Wednesday, 9 November 2016

ଭାଗ୍ୟର ଖେଳ



ଭାଗ୍ୟ ଏକ ଅଦ୍ଭୁତ  ଛନ୍ଦରେ ନଚା ଉଥିଲା ଗୁର ପ୍ରୀତ୍ କୁ! ଭାଗ୍ୟ ପ୍ରଣୋଦିତ  ତାଳ-ଲୟ-ଛଦକୁ ମାନିନେବା ବ୍ୟତୀତ ଗୁର ପ୍ରୀତ୍ ର ଗତ୍ୟାନ୍ତର ରେ ନଥିଲା! ବିଚାରା! ଗୁର ପ୍ରୀତ୍ ବାହା ହୋଇଥିଲା ହରପ୍ରିତ କୁ! ନିଜ ଘର,ନିଜ ଆପଣାର ଲୋକମାନଙ୍କୁ ଛାଡ଼ି ସେ ବୋହୁ ହୋଇ ଆସିଥିଲା ପଞ୍ଜାବର ଦୂସିଆରପୁର ଜିଲା ମେଟିୟାନା ଥାନା ଅନ୍ତର୍ଗତ ହଲ୍ଟା ଗ୍ରାମକୁ - ହରପ୍ରିତଋ ଘରକୁ ! ମନରେ ଅମୁମାରି ଆଶା ! ବସା ବାନ୍ଧି ବାରସ୍ବପ୍ନ ,ହରପ୍ରିତ ବି ଥିଲା ତା’ ମନଲାଖ୍ ପୁରୁ ଷ! ମାତ୍ର ସେ ଥିଲା ଆବଶ୍ୟକତାଠାରୁ  ଅଧ୍ କ ଉଚ୍ଚାଭିଳାସୀ    !

ଗୁରପ୍ରୀତ୍ ର ସ୍ବପ୍ନ  ଥିଲା ହରପ୍ରୀତ , ମାତ୍ର ହରପ୍ରୀତ ର  ସ୍ବପ୍ନ  ଥିଲା ବିଦେଶ! ଅର୍ଥାତ୍ ସେ ସବୁ ବେଳେ ସ୍ଵପ ଦେଖୁଥିଲା ବିଦେଶ ଯିବ! ସେଠାରେ ଚାକିରି କରିବା ‘  ସେ ଭାରତୀୟ  ମୁଦ୍ରା  ‘ଟଙ୍କା’କୁ ଭଲପାଇ ନ ଥିଲା ସେ ଭଲ ପାଉ ଥିଲା ଆମେରିକୀୟ ଦଳର କୁ ! ଫ୍ରାନ୍ସ ର ଫ୍ରାଙ୍କ କୁ  ବ୍ରିଟେନର ପାରଣ୍ଡ କୁ ! ସେ ସବୁବେଳେ ଭା ବୁ ଥିଲା-କେତେବେଳେ ସୁଯୋଗ ଆସିବ ଯେତେବେଳେ ସେ ଇଣିଆକୁ ‘ଗୁତ୍ ବାଏ’ କରି ବିଦେଶରେ ଯାଇ ସ୍ଥାୟୀ  ବାସିନ୍ଦା ପାଲଟିବା
ଗୁରପ୍ରୀତ୍ ବୁଝାଊଥିଲା- “ଆମ ବେଶ ଆମ ପାଇଁ ମା’! ଆମ ମାଟିରେ ଆମର ପୂର୍ବ ପୁରୁଷଙ୍କ ର ଆମା ରହିଛି! କ’ଣ ପାଇଁ ବିଦେଶକୁ ନେଇ ତୁମ ଭିତରେ ଏ ପାଗଳାମା? ଆମ ଦେଶରେ ତ ଚାକିରିର ଅଭାବ ନାହିଁ ! ତୁମେ ଏଇଠି ଚାକିରି କର ତୁମେ ଯେତିକି ରୋଜଗାର କରିବ ମୁଁ ସେତିକିରେ ଖୁସୀ ମନରେ ଚଳିଯିବି !”” ହରପ୍ରାତ୍  ହସଗେ ରଢ଼େର ବେରଥିଲା ଗୁରପ୍ରାତର କଥାକୁ! କଦୁଥିଲା- “ତୁମର ଟଙ୍କା  କ’ଣ ମୋତେ ସେତିକି ଖୁସା ଦେଇପାରିବ ଯେତିକି ଖୁସା ମିଳିବ ଡ଼ାଲା ର କିମା ପେଟ୍ରୋ ଡଲାର  ରୋଜଗାର କରିବାରେ! ଏ ଗୁର ପ୍ରୀତ୍! ଆରେ  ମୁଁ ଡଲାର ରୋଜଗାର କଲେ ଲାଭ  ତୁମର ହିଁ ହେବ! ତୁମେ ଅଏସ୍ କରିବ ଅଏସ୍!”
ଏଇମିତି ଗୁରପ୍ରୀତ୍ ବୁଝାଉ ଥିଲା  ଆଉ ଏଇମିତି ହରପ୍ରୀତ୍ ଗୁରପ୍ରୀତ୍ ର କଥାକୁ ହସଗେ ଗଡ଼େଇ ଦେରଥିଲା ! ଏଇ ସମୟ ମଧରେ ଗର୍ଭବତୀ ହେଲା ଗୁର ପ୍ରୀତ୍  ଆର ନିର୍ଜାରିଚ ସମୟରେ ପୁଅଟିଏ ଜନ୍ମ କଲୀ ତା’ର ନାଁ ରଖାଗଲା ହରମାନ୍ ପ୍ରାତ୍ ଓରଫ୍ ହରମାନ୍! ଏତିକିବେଳେ ହରପ୍ରାତ୍ କୁ ଦୁବାଇର ଏକ କମାନାରେ ଚାକିରି ମିଳିଗଲା! ପୁଅ ଓ ଦୁବାଇ ଚାକିରି! ହର ପ୍ରୀତ  ପାଇଁ ଏହା ଯେପରି ଏକ ଉତ୍ସବର  ସମୟ ଥିଲା !
