କଲିକତାର ଜୋଚବିହାର ସ୍ଥିତ ଏକ ସ୍ଥାନ ଭାଇଡାଗୁ ଡି ! ସେର ଗାଁର କଣେ ଯୁବକ ହେଉଛି ଉତ୍ତମ ! କଣେ ଇନ୍ସୁରାନ୍ସ
ଏଜେଣ୍ଟ ଉଚ୍ଚରେ ସେ ତା’ର ନ୍ୟାରିଅର ଆରମ୍ଭ କରିଥିଲା ! ହାତକୁ ବି’ ପରସା
ଆସିବା ପରେ ବାପାମା’ ଲିପିକା ନାମ୍ନୀ ! ଜନୈକା ଯୁବତୀ ସହିତ ତା’ର ବାହାଘର
କରାଇଦେଲେ! ବାହାଘରର ଦୁଇବର୍ଷ ଭିତରେ ସେମାନକ ଜୋଲ କୁ ଗୋଟିଏ କନ୍ୟସୋନ୍ତାନ ମଧ୍ୟ ଆସିଗଲା! ସେମାନେ ତା’ର ନାଁ
ରଖ୍ ଥି ଲେ ଶ୍ଵେତା ! ତେବେ ତାକୁଶ୍ରଦ୍ଧାରେ ଡାକିଲେ ମିଷ୍ଠି! ଝିଅ ନିଷ୍ଠି ବାସ୍ତବରେ ମିଷ୍ଠି
ଭଳି ସୁନ୍ଦର ଓ ମଧୁର ଥିଲା! ଅପରପକ୍ଷରେ, ଲିପିକା ମଧ୍ୟ
ଦେଖ୍ବାକୁ ବେଶ୍ ସୁନ୍ଦର! ଥିଲା ! ତାର ଶାରୀରିକ ଗଢଣ ତାକୁଏକ ଅପୂର୍ବ ଲାବଣ୍ୟ ଦେବାରେ
ଆଦୌ କାର୍ପଶ୍ୟ କରି ନ ଥିଲା
ଉତ୍ତମ ଥିଲା ବେଶ୍ ପରିଶ୍ରମୀ
! ସେ ସବୁବେଳେ ନିକ କାମ ଉପରେ ଦୃଷ୍ଟି ନିବଦ୍ଧ କରୁଥିଲା
! ସେଥିଲାଗି ଖୁବ୍ କମ୍ ଦିନ ମଧ୍ୟ ରେ ସେ ଇନ୍ସୁରାନ୍ସ
ଏଜେଣ୍ଟ ରୁ ଜଣେ ଇନ୍ସୁରାନ୍ସ କର୍ମଚାରୀ ଭାବରେ ନିଯୁକ୍ତି ପାଇଲା! ଜ ଲପାଇଗୁଡିଠାରେ
ତା’ର ନିଯୁକ୍ତି ହେଲୀ ! ସେ ସ୍ତ୍ରୀ ଲିପିକା ଝିଅ ଶ୍ଵେତାକୁ ଜଳପାଇଗୁଡ଼ି
ନେଇଆସିଲା ! ! ଦିନ ବିତିଲା ! ! ଜଣେ ସାଧାରଣ କର୍ମଚାରୀରୁ ସେ ଡେଵ ଲଫ୍ମେଣ୍ଟ ଅଫିସର ପଦବୀକୁ ରଜୀତ
ହେରା! ଝିଅ ସେତା କିଶୋରୀରୁ ଯୁବତୀ ହେଲା! ସେ ତା’ର ମାଟ୍ରିକ ଶେଷ କଲା ! ଏପରିକି ଗ୍ରାନୂଏଶନ୍ ମଧ୍ୟ ସାରିଦେଲା
ଗୋଟି ପକ୍ଷରେ ଉତ୍ତମ ଜୀବନରେ
ଉର୍ନତି ଘଟି ଚାଲିଥିଲା! ସେ’ପଦ ନ୍ନତି
ପାରଥିଲା ! ଝିଅ ଭର ନମ୍ବର ରଖି ଶ୍ରେଣୀ ପରେ ଶ୍ରେଣୀ ଡେଇଁ ଚାଲୁଥିଲା! ଦେଲେ ଅନ୍ୟପକ୍ଷରେ ଏକ ଭୟଙ୍କର
ଘଟଣା ର ଶୁଭାରମ୍ଭ ହୋରସାରିଥିଲା! ଉତ୍ତମ ଜୀବନରେ
! ତାହ! ହେଉଛି ଲିପିକାର ଚରିତ୍ରରେ ଦିନକୁବିନ ଅବନତି ଘଟୁଥିଲା! ସେ ନୀତି ଅନୀତି ଆଚାର ବିଚାର କଥ!
ଭୁଲି ଏକ ନୂଆ ଦୁନିଆର ସ୍ୱପ ଦ୍ଦେଖୁଥିଲା ! ବୟସ
ପ୍ରତି ନଜର ନ ଥିଲା ଲିପିକାର ! ତା’ ଝିଅ ଯେ ଏବେ ଯୌବନରେ ପହଞ୍ଚୀ ଗଲା
ଣି ସେଆତଳୁ ନିଘା ନ ଦେଇ ସେ ନିଜ କୁ ପୌବନବତୀ ମନେ କରୁ ଥିଲା! ସେ ନିଜ ଦେହକୁ ଅଧିକ ରୁ ଅଧିକ ମନୋରମ କରୁଥିଲା ! ଦେ ହ ଦିଶିବା ଭଳି ଶାଢ଼ି ପିଷୁଥିଲା ଲେ ଟ୍ ନାଇଟ୍ କ୍ଳବ୍ ଆଚେଣ୍ଡ କରୁଥିଲା ! ନିଜକୁ ଲାଚେଷ୍ଟ ଯ୍ୟାସନେବଲ କରିବା ପାଇଁ ଯାହ! କରାଯିବ! ଦରକାର ସେ ସବୁକିଛି କରୁଥିଲା
! ସବୁକିଛି ଦେ ଖୁଥିଲା ଉତ୍ତମ ଭାବୁ ଥିଲା’ ତା’ର ପରିବାର
ବୋଲି ଦୁଇ ଜଣ !ସ୍ତ1 ଆର ଝଅ ! ସେ କାହିଁକି କୋଉ
ଥିରେ ଆକଟ କରିବା ଲିପିକାକୁ! ସ୍ତ୍ରୀ ଲୋ କଟେ ସରକ କରୁ ଛି ତ କରୁ!
ଦିନେ ଏକ ଭୟଙ୍କର ଟୁଇଷ୍ଟ
ଆସିଲା ଲିପିକା କୀବନରେ ! ଲିପିକାର ଗୋଟେ
ପାନ୍ କାର୍ଡ ଦରକାର ପଢ଼ିଲା ! ସେ ଯାଇ ପାଖ ମାର୍କେଟ ରେ ଥିବା ଗୋଟିଏ ସାରବ ର
କେଫ୍ ରେ ପହଞ୍ଚି ଗଲା ; ଯେଉଁଠି ତା’ର ଭେଟହେଲା ଅନିର୍ବାଣ ରାୟ ଅନିର୍ବାଣ ଏକସଙ୍ଗରେ ଥିଲା ସ୍ମାର୍ଟ ଓ ହ୍ୟାଣ୍ଡ ସମ୍! ପ୍ରଥମ ଦେଖାରେ ଲିପିକା ନିକର ହୃଦୟ ହଜେଇ
ଦେଲା ଅନିର୍ବାଣର ଆଖୀ ର ଚା ହାଣିରେ! ଅନିର୍ବାଣ
ଥିଲା ବିବାହିତ! ଅନିର୍ବାଣର କୌଣସି ସ୍ଥାୟୀ ରୋଜଗାର ନ ଥିଲା! ସେ କିଛି କିଛି କମ୍ପୁଟର କାମ କାଣିଥିଲା! ତେଣୁ ସେ ଏକ ସାଇବି ର କେ ଫ୍ ଖୋଲି ସେଇଠି
ବସିଯାଇଥିଲା
ଅନିର୍ବାଣ ଓ ଲିପିକା ମଧ୍ୟ ରେ ବୟସର ତାରତମା ଯଥେଷ୍ଟ ଅଧିକ ଥିଲା ! ଏହା ସତ୍ୱେ ଲିପିକାର ହସରେ ଟୋଲ୍ଡ ହୋଇଗଲା ଅନିର୍ବାଣ! ପାନ୍ କାର୍ଡ
ସମ୍ପର୍ଟିତ କଆବାର୍ଭ! ପରେ ଲିପିକା କହିଲା: ମୋତେ ତୁମ ଫୋନଃ ନ ମ୍ବର ଦିଅ! ସବୁବେଳେ ତ ଆସିପାରିବିନି!
