ଥିଲା  ପୋନିଆକୁ ! ସେ ଭାବୁ ଥିଲା ’ କ’ଣ ଏକ ମାସ କେଉଟ! ଭିତରେ ଅର୍ଜୁନର ମନ ବୁ ଝିଗଲୀ ନ! ତା’ଠାରୁ ତା’ ମନ ଛାଡ଼ିଗଲା ନ! ଏମିତି ହେଲା - ତା’ ଭିତରେ ଥିବା  ସବୁ  ପ୍ରେମ ସରିଗଲା ଯାହାକୁ ନେବା ପାଇଁ ଅର୍ଜୁନ ପାଗଳ ହେରଥିଲା  ଆଉ ପ୍ରେମ ନାହିଁ ବୋଲି ଅର୍ଜୁନ ତା’ ପାଖକୁ ଆସୁନି! ଏପରିକି ରାତିରେ ଶୁଏଇ ଦଉ ନ ଥିଲା  ଅର୍ଜୁନ ବିଛଣାରେ ପଡ଼ୁ ପଡୁ ନିଘୋଡ଼ ନିଦରେ ଶୋଇ ପଡ଼ୁଛି
             କିଛି ବୁ ଝିପାରୁ  ନ ଥିଲା  ସୋନିଆ! ରାବୁ ଥିଲା ’ ସେ ଏକଥା ଅର୍ଜୁନକୁ  ପଚାରିବ ହେଲେ ତା’ ଭିତରର ନାରୀ ସୁଲଭ ଲଜ୍ଜ୍ୟା ତାକୁ ସେଥିରୁ  ନିର୍ବୁତ  କରୁ ଥିଲା ! ଦିନେ ଖରାବେଳେ ସେ ଶୋଇଥିବା  ବେଳେ ତା’ ମୁଶକୁ  ଏକ ଆଇଡିଆ ଆସିଲା ! ସେ ଭାବିଲା, ସେ ସିନା ଅର୍ଦ୍ଧନକୁ  ମନଖୋଲି କିଛି କହିପାରୁନି! ହେଲେ କୌଶଲ୍ୟା ତ କହିପାରିବା କୌଶଲ୍ୟା ତ ତା’ର ବଡ଼ ଯା ! ଏକଥା ଭାବି ସେ ବିଛିଣାରୁ  ଉଠି ବସିଲା! ଘରେ ଏକ ଖାଲି କପ୍ ଥିଲା ; ପେଉଁ ଥିରେ ଅର୍ଜୁନ ଗ’ ପିଇଥିଲା ! ସେଇଟାକୁ ଧରି ସେ ବାହାରି ଆସିଲା ତା’ ଶୋଇବା ଘରୁ ! ଉଦ୍ଦେଶ୍ୟ ସେ ବେସିନ୍ ରେ  କପ୍ ଟାକୁ  ଥୋଇଦବ! ଆଉ କୌଶଲ୍ୟା ପାଖରେ ବସି ଗପ କରିବା ହେଲେ ଏତିକିବେଳେ ସେ କୌଶଲ୍ୟା ଘରୁ  କିଛି ଅଜବ  ଶବ୍ଦ ଶୁଣିବାକୁ ପାଇଲା ସେ! କୌତୁହଳ! ହେଇ ସେ ସେହି ଘର ଭିତରକୁ ଉଙ୍କି ମାରିଲା  ମଲେ! ଯାହ! ଦେଖିଲା ’ ସେ ନିଜ ଆଖ୍ କୂ ବିଶ୍ବାସ କରି ପାରିଲାନାହିଁ! ତା’ ସ୍ୱାମୀ ! ଅର୍ଜୁନ କୋଳରେ ଶୋଇଛି କୌଶଳ!!! ଅର୍ଜୁନ ତାକୁ ଗେଲ କରୁଛି! ଏ ଦୃଶ୍ୟ ଦେଖି ସେ ଏମିତି ଡରିଗଲା ଯେ ଚା କପ ଟା  ତା’ ହାତରୁ ଖସି ପଡ଼ି ଚୁର ମାର  ହୋଇଗଲା କପ୍ ଭାଙ୍ଗିବା  ଶବ୍ଦ ଶୁଣି ଚମକି ପଡ଼ିଲେ ଉଭୟ କୌଶଲ୍ୟା ଓ ଅର୍ଜୁନ ! ସେମାନେ ଦେଖିଲେ ଯେ   ସୋନିଆ ସେମାନଙ୍କୁ ଦେଖି ଦେଇଛି ! କିଛି ସମୟ ସେମାନେ କ’ଣ କରିବେ କିଛି ଚୁଝିପ!ରିଲେ ନାହିଁ ! ପରେ ଅର୍ଜୁନ ଉଠିଆସି ପୋନିଆକୁ  ସେହି ଘର ଭିତରକୁ ରିଡି଼ନେଳା ଓ କବାଟ ବନ୍ଦ  କରିଦେଲା! କହିଲ!- ‘ମାସ କେଈଟା ତଳେ ତୂ ଏ ଘରକୁ ଆସିଛୁ! ସେଥ୍ ରେ ଲୁଚି ଲୁଚି ଅନ୍ୟ ଘରକୁ ଦେଖୁଛୁ ?’

