Wednesday, 28 February 2018

ପତି ପତ୍ନୀ ଔର ଦୋ ସ୍ତ



ଅରବିନ୍ଦ ଏବଂ ସରିଫ୍ ଦୁ ହେଁ ଖୁବ୍ ଭଲ ସାଙ୍ଗ ! ଅରବିନ୍ଦ ଘରକୁ  ସରିଫ୍ ର ସବୁବେଳେ ଯିବ:ଆସିବା ଲାଗିରହିଥାଏ! ସ୍ଖଦୁଃଖରେ ରୁହେଁ ଦୁହିଁଙ୍କର ସାଥୀ! କିନ୍ତୁ ପରେ ସେହି ବନ୍ଧୁ ତା ପାଲଟିଗଲା ଶତ୍ରୁ ତା ,ଯାହାର ପରିଣାମ ଥିଲା ଅତି ଭୟଙ୍କର! ଏସବୁ ବିଷୟରେସବିଶେଷ ଜାଣିଚାଜୁ ହେଲେ ପ୍ରଥମରୁ ଘଟଣାଟି ଉପରେନଜର ପକାଇବାକୁ ହେବ
ସେଦିନ ଥିଲା ୧୪ ମେ, ୨୦୧୭! ସରିଫ୍ ଡିନରଖାଇ ସାରି ଖଟ ଉପରେ ଟିକେ ବିଶ୍ରାମ ନେଉଥିଲା! ସେତେବେଳ ପର୍ଯ୍ୟନ୍ତ ତା’ ଆଖିକୁ  ନିଦ ଆସିନଥିଲା!ନିଜ ମୋବାଇଲରେ କ’ଣ ସବ୍ ଚେକ୍ କରୁଥିଲା! ଏତିକି ବେଳେ ତା’ ମୋବାଇଲକୁ  କଲ୍ ଆସିଲା! କଲ୍ ରିସିଭ୍ କଲାପରେ ସରିଫ୍ ସାଙ୍ଗେ ସାଙ୍ଗେ’ ଖଟାରୁ  ଉଠି ବାହାରଜୁ ଚାଲିଗଲା! ଯିବା ବେଳେ ସ୍ତ୍ରୀ ଙ୍କୁ  କହିଗଲା-- ଅଳ୍ପ ସମୟ ମଧ୍ୟରେ ସେ ଫେରି ଆସିବା ଟିକେ ଦରକାରୀକାମରେ ସେ ଯାଉଛି! କିନ୍ତୁ ସରିଫ୍ ର ସ୍ତ୍ରୀ  ଯ ସିମାର ସନ୍ଦେହ ହେବାରୁ ସେ ମଧ୍ୟ ତା’ ପଛେ ପଛେ ଯାଇଥିଲା! ରାତି ପାହି ସକାଳ ହେଲା! କିନ୍ତୁ ହ୍ଇକଣ ଆଉ ଫେରି ନଥିଲେ ! ପାଖାପାଖି ୮ ଟା ସମ ୟରେ ଗାଁରୁ ୧ କିଲୋମିଟରଦୂର ସାହାପୁର ପୋଲ ନିକଟରେ ସରିଫ୍ ର ମୃଶ୍ରବିହୀନ ଶବ ମିଳିଥିଲା! ଏହାର କିଛି ସମୟ ପରେ ବଘଢ଼ାର୍ଗାର ଗଣ୍ଡକ ନଦୀ ନିକଟରେ ସ1 ଜ ସିମାର ମୂଶ୍ର ବିହୀନଶରୀର! ଏସବୁ ଏତେ କଲଦି ଘଟି ଯାଇଥିଲା କେହି କିଛିବୁଝି ପାରି ନଥିଲେ! କିଏ ଏବଂ କାହିଁକି ମାରିଛି ସମସ୍ତଙ୍କମୁହଁରେ ପ୍ରଶ୍ନବାଚୀ? ଶବ ନିକଟରେ ଲୋକକ ଭିଡ଼!