ପଞ୍ଜାବର ମୁକ୍ତସାର ଜିଲ୍ଲା ମାଲୋଟ୍ ତହସିଲ ଅନ୍ତର୍ଗତ ଗୋଟିଏ ଗାଁ ଖୁଲନ୍ କାଲା! ଏହି ଗାଁରେ ଗୁରୁସେବକ ସିଂଙ୍କ ଘର! ଗୁରୁସେବକ ସିଂଙ୍କ ପରିବାର କହିଲେ ସ୍ତ୍ରୀ ଓପୁଅ ଗୁଚୁବିନ୍ଦର ସିଂ! ଗୁରୁସେବକ ସେ ଆଖପାଖ ଅଞ୍ଚନଃର ଜଣେ ବିଶିଷ୍ଟ ଚାକ୍ଷୀ! ତାଙ୍କର ପ୍ରଚୁର ଚାଷଜମି! ଦିନକୁ ପଚାଶ ଷାଠିଏ ଜଣ ମଜଦୁର ଖଟନ୍ତି ! ମଜଦୁର ଙ୍କ ମଧ୍ୟରେ ଅଧିକା ସଂଖ୍ୟକ ହେଭଛଚ୍ଚି ମହିଳା! ଗୁଚୁସେବକ ବେଖ୍ ଲେ ପୁଅ ଗୁରୁବିନ୍ଦର ପାଠରେ ବେଶି ବାଟ ଆଗେଇ ପାରିବ ନାହିଁ! ସେଥିଲାଗି ସେ ମୂଳରୁ ତାକୁ ଚାଷକାମ ଶିଖେଇଲେ! କାରଣ ସେ ଯେଉଁ ଅଚଳାଚଳ ସମ୍ପରି ରଖ୍ ଛନ୍ତି ତାଙ୍କ ପରେ ସେ ହିଁ ସେସବୁ ର ଦ୍ଦେଖାରଖା କରିବା
ସତକୁସତ ଗୁରୁବିନ୍ଦର ଚି ଖୁବ୍ କମ୍ ଦିନ ମଧ୍ୟରେ ଚାଷକାମ’ ଜମିବାଡ଼ି, ଟଙ୍କା ପଇସା ସଂକ୍ରାନ୍ତୀୟ ସବୁ ବିଷୟରେ ପାରଙ୍ଗମ ହୋଇରଠିଲା! ପୁଅ ପାରିବାର ହୋଇଗଲେ ସାଧାରଣତଃ ବାପାମାନେ ନିଜ ମୁଣ୍ଡର ଜୋଝକୁ ହାଲ୍ କା କରିଦେବାକୁ ବାହାନ୍ତି ! ଏଠି ବି ସେଇଆ ହେଲା ! ଦିନେ ଗୁରୁସେବକ ପୁଅକୁ ଡାକି କହିଲେ: ‘ତୁତ ସଟୁକାମକୁ ପାରିଲୁଶି! ଏବେ ସଚୁକଥା ତୁ ବୁ ଝା ମୋର ଚି ବୟସ ହୋଇଗଲାଣି! ତେଣୁ ମୁଁ ଘରେ ରହି ଆରାମ କରୁଛି!’ ପ୍ରଥମରୁ ବାପାକୁ ସମ୍ମାନ ଦେରଥିବା ଗୁରୁବିନ୍ଦର ତାଙ୍କର ଏ କଥାରେ ରାଜି ହୋଇଗଲା! ଏବେଠାରୁ ସବୁର ମାଲିକ ହେଲା ଗୁରୁଚିନ୍ଦର...