ସୋନିଆ ଭିତରେ ସେତେବେଳେ କ’ଣ ଘଚୂଥିଲା  ସେକଥା କେବଳ ସୋନିଆ ହିଁ ଜାଣି ଥିଲା  ତେବେ ସେ ନିଜ ଭିତରେ କ୍ରୋଧକୁ  ଚାପିରଖ୍ କହିଲା- ‘ମୁଁ ଏବେ ବୁଝିଲି ତୁମେ କ’ଣ ପାଇଁ ମୋତେ ଅଣଦେଖା କରୁଛ? ରାତିରେ ବିଛଣା ଧରୁ  ଧରୁ  କ’ଣ ପାଇଁ ତୁମକୁ  ନିଦ ଆସିଯାଉଛି? ଯେତେବେଲେ ତୂମେ ସବୁକିଛି ତୂମ ଭାଉଜ ଠାରୁ   ପାଇଁ  ଯାଉଛ ସେତେବେଳେ ଚୂମେ ମୋତେ ଖୋଜିବା  କ’ଣ ପାଇଁ? ତା’ଛଡ଼ା, ତୂମେ ପଦି ଡୁମ ଭାଊଢଙ୍କଠୁ ସବୁ କିଛି ପାଇଯାଊଥିଲ ତା’ହେଲେ ମୋତେ ବାହା ହେଉ ଥିଲ କ’ଣ ପାଇଁ?’ ଅର୍ଜୁନ ନିର୍ଲଜ ଙ୍କ ଭଳି କହିଲା- ‘ଆରେ ବୋକା! ମୋତେ କୌଶଲ୍ୟା ଭାଉଜ ଅନେକ କିଛି ଶିଖେଇଛନ୍ତି ସେଇଥ୍ ପାଇଁ ତ ମୁଁ ତୂମକୁ  ଖୁସି ଦେଇପାରୁଳି! ତୂମେ ଆମ ସମ୍ପର୍କ କୁ ଭିର୍ଣ୍ଣ   ଅର୍ଥରେ ନଉଛ କ’ଣ ପାଇଁ?’ ଗର୍ଜ଼ୀ  ଉଠିଲା ସୋନିଆ! କହିଲା- ‘ଗୋଟେ ପାପ ସମର୍କ ବିଷୟରେ ତୁମେ ସଫେଇ ଦଊଛା ଚୂମକୁ ଟିକେ ଲାଜ ଲାଗୁନି!’ ଅର୍ଜୁନ ଦେକହିଲା  ସୋନିଆକୁ କଥାରେ ପାରିବେନି! ସେ ମାଡ଼ ମାରିବା ଆରମ୍ଭ କରିଦେଲା! ଘରେ କେହି ନ ଥିଲେ ମାରି ମାରି ରକ୍ତା କ୍ତ  କରିଦେଲା ସୋନିଆକୁ ! ଧମକ କେଇ କହିଲା- ‘ଯଦି ବଂଚି ବାକୁ  ଚାହୁଁଚୂ ତା’ହେଲେ ଚୂପ୍ ତାପ୍ ରହ
                   ହାରିଯିବା ଝିଅ ନ ଥିଲା  ସୋନିଆ! ସେ ଭାବିଲା, ଅର୍ଜୁନ ଶାନ୍ତ ହୋଇଗଲେ ସେ ତାକୁ ବୁ ଝେଇବା କିଛିଦିନ ଛାଡିଦେଲା! ଦିନେ ଅର୍ଜୁନ ଶାନ୍ତ ଥିବା ଢେଳେ ସେ କହିଲା- ‘ଏପବୁ  ପାପକାମା ତୁମେ ଏକୁଟିଆ ଥିଲା ବେଳେ ପାବା କଚୂଥିଲ ସେକଥା ଛାଡ଼ ! ଏବେ ତ ମୁଁଅଛି ତୁମେ ପୁଣି କାହିକି ପାପ କରୁଛ?’ ଅର୍ଜୁନ ସେଦିନ ଖୁବ୍ ଶାନ୍ତ ଢଣ! ପଡୁଥିଲା ! ଅନୂଚାପ କରିବା ପରି ମ୍ୱରରେ  କହିଳା- ‘ଭାଉଜ ମୋତେ ଅବାଟକୁ  ନେଇଯାଇଛନ୍ତି ! ଭାଇଠାରୁ ସେ ସୁଖ ପାଉନାହୀନ୍ତି ! ସେଥିଲା ଗି ମୋତେ ବ୍ରାକ୍ ମେ ଲ୍ କଲେ! କହିଲେ, ମୁଁ ଘରର ବୋହୁ! ଯଦି ଘରେ ମୋ ପେଟ ପୂରିବନି ତା’ହେଲେ ମୁଁ ବାଧ୍ୟହୋଇ ବାହାରକୁ ଯିବି ! ଆଉ ବାହାରକୁ ଗଲେ ଡୁମ ଘରର ମାନ ଇଜ୍ଜତ  ତଳେ ପଡ଼ିବ! ସେଥିଲାଗି  ମୁଁ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛି! ସେ ଯାହା କତୂଛନ୍ତି  ମୁଁ ତାହ! କରୁଛି !’ ସ୍ୱାମା କଥ! ଶୁଣି ବୁଝିଗଲା ସୋନିଆ! ଭାବିଲା, ତା’ ସ୍ୱାମା ବଦଳିଗଲେ  ହେଲେ ସତ କଥ! ହେଉଛି- କେବଳ ସୋନିଆକୁ  ଶାନ୍ତ କରିବା ପାଇଁ ଏଭଳି  ମିଛକଥା ସବୁ  କହିଥିଲା କାରଣ ନା ଅର୍ଜୁନ ତାକୁ ସତ କହିଥିଲା ନ! ସେ ବଦଳି ଯାଇଥିଲା  ସେ ପୂର୍ବପରି କୌଶଲ୍ୟା ସହିତ ତା’ର ସମ୍ପର୍କକୁ ବଳବତ୍ତର ରଖ୍ ଲା ଥିଲା! ପ୍ରତିବାଦ କଜେ ସୋନିଆ ମାଡ଼ ଖାଇଲା
            ଦିନେ ଅତିଷ୍ଠ ହୋଇ ସେ ତା’ର ବାପାମା’କୁ  ଡକେଇ ପଠେଇଲା ସଚୂ କଥା ବର୍ଣନା କରିସାରି କହିଲା- ସେ ଆର ଏଠି ମୁହ୍ ର୍ଭଟିଏ ବି ରହି ପାରିବନାହିଁ  ହେଲେ ସେମାନେ କହିଲେ- ସ୍ୱାମା ଯଦି ଅବାଟକୁ  ଯାଇଛି ତା’ହେଲେ ତାକୁ ବାଟକୁ ଆଣିବା ଦାୟିତ୍ଵ ସ୍ତ୍ରୀ   ର! ତୂ 6ଧିର୍ଯ୍ଯ ରଖା ଆର ସ୍ଵାମାକୁ  ବାଟକୁ ଆଣିବାକୁ ଚେଷ୍ଟା କର ! ବାପାମା’ ଏକଥା କହିବା ପରେ ସୋନିଆର ଆଉ କିଛି କହିବାର ନ ଥିଲା ! ସେ କେବଳ ଏତିକି କହିଲା ଯେ, ସେ ଏପରି ଭାବରେ ତଳକୁ ଖସି ଯାଇଛନ୍ତି  ପେ, ତାଙ୍କୁ କେହି ବି ବାଟକୁ ଆଣିପାରିବନି! ଆର ଯିଏ ତାଙ୍କୁ ବାଟକୁ ଆଣିବା ପାଇଁ ଚେଷ୍ଟା  କରିବ ସେ ତାକୁ ମଧ ଅବାଟକୁ  ନେଇଯିବା

ସୋନିଆ ଭାବିଲା, ବେଢ଼ଶୁର ଆଉ ଶ୍ଵଶୁରଙ୍କ ପାଖରେ ଫେରାଦ ହେବ, ସେମାନେ ହୂଏତ କିଛି କରିପାରିବେ! ହେଲେ ସୋନିଆ ଯେତେବେଲେ ଢାଣିଲା ପେ, ସେମାନେ ସବୁକିଛି ଜାଣିଛନ୍ତି ସେତେବେଳେ ତା’ ପାଦତଳୁ  ମାଟି ଖସିଗଲା! ଶ୍ୱଶୁର ଜଗଦୀଶ ବାବୁ  କହିଲେ- ଅର୍ଜୁନ ଓ କୌଶଲ୍ୟାର ଖରାପ ସମ୍ପର୍କ ରହିଛି ବୋଲି ସେମାନେ ବହୁ  ଆଗରୁ ଢାଣିଥିଲେ  