Sunday, 30 April 2017

ନୂଆବର୍ଷ






ନିଲୁ  ଓରଫ୍ ନିର୍ମଳା ଜୟସ୍ୱାଲ୍ ଜୀବନରେ ୨୮ ଥର ନୂଆବର୍ଷ ଆସି ସାରି ଥିଲା  ମାତ୍ର ଦୁଇଟିନୃଆବର୍ଷତାପାଇଁ ଥିଲା ସବ୍ରୁଠୁ ଗୁରୂତ୍ଵପୂର୍ଣ୍ଣ! ଉତ୍ତର ପ୍ରଦେଶ  ଲକ୍ଷ୍ମୌ ର  ଖୁରାମନଗର ଅଧୀନରେ ଗୋଟିଏ  ଅଞ୍ଚଳ  ପନ୍ତନଗର! ଏହି ପନ୍ତନଗରରେ ରହଛି ବଜରଙ୍ଗ  ପ୍ରସାଦ ଜୟସ୍ୱାଲ୍ | ବଜରଙ୍ଗ ଙ୍କ ର  ଗୋଟିଏ ବୋଲି ଝିଅ ନିର୍ମଳା ଓରଫ୍ ନ1ଲୁ! ଅଠେଇଶ ବର୍ଷିଆ ନିର୍ମଳା ଦେଖି ବାକୁ ଥିଲା  ଖୁବ୍ ସୁନ୍ଦରୀ ! ପାଠ ମଧ ବେଶ୍ ଭଲ ପଢୁ ଥିଲା ତେବେ ପରିବାରର ଆର୍ଥିକ  ଅବସ୍ଥା  ସ୍ଵଛଳ  ତା ଅମ୍ୱଚ୍ଚଳଢା କାରଣରୁ ସେ ମାଡ୍ର ବି.ଏ. ପର୍ଯ୍ୟନ୍ତ  ପଢ଼ିବାର ସୁଯୋଗ ପାଇ ଥିଲା |ପାଠପଢ଼ା ଅଧାରେ ରହିଗଲା ବୋଲି ଯେ, ସେ ମନଉଣା କରିଥିଲା  ସେକଥା ନୂ6ହାଁ ସେ କିଛି ନା କିଛି କରି ରୋଜଗାରକ୍ଷମ ହେବାକୁ ଗହୁଁଥିଲା ! ସେଥିଲା ଗି ସେ ଗୋଟିଏ ବଡ଼ ସପିଂ ମଲ୍ ରେ  ସେଲ୍ସ ଗାର୍ଲ ଭାବରେ କାମ କରୂଥିଲା !


ସେହି  ସପିଂ  ମଲ୍ ରେ  କାମ କ ରୁ ଥି ବା ବେଳେ ତାର କମଲେଶ୍ ଝାନାମକ ଜଣେ ଯୁବକ ସହିତ ଭେଟ ହେଲା  ବାସ୍ତବ   ବରେ କମଲେଶ୍ ସେହି ମଲ୍ କୁ  ଆସିଥିଲା  କିଛି ସପି° କରିବା ପାଇଁ ! ତାର ବାପା ଲାଲବାବୁ  ଝାଜଣେ କଂଟ୍ରାକ୍ଟର ଥିଲେ ! ସେ ବି.କମ୍ ପାସ୍ କରି ବାପାଙ୍କ ସହିତ କଶ୍ରାକ୍ତ୍ରିରେ ସାହାଯ୍ୟ କଚୂଥିଲା  ପ୍ରଥମ ଦେଖା ରେ  ନିର୍ମଳା ଆଡ଼କୁ ଆକର୍ଷିତ ହୋଇ ଯାଇଥିଲା  କମଲେଶ୍! ତେଣୁ ସେ ଥରକୁଥର ସେହି  ମଲ୍ କୁ  ଆସୂଥିଲା  ଓ କେବଳ ନିର୍ମଳାଠାରୁ ହିଁ ଜିନିଷପତ୍ର କିଣୁ  ଥିଲା କମଲେଶ୍ ଯେ  ତାଆଡ଼କୁ ଆକର୍ଷିତ ହୋଇଛି - ଏକଥା ଅଛପା ନଥିଲା  ନିର୍ମଳାକୂ! ଅବଶ୍ୟ ତାକୁ କମଲେଶ୍ ର  ଏ ଆଟିତ୍ୟୁତ୍ ବିରକ୍ତ ଳାଗୁନଥିଲା  ଓଲଟି ସେ ବି କମଲେଶ୍ ର  ଉପସ୍ତିତିକୂ ବେଶ୍ ମନଭରି ଉପଭୋଗ କରୂଥିଲା  ସତକଥା ଏଇଆ ଯେ, କମଲେଶ୍ ତାକୁ ମଧ ଭଲ  ଳାଗୂଥିଲା  ଆଉ ସେ ମଧ ତାଜାଣତରେ କମଜେଶ୍ ପ୍ରତି ଆକୃଷ୍ଟ ହୋଇଯାରଥିଲା ! ଦିନ ବିତିବା ସହିତ ସେମାନେ ପରସ୍ପର ର ବନ୍ଧୁ  ମଧ ପାଲଟିଗଲେ! ପରସ୍ପର ର ସେଲ ନମ୍ବର ସେୟାର କଲେ ! ଖୁଶି ବାଣ୍ଟୁ ଥିଲେ ! ସୂଖଦୁଃଖ ସେୟାର କରୂ ଥିଲେ| ଏମିତି ଭାବରେ ଆସି ପହଁଚିଲା  ସେହିବର୍ଷର ଡିସେମ୍ବର ୩୧ ତାରିଖ! ସନ୍ଧ୍ୟା  ପ୍ରାୟ ସାତଟା   କି ଆଠଟା ହେବା ନିର୍ମଳା ଡିଉଟି ରୁ ଫେରି ଘରେ ପହଂଚୁ ଥାଏ!
