Monday, 10 July 2017

ପଡି଼ଶା ଘରର ଗୀତା ଭାଉଜ





ରିତେଶ ଏବଂ ଗୀତା ପଡ଼ୋଶ! ଥିଲେ ! ବୟସରେ ଗୀତା ରିଡେଶଠାଚୂ ବତ ଥିଲା! ! ସେଥିଲାଗି ରିତେଶ ଗୀତାକୁ  ଭାଉଜ  ଟୋଲି ଡାକୁ ଥିଲା ! ସାଧାରଣତଃ ଭାଉଜ ଓ ବିଅରର ସମ୍ପର୍କ ଥଟ୍ଟା ମଜାର! ତେଣୁ ସେମାନଙ୍କମଧ୍ୟରେ ବେଶ୍ ଥଚ୍ଚ! ମଜା ହେଉ ଥିଲା!

ଗୀତାର ପରିବାର କହିଲେ ସ୍ବାମୀ ଇନ୍ଦ୍ର କୁ ମାର! ସେମାନଙ୍କର ଚାରୋଟି ପିଲା! ବଡ଼ଝିଅକୁ  ପନ୍ଦର ବର୍ଷ! ଅଳାହାବାଦର ଏକ ସହର; ଯେଉଁଠି ଗୀତା ତା’ର ପରିବାରକୁ ନେଇ ରହୃଥିଲା  ! ଇନ୍ଦ୍ର କୁ ମାର ତା’ଘରକୁ ଲାଗି ଏକ ଛୋଟ ଭେରାଇ ଟି ଷ୍ଟୋର  ଖୋଲିଥିଲା ! ସେଠାରେ ପନିପରିବାଠାଚୂ ଆରମ୍ଭକରି ପାନ, ଗୁଟ୍ ଖ! ପର୍ଯ୍ଯନ୍ତ ମିଳୁ ଥିଲା ! ରନ୍ଦ୍ରକୁମାର ଓ ଗୀତା ଦୁଇଜଣ ଦୋକାନଟିକୁ  ଚଳାଉ ଥିଲେ ! ଯେତେବେଳେ ରନ୍ଦ୍ରକୁମାର ରହୁ ନ ଥିଲା ’ ଜିନିଷପତ୍ର ଆଣିବା ପାଇଁ ଆଲାହାବାଦ ଚାଲିଯାରଥିଲା  ସେତେବେଳେ ଦୋକାନର ସବୁ ଭାର ପଡୁ ଥିଲା ଗୀତ! ଉପରେ!
ପଡ଼ିଶାଘରେ ରହୁ ଥିବା ରିତେଶ ବାହାହୋଇ ନ ଥିଲା  ସେ ଏଣୁତେଣୁ କାମ କରି ବେଶ୍ ଦି’ପଇସା ରୋଜଗାର କରିପାଚୂଥିଲା ! ସେ ଧୁମ୍ ଗୁଟ୍ ଖ!  ଟୋବାରଥିଲା ! ତେଣୁ ସେ ଗୁଟ୍ ଖ! କିଣିବାକୁ ରନ୍ଦ୍ରକୁମାର ଦୋକାନକୁ ଆସୂଥିଲା  ଗୀତା ସିନା ଚାରୋଟି ପିଲାର ମା’ ହୋଇଥିଲା ’ ହେଲେ ତା’ର ଯୌବନ ଥିଲା  ଅତୁଟା ତାକୁ  ଦ୍ଦେଖ୍ ଲେ   ଲାଗୁଥିଲା  ଯେମିତି ଗୀତା ଆଦୌ ମା’ ହୋଇନାହିଁ! ଅନ୍ୟପକ୍ଷରେ, ଗୀତା ଖୁବ୍ ଖୁଲମ୍ ଖୁଲୀ ଥିଲା  ! ପୁଣି ରିତେଶ ତା’ର ଦି ଅର ଲେଖା ହେଉଥ୍ ବାରୂ ସେ ବେଶ୍ ଖୁସୀ ମଜା ହେଉ ଥିଲା ! ଏମିତି ଲଗାତର କିଛିଦିନ ଚାଲିବା ପରେ ରିତେଶ ଭିତରେ ରୀତାକୁ  ନେଇ କିଛି ଅଜବ ଖ୍ଆଲ ବସା ବାନ୍ଧି ବାକୁ ଲାଗିଲା ! ଦିନକୁ ଦିନ ସେ ଗୀତା ଆଡକୁ ଆକୃଷ୍ଟ ହେବାରେ ଲାଗିଲା! ଗୀତାର ଯୌବନ ଜୁଡୁଟୁତୂ ଦେହକୁ ସେ ସ୍ଵପରେ ଢେଖୁଥିଲା! ଦିନେ ସେ ତା’ ମନକଥା ତା’ର ଜଣେ ସାଙ୍ଗ କୁ  କହିଲା ତ ସାଙ୍ଗ ଜଣକ ତାକୁ କହିଲା- “ଆରେ ୟାର’ ପଡ଼ିଶାଘରର ଭାଉଜମାନେ ଜଣେ ଜଣେ ଶିକାରୀ! ଆଉ ସେମାନଙ୍କର ଶିକାର ହେଉଛି ତେ! ମେ! ଭଳି ଲେଖାପୋଖା ଦିଅରମାଜେ ! ପ୍ରଥମତଃ ସେମାନଙ୍କର କର୍ମଖୋର ସ୍ୱାମୀ ମାନେ ସେମାନଙ୍କୁ ସମୟ ଦିଅଚ୍ଚିନାହିଁ! ଏମିତିକି ସେମାନଙ୍କ ସହିତ ହସଖୁସି କରିବ! ପାଇଁ ବି ଦିନମ!ନଙ୍କର ବେଳ ନ ଥାଏ! ସେଥିଲା ଗି ସେମାନେ ଆମ ଭଳି  ନୂଆନୂଆ ଯୁକେମାନଳୁ ନେଇ ସେମାନଙ୍କ ମନର ଓରିମାନ ମେଣ୍ଢେଏଇ ଥାନ୍ତି ! ଦ୍ୱିତୀୟତଃ- ସେମାନେ ଜାଣନ୍ତି  ଆମର ବୟସ ଯାହା ଆମେମାନେ ସେମାନଙ୍କ କଥ !ରେ ଚଟ୍କିନା  ପ’ସିଯିବ! ! ଖାଲି ଫସିବାନି ସେମାନଙ୍କର ସବୁ କାମ କରିବାକୁ ରାଜି ହୋଇଯିବା! ତେବେ ତୂ ଖାଲି ଦେଖ୍, ତୋର ସେର ର1ତା ଭାଉଜ ତତେ ଜେଉଁ ପର୍ଯ୍ଯନ୍ତ ତା’ର ନିଜର କଚୂଛି! ହଁ, ଆଉ ଗୋଟେ କଥା ମନେର ଖ୍ ବୁ ଏ ଧରଣର ଭାଉଜମାନେ ମୁହଁ ଖୋଲି କିଛି କହନ୍ତି ନି କି କହିବେ  ମଧ୍ୟ ନାହିଁ! ସବୁ ତୁ କରିଦୁ! ଆଉ ସେମାନେ ସବୁକଥାରେ ରାଜି ହେବ ’ ! ତୁ କେବଳ  ସାହସ ବାନ୍ଧି ଲେ ହେଲା

