ଶ୍ୟାମ ସିଂ କାନପୁରର ସହକପୁ ର ଗାଁରେ ପରିବାର ନେଇ ରହୁଥିଲେ! ପରିବାର କହିଲେ ମ ବେଗାଞ୍ଜତି, ଦୁଇଝିଅ କମଲା’ ବିମଲା ଏବଂ ସାନ ପୁ ଅ ନିର୍ମଳ! ପଢା ସରିବା ପରେ କମଲା ଏବଂ ବିମଲା ର ବିବାହ ମଧ୍ୟ କରାଇଥିଲେ ଖ୍ୟାମ ! ବିମଲା ର ତିନୋଟି ପିଲା ଥିଲେ! ଅନୁପମା ଥିଲା ସବୁଠୁ ଛୋଟ! ଅନୁପମା ଦଶମ ପାସ୍ କଲାପରେ ପାଠ ପଢା ଛାଡି ଦେଇଥିଲା! କମଲାର ଘୁଅ ଗୌରବ +୨ ପାସ୍ କରିସାରିଥିଲା! କମଲା ତା’ ପୁଅର କୌଣସି ଜିନିଷରେ ଅଭାବ ରଖିନଥିଲା ! ଗୌରବ ଅଧ୍ କାଂଶ ସମୟ ମାଉସୀ ବିମଲା ଘରକୁ ଯିବା ଆସିବା କରୁଥିଲା! ୧୭ ବର୍ଷର ଅନୁପମା ସହିତ ତା’ର ବହୁତ ଭଲ ପଡ଼ୁଥିଲା ! ଅନୁପମା ଦେଖ୍ ବାକୁ ଖୁବ୍ ସୁନ୍ଦର ଥିଲା ସଂପର୍କରେ ଦୁହେଁ ଭାଇ ଭରଣା ହେଲେ ମଧ୍ୟ ଗୌରବ ଅନୁପମାକୁ ଅଲଗା ନଜରରେ ଦେଖୁଥିଲା ଗୌରବ ଚେଷ୍ଟା କରିଥିଲା ସଂପର୍କର ମର୍ଯ୍ୟାଦା ଭିତରେ ରହିବାକୁ କିନ୍ତୁ ତା’ ହୃଦୟ ମାନୁନଥିଲା! ଗୌରବ ଅନୁପମାକୁ ପାଗଳ ପରି ଭଲ ପାଇ ବସିଲା!
ଅନୁପମାଜୁ ନଦେଖିଲେ ତା’କୁ କିଛି ବି ଭଲ ଲାଗୂନଥିଲା! କିନ୍ତୁ ଅନୁପମାର ହାତ ସବୁଦିନ ପାଇଁ ଧରିବାକୁ ହେଲେ ସେ ମଧ୍ୟ ଗୌରବକୁ ଭଲ ପାଇବା ଦରକାର! ଗୌରବ ଜାଣିପାରୁ ନଥିଲା ଅନୁପମାକୁ କେମିତି ପ୍ରେମ ନିବେଦନ କରିବ! ଏହାରି ଭିତରେ ଏକ ବିବାହ ଉତ୍ସବରେ ଦୁହିଁଙ୍କ ଭେଟ ହୋଇଥିଲା! ଅନୁପମା ସେଦିନ ଖୁବ୍ ସୁନ୍ଦର ଲାଗୁଥିଲା ଏବଂ ଗୌରବ ମଧ୍ୟ ଖୁବ୍ ହା ଣ୍ଡସମ୍ ଲାଗୁଥିଲା ଅନୁପମା ମଧ୍ୟ ଗୌରବ ପ୍ରତି ଆକର୍ଷିତ ହୋଇପଡିଥିଲା! ଦୁହେଁ ଖୁବ୍ ମସ୍ତି କରିଥିଲେ! ବାହାଘର ସରିଲା ପରେ ଦୁହେଁ ନିଜ ନିଜ ଘରକୁ ଚାଲିଯାଇଥିଲେ ସତ କିନ୍ତୁ ଅନୁପମା ରାତି ସାର! ଗୌରବ ସହିତ କଟାଇଥିବା ସେହି ସବୁ ମୁହୂର୍ତ ସବୁ କୁ ମନେ ପକାଇ ଶୋଇପାରୁ ନଥିଲା! ସେପଟେ ଗୌରବର ମଧ୍ୟ ସମାନ ଅବସ୍ଥା! ଦୁହେଁ ଫୋନ୍ରେ କଥ! ହେଉଥିଲେ ଏବଂ ଏସ୍ଏମ୍ଏସ୍ ମଧ୍ୟ କରୁ ଥିଲେ! ଗୌରବ ଏବଂ ଅନୁପମା ଦୁହେଁ ପରସ୍ପର କୁ ମନେ ମନେ ଭଲ ଯାଇ ବସିଥିଲେ ହେଲେ ସଂପର୍କର ପାଚେରି ତାଙ୍କ ପାଦକୁ ଆଗକୁ ପଢିବାକୁ ଦେଉଳଥିଲା! ଗୌରବ ତା’ମନକଥାକୁ ହୃଦୟ ଭିତରେ ଆତ୍ତ ଚାପି ରଖିପାରଲାନି! ଶେଷରେ ସେ ନିଷ୍ପଭି ନେଲା ଅନୁପମାକୁ ତା’ ହୃଦୟର କଥା ନିଶ୍ଚୟ କହିବ! ଦିନେ ଅନୁପମା ତା’ ରୁ ମ୍ ରେ ବସି ଗୌରବନୂ ବାରମ୍ବାର କଲ୍ କରି ଚାଲିଥିଲା କିନ୍ତୁ ତ!’ ଫୋନ୍ ଲାଚୂନଥିଲା! ଅନୁପମା ରାଗି ଯାଇ ଫୋ ନ୍ କୃ ସୁଇଚଅଫ୍ କରି ଦେଇଥିଲା! ଠିକ୍ ଏତିକି ବେଳେ ଗୌରବ ଆସିଥିଲା ଅନୁପମା ରୁ ମ୍ କୂ! ଗୌରବ ମନେ ମନେ ଭାବି ସାରିଥିଲା ସେ ଯାହା ବି ଦେଉ ଆଳି ଅନୁପମାକୁ ତା’ ହୃଦୟର କଥା ନିଶ୍ଚୟ କହିବ!
ଗୌରବ ଅନୁପମାର ହାତ ଧରି ପକାଇ କହିଥିଲା ଆଳି ମୁଁ ତୂମକୁ କିଛି କହିବାକୁ ଚାହୁଁଛି ! ଅନୁପମା ମଧ୍ୟ ଉତ୍ସୁକ ତାର ସହିତ ପଚାରିଥିଲା କ’ଣ କହିବ?
ମତେ ଡର ଲାଗୁଛି ପଦି ତୁମେ ମୋ କଥା ଶୁଣି ରାଗି ଯିବ!
ଏମିତି କ’ଣ କଥ! ଯେ ମୁଁ ରାଗି ଯିବି! ଅନୁପମା ମୁଁ ତୂମକୁ ଭଲ ପାଉଛି!
ତୁମେ ମୋ ପ୍ରେମକୁ ସ୍ୱୀକାର କରୁଛ?