ସେମାନଙ୍କୁ ରୋକିବାକୁ ଚେଷାକରି ବିଫଳ ହୋଇଛନ୍ତି ! ଯଦି ସେମାନେ ଘରୁ ଚାଲିଯାଇ ବାହାରେ ସ୍ୱାମା ସ୍ତ୍ରୀ  ହୋଇ ରହିବେ ତା’ହେଲେ ଘରର ମାନ ସମାନ  ତଳେ ପଡ଼ିଯିବା ସେଥିଲା ଗି ମୁଁଚୁପ  ଅଛି! ଆଉ ନିଜ ସ୍ତ୍ରୀ କୁ  ବ୍ୟଭିଚାରିଣୀ  ଡୋଲି ଜାଣି ବି ଦିନେଶ ନୀରବ ରହିଛି! ଅର୍ଜୁନ କୁ  ଭଲ ବାଟକୁ  ଆଣିବା ପାଇଁ ଆମେ ତତେ ଘରକୁ ଆଣିଥଲୁ! ହେଲେ ସେଇଟା ବି ସଫଳ ହେଲା ନାହିଁ
ସୋନିଆର ଆଉ କିଛି ଶୁଣିବାର ନ ଥିଲା , ସେ ଜାଣି ନେଲା ଯେ  ଯେ, ସେ ଏଠିକି ବୋହୁ ହୋଇ ଆସିନାହିଁ ପେ ବଳି ପଡ଼ିବାକୁ ଆସିଛି! ସେ ଅନେକ ଚେଷ୍ଟା କଲା ସବୁକିଛି ଦ୍ଦେଖ୍ଅଣଦେଖା କରିଯିବ ! ହେଲେ ପାରିଲାନି କାରଣ ଆଗରୁ ଅର୍ଜୁନ ଓ କୌଶଲ୍ୟା ଲୁଚେଇ ଲୁଚେଇ  ସମର୍କ ରଖୁଥିଲେ ହେଲେ ଏବେ ସେମାନେ ଖୁଲମ୍ ଖୁଲା ସମ୍ପର୍କ ରଖ୍ ଲେ! ଏପରିକି ରାତିରେ ଅର୍ଜୁନ ସୋନିଆକୁ  ବେଡ଼ ରୂମରୁ  ବାହାର କରିଦେଉ ଥିଲା  ଆଉ ସେଠାରେ କୌଶଲ୍ୟା ରାତି ବିତେଇଲା !
ଏମିତି ଅନେକ ଦିନ ସହିଲା ସୋନିଆ! ହେଲେ ଦିନେ ମୁହଁ ଖୋଜିଲା! କହିଲା, ମୁଁ ଏବେ ପୋଲିସ୍ ରେ  ଅଭିଯୋଗ କରିବି! ତୂମ ସମସ୍ତଙ୍କୁ ଜେଲ୍ କୁ ପଠେଇବି ! ଏତିକି ଶୁଣିବା ପରେ ଅର୍ଜୁନର ରାଗ ମୁଣ୍ଡ ଉପରକୁ ବଢ଼ିଗଲା ! ଭାଉଜ ପ୍ରେମରେ ଅନ୍ଧ ଅର୍ଜୁନ ଯେମିତି ସ୍ତ୍ରୀ  ପାଇଁ ପାଲଟିଗଳ! ଯମ! ସେ  ବିଛଣାକୁ ଉଠିଆସି ନିର୍ଗାତ ପିଟିଲ! ସୋନିଆକୁ ! ଏପରିକି ତା’ ନାକ କାନରୁ ରକ୍ତ  ବୋହିବା ଆରମ୍ଭ କଲା ! ସେତିକିରେ ସନ୍ତୁଷ୍ଟ  ହେଲେ ନାହିଁ ସେମାନେ ! କୌଶଲ୍ୟା ବିଷ ନେଇ ଆସି ଢବରଦପ ପିଏଇ ଦେଲ! ପୋନିଆକୁ ! ଛଟପଟ୍ ହେଇ ମରିଗଲା ସୋନିଆ ପୋଲିସ୍ ଗିରଫ କଳ! ଉଭୟ ଅର୍ଜୁନ ଓ କୌଶଲ୍ୟାଙ୍କୁ ! କ୍ଷଣିକ ଉତେଜନା  ଆଊ ଅପରିଣାମଦଶିତା ଗୋଟେ ତମାମ ପରିବାରକୁ ଧ୍ଦୃ’ସ କରିଦେଲା

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...