ହ୍ୟା ଲୋ ଶାଲିନୀ! ହାଓ ଆର ୟୁ
ଏକ ଅଜଣା ନମ୍ବର , ଏକ ଅପରିଚିତ କଣ୍ଠସ୍ଵର! ହଠାତ୍ ଶାଲିନୀ କିଛି ବୁଝିପାରିଲା ନାହିଁ! ଏକ କୋମଳ ଅଥଚ ବିସୟଭରା କଣ୍ଠରେ ପଚାରିଲା- ‘ଏଳ୍ପତ୍ୟୁକ୍ ମି ! ମୁଁ ଆପଣଙ୍କୁ ଜାଣିପାରିଲିନି! ଦୟାକରି କହିବେକି ଆପଣ କିଏ
ସେପଟରୁ ଦୀର୍ଘଶ୍ବାସ ଛାଡ଼ିବାର ଶକ ତାକୁ ଶୁଣାଗଲା ଆଉ ଗୋଟିଏ ଛୋଟିଆ ହସ ବି! ସେପଟର କଣ୍ଠସ୍ଵର କହିଲା- ‘ମୋ ନାଁ ପ୍ରବଳ ପ୍ରତାପ ସିଂହ! ମୁଁ ଭା ରତୀୟ ସେନାବାହିନୀର କଣେ ଯବାନ! କାଶ୍ମୀର ରେ ମୋର ପୋଷ୍ଟି ! ଏବେ ଛୁଟିରେ ମୁଁ କିଛି ଦିନ ପାଇଁ ଗାଁକୁ ଆସିଛି
ଶାଲିନୀ ଓଠରେ ହସ ଫୁଟି ଉଠିଲା! କାଋଣ ସେ ଯବାନମାନଙ୍କୁ ଖୁବ୍ ଭଲ ପାଉଥିଲା! ସେ ଲାବୁଥିଲା’ ଯବାନମାନେ ଜୀବନକୁ ବାଜି ଲଗେଇ ସୀମାରେ ପଇଁତାରା ମାରୁ ଛନ୍ତି ବୋଲି କେଶର ଲୋକମାନେ ଶାନ୍ତି ରେ ଶୋଇ ପାରୁ ଛନ୍ତି ! ସେଥିଲାଗି ଯବାନମାନଇଂ ପ୍ରତି ତା’ ଭିତରେ ଅନେକ ସମାନ ଥିଲା ! ଆଉ ଯେତେବେଳେ ଜାଣିଲା ଅପରିଚିତ ହେଲେ ବି କଣେ ଯବାନ ତା’ ସାଥିରେ କଥ! ହେଊଛି, ସେତେବେଳେ ସେ ଚେଷ୍ଠାକରି ମଧ ନିଜ ଭିତରର ଆନନ୍ଦକୁ ରୋକିପାରିଲା ନାହିଁ! ସେହି ଆନନ୍ଦ ଛୋଟିଆ ହସଟିଏ ହୋଇ ତା’ ଓଠ ଉପରେ ଫୁଟି ଉଠିଲା!
ସେ ଅତ୍ୟନ୍ତ ନମ୍ପ୍ରବାର ସହିତ କହିଲା- ‘ମୁଁ ଖୁସି ଯେ, ଜଣେ ବାର ଯବାନ ମୋ ସହିତ କଥା ହେଉଛ! ହେଲେ ପ୍ରବଳଜି , ଆପଣ ମୋ ନସର କୋଊଠୁ ପାଇଲେ ଆଉ ମୋତେ କ’ଣ କହିବାକୁ ଗହୁଁଛନ୍ତି ବୋ ଲି ଯଦି କହିବେ ତା’ହେଲେ ମୁଁ ସବୁଠୁ ବେଶି ଖୁସିହେବି
‘ଶାଲିନୀ! ତୁମେ ମୋତେ ଜାଣିନାହିଁ, ହେଲେ ମୁଁ ତୁମକୁ ଜ!ଣିଛି’- ପ୍ରବଳ କହିଲା!