    ସେତିକିବେଳେ ଆସିଲା କମଲେଶ୍ ର  ଫୋନେ  କମଲେଶ୍ କହିଲା- ରାତିଟା ପାହିଲେ ପୁରୁଣା  ବର୍ଷ ଚାଲିଯିବ! ମୁଁ ଚାହୁଁଛି ଆଜି ଆମେ ସାଥୀ ହୋଇ ନୂଆବର୍ଷକୂ ସ୍ୱାଗତ କରିବା " ନିର୍ମଳା କହିଲା- ସେକଥୀ ତ ଠିକ୍! ହେଲେ ମୁଁ ତ ମଧରାତ୍ରି ଯାଏ ବାହାରେ ରହିପାରିବିନି |କମଜେଶ୍ କହିଲା- ଘଣ୍ଟାଏ କି ଦୁଇଘଣ୍ଟା ତ ମୋତେ ଦେଇପାରିବ! ବାସ୍, ମୋଋ ଯେତିକି ଯଥେଷ୍ଠ! ମୋର ଚୂମକୂ କିଛି ସ୍ପେ ଶାଲ କଥା କହିବାର ଅଛି ନିର୍ମଳା କମଲେଶ୍ କଥାରେ ସମ୍ମତି  ଢଣେଇଲୀ ଆଉ ଫ୍ରେଶ   ହେବା ପାଇଁ ଉଠିଗଲା ଆଇନା ଆଗକୁ!
  ଆଇନା ଆଗରେ ବାସୁ ବସୁ ତାର ମନେ ପଡ଼ିଗଲା ନବର୍ଷ ତଳର ଅତୀତ! ନବର୍ଷ ତଳେ ଏମିତି ଏକ ନୂଆବର୍ଷ ଆସିଥିଲା ; ଯାହାର ପୂର୍ବଦିନ ସନ୍ଧ୍ୟା ରେ  ତାକୁ ଏମିତି ଫୋନ୍ କରିଥିଲା  ନୌସାଦ ଆର କହିଥିଲା ସେ ତାସହିତ ନୃଆବର୍ଷକୂ ସ୍ଵାଗତ କରିବାକୁ ଚାହେଁ! ତାର ତାକୁ କିଛି ସ୍ପେଶାଲ କଥା କହିବାର ଅଛି
   ନିର୍ମଳା ମନେ ପକେଇଲାଯହରୁଲ  ହାସନ୍ ଓ ନୂରବାନୋଙ୍କ ପୁଅ ନୌସାଦ ହାସନ୍ ଥିଲା  ତାଙ୍କର ପଡ଼ୋଶୀ! ସେମାନେ ସାଥି ହୋଇ ପାଠ ପଢ଼ିଥିଲେ  ସମ ବୟସ୍କ  ହୋଇଥିବା ରୂ ଥୋ ପିଲାବେଳୁ ସାଙ୍ଗ  ହୋଇ ବଢିଥିବା ରୁ  ସେମାନଙ୍କ  ମଧ୍ୟ ରେ ଖୁବ ଭଲ ବନ୍ଧୁଢା ଥିଲା ବୟସ ବଢ଼ିବ! ସହିତ ସେମାନଙ୍କ ସମର୍କର ରଙ୍ଗ  ବଦକୂଥିଲା  ନୌସାଦ ମନରେ ତାକୁ ନେଇ କଣ ଅଛି ସେକଥ! ନିର୍ମଳା ଜାଣିନଥିଲା  ହେଲେ ସେ କିନ୍ତୁ ନୌସାଦକୂ ତାର ମନ ଦେଇସାରୀ ଥିଲା କେ ବଳ ଅପେଷା କରିଥିଲା  କେକେ ସେହିଦିନ ଆସିବ ଯେଉଁଦିନ ନୌସାଦ ତାକୁ ପ୍ରପୋଯ  କରିବ |
      ନୂଆବର୍ଷ ପୂର୍ବଦିନ! ତାକୁ ଫୋନ୍ ରେ  ନୌସାଦ କହିଲା, ନିର୍ମଳା! ପ୍ଲଜ଼  ଆଜି  କିଛିଘଣ୍ଟା  ମୋ ସହ କାଟନୀ! ମୋଋ ତୂମକୂ ଗୋଟେ ଖୁବ୍ ଗୁରୁତ୍ୱପୂର୍ଣ କଥା କହିବାର ଅଛି! ନୌସାଦ କଥା ଶୁଣି ହସିଲ ନିର୍ମଳା! ଭାବିଲା, ତୂମେ ମୋତେ ଯାହା କହିବାକୁ ଗହୁଁଛ ସେକଥା ମୁଁ ବହୁ  ଆଗରୁ ଜାଣେ ! ତୁମେ କିନ୍ତୁ ଏକଥା ଜାଣି ନଥିବ ପେ, ତୂମ ମୁହଁରୁ ସେଇକଥାଟିକୂ ଶୁଣିବା ପାଇଁ ମୁଁ କିପରି ଚାତକ ପରି ଅନେକ ଦିନରୁ ଅନେଇ ବସିଛି
 ନୌସାଦ ତାକୁ ନେଇଗଲା ଗୋଟେ ଫାଇଭଷ୍ଟାର  ର୍ରେସ୍ତୁ ରଣ୍ଟ କୂ! ସେଠରେ ଅନେକ କପଲ୍ ଯୋଡି ଯୋଡି  ହୋଇ କଥା ହେଉଥିଲେ ପ ଯେମାନେ ବି ଏକ ଟେବଲ ଅଧିକାର  କରିନେଲେ! ୱେଟର ଅର୍ଡ଼ର ନେଇ ଚାଲିଗଲା ନୌସାଦ ନିର୍ମଳା ହାତରେ ହାତ ରଖିଲା  ଆଉ କହିଲା- ନିଲୁ! ମୁଁ ତୁମକୁ ଗୋଟେ କଥା କହିବାକୁ ଚାହୁଁଛି ! କୁହ, ତୁମେ ଭୁଲ ବୁଝିବନି ଚ?’ ନିର୍ମଳା ନୌସାଦର ହାତ ଉପରେ ହାତ ପକେଇ କହିଲା- ନୌସାଦ! ଆମେ ଦୁହେଁ ପିଲାଟି ବେଳୁ ସାଙ୍ଗ  ସାଥିରେ  ହସିଖେଳି ବଡ଼ ହୋଇଛନ୍ତି ! କହିଲ, ମୁଁ ଡୁମର କିଛି କଥା କଣ କେବେ ଭାଙ୍ଗି  ଦେଇଛି! ନା ତୂମ ଉପରେ କେବେ ରାଗିଛି?’ ରିଲାକ୍ସ ହୋଇ ଗଲା  ନୌସାଦ ତଳକୁ ମୁହଁ ପୋତି କହିଲା- ମୁଁ ତୂମକୂ ଭଲ ପାଏ ଜେମିତି ଚାରିଶଚାଳିଶ ଭୋଲ୍ଟର କରେଣ୍ଟ ପ୍ରବାହିତ ହୋଇଗଲା ନିର୍ମଳା ଦେହରେ! ସେ କେତେଦିନ ଧରି ଏଇ ତିନୋଟି ଶବ୍ଦ ଶୁଣିବାକୁ ଅପେକ୍ଷା କରିନାହିଁ ! ତାଆଖ୍ ଛଳଛଳ ହୋଇଗଲା! ସେ ଆଉ ମୁହୁର୍ତେ ବି   ପାଟି ଚୁପ କରି  ରହିପାରିଲା ନାହିଁ ! ନୌସାଦର ହାତକୁ ନିଜ ହାତରେ ଜାବୁଡ଼ି ଧରି କହିଲା- ମୁଁ ବି ତମକୁ ଭଲପାଏ! ହେଲେ  ଡର ଲାଗୁଚି ତମେ ମୁସ୍ ଲିମ୍! ଆମେ ହିନ୍ଦୁ! ଆମେ ଦୁହେଁ କଣ ସ୍ୱାମା ସ୍ଵୀ ହୋଇପାରିବା?’