ସାଙ୍ଗ ଠାରୁ ଏଭଳି ପରାମର୍ଶ ପାଇବା ପରେ ରିତେଶ ଆହୁରି ସ୍ଵପ ଦେଖ୍ ବାକୃ ଲାଗିଲା! ବାସ୍ତବରେ ଗୀତା ମନରେ କ’ଣ ଅଛି ଜାଣିବା ତା’ର ପ୍ରଥମ କାମ ଥିଲା ! ଯଦି ସେ ଯାହା ଭାବୁଛି ଠିକ୍ ସେଇକଥା ଗୀତା ଭାଚୂଥ୍ ବ ତା’ହେଲେ କିଛି ଅସୁବିଧା ନାହିଁ! ସଚୂଠିକ୍ ଠାକ୍ ହୋଇଯିବ ଏହା ଭାବି ସେ ଏବେ ରନ୍ଦ୍ରକୁ ମାର ଦୋକାନକୁ ଯିବାର ମାତ୍ରା ବଢ଼େଇନ୍ଦେଲା! ଆଗରୁ ଯେତେଥର ଯାଉଥିଲା  ଏବେ ତିନିବାରିଥର ଅଧ୍ କ ଗଲା! ପୁଣି ଯେତେବେଳେ ଇନ୍ଦ୍ରକୁ ମାର ରହୁ ନ ଥିଲା  ସେତେବେନେ ସେ ନିଶ୍ଚିତ ଯାଉଥିଲା ! ଖାଲି ଯାଉ ନ ଥିଲା  ; ଗୀତା ସହିତ ଥଟା ମଜା ହେଉଥିଲା ! ଥଚ୍ଚାମଚ୍ଚା କରିବା ବାହାନାରେ ନିଜର ମନକଥା କକ୍ଷିବାକୁ ଚେଷ୍ଟା କରୁ ଥିଲା  ଏବଂ ତାକୁ ପ୍ରଲୋଭିତ କରିବାକୁ  ମଧ୍ୟ ଚେଷ୍ଟା କରୁ ଥିଲା