ଅନୁପମା କହିଲା ଆମେ ସଂପର୍କରେ ଭାଇଭଉଣୀ ଏଇଟା କେବେ ବି ସମ୍ଭବ ନୁହେଁ ! ଅନୁପମା ମୁଁ କେବେ ବି ତୁମକୁ ଭଉଣୀର ନଜରରେ ଦେଖ୍ ନାହିଁ ଆତ୍ତ ମତେ କାହାକୁ ବି ଡର ନାହିଁ! ଚୂମେ ଖାଲି ହଁ କରିଦିଅ ଅନୁପମା! ଅନୁପମା କହିଥିଲା ଠିକ୍ ଅଛି ମତେ ଟିକେ ଭାବିବାନୂ ସମୟ ସମୟ ଦିଅ ! ଗୌରବ କହିଥିଲା ମୁଁ ଏବେ ଘରକୁ ଯାଉଛି ଗୋଟେ ସପ୍ତାହ ପରେ ଆସିଲେ ମତେ ତୁମ ନିର୍ଣ୍ଣୟ ନିଶ୍ଚୟ ଶୁଣେଇବା
ଅନୁପମାନୂ ସେଦିନ ରାତିରେ ନିଦ ନଥିଲା! ସେ ଗୌରବଜୁ ଭଲ ପାଉଥିଲା କିନ୍ତୁ ଭାଇଭଉଣୀର ସଂପର୍କ ପାଇଁ ଗୌରବକୁ ସେଦିନ ହଁ କରିନଥିଲା ଅନୁପମା ଚାହୁଁ’ନଥିଲା ଗୌରବର ଭଲପାଇବାକୁ ଗୋଡରେ ଏଡାଇ ଦେବାକୁ! ଗୌରବର ପ୍ରେମରେ ଅନୁପମା ସବୁବେଳେ ବୁଡି ରହୁଥିଲା! ଅନୁପମା ଗୌରବ ବାଟକୁ ଅପେକ୍ଷା କରି ରହିଥିଲା! ଗୋଟେ ସପ୍ତାହ ପରେ ଗୌରବ ଆସିଥିଲା ଅନୁପମା ଘରରୁ! ଗୌରବ ଘର ଲୋକକୁ ଭେଟି ଅନୁପମା ରୁ ମ୍ କୂ ଚାଲି ଯାଇଥିଲା! ଅନୁପମାରୁ କିଛି ପଚାରିବା ପୂର୍ବରୁ ତା’ ପାଟିରୁ ହଁ ବାହାରି ଆସିଥିଲା!
ବାସ୍ ଗୌରବରୁ ଅନୁପମାର ହୃଦୟ କଥା ଚୂଝିବାରୁ ଆଉ ଡେରି ନଥିଲା! ଗୌରବ ଅନୁପମା ପାଖରୁ ଟାଣି ଦୁଇ ହାତରେ ଚ୍ଚାଚୂଡି ଧରିଥିଲା! ଅନୁପମା କହିଲା ତୁମେ ନିଜ ଉପରେ ନିୟନ୍ତ୍ରଣ ରଖ! ଆମକୁ ଏପରି ଅବସ୍ଥାରେ ଘର ଲୋକ ବେଖ୍ଲେ ଆମ ଭଲପାଇବା ଆରମ୍ଭ ହେବା ଆଗରୁ ଶେଷ ହୋଇଯିବ! ସେଦିନ ପରଠାରୁ ଦୁହେଁ ପରସରକୁ ହୃଦୟ ଦେଇ ଭଲ ପାଇ ବସିଲେ! ଆଗ ଅପେକ୍ଷା ଗୌରବ ଅଧ୍ କାଂଶ ସମୟ ଅନୁପମା ଘରେ ଵିତାଉଥିଲା! ଘର ଲୋକ ମଧ୍ୟ ସନ୍ଦେହ କରୁନଥିଲେ! ଭାଇଭଉଣୀ ହେଇଥିବାରୁ ବିମଲା ମଧ୍ୟ ଅନୁପମାକ୍ ଗୌରବ ସହିତ ଚୂଲିଯିବାରୁ ମନା କରୁନଥିଲେ!
କୁ ହାଯାଏ ପ୍ରେମଜୁ ଯେତେ ଲୁଚାଇଲେ ମଧ୍ୟ ଲୁଚେ ନାହିଁ! ଦିନେ ବିମଲା ଅନୁପମା ଏବଂ ଗୌରବକୁ ଦିନେ ଅପତୀ ଜନକ ଅବସ୍ଥାରେ ବେଖ୍ଥିଲେ! ବିମଲା ଦୂହିଁକୁ ଖୁବ୍ ଗାଳି କରିଥିଲେ! ଏକଥା ସେ କମଲାକୁ ମଧ୍ୟ କହିଥିଲେ! ହୁହେଁ ମିଶି ଅନୁପମା ଏବଂ ଗୌରବକୁ ବୁଝାଇଥିଲେ! ହେଲେ ସେମାନଙ୍କ ଉପରେ ଘର ଲୋକଙ୍କ କଥାର କୌଣସି ପ୍ରଭାବ ପଡିନଥିଲା! ଦୁହେଁ ଲୁଚିଲୁଚି ପରସରକୁ ଦେଖା କରୁ ଥିଲେ ! ଘର ଲୋକ ଜାଣିବା ପରେ ଦୁହିଁଙ୍କର ବାହାରକୁ ଯିବ! ଆସିବ! ବନ୍ଦ କରି ଦେଇଥିଲେ! ସେମାନେ କେବଳ ଫୋନ୍ ରେ ହିଁ କଥା ଦେଉଥିଲେ! ଗୌରବ ଅନୁପମାକୁ ନଦେଖି ପାଗଳ ପରି ହୋଇଯାଇଥିଲା! ଅନୁପମା ବାହାନା କରି ଆଈ ବେଗାୱତିଙ୍କ ଘରକୁ ଆସୁଥିଲା ଏବଂ ଗୌରବକୁ ଫେ!ନ୍ କରି ଡାକୁ ଥିଲା! ଆଇଙ୍କ ଘରେ ଦୁହିଁଙ୍କ ଦେଖା ହେଉଥିଲା! ଦୁହେଁ ବାହାନ! କରି ରାତିରେ ଆଈଙ୍କ ଘରେ ରହିଯାଇଥିଲେ!ବେଗାୱତି ଦୁହିଁଙ୍କ ମିଳାମିଶାକୁ ସନ୍ଦେହ କରୁନଥିଲେ!