ନୌସାଦ କହିଲା, ଏ ପୃଥିବି  ର କୌଣସି ଶକ୍ତି  ଆମ ଦୁହିଙ୍କୁ ଅଲଗା କରିପାରିବନି! ନିର୍ମଳା ଭଲ ଭାବରେ ଦେଖି ଲା  ନୌସାଦର ଆଖି କୁ! ତାଭିତରେ ତାକୁ ନେଇ ପ୍ରଚୁର ଭଲପାଇବା ଥିଲା  ସେଥିଲା ଗି ସେ ତାମନକୁ ନୌସାଦକୂ ଦେଇଦେଲା ସେଦିନ କଥା ସରିଲା ସେଇଠି!
        ସେମାନେ ଘରକୁ ଫେରିଲେ! ତେବେ ପ୍ରତିଶୃତି ଦେଲେ ଆସନ୍ତା କଲି  ନୂଆବର୍ଷ ! ସେମାନେ ସାରାଦିନ ସାଥି ହୋଇ ବି ତେଇବେ ରାତିପାହି ସକାଳ ହେଲା! ଜଣେ ସାଙ୍ଗ କୁ  ଭେଟିବାର ବାହାନା କରି ନିର୍ମଳା ବାହାରି ଆସିଲା ଘରୁ! ନିର୍ଦିଷ୍ଟ ସ୍ଥାନ ରେ ତାଳୁ ଅପେଷାକରି ଠିଆ ହୋଇଥିଲା  ନୌସାଦା |ତାକୁ |ସେ ଗାଡ଼ି  ବସି ପଳେଇଗଲା ସେମାନଙ୍କ ଅଞ୍ଚଳଠୁ ଅନେକ ଦୂରକୁ; ଯେମିତି କେହି ସେମାନଙ୍କୁ ଜାଣିବେନି କି ଚିନହୀ ବେନି! କୁଆଡ଼େ ଯାଉଛି ବୋଲି ନିର୍ମଳା ଟିକେ ବୋଲି ଚିନ୍ତା  ନଥିଲା  ! କାରଣ ତାକୁ ନେଇ ଯାଉଥିଲା  ତାମନର ମଣିଷ

ସେମାନେ ଏକ ତାରକା ହୋଟେଲରେ କୁ ଗଲେ ! ଆଗରୁ ରୂମ୍ ବୂକ କରି  ରଖୀ ଥିଲା ନୌସାଦା ସେହି ନିର୍ଦିଷ୍ଟ ରୂମ୍ ରେ  ସେମାନେ ପହ ଞ୍ଚିଲେ  ଭିତର ପଚୂ କବାଟ ଲକ୍ କରି ଦେଲା ନୌସାଦା ଦୁଇହାତ ମେଳାଇ ନିର୍ମଳାକୂ କହିଳା- ଆସ ନିର୍ମଳା! ମୋତେ ହଗ କରା ଏ ନୂଆବର୍ଷ ମୋର ସବୁଦିନ ଲାଗି ସ୍ମରଣୀୟ  ହୋଇଯାଊ ନିର୍ମଳା ହସି ଦେଲା  ଓ ତାପ୍ରେମିକ ବାହୁରେ ହଜିଗଲା ଅନେକ ସମୟ ପରେ ସେ ଅନୁଭବ କଲା ସେମାନେ କେବଳ ଆଲିଙ୍ଗନ ରେ ସୀମିତ ହୋଇ ରହି ନାହାନ୍ତି କେତେବେଳେ ସେମାନଙ୍କ ଅଜାଣତରେ ଚାରିଟା ଓଠ ବି ଏକାକାର ହୋଇସାରିଛି! ଇଚ୍ଛା  ଥିଲେ  ବାଧାଦ୍ଦେଇ ପାରୁ  ନଥିଲା ! ନିର୍ମଳା ! ତାଛଡ଼ା ନୌସାଦର ସ୍ପର୍ଶ ରେ ସେ  ଖୁସି ର ସ୍ଵର୍ଗକୁ ଛୁଇଁ  ସାରିଥିଲା  ! ତାକୁଆସ୍ତେ କରି ନିକର ଦୂଇବହୁ ରେ ତୋଳି ନୌସାଦ ନେଇ ଗଲା ବେଡ଼ ବେଦ୍ ଉପରକୁ! ସେମାନେ କେହି କାହାକୁ ରୋକିବାର ଅବସ୍ୱାରେ ନଥିଲେ ! ଉଭୟଙ୍କର ଥିଲା  ନିଷିଦ୍ଧ ଫଳ ଖାଇବାର ଇଚ୍ଛା  ! ଅତଏବ ତାହ! ହିଁ ହେଲ!