ଶାଲିନୀ ଉତ୍ତରବେଲା- ‘ମୁଁ ତ ସେଇଆ କହୁଛି ଯେ, ଆପଣ ମୋତେ ଜାଣିଲେ କେମିତି ?’ ପ୍ରବଳ କହିଲା- ‘ଶାଲିନୀ! ମୁଁ ଚାହିଁଲେ ତୁମକୁ କିଛି ନା କିଛି ମିଛ ଉତ୍ତର ଦେଇପାରିବି ! ହେଲେ ମୁଁ ମିଛକୁ ଘୃଣା କଗେ!’ ଶାଲିନୀ କହିଲା- ‘ଜଣେ ଯବାନ ତାହା ହି କରିବା ଉଚିତ! ମୁଁ ବି ମିଥ୍ୟାବାଦୀକୁ ଘୃଣାକରେ ! ତେଣୁ ମୁଁ ବାହେଁ’ ଆପଣ ମୋତେ ସତ୍ୟ ହିଁ କୁହନ୍ତୁ
‘ତୁମେ ଖରାପ ଭାବିବନି ତ! କଥାଦିଅ’ ମୋଠୁ ସତ୍ୟ ଶୁଣିବା ପଗେ ତୁମେ ମୋ ସହ ସମ୍ପର୍କ କାଟିଦ୍ଦେବନି ତା’
ପ୍ରବଳ କଥା ଶୁଣି ଶାଲିନୀ ଖି ଲି ଖି ଲି ହେଇ ହସିଉଠିଲା! କହିଲା- ‘ଆଗେ ମୁଁ ପବାନମାନଙ୍କୁ ଖୁବ୍ ସମାନ କରେ! ମୁଁ କଥାଦ୍ଦେଲି’ ଆପଣ ସତ କୁହନ୍ତୁ ! ନା ମୁଁ ଖରାପ ଭାବିବି ନା ମୁଁ ସମ୍ପର୍କ କାଟିବି !’ ପ୍ରବଳ କହିଲା- ‘ତୁମେ କଲେଜ ଯିବା ବେଳେ ମୁଁ ତୁମକୁ ଦ୍ଦେଖି ଲି ଶାଲିନ୍ ଆଉ ମୋତେ ଲାଗିଲା, ତୁମେ ଲଷେ ତାରା ରେ ଏକମାତ୍ର ଜହ୍ନ
ପ୍ରବଳ କଥା ଶୁଣି ଖୁସିର ଲହରିଟେ ଖେଳିଗଲା ଶାଲିନୀର ଓଠରେ! ସେ କିନ୍ତୁ ନିଜ ଭିତରର ଆବେଗକୁ ରୋକି ରଖି କହିଲା- ‘ଥାଉ ଥାଉ, ଏତେ ପ୍ରଶଂସା କରନ୍ତୁ ନି ପ୍ରବଳଜୀ! ଏଥର କୁହନ୍ତୁ, କ’ଣ ପାଇଁ ମୋତେ ଫୋନ୍ କଲେ! ମୁଁ ଆପଣଙ୍କ କି ସେବା କରିପାରିବି !’ ପ୍ରବଳ କହିଲା- ‘ମୁଁ ସିଧାସଳଖ ପଏଣ୍ଟ କୁ ଆସୁଛି ଶାଲିନୀ! ବୁଲେଇବଙ୍କେଇ ର କହିବା ଆମ ଆର୍ମି ବାଲାକୁ ଆସେନାହିଁ! ଦେଖୁଦେଖୁ ମୁଁ ତୁମ ପ୍ରେମରେ ପଡ଼ିଗଲି ଶାଲିନୀ! ମୁଁ ତୁମକୁ ବିବାହ କରିବାକୁ ଚାହେଁ! ମୁଁ ଆଶା କରୁଛି, ତୁମେ ମୋ ପ୍ରସ୍ୱାବରେ ନିଶ୍ଚୟ ରାଜି ହେବ