  ହରପ୍ରୀତ୍ ଦୁବାଇ ବାହାରିଲା କହିଲା- ସେ ଦୁଇବର୍ଷ ପାଇଁ ଆସିପାରିବନି! ଦୁଇବର୍ଷ ପରେ ତାକୁ ଦୁଇମାସ ଚୁଟି ମିଳିବା ସେ ଆସି ହରମାନ୍ କୂ ଓ ଗୁର ପ୍ରୀତ୍ କୁ ଦୁବାଇ ନେଇଯିବ! ହରପ୍ରାତ୍ଵ ଚାଲିଗଲା ଦୁବାଇ! ଦୁଇବର୍ଷ ବିତିଲୀ ହରପ୍ରାତ୍ଵ ଫେରିଳାନି! ତିନିବର୍ଷ ହେଲା! ହରପ୍ରାତ୍ଵ ବି ଫେରିଳାନି! ଅବଶ୍ୟ ମାସକୁ ମାସ ଟଙ୍କା  ପଠାରଥିଲା ହରପ୍ରୀତ  ଫୋନ୍ କରି ଗୁର ପ୍ରୀତ୍ ଓ ପୁଅ ହର୍ମାନ କଥା ବୁ ଝୁଥିଲା  ସେତିକିରେ କିନ୍ତୁ ଗୁର ପ୍ରୀତ୍ ର  ମନ ବୁଝୁ ନଥିଲା ସେ ତାଦୂଥିଲା’ ଇଏ କେମିତିକା ପୁରୁଷ ଯିଏ କେବଳ ବାହ! ହେଇ ଜାଣେ! ସ୍ୱୀକୁ ଗର୍ଭବତୀ କରିଚ୍ଚାଣେ! ପିଳା ଜନ୍ମ  କରିଢାଣେ! ଅଥଚ ସ୍ୱୀ ମନକଥା ବୁ ଝିପାରେନୀ! ରାତି ପରେ ରାତି ବିତୁଥିଲା ମାତ୍ର ନିଦ ଗୁର ପ୍ରୀତ୍ ର ଆଖ୍ ପତା ମାତୁ ନଥିଲା! ନିଜେ କୁ ନିଜେ ବୁ ଝାରଥିଲା ଗୁର ପ୍ରୀତ୍ କମାନା ଚାକିରି! ମାଲିକ ହାତରେ ଛୁଟି !ହରପ୍ରାତ୍ଵ କୁ  ଯଦି ଛୁଟି ମିଳୁ ନଥିବା ବ ତା’ହେଲେ ସେ କେମିତି ଆସିବା ତା’ଛଡ଼ା,  ସେ ଯେମିତି ହରପ୍ରାତ୍ଵ କୁ ଖୋକୁଛି; ହରପ୍ରାତ୍ ବି ସେମିତି ତାକୁ ଖୋଯୁ  ନ ଥିବା କି ? ସେ ବି ଜଣେ ମଣିଷା ସବୁ କଷ୍ଟ ସବୁ  ଅବଶକ୍ୟତା କୁ ଚାଟି  ଭିତରେ ଗପିରଖ୍ ହରପ୍ରାଦ୍ ଖାଟୁ ଛି କ’ଣ ପାଇଁ? ସେଇମାନଙ୍କ ପାଇଁ ତ!
  ସାହିପଡ଼ିସା ର  ସ୍ତ୍ରୀ ଲୋକ ମାନେ ଟୁ ପୁରୂ ଟା ପୂରୂ ହେଉଥିଲେ  ହରପ୍ରୀତ  ଓ ତା’ ସମ୍ପର୍କକୁ ନେଇ ସଜ ମାଛରେ  ପୋକ ପକାଉଥିଲେ  କାହାରି କଥାକୁ କାନ ଦେଉ ନଥିଲା କ! ଗୁର ପ୍ରୀତ୍  ! ସେ କେବଳ ଅପେକ୍ଷା କରୀ ଥିଲା - ‘ହରପ୍ରୀତ୍ ଫେରିବା ନିଶ୍ଚୟ ଫେରିବ !’
ଦିନେ ହରପ୍ରୀତ୍ ପୋନ୍ କଲା  ଗୁର ପ୍ରୀତ୍ କୁ ! ଗୁର ପ୍ରୀତ୍ ଭାବିଲା - ଆତି ନିଶ୍ଚୟ ହରପ୍ରୀତ୍ ତାକୁ କହିବ ପେ, ସେ ଫେରୁଛି ତା’ ପାଖକୁ! ହେଲେ ହରପ୍ରୀତ୍ କହିଲା -- ‘ଗୁର ପ୍ରୀତ୍ ! ମୁଁ ଆଉ ପଞ୍ଜାବ ଫେରୁ ନି! ତୁମେ ମୋତେ ଆଉ ଅପେକ୍ଷା କରନି! ମୁଁ ଏଠାରେ ବାହା  ହୋଇଯାଇଛି !’ ଗୁର ପ୍ରୀତ୍ ହଟାତ  କିଛି ବୁଝିପାରିଲା ନାହିଁ! କହିଲ!- “ହରଗ୍ରୀତ୍! ତୁମେ ଜାଣିଛ ନା ମୋତେ ଏଭଳି ଜୋ କ୍ ପସନ୍ଦ ନୁ ହେଁ !” ହରପ୍ରୀତ୍ କହିଲା- ‘ଏଇ ଟ! ଜୋ କ୍ ନୁହେଁ! ସତକଥା! ତୁମେ ମୋତେ ଅପେକ୍ଷା ନ କରି ଆଉ କାହାକୁ ବାହ! ହୋଇଯାଅ ! ମୋତେ ଆଉ ଫୋନ୍ କରିବନି! ମୁଁ ଏବେ ଏଇ ‘ସିମ୍’କୁ ନଷ୍ଟ  କରିଦେଇଛି କଟିଗଲା

ସେପଟରୁ  ଫୋନ୍! ଏପଟରୁ  ଡ ଏଲ କରିକରି ଥକିଗଲା ଗୁର ପ୍ରୀତ୍  ! ମାତ୍ର ପେପଟରେ  ସିମ୍ ନଷ୍ଟ  କରିସାରିଥିଲା ହରପ୍ରୀତ୍ ! ଗୁର୍ପ୍ ରାତ୍କୂ ଲାଗିଲା, ଯେପରି ତା’ ପାଇଁ ଦୁନିଆଟା ଅନ୍ଧକାର ହୋଇଗଲା ! ଶାଶୂଘରେ ତା’ପାଇଁ ତାଗ! ନଥିଲା ! କାରଣ ହରପ୍ରୀତ୍ ନିଜର ବାପାମା’ଙ୍କ ସହିତ ସବୁ  ସମର୍କ ଛିନ୍ନ କରିସାରିଥିଲା ବାପଘରୂ ମଧ କୌଣସି ଆଶ୍ବାସନ! ସେ ପାଇଲାନାହିଁ ନା ଗୂର୍ ପ୍ରୀତ ର  ପାଦ ତଳେ ମାଟିଥିଲା! ! ନା ଗୁର ପ୍ରୀତ୍  ମୁଣ୍ଡ ଉପରେ ଆକାଶ ଭାଗ୍ୟ ଅଦ୍ଭୁତ ଖେଳ ଖେଲୁ ଥିଲା ଗୁର ପ୍ରୀତ୍  ସହିତ!
ଯେତେବେଳେ ସବୁଆଡୁ ମଣିଷ ନିରାଶ ହୋଇଯାଏ ସେତେବେଳେ ଇଶ୍ଵରଙ୍କ ଶରଣାପନ୍ନ ହୁଏ! ଗୁର ପ୍ରୀତ୍ ୱାହେଗୂରୂଙ୍କର ଶରଣ ପଣିକା! ପୁଅକୁ ଧରି ଗୁରୂଦ୍ୱାର ପରେ ଗୁରୂଦ୍ୱାର ଘୂରିବ୍ରଲିଲ! ଗୁରପ୍ରୀତ୍ ! ଉଦ୍ଦେଶ୍ୟ-ଗୁରୂଦ୍ୱାର ରେ ହେଉ ଥିବା  ସର୍ବସାଧାରଣ ଭୋଜନ ତାକୁ ମିଳିଯିବ! ସେ ନିଜର ଓ ପୁଅର ଜୀବନ ବଞ୍ଚାଇ ପାରିବ! ଦ୍ୱିତୀୟତଃ, ୱାହେଗୁରୁ  କିଛି ନା କିଛି ତା’ ପାଇଁ ନିଶ୍ଚୟ କରିବେ!
