Tuesday, 16 January 2018

ଵିଗିଡ଼ିଗଲା ଯଶପ୍ର1ତ





 ଡାକ୍ତରଙ୍କ କଥା ଶୁଣି ଯଶପ୍ର1ତ ର ମୁଣ୍ଡ ବୁଲେଇଦେଲା! ତାକୁ ଚାରିଆଡ଼ ଅନ୍ଧାର ଦେଖାଗଲା! ଲେଡି ଡାକ୍ତର ଜଣକ ସାମାନ୍ୟ ଗୌର ଚଛିକା ସୃଷ୍ଠି ନ କରି ଘୋଷଣା କଲେ: ‘ଆଇ ଆମ୍ ସରି ଯଶପ୍ର1ତ୍! ତୁମେ କେବେ  ବି ମା’ ହୋଇ ପାରିବ ନାହିଁ!’ ପୁଣି ଯଶପ୍ର1ତ୍ ର ସ୍ବାମୀ ଗୁରୁଃ ତେଜ  ଆଡ଼କୁ ଅନେଇ ହସିଦେଲେ! ଆଉ କହିଲେ: ‘ୟୁ ଆର ପର ଫେକ୍ଟ  ! ତୁମେ ଚାହିଁଲେ ଯେ କୌଣସି ନାରୀକୁବି ମା’ ବନେଇପାରିବ
 ଯଶପ୍ରାତ୍ ପାଦତଳୁ ମାଟି ଖସିଯାଇଥିଲା  ! ସେ କେବଳ କଇଁକଇଁ ହୋଇ କାନ୍ଦୁଥିଲା ! ଗୁରୁଃ ତେଜ ତାକୁ ପ୍ରବୋଧ କରାଉଥିଲା ! ସାନ୍ତନା ବେଉଥିଲା ! ମାତ୍ର ରୁଫ୍ ହେଉ ନ ଥିଲା  ଯଶପ୍ର1ତ୍! କହୁଥିଲା - ‘ଲୋ କମାନେ ଏଣିକି ମୋତେ ବନ୍ଧ୍ୟା  କହିବେ! ତା ପରେ ତୁମର ମନ ବି ମୋ ଉପରୁ ତୁନ୍ଦି ଯିବା ହୁଏତ ତୁମ ପରିଚାର ଲୋକେ ମୋତେ ଛାଡ଼ି ଦେଇ ଆଉ କାହାକୁବାହା ହେବାକୁ କହିପାରନ୍ତି ’ ଯିଏ ତୁମକୁ ଗୋଟେ ସନ୍ତାନ ଦେଇପାରିବ  ଗୁରୁତେକ୍ କହିଲା-‘ଏସରୁ ବାଜେକଥା! ବିଶ୍ୱରେ ଅନେକ ସନ୍ତାନହୀନଦମ୍ପତି ଅଛନ୍ତି ଚି! ତୁମେ ନିଜକୁଏତେ ଅସହାୟ ଭାବୁଛ କ’ଣ ପାଇଁ? ତା’ଛଡ଼ା ମୁଁ ଆଜି ତୁମ କୁ ଯେତିକି ଭଲ ପାଉଛି ଆଗାମୀ ଦିନ ର ସେତିକି ଭଲପାଇବି
      ଯଶପ୍ର1ତ୍ କୁ ସ୍ବାମୀ ଗୁରୁତେଜେ  କଥା ଅବିଶ୍ଵସନୀୟ ମାନେ ହଉଥିଲା  ! ହେଲେ ତା’ପାଖରେ କିଛି  ଉପାୟ ନ ଥିଲା ! ସେଥିଲା ଗି ସେ ଗୁରୁତେଜ କୁ  ଏପରି ଭାବରେ ଭିଡ଼ିଧରିଲା ଯେପରି ସେ ସମ୍ପୂର୍ଣ୍ଣ ଭାବରେ ଗୁରୁତେକ୍ ଦେହରେ ମିଶିଯିବାଜୁ ଚାହୁଁଛି!
