Thursday, 3 August 2017

ଘରଜୋଇଁ ଓ ଚରିତ୍ରହୀନା ନାରୀ




ମନୀଷ ଗୁପ୍ତା ଥିଲେ କଣେ ଦାନ୍ତ ଡାକ୍ତର ! କବିତା ରାୱ ତ  ଥିଲା ତାଙ୍କର କଣେ ପେସେନ୍ଟ  ହେଲେ ସେମାନଙ୍କର ସମ୍ପର୍କ ଆର ଗୋଗୀ- ଡାକ୍ତର ମଧ୍ୟ ରେ ସୀମିତ ହୋଇ କ ରହି ନ ଥିଲା!
ଥରେ କବିତା ଦାନ୍ତରେ ଖୁବ୍ ଯନ୍ତଣା ହେଲା ମାଢ଼ି ଫୁଲି ଗଲା  ଦାନ୍ତ ମୂଳରୁ ରକ୍ତ ପଡିଲା  କବିତା ନା କିଛି ଖାଇ ପାରିଲା ନ ପି ପାରିଲା ! ସେ ଏକଥା ତା’ର ଜଣେ ବାନ୍ଧବୀ କୁ  କହିଲା ବାନ୍ଧବୀ ଜଣକ କହିଲେ - ସେ ଜଣେ ଭଲ ଦାନ୍ତ ଡାକ୍ତର କୁ ଜାଣନ୍ତି ! ମନୀଷ ଗୁପ୍ତା! ସେ ଦାନ୍ତ ଏକ୍ସପର୍ଟ! ତୁମେ ସେଇ ଠିକି ଯାଆ ନିଶ୍ଚୟ ତୂମ ଦାନ୍ତ ଭଲ ହୋଇ ଯିବା କବିଢା ଆର ଡେରି ନକରି ତୂରନ୍ତ  ଆପଏଣ୍ଟ ମେଣ୍ଟ ନେଲା ଓ ମନୀଷ ଗୁପ୍ତା  ଙ୍କ କ୍ରିନିକ୍ ରେ ପହଞ୍ଚଲା! ମନୀଷ ଗୁପ୍ତା ଜଣେ ୟୁନଗ ଡେଂଟିଷ୍ଟ  ଥିଲେ ଦ୍ଦେଖି ଗକୁ ଖୁବ୍ ସୁନ୍ଦର | କବିତା ବି କିଛି କମ୍ ସୁନ୍ଦରୀ ନ ଥିଲା ? ସେ ଦ୍ଦେଖି ବାକୁ  ଥିଲା ଯେମିତି ସୁନ୍ଦର ତା’ର କଥୀବାର୍ତା  ମଧ ଥିଲା ବେଶ୍ ମାର୍ଜିତ  |ମନୀଷ ଗୁପ୍ତା କବିତାର ଦାନ୍ତକୁ ଦେଖି ବା ପୂର୍ବ ରୁ କିଛି ସମୟ କବିତାକୁ ଗହିଁ ରହିଲେ  ତା’ ବିଷଯରେ ଟିକିନିଖି ପଚାରିଲେ  ଯେମିତି ପ୍ରଥମଥର ନୂହେଁ; ସେ କବିତାକୁ ଅନେକ ଅଗରୁ ଦେଖି ଥିଲେ! ବାସ୍ତବ ରେ କବିତାର ଦାନ୍ତ ଯନ୍ତଣା ଜେଉଥିଲା ! ସେ ଏସବୁ  କଥା ଚିନ୍ତା  କରୁ ନ ଥିଲା ସେ କେବଳ ଗହୁଁଥିଲା  ଜେତେବେଳେ ତା’ ଦାନ୍ତ ଭଲ  ହୋଇଯିବା ଶେଷରେ ମନୀଷ ଗୁପ୍ତା କବିତାର ଦାନ୍ତ ପରୀକ୍ଷା  କଲେ ଓ କହିଲେ ତୁମ ଦା  ନ୍ତକୁ ସଫା କରିବାକୁ ପଡ଼ିବା ତେଣୁ ଚୂମକୁ  ଅତିକମରେ ଚାରି ପାଞ୍ଚ ଥର  ଆସିବାକୁ ହେବା