ଖବର ପାଇ ତ୍ପଲିସ ଟିମ୍ ଆସି ପହଞ୍ଚି ଯାଇଥିଲେ! ଅତିବିଭତ୍ସ ଭାବେ ବ୍ଧହିଁଙ୍ଗୁ ହତ୍ୟା କରାଯାଇଥିଲା! ଏହାପରେ ଘରଲୋକଙ୍କୁ  ମଧ୍ୟ ଖବର ଦିଆଯାଇଥିଲା! ମୋବାଇଲ କଲ୍ ରେକର୍ଡ଼ବୁ  ଜାଣିବାକୁ ମିଳିଲା ସେଦିନ ରାତିରେଶେଷଥର ପାଇଁ ଅରବିବର କଲ୍ ଆସିଥିଲା! ତଦନ୍ତର ଜଣାପଡ଼ିଲା ଯେ ଅରବିନ୍ଦ ଏବଂ ତା’ ସାନ ଭାଇର ସରିଫ୍ ସହିତ ଭଲ ସଂପର୍କ ନ ଥିଲ୍ୟା ସେମାନେ ସରିଫ୍ ର ଘରକୁ ଯିବାଆସିବ! କରଥିଲେ ! ଭଲ ସାଙ୍ଗ  ହୋଇ ସେ ଦୁ ଇକଣକ’ଣ ସରିଫ୍ ଏବଂ ଜସିମା ର ହତ୍ୟା କରିଥିବେ? ତ୍ପଲିସ ଏହାର କାରଣ ଖେଳି ପାଇଲା ବେଳକୁ ସମସ୍ତ ଘଟଣାସାମ୍ନାକୁ  ଆସିଯାଇଥିଲା! ସବ୍ ପ୍ରଶ୍ନବାଚୀର ଅନ୍ତଘଟିଥିଲା !
ଅରବିନ୍ଦ ଏବଂ ସରିଫ୍ ଗୋଟିଏ ଗାଁର ବାସିନ୍ଦା ଥିଲେ ! ଅରବିନ୍ଦର ଗାଁରେ ଗୋଟିଏ ଅଣ୍ଡା ଦୋକାନ ଥିଲାସରିଫ୍ ଏବଂ ଅରବିନ୍ଦ ଦୁହେଁ କଇଂଲରୁ କାଠ ଚୋରି କରି ଲ୍ଲଚାଛପାରେ ବିକ୍ରି କରଥିଲେ! ଯାହା ଟଙ୍କା ମିଳୁଥିଲା ସେସବୁ କୁ  ଉଭୟଙ୍କ ମଧ୍ୟ ଭାଗବଣ୍ଟା କରି ନେଉଥିଲେ!  ପଇସାକ କେଇ ରୁହିଁକ’ ମଧ୍ୟରେ କେବେ ବି ଝଗଡ଼ାହେଇନଥିଲା! ଅରବିନ୍ଦ ସରିଫ୍ର ଘରକୁ  ଅଧ୍କାଂଶ ସମୟ ଯିବା ଆସିବା କରୁଥିଲା! ଏହି ଯିବା ଆସିବା ଭିତରେ ଅରବିନ୍ଦ ସରିଫ୍ ର ସ୍ତ୍ରୀ  ଜସିମା  ପ୍ରତି ଆକୁ ଷ୍ଟ ହୋଇପଡ଼ିଥିଲା! ସରିଫ୍ ଚାହାରକୁ  ଚାଲିଗଲେ ସେ ଘଣ୍ଟା ଘଣ୍ଟା ବସି ଜସିମା  ସହିତ ମିଠା ମିଠା କଥା ହେଉଥିଲା ଜସିମା କ୍ଳ ମଧ୍ୟ ଏସବୁ ରୁ ବହୁତ ଭଲ ଲାଗୁଥିଲା ସେ ୪ଟା ପିଲାର ମା’ ହୋଇ ମଧ୍ୟ ସବୁ  ସୀମା ଟପି ଯାଇଥିଲା!