Saturday, 15 September 2018

ପ୍ରାଣଘାତୀ ନିର୍ବନ୍ଧ


        

              ସେମାନେ କେବଳ ମୋର ଏନ୍ ଗେ ଜତ୍ମେଣ୍ଟ ଭାଙ୍ଗି ଦ୍ଦେଇ ନ ଥିଲେ ! ତା’ ସହିତ ଭାଙ୍ଗି ବେଇଥିଲେ  ମୋର ଆଶା! କଲ ବଲ    କରି ମାରିଦେଇଥିଲେ  ମୋର ସ୍ୱପକୁ! ସେମାଙ୍କ  ନିଷ୍ଣୁରପଣିଅରେ  ରକ୍ତା କ୍ତ  ହୋଇ ପଡି ଥିଲା! ମୋର ପ୍ରେମ ! ମୋର ଏଡିକିଭୁଲ  ଥିଲା  ; ମୁଁମୋ ଅଜାଣତରେ ପ୍ରେମ କରିବସି ଥିଲି  ସାହେନୁରକୁ! ତାକୁ ମୋ ହୃଦୟର ରାଣୀ  କରି ବସେଇ ଦେଇ ଥିଲି ! ହେରେ ସାହେନ୍ଧୁର ନିଜେ କ’ଣ କଲା  ? ମୋ ହୃଦୟର ଯେଉଁ ସିଂହାସନରେ ସେ ରାଣୀ ହୋଇ ବସିଥିଲା  ଚ୍ଚାକୁନିତେ ଗୋଇଠା ମାରି ରୁରମାର କରିଦେଲା!”

              ପୋଲିସ ନିକଟରେ ଏମିତି ବୟାନ ବେଇଥିଲା! ସବୀର  ଯାହୀଢୁ କି  ପୋଲିସ ଏକ ନରହତ୍ୟା ଅଭିଯୋଗରେ ଗିରଫ କରିଥିଲା  ସବୀର ଯାହାରୂ ଅତି ନୁଶଂସ ଭାବରେ ହତ୍ୟା କରିଥିଲା! ସେ ଆଉ କେହି ନ ଥିଲା, ସେ ଥିଲା! ତା’ର ବାକ ଦତ୍ତା  ! ସାହେନୁର ଯାହା ସହିତ ତା'ର ନିର୍ବନ୍ଧ ସମ୍ପନ୍ନ ହେଲଥିଲା!
           ରାଜସ୍ଥାନ୍ର  କୋଟା ଅନ୍ତର୍ଗତ ଗୋଟି  ସ୍ଥାନ ନେହେରୁନଗରୀ ସେହି ନେହେରୁନଗରରେ ରହନ୍ତି  ଅସଲାମ୍ ଖାଁ! ଅସଲାମ୍ ଖାଁ ଙ୍କ ପରିବାର କହିଲେ : ସେ ଓ ସ୍ତ୍ରୀ  ସମିମ୍ ବାନୁ ଆଭ ଚାରି ଝିଅ ! ସାହେନୁର ସେହି ପରିବାରର ସବା ବତଝିଆ ଅସଲାମ୍ ଖାଁ ଛାବ୍ରା ଥର୍ମୀଲ ପାୱାର ପ୍ରାଣ୍ଟରେ ଜଣେ  କର୍ମଚାରୀ ଭାବରେ କାମ କରନ୍ତି ! ରୋଜଗାର  ଯାହା ହୁଏ  ସେଥ୍ଗେ ପରିବାର ଚାଲି ଯାଏ! ମଧ୍ୟବିତ୍ତ ମଣିଷ' ଚାରିଝିଅକୁ ନେଇ ତାଙ୍କର  ସଢୁବେନେ ଚିନ୍ତା! ତାଙ୍କର ଇଚ୍ଛା  ଝିଅମାନେ ବିବାହଯୋଗ୍ୟା ଦେଉଦେଉ