ସାଧାରଣତଃ ନାରୀମାନଙ୍କର ଏକ ସିକ୍ସଥ ସେନ୍ସ ଥାଏ ; ଯାହା ବଳରେ ନାରୀଟେ ସହଜରେ ପୁରୁଷର ମନକଥା ଜାଣିପାରେ! ଏହି ଦୃଷ୍ଟିଜୋଣରୁ ’ଚିଚାର କଲେ ଗୀତାକୁ ରିତେଶର ମନକଥା ପଢ଼ିବା ପାଇଁ ବେଶି ସମୟ ଲାଗି ନ ଥିଲା ! ପୁଣି ରିତେଶର ମନୋଭାବ ପଢ଼ିନେବା ପରେ ସେ, ଗୀତା ରାଗିଗଲା ! ଅଥବା ରିତେଶକୁ ଗୋଟେ ଅଭଦ୍ର, ପରଭର୍ଟ ଟୋଲି ଭାବିଲା ସେକଥା ଆଦୌ ନୁହେଁ ଓଲଟି ଲୁତେଇ ଲୁବେଇ ଲାଜରେ ଝାଉଁଳି ପଡିଲା! କେମିତି ଗୋଟେ ଅଭୁତ ଆନନ୍ଦରେ ସେ ଶିହରିତ ହେବାକୁ ଲାଗିଲା ! ତାକୁଲାଗିଲା ସେ ଯେମିତି ଏବେ ଏବେ ‘ସୂଇଟ୍ ସିକ୍ସଟିନ୍’ଚୁଁହିଛି! ସେ ଯେ ଚାରିଟା ପିଲାର ମା’ କିମ୍ବା ତା’ ବଡ ଝିଅକୁ ଆଉ  ଦିନ କଇଟା ପରେ ପନ୍ଦର ପୁରୀ ଷୋହଳ   ଚାଲିବ ସେକଥା ସେ ଚିଲ୍ କୂଲ ଭୁଲି ଗଲା! ସେ ଭାବିଲା, ତା’ହେଲେ ତା’ ଦେହରେ ଏତେ ଯୌବନ ଅଛି ଯାହା ଗୋଟେ କୋଡ଼ିଏ ବାଇଶ ବର୍ଷର ନବଯୁବକକୁ ତା’ ଆଡ଼କୁ ଆକର୍ଷିତ କରିପାରୁଛି!

ଏଥ୍ ସହିତ ତା’ ମନ ଇନ୍ଦ୍ରକୁମାର   ପ୍ରତି ବିଦ୍ବେଷ ରେ   ରେ  ଭରିଗଲା! ସେ ଭାବିଲା, ତା’ ସ୍ବାମୀଟା ଆଖ୍ ଥାଇ ବି ଅନ୍ଧ! ନା ସେ ତା’ ଦ୍ଦେହକୁ ଦ୍ଦେଖ୍ ପାରୂଛି ନା ତା’ ଦେହରେ ଢେଉ ଭାଙ୍ଗୁଥ୍ ବା ଯୌବନକୃ ! ଲାଗୁଛି, ଇନ୍ଦ୍ରକୃମାରଟା ଚୂଡ଼ା ହୋଇଗଲାଣି! ତା’ ମନ ଭଳି ତା’ ଦେହଟା ଫମ୍ପା ହୋଇଗଲାଣି! ନା ସେଠି ଆବେଗ ଅଛି ନା ପ୍ରେମ ! ଏଇ ରିତେଶ ଠୁସେ ଭଲା କିଛି ଜ୍ଞାନ ନି ଅନ୍ତା