ଅରବିନ୍ଦ ଯାହା ରୋଜଗାର କରି ଆଣୁଥିଲା ଜ ସିମା ପିଛାଖର୍ଚ୍ଚ କରି ଦେଉଥିଲା! ସରୁବିନ ଜ ସିମା ପାଇଁ ନୂଆନୂଆ ଉପହାର ଆଣୁଥିଲା ଅରବିନ୍ଦ! ଦୁଇଜଣ ତାଙ୍କର ତୋର! ପାରତିର ସଂପର୍କକୁ ନେଇ ବହୁତ ଖୁସି ଥିଲେ! କିନୂଏକଥା ଅଧିକ ଦିନ ଲୁଚି ରହିବା ଆଉ ସମ୍ଭବ ନଥିଲା! ଦୁହେଁ  ଭୟ କରୁ ଥିଲେ କି ସେମାନଙ୍କ ପରକୀୟା ପ୍ରୀତି ବିଷୟରେ କିଏ ଯବି ଚ୍ଚାଣିବିଅନ୍ତି  ତେବେ କ’ଣ ହେବ?ଆଉ ଠିକ୍ ସେମିତି ହିଁ ଘଟିଲା! ତାଙ୍କର ଏହି ଅନୈତିକସଂପର୍କର ବାସ୍ନା ଗାଁ  ସାର! ଖେଳି ଯାଇଥିଲା! ବାସ୍ ଆଉସରିଫ୍ ବା କେମିତି ଜାଣି ପାରି ନଥାନ୍ତା! ସରିଫ୍ ଏସବୁ ବିଷୟରେ ଯେମିତି ଜାଣିବାକୁ ପାଇଛି ଅରବିନ୍ଦ ସହିତ ତା’ର ଶତୁତା ଆରମ୍ଭ ହୋଇଗଲା! ଅରବିନ୍ଦ ସରିଫ୍ ର  ବିଶ୍ଵାସରେ ବିଷ ବେବ! ଭଳି କାମ କରିଥିଲା! ସାଙ୍ଗ ରଏପରି ଚେଇମାନାକୁ  ସେ ସହ୍ୟ କରି ପାରି ନଥିଲା! ରୁହିଁକ’ ଭିତରେ ବହୁତ ଗଣ୍ଡଗୋଳ ହୋଇଥିଲା ଏବଂ ସରିଫ୍ଅରବିନ୍ଦକୁ  ମାଡ଼ ମାରି ଘରୁ ବାହାର କରି ଦେଇଥିଲା!ଜସିମା କୁ  ମଧ୍ୟ ତା’ଠାରୁ ଦୂରେଇ ରହିବ! ପାଇଁ ତେତାବନା ଦେଇଥିଲା ସରିଫ୍! ତା’ପରେ ଅରବିବର ସରିଫ୍ ର ଘରକୁ  ଯିବ! ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା! ଏହି ଘଟଣା ପରେ ୬ରୁ ୭ ମାସ ବିତି  ଯାଇଥିଲା ! ଜସିମା  ମଧ୍ୟଅରବିନ୍ଦକୁ  ଆଉ ମନେ ପକାଉ ନଥିଲା! କିନ୍ତୁ ଜସିମା ର ସ୍ୱଭାବ ବଦଳି ନଥିଲା! ସେ ଅରବିନ୍ଦକୁ  ଛାଡ଼ିବା ପରେ ର୍ଗାର ଅନ୍ୟ ଘୁରୁଷ ଙ୍କ  ସହ ତା’ର ମିଳାମିଶା ବଢ଼ି ଯାଇଥିଲା! ଅରବିନ୍ଦ ପାଖରେ ଏସରୁ କଥା ଲୁଚି  ରହିନଥିଲା! ପ୍ରେମିକା ଜସିମା ର ଏପରି ଧୋକାବାଜି କୁ  ସେ ବରଦାସ୍ତ କରି ପାରି ନଥିଲା!