ତିନିମାସ ପରେ! ଦିନେ ଗୁର ପ୍ରୀତ୍ ପୁଅ ହରମାନ୍ କୂ ନେଇ ହୂସିଆରପୁରର ଏକ ଗୁରୂଦ୍ୱାର ଭିତରକୁ ଯାରଥିଲା ! ପଟ୍’କି ଭୋଜନରେ ବସିବାପାଇଁ ! ହଠାତ୍ ତାକୁ ଲାଗିଲା, ଯେମିତି କେହି ଜଣେ ତାକୁ ଡାକୁଛି ! ତା’ ପାଦ ଅଟକିଗଲା! ସେ ପଛକୁ ଫେରିଢାହିଁଳା! ଦ୍ଦେଖ୍ ଲା, କଣେ ୨୭/୨୮ବର୍ଷର ଯୁବକ ତାକୁ ଡାକୁଛି! ଗୁର ପ୍ରୀତ୍ ପ୍ରଣ୍ଠିଳ ଦୃଷ୍ଟି ରେ  ତାକୁ ଚାହିଁ ପଚାରିଲା- “ମୋତେ କିଛି କହୁ ଛନ୍ତି !” ଯୁବକଟି କଛିଲା- “ମୋ ନାଁ ଅଜୟ  ମୁଁ ତୁମକୃ କିଛିମାସ ହେଲା ଦେଖୁଛି! ତୁମେ ଖୁବ୍ ଦୁଃଖରେ ଥିବା  ପରି ଲାଗୁଛି! ଯଦି କିଛି ନ ଭାବି ବ’ ତା’ହେଲେ ମୋତେ ତୁମ ଦୁଃଖକଥ! କୁହ! ହୂଏତ ମୁଁ କିଛି ସାହାଯ୍ୟ କରିପାରିବି !” ଗୁରପ୍ରୀତ୍ ଆଖବୁଜି ୱାହେଗୁରୁ ଙ୍କୁ ମନେପକେଇଲା ଓ ଭାବିଲା- ହୁଏତ  ୱାଦ୍ଦେଗୂରୁ ତା’ ପାଖକୁ କଣେ ଦେବଦୂତ ପଠେଇଛନ୍ତି

! ବୁଡ଼ିଗଲା ଲୋକର କୁଟା ଖ୍ଅକୁ ଭରସା  ଗୁର ପ୍ରୀତ୍ ଅବସ୍ଥା  ଠିକ୍ ସେଇଭଳି ହିଁ ଥିଲା! ସେ ଅଜୟ ନିକଟରେ ନିଜର ଦୁଃଖ  କାହାଣୀ ବୟାନ କଲା! ଅଜୟ ଡାକୁ ଆଶ୍ଵାସନା ଦେଇ କହିଲା- “ଈଶ୍ଵର ବଡ ଲୋକ ସେ   ତୁମର ଦୁଃଖ ବେଶିଦିନ ରଖ୍ ବେନି !” ଅଜୟ ର କଥାସବୁ  ମଲମ ଭଳି ଥିଲା ଗୁର ପ୍ରୀତ୍ ପାଇଁ ! ସେମାନଙ୍କ ମଧରେ ବନ୍ଧୁତା ହୋଇଗଲା! ଦିନେ ଗୁର ପ୍ରୀତ୍ ରଦୁଥିବା  ଭା ଡ଼ାଘରର କୋଠରିରେ ବସିଥ୍ଳେ ଉଭୟ ଗୁର ପ୍ରୀତ୍  ଓ ଅଜୟ ପୁଅ ହରମାନ ଖେଳ୍ମଥିଲା ବାହାରେ! ଅଜୟ କହିଲା- “ଗୁର ପ୍ରୀତ୍ ତୁମେ  ଏତେ  ଦୁଃଖୀ ରହୁଛ  କ’ଣ ପାଇଁ?” ଗୁର ପ୍ରୀତ୍ କହିଲା- “ଯାହା ମନରୁ ଶାନ୍ତି  ଦୂରେଇଯାଇଛି ସେ ଦୁଃଖ ଛଡ଼ା ଆଉ କ’ଣ ପାଇବା” ଅଜୟ  କହିଲା- “କେବଳ ତୁମ ମନ ପାଇଁ ନୁହେଁ; ତୁମ ଦେହ ପାଇଁ ବି ଶାନ୍ତି ଲୋଡ଼ା  !”  ଅଜୟ କଥା ଶୁଣି ଚମକି ପଡ଼ିଲା ଗୁର ପ୍ରୀତ୍ ! ଅଜୟ ବୁ ଝେଇଲା- “ଦୀର୍ଘବର୍ଷ ହେଲ! ତୁମ ସ୍ଵାମା ନାହାନ୍ତି , ତ୍ରମେ ଦୈହିକ ସୁଖ ଯାଇନାହିଁ! କହିଲ’ ତୁମ ଦେହ କ’ଣ ଶାନ୍ତି  ଖୋତୁନି !” ଅଜୟ କଥ! ଶୁଣି ଆଖ୍ ଛଳଛଳ ହୋଇଗଲା ଗୁରପ୍ରୀତ୍ ର ସତକଥା, ତା’ ଦେହ ତାକୁ ଜଳଉ ଥିଲା! ସେ ପ୍ରତି ରାତିରେ ନିସଙ୍ଗ  କପୋତିଟେ ପରି ବାହୁ ନୂଥିଲା ! ତେଣୁ ଅଜୟ କିଛି ଭୁଲ୍ କହୁ ନ ଥିଲା ! ଗୁର ପ୍ରୀତ୍  ନୀରବ ରହିବା ଦେଖ୍ ଅଜୟ ଉଠିଗଲା ତା’ପାଖକୁ! ତା’ ଓଠରେ ଚୁମ୍ବନ ଟେ  ଆଙ୍କି ଦ୍ଦେଇ କହିଲା- “ଆସ, ମୁଁ ତୁମକୁ ସୁଖ ଦେବି! ଦେଖିବା  ତୁମ ଭିତରକୁ ଶାନ୍ତି  ଫେରିଆସିବା”
ଗୁରପ୍ରୀତ୍ ଖେଳନାଟେ ସାଢିଥିଲା ଭାଗ୍ୟ ହାତରେ! ନିଜ ଦେହକୁ ସେ ଲଟେଇ ଦେଲା ଅଜୟା ବର ଛାତି ଉପରେ! ଦୀର୍ଘଦିନ ଧରି ଯେପରି ଶୁଖ୍ ଲା ପଡି଼ଥିଲା ଗୋଟେ ନଈ! ଏବେ ଦୁ ଇକୁଳ ଚୁଇଁ ଉଚ୍ଛଳି ଉଠିବାର ଅବକାଶ  ଆସି ପହଞ୍ ଥିଲା ତା’ ପାଇଁ! ଅଜୟ ଠାରୁ ଛ ଭରପୂର ଶାରୀରିକ ମୁଖ ପାଇବ! ପରେ ବିହଳିତ ହୋଇ ଗୁର ପ୍ରୀତ୍  କହିଲା- “କାସ୍’ ତୁମେ ମୋର ସ୍ୱାମୀ ହେଇଥାନ୍ତା” ଅଜୟ ବି ଗୁର ପ୍ରୀତ୍ କୁ ଆଲିଙ୍ଗନ କରି କହିଲା- “ମୁଁ ତୁମକୁ ମୋର ସ୍ତ୍ରୀ  କରିବାକୁ ଚାହେଁ! ତୁମେ ମୋତେ ବାହାହେବ !” ଗୁର ପ୍ରୀତ୍  କହିଲା- “ମୋର ଆପଭିନାହିଁ! ତେବେ ମୋ ହରମନ କୁ ତୁମକୁ ଗ୍ରହଣ କରିବାକୁ ହେବ ଅଜୟ କହିଲା- “ମୁଁ ତୁମ କଥା ରେ ରାଜି!”
