ଏ କାହାଣ1ର ତିନି ଚରିତ୍ର!
ଚରିତ୍ର ନ....୧ : ଜ୍ଞାନେଶ୍ୱର ଗ୍ୟାନୋର ଜ୍ଞାନେଶ୍ୱର ଜଣେ ସଚୋଟ ତଥା ଷ୍ଟ୍ରିକ୍ଟ ଟ ପୋଲିସ ଅଫିସର! ସେ କର୍ଭବ୍ୟ ରେ କେବେ ବି ଅବହେଳା କର ନ୍ତି ନାହିଁ! ବମ୍ବେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ହେଉ କି ଶିନାବୋରା ହତ୍ୟାକାଣ୍ଡ ଏସଚୂ କୁ ସେ ଖୁବ୍ ନିଷ୍ଠାର ସହିତ ସମ୍ପାଦନ କରିଛ ନ୍ତି ! ସେଥିଲା ଗି ପୋଲିସ ତଥା ଅପରାଧୀ ମହଲରେ ଜ୍ଞାନେଶ୍ଵର ଗ୍ୟାନୋର ଙ୍କର ଏକ ସ୍ଵତନ୍ତ ପରିଚୟ ରହିଛି!
ଚରିତ୍ର ନଂ.-୨ :
ଦୀପାଳି ଗ୍ୟାନୋର ! ଦୀପାଳି ଗ୍ୟାନୋର ହେଉଛି ଜ୍ଞାନେଶ୍ୱର ଗ୍ୟାନୋର ଙ୍କ ସ୍ତ୍ରୀ ! ସୁନ୍ଦରୀ! ସ୍ନାର୍ଟା ଉଚ୍ଚାଭିଳାଷା! ସ୍ବାମୀଙ୍କ ଭଳି ସେ ବି ଖୁବ୍ କର୍ଭବ୍ଯନିଷ୍ଠୀ ଖୁବ୍ ଡିସିପ୍ଳିଣ୍ଡ ସେ ଜଣେ ସଜୋଟ ପୋଲିସ ଅଫିସରଙ୍କ ସ୍ତ୍ରୀ ! ତେଣୁ ସେ ବା କାହିଁକି ଷ୍ଟ୍ରିକ୍ଟ ହେବନି! ଡିସିପ୍ଳିଣ୍ଡ ହେବନାହିଁ ବ୍ଦୀପାଳିଭାବେ ପିଲାମାନଙ୍କ ଭବିଷ୍ୟତ ବାପମା’ଙ୍କ ହାତରେ ! ସେମାନେ ଯେମିତି ଗଢିବେ ପିଲାମାନେ ଠିକ୍ ସେମିତି ହେବେ! ସେଥିଲା ଗି ପିଲାମାନକୁ କଠୋର ଶୃଙ୍ଖଳା ମଧ୍ୟ ରେ ରଖାଯିବା ଆବଶ୍ୟକ! ଯେଉଁ ମୁହୁର୍ଭରେ ଶୃଙ୍ଖଳାରେ ଢିଲା ହୋଇଯିବ ସେହି ମୁହୁର୍ଭରେ ଜାଣ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଗଲା!
ଚରିତ୍ର ନଂ’-୩ : ସିଦ୍ଧାନ୍ତ ଗ୍ୟାନୋର! ସିଦ୍ଧାନ୍ତ
ଏହି କାହାଣୀର ତୃତୀୟ ତଥା ଶେଷତମ ତରିତ୍ର ହେଲେ ସୁଦ୍ଧା ସବୁଠୁ ଗୁ ରୁ ତ୍ଵପୂର୍ଣ୍ଣ! ଜ୍ଞାନେଶ୍ଵର ଏବଂ ଦୀପାଳି ର ଏକମାତ୍ର ସନ୍ତାନ ସିଦ୍ଧାନ୍ତ! ତେବେ ତା’ର ଦୁର୍ଜାଗ୍ୟ ଯେ, ସେ ହେଉଛି ଦୁଇଜଣ ଷ୍ଟ୍ରିକ୍ଟ ପିତାମାତାଙ୍କର ପୁଅ! ଅନ୍ୟ ପିଲାଙ୍କ ପରି ତା’ର ଭାଗ୍ୟ ନୁହେଁ ! ତା’ ଚାରିପଟେ ଶୃଙ୍ଖଳା ଆଉ ଅନୁଶାସନ! ସେ ନିଜ ଇଚ୍ଛାରେ ଖେଳିପାରେନା! ନିଜ ଇଚ୍ଛାରେ ଖାଇ ପାରେନା ! ନିଜ ଇଚ୍ଛାରେ କାହା ସହ କଥା ହେରପାରେନା ! ଏମିତିକି ନିଜ ଇଚ୍ଛାରେ ଟିଭିରେ ଚ୍ୟାନେଲ ରେଞ୍ଜ କରିପାରେନା ! ଜ୍ଞାଜେଶ୍ୱର ଜଣେ ପୋଲିସ ଅଫିସର ହୋଇଥିବାରୁ ସେ ବେଶି ସମୟ ସିଦ୍ଧାନ୍ତକୁ ଦେଇ ପାରନ୍ତି ନି! ତେବେ ତା’ ଚାରିପାଖରେ ଛାଇ ପରି ଲାଗି ରହିଥା ନ୍ତି ଦୀପାଳି ତା’ର ମା’ ! ଦୀପାଳି ତା’ର ମା’ ହେଲେ ବି ସେ ତାଙ୍କ ଆଖି ରୁ ମା’ର ମମତା ବେଖି ପାରେନାହିଁ! ସିଦ୍ଧାନ୍ତ ଭାଟୁଥାଏ’ ବାପା ତ କାମରେ ରହିଲେ! ମା’ ହାତରେ ତା’ ଜୀବନର ରିମୋଟ୍ କକ୍ରୋଲ ! ସେ ଗୋଟେ କାଠ କଣ୍ଢେଇ ! ଡୋର ଅଛି ମା’ ହାତରେ ସେ ଯେମିତି ନତେଇବ ମୁଁ ସେମିତି ନାଚିବି! ମୋର ଆଉ ଚାରା କ’ଣ
ଯେଉଁଦିନ ସିଦ୍ଧାନ୍ତ ଜନ୍ମହେଲା ସେଦିନ ଦୀପାଳି ତାକୁ ହାତରେ ଧରି କହିଲା- ଜାଣ ଜ୍ଞାବେଷ୍ପର! ଲୋକମାନେ ସେମାନଙ୍କ ପିଲାଳୁ ସଫଳ କରିବାକୁ ସ୍ବପ୍ନ ଚେଖ ନ୍ତି ! ମୁଁ କିନ୍ତୁ ସ୍ଵପ ଦେଖି ବିନି ସିଦ୍ଧାନ୍ତକୁ ସଫଳ କରିଦ୍ଦେଖେଇବି! ମୁଁ ତାକୁ ଯେମିତି ଚାହିଁବି ଠିକ୍ ସେମିତି ଗଢିବି ! ପାଠ ପଢ଼ିବା ବୟସ ହେବାରୁ ଦୀପାଳି ତାଳୁ ଗୋଟିଏ ବୋର୍ଡିଙ୍ଗ ସ୍କୁଲ୍ ରେ ଭରି କରିଦେଲେ! ଗୋଟିଏ ପୁଅ ହୋଇ ଥିବା ରୁ ତାକୁ ବୋର୍ଡିଙ୍ଗ ରେ ଛାଡ଼ିବାକୁଜ୍ଞାନେଶ୍ଵରଙ୍କ ଇଚ୍ଛ! ନ ଥିଲା ! ହେଲେ ଦୀପାଳି ତାକୁ ଦୁଝେଇଦ୍ଦେଲା- ମେ! ପୁଅକୁ ମୁଁ କେମିତି ଗଢ଼ିବି ସେକଥା ମୁଁଜାଣେ ! ତୁମେ ତୁମ କାମକୁ ନିଷ୍ଠାର ସହିତ ପାଳନ କର ! ’