ଅଚାନକ ପ୍ରେମ ଆଉ ବିବାହର ପ୍ରସ୍ତାବ ଶାଲିନୀକୁ ଚୁପ କରିଦେଲା! ସେ କିଭଳି ନିଜର ପ୍ରତିକ୍ରିୟା ପ୍ରକାଶକରିବ ସେକଥା ଚିନ୍ତ! କରିପାରିଲା ନାହିଁ ! ସେ ଗୋଟେ ଦୁଃଖ! ପରିବାରର ଝିଅ ! କେବେଠାରୁ ବାପା ମରିଯାଇଛନ୍ତି ! ଦୁଇଭଉଣୀ ବିବାହ କରିଛନ୍ତି ! ସେ ବିବାହପୋଗ୍ୟ! ହୋଇଗଲାଣି! ତା’ ତଳେ ଦୁଇଭଉଣୀ ଅଛନ୍ତି ! ପୁଣି ଭାଇ ତିନିଜଣ ଛୋଟଛୋଟ! କେବଳ ବାପୁ ନାମରେ ଜଣେ ଭଲ ମାତ୍ରିକ୍ ପଢୁଛି ! ବିଧବା ମା’! ଏକୁଟିଆ ସ୍ତ୍ରୀ ଳୋକଟାଏ! ଖଟିଖଟି ତା’ର ଅଣ୍ଡ! ନଇଁଗଲାଣି! ତା’ର ବିବାହ ବୟସ ହୋଇଯାଇଥିବା ଜାଣି ବି ସେ ତା’ ପାଇଁ ବଋପାତ୍ର ଖୋଜିପାରୁ ନାହିଁ ! ଏପରିମ୍ନଳେ ମନକୁମନ ଏଭଳି ଗୋଟେ ପ୍ରସ୍ରାବ ଆସିବ! ଶାଲିନୀ ପାଇଁ ଥିଲା କଳ୍ପନା ଠୁ ଅନେକ ଦୂରରେ! ବରପାତ୍ର ପୁଣି ଜଣେ ଯବାନ, ଯେଉଁମାନଙ୍କୁ ସେ ଭଲପାଏ- ସମାନ ଦିଏ ଶାଲିନୀ ନାରଦ ରହି ଏମିତି ସବୁ ଭବୁଥିଲା ! ଅନ୍ୟପଟେ ପ୍ରବଳ ସିଂହ କିନ୍ତୁ କହିଚାଲୁଥିଲା- ‘ତୁମେ ନୀରବ ରୁ ହନି ଶାଲିନୀ ! ମେ! ପ୍ରପାତରେ ରା ଜି ହେଇଯାଅ !’ ଶେଷରେ ଶାଲିନୀ କହିଲା- ‘ପ୍ରବଳଜି ! ଏସବୁ କ୍ଷେତ୍ରରେ ମେ! ମା’ ହିଁ କେବଳ ନିଷ୍ଠରି ନେଇପାରିବ ! ଭଲହେବ ଆପଣ ତାଙ୍କୁ ହିଁ କୁହନ୍ତୁ ଏତିକି କହି ଶାଲିନୀ ଫୋନ୍ କାଟିଦେଲା ସତ, ହେଲେ ତା’ ଭିତରେ ପ୍ରେମର ପାରିଜାତ ଫୁଟି ତାହା ର ବାସ୍ନା ମହକି ସାରିଥିଲା ! ସେ ଆଶା କରୁ ଥିଲା!’ ସେ ସିନା ଫୋନ୍ କାଟିଦ୍ଦେଲା’ ହେଲେ ପ୍ରବଳ ନିଶ୍ଚୟ ତାକୁ ଫୋନ୍ କରିବା ସେ ସତକୁସତ ପ୍ରବଳର ଫୋନ୍ କୂ ଅପେକ୍ଷା କଚୁଥିଲା ! ସାରାଦିନ ସେ ତା’ହାତରେ ଫୋନ୍ ଧରି ବୁଲିଲ! ! ଥରକୁଥର ଫୋନ୍ ଆସିବାକୁ ଅପେକ୍ଷୀକଲା ! କାହାର ବି ଫୋନ୍ ଆସିଲେ ସେ ଭାବୁଥିଲା’ ସେଇଟା ପ୍ରବଳର ଫୋନ୍ ହେଇଥାନ୍ତା କି!
ରାତିରେ ସେ ସ୍ଵପ ଦେଖି ଲା! କେହିଜଣେ ତା’ ପାଖକୁ ଆସୁଛି! ତା’ ପାଖରେ ବସୁଛି! ସେ ତ!’ ମୁହଁ ଦେଖି ପାଚୁନାହିଁ ! ହେଲେ ସେଇ ଅଜଣା ବ୍ୟକ୍ତି ଜଣକ ଆର୍ମି ପୋଷାକ ପିଷିଛନ୍ତି ! ତା’ ନିଦ ଭାଫି ଯାଊଥିଲା! ସେ ଉଠି ଭାବୁଥିଲା ଯେ, ସ୍ଵପରେ ଆସୁଥିବା! ଲୋକଜଣକ ହିଁ ପ୍ରବଳ ସିଂହ!