ଗୁରୁ ସବକଙ୍କ ଫାର୍ମରେ କାମ କଚୁଥିଲେ ଦୁଇଜଣ ପୁରୁଣା ଲୋକ! କୁଲବିନ୍ଦର ସିଂ ଓ ପରମଜି ତ୍ କୌର! କୁଲବିନ୍ଦର ଥିଲା ପୁରୁଷ ଶ୍ରମିକମାନଙ୍କର ସୁପରଭାଇଜର ଆଉ ମହିଳା ଶ୍ରମିଳମାନନ୍ଧୁ ପରିଚାଳିତ କରୁଥିଲା ପରମଜି ତ୍ କୌରୀ ସେମାନେ ଗୁରୁସେବକର ଅତି ନିକତେର ଥିଲେ! ତେଣୁ ସେମାନଙ୍କର ଯଥେଷ୍ଟ କାଟ୍ତି
ରହିଥିଲା ସବୁ କାମରେ ! ତେରେ ଗୁରୁବିନ୍ଦର ଦାୟିତ୍ଵ ନେବା ପରେ ସେମାନଙ୍କର କାଟ୍ ତି ଧୀରେଧୀରେ
ହ୍ରାସ ପାଇବାକୁ ଲାଗିଲା! କୁଲଵିନ୍ଦର ଓ ପରମ୍ବଚ୍ଚିତ୍ ଚିନ୍ତାକଲେ କ’ଣ କଲେ ସେମାନେ ଟୁରୁବିନ୍ଦରର ନିକଟତର ହୋଇପାରିଦୋ ଦିନେ କୁଲବିନ୍ଦର ପରମଢିଟ୍ ଜୁ ଡାକି କହିଲା: ‘ମୁଁ ଢେର ଚେଷ୍ଟା କରୁଛି ଗୁରୁବିନ୍ଦର୍ର ନିକଟତର ହେବା ପାଇଁ ! ହେଲେ ସମ୍ଭବ ହୋଇପାରୁନି!’ ପରମଚ୍ଚିତ୍ କହିଲା- ‘ସେମିତି ତେଷ୍ଠାକଲେ ଆମେ କିଛି କରିପାରିବା ନାହିଁ’ ଆମକୁ ପ୍ରଥମେ ଖୋଜି ପାଇଁ ପଡିବ ଗୁ ରୁଚିନ୍ଦର୍ ର ଦୁର୍ବାଳତା କ’ଣ ? ଯଦି ଆମେ
ସେହି ଦୁର୍ବଳତାକୁ ଧରିନେବା ତା’ହେଲେ ଆମକୁଆଉ ଚିନ୍ତା କରିବାକୁ ପଡିବନି!’ କୁଲବିନ୍ଦ୍ର ର କହିଲା- ‘ମୁଁତ ସେଇଆ ଜାଣିବାକୁ ଚାହୁଁଛି ! ହେଲେ ମୋର ସବୁଚେଷ୍ଟା ବିଫଳ ହୋଇଗଲାଣି!’ ପରମଜି ତ ହସିଲା! ଆଉ କହିଲା- ‘ତୁ ସିନା ଜାଣିପାରୁନୂ ଗୁରୁବିନ୍ଦର୍ର କ’ଣ ଦୂର୍ବଳତା! ହେଲେ ମୁଁ ଠିକ୍ ଜାଣିଛି ତା’ର ଦୁର୍ବଳତା କ’ଣ ?’ ଆଶ୍ଚର୍ଯ୍ୟ ହୋଇଗଲା କୁଲବିନ୍ଦର ! ପରମଢିତ ତାକୁ ବ୍ରୁଝେଇନ୍ଦେଇ କହିଲା ଯେ, ‘ଆରେ ବୁଦୂ ଗୁରୁବିନ୍ଦର ଏବେ ଯୁବକ! ଆଉ ପଣେ ଯୁବକ କ’ଣ ଚାହେଁ? ସୁନ୍ଦରୀ ଝିଅ ! ସୁନ୍ଦରୀ ଝିଅକୁ ପାଇବା ପାଇଁ କାହାର ମନ ନାହିଁ କହିଲୁ! ଯଦି ଆମେ ଚାକୁ ସୁନ୍ଦରୀ ଝିଅର ପାଲରେ ପକେଇଦବା ତା’ହେଲେ ଆମର ସମସ୍ୟା ଶେଷ
‘ହେଲେ ଆମେ ସୁନ୍ଦରୀ ଝିଅ ଆଣି ତାକୁ ଦବା କୋଉଠୁ?’ କୁଲବିନ୍ଦର କହିଲା! ପରମଜିତ୍
କହିଲା- ‘କାହିଁକି ତୋର ପରା ଅନେକ ପ୍ରେମିକା! ଯଦି ଦରକାର ପଡ଼େ ସେଇଥିରୁ ଗୋଟେ ଆଣି ଯୋଗେଇଦଟୁ” ବାସ୍ତବରେ କୁଲବିନ୍ଦର ଥିଲା ଗୋଟେ ’ୱିମେନାଇରେ! ସେ ବାହା ହୋଇଥିଲା! ହେଲେ ତା’ର ଏଇ ଗୁଣ ଯୋଗୁତା’ ସ୍ତ୍ରୀ ତାକୁ ଛାଡ଼ି ପନେଇଯାଇଥିଲା! ସେଥିଲାଗି ଟିକେ ବି ଦୁଃଖ-ନ ଥିଲା ଜୁଲଢିନର୍ ମନରେ! ସେ ତା’ର ପଡ଼ୋଶୀ ଭାଉଚ୍ଚମାନକୁ ତଥା ଝିଅମାନକୁପଟେଇ ତା’ ନିଜ ମନ ଓ ଦେହର ଓରିମାନା ପୂରଣ କରିନଉଥିଲା ! କୁଲବିନ୍ଦର ଭାବିଲା- ପରମଜିତ୍ କିଛି ଭୁଲ କହୁନି! ସେ ଚେଷ୍ଟାକରି ଦେଖ୍ ବା ଉଚିତ! ଏବେ ଗୋଟିଏ କାମ ସେ ରୁରୁବିନ୍ଦର ମନଳୁଜିଣି ପାରିବ! ଆବଶ୍ୟକ!