ଗୁରପ୍ରୀତ୍  ଭାବିଲା, ସମ୍ଭବତଃ ୱାହେଗୁରୂ ତା’ ପ୍ରାର୍ଥନା ଶୁଣିଲେ! ଏଥର କୁଳରେ ଲାଗିଗଲା ସେ! ହେଲେ, ଅଜୟର ବାପାମା’ ରୋକ୍ ଠୋ କ୍ ଶୁଣେଇଦ୍ଦେଜେ ପେ, ସେମାନେ ଏକ ସ୍ୱାମା ପରିତ୍ୟକ୍ତା  ତଥା ଗୋଟିଏ ଚାରିବର୍ଷର ପିଲାର ମା’କୁ ତାଙ୍କର ବୋହୁ ଜରିନେବ! ପାଇଁ ପ୍ରସ୍ତୁତ  ନୂହନ୍ତି  ଅଜୟ କିନ୍ତୁ ପଡ଼ିଯଛୋଥିଲା ଗୁରପ୍ରୀତ୍ ର ପ୍ରେମରେ! ତେଣୁ ବାପାମା’ଙ୍କ କଥା ସେ ସହଜରେ ଗ୍ରହଣ କରିପାରିଲୀନାହିଁ  ! ଅପରପକ୍ଷରେ, ଗୁର ପ୍ରୀତ୍  ପାଇଁ ଅଜୟକୁ ଛାଡ଼ିଦେଲେ ଆଉ ଦ୍ଵିତୀୟ କେହି ନଥ୍ଳୋ ଅସ୍ଥାୟୀ  ହେଉ ପଛକେ ଅଜୟ ହିଁ ଥିଲା ତାଙ୍କ ପାଇଁ ଏକମାତ୍ର ଆସା’ ସେଥିଲାଗି ଅଜୟର ବାପାମା’ ତାଳୁ ବୋହୁ କରିନେବାକୁ ଅରାଜି ଥିବା ! ଜାଣି ବି ଗୁରପ୍ରୀତ୍ ଅଜୟ ନିକଟରୁ ଚାଲିଆସି ପାରିଲାନାହିଁ ! ଅଜୟ ତାକୁ ପ୍ରତିଶୃତି ଦେଲା ପେ, ସେ ତା’ ବାପାମା’ଙ୍କୁ ରାଜି  କରେଇବା ଆଉ ତାକୁ ଘରକୁ ବୋହୁ କରିନେବା ଅଜୟ ତାକୁ ବୋହୁ କରିନେବ କି ନ! ସେକଥା ଢାଣି ନଥିଲା ଗୁର ପ୍ରୀତ୍ ! ତେବେ ସେ ଏକଥା ଢାଣିଥିଲା ପେ, ଅଜୟ ତାକୁ ଖାଇବାକୁ ଦେଉ ଛି! ତା’ ସୁଖଦୁଃଖ ବୁଝୁଛି! ସେଥିଲାଗି ସେ ଅଜୟ ସହିତ ଲିକ୍- ରନଃର ରହିବାକୁ ଟିକିଏ ବି ଦ୍ୱିଧାକଳ! ନାହିଁ ଅଜୟକୁ ନେଇ ଗୁର ପ୍ରୀତ୍  ସୁଖୀ  ଥିଲା! ଆର ଗୁର ପ୍ରୀତ୍ କୁ ପାର ଅଜୟ ଚି ଖୁସା ଥିଲା! ମଣିଷ କ’ଣ ଗହେଁ? ସୁଖ  ! ଉଭୟ ଦେହର ଆଉ  ମନର! ଅଜୟ ଓ ଗୁର ପ୍ରୀତ୍  - ପରସ୍ପର କୁ ଏକ ମୁଖ ଯୋଗେଇ  ଚାଲିଥିଲେ !ଦିନେ ସେମାନେ ବୈଷୋଦ୍ଦେବୀ ଭ୍ରମଣରେ ବାହାରିଲେ! ଇଚ୍ଛା  ଥିଲା ହରମାନ୍ କୂ ବି ସାଥିରେ  ନେରଯିବେ! ହେଲେ ଦରମାନ୍ ହଠାତ୍ ଜିଦ୍ ଧରିଲା ସେ ମାମୂଘରକୁ ଯିବ! ମାତ୍ର ନିଜ ବାପଘରକୁ ନେଇ ବିଷ ରରିଯାଇଥିଲା ଗୁର ପ୍ରୀତ୍  ମନରେ! ସେ ବୁଝେଇ ଲା ପୁଅକୁ! ହେଲେ ହଁ ରମାନ୍ କନ୍ଦାକଟା କରିବା ଆରମ୍ଭ କରିଦେଲା!  ଅଚାନକ ରାଗିଗଲୀ ଗୁର ପ୍ରୀତ୍  ବାଡ଼େଇଦ୍ଦେଲା ପୁଅକୁ! ଭାଗ୍ୟ ଏଠି ବି ଖେଳ୍ପଥିଲା ଗୁରପ୍ରୀତ୍ ସହିତ! ମା’ର ହାତଟା ସେଦିନ ବଜ୍ର ହେଇ ବସିଗଲା ହରମାନ ଦେହରେ! ଉଡ଼ିଗଲା ପ୍ରାଣବାୟୁ! ଶେଷ ହୋଇଗଲା କାହାଣୀ ! ଗୁରପ୍ରୀତ୍   ସହିତ ଭାଗ୍ୟ ଏଯାବତ୍ ଲେଖ୍ ଚାଲୁଥିବା  କାହାଣୀ!

Thursday, 13 October 2016

ପ୍ରେମର ପାଉଣା ପିସ୍ତଲ





    ରଫିକୁଲ୍ ଏବଂ ରିୟାଜୁଲ୍ ଦୁହେଁ ପଡ଼ୋଶୀ! ରଫିକୁଲ୍ ଘର ଠାରୁ ଦୁଇ  ତିନୋଟି ଘର ଛାଡ଼ି ରିୟାଜୁଲ୍ ର  ଘରା ମାତ୍ର ସେମାନଙ୍କ ମଧରେ ବହୁ ଶହ ଆଳୋକ ବର୍ଷ ର ବ୍ୟବଧାନ! ରଫି କୁଲ୍ ସି.ପି.ଏମ୍  ର ଜଣେ ସକ୍ରିୟ କର୍ମୀ! ରିୟା ଜୁଲ୍  ହେଉଛି ତ୍ଵଣମ୍ପୂଳ କଂଗ୍ରେସର ଢଣେ ଅନ୍ଧ  ସମର୍ଥକ! ସେମାନଙ୍କ ମଧରେ ରାଜନୈତିକ ବିବାଦର ପ୍ରାଚିର | ଏତଦବ୍ୟତୀତ, ରଫି କୁଲ୍ ଆର୍ଥିକ  ସ୍ତରରେ ସ୍ୱଚ୍ଛଳ !ରିୟାଜୁଲ୍  ଜଣେ ମଧ୍ୟବିତ୍ତ ମଣିପା ସେ ଥିଲାଗି ରଫି କୁଲ୍ ରିୟା ଜୁଲ୍  କୁ ଆଦୌ ଭଲ  ନଜରରେ ଦ୍ଦେଖୁନ ଥାଏ ! ତା’ ଦୃଷ୍ଟି ରେ ରିୟାଜୁଲ୍  ତା’ର ସମକକ୍ଷ ନୁହେଁ!