ସେମାନଙ୍କର ବାହାଘର ଶେଷ କରିଦେବେ! ବେଶି ପାଠ ପଢ଼ିବା ଦରକାର ନାହିଁ ! ଏମିତି ଭାବିବାର  କାରଣ ତାଟ ମୁଣ୍ଡ ଉପରେ ତାରିଚାରିଟା ଝିଅଙ୍କର ବୋଝ
              ସାହେନୁର ସ୍ଥଚ୍ଚାୟ କଲେଜରେ ଯୁକ୍ତଦୁଇ ପଢୁଥିଲା ! ଏଥ୍ସହିତ ଘରୋଇ ଭାବରେ ଭର୍ଜୁଶିକ୍ଷା ମଧ୍ୟ  କରୂଥିଲା  ସେ ଢେଖିବାକୁଖୁବ୍ ସୁନ୍ଦର  ଥିଲା ଓ ବିବାହଯୋଗ୍ୟା  ହୋର ସାରିଥିଲା  ! ପତ୍ନୀ ସମିମ୍ ବାନୁସ’ହିତ ବିଚାର ଆଲୋଚନାକରି ବଡ଼ଝିଅ ସାହେନୁର  ବାହାଘର ଯୋଗାଡ଼ଯନ୍ତ୍ରରେ ଲାଗି ପଡିଲେ  ଅସଲାମ୍! ପାଖପଡ଼ୋଶୀ ଓ ବନ୍ଧୁବାନ୍ଧବକୁ ଅନୁରୋଧ କଲେ  ସାହେନୁର ପାଇଁ ଭଲ  ବରପାତ୍ରଟିଏ ଯୋଗାଡ଼ କରିତେବାକୁ  ଏହା ଭିତରେ ସାହେନ୍ଧୁର ପାଇଁ ବିବାହ ପ୍ରସ୍ତାବଟିଏ ଆସିଲା ! ପାତ୍ରର ନାଁ ସବୀର
              ସବୀର ଜୋଟା ଅନ୍ତର୍ଗତ ଦୋରଖେଦା ଅଞ୍ଚଳର ଜଣେ ଯୁବକ ଥିଲା ! ମଧ୍ୟ ସ୍ଥ ଠାବୁ ସେମାନେ ସବୀର ବିଷୟରେ ଶୁଣିଲେ ଯେ, ସେ ଖୁବ ଭଲ ପିଲା! ଭଲ  ଦି’ ପରସା ଲୋଗୋର କରୁଛି! ଏହାଶୁଣି ଅସଲାମ ଖାଁ ଓ ପତ୍ନୀ ସମିମ୍ ବାନୁ ଦୋରଖେଦା ଯାର ସଟୀର୍ର ମାତାପିତାଙ୍କୁ ଭେଟିଲେ! ଏହା ସହିତ ସେମାନେ ସବୀରକୁ ମଧ୍ୟ ଦେଖିଲେ ! ସବୀର ସେମାନଙ୍କର ପସନ୍ଦ ଆସିଲା! ସେମାନେ ସବୀର ଓ ତା’ ଚାପାମା’କୁ  ଆସି ଝିଅ ଦେଖ୍ଯିବାକୁ ଆମନ୍ତ୍ରଣ କଲେ ! ସବୀର ତା’ ବାପାମା’ଙ୍କ ସହିତ ନେହେରୂନରର ଆସିଲା! ସାହେନୁରବାସ୍ତବରେ ଦେଖି ବା କୁ ଅତି ସୁନ୍ଦର ଥିଲା ଅଠର ବର୍ଷର ଝିଅ! ତେଣୁଗୋଟି ଏ  ଦେ ଖାରେ ସାହେନୁର ପ୍ରେମରେ ପଡ଼ିଗଲା ସବୀର! ସେ ଯେ ସାହେନୁର କୁ ବାହା ହେବାକୁ ଯାଉଛି ସେକଥା ସେ ଭୁଲିଗଲା ! ତାକୁ ଲା ଗିଲା ଯେମିତି ସାହେନୁର କୁ ବଡ଼ ଦେଇ  ତା’ଜୀବନର ମାନେ କିଛି ନାହିଁ!