              ସେଦିନର ସେ ଘଟଣ! ପାଇଁ  ତିଳାର୍ଧେ   ବି ଦୁଃଖ ନଥିଲା  ନିର୍ମଳା ମନରେ! କାହିଁକିନା ସେ ଯାହା ପାଇଁ ନିଜର କୂମାରିତ୍ୱକୂ ସାଇତି ରଖି  ଥିଲା  ତାରି ହାତରେ ହିଁ ସମର୍ପଣ କରିଦେଲା ଏଥର ତାର ଗୋଟିଏ ସ୍ବପ୍ନ ଥିଲା ଯେ   ନୌସାଦ୍ ର ବେଗମ୍ ସାଜିବା ନୌସାବ୍ର ବି ଆପଭି ନଥିଲା  ନିର୍ମଳାକୃ ପତ୍ନୀ  କରିନେବା ପାଇଁ! ହେଲେ  ଧର୍ମ ସାଢିଲା ଅନ୍ତରାୟ! ଦଙ୍ଗା  ପ୍ରାୟ ପରିସ୍ତିତି  ଆରମ୍ଭ ହୋଇଗଲା ସଂଖ୍ୟାଲଘୁ ନୌସାଦର ମାଭୟ ପାଇଗଲେ! ସେ ସ୍ୱାମୀଙ୍କୁ ଅନେକ ଆଗରୁ ହରେଇ ସାରିଥିଲେ   ! ଏକେ କିନ୍ତୁ ପୁଅକୁ ହରେଇବା ପାଇଁ ଚାହୁଁ ନଥିଲେ  | ତେଣୁ ସେ ରାଣ ନିୟମ ପକେଇ ନୌସାଦକୁ ନିଜ ଧର୍ମର ଝିଅକୁ ବାହା କରେଇବାକୁ ରାଜି କରେଇ ବେଲେ! ଏଥିରେ  ନ! ନୌସାଦର କିଛି କରିବାର ଥିଲା  ନା ନିର୍ମଳାର! ଉଭୟେ ଆଖି ର ଲୁହକୂ ଆଖି ରେ ମାରି ରହିବାର ଅଭ୍ୟାସ କଲେ! ନୌସାଦ ଜୁହି  ବୋଲି ଗୋଟେ ମୁସ୍ଲିମ୍ ଝିଅକୁ ବାହା ହୋଇଗଲା! ନିର୍ମଳା ଏହାକୁ ନିକର ଭାଗ୍ୟ ବୋଲି  ମାନିନେଲୀ ଦୁଇବର୍ଷ ବିତିଲା  ନୌସାଦ ଗୋଟିଏ ପୁଅର ବାପ ହେଲା
             ଏହା  ସତ୍ୱେ   ନୌସାଦ ଓ ନିର୍ମଳା ମଧ୍ୟ ରେ  ସମ୍ପର୍କ ରହି ଥିଲା ତେବେ ଫରକ ଥିଲା  ଏତିକି ଯେ ସେ ସମ୍ପର୍କରେ ଆଉ  ମଧୁରତା ନଥିଲା  କି ଆମାୟତା ନଥିଲା  ସ୍ୱାର୍ଥ ଭରି ଯାଇଥିଲା  ନୌସାଦ ମନରେ! ସେ ନିର୍ମଳକୁ  ତାର ରଷିଢା କରି ରଖୀ ବାକୂ ଗହୁଁଥିଲା ; ଆବଶ୍ୟକ ସ୍ଥଳେ ଯାହାକୁ ବ୍ୟବହାର କରି ନିଜର ବେହର ଭୋକ  ମେଂଟେଇ ପାରିବା ଦେଲେ ତାକୁ ସେ ସୁଯୋଗ ଦଉ ନଥିଲା  ନିର୍ମଳ!

       ଏତିକିବେଳେ ତାଜୀବନକୁ ଆସିଲା କମଳେଶ୍  ଖାଲି ଆସିଲାନି ନୌସାଦ ଯିବ! ପରେ ମରୁଭୂମି ପାଲଟି ଯାଇ ଥିବା  ତାଜୀବନ କୁ  ତୀବନକୂ ସେ ପୁଣିଥରେ ପ୍ରେମର ନନ୍ଦନକାନନ କରିଦେଲା ! ପୁଣିଥରେ ଆସିଲା ନୂଆବର୍ଷ ! ଆଉ ଠିକ୍ ସେଇଭଳି ନୂଆବର୍ଷ ପୂର୍ବଦିନ ରାତିରେ ତାକୁ ଅମଂତ୍ରଣ  ଜଣାଇ ଥିଲା  କମଲେଶ!
       ଆଇନାରେ ପ୍ରତିଫଳିତ ନିଜ ପ୍ରତି ପ୍ରତିବିମ୍ବ କୁ  ଦେଖ୍ ହସିନ୍ଦେଲା ନିର୍ମଳା! ଭାବିଲା, ଏହାକୁ ହିଁ କହଚ୍ଚି ଭାଗ୍ୟ ! ଦେଖାଯାଉ ଆଢି ରାତିରେ ତା ନୂଆ ପ୍ରେମିକ କନଃଲଶ୍ ତାକୁ କଣ କହୁଛି  |ସେହି ପୂରୁଣା ପାଠର ଆଲୋଚନା ହେଲା! ତାକୂ ପ୍ରପୋଜ଼ କଳା କମଲେଶ୍! ନେଲେ ନିର୍ମଳା କହିଲା ଏସ ବୁ  ମୋ ଜୀବନରେ ଘଟିସାରିଛି! ଏ ପ୍ରପୋଦ୍ ମୋ ପାଇଁ କାଳ ହେବନି ତ? ମୁଁ ପୁଣିଥରେ ଠକି ଯିବିନି ତ? କମଲେଶ୍ କହିଲା- ତୂମ ଅତୀତ ଶୁଣିବା ପରେ ମୋ ଭଲ ପାଇବା ଆହୂରି ଅଧିକ ଶକ୍ତି ଶାଳୀ ହୋଇ ଗଲା ହୋଇଗଲା ! ଦେ ଖୀବ, ମୁଁ କେବେ ବି ତୂମ ହାତ ଛାଡି଼ଦ୍ଦେବିନି! ଆମ ତୂମ ଦେହରେ ଧୂଳିଟିଏ