ଫାର୍ମରେ ଥିବା! କୁଡ଼ିଆ ଭିତରେ ଦିନେ ବସିଥାଏ ଗୁରୁବିନ୍ଦ ର! ଳୁଲବିନ୍ଦର ତା’ ପାଖରେ ପହଲୋ! କହିଲା- ‘ଭାଇ! ମୁଁଦେଖୁଛି ଅନେକ ସମୟରେ ଡୁମ ମନ ନି ରସ ରହୁଛି! ଏବେ ତ ତୁମର ଯୁବ! ବୟସ! କହିବ ତ ମୁଁ ମାଲିକନ୍ଧୁ କହି ତୁମ ବାହାଘର ପ୍ରସ୍ରାବ ପକେଇବି! ବାହ! ହେଇ ଗୋଟେ ସୁନ୍ଦରୀ ସ୍ତ୍ରୀ କୁ ପାଇଗଲେ ମନଃ ଖାଲି ଫୁର୍ତି ଆଉ ଫୁର୍ତି ଗୁରୁ ବିନ୍ଦର କହିଲା- ‘ସେସଚୁ କଥା ମୁଁ ଚିନ୍ତା କରିନି! ମୁଁଯେତିକି ଜାଣିଛି ବାହାଘର ମାନେ ଜଞ୍ଜାଳ! ମୋର ଏତେ ଶୀଘ୍ର ସେ ଜଞ୍ଜାଳ ଭିତରକୁ ପଶିବାର ନାହିଁ!’ କୁଲବିନ୍ଦର କହିଲା- ‘ବାହା ହେଲେ ସିନା ଜଞ୍ଜାଳ ! ହେଲେ ଜଞ୍ଜାଳ ନ ଆଉ ଯଦି ବାହାଘର ସୁଖ ମିଳିଯାଏ ତା’ହେଲେ ଅସୁବିଧା କୋଉଠି?’---ଗୁରୁବିନ୍ଦର ଜଣେ ଯୁବକ ଥିଲା! ତା’ ମନରେ ସୁନ୍ଦର! ଝିଅର ଦେହକୁ ଛୁଇଁବାର ଭୋକ ଥିଲା! ସେ କହିଲା- ‘ତାହା ତ ଠିକ୍ କଥ! ! ହେଲେ କେହି ଜାଣିବେନି ତ!’ କୁଲଚିନ୍ଦର କହିଲା- ‘ଆରେ ଭାଇ, ମୁଁ ତୁମଟଙ୍କାରେ ଚକୁଳି! ସେସବୁ କିଛି ହବନି! ମୋ ଉପରେ ବିଶ୍ବାସ ରଖ ! ତେବେ ଆମ ଫାର୍ମରେ ତ ଢେର ମହିଳ!କାମ କଚୁଛଚ୍ଚି! କୁହ, ଡୁମର କାହାକୁ ପସନ୍ଦ! ମୁଁତା’ର ବ୍ଯବସ୍ଥା କରିଦେବି !’ ଗୁରୁଟିନ୍ଦର କହିଲା- ‘ଠିକ୍ଅଛି! ମୁଁକାଲି ଫାର୍ମ ବୁଲିବା ବାହାନାରେ ସମସ୍ତକୁ ଦେଖ୍ଚି ! ଯିଏ ପସନ୍ଦ ଆସିବ ତା’କଥ! କହିବି
ପରଦିନ ଫାର୍ମ ଦୁଲିଚା ବାହାନାରେ କୁଚୁଚିନ୍ଦର ସଟୁ ସ୍ତ୍ରୀ ଲୋକକୁ ଦ୍ଦେଖ୍ ଲା ! ତା’ ନଚ୍ଚର ବୁଲିବୁଲି ଆସି ଅଟକିଗଲା ସୋମପାଲ ସିଂ ନିକଟରେ! ସୋମପାଲ ଉପରୁ ସେ ଚେଷ୍ଟାକରି ବି ନଜର ହଟେଇପାରିଲା ନାହିଁ! ତା’ର ଗୋର! ଦେହ! ଲମ୍ବାଲମ୍ବା ଆଖ୍! ପୁରିଲା ପୁରିଲା ଦେହକୁ ଦେଖ୍ କୁରୁବିନ୍ଦର ଛାତିରେ ସତେ ଯେମିତି ଅତଡ଼ା ଖସି ପଡ଼ିଲା ! ସେ ଫେରିଆସି କୁଲତିନ୍ଦରକୁ ଜଣେଇଦେଲ! ଯେ, ମୋର ସୋମପାଲ ପସନ୍ଦ ! ଯେତେଶୀଘ୍ର ପାରୁଛ ତାକୁ ମୋ ବେଦ୍ ଉପରକୁ ଆଣିବାର ବ୍ଯବସ୍ଥା କର