                  ସାହେନୁର୍  ସେମାନଙ୍କର ପସନ୍ଦ ହୋଇଗଲା! ସବୀରକୁ ତ ଅସଲାମ ଖାଁ ପରିବାରର ସଦସ୍ୟମାନେ ପସନ୍ଦ କରିଥିଲେ ! ସେମାନେ ମିଳିତ ଭାବରେ ନିଷ୍ପରି ନେଲେ ଯେ, ସବୀର ସହ ସାହେନୁର ବାହାଘର କରିଦେଇ ସାତ ପୁରୁଷକୁ  ବନ୍ଧୁ ବାନ୍ଧିବେ  ସବୀର ଓ ସାହେନୂରଙ୍କ ନିର୍ବନ୍ଧ ମଧ୍ୟ  ହୋଇଗଲା! ତେବେ ଥୋ ରହିଲା ଯେ, ଆଗ କୁ ସାହେନୁର୍ +୨  ଏକ୍ ଚ୍ଚାମ୍! ଏକ୍ ଚ୍ଚାମ୍ ସରିବ! ମାତ୍ରେ ବାହାଘରଵରି ଦିଆଯିବା

     ନିର୍ବନ୍ଧ ପରେ ବାହାଘରକୁ  ତିନି  ଚାରିମାସ ବାକିଥିଲା! ଏହି ତିନି ଚାରିମାସର ବ୍ୟବଧାନ ସବୀର ପାଇଁ ଖୁବ୍ କଷ୍ଟଦାୟକ ହେଇପଡ଼ିଛି!!! କାରଣ ସେ ସମ୍ପୂର୍ଣ୍ଣ ଭାବରେ ସାହେନୁର ର ହୋଇ ସାରିଥିଲା ଆଖି ଖୋଲି ଲେ ସେ ସାହେନୁର କୁ ଦେଖୁଥିଲା  ! ଆଖି ବନ୍ଦ କଲେ   ତା’ ଭିତରେ ସାହେନୁରର  ଛବି ଭାସି ଆସୁଥିଲା | ସେ ନ! ଖାଇ ପାରୁଥିଲା ନ ସୋଇ ପାରୁ  ଥିଲା! ସେ ଚାହୁଁ ଥିଲା , କିଛି  ନ ହେଉ ଅନ୍ତତଃ ଦିନକୁଥରୁଟିଏ ସେ ଯଦି ସାହେନୁର . ସହିତ କ ଥା ହେଇପାରନ୍ତା,  ତା’ କଣ୍ଠସ୍ୱର ଶୂଣିପାରନ୍ଟା  ତା’ହେଲେ  ତାକୁ ଭଲ  ଲାଗନ୍ତା! ହେଲେ  ସାହେନୁର୍ର ନମ୍ବର  ଡାକୁ ଜଣା ନ ଥିଲା! ସେ ତ ସାହେନୁର୍ର ନମ୍ବର ମାଗୂ ଥିଲା ! ମାତ୍ର ସାହେନୁର୍ର ମା’ ସମିମ୍ ବା ନୁ ରୋକ୍ଠୋକ୍ ମନା କଲେ  ଯେ, ବାହାଘର ପୂର୍ଚରୂସେ ଏ ସଟୁକୁପସନ୍ଦ କରନ୍ତି ନାହିଁ ! ବାସ୍ତବିକ ସମିମ୍ ବନୁ  ପୁ ରୁଣ  କାଳିଆ ମଣିଷ ଥିଲେ  ହେଲେ  ସେ ଏକଥା ଭୁଲି ଯାଇ ଥିଲେ  ଯେ, ଯୁଗ ସହିତ’ଚିନ୍ତା ଧାର! ବି ବଦଳିଗଲାଣି ସବୀର କୌଣସି ନା କୌଣସି ଉପାୟରେ ସାହେନୁର ସେଲ  ନମ୍ବର ହାସିଲ  କରିନେଲା! ଆଉ ସାହେନୁରକୁ ଫୋନ୍ କଲା ! ସବୀର ଠୁ ଫୋନ୍ ପାଇ ପ୍ରଥମେ ଡରିଗରାସାହେନୁର !