ଦିନେ ଅନୁପମା ଗୌରବକୁ ପଚାରିଲା କେତେ ଦିନ ଏମିତି ଲୁଚିଲୁଚି ଦେଖା କରିବା! ମୁଁ ଆଉ ତୂମଠାରୁ ଦୂରକୁ ଯିବାକୁ ଚାହୁଁ ନାହିଁ! କିନ୍ତୁ ଏଇଟା ସମ୍ଭବ ନୁହଁ ଅନୁପମା! ଆମ ସଂପର୍କକୁ ନା ପରଲୋକ ସ୍ୱୀକୁ ତି ଦେବେ ନ! ସମାଜ ! କିଛି ତ ରାସ୍ତା ଥିବ ଗୌରବ ! ହଁ ରାସ୍ତା ଅଛି! ଆମେ ଏଇ ଜନ୍ମରେ ଏକାଠି ନହେଲେ ନାହିଁ ଆଉ ଏକ ଜନ୍ମରେ ନିଶ୍ଚୟ ଏକାଠି ହେବ! ! ଅନୁପମା କାନ୍ଦି କାନ୍ଦି କହିଲା ତୂମେ ଠିକ କହିଛ ଗୌରବ! ଶେଷରେ ଗୌରବ ଏବଂ ଅନୁପମା ନେଲେ ଏକ କଠୋର ନିଷ୍ପଭି
୨୨ ଜାନୁଆରୀ, ୨୦୧୬ ଅପରାହ୍ନ ସମୟ! ଅନୁପମା ଗୌରବକୁ ଫୋନ୍ କରି କହିଲା ଯେ ସେ ଆଈଙ୍କ ଘରକୁ ଯାଉଛି! ଆଉ ଏଇଟା ଆମର ଶେଷ ଦେଖା ବୋଧେ! ଗୌରବ ସନ୍ଧ୍ୟା ୫ଟାରେ ସେଠି ପହଞ୍ଚିଥିଲା ! ଦୁଇଜଣ ସାଙ୍ଗ ହୋଇ ଆଇଙ୍କ ସହ ଖାଇଥିଲେ! ଆଈ ଶୋଇବାକୁ ଗଲା ପରେ ଦୁହେଁ ପ୍ରେମାଳାପ କରିଥିଲେ! ସକାଳ ହୋଇଥିଲା ବେଗାଞ୍ଜତି ଦୁହିଁକୁ ଉଠାଇବା ପାଇଁ ରୁ ମ୍ କୃ ଯାଇଥିଲେ! କିନ୍ତୁ ସେତେବେଳକୁ ଅନୁପମା ଏବଂ ଗୌରବ ଏ ଦୁନିଆରେ ନଥିଲେ! ଦୁହେଁ ପଙ୍ଖା ରେ ରସି ଲଗାଇ ଆତ୍ନହତ୍ୟା କରିଥିଲେ! ବେଗାୱତି ପଡୋଶୀଙ୍କ ସାହାଯ୍ୟରେ କମଲା ଏବଂ ବିମଲାଙ୍ଗୁ ଖବର ଦେଇଥିଲେ! ପରିବାର ଲୋକ ଘଟଣା ମୂଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ!
No comments:
Post a Comment