        ଭାତିଣ୍ଡା (ପଞ୍ଜାବ)ର ସଙ୍ଗତ ଥାନା ଅନ୍ତର୍ଗତ ମୁବାଲ୍ଲୀ ଗାଁର ଗୁରୁତେକ୍ କୂ ପ୍ରାୟ ଦଶବର୍ଷ ତଳେ ବାହା ହୋଇଥିଲା  ମଇହାନା ଗାଁର ଯଶପ୍ର1ତ , ଯଶପ୍ର1ତ ଦେଖ୍ବାକୁ ଯେମିତି ସୁନ୍ଦରୀ, ସେମିତି ବି ଥିଲା  ମେଳାପି! ସେଥିଲା ଗି ତାର ଦାମ୍ପତ୍ୟଜୀବନ ବେଶ୍ ସୁଖମୟ ଥିଲା ! ସ୍ବାମୀ ଟୁରୁତେକ୍ ତାକୁ ନେଇ କେବଳ ଯେ ଖୁସିଥିଲା  ସେକଥା ନୁହେଁ; ଥ୍ଲୀ ବହୁ ପରିମାଣରେ ଉତ୍ସାହିତ! ବାହାଘରକୁ ବର୍ଷେ  ପୃରିଗଲା! ଲୋକମାନେ କୁହାକୁହି ହେଲେ:ଗୁରୁତେଜ ଓ ଯଶ୍ଵପ୍ରାତ୍ଵଙ୍କ ବାହାଘର ତ ବ6ର୍ଷ ହେଲାଣି! କାହିଁ ଭଲ ଘଟଣା ପଢିବାର ତ ସୂଚନା ମିଲୁନି! ବତର୍ଷ ଭିତରେ ତ ଯେ କୌଣସି ସ୍ତ୍ରୀ  ଲୋକ ମା’ ହୋଇଯିବା କଥା!
      ଏ ଖବର ଯଶପ୍ର1ତ କାନରେ ପଡ଼ିଲା! ତ ଦିନେ ରାତିରେ ସେ ସ୍ବାମୀ ଗୁରୁତେଜ କୁ  କହିଲା:‘ଲୋକମାଜେ କଣ କୁହାକୁହି ହେରଛନ୍ତି ଶୃଣିଲଣି ତ ? ସେମାନକୁ ଏବେ ମୋର ଗୋଟେ ପିଲା ଦରକାର  ଗୁରୁତେକ୍ ଯଶପ୍ର1ତ କୋମଳ ଦେହକୁ ଆଲିଙ୍ଗନ କରୀ  କହିଲା: ଲୋକମାନକକଥାରେ ମୋର କିଛି ଯାଏ ଆସେନା ” ‘ବାସ୍ତବିକ ମୁଁଏବେ ପିଲା ତାହୁଁନି! କାହିଁକିନା ତୁମେ କନ୍ ସିଭ୍ କରିବା ମାତ୍ରେ ମୋତେ ଆଉ ଦୁମ ଦେହକୁ ଛୁଇଁବା ପାଇଁ ବି ଦେ ବନି! ଆଉ ମା’ ହେବା ପରେ ମୋତେଆଡ଼ ଆଖ୍ ରେ ତ ଅନେଇବନି!  ଯଶ୍ ପ୍ରିତ୍! ମୁଁ ଆଗ  ମୋ ସମ୍ପରି ଉପରେ ଅଧ୍କାର ଜାହିର କରିସାରେ!ତା’ପରେ ଦେଖ୍ବ ମୁଁ ଚୁଟକୀ ରେ  ତୁମକୁ ମା’ କନିଃଦଚି!’