ଅନ୍ତତଃ କାମକେତେବା ଟ ଗଇ! ସେକଥା ଫୋନ୍ କରି ରୁଝିନେଇ ପାରିବି! ତା’ଛଡ଼ା
ଯେତେବେଳେ ମୋର ପାନ୍ କାର୍ଡ ହୋଇଯିବ ଦୂମେ ମୋତେ ଫୋନ୍ କରିଜଣେଇଦେବା ! ଅନିର୍ବାଣ ସୂଷ୍ଠ ତଥା ମୁଲାୟମ୍
ହସଟି ଏ ପହଁରେଇଦ୍ଦେଲା ଲିପିକା ଆଡ଼କୁ! ଆଉ ସାମାନ୍ୟ ବି ବିଳମ୍ବ ନ କରି ନିଜର ଫୋନ୍ ନମ୍ବର ଦ୍ଦେଇଦେଲା ଲିପିକା କୁ!
ଲିପିକାର ଫୋନ୍ ନମ୍ବର ମାଗିବା ଆଉ ଅନିର୍ବାଣର ଫୋନ୍ ନମ୍ବର ଦବ! ମଝିରେ ପାନ୍
କାର୍ଡ ଥିଲା ଏକ ଛୋଟିଆ ବାହାନ! ! ବାସ୍ତବ ଉଦ୍ଦେଶ୍ୟ ଥିଲା ପରସ୍ପର ର ନିଳଟବର୍ଭ! ହେବ! ! ଲିପିକା
ଦେଖ୍ଲା’ ଅନିର୍ବାଣ
ଭିତରେ ଏମିତି ଅନେକ ଜିନିଷ ଅଛି ଯାହା ଜଣେ ନାରୀ
ପାଇଁ ନିତାନ୍ତ ଦରକାର ଅନିର୍ବାଣ ଦ୍ଦେଖିଇ!’ ଜଣେ ସୁନ୍ଦରୀ ନାର! ଯଦି ନିଜ ତରପରୁ ତାକୁ ପ୍ର1ତି
ଅଫଁ ର କରୁଛି ତା’ହେଲେ ତା’ର ଗ୍ରହଣ କରିବାରେ ଅସୁବିଧା କେଉଁଠି!