 ରଫିକୁଲ୍ ରିୟାଜୁଲ୍  କୁ ହୀନ ଦୃଷ୍ଟି ରେ ଦେଖୁ ଥିଲା  ବେଳେ ତା’ ଅଜାଣତରେ ଘଟି ଗଲିଥ୍ଇଂ ଆଉ ଏକ ଅତି ଆଶ୍ଚର୍ଯ୍ୟଜନକ ଘଟଣା! ରଫି କୁଲ୍ ର ଝିଅ ଲଳିତା ଖାବୁ ନ ଭଲ ପାଇ ବସି ଥିଲା ରିୟା କୁଲ୍ ର ପୁଅ ଶକ୍କୀ ରୁଲ  ଶେଖ କୁ ! ନା ସେମାନଙ୍କର ବାପାମାନଙ୍କ ରାଜ ନିତିକ ଶତ୍ରୁ ତା ପ୍ରତି ନଜର  ଥିଲା ନା ସେମାନେ ପାରିବାରିକ ଆର୍ଥିକ  ତାରତ ମ୍ୟ କୁ ଗୁରୁତ୍ୱ ବେଉଥିଲେ  ସେମାନେ କେବଳ ପ୍ରେମ ହିଁ କରି ଚାଲୁ ଥିଲେ


              ସକ୍କୀରୁଲ୍ ଓରଫ୍ ସକ୍କୁ କୁ ୧୮ବର୍ପ ହୋ ଇଥିଲା’ ବେଳେ ଲଲି ତା କୁ ହୋଇଥିଲା ୧୪ ! ସକ୍ଳ ବଡ଼ ଆନ୍ଦୋଲିଆ ର  ବଏକ୍  ସ୍କୁଲ ରେ ଦ୍ୱାଦଶ ପଢୁ ଥିଲା  |ଠିକ୍ ସେହି ଭଳି  ଇଳିତା ଗର୍ଲସ ସ୍କଲରେ ପତୁଥିଲା ! ପଡ଼ୋଶୀ ହୋଇଥିବା  ହେତୁ ପ୍ରତ୍ୟେକ ଦିନ ସେମାନଙ୍କ ମଧରେ ବେଖାଗହାଁ ହେବ! ଏକ ସ୍ଵକୋବିକ ଘଟଣା ଥିଲା ! 6ଚ6ବ ସେଦିନ ସକାଳ ସେମାନଙ୍କ ପାଇଁ ଥିଲା ଏକ ଭିନ୍ନ ସକାଳ ! ଲଳିତା ଗଲିଗଲି ସୂଲ୍ ଯାଉ  ଥିଲା ବାଟରେ ଏକ ବହି  ଦୋକାନରୁ ଖାତ! କିଣୁଥିଲା ସକକୁ  ! ଲଳିତା ଏକୁଟିଆ ଗଲିଗଲି ପାଉଥିବା ଦେଖ୍ ସେ ତା’ ପାଖକୁ ଆସିଲା ଓ ତା’ ପାଦରେ ପାଦ ମିଶାଇ ଗଲୁଗଲୁ ପଗରିଲା- ‘ଲଳିତା! ମୁଁ  ତୁ ମ ସହ ଯାଉଛି! ତୁମକୁ ଖଗପ ଲାଗୁନି ତ?’ ଲଳିତ! କହିନା- ‘ଖଗପ ଲାଗିବ କ’ଣ ପାଇଁ? ଆଉ ଆମ୍ ଫା ଇନ!’
ସକ୍କୁ ପଗରିଲା- ‘ତା’ହେଲେ ତୁମେ ମୁହଁ ଶୂଖେଇଛ କ’ଣ ପାଇଁ? ଜାଣିଛ, ତୁମେ ହସିଲେ ଖୁବ୍ ଭଲ ଲାଗେ !’ ସକ୍କୁ କଥା ଶୁଣି ଲଳିତ! ମୂଣ୍ଠଟେକି ତାକୁ ଅନେଇଲା  ଓ ପୁଣି ଗଲିବ କୁ ଲାଗି ଲା ! ସକ୍କୁ କହିଲା- ‘ଲଳିତା ପ୍ଲଜ଼   ଥରେ ହସିଦିଅ  ଆଉ ଏଇ  ରାସ୍ତା   ଉପରେ ଫୁଲର ବର୍ଷ! ହୋଇ ଯାଉ  ” ଲଳିତା  ଆଉ ଗୋଟେ ପାଦ ବି ଆଗକୁ ଯାଇ ପାରିଲାନି! ସେ ଠିଆ ହୋଇ  ଜୋରରେ ହପିବା କୁ ଲାଗିଲା ! ଟିକିଏ ଆଗରୁ ଗୁମ୍ ସୂମ୍ ମେଘପରି ମୁହଁକୁ କରି ବାଟ ଚାଲୁଥିବା ଲଳିଚ୍ଚାର ହସ କୁ ଦେଖ୍ ସ୍ତବ୍ଧ ହୋଇ ଗଲା ସକକୁ ! ତାକୁ ଲାଗୁ ଥିଲା’ ଯେପରି ସଂଗୀତ ର  ସାତସୂରରେ ପରିବେଶ ଦ୍ରବୀଭୂତ ହୋଇ ଗଲା ’ ସୁଗନ୍ଧିତ  ବାସାରେ ଆଚ୍ଛନ ହୋଇଗଲା ଗଗନ ପବନା ଅଚାନକ କଢ଼ ସବୁ ଫୁଲ  ହୋଇ ଫୁଟିଗଲା , ଆକାଶ ପାଲଟିଗଲା  ଆକାଶଠୁ ବି ଅଧ୍ କ ନୀଳ’ ! ଚଢ଼େଇମନେ କିଚିରିମିଚିରି ଗାତ ଗାଇବାକୁଲାଗି ଲେ! ତା’ର ଖୁବ୍ ପାଖରେ ଠିଆହୋଇ ହସୁଥିବା ! ଲଳିତା ତାକୁ ଲାଗିଳା ଆକାଶରେ ଭଇଁ ଆସିଥିବା ! ପୂନେଇଁର ଜହ୍ନ  ଲଳିତାର ହସ ତା’ ଦ୍ଧଦୟ କୁ ଭେଦିଗଲୀ ଆଉ ସେଇ ମୁହୂର୍ତ ରେ ରେ ହିଁ ସେ ଲଳିତାର ପ୍ରେମରେ ପଡ଼ିଗଲା