କବିତା ତାଙ୍କ  କଥାରେ ରାଜି  ହୋଇଗଲା ! ମନୀଷ ମଧ କବିତାର ଟ୍ରିଟ୍ମେଣ୍ଟ ଆରମ୍ଭ  କରିଦେଲେ! ଦ୍ୱିତୀୟଥର  କବିତା ଆସିଲା କ୍ରିନିକ୍ କୁ ! ତେବେ ହିତାୟ ଥର  ସେ ଅନୁଭବ କଲା ସେ, ମନୀଷ ତାକ ଟ୍ରିଟ୍ମେଣ୍ଟ ପ୍ରତି ଯେତିକି ଧ୍ୟାନ ଦେଉ ନାହାନ୍ତି ତା’ଠୁ ଢେର ଅ ଧ୍ କ ଧ୍ୟାନ ଦ୍ଦେଉଛନ୍ତି  ତା’ର ରୂପ ଯୌବନ କୁ |ସେ  କବିତାକୁପରୀକ୍ଷା  କରୁକରୁ ତା’ର ଚିବୁ କକୁ  ଟଚ କରୁଛନ୍ତି ! ଦୁଇ ଓଠ ମଝିରେ ଆଙ୍ଗୁଳି  ନେଉଛନ୍ତି ତା  ’ ଉପରକୁ ଝୁକିଂ  ଆସୂଛନ୍ତି ! ତା’ ବେକ ମୂଳରେ ନିକର ମୁହଁକୁ ଥାପି ବେଊଛନ୍ତି ! ସେ ତିକି ନୂହେଁ’ କବିତା ଅନୁଭବ କରୁଛି ଯେ ଳିନିନ୍ ଳୁ ଆସିବ! ପରେ ଡାକ୍ତର  ମନକୁ ମନ ରୋମାଶ୍ଚିକ୍ ହୋଇଯାଉଛନ୍ତି  ତା’ ସହିତ କଥା ହେବା ବେଳେ ଆଉ ଡାକୁ ପଗଷା କରିବାର ବେଳେ ଲମ୍ବା ଲମ୍ବା  ନିଃଶ୍ବାସ ନେଊଛନ୍ତି ! କବିତା ଡାକ୍ତରଙ୍କ ଏପରି କାର୍ଯ୍ୟକଳାପ କୁ   ଖୁବ୍ ମନଭା ରି ଉପଭୋଗ କରୁଛି! ମନୀଷଙ୍କ ସ୍ପର୍ଶ ତା’ ଭିତରେ ଉତେଜନାରେ  ତରଙ୍ଗା  ଖେଳେଇ ନେଉଛି! ମନକୁ ମନ ତା’ର ବି ହାର୍ଟବିଟ୍ ବଢ଼ିଯାଉଛି!ଚତୁର୍ଥ ବାର ଳିନିକ୍ କୂ ଆସିବ! ବେଳକୁ କବିତାର ମନୋଭାବ ମଧ ବଦଳି ଯାଇ ଥିଲା ମନୀଷକୁ  ନେଇ ତା’ ଭିତରେ ପ୍ରେମର ମହଲ ତିଆରି ହୋଇସାରି ଥିଲା ! ସେ ଭାବୁ ଥିଲା- କାସ୍, ସେ ଏଇଭଳି  ହ୍ୟାଣ୍ଡସମ  ସ୍ୱାମାଟେ ପାଇଥାନ୍ତା  କି? କ’ଣ ପାଇଁ ସେ ଗୂଡ଼ୁକୁ  ବାହା ହେଲା , କାହିଁ ଡାକ୍ତର ମନାପ ଗୁପ୍ତା, ଆଉ କେଉଁଠି ଡ୍ରାଇଭର ଗୁଡ୍ଡୁ ! ପଦି ସେ ଏଇ ସୁନ୍ଦର ଡାକ୍ତର  ଜଣକୁ ବାହା  ହୋଇଥାନ୍ତା  ତା’ହେଲେ  ତା’ର ଜୀବନର ମୋଡ଼ ଭିନ୍ନ ହୋଇ ଥାନ୍ତା