ତା’ ପରଦିନ କଲେଜ ଯାରଥିଲା ଶାଲିନୀ! ହଠାତ୍ ବାଇକ୍ ଟାଏ ତା’ ଅତିପାଖରେ ଅଟକିଗଲା ! ଚମକି ପଡ଼ିଲା ଶାଲିନୀ ! ରାଗିଯାଇ କହିଲା- ‘ହେ ଲୋଫର’ ଏମିତି କ’ଣ ଗାଡ଼ିଚଲାନ୍ତି !’ ବାଇକ୍ ଆରୋହ! ମୁଣ୍ଠରୁ ହେଲମେଟ୍ - କାଢ଼ି କହିଲା- ‘ଲୋଫର ନୁହେଁ ଶାଲିନୀ’ ଲଭର ! କେବଳ ପ୍ରେମିକମାନେ ହିଁ ଏମିତି ଗାଡି଼ଚଲାନ୍ତି
ଶାଲିନୀ ଜାଣିନେଲା ପେ, ଏଇ ହେଉଛି ପ୍ରବଳ! କାରଣ ତା’ ସ୍ଵର ଶାଲିନୀର ମନେଥିଲା! ତେଣୁ ସେ ଲାଜେଇଯାଇ କହିଲା- ‘ଆପଣ ପ୍ରବଳଜି ନା ?’ ପ୍ରବଳ ହସିଦ୍ଦେଇ ମୁଣ୍ଡ ଟୁଙ୍ଗାରିଲେ ପଚାରିଲା- ‘ଆକି କଲେଜଯିବା ବନ୍ଦ କରିଦିଅ! ମୋ ଗାଡ଼ିରେ ବସା ଆମେ ପାର୍କରେ ବସି କଥାହେବା!’ ଶାଲିନୀ ମନା କରିପାରିଲାନି! ଆଗ୍ରହରେ ପ୍ରବଳ ଗାଡ଼ି ପଛରେ ବସିଗଲା! ତାକୁ ଲାଗୂଥିଲା, ସୌଭାଗ୍ୟ ଯେମିତି ତା’ ହାତପାହାନ୍ତା କୁ ଖସି ଆସିଛି! ନ ହେଲେ ସେ ସ୍ଵପ ଦେଖୁଥିବା ରାଜକୁମାର ମନକୁମନ ତା’ ନିକଟକୁ ଆସିଯାଇଥାନଟ କିଭଳି!
ସେମାନେ ସାରାଦିନ ପାର୍କରେ ବିତାଇଳୋ ଶାଲିନୀ ପଚାରିଲା- ‘ଏଥର କୁହ କେମିତି ମୋ ନମ୍ବର ପାଇଲ ?’ ପ୍ରବଳ କହିଲା- ‘ଆରେ ଖୋଜିଲେ ସମୁଦ୍ରରୁ ମୋତି ମିଳିଯାଏ! ଆଉ ମୋ ଭଳି ପ୍ରେମିକକୁ ତୁମର ମୋବାଇଲ୍ ନସର ମିଳିବନି!’ ଶାଲିନୀ ବୁସ୍ ରହିଲା! ଭାବିଲା- ପ୍ରବଳକୁ କଥାରେ ପାରିବିନି! ଦିନେ ଶାଲିନୀ କହିଲା- ‘ଆଉ ଡେରିକରନି! ମୋ ମା’ ପାଖକୁ ଯାଇ ମୋ ହାତ ମାଗିନିଅ !’ ପ୍ରବଳ କହିଲା- ‘ଆରେ ଆଗ ସମ୍ପର୍କ ବଡ଼ୁ! ମଜଭୁତ ହେଉ! ତା’ପରେ ତୁମ ହାତ ମାଗିନେବିନି !’ ଶାଲିନୀ ଭାବିଲା- ଏକଥା ବି ଠିକ୍! ସମ୍ପର୍କ ବଢ଼ିଲା ! କଲେଜ ନୂହେଁ’ ଶାଲିନୀର ଅଧ୍ କାଂଶ ସମୟ ତିତିଲ! ପାର୍କରେ! ସେ ଯେମିତି ନିକର ସୁଖକୁ ମନଭରି ଉପଭୋଗ କରୁଥିଲା !
ପ୍ରେମ ଏକ ଅଶ୍ଚିତଳର ନିଆଁ! କଥ! ଆସି ପହଁଚିଲା ଶାଲିନୀର ମା’ ନିକଟରେ! ତ ଶାଲିନୀ ସବୁକଥା କହିଦେଲା ତା’ ମା’ ରାଣ! ସିଂହକୁ! ରାଣା ସିଂହ ବି ଦେଖି ଲେ- ଏଥିରେ କୌଣସି ଅସୁବିଧା ନାହିଁ ! ପ୍ରବଳ କଣେ ସେନା ଯବାନ!
ତାଙ୍କୁ ତାହାହେଲେ ଶାଲିନୀ ସୁଖୀ ଜେବ! ସେ କ’ଣ ପାଇଁ ଆପରି କରିବେ! ଏହାପରେ ଶାଲିନୀ ଘରର ଦ୍ବାର ବି ମୂକୁଳା ହେଇଗଲା ପ୍ରବଳ ଲାଗି! ସେମାନେ ଆଉ ପାର୍କରେ ଯାଇ ଚୁଫ୍ ଚାପ୍ ଦେଖାକଲେ ନାହିଁ ! ଏହା ପରିବର୍ଡୋ ସେମାନେ ଘରେ ମିଳାମିଶା କଲେ! ରାଣ! ସିଂହଙ୍କର କୌଣସି ଆପଭି ନ ଥିଲା! ପ୍ରବଳ ଅନେକ ସମୟରେ ରାତିରେ ବି ଶାଲିନୀ ଘରେ ଅତିବାହିତ କଲା! ସେମାନଙ୍କର ସମ୍ପର୍କ କେବଳ ପ୍ରେମ ସରରେ ନ ରହି ଦେହକୁ ରୁ ପାନ୍ତରିତ ହୋଇଗଲା! ଶାଲିନୀର ଏଥ୍ ନେଇ କୌଣସି ଆପଭି ନ ଥିଲା! ସେ ଭୀବୁଥିଲା’ ଏ ଶରୀରର ମାଲିକ ତ ପ୍ରବଳ! ତାକୁ ସେ ବାରଣ କରିବ କଣପାଇଁ?
ସବୃକିଛି ଠିକଠାକ ଚାରିଥିଲା! ହଠାତ୍ ଦିନେ ସୁଲ୍ କୂ ଯାଇ ଫେରିଲାନାହିଁ ବାପୁ! ପ୍ରବଳ, ରାଣୀ, ଶାଲିନୀ ଅନେକ ଖୋଜାଖୋଢି କଲେ! ହେଲେ କେଉଁଠି ବି ମିଳିଲା ନାହିଁ ! ସପ୍ତାହକ ପରେ ଖବର ମିଳିଲା, ଫାଗୁକାବାଦ ଜିଲାର ପଜାରିଆ ଗ୍ରାମରେ ଗୋଟେ ପିଲାର ଦରପୋଡ଼ା ଶବ ପଡ଼ିଛି! ରାଣା ସିଂହ ଶବ ଚିଦ୍ମଟ କଲେ! ଥାନାରେ ମାମଲା ରୁ ଜୁ ହେଲା! ପୋଲିସ ଅପରାଧୀ ତଲାସ୍ ରେ ରହିଲା! ନିଜକୁ ସାନ୍ତନା ବେଊଥିଲେ ରାଣୀ ସିଂହ ପରିବାରୀ ସମସ୍ତଙ୍କୁ 6ଧିର୍ଯ୍ଯ ଧରିବାକୁ ବୁଝାଉଥିଲା ପ୍ରବଳ!