!ଜ୍ଞାନେଶ୍ଵର ଚୂଫ୍ ରହିଲେ ସିଦ୍ଧାନ୍ତକୁ ବୋର୍ଡିଙ୍ଗରେ ଭରି କରିଦେବା ପରେ ଦୀପାଳି ଭାବିଲା, ସେ କ’ଣ ପାଇଁ ବସିବ ! ସେ ତା’ର ବାକିଥିବା ସ୍ବପ୍ନ କୁ ପୁରା କରିଦେବ ! ସେ ଜ୍ଞାନେଶ୍ୱରକୁ କହିଲା- ‘ମୁଁ ଲଣ୍ଡନ ଯାଇ ଲ’ କରିବାକୁ ଚାହେଁ !’ ଜ୍ଞାନେଶ୍ଵର କହିଲେ- ଲ’ କର ମନା ନାହିଁ! ହେଲେ ସେଥିଲା ଗି ଲଣ୍ଡନ ଯିବା କ’ଣ ଦରକାର ? ଆମ ଇଶ୍ଚିଆରେ କ’ଣ କିଛି କମ୍ ଭଲ ଲ’ କଲେଜ ଅଛ !” ଦୀପାଳି କହିଲା- ଦେଖ, ଲଣ୍ଡନ ଯାଇ ଲ’ କରିବା ମୋର ଏକ ବହୁ ଦିନର ସ୍ବପ୍ ତା’ଛଡ଼ା ତୁମେ ତ ତୁମ କାମରେ! ପୁଅ ବୋର୍ଡିଙ୍ଗ’ରେ! ମୁଁଏଠି ବସି କ’ଣ କରିବି!’ ଜ୍ଞାକେଶ୍ୱର କହିଲେ- ‘ଠିକ୍ ଅଛି! ତୁମେ ଯାହା ଚାହୁଁଛ କର ଲଣ୍ଡନ ଚାଲିଗଲା ଦୀପାଳି! ସିଦ୍ଧାନ୍ତ ରହିଲା ବୋର୍ଡିଙ୍ଗରେ! ଏକୁଟିଆ ରହିବାକୁ ହୋଇଥିଲା ଜ୍ଞାନେଶ୍ଵରକୁ! ତାକର ଆଉ କିଛି କାମ ନ ଥିଲା ! ଗୋତିଏ କାମ- ଚାକିରି କରିବେ ଓ ମା’ ପୁଅକୁ ଟଙ୍କ! ଯୋଗେ ଇବେ! ଏମିତି ଚାଲିଲା! ଦୀପାଳି ଲଣ୍ଡନରୁ ଲ’ ସାରି ଫେରିଆସିଲା ! ସିଦ୍ଧାନ୍ତ ବି ଷ୍ଟାଣ୍ଡାର୍ଡ-ଚେନ୍ ପରୀକ୍ଷା ଦେଇ ଘରକୁଆସିଲ! କାରଣ ବୋର୍ଡିଙ୍ଗରେ ତା’ଠାରୁ ଆଗକୁ ଆଉ କିଛି ନ ଥିଲା ! ପରୀକ୍ଷା ରେଚ୍ଚଲ୍ ବାହାରିଲା! ୯୦ ପ୍ରତିଶତ ମାର୍କ ରଖି ଥ୍ଲା ସିଦ୍ଧାନ୍ତ! ସିଦ୍ଧାନ୍ତର ମାର୍କଶିଟ୍ ଦେଖୁଦେଖୁ ରକ୍ତଚାପ ବଢ଼ିଗଲା ଦୀପାଳିର! ସେ ମୁଣ୍ଡରେ ହାତଦ୍ଦେଇ ବସି ପଡ଼ିଲା! ଗର୍ଜନ କରି କହିଲା- ୯0 ପ୍ରତିଶତ କ’ଣ ଗୋଟେ ମାର୍କ! ତୁ ଏଇ ମାର୍କ ନେଇ କୋଉଠିକି ଯିବୁ! କାହାକୁ ଦ୍ଦେଖେଇଚୂ? ଦୀପାଳି ଭ୍ୟାନୋର୍ର ପୁଅ ମୋଟେ ୯ଠପ୍ରତିଶତ ମାର୍କ ରଖି ଛି - ଏକଥା ପ୍ରଚାର ହେଇଗଲେ ମୁଁ ମୁଣ୍ଡ ଟେକି ଚାଲିପାରିବି ତ ଜ୍ଞାନେଶ୍ୱଗ କହିଲେ- ‘ଦେଖ ଦୀପାଳି, ଏଥ୍ ରେ ଏଭଳି ବିବ୍ରତ ହେବାରେ କିଛି ନାହିଁ! ତା’ଛଡ଼ା ସିଦ୍ଧାନ୍ତ ତ ବଡ଼ ହେଲାଣି! ତ!’ ଭବିଷ୍ୟତ କଥ! ଏବେ ତା’ଉପରେ ଛାଡି ଦିଅ !’ ଜ୍ଞାନେଶ୍ଵରଙ୍କ କଥା ଶୁଣି ଚିହିଁକି ଉଠିଲା ଦୀପାଳି! କହିଲା- ‘ତୁମେ ଚୂଫ୍ କର! ସିଏ କ’ଣ ତା’ ଭବିଷ୍ୟତ ବିଷୟରେ ଳିଷ୍ପରି ନେବ! ସେ କିଷ୍ପରି ନେକି ମୁଁ!’ ଜ୍ଞାନେଶ୍ୱର ଜାଣିଥିଲେ – ଦୀପାଳି ହେଉଛି ଗୋଟେ ଜିଦ୍ଖୋର ସ୍ତ୍ରୀ ! ସେ ଆଉ କାହା କଥା ଶୁଣିବକି! ତେଣୁ ସେ ଚୂଫ୍ ରହିଲେ!
ଦୀପାଳି ସିଦ୍ଧାନ୍ତକୁ ନେଇ ଏକ ଇଞ୍ଜିନିୟରିଂ କଲେଜେ ରେ ଭରି କରିଦେଲେ! ହେଲେ ଥରୁଟେ ସେ ଭାବିଲେ ନାହିଁ ସେ, ସିଦ୍ଧାନ୍ତ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଛି କି ନାହିଁ! ବାଧ୍ୟହୋଇ ସିଦ୍ଧାନ୍ତ ଇଞ୍ଚି’ଳିୟରିଂ ପଢ଼ିଲା ବହୂକଷ୍ଟରେ ସିଦ୍ଧାନ୍ତ ଫାଷ୍ଟ ସେମିଷ୍ଟର ପାସ୍ କଲା ! ହେଲେ ସେକେଣ୍ଡ ସେମିଷ୍ଟର ବେକକୁ ଆଣ୍ଠେଇ ପଡ଼ିଲା ! ହେଲେ ସେଥ୍ରେ ତା’ର କୋଷ ନ ଥିଲା କାରଣ ତା’ର ଇଞ୍ଜିନିୟରିଂ ପଢ଼ିବାକୁ ଇଣ୍ଟରେଷ୍ଟ ଇ ନ ଥିଲା ! ଏକଥା କିନ୍ତୁ ବୁଝିବାକୁ ପ୍ରସ୍ତୁତ ନ ଥିଲା ଦୀପାଳି! ସେ ସିଦ୍ଧାନ୍ତ ଉପରେ ଗାଳି ଗୁଲଚ୍ଚ କରିବା ଆରମ୍ଭ କରିଦେଲା! ତଳକୁ ମୁହଁ ପୋତି ଟୁଫ୍ ଚାପ ସବୁକଥା ଶୂଣୁଥିଲା ସିଦ୍ଧାନ୍ତ! ସେ କିଛି କହୁନ ଥିଲା କିମ୍ବା କହିବାକୁଚାହୁଁନ ଥିଲା ! କାରଣ ସେ ଜାଣିଥିଲା ତା’ର କହିବା କିମ୍ବା ନକହିବା ସହିତ ତା’ ମା’ ମାନେ ଦୀପାଳିର କିଛି ଯାଏ ଆସେନା ! ’!ନେଶ୍ୱର ବି ଆଉ କିଛି କହୁ ନ ଥିଲେ ! ସେ ଭଲଭାବେ ଚ୍ଚାଣିଥିଲେ ’ ନିଜକୁ ବାଦ କେଇ ଦୀପାଳି ଆଉ କାହାକଥା ଶୃଣିବନି!