ତା’ର ଯେତା’ଭାବୀସ୍ବାମା ସହ କଥ! ହେବାକୁଇଚ୍ଛା  ନ ଥିଲା! ସେକଥା ଦୁଃହଁ ! ହେରେ ସେ ଏକଥା ଜାଣିଥିଲା ! ଯେ, ଏସବୁ ଜାଣିଲେ ତା’ ମା’ ତାକୁକଞ୍ଚା ଖାଇୟିବା ତେବେ ସେ ଯା’ ହେଉନା କାହିଁକି  ସେ ମଧ୍ୟ  ସବୀର ସହ କଥ! ହୋଇ ଖୁବ୍ ଆନନ୍ଦ ପାଇଲା ହେଲେ  ସେ ଯେ ସବୀର ସହିତ କଥ! ହେଇଛି ସେକଆକୁ ମା’ଠୁ ଲୁଚେଇ  ଇଖ୍ ଥ୍ଇ! ସାହେନୁର! ପଚାରିଲେ କହୁଥିଲା- ମେ! ସାଙ୍ଗ  ଆୟେସାର ଫୋନ୍! ନ ହେରେ ଅଫସାରୀ, ପରବୀନ, ପ୍ର1ତି’ ରେଖ! କିମ୍ବା ବନ୍ଦନ କଲ  ଥିଲା ! ପରୀକ୍ଷା ବିଷୟରେ ଆଲୋଚନା କରୂଥିଲା !
           ସାହେନୁର ସବୁବେଳେ  ସବୀରକୁକଚୁଥିଲା - ଦେଖ, ମୁଁ କ’ଣ କୁଆଡ଼େ ପକଉଛି! ପରୀକ୍ଷ! ସରିଲେ ତ ମୁଁ ତୁମର ! ତୁମେ କାହିଁକି  ଏମିତି ବ୍ୟାକୁଳ ହେଉଛ? ସର୍ବବିର କହୁଥିଲା ତୁମେ ବୁଝି ପାରିବନି '
            ବାହାଘର ପୂର୍ଚରୂ ସବୀର ସାହେନୁର ସହିତ ଇଥାହେଉ  ଏକଥା ଭଲ ଲାଗୁ ନ ଥ୍ଇ! ସମିମ୍ ବେନୁଙ୍କୁ ! ସେ ସ୍ବାମୀଙ୍କ ସହିତ ଆଲୋଚନା କଲେ !! ସ୍ବାମୀ ଅସରାମ୍ ମିଅଁ! ବି ଟୁଝାଭଥିଲା- ଆରେ  ସେମାନେ ଆଜି କାଲିକା  ପିଲା ! ଦୁନିଆ ବଦଳି ଗଲାଣି ! ଆମ ବେଳେ ସିନାବାହାଘର  ପୂର୍ଚରୂ ବର କନ୍ୟା ଦେଖିବା ନିଷେଧ ଥିଲା! ହେଲେ ଏବେ ପରା ସେମାନେ ବାହାଘର ଘୂର୍ଟରୂ ହନିମୁନ ସ୍ପଟ ଠିକ୍ କଲେଣି ! ତଥାପି ବ୍ରୁଝିନ ଥିଲା ସମିମ୍ ବାନୁ! ସେ ନିଜେ ସାହେନୁର ସେଲ୍ ନମ୍ବର ବଦଳାଇ ଦେଲେ ସାହେନୁର