ଦିନେନା ଦିନେ ଦାପୁର ଅପରାଧୀ ଧରାପଡ଼ିବ ବୋଲି କରି ସେ ସମସ୍ତଙ୍କୁ ସାନ୍ତନା ଦେଉଥିଲା! ଦୁଇମାସ ପରେ! ଦିନେ ଥାନାରୁ ଡାକରା ଆସିଲା ରାଣୀ ସିଂହଙ୍କୁ! ରାଣୀ ସିଂହ ଝିଅ ଶାଲିନୀକୁ ଧରି ଯାଇ ଥାନାରେ ପହଞ୍ଲେ! ଥାନା ଅଧିକାରା ସେମାନଙ୍କୁ ଚମ୍ କେ ଇବେଇ କହିଲେ ଯେ, ଦୀପୁର ଅପରାଧୀ ଧରାପଡି଼ଛି! ଆଉ ତା’ ନାଁ ହେଊଛି ପ୍ରବଳ ପ୍ରତାପ ସିଂହ! ପୋଲିସ କଥାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ରାଣୀ ସିଂହ କିମା ଶାଲିନୀ! ରାଣା ସିଂହ କହିଲେ- ‘ଏକଥା କେମିତି ସମ୍ଭବ ପରେ ତାଙ୍କର କାଇଁ ହେବାକୁ ଯାଉଛି!’ ଶାଲିନୀ ବି କହିଲା- ‘ମୋର ଭାବା ସ୍ୱାମୀକୁ ପୋଲିସ ଅପରାଧୀ ବୋଲି କହିପାରୁ ଛି କେମିତି ? ପ୍ରବଳ କ’ଣ ପାଇଁ ତା’ର ହେବାକୁ ଯାରଥିବା ଶଳାକୁ ହତ୍ୟାକରିବା ଏସବୁ ମିଛ ”
ଶାଲିନୀ ବି କହିଦେଲା ଯେ, ପ୍ରବଳ ଜଣେ ସଡୋଟ ଦେଶପ୍ରେମୀ ଯବାନ! ଅନ୍ତତଃ ତା’ ନାମରେ ଏମିତି କୁହ! ନ ଯାଉ ! ଶାଲିନୀ ଏବଂ ରାଣା ସିଂହଙ୍କ କଥା ଶୁଣି ଥାନାଧିକାରା ହସିଲେ! ଆଉ କହିଲେ- ପ୍ରବଳ ପ୍ରକୁତ ଯବାନ ନୁହେଁ, ଜାଲ୍ ଯବାନ! ସେ ନିଜକୁ ଯବାନ ବୋଲି କହି ଫସେଇ ଦେଇ ଛି! ଆଉ ସବୁଠୁ ଚମ୍ କେଇଦେବା କଥା ହେଉଛି ସେ ବିବାହିତା ତା’ର ଚାରିଟା ପିଲା ବି ଅଛନ୍ତି
ଶାଲିନୀର ତଥାପି ବିଶ୍ବାସ ହେଉ ନ ଥିଲା ଏଥର ଆଗରୁ ଗିରଫ ହୋଇଥିବା ଗ ପ୍ରବଳକୁ ସାମ୍ନା କୁ ନେଇଆସିଲେ ଥାନାଧ୍ କାରି ତା’ ଗାଲରେ କଷି ଦେଲେ ଦୁଇଗରିଟା ଶକ ଚଟକଣା! ପୋଲିସ ମାଡ଼ରୁ ବର୍ତି ବା ପାଇଁ ହାତ ଯୋଡ଼ି ସବୁକଥା ପୁଣିଥରେ କହିଲା ପ୍ରବଳା ସେ କହିଲା- ମୁଁ ଯବାନ ନୁହେଁ ! କେବଳ ଶାଲିନୀର ସୁନ୍ଦର ଦେହକୁ ଉପୟୋଗ କରିବା ପାଇଁ ସେ ଏଭଳି ନାଟକ କରିଛି! ସେ ବାପୁକୁ ମାରି ନ ଥାନ୍ତା , ଯଦି ବାପୁ ତା’ ବିଷୟରେ ସତ୍ୟାସତ୍ୟ ଯାଞ୍ଚ କରି ନ ଥାନ୍ତା ପ୍ରବଳ କହିଲା- ଦିନେ ଶାଲିନୀ ସହିତ ଅସଂଯତ ଅବସାରେ ଥିବା ବେଳେ ବାପୂ ଦ୍ଦେଖି ନେଲା ! ଆଉ ତା’ପରେ ତା’ର ଅସଲ ପରିଚୟ ମାଗିଲା ତା’ର ଆଇଜେଶ୍ଚିଟି ଦେ ଖି ବା କୁ କହିଲା ! ଏମିତିକି ସେ ପଢୁ ଥିବା ସ୍ତୁଲ୍ ରେ ଯାଇ ସବୁକଥା ପ୍ରଘଟ କରିଦେବ ବୋଲି ଧମକ ଦେଲା! ଆଉ କିଛି ବିକଳ୍ପ ନ ଥିଲା ତା’ ନିକଟରେ! ସେ ତା’ର ସାଙ୍ଗ ନଗେନ୍ଦ୍ର ସହିତ ମିଶି ତାକୁ ହତ୍ୟା କରିଦେଲା ପ୍ରବଳଠାରୁ ସବୁ ସତ ଶୁଣି ସାରିବା ବେଳକୁ କାଠ ପାଲଟି ପାଇଥିଲା ଶାଲିନୀ! ଭାବୁଥିଲା- ଆଉ କେହି ନୁହେଁ, ସେ ନିଜେ ହିଁ ତା’ ଭାଇର ମୃତ୍ୟୁ ପାଇଁ ଦାୟୀ!
No comments:
Post a Comment