ଗୀତା ବୁଝିଗଲ! ରିତେଶ ମନକଥା! ଆଉ ବୁଝିଗଲ! ପରେ ସେ ଟିକିଏ ବି ଅପ୍ରସ୍ତୁତ ଅନୁଭବ କଲା ନାହିଁ! କାରଣ ରିତେଶ ଯାହା ଚାହୁଁଥିଲା  ଗୀତା ତାକୁ ଠିକ୍ ସେ  ଇଆ ଦେବାକୁ ପ୍ରସ୍ତୁତ ଥିଲା ଏବେ କେବଳ ଦୁଇଜଣ ଅପେକ୍ଷା କଲ୍ଲେ କେବେ ସେହ ମାଦ୍ଦେନ୍ଦ୍ର ବେଳା  ଆସବ ଯେତେବେଳେ ଦୁହେଁ ଦୁହିଁଙ୍କୁ ଏକାନ୍ତରେ ପାଇ ନିଜ ନିଜକୁ  ଧନ୍ୟ ମନେଳରିବେ!
ଆସିଲା ହୋଲି! ହୋଲି ଏମିତି ଗୋଟେ ପର୍ବ ଯିଏ ଯାହା କଲେ ବି କିଛି ମନେକରାଯାଏ ନା! ସେଥିଲା ଗି ସମସ୍ତେ କହନ୍ତି - ଦୁର! ନମାଜୋ ; ହୋଲି ହୈ!
ଗୀତା ଭାଚୂଥିଲା ’ ରିତେଶ ଏଇ ହୋଲିପର୍ଚ ଆଳରେ ତା’ ନିକଟକୁ ଆସନ୍ତା ସିନା! ଠିକ୍ ସେଇଆ ଭାଚୂଥିଲା  ରୀ ତେଶ ! ସେ ନିଜେ ଗୁଠଖା ! କିଣିବା ବାହାନାରେ ଯାଇ ପହଞ୍ ଲା ଇନ୍ଦ୍ରକୁ ମାର ଦୋକାନରେ ! ଇନ୍ଦ୍ରକୁ ମାର ନ ଥିଲା ! ଆଲାହାବାଦ ଯାଇଥିଲା  ସଉଦା କିଣିବା ପାଇଁ
ରିତେଶ କହିଲା- “ଭାଉଜ! ହୋଲି  ଆସୁଛି! ଜାଣିଛ ନା ନାହିଁ!” ଗୀତା କହିଲୀ- “ହୋଲି ଆସିଛି ଟୋଲି ଜାଣିଛି! ଆଉ ବୁମ ଭଳି ବିଅରମାନେ ହୋଲି ଥାକରେ ଆମ ଭଳି ଭାଉକମାନକୁ  କିଭଳି ହଇରାଣ ହରକତ କରଛି ସେକଥା ବି ଜାଣିଛି!” ରି6ଶେ ଆଖ୍ ନଚେ ଇ କହିଲା- “କାହିଁକି ତୁମକୁ କ’ଣ ଆମ ଭଳି ଦି ଅରଙ୍କ  ହରକତ ଖୁସୀ ଲାରେନି କି?” ଗୀତା ମୁହଁ ମୋଡିଲା! କହିଲା- “ଆଗ ହରକତ କର ! ତା’ପରେ ସିନା କହିବି ତୁମ ହରକତ ଖୁସୀ ଦେଉଛି କି କଷ୍ଟ ଦେଉଛି!” ରିତେଶ କହିଲା- “କଷ୍ଟ ହେଲେ ବି କିଛି କହିପାରିବନି! କାହିଁକି ନା ହୋଲି ପଗା !” ଗୀତା କହିଲା- “ହଊ’ ଆଗ ମୁଁଜାଣେ ମୋ ଦିଅର କଥାରେ ସିଂହ ନା କାମରେ ସିଂହ!”