ପଡ଼ିବାକୁ ଦ୍ଦେବିନି ! ନିର୍ମଳ! ଭାବିଲା, ସମ୍ଭବତଃ ତାଜୀବନରୁ କାଳରାତିର ଅନ୍ତ ଘଟିଲା ! ମାତ୍ର ନା, ତ!ଜୀବନକୁ ପୁଣିଥରେ ଧସେଇ ପଶିଲା ନୌସାଦ! ସେ ତାହୁଁ ନଥିଲା  ନିର୍ମଳ! ଆଉ କାହାର ହେଉ ! ସେ ସବୁ ଦିନେ  ତାର ରଷିତା ହୋଇ ରହିଥାଉ ! ନିର୍ମଳ! ତାଳୁ କାକୃତି ହେଳା  ! କହିଲ!- ତୁମେ ତ ଜୀବନରେ ଶାନ୍ତି  ପାଇଗଲା ସ୍ତ୍ରୀ  ପୁଅକୁ ନେଇ ସଂସାର କଲ! ମୋତେ ଏଥର ଶାନ୍ତି ରେ ବଂଚି ବାକୁ ଦିଅ  |
ସେତେବେଳେ କମଲେଶ୍ ସାଥିରେ ରାସ୍ତା  ଉପରେ ଯାଉଥିଲା ! ନିର୍ମଳା! ତାକଥା ଶୁଣି ରାଗିଗଳା ନୌସାଦ |ଅଶୀଳ  ଅଶ୍ଳୀଳ ଭାଷା ଗଷାରେ ଗାଳିଗୂଲକ କଲୀ ସେଇ ରାସ୍ତା ରେ  ବି ତାକୁ ମାଡ଼ ମାରିଲା ! ରାପ୍ତା ଉପରେ ମାଡ଼ ଖାଉଥିବା  ନିର୍ମଳାର ବିକଳ ବେହେରା ଦେଖୀ ଆଉ ବେଶୀ ସମୟ ସହି ପାରିଲାନି କମଲେଶ୍! ଧାଇଁ ଆସି ପଛପଟରୂ ନୌସାଦ ର ମୁଣ୍ଡକୁ ପିଟି ଦେଲା  ସେ! ସେଇଠି ହିଁ ପ୍ରାଣ ଛାଡ଼ିଗଲା ନୌସାଦରୀ ସେ ରାସ୍ତା ଉପରେରକ୍ତ ବାନ୍ତି କରି ମରିଗଲା ନିର୍ମଳା ଆଖ୍ ଆଗରେ ସବ୍ରୁ ଘଟିଗଲା ! ଷ୍ଟା ଚୁ ପାଲଟି ସେ ନ୍ଦେଖୁ ଥିଲା  ସବୁକିଛି!
ପୋଲିସ୍ ହାତରେ ଧରାଦ୍ଦେଲେ ନିର୍ମଳା  କମଲେଶ! ଶେଷରେ ଅଦାଲତ ସେମାନଙ୍କୁ ଜେଲ୍ କୁ ପଠେଇ  ଦେଲା! ପ୍ରେମ ତାର ଜୀବନକୁ ଯେ  ଏମିତି  ଅନ୍ଧାର ଭିତରକୁ ଠେଲିଦେବ ସେକଥା ସେ ସ୍ୱପ୍ନ ରେ  ସୁଦ୍ଧା କଳ୍ପନା କରିପାରି ନଥିଲା  ! ଏବେ କେବଳ ତାର ଗୋତିଏ ସ୍ୱପ୍ନ କେବେ ଜେଲ ସକା ସରିବା ଆଉ କାମ  ନେଇ ସଂସାର କରିବ…………..

Saturday, 29 April 2017

ସିଡୀ ଶପ




ବିଜୟ ଗାଁ, ଘରବାପା ମାଛାଡ଼ି ଆଲ୍ଲାହାବାଦ ଆସି ଥିଲାକେବଳ ରୋଜଗାର କରିବା ପାଇଁ! କାରଣ ସେ ଆରତିକୁ ବାହା  ହୋଇ ସାରି ଥିଲା  ଆଉ ତାର ଅର୍ପିତା  ନାମରେ ଝିଅଟିଏ ମଧ ହୋଇସାରିଥିଲା | ସାଧାରଣତଃ ବାହ! ହୋଇ ସାରିବାପରେ ମଧ୍ୟବିତ୍ତ ପରିବାରର ପୁଅମାନଙ୍କ ଭାଗ୍ୟ ରହୁ କେତୁ  ଗ୍ରାସ କରନ୍ତି ! ସେମାନଙ୍କ ରାଶିରେ ଶନି ଚଳନ ଆରମ୍ଭ ହୋଇଯାଏ! ଫଳରେ ଯେଉଁ ବାପାମାପୁଅ ବାହ! କରିବାକୁ ଗୋଡ଼ ଟେକି ବସିଥାନ୍ତି  ହଟାତ ସେମାନଙ୍କର 6ଚ6ହର! ବଦଳିଯାଏ! ଯେମାନେ ରାତା ରାତ  ପୁଅକୁ ନିଜ ରୋଡ଼ରେ ଠିଆହେବା ପାଇଁ ପରାମର୍ଶ ଦେବ! ଆରମ୍ଭଅ  କରିଦିଅନ୍ତି ! କହିବା ବାହୁଲ୍ୟ ବିଜୟ କ୍ଷେତ୍ରରେ ଠିକ ସେମିତି ଘଟିଥିଲା  ! ତାର ବାପା ଶ୍ୟାମ  ନାରୟଣ ପାଣ୍ଡେ କହିବ! ଆରମ୍ଭ କରିଦେଲେ ପେ, ତୂ ଏବେ ବିବାହିତା ତୋର ପିଲାଟିଏ ବି ହୋଇସାରିଲାଣି! ତତେ  ଣ ବାପା ପଇସାରେ ଚଳିବାକୁ ଭଲ ଲା ଗୁଛି! ଅନ୍ତତଃ ଟିକେ ତ ସରମ କରା ଏବେ ବୁଦ୍ଧି ଶୁଦ୍ଧି ଖଟେଇ    ଦିପଇସା ରୋଜଗାର କରା ନିଜ ପଇସାରେ ନିଜେ ଚଳ! ସ୍ତ୍ରୀ କୁ ଚଳା! ପୁଣି ଝିଅ ପାଇଁ ବି ଦିପଇସା ସଞ୍ଚୟ କରା କଣ ତତେ ଜନ୍ମ ଦେଇ  ମୁଁ ଭୁଲ କରିଛି! ତତେ ପୋଷୁ ଥିଲି ! ତୋ ସ୍ତ୍ରୀ କୁ ପୋଷିଲି! ତୂ କଣ ଗହୁଁଚୂ ତୋ ଝିଅକୁ ପୋଷିବି! ଆଉ ତୋ ଝିଅ ବାହାଘର ପାଇଁ ବି ଳୋସଞ୍ଚୟକରିବି  ବିଜୟକୁ ପେ ଏକଥା ଯେ ଭଲ ଲାଗୁ ଥିଲା ସେକଥା ନୁହେଁ! ହେଲେ  ସେ ଥିଲା ନାଚାର ! ଆରତିକୁ ଶ୍ଵଶୁରଙ୍କ କଥା ଖୁବ୍ ଅପମାନିତ କରଥିଲା  ସେ ବିଜୟକୁ କହିଲ!