 ଏଇ ମନୋଭାବ କବିତାକୁ ସମ୍ପୂର୍ଣ୍ଣ ବଦଳେଇ ଦେଲା  ସେ  ଭୁଲିଗଲା  ପେ, ସେ ବିବାହିତା! ତେଣୁ ସେ  ଏବେ ଯେତେବେଳେ ବି ଜ୍ଜିନିକ୍ କୂ ଅସୂଥିଲା ସେତେବେଳେ ରୋଗୀ ନୂହେଁ’ ପ୍ରେମିକାଟେ ହୋଇ ନିଜକୁ   ଅପୂର୍ବ ଢଙ୍ଗରେ  ସଜେଇ ଆସ୍ ଥିଲା  |ସେଇଟା ଥିଲା ସେମାନଙ୍କର ପଞ୍ଚମ ସିଟିଂ! ମନି ଷ ତାକୁ ଏକ ଚେୟାରରେ ବସେଇ ଦେଲେ  ଆରମ୍ଭ ହେବ ପରୀକ୍ଷା  କବିତା କିନ୍ତୁ ଚାହୁଁ ଥିଲା  ଅଲଗା କିଛି! ସେ ଅପେକ୍ଷା କରୁଥିଲା  ଦାନ୍ତରେ ନୁହେଁ; ମନୀଷ ଗୁପ୍ତା କେତେବେଳେ  ଆରମ୍ଭ ବ କରିବେ ତାଙ୍କର ‘ଟଚ  ଥେରାପି ’! ସେଇଆ ବି କଲେ ମନୀଷ ଗୁପ୍ତା ତାଙ୍କର ସ୍ପର୍ଶ ପାଇ କମ୍ପି  ଉଠିଲା କବିତାର ଦେହ ମନା  ମନିଷ ମନକୁ ପଢ଼ିବାରେ ଥିଲାଓସ୍ତାଦ ! ପୁଣି ଏଇ  କିଛିଦିନ ଭିତରେ ସେ ବୁଝିଯାଇଥିଲା ପେ, କବିତା ତାଙ୍କ ଠାରୁ  ସେଇଆ ଚାହୁଁଛି ଯାହା  ସେ ଗହୁଁଛନ୍ତି  କବିତା ନିକଟରୁ! ତେଣୁ ସେ ଆଉ ଦେରି କଲେନି! କବିତାକୁ ଚେୟା ରରୂ ଉଠେଇ ସେ ଶୁଏଇ ବେଲେ ଏକ ମେଡିକାଲ ବେଡ଼ ରେ  ଆଉ ଓଠରେ ଚୁମ୍ବନ ଦେବାକୁ ଲା ଗିଲେ!ଖୁବ୍ ହାଲୁକା ପଦରେ ପ୍ରତିବାଦ କଲା  କବିତା- ଏ କ’ଣ କରୁଛନ୍ତି ? ଲେକେ ବାହାରେ ରୋଗୀ ଅଛନ୍ତି ! ଆପଣଙ୍କର ଆସିଷ୍ଟାଣ୍ଟ   ବି ଅଛି! ଯଦି କେହି ଦେଖିଦେବା
ତା’ ପାଟିରେ ହାତ ରଖି ଲେ  ମନୀଷ ! କହିଲେ-“ସେସବୁ  ବଛୋବପ୍ତ ମୁଁ କରିସାରିଛି! ମୁଁ ବେଲ୍ ନ ମରିବ! ଯାଏ କେହି ଭିତରକୁ ଆସିବେନି! ମୋ ଆସିଷ୍ଟାଣ୍ଟ ବି ନୁ ହେଁ! ତା’ଛଡ଼ା ଭୟ କରନି! ମୁଁ ଭିତରୂ କବାଟ ଲକ୍ କରିଦେଇଛି!”