 ସକ୍କୁ ସିନା ଲଳିଢାର ପ୍ରେମରେ ପଡ଼ିଗଲା; ହେଲେ ସେ ଜାଣି ନ ଥିଲା ଲଳିତା ତାକୁ ଲେପାଏ କି ନା! ଆଉ ଏଇ କଥା ନ ଜାଣିବା ଯାଏ ନା ପ୍ରେମିକ କୁ ନିଦ ଆସେ  ନ! ଭୋକ ଲାଗେ  ସକ୍କୁ ସେମିତି ଏକ ପ୍ରେମିକ ଥିଲା ଦି ନ ସୁଲ୍ ସରିବା ପରେ ସକକୁ ଦେଖିଲା , ଲଳିତା ଏକୁଟିଆ ଗଲିଗଲି ଯାଉଛି ତେବେ ସେ ଜାଣିଶୁଣି ଏକୁଟିଆ ପାଉଛି କିମା ସତ କୁସତ  ସାଙ୍ଗ ମାନେ ଗଲିଯାଇଛନ୍ତି  - ସେ ଏକୁଟିଆ ହୋଇଯାଇଛି ଏକଥା ଜାଣିପାରିଲା ନାଦି ! ଏତିକି ବୁ ଝିଚ୍ଚା ଯେ, ଏହା ହେଉଛି ନିଜ ମନକଥା ପ୍ରକାଶ କରିବାର ପ୍ରକୁପ୍ତ ସମୟ! ସକ୍କୁ ଯାଇ ପହଂଚି ଗଲା ଲଳିଚା ନିକଟରେ! ଡାକୁ ଦେଖ୍ ବା ଷଣି ଲଳିତା ଓଠରେ ହସର ସରଳ ରେଖା ଟିଏ ଆଙ୍କି ହୋଇଗଲା ସକ୍କୁ କହିଲା- ‘ଲଳିତା! ମୁଁ ତୁମକୁ କିଛି ସ୍ପେ ଶାଲ କଥା କହିବାକୁ ଚାହୁଁଛି! କହିପାରିବି ?’ ଲଳିତା ହସିବେଳା ଓ କହିଲା- ‘ସିଓରା କୁହଁ  !’ ସକ୍କୁ କହିଲା- ‘ମୁଁ ତୁ ମ ପ୍ରେମରେ ପଡ଼ିଯାଇ ଛି !’ ଲ ଳିତ! ଠିଅ! ହୋଇଗଲା ସକ୍କୁ  କୁ ବେଶ୍ କିଛି ସମୟ ଅନେଇ ରହିଲା! ତା’ପରେ ଏକ ବିଚିତ୍ର ଭାଙ୍ଗି ରେ  ଗଲୁଗଲୁ ପଚାରିଲା- ‘ତୂମେ ସତରେ କ’ଣ ମୋ ପ୍ରେମରେ ପଡ଼ିପକଛ’ ସକ୍କୁ?’ ସକ୍କୁ ଅପଗଧି ଟେ ପରି ମୂଣ୍ଠ ଟୁଂଗା ରିଲା ’ କହିଲା-‘ହ ଇଳିତା ! ମୁଁତୁମ କୁ ଭଲପାଇ ବସିଛି!’ ଲଳିତା ପଗରିଲା- ‘କେବେ  ଠୁ ଯେ ?’ ସକକୁ  କହିଲା- ‘ସେଇଦିନ ଯେଉଁଦିନ ମୁଁ ତୁମ କୁ କଦିଥିଲି ’ ପ୍ଲିଜ଼  ହସି ଦିଆ ତୂମେ ହସିଦ୍ଦେଲେ ଫୁଲ  ବର୍ଷିଯାଉ  ଆଉ ତୁମେ ମୋ କଥାଶୁଣି ଖୁବ୍ ଜୋରରେ ଦସିଥିଲା ସେଦିନ ଚୂମେ ହସି ନ ଥିଲ ତ ମୋ ହୃ ଦୟର ରାଣୀ  ପାଲଟି ଯାଇ ଥିଲା’
     ସକ୍କୁ କଥା ଶୁଣି ଲଳିତା  କୁ ଲାଗି ଲା, ଯେପରି ତା’ର ସାରା  ଦେହ ବରଫ ପାଲଟିଯାଉଛି! ତା’ ଚାରିପଟରେ ଶିଶିରର ବର୍ଷ! ହେଉଛି! ନାଲି ନାଳ, ହଳଦିଆ, ସବୁଜ ଗୋଲାପୀ ଆବି ହର ରଙ୍ଗି  ଫୁଲ ଫୁ ଟି ଊଠିଛନ୍ତି ! ଏକ ଅଜଣା ଆବେଗରେ ତା’ର ଦେହ ମନ ଓଦା ହୋଇଯାଉଛି! ଏହା ସତ୍ୱେ  ଲଳିତ! ନିଜ ଭିତରେ ଅବେଗ କୁ ନିଜ ଭିତରେ ଗପିରଖ୍ ଲୀ ସକ୍କୁ କୁ ଏକ ବକ୍ରଦୃଷ୍ଟି  ଢାଳି ଚାହିଁଲା  କହିଲା- ‘ସକ୍କୁ! ତୁମେ ଯେତେବେଳେ ମୋତେ ହସିବା କୁଦୂଥିଲ ମୁଁ ବି ମୋ ନିଜକୁ ରୋକିପାରୁ  ନ ଥିଲି ! ମୋ ଭିତରେ ପ୍ରେମର ଏକ ଘୂଶ୍ଚିବଳୟ  ତିଆରି ହୋଇଯାଉ ଥିଲା

ଲଳିତା କଥା ଶୁଣି ସକ୍କୁର ହୃଦୟ ରେ  ଆନନ୍ଦର ବନ୍ୟା ସୃଷ୍ଟି  ହୋଇଗଲା ସେ କହିପ- ‘ଯଦି ତୁମ ଭିତରେ ଭଲପାଇବା ଥିଲା ତା’ହେଲେ କହୁ  ନ ଥିଲ କ’ଣ ପାଇଁ? ଜାଣ, ମୁଁ କେମିତି ଅଧର୍ଯ୍ୟ  ହୋଇ ଦିନକାଟିଛି! କେତେ ଯନ୍ତଣା ପାଇଁ ଛି!’ ଲଳିତା ସକ୍କୁର ନାକକୁ ଟିପିଦେଲା  କହିଲା- ‘ଆରେ  ବାବା , ଅଂଧେର୍ଯ୍ୟ ହେବା ହିଁ  ସବୁ  ପ୍ରେମିକ ପ୍ରେମିକାଙ୍କର  ନିୟତି! ଆଉ ସେକଥିରୁ  ହିଁ ଏକ ନିଆରା ଆନନ୍ଦ ମିଳେ   ସେଇଟାକୁ ଯନ୍ତଣା ବୋଲି କହୁଛ କ’ଣ ପାଇଁ?’ ସଜ୍ଜୁ କହିନା- ‘ତା’ହେଲେ  ମୁଁ କ’ଣ ଏକଥା ଭାବି ନେବି ଲଳିତା ପେ, ଚୂମେ ମୋ ପ୍ରେମକୁ ସ୍ୱୀକାର କରୁ ଛା’ ଲଳିତା ଛୋଟିଆ ନିଃଶ୍ବାସଟେ ବାହାରକୁ ଛାଡ଼ିଦ୍ଦେଲା  କହିଲା- ‘ଏକେ ମୋତେ ମୋଟେ ୧୪ବର୍ପ ! ଆଉ ଏଇଟା  ପ୍ରେମର ବୟସ ନୁହେଁ! ସେ ଥିଲାଗି ମୁଁ ମୋ ଭିତରେ ମୋ ପ୍ରେମକୁ ଲୁଚେଇ ରଖିଛି ! ଆଉ ତୂମେ ବି ସେମିତି