- ଏହା ପରେ ମୁଁ ଏଠି ନ୍ଦାନାଟିଏ ବି ଗ୍ରହଣ କରିବାକୁ ଗହୁଁନାହିଁ ! ଖାରବି ଯଦି ତମ ରୋକଗାରଗେ ଖାରବି! ଚୂମେ କଣ କରିବ ମୁଁ ଜାଣେନି; ଯେମିତି ବି ହେଉ ରୋଜଗାର କର!ସେତୁ ଶୁଣି ବିଜୟ ନିଷ୍ଟରି ନେଳା ପେ, ସେ ଯେମିତି ବି ହେଉ ରୋଜଗାର କରିବା ହେଲେ କୋସୁମ୍ବି ରେ  ସେମିତି କୌଣସି ରୋଜଗାର ପନ୍ଥା  ନ ଥିଲା ! ସେଥିଲା ଗି ସେ ଆଲାହାବାଦ ଗଳିଆସିଲୀ ଆଲାହାବାଦ ଆସିଥିଲା  ସିନା ରୋଜଗାର କରିବାକୁ; ହେଲେ କେମିତି ରୋଜଗାର କରିବ ସେକଥା ତାକୁ ଜଣ! ନ ଥିଲା  ସେ ଢାଣିଥିଲା  6ଯପ୍ରପର୍ଟି ଡ଼ିଲିଙ୍ଗ  ବିଜନେସ୍ କଲେ ଖୁବ୍ ପରସା ମିଳେ ! ହେଲେ ବିଜନେସ୍ କରିବାକୁ ତ!ନିକଟରେ ସେତେବେଶି ପୁଞ୍ଜି  ନ ଥିଲା ତାର ଜଣେ ସାଙ୍ଗରେ ଆଲାହାବାଦ ରେ  ଗୋଟେ ସିଡ଼ି  ଦୋକାନ କରି ଚଳାଓ ଥିଲା  ! ସେ କହିଲ!- ତେ! ପାଖରେ ଯେତିକି ଅର୍ଥ ଅଛି ତୂ ଚାହିଁଲେ ଗୋଟେ ସିଡ଼ି ଶପ  ଖୋଲିପାରିବୁ ଆଉ ସେଥିରୁ ରୋଜଗାର ମଧ୍ୟ ଭଲ  ହେବା ହେଲେ ତୁ ଯଦି ଇଚ୍ଛା କରିବୁ ତ ସେଇ ଶପ ରୁ  ତୋର ରୋଜଗାର ବହୁତ ବୃଦ୍ଧି  କରିପାରିବୁ!


ବିଜୟ କିଛି ବ୍ରୁଝି ପାରିଲା ନାହିଁ! ପଚାରିଲା କେମିତି ରୋଜଗାର ବହୁତ ବୃଦ୍ଧି  ହୋଇପାରିବ |ତାପାଇଂ ଦୁଷ୍ଟାମୀ ର  ହସ ହସି କହିଲା- ଶୁଣ୍ ଏଠି କେବଳ ସାଧାରଣ ଫିଲ୍ମ ସିଡ଼ି  କି ଭିସିଡ଼ି  ଦୋକାନ କଲେ ସେତେବେଶି ରୋଜଗାର ନାହିଁ ! ତୂ ଯଦି ପର୍ଣ ସିଡ଼ି    ରଖିବୁ ତାହେଲେ ଦେଖିବୁ  ଗରାଖଙ୍କର ଭିଡ଼ ତୋ  ଦୋକାନରେ ଲାଗିବ ବିଜୟ କହିଲା- ବେଖ୍ ସାଙ୍ଗ ମୁଁ ଗୋଟେ ସାଧାରଣ ମଣିଷ! ଦିପଇସା  ରୋଜଗାର କରିବାକୁ ଆସିଛି ! ସେସବ୍ରୁ ଧନ୍ଦା କରି ପୋଲିସ ହାତରେ ମୋର ଧରା  ପଡ଼ିବାର ନାହିଁ!ତାସାଙ୍ଗ  କହିଲା- ଆରେ ପୋଲିସ ହାତରେ ଧର! ପଡ଼ିବ୍ରୁ କଣ ପାଇଁ ? ମୁଁ କଣ ଧରା ହୋଇ ଜେଲରେ ଅଛି! ସବ୍ରୁକାମ କରିପାରିଲେ ହେଲା ! ଶୁଣ, ଆଜି କଲି  ପୁଅ କି ଝିଅ ସଭିଏଁ ସେହି  ସିଡ଼ି ସବୁ ର ଡିମାଣ୍ଡ  କରୁଛନ୍ତି ! ଆନନ୍ଦ ପାଉଛତି! ସେଠି ପାଇଁ  ତ ମୁଁ ସକାଳେ ଆଉ  ସଞ୍ଜରେ ଦୋକାନରେ ବସୁଛି! ଫଳରେ ପୁରୁଷ ଲୋକମାନେ ମୋ ଠାରୁ  ସେଇ ସିଡ଼ି  ନେଉନ୍ଥଢି! ଦିନବେଳା ମେ! ସ୍ତ୍ରୀ ବସୁଛି! ଫଳରେ ସ୍ତ୍ରୀ ଲୋକ ଓ ଯୁବତୀମାନେ ତାପାଖ ରୁ  ସିଡ଼ି ଭଡ଼ାରେ ନେଇ ମନଖୁସି କରୂଛନ୍ତି ! ଫଳରେ ଆମର ସାରା  ଦିନ ରୋଜଗାର! ତାଛଡ଼ା, ସାଧାରଣ ସିଡ଼ି  ପାଇଁ ମୋତେ ମିଳିବ ଦଶଟଙ୍କା  ! ହେଲେ ସେ ସିଡ଼ି  ସବୁର ରେଟ୍ ଚଢ଼! ଆଉ ଏଠି ତାର ଗ୍ରାହକ ଯଥେଷ୍ଠ ଅଧିକ |ସାଙ୍ଗ ର କଥା  ବିଜୟ ମନକୁ ବେଶ୍ ପାଇଲା! ସେ ତାସ୍ତ୍ରୀ  ଆରତି ସହିତ ମଧ ଆଲୋଚନା କଲୀ ଆରତି କହିଲା- ଜେଖ, ଆମେ ତ ଆଉ କାହାକୁ ଜୋରଜବରଦପ୍ତ କୁବାଟକୁ ନତ୍ତନେ! ଆମେ ଆମର ବିଜନେସ  କରୁଛେ! ପେଟ ପୋଷ ନାହିଁ ଦୋଷା ତେଣୁ ତୁମେ ସିଡ଼ି ଶପ  ଖୋଲା ମୁଁ ତୁମକୁ ସହଯୋଗ କରିବାକୁ ପ୍ରସୂତ ଅଛି...