ବୁଝେରଦେଲା ଗୁରୁତେଯ! ଆଉ ବୁଝିଗଲ! ଯଶ୍ନପ୍ରାଡା଼ ପୁଣି ଗୋଟିଏ ବର୍ଷ ବିତି ଲା! ଆଗରୁ ଲୋକମାନେ ଲୁତେର ଲୁଟେଇ କହୂଥିଲେ ’ ଏବେ ସିଧାସଳଖ ଯଶ୍ନପ୍ରାତ  ତ୍ମୁହଁରେ କହିବା ଆରମ୍ଭ କଲେ ଘରଲୋକେ ତ ଚାପ ପକେଇଲେ : ଆମର ଯେମିତି ହେଲେ ପିଲା ଦରକାର! ଯଶପ୍ର1ତ୍ କହିଲା: ‘ତୁ ମର ଏଞ୍ଜୟ କରିବା ଢେର ହୋଇଗଲା ! ଏବେ ମୋତେମା’ କରାଅ ” ଗୁରୁତେଯ କହିଲା: ‘ମୁଁବି ସେଇକଥା ଭାବୁଛି! ଏବେ ସତକୁସତ ଆମର ଗୋଟେ ପିଲା-----ଦରକାର ” ସେଇ ରାତିଠୁମନପ୍ରାଣ ଲଗେଇ ବାପାମା’ ବନିବା ର ପ୍ରୟାସ ଆରମ୍ଭ କରିଦେଲେ ଯଶ୍ଵପ୍ରାତ୍ଵ ଓ ଗୁରୁତେଯ! ମାସେ ନୁହେଁ କି ବ6ର୍ଷ ନୁହେଁ ହଁ’ ତିନିବର୍ଷ ବିତିଲା! କୌଣସି ସୁଫଳ ମିଳିଲା ନାହିଁ! ଶେଷକୁସେମାନେ ବାଧ୍ୟ ହୋଇ ମେଡିକାଲ ଗଲେ ! ଆଉ ଲେଡି ଡାକ୍ତର ସେମାନକୁ ସଷ୍ଟ ଜଣେଇଦେଲ! ଯେ, ଯଶ୍ଵପ୍ରାତ ମା’ ହେବକୁସମର୍ଥ ନୁହେଁ!
- ସାରା ଗାଁରେ ରାଷ୍ଟ୍ର ହୋଇଗଲା ଏ ଖବରୀ ସମସ୍ତଙ୍କ ପାଇଁ ଯଶ୍ଵପ୍ରାତ୍ଵ ବନି ’ଗଲା ଗୋଟେ ବନ୍ୟା ନାନାଦି ଲୋକ ନାନା କଥା କହିଲେ! ତେବେ ସିମରନ୍ ଜଣେ ଥିଲା ’ ଯିଏ ଯଶ୍ଵପ୍ରାତ୍ଵ ର  ଦୁଃଖରେ ସମବେଦନା ଜଣାଉଥିଲା ! ଦିନେ ସିମରନ୍ କହିଲା: ‘ଯଶ୍ଵପ୍ରାତ୍ଵ! ତୁ ଭଗବାନଙ୍କ ଶରଣ ପଶୀ ଦେଖିବୁ  ଈଶ୍ୱର ତେ! ଡାକ ନିଶ୍ଚୟ ଶୁଣିବେ !’ ଯଶ୍ୱପ୍ରାତ୍ଵ କେବଳ ଦୀର୍ଘନିଃଶ୍ବାସ ଛାଡ଼ିଲା! ସିମରନ୍ କହିଲା- ‘ମୁଁ ଜଣେ ଚମତ୍କାରୀ  ବାବାକୁ ଜାଣେ ! ତୁ ତାଙ୍କ ପାଖକୁ ଯା’ ! ଦେଖ୍ଚୁ’ ସେ ତୋତେ ନିଶ୍ଚୟ ଉପାୟ ବତେଇବେ !’ ଯଶପ୍ର1ତ୍ ପାଇଁ ସଟୁବାଟ ବନ୍ଦ ହୋଇସାରିଥିଲା ! ସେ ଭାବିଲା, ଥରେସେ ସିମରନ୍ କଥା ମାନି ସେଇ ବାବାଙ୍କ ନିକଟ କୁ ଗଲେ  କ୍ଷତି କ’ଣ "? ସେ ବାପଘର ଯିବାର ବାହାନା କରିବାବାଙ୍କଆଶ୍ରମରେ ପହଞ୍ଚିଲା !ତା’ର ଧାରଣା ବାବା ଜଣେ ବୁଢା ଲୋକ ହୋଇଥ୍ବେ! ହେଲେ ସେ ଅନୁମାନ କଲା,ବାବାଙ୍କ ବୟସ ପଇଁତିରିଶରୁ ଚାଳିଶ ଭିତରେ ହେବ!