ଡାକ୍ତରଙ୍କ  କଥ! ଶୁଣି ହସି ଦେଲା  କବିତା ! ବା ସ୍, ତା’ପରେ ସେମାନଙ୍କ ଦୁଇଟା  ଦେହ ବିଲ୍ କୂଲ ଏକ ହୋଇଗ ଲେ! ! ଆଉ କବିତ! ସେଦିନ ସେହି ଡାକ୍ତରଙ୍କ  ନିଭୃତ  ଜ୍ଜିନିକ୍ ଭିଟାରେ ଯାହ! ପଲଲା  ତାହା ତାକୁ ତା’ର ସ୍ୱାମୀ  ଗୂଡ଼ୁ ଏତେଦିନ ଧରି ପ୍ରତାନ କରିପାରି ନ ଥିଲା
ଲକ୍ଷ୍ନୌ ଫୈଜ଼ାବାଦ ସ୍ତିତ  କରବଲା ବାଦଶାହା ନଗର ନିବାସୀ ବଲବୀର  ଗୱତ୍ ଙ୍କ  ଏକମାତ୍ର ଝିଅ କବିତା ଗୱତ୍ ଓରଫ୍ ସୋନା! କବିତାର ମାମୁଘର ଊଣାଅ ରେ  ମୋହନ କତରା ! ଗ୍ରାଜୁଏସେନ ପରେ କବିତା ହାତରେ ଅନେକ ସମୟ ବ୍ଲୁ ଥିଲା ! ସେଥ୍ ଲାଗି  ସେ ତା’ର ମାମୁଘରକୁ  ଯାଇ ଥିଲା ସେଇଠାରେ ତା’ର ଭେଟ ହୋଇ ଥିଲା  ସେଇ  ଗାଁର ପୁଡ଼ୁ ଓରଫ୍ ବିଦ୍ୟା ପ୍ରକାଶ ଗୱତ୍  ସହିତା  ଗୁଡ୍ଡୁ  ଗ୍ରାଜୁଏସେନ ପରେ ଗାଡ଼ି ଚଳାଉ ଥିଲା ଓ  ପରିବାରର ବିଜନେସ୍ ବୁ ଝୁଥିଲା ପ୍ରଥମ ଦେଖାରେ ଊ ଭୟେ କବିତା ଓ ଗ୍ରଡ଼ୁ ପରସ୍ପର  କୁ  ପସନ୍ଦ କରିଥିଲେ  ଖାଲି ପସନ୍ଦ କରି ନ ଥିଲେ ମନକୁ ମନ ପ୍ରେମରେ ପଡ଼ିଯାଇ ଥିଲେ  କବିତ! ସେଠାରେ ପନ୍ଦର  ଦିନ ରହିଥିଲା ସେହି ପଦର ଦିନ ସେମାନେ ଖୁବ୍ ମିଳାମିଶା କରିଥିଲେ! ଆଉ  ପରସ୍ପରର ପ୍ରେମକୁ ପ୍ରକାଶ କରଥିଲେ ଓ ସ୍ଵୀକାର ମଧ କରିଥିଲେ! କବିତା ଘରକୁ ଚାଲି ଆସିଲା ହେଲେ ତା’ର ମନ ରହିଗରଗୁଡ୍ଡୁ ନିକଟ ରେ ସେମାନେ ପ୍ରତିଦିନ ଘଣ୍ଟା  ପରେ ଘଣ୍ଟା ଗପୁଥିଲେ ଆଉ ପରସ୍ପର କୁ ପାଇବା  ପାଇଁ ପାଗଳ ହୋଇଯାଇଥିଲେ ଶେଷରେ ସେମାନେ ବିବାହ କରିବାକୁ ଗହୁଁଛନ୍ତି  ବୋଲି ପରସ୍ପରର ଘର ଲୋକଙ୍କୁ ଜଣାଇ ଦେଲେ  ମାତ୍ର ଘରଲୋ କେ ରୋକ୍ ଠୋ କ୍ ଜଣାଇଦେଲେ ପେ, ଏ ବାହାଘର ସମ୍ଭବ ଚୂହେଁ! ଏକଥା ଶୁଣି ଉଭୟ ପୁଡ଼ୁ ଓ କବିତ! ଘର ଛାଡ଼ି ଗଲିଗଲୋ ପ୍ରଥମେ କୋର୍ଟରେ ଓ ପରେ ମନ୍ଦିରରେ ବିବାହ  କରିଗଲେ! ଏକ ଘରଭଡ଼ା ନେଇ ସେମାନଙ୍କର ଦାମ୍ପତ୍ଯ ଜୀବନ ଆରମ୍ଭ କଗିଦେଲେ