ସୁତରାଂ, ଆରମ୍ଭ ହୋଇଗଲା ସିଡ଼ି ଶପ  ସତକୁସତ କେତା  ସପ୍ତାହ ନ ଯାଊଣୁ ଲୋକମାନେ ଭିଡ଼ ଲଗେଇବାରେ ଲାଗିଲେ! ସକାଳେ ସଂଯେ  ବିଜୟ ଦୋକାନ  ଚଳାଉ ଥିଲା  ଦିନରେ ସେ ପ୍ରପର୍ଟି ଡିଲିବିକ୍ନେସ୍ ରେ  ଚା ଲିଯାଉଥିଲା  ସେହି ସମଯରେ ଦୋକାନରେ ବସୂ  ଥିଲା ଆରତି! ଆରତିର କଥା ବାର୍ତା ଭାବ ବିନିମୟ ତରିକା ବେଶ୍ ଭଲ ଥିଲା ! ତେଣୁ ସ୍ତ୍ରୀ  ଲୋକ ଓ ଯୁବତାମାନେ କେବଳ ତାରି ନିକଟକୁ ହିଁ ଆସୂ ଥିଲେ  ଆଉ ତାକୁ ଭାବି ଭାବି ଚୋଲି ଡାକୁ ଥିଲେ  ସେ ସମସ୍ଥଙ୍କ ସହିତ ମିଷ୍ଟା ଳାପ କରୁଥିଲା
ଆରତି ଗୋଟିଏ କଥା ଜାଣିଥିଲା ଯେ  , ଗ୍ରାହକ ହେଉଛରି ଈଶ୍ଵର! ସେମାନେ ଖୁସି ହେଲେ ରୋଜଗାର ବଢ଼ିବା ସେଠି ଲାଗି  ସେ ସଚେତନ ଥିଲା  ଯେମିତି କୌଣସି ବି କଣେ ଗ୍ରାହକ କପିଲଇଁ  ନ କରୁ ଯେ , ତାଙ୍କ ଶପ ରୁ ନେଇ ଥିବା ସିଡ଼ି  ଠିକ ଭା ବରେ ଚାଲୁ ନାହିଁ କିମା କ୍ୱାଲିଟି ଭଲ ନୁହେଁ  !ସେଥିଲାଗି ସେ ବସି ବସି କଣ କରିବ ସିଡ଼ି ଗୂଡ଼ିକୁ ଦ୍ଦେଖୁଥିଲା ଲୋ  କ୍ୱାଲିଟିର ସିଡ଼ି କୁ ପୃଥକ୍ କରି ରଖୁଥିଲା  ଏମିତିକି ସେଥି ପାଇଁ କିଛି ଅଧିକ ଟଂକା ଦାବି  କରୂଥିଲା  କହୁଥିଲା  ଏଇଟା ନିଅ! ଯଦି  ସିନ ରେ ତ୍ରୁଟି ଥିବ ବା   ସଟ ସବୁ ମନ ମୁତାବକ ହୋଇ ନ ଥିବା ତାହେଲେ ପଇସା ୱାପସ୍!
      ଏମିତିରେ ରୋଜଗାର ବଢ଼ୁ ନ ଥିଲା  ଅଧି କା ର ପର୍ଜ ଫିଲ ସଦୁ ଦେଖିବା ଦ୍ବାର! ଆଋତିର ମନ ଭିତରେ ଅନେକ ନୂଆ ନୂଆ ସ୍ଵପ ଜଗୁ ଥିଲା ! ପୁରୁଷ ସ୍ତ୍ରୀ  ମଧରେ ସୁଖର ତରିକା ପେ ଏତେ ଉଚ୍ଚକୋଟୀର ହୋଇପାରେ ସେକଥା ସେ କଳ୍ପନା  ସୁଦ୍ଧା କରିପାରି ନ ଥିଲା  ସେ ବି ଚାହୁଁ ଥିଲା  ଖାସ୍, ସେମିତି ଳିଛି ତାସହ ଘଟନ୍ତା  ସେ ବି ସୁଖର ଚରମ ଶିଖରରେ ପହଞ୍ଚୀ ପର୍ନ ଫିଲ୍ମ ର ଝିଅମାନଙ୍କ ପରି ନିଜକୁ ଭାଗ୍ୟବତୀ ମନେକରନ୍ତା  ! ମାତ୍ର ନାସେମିତି କିଛି ଘଟୁ  ନ ଥିଲା ! ତାସ୍ୱାମୀ କାମରେ ମାତି ରହୁ ଥିଲା ! ପୁଣି ତାକୁ ଆରତି ଯେତେବେଳେ ସିଡ଼ି  ଭଳି  ପ୍ରାଚ୍ଚିକାଲ୍ ପ୍ରାକ୍ଟି କରିବାକୁ କହୁ ଥିଲା ବିଜୟ କହୁ ଥିଲାଳା- ଆରେ, ସେସରୁ ଅନ୍ୟ ମାନଙ୍କଏ ପାଇଁ! ତୂ ଆମର ବିଜନେସ୍ ଦେଖ ମୁହଁ ମୋଡୁ ଥିଲା  ଆରତି! ମନକୁ ମନ କହୁ ଥିଲା - ଏ ଇଟା  ପୁରୁଷ ନା ଫୁ ରୁଷ ଅନ୍ୟକୁ ତତେଇବା ନିଜେ ଶୀତଳ ହୋଇ ରହିବା | ଛାଡ଼! ଏହାକୁ କହନ୍ତି ଭାଗ୍ୟ