ଏହ! ଶୁଣି ଖୁସିରେ ପାଗଳ ହୋଇଗଲା କୁଲବିନ୍ଦରୀ ସଙ୍ଗେସଙ୍ଗେ ସେ ଜଣାଏ ପରମଜିତ୍ କୁ! ପରମଜିତ କହିଲା- ଆରେ ଆମ ପାଇଁ ତ ମାମଲା ସହଜ ହୋଇଗଲା ! ସୋମପାଲ ହେଉଛି ମୋ ବୋହୂର ସାନ ଭଉଣୀ ! ପୁଣି ତା’ର ପରିସ୍ଥିତି ଏମିତି ଯେ, ସେ ମୋ କଥାରେ ରାଜି ନ ଦେବାର ପ୍ରଶ୍ନ ଉଠୁନାହିଁ ! ସୋମପାଲ ବଲବିନ୍ଦର ସିଂ ଓରଫ ବିଲାକୁ ମ୍ୟାରେଦ୍ କରିଥିଲା! ତା’ର ଅରବିଦ୍ ଚୋଲି ଗୋଟେ ଦୂଇବର୍ଷର ପୁଅ ବି ଥିଲା ! ବିଲାର ସେମିତି କିଛି ରୋଜଗାର ନ ଥିଲା ସେମାନେ ଓଳିଏ ଖାଇଲେ ଦୁଇ ଓଳି ଉପବାସ ରନୁଥିଲେ! ଦିନେ ସୋମପାଲ ଜାଣି ଜାଣି ଏକଥା ପରମଜିତକୁ କହିଲା ତ ପରମଜିତ ତାକୁ ଆଣି ଫାର୍ମରେ କାମ ଲରେଇ ଦ୍ଦେଇଥିଲା
ପରମଢିତ୍ ସେଦିନ ସୋମପାଲ ଘରେ ପହଞ୍ଚା ବେଳକୁ ଚିଲା ଘରେ ନ ଥିଲା! ସେ ଏଣୁତେଣୁ କଥା କହିବା ପରେ ଅସଲ କଥାକୁ ଆସିଲା !କହିଲା- ‘ମାଲିକ ଗୁରୁଚିନ୍ଦର ତତେ ପସନ୍ଦ କରିଛି! ଯଦି ତୁ ଦିନକୁ ଘଣ୍ଟାଏ ତା’ ଚେଡ଼୍ ରୁମ କୁ ଯିବୁଆତ୍ତ ତାକୁଖୁସି ଦେଇପାରିଟୁ ତା’ହେଲେ ସେ ତୋ ଭାଗ୍ୟ ବଦଳେଇବେ ” ଏକଥା ଶୁଣିବା ପରେ ପ୍ରଥମେ ଚମକି ପଡିଲା ସୋମପାଲ! କାରଣ ସେ ଗରିବ ଥିଲା ସତ; ହେଲେ ଖରାପ ପ୍ରକୁତିର ନ ଥିଲା! ସେ ଗୋକଠୋକ ମନା କରିଦେଲା ଯେ, ସେ ସେହି ପାପ କାମ କରିପାରିବନି! ହେଲେ ନଛୋଡ଼ବନ୍ଦା ଥିଲା ପରମଜିତ୍! ତାଳୁ ବ୍ରାକମେଲ କଲା! କହିଲା- ‘ଭଲକରି ଚିନ୍ତାକର ! ରାଜି ନ ହେଲେ ତୁ ଚାକିରି ହରେଇଦୁ! ତା’ଛଡ଼ା ଘରେ ତୋ ସ୍ବାମୀକୁ ସୁଖ ବଉଚୁ ଫାର୍ମରେ ମାଲିକ କୁ ସୁଖ ତଟୁ! ସ୍ୱାମୀକୁ ସୁଖ ଦେଇ ଉପବାସରେ ରହୁଛୁ! କିନ୍ତୁ ମାଲିକକୁ ସୁଖ ଦେଲେ ତୋ ଭାଗ୍ୟ ବଦଳିଯିବ