ବାବା ଯଶ୍ୱପ୍ରାତ ତ୍କୃ କିଛି ସମୟ ବାନିଃଲୀ ପୁଣି କିଛି ସମୟ ଆଖ୍ ବୁଜିଲେ! ଆଖ୍ ଖୋଲି କହିଲେ- ତୁମପାଇଁ ଦୁଇଟା ଖବର! ଗୋଟିଏ ଭଲ’ ଆଉ ଗୋତ୍ୟି ମନ୍ଦ! ଭଲ ହେଉଛି ତୁମେ ମା’ ହୋଇପାରିବା ମନ୍ଦହେଉଛି - ସେଥ୍ପାଇଁ ତୁମକୁ ମୋର ଶଯ୍ୟାସଗିନୀ ହୋଇ ମୋ ‘ବ୍ରହ୍ମବୀର୍ଯ୍ଯ’ ଧାରଣ କରିବାକୁ ପଡ଼ିବା ଯଶ୍ୱପ୍ରାତ ଭାବିଲା, ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ଭଣ୍ଡ! କେବଳ ପଇସା ପାଇଁ ଦେହର ଭୋକମେଣ୍ଢେଇବାକୁ ‘ବାବାଗିରି’ କରୁଛି! ବାସ୍ତବିକ ଅନ୍ୟ କାହା ସହ ପାପ ସମ୍ପର୍କ ରଖ୍ ବାକୁତା’ର ତିଳେ ବି ଇଚ୍ଛା ନ ଥିଲା ! ଅପରପକ୍ଷରେ, ସେ ଯେମିତି ବି ହେଉ ତା ଦ୍ଦେହରେ ଲାଗି ଥିବା  ବନ୍ଧ୍ୟା ନ ରୀର କଳଙ୍କକୁ ଲିଭେଇ ଦ୍ଦେବାଟୁବାହୁଁଥିଲା  ! ସେ କଣ କରିବ କିଛି  ଟୁଝିପାରୁନଥିଲା  ! କହିଲା: ବାବା ! ମୋତେ କିଛିଦିନ ସମୟ ଦିଅନ୍ତୁ! ମୁଁମୋ ଉତ୍ତର ଆପଣଙ୍ଗୁ ନିଃୟ ଚ୍ଚଣେଇଦ୍ଦେବି!