ଏମିତି ଭାବରେ ସମୟ ସବୁ ବିତି ଚାଲୁଥିବା ବେଳେ ଦିନେ ଏକ ଭୟଙ୍କର ଘଟଣା ଘଟେର ବସିଲା ସିଦ୍ଧାନ୍ତ! ସେ ତା’ ମା’ ଦୀପାଳିକୁ ଛୁରିରେ ଭୁସି ମାରିଦେଲା ଓ ମା’ର ୱାର୍ଡରୋବ୍ ରେ ଥିବା ଦୁଇଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା! ତେବେ ପୋଲିସ ହାତରୁ ଆଜିଯାଏ କୌଣସି ବି କ୍ରିମିନାଲ ଖସି ପାରିନାହୀନ୍ତ! ସେ ବା ଖସି ପାରିବ କିଭଳି ? ଗିରଫ ହେଲା ସିଦ୍ଧାନ୍ତ! ପୋଲିସ ନିକଟରେ ତା’ର କିଛି ଲୁଚେଇବାର ନ ଥିଲା ! ଆଉ ସେ ଯାହା କହିଲା ତାହ! ସବୁ ପୋଲିସକୁ ଖାଲି ତାଜୁଚ କରିଦେଲାନି; ଅଧ୍ କନ୍ତୁ ମର୍ମାହତ କରିଦେଲା!
ସିଦ୍ଧାନ୍ତ କହିଲା- ମୁଁ ଗୋଟେ ମଣିଷ ନ ଥିଲି ! ମୁଁ ଥିଲି ଗୋଟେ ଖେଳନା କଣ୍ଢେଇ! ଦୀପାଳି ଚ୍ୟାନୋର ଥିଲେ କଣେ ରିଂମାଷ୍ଟର ’ମୋର ଜୀବନ ବୋଲି କିଛି ନ ଥିଲା ! ମୁଁ ମୋ ଇଚ୍ଛାରେ କୁଥାତେ ଯାଇ ପା ରୁ ନ ଥିଲି ! ଭିଡ଼ିଓ ଗେମ୍ ଖେଳିପାରୁ ନ ଥିଲି ! ମୁଁ ସ୍ଵଇଚ୍ଚାରେ ନିଃଶ୍ବାସ ମଧ୍ୟ ନେଇପାଚୂନ ଥିଲି ! ମୋତେ ଲାଗୃଥିଲା ମୁଁ ଯେମିତି ଲ୍ୟାଜୋର ପରିବାରର ଗୋଟିଏ ଟୋଲି ପୁଅ ନୁହେଁ; ମୁଁ ହେଉଛି ତାଙ୍କ ଘରର ଗୋଟେ କିଣା ଚାକର!
ବାପାଙ୍କର ମୋ ପାଇଁ ସମୟ ନ ଥିଲା ! ମା’ ମୋତେ ଟୋଡି" ସ୍କୁଲ୍ ରେ ଛାଡ଼ିଦେଇ ଲଣ୍ଡନ ଚାଲିଗଲା! ପ୍ରତ୍ୟେକ ଦିନ ମୋ ସାଙ୍ଗମାନକୁ ଆସି ସେମାନଙ୍କର ମା’ ମାନେ ଗେ ଲ କଚୂଥିଲେ ଖୁଆଇ ବେଉଥିଲେ ! ହଷ୍ଟେଲ୍ ର ୱାତୈନ୍ କୁ କହି ସେମାନକୁ ବାହାରକୁ ବୁଲେଇ ନେଉଥିଲେ ! ଟଫି କିଣି ବେଉଥିଲେ ! ହେଲେ ମୋ ପାଖକୁ କେହି ଆସୁ ନ ଥିଲେ ! ସପ୍ତାହକୁ ଥରେ ବାପା ଆସୁଥିଲେ ! ହେଲେ ମୁଁ ମୋ ମା’କୁ ଖୋଜୁଥିଲି ! ମୋ ସାଙ୍ଗ ପିଲାଙ୍କର ମା’ମାନେ ଆସୂଥିବା ଦେଖି ମୁଁ ଖୁବ୍ କାନ୍ଦୁଥିଲି ! ମୋତେ ତ ମା’ର ସ୍ଵେହ ମିଳିଲାନି! ଓଲଟି ମିଳିଲା ଶାସନୀ ନାଲିଆଖି ! ତଥାପି ମୁଁ ବରଦାସ୍ତ କଲି! ମୋର ଇଞ୍ଜିନିୟରିଂ ପଢ଼ିବାକୁ ମନନଥିଲା ! ମୁଁ ଅଲଗା କିଛି ଚାହୁଁଥିଲି ! ହେଲେ ମୋତେ କହିବାକୁ ଦିଆଗଲାନି! ତେଣୁ ଇଞ୍ଚି’ନିୟରିଂରେ ଫେଲ୍ ହେଲି! ତା’ପରେ ମା” ମୋତେ ବିଏସ୍ ସିରେ ଆତ୍ ମିଶନ କଲେ! ମୋର ସେଥ୍ ରେ ବି ଆଗ୍ରହ ନ ଥିଲା ! ମୁଁସେଠି ବି ଫେଲ୍ ହେଲି! ମା’ମୋତେ ଗାଳି ଦେଉଥିଲା ! ହେଲେ ଥରୁଟେ ଟୁଝୁନ ଥିଲା ଯେ, ମୁଁକ’ଣ ଚାହୁଁଛି!