ସେମିତି ଲୁଚେଇ ରଖା ଉଚିତ ସମୟ ଆସିଲେ, ତୁ ମେ ମୋତେ ପ୍ରପୋଜ  କରିବ ଆଉ ଦେଖୀ ବା  , ମୁଁ ଚୁପ ଚାପ ତାକୁ ସ୍ୱୀକାର କରିନେବି ! ହେଲା ”
 ସକକୁ କହିଲା - ‘ହେ ଲେ ମୋତେ ରୟ ଲାଗୁଛି ଲଳିତା, କାଳେ ତୁମେ ମୋଠୁ ଦୃରେଇ ଯିବା’ ଲଳିତା ଖ୍ ଲିଖ୍ ଲି  ହୋଇ ହସିଉଠିଲୀ କହିଳା- ‘ମୁଁ ଶୂଣିଥିଲି  ପ୍ରେମ ଜଣ କୁ ସାହସୀ ଓ ନିର୍ଭୟ କରିଦିଏ କିନ୍ତୁ ତୁମେ  ତ ଡରକୁଳା ବାହାରିଲା
’ ସକ୍କୁ କହିଲା - ‘ଯାହ’ ନିକଟରେ ପୃଥିବାର ସବୁ ଠୁ ମୂଲ୍ୟବାନ ଜିନିଷ ଥାଏ ସେ ତ ଡରିବ ନା କାଳେ ସେ ସେହି ମୂଲ୍ୟବାନ ଜିନିଷକୁ ହଜେଇଦବ ” ଲଳିତା କହିଲା- ‘ହେଲା ବାବା , ମୁଁ କଥା ହେଉଛି ମୁଁ ମୋ ହୃଦୟ  କୁ ଆଉ କାହାକୁ ଦେ ବିନାହିଁ ! ମୋ ବାହାଘର ତ ଏବେ ହେବାର ନାହିଁ! ବାସ , ଏବେନିର୍ଭୟ ହୋଇ  ରୁହ! ମୁଁ କେବଳ ଡୁମର! ସମୟ ହେଲେ ଆମେ ସାଥି ହୋଇ ବୁଲିବା! ପରସ୍ପର ର  ନିକଟତର  ହେବା

ପ୍ରେମକିନ୍ତୁ  ଏତେ କଥା ବୁ ଝେନ’ ! ପ୍ରେମ ଗହେଁ ନିଜର  ମଣିଷକୁ ପାଖରେ  ପାଇବା ତା’ ସହ କଥାହେବା ଲଳିତା ବି ଥିଲା ସେଇଭଳି ଗୋଟେ ଝିଅ! ସେ  ଗହୁଁଥିଲା ସକ୍କୁ ତା’ ପାଖରେ ଥାନ୍ତା  ! ତା’ ସହ ପାଦ ମିଶେଇ ଚଳନ୍ତା  ! ସେମାନେ  ସେମାନେ ଚୂପିଚୂପି କଥା ହୁଅନ୍ତେ  ସେଥିଲାଗି ସେ ଆଉ ବେଶି ଡେରିକଲା ନି! ଦିନେସକ୍କୁ କୁ ଭେଟି କହିଦେଲା  ଯେ, ସେ ତାକୁ ଭଲପାଏ! ସେ ତା’ ବିନ! ମୁହୁଭିଟିଏ ବି ରହିପାରୁନି’ ସକ୍କୁ  ଭିତରେ ରୁନ୍ଧି ହୋଇ  ହୋଇ ରହି ଥିଲ’ ଅନୁରୁପ ଭାବ ନା ବାସ୍, ସେମାନେ ସ୍କୁଲ ଯିବ! ବେଳେ ସାଥି ହୋଇ  ଗଲେ! ଫେରିବ! ବେଳେ ସାଥି ହୋଇ  ଫେରିଲେ  ଲଳିତାର ପାଠପଢ଼ିବା ପାଇଁ ରଫିକୁଲ୍ ’ ଏକ ଗୋଟି କିଆ   ଘର କରିଦେଇଥିଲା!  ଏହ! ତା’ର ପ୍ରେମିକ କୁ ଭେଟିବା ପାଇଁ ଆହୁ ରି ସହଜ  କରିଦେଲା ସେ ପାଠପଢ଼ିବା ପାଇଁ ସେଇଘର କୁ ଆସି ସେଠାରୁ ସକକୁ ପାଖକୁ  ଗଲିଯାଉଥିଲା  ଏମିତି ଠିକ୍ ଠକ  ଗଲିଥିଲା ସବୁ କିଛି! ହେଲେ ଦିନେ  ରଫି କୁଲ୍ ନଜରରେ ପଡ଼ିଗଲା ନିଜ ଝିଅର ପ୍ରେମ! ଏକ କୋଲ୍ମ ତ୍ରିକ୍ସ ଶପ ରେ  ଥିବା ! ବେଳେ ସେମାଙ୍କୁ ଦେଖି ନେଲା ରଫି କୁଲ| ସେମାନଙ୍କର କଥାବାର୍ତା  ବି ଶୁଣିଲା ଗୋଟି ଏ  କୋଲଡ ଡ୍ରିଙ୍କସ   ଶେୟା ର କରୁଥିଲେ  ଦୁଇଜଣ! ଯେଊ ଠି  ଓଠ ଲଗେଇ ଲଳିତ! ପିତ୍ତଥିଲା! ଠିକ୍ ସେଇଚ୍ଚାଗାରେ ଓଠ ଲଗେଇ ସକ୍କୁ ପିଉ ଥିଲା ! ! ଆଉ କଚୂଥିଲା- ‘ଆଜି  ସିନା ଆମେ ସିଧାସଳଖ ପରସ୍ପର ର ଓଠକୁ ଛ୍ଇଁପରି ବା ନି! ହେଲେ ଏଇ ବୋତଲ ମାଧମରେ ତ ଚୂଇଁ ପରିବା  !’ ଆଉ ସକ୍କୁ କଥ! ଶୁଣି ଲାଜେଇ ପାଉଥିଲା ଲଳିତା! ଏକଥା ଦେଖିବା  ଆଉ ଶୁଣିବା ପରେ କ୍ରୋଧରେ ଅଗିଶର୍ମା ପାସଟିଗଲା ରଫି କୁଲ୍! ଘରକୁ ଫେରିଆସି ପଚାରିଲା ତ ସବୁକିଛି ମାନିଗଲା ଲଳିତା! ରଫି କୁଲ୍ କହିଲା, ସେ ସକ୍କୁ କୁ ଭୁଲିଯାଉ . ତା ବାପା ତା’ର ପ୍ରଚିତ୍ଵଦ୍ଵୀ ! ପୁଣି ସେମାନଙ୍କର ଷ୍ଟା ଟସ୍ ଚି ନାହିଁ  ତୋଣୁ ସେମାନକ ସମ୍ପର୍କକୁ 6ସ ମାନି ନେଇ ପାରିବନି!