ସେହି ରାତିଠୁଆରମ୍ଭ ହୋଇଗଲା
ଲିପିକା ଓ ଅନିର୍ବାଣର କଥାବାର୍ଭ!!ସେମାନେ ଖାଲି କଥାବାର୍ଭ! କଲେ ନାହିଁ! ବିଭିନ୍ନ କାମର ବାହାନା
କରି ପ୍ରଥମେ ସାଇବ ର କେଫ୍ ରେ ଏବଂ ପରେ ବିଭିନ୍ନ ଶପି°ମଲ ତଥା ପାର୍କରେ ମିଳାମିଶା କଲେ
! ଯେତେଥର ସେମାନେ ପରଘରକୁ ଭେତୁ ଥିଲେ ସେତେଥର ସେମାନେ ଅଧିକ ରୁ ଅଧିକ ନିକଟତର ହେଉଥିଲେ! କେବଳ ମନ ନିକଟତର ଦ୍ଦେତ୍ତଥିଲା ସେକଥା ନୁହେଁ ; ଦେହ
ବି ନିବ୍ଦଟକୁ ନିବ୍ଦଟକୁ ଗତି କରୁ ଥିଲା ! ହେଲେ ସେତିକିରେ ଲିପିକୀର ମନ ବୁଝୁ ନ ଥିଲା
! ସେ ତାକୁଘରକୁ ଡ଼ କେଇ ଆଣିଲା
ଦିନ ଦଶଟ! ବେଲ କୁ ଘର ଖାଲି ହୋଇ ଯାରଥିଲା! ଉତ୍ତମ ଚାଲି ଯାଭଥିଲା ଅଫିସ୍!
ଝିଅ ଶ୍ଵେତା ଚାଲିଯାଉଥିଲା କଲେଜ! ବା ସ୍, ଲିପିକା
ଏକୁଟିଆ ’ ସେ ଭାବିଲା, ଏହା ହିଁ ଉପଯୁକ୍ତ ସମୟ ଯେତେବେଳେ ସେ ଅନିର୍ବାଣଚ୍ଛୁ ଘରକୁ ଡାଳିଆଣି
ତା’ ଭିତରର
ସବୁ ସାମର୍ଥ୍ୟକୁ ନିଜ ଭିତରକୁ ଶୋଷିନେବା ସେଇଆ କଲା ଲିପିକା ! ଅନିର୍ବାଣକୁ ଡାକି ଆଣିଲୀ
ଘରକୁ! ଅନିର୍ବାଣ ଆସିବା ପରେ ବନ୍ଦ ହୋଇ ଯାରଥିଲା ଲିପିକା ଘରର କବାଟ ବନ୍ଦ ଘର ଭିତରେ ଲିପିକା ଓ ଅନିର୍ବାଣ ସପ୍ତମ ସ୍ୱର୍ଗର
ଦ୍ବାର ଅନ୍ଵେ ଷଣରେ ଲା ଗି ଯାଉ ଥିଲେ ! ଅନିର୍ବାଣକୁ ଲିପିକା ଯେତିକି ଭାବିଥିଲା
ଅନିର୍ବାଣ ଥିଲା ତାଠୁ ବହୁଗୁଣ ଅଧ୍କୀ ସେଥିଲାଗି ସେ ପ୍ରତ୍ୟେକଦିନ ଅନିର୍ବାଣକୁ
ଚାହିଁଲା! ଫଳରେ ଅନିର୍ବାଣ ତା’ ସାଇବର କେଫ୍ ଚଳେଇ ପାରିଲୀନି!
ଲିପିକା କହିଲା- ସେଥିଲାଗି ତୁମେ ଚିନ୍ତାକରନି! ଟଙ୍କା
ମୁଁ ଦେବି! ଉତ୍ତମ ତା’ର ସବୁ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ଼, ସାଇନ୍ ହୋରଥିବା ପାସବୁକ
ଲିପିକା ନିକଟରେ ରଖ୍ ଥିଲା ! ଲିପିକା ସେସବୁର ସଦୁପଯୋଗ କଲୀ ଓ ଅନିର୍ବାଣ କୁଇକ୍ଷ ଲକ୍ଷ
ଟଙ୍କା ଦେବାରେ ଲାଗିଲା ! ଅନିର୍ବାଣ ଭାବୁ ଥିଲା’ ଲିପିକା ନୁହେଁ ତା’ ଭଳି ଜଣେ ବେକାରକୁ କୁବେର କ ନ୍ୟା ମିଳିଯାଇଛି!