ରିତେଶ ପାଇଁ ଏହା ଥିଲା  ଏକ ଆଦ୍ୱାନା ପୁଣି ଗୀତା ତାକୁ ସିଧାସଳଖ ଆମନ୍ତ୍ରଣ ବି କରି ଦେଲା ! ନକହି ନ କହି କହିଦେଲା ଯେ, ସେ ହୋ^ଲି ଦିନକୁ ପ୍ରସ୍ତୁତ  ! ଖାଲିରିତେଶ ସାହସ କଲେ  ହେଲା !ରିତେଶ ବି ନଚ୍ଚକୁ ପ୍ରସ୍ତୁତ କରିନେଲା  ହୋଲି ଦିନକୁ  ! ତା ର ଏତେ ଦିନ  ଓରମାନ  ମେଣ୍ଟିବ,  ସେ ପ୍ରଥମଥର ପାଇଁ ନିଷିଦ୍ଧ ଫଳ ଖାଇବା
ପହଞ୍ ଲା ହୋଲି! ହୋଲି ଗୀତର  ମୃଛିନାରେ ଚାରିଆଡ କମ୍ପି  ଉଠିଲା! ରଙ୍ଗ ଧରି ରିତେଶ ପହଞ୍ଚିଲା ଇନ୍ଦ୍ରକୁମାର ଘରେ! ଇନ୍ଦ୍ରକୁମାର ଦୁଇଟା ଲିକର ଚଟଲ ଧରି ବସିଥିଲା ! ଗୋଟିକରୁ ସେଅଧାରୁ ଅଧିକ ଶେଷ କରିଦେଇଥିଲା ! ତାଳୁ ଦେଖୁଦେଖୁ ଚିହିକି ଉଠିଲା କହିଲା - “ଆଜି ହୋଲି! ମୁଁଲିକର ଖୋଲି ବସିଛି ପାର୍ଟି କରିବା ପାଇଁ! ଅଥଚ ତୂ ଏତେ ଡେରିରେ ଆସୂଛୁ?”ରିତେଶ ଦେଖ୍ ଲା ପାଖରେ ବସି ଗୀତା ମୁରୂକି ମୁରୂକି ହସୁଛି ଓ ତାକୁ ଆଖ୍ ରେ ତୀର ମାରି ପାଇଲା କରୂଛି! ରିତେଶ ଦେଖ୍ ଲା, ଏଠୁ ଯେତେଶୀଘ୍ର ସମ୍ଭବ ଇନ୍ଦ୍ରକୁ   ଦୂର କରିବାକୁ ହେବ! ସେମାନେ ସାଥ୍ ହୋଇ ଲିକର  ପିଇଲେ! ଇନ୍ଦ୍ରକୁ ମାରର ଅନ୍ୟ ସାଙ୍ଗମାନେ ଆସି ପହଂଚି ଗଲେ ଓ ତାକୁ  ସେଠାରୁ ଡାକି ନେଇଗଲେ