  କବିତା ବଲବୀର ଙ୍କ ଏକମାତ୍ର ଝିଅ ହୋଇ ଥିବା ହେତୁ   ସେ ଆଉ କେତେଦିନ ଝିଅ ଉପରେ ରାଗିପାରନଟ  ସେତିକି ନୃହୈଂ’ ସେ ଖବର ନେଇ କାଣୁଥିଲେ ପେ, ଭଡା ଘର ନେଇ ଖୁବ୍ କଷ୍ଟ ରେ  ଚଳୁଛନ୍ତି  ତାଙ୍କ ଝିଅଚ୍ଚାଇଁ! ତେଣୁ ସେ ମନରୁ ରଗା ରୁଷା  ଭୃଲି କବିଢା ଓ ଗୁଡ୍ଡୁ ଙ୍କୁ ନିଚ୍ଚଘରକୁ  ନେଇଆସିଲେ! ଗୁଡ୍ଡୁ ଘଳୋଇଁଆ ହୋଇ କବିତାର ଘରେ ରହିଲା
ଇତିମଧ୍ୟ    ରେ ଛ’ମାସ ବିତିଗଲା! ଏହ! ମଧ୍ୟ    ରେ କବିତାର ଦାନ୍ତରେ ଯନ୍ତ୍ରଣା  ହେଲା କବିତା ଦାନ୍ତ ଡାକ୍ତରଙ୍କୁ  ଭେଟିଲା, ଖାଲି ଭେଟିଲା, ନାହିଂ’ ସେ ନିଜକୁ ସମ୍ପୂର୍ଣ ରୂପେ ମନାପ ନିକଟରେ ସମର୍ପି ଦେଲା  ଆଉ ଗୂଚୂକୁ  ବାହ! ହୋଇଥିବା ରୂ ଅନୁତାପ  ମଧ କଲୀ
କବିତା ଓ ମନୀଷ ଗୁପ୍ତା ଅଉ ରୋଗା ଡାକ୍ତର  ହୋଇ ରହି ନ ଥିଲେ! ସେମାନେ ଖୁଲମ ଖୁଲା ବୁ ଲୁଥିଲେ ଏକଥା ଗୁଡ୍ଡୁ କାନ ରେ ପଡ଼ିଲା ଚ ସେ ପଗରିଳା- “ତୁମେ  ତ ଦାନ୍ତ ଦେଖେଇବାକୁ ଡାକ୍ତର ପାଖକୁ ଯାଉ ଥିଲା ତୂମ ଦାନ୍ତକୁ  ଭଲ ହୋଇଗଲାଣି! ଅଥଚ ତୂମେ ଡାକ୍ତରସହ ନିୟମିତଘୂରି ବୃଲୁଛ କ’ଣ ପାଇଁ?
ଏସବୁ  କ’ଣ ଚାଲିଛି?” କବିତା କହିଲା - “ମୁଁ ରୋଗି  ହୋଇ ଯାଇ ଥିଲି  ସତ ! ହେଲେ ଆମେ ଦୁଃହଁ ବନ୍ଧୁ ହୋଇ ଯାଇଛୁ ! ତେଣୁ କଣେ ବନ୍ଧୁ ଆଉ ଜଣେ ବନ୍ଧୁ କୁ  ଭେଟି ଗଲେ , ତା’ ସହ ଚୂଲିବାରେ ଅସୂବିଧା କ’ଣ?” ଗୂଡ଼ୁକୁ  କବିତାର ଉତ୍ତର ଭଲ ଲାଗିଲାନି ସତ  ହେଲେ ସେ ନୀରବ ରହିଲା  ମାତ୍ର ଯେତେବେଳେ ଜାଣିଲ! ପେ, କବିତା ଓ ଗୋ ମନୀଷ ଗୁପ୍ତା କେବଳ ବନ୍ଧୁ ନୁହନ୍ତି ; ସେମାନେ ଅନୈତିକ କ୍ରିପାକଳାପରେ ଲିପ୍ତ - ଯେତେବେଳେ ସେ ନିଜକୁ ରୋକି ପାରିଲା ନାହି ! ଗାଳିଗୂଲଢ ଆରମ୍ଭ କରିଦେଲା  ହେଲେ ରୋକ୍ ଠୋ କ୍ ଜଣେଇଦେଲା  କବିତା - ‘ତୁ ରୁମେ ମୋ ଘରେ ରହୁ ଛ ମାନେ ଶ୍ଵଶୁର ଘରେ ଘର ଜୋଇଁଆ ହୋଇ ରହିଁ ଛ! ଯାହାର ନିଜକୁ ଚଳେଇବାର କିମ୍ବା ନିଜ ସ୍ତ୍ରୀ କୁ ଚଳେଇବାର କ୍ଷମତା ନାହିଁ ତା’ର ମୋତେ ସ୍ପଷ୍ଟି କରଣ ମାଗି ବାର ଅଧ୍ କାର ଆସିଲା କୋଊଠୁ?’