ସହ କଥା  ହୋଇ ନ ପାରି ଶେଷକୁ ଘରକୁ ଚାଲିଆସିଲା ସବୀର  ବାହା ଘର ପୂର୍ଚରୂଭାବି  ଜୋଇଁ କୁ  ଘର ସାମ୍ନାରେ ଦେଖି ପାଗଳ ପ୍ରାୟ ହୋଇଗଲା ସ୍ୱାମିଂ ! କେବଲ ଦାନ୍ତଚିପି ଚୁପ ରହିଲେ  ! ଆଉ ଅସଲାମ ମିଅଁ’କୁ ଢୁଝେଇଲା ଯେ, ଏଇ ପିଲା ର ଚରିତ୍ର ଆଦୌ ଭଲ ନୁ ହେଁ ! ଆମ ସାହେନୁର ତ ଛୋଟ ପିଲା ! ଯଦିତାକୁପୁସୂରେଇ ସେ କିଛିଖରାପ  କାମ କରିଦିଏ

ଅସଲାମ ଖାଁ ବି ସ୍ତ୍ରୀ କଥା ରେ  ବହଲିଗଲେ  ! ସେମାନେ ଭାବିଲେ - ଆମେ ସିନା କେବଳ  ସବୀରକୁ ଦେଖ୍ତା’ର ନିର୍ବନ୍ଧ କରିନ୍ଦେଲେ ’ ହେଲେ ସେ କେ ମିତିକା ଚରିତ୍ରର ସେକଥା ଆମେ ଲାଣିଛଡି କି! ଗୋଟେ କାମ କରିବା ତା’ ବିଷୟରେ ଗୃପ୍ତଭାବରେ ସଦୂକଥା ଜାଣିବ!
ଅସଲାମ ମିଅଁ! ତା’ର ସାଇଂସାଥୀମାନକୁ ସବୀର ପଛରେ ଲ ଗେଇବେଲା !ସେମାନେ ସିନା ସବୀର ନାମରେ କୌଣସି ପୋଲିସ ରେକର୍ଡ ପାଇଲେ ନାହିଁ ! ହେଲେ  ଏନ୍ଦିକିଚ୍ଚାଣିଲେ  ଯେ, ସେ ସାଙ୍ଗ ସାଥୀଙ୍କ ସହିତ ପିଆପିଇକରେ ! ପୁଣି ଆବଶ୍ୟକ ପଡ଼ିଲେ ଛକରେ ମଧ୍ୟ  ବାଦାରିରି କରେ! ଏତିକି ଶୁଣିବା ପରେ ସମିମ ଜିଦ୍ ଧରିଲେ , ଏ ବାହାଘର ହୋରପାରିଵନି! ବାହା ହେବାକୁ ଆସି ବର ଫେରି ଯାଉଛି ! ଏଠିତ କେବଳ ନିର୍ଟନ୍ଧ ହୋଇଛି ! ତେଣୁ ଏ ସମ୍ପର୍କ ଭାଙ୍ଗି ଦେବାରେ  ଅସୁବିଧା କେଉଁଠି?

ସେଇଆ ହେଇ! ମଧ୍ୟ ସ୍ଥ ଜରିଆରେ ଅସଲାମ କଣେଇ ଦେ ଲା ଯେ , ଏ ବାହାଘର ହୋଇପାଚିବ ନାହିଁ  !ଏକଆ ଶୁଣିବା ପରେ ନିଅଁ! ଲାଗି ଗଲା  ସବୀର ମନ ଭିତରେ! ସେ କେତେ ଯୋଜନା କରିସାରିଥିଲା ସାହେନୁରକୁ ନେଇ! ତା’ ପାଇଁ ଘର ସତେଇଥିଲା! କେ ତେ ନୂଆ ନୂଆ ଜିନିଷ କିଣିଲା  ! ଯଦି ସାହେନୁରକୁ ସେ ସ୍ତ୍ର1 ଭାବରେ ନ ପାଇବ ତା’ହେଲେ ବଞ୍ଚିବ କେମିତି? ସେ ସମିମ୍ ବାନୁପାଖରେ ପହଁଚିଲା  ! ସମିମ୍ ସିଧାସିଧା ଜଣେଇ ଦେଇ! ସେ, ଗୋଟେ ମଢୁଆ ହାତରେ ସେ ତାଙ୍କ ଫୁଲ ପରି ଝିଅକୁଟେକି ଦେଇପାରିବନାହିଁ ! ସବୀର ଆଲ୍ଲା ର ରାଣ ଖାଇ କହିଲା, ସେ ଆଉ ମଦଛ୍ଇଁବ ନାହିଁ ’! ଅସଲାମ୍ର ଗୋଡ଼ ହାତ ଧରି  କହିରା- ସାହେନୁରକୁ ନ ପାଇଲେ ସେ ବଛ୍ ପାରିବନି' ଅସଲୀମ୍ ମଧ୍ୟ  ନାସ୍ତିବାଣୀ ଶୁଣେରଦ୍ଦେଲା ତା କୁ! ଏବେ କେବଳ ଗୋଟିଏ ଆଶା- ସାହେନୁର! ସେ ସାହେନୁରକୁ ଏକାନ୍ତରେ ଭେଟି  କହିଲା- ସାହେନୁରୀ ମୁଁ ତୁମକୁ ପ୍ରେମ କରି  ବସିଛି  ! ତୁମେ ଆସିବା ପରେ ମୋ ଜୀବନରେ ଫୁଲ ଫୁଟିଛି! ତୁମେ ଆସିବା ପରେ ମୋ ଜୀବନରେ ଫୁଲ ଫୁଟିଛି! ତୁମେ ଯାହା କହିବ ମୁଁସେଇଆ କରିଚି! ଚାହିଁବା   ତ ମୁଁତ୍ଵମ ଘରେ ଘରକ୍ରାଇଁଆ ହୋଇ ରହିଚି! ହେରେ ତ୍ଵମେ ଡୁମ ବାପାମା°ଟୁ ଟୁଝାଆ ତୁମେ ଚାହିଁଲେ  ସେମାନେ ନିଷ୍ପରି ବଦଳାଇଦେବେ  ସାହେନୁର  କହିଲା- ଦେଖ, ଏ ନିର୍ବନ୍ଧ ମୋ ମର୍ଟିରେ ଦୋଇନି କି ମୋତେ ପଚାରି ସେମାନେ ନିର୍ବନ୍ଧ ଭାଙ୍ଗି ବେଇ ନାନାତି! ବାକିରହିଲା  ସମ୍ପର୍କ! ତୁମର ସ୍ତ୍ରୀ ହେବାକୁ ଯାଉ ଥିଲି ବୋଲି ତୁମ ସହ  ସମ୍ପର୍କ ରଖିଥିଲି ! ମୋ ଭିତରେ ତୁମ କୁନେଇ ଟିକିଏ ଚି ଦୁର୍ବଳତା ନାହିଁ! ତୁମେ ଏବେ ତୁମ  ବାଟ ଦେଖା
               ସାହେନୁର ପ୍ରେମରେ ପାଗଳ ହୋଇ ସାରିଥିଲା ସବୀର ! ତା’ ସାହେନୁରକୁ ତା’ର ନ ହେ ଇ ଆଉ କାହାର ହେବ ସେକଥା ସେ ଚିନ୍ତା ମଧ୍ୟ  କରିପାରୁ ନ ଥିଲା! ପ୍ରେମ ପାଇଟିଗଲା ! ପ୍ରତିଶୋଧ! ଅପରାଧର ଜୀବାଣୁ ସବୁ ସାଲୁ ବାଲୁ  ହେବାକୁ ରାଗିଲେ ସବୀର ମୁଣ୍ଡରେ! କିଛିଦିନ ପାଗଳଙ୍କ  ପରି ସେ ଏଣେତେଣେ ଘୂରିବୁଲିଲା  ଆଉ ଦିନେ ଏକୁଚିଆ ପାଇ ସାହେନୁରକୁ ଆକ୍ରମଣ କଲା ! ! ଥରେ କିଦୁଇଥର ଟୁହେଁ’; ବାଇଶ  ଥର ସେ ଛୁଚି ଭୁସି ଥିଲା ସାହେନୁର ଦେହରେ 
HINDI 

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...