କେହି ନ ଥିବା ବେଦ୍ଦେ ଜଣେ ଯୁବକ ଘରକୁ ଆସିବ ଆଉ ସେ ଘରକୁ ପଶିବାମାତ୍ରେ
ଘରର କବାଟ ଝର୍କ! ବନ୍ଦ ହୋଇଯିବ - ଏ ଘଟଣା ପଡ଼ୋଶୀକୁ ବିସ୍ମିତ କରିବା ସ୍ବାଭାବିକ! ପଡ଼ୋଶୀମାନେ ଉତ୍ତମକୁ କହିଲେ ! ଉତ୍ତମ
ନ୍ଦେଖ୍ଲା’ ଲିପିକା
କୁ କହିଲେ କିଛି ଲାଭ ମିଳିବନି! ବରଂ ଭଲ ହେବ ସେ
ନିଜେ ପରୀକ୍ଷା କରିନ ବ! ଦିନେ ଉତ୍ତମ ନିର୍ବାପିତ ସମୟ ଆଗରୁ ଚାରିଆସିଲା! ଘରର ଚାବି ଖୋଲି ଭିତରକୁ ପଶି ଯାହା ଦେକହିଲା ! ସେଥ୍ରେ ତା’ର ବିସ୍ମୟ
ର ସୀମା ରହିଲା ନାହିଁ! ସେ ଲିପିବ୍ଦୀକୁ ଗଲି ଗୁଲଜ଼ କଲା ! ହେଲେ ଲିପିକା ଭିତରେ ନା ଥିଲା ଲାଜ ନା ଅନୁତାପ ଓଲଟି ସେ ତ!’ ନିକଟରେ ଯେତିକିଟଙ୍କା ଥିଲା ତାକୁଧଚି ଅନିର୍ବାଣ ସହିତ ଘରୁ ବାହାରି ଚାଲିଗଲା! ଏଥ୍ସହିତ
ସେ ଝିଅ କୁ ମଧ୍ୟ ସାଥ୍ରେ ନେରଗଲା! ତେବେ ଝିଅ ମା’ ସହିତ
ଯିବାର କାରଣ ବୁଝିପାରିଲା ନାହିଁ ଉତ୍ତମ ! ଭାବିଲା, କେତେଦିନ ବାହାରେ ରହିବେ! ଟଙ୍କ! ସରିଗଲେ ଫେରି ଆସିବେନି!
ସତକୁସତ ସେଇଆ ହିଁ ହେଲା ! ଦୂରସପ୍ତାହ ପରେ ସେମାନେ ଫେରିଆସିଲେ! ଏଥର
କିନ୍ତୁ ରୁପ ବଦବିଯାରଥିଲା ଲିପିକା ର! ସେ ଆସୁ ଆସୁ
କହିରା- ମୁଁ ଅନିର୍ବାଣକୁ ବାହ! ହୋଇସାରିଛି ! ଆଜିଠୁ ସେ ମୋର ସ୍ବାମୀ ! ସେ ଏଇଠି ରହିବ! ପ୍ରତିବାଦ
କଲା ଉତ୍ତମ! ଲିପିକା ଓ ଅର୍ବୋଣ ମିଶି ବହେ ମାଡ଼ମାରିଲେ ତାଳୁ! ଖଟ ଖୁରାରେ ବାନ୍ଧି ଦ୍ଦେଲେ ଆଉ ଅନ୍ୟଘରେ ସ୍ବାମୀ
ସ୍ତ୍ରୀ ହୋଇ ର ହୁ ଥିଲେ ! ନିଜ କର୍ମ ଆଦରି ରହିଲାଉତ୍ତମା ଭାବିଲା, କଥ! ବାହାରକୁ