ଏକଥା ସହିବା ଖୁଡ଼ୁ ପାଇଁ ଖୁବ୍ କଷ୍ଟ କର ଥିଲା  ସେ ଘର ଜୋଇଁ  ହୋଇ ରହିଥିଲା  ସତ; ହେଲେ ସେ ଥିଲା ଗୋଟେ ପୁରୁଷ  ସେ କହିଲା, ଡୁମ ପ୍ରେମରେ ପଡ଼ି ମୁଁ ଘର ଜୋଇଁ ହୋଇଥିଲି ! ଯଦି ମୋ ପାଇଁ ଡୁମ ପ୍ରେମ ସରିଗଲା ତା’ହେଲେ ମୋର ଶ୍ୱଶୁରଘରେ ପଡ଼ି ରହିବାର କୌଣସି ଆବଶ୍ୟକତା ନାହିଁ ! ଏତିକି କବି ସେ ସେହି ମୁହୂର୍ତ ରେ  ଘର ନ୍ଥାଡ଼ିବେପ ଓ ନିଜ ଘରକୁ ଫେରିଆସିଲା  ତା’ ଘର ତା’ ପାଇଁ ସବୁବେଳେ ଖୋଳା ଥିଲା ତେଣୁ ତାକୁ ତା’ର ପରିବାର ଲୋକେ  ଗ୍ରହଣ କରିନେଲେ!
ଗୁଡ଼ୁ ଭାବି ଥିଲା ’ ସେ ଗଲିଆସିଗ ପରେ ଦୁଜେ କବିତା ଅନୁତପ୍ତ  ହେବା ସେ ତା’ର ଭୁଲ୍ ବୁ ଝିବ ଓ ତା’ ପାଖକୁ ଆସି ଅନୁତାପ କରିବା ମାତ୍ର ନା’ ଯେମିତି କଲା ନାହିଁ  କବିତ! ! କାରଣ ସେ ଡାକ୍ତର ଙ୍କ  ପ୍ରେମରେ ଏମିତି ପଢ଼ିଥିଲା ଯେ  ତାକୁ ଡାକ୍ତର ଙ୍କ  ବ୍ୟତୀତ ଆଉ କେହି ଦେଖା ଯାଉ  ନ ଥିଲେ! ଓଲଟି କବିତ! ଗୁଡ଼ୁ କୁ  ପ୍ରଦାବ ଦ୍ଦେଲା- ‘ମୋର ପ୍ରେମ ତୂମ ପାଇଁ ଜମିନି! ମୁଁ କେବଳ ମୋ ପ୍ରେମକୁ ଦୁଇ ଭାଗ  କରି  ଦେ ଇଛି! ତୁମେ ଚାଲ  ଆମ ଘରେ ରହିବ! ମୁଁ ତୁମକୁ ଯେମିତି ପ୍ରେମ କରୂଥିଲି  ସେମିତି ପ୍ରେମ କରିବି! ତୂମେ କିନ୍ତୁ  ମନାଫ୍ ଙ୍କ ସହ ମୋର ମିଳାମିଶାକୁ  ବିରୋଧ କରିବନି !’