କିନ୍ତୁ କ’ଣ ବି କରିବ ସେ! କସିମ! ସହିତ କଥ!ହେବାକୁ ଯାଇପାରୁ ନଥିଲା ! ସରିଫ୍ ମଧ୍ୟ ତା’କୁ  ଘରକୁ ଆସିବାକୁ  ଦେଉ ନଥିଲା ! ଦିନେ ସୁଯୋଗ  ତେଖି ଅରବିନ୍ଦସରିଫ୍ ର ଘରକୁ  ଯାଇଥିଲା ଜସିମା କୁ  ଦେଖା କରିବା ପାଇଁ ! ଜସିମା କୁ  ରୁଝାଇ କହିଥିଲା ସେ ଯାହା କରୁଛି ଠିକନୁହେଁ  ! ତା’କୁ  ଅନ୍ୟ ଘୁରୁଷ ଦେଖିବେ କି ତା’ ଶରୀରକୁ ଛ୍ଇଁବେ ଏକଥା ସେ ଆଦୌ ବରଦାସ୍ତ କରିବନି! କାରଣସେ କେବଳ ତା’ର ! କିନ୍ତୁ ଜସିମା  ତା’ର ଗୋଟିଏ ବି କଥାଶୁଣି ନଥିଲା ! ବରଂ ଜସିମା  ଅରବିନ୍ଦକୁ  ତା’ଠାରୁ ଦୂରେଇରହିବା ପାଇଁ କହିଥିଲା! ଯବି ସେ ଏମିତି ନ କରିବ ସେ ସରିଫ୍ କୃ କହି ଦେବ ବୋଲି ଧମକାଇ କହିଥିଲାଅରବିନ୍ଦକୁ ! ଜସିମା  ଠାରୁ ଏସବୁ  କଥ! ଶ୍ନଣି ସେ ଆହୁରିରାଗି ଯାଇଥିଲା! ସେ ସ୍ୱଗ୍ନରେ ବି ଭାବିନଥିଲା ଜସିମା ତା’କୁ  ଏପରି ଧୋକ! ବେବ ! ଅରବିନ୍ଦ ଭାବିଥିଲା ଜସିମା କୁ  ବୁଝାଇ କହିଲେ ସେ ତ!’ ଭଲ ପାଇଚାକୁ  ତ୍ପଣି ସ୍ୱୀକାର କରିବା କିନ୍ତୁ ସବୁ  ଓଲଟା ହୋଇ ଯାଇଥିଲା ! ସେଠ୍ ରାଗ ତମତମ ହୋଇ ଅରବିନ୍ଦ ଘରୁ ବାହାରି ଆସିଥିଲା ସତ! କିନ୍ତୁ ମନେ ମକେ ସ୍ଥିର କରି ସାରିଥିଲା ତ!’ ପ୍ରତିଶୋଧସେ ନିଶ୍ଚୟ ନେବ! ଏହା ପରେ ଜାଲ ବିଛାଇବ! ଆରମ୍ଭ କରିଥିଲା ଅରବିନ୍ଦ! ତା’ ଜାଲରେ ପ୍ରଥମେ ଫ୍ ସିଥିଲା ଜସିମା ର ସ୍ବାମୀ ସରିଫ୍! ଅରବିନ୍ଦ ତ!’ ଭୁଲ୍ ପାଇଁ କ୍ଷମାମାଗି ସବୁ  ରାଗ ରୋଷ ଭୂଲି ଯିବାକୁ କହିଥିଲା ସରିଫ୍ କୂ! ସରିଫ୍ ତା’କୁ  କ୍ଷମା କରି ଦେଇଥିଲା! ଆଉ ବ୍ଧହେଁ ତ୍ପଣିପୂର୍ବ ପରି ସାଙ୍ଗ ହୋଇଯାଇଥିଲେ! ଅରବିନ୍ଦର ଛଳନାକୁ ସରିଫ୍ ବୁଝି ପାରିନଥିଲା! ଅରବିନ୍ଦ ଗୋଟେ ତାରରେ ରୁଇଟି ଶିକାର କରିବାକୁ  ଚାହୁଁ’ଥିଲା! ଜସିମା ର ଅନ୍ୟ ପ୍ରରୁ ଷକ ସହ ସଂପର୍କ ଅଛି ଏକଥା ସେ ସରିଫ୍ କୂ କହିଥିଲା! ପ୍ରଥମେ ପ୍ରଥମେ ସେ ଅରବିନ୍ଦର କଆକୁ  ବିଶେଷ ଧାନ ଦେଇ ନଥିଲା! କିନ୍ତୁ ଖୁବ୍ ଶୀଘ୍ର ଜସିମା ର ସତ ସ୍ବାମୀ ସାମ୍ନାକୁ  ଆସି ଯାଇଥିଲା! ସେବିନ ସରିଫ୍
ଠାର୍ ବହୁତ ମାଡ଼ ଖାଇଥିଲା ଜସିମା ! କିନ୍ତୁ ସେପଟେଅରବିନ୍ଦ ଏସରୁ ଖବର ଶ୍ନଣି ମନେ ମନେ ବହୁତ ଖୁସି ହେଉଥିଲା ! ଆଉ ପୁଣିଥରେ କସମ! ପାଖକୁ  ଯାଇ ତା’କୁ ଆପଣେଇବାକୁ  କହିଥିଲା ! ସ୍ବାମୀ ଠାରୁ ମାଡ଼ ଖାଇବା ପରେ କାଳେ ସେ ପୁଣି ତା’କୁ  ସ୍ୱୀକାର କରିବା କିନ୍ତୁ ସେମିତିକିଛି ହେଲାନି! ଜସିମା  ତ୍ପଣିଥରେ ତା’ହୃବୟ ଭାଙ୍ଗି  ଦେଇଥିଲା! ଅରବିବର ଏ ଚାଲ୍ ବି ବିପ’ଳ ହୋଇଥିଲା!ଇର୍ଷାର ନିଆଁରେ ସେ ଜଳି ଯାଉଥିଲା! ଜସିମା ର ଅନ୍ୟ ତ୍ପରୁଷ ସହ ମିଳାମିଶାକୁ  ଆଉ ବରଦାସ୍ତ କରି ନଥିଲା! ତା’ର ସମସ୍ତ ଚାଲ୍ ବିଫଳ ହେବ! ପରେ ସରିଫ୍ ଏବଂ ତା’ ସ୍ତ୍ରୀ  ବସିମାକୁ  ବଣ୍ଡ ବେବ ଟୋଲି ସ୍ଥିର କରିଥିଲା! ତା’ ପାଖରେ ଥିବା ଧାରୁଆ କୁ ରାଢୀରେ ସେ ସରିଫ୍ ର ମୁଣ୍ଡ ଗଣି ଅଲଗା କରି ଦେଇଥିଲା! ତା’ପରେ ଜସିମା ର!ଧରା ପଡ଼ିଯିବା ଭୟରେ ଜସିମା ର କଟା ଶରୀରକୁ  ଅନ୍ୟଜାଗାରେ ଫୋପାଡି ଆସିଥିଲା! ଇର୍ଷ! ଏବଂ କ୍ରୋଧରେ ଅନ୍ଧହୋଇ ପଡ଼ିଥିବା ଅରବିନ୍ଦ ଦୁଇଜଣଙ୍କ କୀବନ ନେଇଥିଲାପରେ ସେ ପଶ୍ଚତାପ କରିଥିଲା ସତ ! କିନ୍ତୁ ଦୁଇଟି କୀବନବଳି ପଢ଼ି ଯାଇଥିଲା ଏବଂ ଅରବିନ୍ଦକୁ  ମଧ୍ୟ ଜେଲ ହୋଇ ସାରିଥିଲା!

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...