ନେଲେ ନିଜର ଇଜ୍ଜତ ଯିବ! ତେଣୁସେ ନୀରବ ରହିଲା! ଚାକିରି
କରି ଘରକୁ ଟଙ୍କା ଆଣୁଥିଲା! ଆଉ ତ!’ ଟଙ୍କାରେ ଗୋଟିଏ ଘର ଭିତରେ ଦୁଇଟ! ସ୍ୱାମୀ କୁ ନେଇ ଅଏସ କରୁଥିଲା
ଲିପିକା ! ଯେତେବେଳେ ତାକୁ ବାଧୁଥିଲା ସେ ପ୍ରତିବାଦ ଳରୁଥିଲା ! ଆଉ ପ୍ରତିବାଦ କରିବା ମାତ୍ରକେ
ସେମାନେ ତାଳୁ ମାଡ଼ମାରି ଖଟ ଖୁରାରେ ବାବି ପକେଇ ନ୍ଦେଉଥିଲେ
ସେଦିନ ଥିଲା ସେଇମିତି ଗୋଟେ ରାତି ! ସନ୍ଧ୍ୟା ବେଳେ ଦୁଇ ଲକ୍ଷଟଙ୍କାମାଗିଲା ଲିପିକା ! ଉତ୍ତମ କହିଲା- ଏବେ
ତ ବିମ୍ନଦ୍ରାକରଣ ଚାଲିଛି! ମୋ କ’ଣ ଘରେ ଅଛି ? ତା’ଛଡ଼ା ଏଚିଏମ୍ରୂ ଏତେ ଟଙ୍କା ଭଠିବନି! ଆଜିଶନିବାର
! ସତ୍ୟା ହେଲାଣି ! ସୋମବାର ହେଉ ବ୍ୟାଙ୍କରୁଟଙ୍କା
ଆଣିଦ୍ଦେବିଏତିକିରେ ମୁଣ୍ଡକୁ ପିତ୍ତ ବଢ଼ିଗଲା ଲିପିକାର ! ସେ ଅନିର୍ବାଣକୁ ଲଗେଇମାଡ଼ ମାରିଲା
ଆଉ ଖଟଖୁରାଗେ ବାନ୍ଧି ପକେଇଦେଲା ! ବିଳମ୍ବିତ ରାତିରେ
ଘରକୁପେରି ନିଜ ରୁମ୍ କୃ ଚାଲିଗଲେ ଉଭୟ ଅନିର୍ବାଣ ଓ ଲିପିକା ! ଶ୍ଵେତାନିଜ ରୁମ୍ ରେ ଶୋଇଥିଲା
! ଖାଇ ନଥିବା ହେତୁ ଆଖି କୁ ନିଦ ଆସୁନ ଥାଏ ତାର
! ତା’ କାନରେ
ବାଯୁ ଥିଲା ଅନିର୍ବାଣ ଓ ଲିପିକା ର ଖ୍ ଲିଖ୍ ଲି ହସ ଓତୁନି କଥା ! ଏମିତିରେ ବହୁକଷ୍ଟ କରିବାପରେ ତା’ ଆଖ୍
କୂ ନିବ ଲାଗି ଆସୁଥିଲା ! ହଠାତ୍ ଗୋଟେ ସ୍ୱରଣୁଣି ତା’ ମୁଣ୍ଡ ଗୋଳମାଳ ହୋଇଗଲାସେ ସ୍ଵର ଥିଲା ତା’ ଝିଅ ଶ୍ୱେତ ର ! ଶ୍ଵେତ! ତା’ ମା’କୁ କହୁ
ଥିଲା: ମାମା, ତୁ ସାରା ରାତି ଅଙ୍କଲ କୁ ତେ! ପାଖରେ ବାନ୍ଧି ରଖି ଥିବୁ ! ଏବେ ତ ମେ! ପାଖକୁ ଛାଡ଼
No comments:
Post a Comment