ଘରେ କେବଳ ରିତେଶ ଓ ଗୀତ! ପିଲାମାନେ ସମସ୍ତେ ବାହାରେ ହୋଲି ଖେଳିବାରେ ବ୍ୟସ୍ତ  ଥିଲେ ରିତେଶ ଗୀତା ନିକଟରେ ପହଂଚିଲା! କହିଲା-“ଭାଉଚ୍ଚ! କ୍’ଣ ହୋଲି ଖେଳ ସରିଗଲାଣି ?” ଗୀତ! କହିରା- “’.’ହଁ ସରିବନି କାହିଁକି? ତୁମ ଭଳି ଅଳସୁଆ ବିଅରଟେ ଯାହାର ଅଛି ସେ କ’ଣ ଏତେବେଳ ଯାଏ ହୋଲି ନ ଖେଳି ରହିଛି!” ରିଚେଶ ଆଉ ତେରି କ ଲାନି! ଜାବୁଡ଼ି ଧରିଲା ଗୀତକୁ  ସାରା ଦେହରେ ବୋ ଳିଦେଲା ରଙ୍ଗ ଅବିର ! କହିଲା- “ଏବେ ହେଲା ତ !” ଗୀତା ହସିଦ୍ଦେଲା
ଆଉ ଆଖ୍ କୂ ନଦେଇ କହିଲା- “ଦିଅରମାଜେ ଏଇ ରଙ୍ଗ ବୋଳନ୍ତି !” ବିଦେଶ ଯେମିତି ଗୀତାର ଏଇକଥୀକୁ  ଅପେକ୍ଷା କରିଥିଲା ! ତୁରନ୍ତ ତାକୁ ସେ ନିଜର ବୁଇବାହୁରେ ତୋଳିଧରିଲା ଓ ଗୀତାର ବେଡ଼ ରୁମ କୁ  ନେ ଇଗଲା! ଗୀତା ଧୀର କଣ୍ଠରେ କହିଲୀ- “ଆରେ କବାଟ ଝର୍ଜା ସବୁ ଖୋଲା ଅଛି! କିଏ ଯଦି କେତେବେଳେ ପଶିଆସିବ? ଆଗ କବାଟ ଝର୍କ! ତ ବନ୍ଦ କର !” ଗୀତାର ଓଠରେ ଏକ ଚୂମ୍ବନ ଆଙ୍କି ଦ୍ଦେଇ ରିତେଶ କହିଲା- “ଗୀତା ଡାର୍ଲିଂଗ ! କବାଟ କିଳିଦ୍ଦେରେ ଅସୁବିଧା ହେଇଯିବା ଯିଏ ନାହିଁ ସିଏ ସନ୍ଦେହ କରିବା ତୁମେ ଭୟ କରନି! କେହି ଆସିବେନି କି କେହି ନ୍ଦେଖ୍ ବେ ନି!”’

ଅଚିରରେ ନୁହେଁ ; ଦୁହେଁ ପ୍ରେମର ରଙ୍ଗରେ ହୋଲି ଖେଳିରେ ! ଆର ଗୀତା ଜାଣି ଲା  ରିତେଶ ଭିତରେ ହିଁ ତା ଯୌବନର ଭୋକ କୁ ମେଣ୍ଢେଇଲା! ସେ ସେହି ମୁହୁର୍ଭଗେ ରିତେଶର ଏକ ଫ୍ୟାନ  ବନି ଗଲା! ଅପରପଷେ’ ଆଦୌ ଯୌବନର ସ୍ବାଦ ପାର ନ ଥିବା  ରିତେଶ ପାଇଁ ସେ ହୋଲି ଥିଲା  ଏକ ଅଭୁଲା ହୋଲି!

ତା’ ପରଠୁ ସଚରାଚର ଯାହା ହୁଏ ସେଇଆ ହେଲା! ଗୀତା ଓ ରିତେଶ କେହି କାହାରିକୁ ଏକୁଟିଆ ଛାଡ଼ି ରହିପାରିଲେ ନାହିଁ ! ସୁଯୋଗ ପାଇବା ମାତ୍ରେ ସେମାନେ ପାଗନଙ୍କ ଭଳି ପରସରକୁ ରପଭୋଗ କରିବାକୁ ଲାଗିଲେ! ପୁଣି ସେମାନଙ୍କର କଥାବାର୍ଜାର ତରିକା  ମଧ୍ୟ ବଦଳିଗଲା ଶୁଣିଲେ ଲାଗୃଥିଲା ’ ସେମାନେ ଦିଅର ଭାରତ ନୂହନ୍ତି  ଯେମିତି ପ୍ରେମିକ ପ୍ରେମିକା ! ପ୍ରଥମେ ପ୍ରଥମେ ଇନ୍ଦ୍ରକୁ ମାରକୁ  ଏସବୁ ଠିକ୍ ଠାକ୍ ଲାଗୁଥଲା! ହେଲେ କିଛିଦିନ ପରେ ତା’ କାନକୁ ଖଟ୍ କା ଲାଗିବ! ଆରମ୍ଭ କଲୀ! ସେ ଗୀତାକୁ  ଆକଟ କଲା   ତ ଗୀତା କହିରା- “କିଛି ତ କରିପାରିବନି!ଖାଲି ଏଣୁତେଣୁ ଭାବିବା ରିଚ୍ଚଶେ ଇଲପିଲୀ! ସେ ମୋ ଦିଅର ଭଳି