ପ୍ରଥମେ ନାହିଁ ନାହିଁ କରୁଥିବା ସୋମପାଲ ଶେଷରେ ରାଜି ହୋଇଗଲା! ଭାବିଲା, ଠିକ୍ କହୁଛି ପରମଜିତ, ସେ ତ କିଛି ଭୁଲ କରୁନି! ଯଦି ସ୍ବାମାକୁ ସୁଖ ଦେଇ ସେ ଭୋକରେ ରହୁଛି ତା’ହେଲେ ସେ ମାଲିକଜୁ ସୁଖ ଦେଇ ପେଟ ପୂରେଇବ ନାହିଁ କ’ଣ ପାଇଁ ? ଗୁଗୁଚିନ୍ଦରର ବିଛଣାକୁ ଗଲା ସୋମପାଲୀ ପ୍ରଥମେ ତାକୁ ଅଡ଼ୁଆ ଲାଗୁଥିଲେ ବି ପରେ ପରେ ସବୁ ଠିକ୍ ହୋଇଗଲା! ତା’ଛଡ଼ା ଗୁରୁବିନ୍ଦରଠାଗୁ ଦେହ ସୁଖ ପାଇବା ପରେ ତାକୁ ଲାଗିଲା ସେ ଯେମିତି ଏତେବିନ ଧରି ଏମିତି ଏକ ଆନନ୍ଦ ପାଇବାରୁ ବଞ୍ଚିତ ଥିଲା! ଗୁରୁବିନ୍ଦର ସୋମପାଲକୁ ପାଇ ବି ମନ୍ତ୍ରମୁବ୍ଧ ହୋଇଗଲା! ଗୋଟେ ପିଲାର ମା’ ହୋଇଥିଲେ ବି ସୋମପାଲ ତାଳୁ ଲାଗୁ ଥିଲା ଯେମିତି ସେ ଏବେ ବି କୁଆଁରି ଅଛି! ତେଣୁଉଭୟ ଉଭୟଙ୍କ ପାଇଁ ପାଗଳ ବନିଗଲେ
ଦି ନେ ସବୁକିଛି ଜାଣିନେଲା ସୋମପାଲର ସ୍ବାମୀ ବିଲା ! ଆଉ ସୋମପାଲ କାମକୁ ଆସିପାରିଲା ନାହିଁ କିମ୍ବା ଗୁଚ୍ଛବିନ୍ଦରକୁ ସୁଖ ଦେଇପାରିଲା ନାହିଁ! ହେଲେ ଗୁରୁବିନ୍ଦର ସୋମପାଲକୁ ପାଇବା ପାଇଁ ପାଗଳ ହୋଇଯାଇଥିଲା! ଅନ୍ୟପଟେ, ସୋମପାଇକୁ ଗୁରୁବିନ୍ଦର ପାଖକୁ ପଠେଇ ପରମଜିତ ଏବଂ କୁଲବିନ୍ଦର ଯେଉଁ ଫାଇଦା ହାସଲ କଚୂଥିଲେ ତାହା ବି ସେମାନଙ୍କର ବନ୍ଦ ହୋଇଗଲା! ସେହିଭଳି ଗୁଚୁବିନ୍ଦରଠୁ ଦୁଃରଇ ସୋମପାଲ ଚି ଗୋଟିଏ ମୁହୁର୍ଭ ଶାନ୍ତି ରେ ରହିପାରୁ ନ ଥିଲା ! ସଂକ୍ଷେପରେ ସମସ୍ତଙ୍କ ପାଇଁ ଗୋଟିଏ ଟୋଲି କଣ୍ଟା ଥିଲା ବି ଲା! ସମସ୍ତେ ନିଷ୍ପରି ନେଲେ ସେମାନେ ସେମାନଙ୍କର ରାସ୍ତାର କଣ୍ଟାକୁ ହଟେଇବେବେ! ବାସ୍ ସେଇଆ କଲେ! ସମସ୍ତେ ମିଶି ବିଲୀକୁ ମାରିଦ୍ଦେଲେ ଦେହର ଭୋକ, ପେଟର ଭୋକ ଆଉ ଗରିବୀର ଭୋକରେ ବଳି ପଡ଼ିଗଲା ବିତରା ବିଲା
No comments:
Post a Comment