      ଦଶଦିନ ପରେ ପୁଣିଥରେ ବାବାଙ୍କ ଆଶ୍ରମକୁ ଫେରିଆସିଲା ଯଶପ୍ର1ତ୍! ସେ ଜିଷ୍ପରି ନେଇସାରିଥିଲା ’ ବାବାଙ୍କର ‘ବ୍ରହ୍ମବୀର୍ଯ୍ଯ’ ସେ ତା’ ଗର୍ଭରେ ଧାରଣ କରିବା ପିଲା ଜନ୍ମ କରି ମା’ ହେବା ଲୋକମାନେ ଭାବିବେ,ଲେଡି ଡାକ୍ତର ତାକୁ ଭୁଲ ରିପୋର୍ଟ ତେଇଥିଲେ ! ଏପିଲା ହେଉଛି ତା’ ସ୍ବାମୀ ଗୁରୁତେଜେ ର  ! ସେ ବାବାଙ୍କପାଦତଳେ ବସି କହିଲା: ବାବା ! ମୁଝେ ମା’ ବନାଦୋ ..ବାବା ତାକୁ ନିଜ ବିଛଣାକୁ ନେଇଗଲେ ! ସେଦିନ ସେ ଅନୁଭବ କଲା, ବାବା ତାକୁ ପିଲା ଦେଇପାରିବେ କିନା ତାହା ଭିନ୍ନ କଥା! ହେଲେ ସେ ତାକୁ ଏମିତି  ଏକ ଅଭୁତ ସୁଖ ପ୍ରଦାନ କରୁଛନ୍ତି  ; ଯାହା ଏବେ ବର୍ଷ ପରେ ବି ସେ ସ୍ବାମୀ ଗୁରୁତେଜ  ଠାରୁପାଇପାରିନି! ରାତିରେ ତା’ ବେହକୁମନଭରି ଉପଭୋଗ କଗୁଥିଲା  ଗୁରୁତେଜ !ଦିନରେ ସେ ଯାଉଥିଲା  ବାବାଙ୍କ ନିକଟକୁ ନିଜ ଦେହ ଆଉ ମନର ଓରିମାନା ମେଣ୍ଟାଇବା ପାଇଁ !
    ଏହା- ଭିତରେ ଛୋଟୀ ଆ ଆଶାଟିଏ  ଦିକ୍ ଦିକ୍ ହୋଇ ତା’ ଭିତରେ ନିଶ୍ଚୟ ଜଳୁ ଥିଲା - କାନେ ମିରାକ୍ ଲ  ଘଚିବ!ଆଉ ସେ ମା’ ହୋଇପାରିବା ସତକୁସତ ମିରାକ୍ ଳ ଘଟିଲା! ଗର୍ଭଧାରଣକଲା ଯଶ୍ନପ୍ରାତ୍! ଘରେ ଗାଁରେ ଚାରିଆଡ଼େ ଖୁସିର ମାହୋଲ ଖେଳିଗଲା! ଗୁରୁତେଜ କୁ  ଲୋକମାନେ ବଧେଇ ଜଣେଇଲେ ! ହେଲେ ଯଣପ୍ରାତ ବୁଝିପାରୁନ ଥିଲା - ତା  ଗର୍ଭରେ ଯେଉଁଭୁଣ ବଢୁଛିସେ ବାବାଙ୍କର ବ୍ରହ୍ମବୀଯ୍ୟର ପ’ଳନ! ତା’ ସ୍ବାମୀଙ୍କର ସାଧାରଣ ସର୍ମରପରିଣାମ! ସେ ନିଚ୍ଚକୁ ମୁକ୍ତ କରିଦେଲା! ଯାହାର ବି ହେଉ ସେ ମା’ ହେବ - ଏହା ହେଭଛି ବଡ଼କଥା ! ସେତ କେବଳ ଏହି ଦିନକୁଅପେକ୍ଷା କରିଥିଲା