ହେଲେ ଇନ୍ଦ୍ରକୁ ମାର ର  ଆଶଙ୍କ! ଦିନେ ସତ ହେଲା ଯେଉଁଦିନ ସେ ଘରକୁ ଫେରି ଗୀତା ଓ ନିଃଶେକୁ  ଅତ୍ଯନ୍ତ ଆପରିଚ୍ଚନକ ଅବସ୍ଥାରେ ଆବିଷାର କଲା! ପ୍ରଥମେ ତ ନିଜ ଆଖ୍କୂ ବିଶ୍ବାସ କରିପାରିଲାନି ସେ! ରିତେଶ ଓ ଗୀତାକୁ  ମାଡ଼ ମାରିଲା! ଉଭୟେ କ୍ଷମା ମାଗିଲେ! ଗୀତା କହିଲା- “ଆଉ ଭୁଲ୍ ହେବନି!” ହେଲେ ଏହା ଏମିତି ଏକ ଭୂଲ୍ ଯାହା କେବେ ବି ଠିକ୍ ହୁଏନା! ସେମାନେ ଏମିତି ପାଗଳ ହୋଭଯାଭଥିଲେ  ଯେ, କେହି କାହାକୁ ଛାତି ପାରିଲେ ନାହିଁ! ପୁଣି ଭଭୟଙ୍କ ପ୍ରେମ ଭଭୟକୁ ଏମିତି ଦୁଃସାହସ! କରିଦେଲା ପେ, ଆଭ ସେମାନେ ଲୁଚାଚୋରା ରେ  କିଛି କଲେ ନାହିଁ! ସବୁକାମ ଖୁଲମ୍ ଖୁଲା କରିବା ଆରମ୍ଭ କରିଦେଲେ! ଇନ୍ଦ୍ରକୁ ଯାର ଦ୍ଦେଖ୍ ଲା, ଆଭ ଏମାନଙ୍କୁ ରୋକିବ! ସମ୍ଭବ ନୁହେଁ! ପୁଣି ସେ ଏକ ପୁରୁଷ ହୋଇ ତା’ ସ୍ତ୍ରୀ    ର  ପାପକୁ ବଭଦାସ୍ତ କରିବା ଅବସ୍ଥାରେ ନ ଥିଲା!    ! ନିଷ୍ପତି ନେଲା ସେମାନଙ୍କୁ  ମାରିବେବ!
ଯୋଜନ! କରି ସେ ରିତେଶ ସହିତ ବନ୍ଧୁତା ସ୍ଥାପନ କଲା! ସେମାନକୁ ନିଜ ବେଟ୍ଚୂମ୍ରେ ମିଳିତ ହେବାର ବନ୍ଦୋବସ୍ତ କରିଦେଲା! ଉଭୟ ଗୀତା ଏବଂ ରିରେଶ ଭାବିଲେ, ନାଚାର ଇନ୍ଦ୍ରକୁ ମାର ପରିସ୍ଥିତି ନିକଟରେ ମୁଣ୍ଡ ନୂଏଇଁ ଦେ ଲା! ହେରେ ପ୍ରତିଶୋଧ ଅପେକ୍ଷାରେ ଥିଲା  ଇନ୍ଦ୍ରକୁ ମାର ଖାଇବାରେ ନିଶା ମିଶେଇ ଭଭୟକୁ ବେହୋସ କରିଦେଲା ଓ ସେମାନଙ୍କର ବେକ   କାଟି ହତ୍ୟାକଲା! ନିଜ ତରଫରୁ  ପୋଲିସ ଫୋର ଆତ୍ମସମର୍ପଣ୍ଠ କଲା ରନ୍ଦ୍ରକୁମାର କହିଲୀ-ମୁ ତାଙ୍କୁ  କେବଳ ପ୍ରତିଶୋଧ ପାଇଁ ମାରିଛି! ମୋତେ ଗିରଫ କରାଯାଉ ! ଫାଶୀ ବି ଦିଆଯାଉ

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...