ଗୁଡ଼ୁ  ପାଇଁ ଏ ପ୍ରସ୍ତାବ  ଆଦୌ ସ୍ଵୀକାର୍ୟ ନ ଥିଲା  ସର୍ବୋପରି ଗୂଡୁ ଚ୍ଚାଣିସାରିଥିଲା ପେ, କବିତ! ଗୋଟେ ଚରିତ୍ରହୀନ!ନାରୀ ! ସେ କେବେ ବି କାହା  ପ୍ରତି ବିଶ୍ୱସ୍ତ  ହୋଇପାରିବ ନାଦି ! ତା’ଛଡ଼ା ଥରେ ଯିଏ ଅବା ଟକୁ  ଗଲାଣି ତାକୁ ବାଟକୁ ଆଣିବାକୁ ଚେଷ୍ଟା  କରିବା ଅର୍ଥ ନିଜେ ନିଜ ଗୋ ଡ଼ରେ କୁଗଢ଼ି ମାରିବା! ପୁଣି ପରିବାର ଲୋକେ ମଧ କବିତାକୁ ବୋହୁ ଭାବରେ ଦେଖି ବା କୁ  ଗହୁଁ ନ ଥିଲେ! ସେମାନେ ଗହୁଁଥିଲେ ଗୁଡ୍ର କବିତାକୁ ଡିଭ ର୍ସ ଦେଉ! ଆଉ ଠାରେ ବାହା  ହେଉ
 ହେଲେ କବିତା ମୁହେଁ ମୁହେଁ ଶୁଶେଇଦେଲା  ପେ’ ସେ ଡିଭୋ ର୍ସ ଦେବନି! ଗୂଡ଼ୁ ସବୁ ଦିନ  ତା’ର ସ୍ୱାମା ହୋଇ ରହିବା  ଆଉ ଘଭୋଇଁଆ ହୋଇ ବି ରହିବା ପଦି ତା’ କଥା ନ ମାନିବ ତା’ହେଲେ  ସେ ଥୀନାକୁ  ଯାଇ ତା’ ନାଁରେ ପୌତୂକ ନିର୍ଷାତନ! ତଥା ଡୋମେଷ୍ଟିକ  ଭାୟୋ ଲେନ୍ସ   କେ ସ୍ କରିବା ଫଳରେ ସେ ଓ ତା’ର ପରିବାର ଜେଲକୁ ଟଣା ହୋଇ  ଯିବେ!
ଗୁଡ଼ୁ  ମୁଣ୍ଡରେ ଚଡ଼କ ପଡ଼ିଲା  ସେ ଏତେବେଳେ  ଅନୁ ଭବ କଲା ସେ, କବିତା ପ୍ରେମରେ ପଡ଼ି ସେ ସଂଘ ଟିକ ଭୁଲ   କରିଛି! ହେଲେ ଆଉ କିଛି କରିବାର ନ ଥିଲା  ନା ସେ କବିତାର ସ୍ୱାମା ହୋଇ ଘୟୋଇଁଆ ପାଇଟି ପାରୂଥିଲା ନା କବିତାଠୁ ସ୍ୱତନ୍ତ୍ର  ହୋଇ ପାରୂଥିଲା  କବିତା ପ୍ରତିଦିନ ତାକୁ ଓ ତା’ର ପରିବାରକୁ ଜେଲକୁ ପପେଇଦ୍ଦେଗକୁ  ଧମକ ଦେଉ ଥିଲା
ଦିନେ ନିଷ୍ପତି ନେଲା ଗୁଡ଼ୁ ! ପ୍ରେମ କରିବାର ସମୁଚିତ ଫଳ ସେ ପାଇଗଲା ଏବେ  ସେ ଜେଲକୁ ଯିବା ହେଲେ  ତା’ ପରିବାରକୁ ଜେଲକୁ ଯିବାକୁ ଦ୍ଦେବନି! କବିତାକୁ ସେ ମାରିଦେବା ସୂପାରି କିଲର ଠିକ୍ କଲୀ ଆଉ ଛଳନାରେ କବିତାକୁ ଡାକି ହତ୍ୟା     କଲା  ! ଜେଲକୁ ଗଳା ଗୁଡ଼ୁ ! ମାତ୍ର ତା’ ଭିତରେ ସାମାନ୍ୟ ବି ଅନୁଶୋଚନା  ନ ଥିଲା

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...