ଲଳିତା ବୁ ଝେଇଚ୍ଚା- ‘ଡାଡ଼ , ମୁଁ ସ କୁ କୁ ବାହା ଦେଲେ ଖୁସିରେ ରହିବି!’ ଝିଅର ଏକଥା ଶୁଣି କ୍ରୋଧରେ ପାଗଳ ପାଇଟିଗଲା  ରଫି କୁଲ୍! ମାଡ଼ ବି ଦେଲା! ତା’ର ଘରୁ ବାହାରକୁ ଯିବାର କଟକଣା ଜାରି କରାଗଲା
ମାତ୍ର ଏମିତି କେବେ ବି ଘଟିନାହିଁ ଯେତେବେଳେ କୌଣସି କଟକଣା ପ୍ରେମି  ଯୁ ଗଳଙ୍କୁ ଅଟ କଇ ରଖ୍ ପାରିଛି! ସମସ୍ତେ   ଶୋଉଯିବା ପରେ ଛାତ ଦେଉ ପଢ଼ା  ଘରକୁ ଚାଲିପାଉଥିଲା ଲଳିତା! ସକ୍ ଅପେକ୍ଷା କରି ରହୁ ଥିଲା ତାକୁ ! ଦୁଇ ପ୍ରେମା ମନ ଶାନ୍ତ ହେବା ଯାଏ ଗପ  କରୁ ଥିଲେ ! ପରସ୍ପର  କୁ ପାଖରେ ପାଉଥିଲା! ମନଉରି ପରସ୍ପର  କୁ ପ୍ରେମ କରୁଥିଲେ ! ଆଉ କେହି ଉଠିବା ଆଗରୁ ଛାତ ଉପରେ ଚଢ଼ି ଲଳିତା ତା’ନିଜ କୋଠରି କୁ ପଳେଇ ଆସୂଥିଲା! ଏମିତି ସବୁ ଦିନେ ଚାଲୁଥିଲା! ହେଲେ କିଛି ଲୋକ କାଣିଗରେ ପେ, ପ6ତ୍ଯଳ ରାତିରେ କେହିଁ କଣେ ଛାତ ଉପରେ ଚଢି ଯା ’ଆସ କରୁଛି! ଛକି ରହି ସେମାନେ ଦେଖ୍ ଲେ  ଓ ଚିଦ୍ଵିଲେ- ସେହି  ଛାତ ଉପରେ ଯା’ଆସ କରୁଥିବା ମଣିପଟା ରଫି କୁଲ୍  ର ଝିଅ ଲଳିତା ଓଁ ଖାତୂନ୍! ଏକଥା ସେମାନେ କହିଦେଲେ ରଫି କୁଲ୍ କୁ  ‘ଶେଖ୍ ସାହେବ! ଡୁମ ଝିଅ ସୀମା ଡେଇଁବାକୁ ବସିଛି! ପ୍ରତିଦିନ ରାତିରେ ସେ ଛାତ ଉପରେ ଚଢ଼ି ରିୟାକୁଲ୍ ଘରକୁ ପାଉଛି ଓଁ ଏକଥା ଶୁଣି ରକ ଗରମ ହୋ ଇଗଲା ରଫି କୁଲ୍ଗା ସେ ଭାବିଲା, ଲଳିତାର ତଂଟି  ଚିପି ଦେବା  ହେଲେ ପରେ ଭାବିଲା, ତା’ ଝିଅ ନିରୀହ! ଏବେ ବି ସେ ଛୋଟପିଲା! ଡାକୁ ଖରାପ କରିଛି ରିୟା କୁଲ୍ର ପୁଅ ସକ୍! ତେଣୁ ସେ ହିଁ ଦଣ୍ଡ ପାଇବ! ଯୋଗ୍ୟ
 ଦିନେ ଗତିରେ’ ରଫି କୁଲ ଦେଖିଲା ଲଳିତ! ତା ’ କୋଠରିରେ ନାହିଁ! ସେ ନିଶ୍ଚିତ 6ଦ୍ଦେଳୋ ପେ, ଲଳିତା ସକକୁ  ପାଖକୁ ଯାଇଛି! ରଫି କୁଲ୍ ଏକ ପିସ୍ତଲ ବାହାର କଲା ! ନିକ ମୁହଁକୁ କଳାକନା ରେ ବାନ୍ଧି ଦେଇ  ରିୟା କୁଲ୍ ଘରେ ଯାଇ ପହଁଚିଲା  ! ଝାପ୍ସା ଆଲୋକ ରେ  ସେ ଯାହା ଦେଖିଲା ନିଜ ଆଖି କୁ ମଧ ବିଶ୍ବାସ କରିପ’ରିଲା ନାହିଁ! ଲଳିତା କାନ୍ଥ କୁ ଡେରି ବସିଛି! ଦୁଇଗୋଡ଼ ମେଲଇ ଦେଇଛି! ତା’ କୋଳରେ ମଥା ରଖ୍ ଷୋଇଛି ସକକୁ !ଲଳିତା ନିଜର  ଲମ୍ବା କେଶା  ଖୋଲି ଦେଇ  ସକ୍କୁ ର ମୁହଁକୁ  ଲୁଚେଇ ଦେଇଛି ଓ ତା’ ଚୁ ଟିରେ ଆଙ୍ଗୁଳି ପୂରେଇ ଧୀରେଧୀରେ ହସ୍ତ ସଞ୍ଚାଳନ କରୁଛି! ଉଭୟେ ଚୂନିଚୂନି କଥ! ହେ ଊଛନ୍ତି ! ଗଫି କୁଲ୍ ଆଉ ଡେରି କଲାନି! ସକକୁ  କୁ ଭି ଡ଼ିଆଣି ତା’ ମୁଣ୍ଡକୁ ଗୁଳି କରିଦେଲା! ମୁହ ରେ  କଲା କପଡା  ବାନ୍ଧି ଥିଲେ ବି  ଲଳିତା ଚିହିନେଲା ସେ ତା’ ବାପା!  ନିଜ ପ୍ରେମିକର ମୃତ୍ୟୁ ତାକୁ ନିର୍ଭୟ କରିଦେଇଥିଲା ସେ ଠିଆଦ୍ଦେଇ ପଡ଼ି ଚିତ୍କାର  କରିଲା ତାଙ୍କୁ ତ ମାରିଦେଲା ମୋତେ ବି ମରିଦିଆ ’ଆମକୁ ତ ସାଥିରେ ବଂଚି ବାକୁ ଦେଲ ନାହିଁ ଅନ୍ତତଃ ଆମ ଦୁହିଁଙ୍କ ଚିତା ତ ଏକ ସାଙ୍ଗରେ  ଳଳିପାରିବା’ ଝିଅର କଥା ଶୁଣିବାକୁ ତର ନ ଥିଲା  ରଫି କୁଲ୍ ନିକଟରେ! ସେ ଅନ୍ଧାରରେ ହଜିଗଲା ହେଲେ ନିଜ ପ୍ରେମିକ କୁ ନ୍ୟାୟ ଦେବାରେ ଅବହେଳା କଲା ନ ହିଁ ଲଳିତା! ରଫି କୁଲ୍ ତା’ପାଇଁ ବାପ ନ ଥିଲା; ଥିଲା ତା’ ପ୍ରେମିକର ହତ୍ୟାରେ! ତା’ ବୟାନ ଅନୁସାରେ  ପୋଲିସ ଗିରଫ କଲା  ରଫିକୁଲ୍ କୁ |

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...