      ଦଶମାସ ପରେ ଡଉଲଡାଉଇ ପୁଅଟିଏ କୁ ଜନ୍ମ ଦେଲା ଯଶ୍ପ୍ରାତୟ୍! ତ!’ କପାଲ ରୁ ହଚ୍ଚିଗଲା ବନ୍ଧ୍ୟା  ନାରୀର କଳଙ୍କ! ଏଥ୍ସହିତ ସ୍ବାମୀ ଉପରୁ ମଧ୍ୟ ତାର ମନଛାଡ଼ିଗଲା !ପ୍ରଥମତଃ ସେ ସନ୍ଦେହ କରିବା ଆରମ୍ଭ ଲୋ - ହୁଏତ ଗୁରୁତେଜେ ନିଜର  କମ୍ୱଜୋରିକୁ ଲୁତେଇବ! ପାଇଁ ଲେଡି ଡାକ୍ତରଙ୍କୁ ଲାଞ୍ଚ ଦେଇ ତାକୁ ବନ୍ଯା ଘୋଷଣା କରିଥିଲେ  ! ଯବି ନୁହେଁ ; ତା’ହେଲେ ସେ ଏତେଦିନ ଧରି ମା’ ହେଉ ନ ଥିଲା  କ’ଣପାଇଁ?ପୁଣି ବାବାଙ୍କ ସହିତ ସମ୍ପର୍କ (ହେଉ ପଛେ ପାପ ରଖ୍ବ! ପରେ ଅଚାନକ ମିରାକ୍ଳ ଘଟିଗଲା କେମିତି?ଦ୍ୱିତୀୟତଃ, ବାବା ତାକୁ ଯେଉଁ ଆନନ୍ଦ ଦେଲେ ସେ ଆନନ୍ଦ ସେ ହାତଛଡା କରିବାକୁଚାହୁଁନ ଥିଲା  ! ତେବେ ଗୋଟିଏ ସମସ୍ୟା ଥିଲା ’ ବାବା ସେ ସ୍ଥାନ ଛାଡ଼ି କେଉଁ ଅଜ୍ଞାତ ରାଉଳକୁ ଚାଲିଯାଇଥିଲେ  ! ତାଙ୍କର କୌଣସି ଖୋକ୍ଖବର ନ ଥିଲା

    ଯଶ୍ ପ୍ରିତ୍ କିନ୍ତୁ ନିଜ ସୁଖକୁ ବଳିଦେବାକୁ ଚାହୁଁନ ଥିଲା  ! ସେଥିଲା ଗି ସେ ସ୍ବାମୀକୁ--ଛାତି ଅନ୍ୟ ପୁରୁଷମାନଙ୍କ ସହିତ ସମ୍ପର୍କ ରଖ୍ଲାସେ ଚ୍ଚାଣୁଥିଲା  ଯେ, ସେ ଯାହା କରୁଛି ପାପା ହେଲେ ସେ ତାହା ହିଁ କରୁଥିଲା ! ଗୁରୁତେକ୍ ତାକୁ ଅନେକ ନ୍ଧୁଝେଇଲା ! ଗାଳିବେଲା! ମାଡ଼ ଦେଲା ହେଲେ ଅବାଟକୁ ଖସିଯାଇ ଥିବା   ଯଶ୍ ପ୍ରିତ୍ ର ପାଦ ଆଉ ଭଲବାଟକୁ ଆସିବାର ନ ଥିଲା ! ଯଶ୍ ପ୍ରିତ୍  ବହୁ  ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲା ସେମାନଙ୍କ ମଧ୍ୟରେ ଗୁରୁ ପ୍ରିତ୍   ଥିଲା  ଏମିତି ଏକପୁରୁଷ ଯିଏ ଠିକ୍ ବାବାଙ୍କ ଭଜି ଆନନ୍ଦ ତାକୁ ପ୍ରଦାନ କରୁଥିଲା ! ସେଥିଲା ଗି ସେ ଗୁରୁ ପ୍ରିତ୍   କୁସବୁଠୁ ବେଶି ନିଜର କରୁଥିଲା ! ଆଉ ଅଧ୍କ ଦିନ ଏସବୁକୁ ସହିବା ପାଇଁ ପ୍ରସ୍ତୁତ ନ ଥିଲା  ଯଶ୍ଵପ୍ରାତ୍ର ସ୍ବାମୀ ଗୁରୁତେକ୍’ ଚେନ ସେମାନେ ଅନ୍ତରଙ୍ଗ ଅବସ୍ଥାରେ  ଥିବା  ବେଳେ ଗୁଳିକରି ମାରିଦେଲା ଉଭୟ  ଯଶ୍ ପ୍ରିତ୍ ଓ ତାର ପ୍ରେମିକ ଗୁରୁ ପ୍ରିତ୍  କୁଆଉ ନିଜେ ଯାଇ ପୋଲିସ ନିକଟରେ ସରେଣ୍ଡର କରିଦେଲା ନିଜକୁ!

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...