ସେଦିନ ମୁଁଏକ୍ଜାମ ଦେଇ ଆସି ଘରେ ବସି ଥିଲି! ମୋର ପରୀକ୍ଷା ଭଲ ହୋଇ ନ ଥିଲା ! ତେଣୁ ମୁଁ ମାର୍କଶିଟ୍ ଆଣି ନ ଥିଲି ! ମା’ ସକାଳେ କହିଥିଲା ! ଯେ, ଆମେ ଇଭିବିଂ ଶୋ’ ମୁଭି ଦେଖି ଯିବା ! ତେଣୁ ମୁଁ ତାକୁ ଅପେକ୍ଷା କଗୁ ଥିଲି! ମା’ ଆସି ମୋତେ ମାର୍କଶିଟ୍ ମାଗିଲା! ମୁଁ ମିଛ କହିଲି ଯେ, ମୁଁ ଆଣିବାକୁ ଭୁଲି ଯାଇଛି! ମା’ଖୁବ୍ ଗାଳିକଲା! ମୁଁ ମେ! ଚୂମ୍ କୂ ପଶିଯାଇ ଖୁବ୍ କାନ୍ଦିଲି ! ଗୋଟେ ଛୁ ରି ଆଣି ଭାବିଲି ମେ! ହାତକୁ କାଟିଦେଇ ମରିଯିବି ! ହେଲେ ମୋର ବାବାଙ୍କ କଥା ମନେପଡ଼ିଲା !ମୁଁ ମରିଗଲେ ତାକୁ ଭାରି କଷ୍ଟହେବ ସେ ଖୁବ୍ କାନ୍ଦିବେ ! ତେଣୁ ମରିପାରିଲିନି ! ମୋ ମୁଣ୍ଡ ଗୋଳମାଳ ହୋଇଗଲା ! ମୁଁ ଭାଚିଲି, ଏଇ ଦୀପାଳି ଭ୍ୟାନୋର ହେଉଛି ସବୁର ମୂଳ! ସେ ମରିଗଲେ ସବୁ ସମସ୍ୟାର ସମାଧାନ ! ମୁଁ ତା’ ଚୂମ୍ କୁପଣି ତାକୁ ଆକ୍ରମଣ କରି! ସେ ମରିବା ଯାଏ ମୁଁ ଛୁରି ଭୁସିଛି! ଯଦି ଆହୁରି ଜୀବନ ଥାନ୍ତା ତା’ହେଲେ ତାଙ୍କର ସାରା ଦେହକୁ ମୁଁ ଛୁରିରେ କାଟି ପକେଇଥାନ୍ତି ! ଜେଲକୁଗଲା ସିଦ୍ଧାନ୍ତ !ମା’କୁ ହତ୍ୟା କରିଥିବା ନେଇ ସାମାନ୍ୟ ବି ଅନୁଶୋଚନା ନ ଥିଲା ! ତା’ ଆଖିରେ ! ସତେ ଯେମିତି ସେ କହୁଥିଲା – ଦୀପାଳି କେ!ଉ ତା’ର ମା’ ଥିଲା ଯେ
No comments:
Post a Comment