 ରମେନ୍ଦ୍ର ସିଂହ ଓରଫ ମିଣ୍ଟୁ ଥିଲା  ବିଜୟର ପଡ଼ୋଶୀ! କିଛିବର୍ଷ ତଳେ କୌଣସି ଅଜଣା କାରଣରୁ ତାପନ୍1ର ଦେହାନ୍ତ ହୋଇଯାଇଥିବାରୁ  ସେ ଏକୁଟିଆ ଜୀବନ ଚିତାଉ ଥିଲା  ତାର କୌଣସି ପିଲାପିଲି ମଧ ନ ଥିଲେ ! ଏଣୁତେଣୁ କାମ କରି ସେ ବେ ଶ୍ ଦୁଇ ପଇସା ରୋଜଗାର କରୂଥିଲା  ସବୁ ଦିଗ ରୁ ସେ ଥିଲା   ଏକ ବନ୍ଧନ ହୀନ  ମଣିଷ! ସେ  ତାର ଜୀବନକୁ  ବିନଦା ସ୍ ଉପଭୋଗ କରୁଥିଲା  ରାତିରେ ମଦମାସ ଖାଉଥିଲା  ନିଷିଦ୍ଧ ସିଡ଼ି  ନେଇ ଦ୍ଦେଖୁଥିଲା  ବାସ୍, ଅନାୟାସରେ ରାତି  କଟିଯାଉଥିଲା  ତାରା ସେ ଥିଲା ବିଜୟ ସିଡ଼ି ଶପ ର  ଜଣେ ଧରା ବନ୍ଧା  ଗ୍ରାହକ! ସେ ସନ୍ଧ୍ୟା ରେ ସିଡ଼ି ନେଉ ଥିଲା !  ଆଉ ସକାଳେ ଆସି ଉଚିତ ଭଡା  ସହ ସିଡ଼ି ଫେରେଇ ଦ୍ଦେଉଥିଲା

ଅପ୍ରତ୍ୟାଶିତ ଭାବରେ ଦିନେ ମିଣ୍ଟୁ ଆସିବା ବେଳକୁ ଦୋକାନରେ ବସିଥିଲା  ଆରତି! ଆରତି ଯେ ମିଣ୍ଟୁ କୁ ଆଗରୁ ଦେଖି ନ ଥିଲା  ସେକଥା ନୁହେଁ! ହେଲେ ସେଦିନ ସେ ମିଣ୍ଟୁ କୁ ଦେଖିଲା  ଏକ ନୂଆ ରୂପରେ! ଅଗନକ ତାକୁ ମିଣ୍ଠୁର କଥାବାର୍ତା ନୂଆ ନୂଆ  ଲାଗିଲା ! ଖୋଦ୍ ମିଣ୍ଟୁବି ଡାକୁ ଲାଗିଲା ଆକର୍ଷଣୀୟ! ତେଣୁ ସେ ମିଣ୍ଟୁ ଠାରୁ ସିଡିଟି ନେବା ବେଳେ ଥରେ ମିଣ୍ଟୁକୁ ଓ ଥରେ ସିଡି   କୁ ଅନେଏଇ ମୁରୁକି ହସ! ମାରିଦେଲା ମିଣ୍ଟୁ ପଚାରିଲା- ଭାଉଜକୁ ହସିଲ କାହିକି ଯେ  ?’ ଆରତି କହିଲା- ତୂମର ଟେଷ୍ଟ ଭଲା ଏଇ ସିଡ଼ି ର କ୍ୱାଲିଟି ସବ୍ରୁଠୁ ଉପରେ ମିଣ୍ଟୁ ଆଖ୍ ନବେଇ ପଚାରିଲା” ‘ଭାଉଜ ତାହେଲେ ଏ ସିଡି ର କ୍ୱାଲିଟିକୁ ପର ଖୁ ଛନ୍ତି  !ଆରତି କହିଲ!- ହଁସେ ତ ଆମ ଡିଉଟି !ଗ୍ରାହକ ଙ୍କୁ ଦେବା  ପୂର୍ବରୁ ଭଲ  ଖରାପ ତ ପରଖୀ ବାକୁ  ପଡ଼ିବାମିଣ୍ଟୁ କହିଲ!- ଭାଉଜ ଆମର କେବଳ ସିଡ଼ି  ପରଖ ଛନ୍ତି ନା ସିଡ଼ି   କ୍ୱାଲିଟିର ପ୍ରାକ୍ତିଚ୍ଚାଲ କରିଛନ୍ତି !ମିଣ୍ଟୁ  କଥା ଶୁଣି ମୁହଁ ଶୁଖେଇ ପକେଇଲା ! ଆରତି! କହିଲା- ଛାଡ଼ ହେ ସେକଥା! ତୁମେ କଣ ଜାଣିଚ କେଉଟ ମାଛ ଧରେ ସିନା, ହେଲେ କଣ ଖାଇପା ରେ | ମୋର ସେଇ ଅବସ୍ଥ! ! ତୁମ ଭାଇ  ଗୋଟେ ମୁର୍ଖ କେଉଟ|ମିଣ୍ଟୁ କହିଲା- ମୁଁ କିନ୍ତୁ ମୂର୍ଖ  ନୁହେଁ! ଭାଉକ ଯଦି ଗହିଁକେ ତାହେଲେ ମୁଁ ସବୁପ୍ରକାର ମାଛର ଟେଷ୍ଟ   ଚଖେଇ ପାରିଚି!ମିଣ୍ଟୁ କଥାଶୁଣି କିଛି ସମୟ ଗୁମ୍ ହୋଇଗଲା ଆରତି! କହିଲା ,ୱେଷ୍ଟର୍ଣ   (ବିଦେଶୀ ବୟସ୍କ ସିଡ଼ି) ସସବୁ ଦେଖୀ  ତାର ବି ଇଚ୍ଛ! ସେସବର ସ୍ୱାଦ ଆସ୍ୱାଦନ କରେ ! ହେଲେ ବିଜୟ ତ ଜୋର କାମକୁ ନୁହେଁ! ପଦି ମିଣ୍ଟୁ ତାକୁ ସେଇ ଖୁସି ଦେଇପାରେ ! ଚଟ କିନା କହିଲ!- ଘର ଭିତରକୁ ଆସ! ଆଳି କେହି ନାହାନ୍ତି ! ଝିଅ ସୁଲ୍ ଯାଇଛି! ଆଉ ବିଜୟ ଯାଇଛି ତାର ପ୍ରପର୍ଟି କାମରେ ମିଣ୍ଟୁ ଦେଖିଲା ଯେ ୟା ଠାରୁ  ଭଲ ,  ସୁଯୋଗ ସେ ତାହିଁଲେ ବି ତାକୁ ମିଳିବନି! ଅନେକ ବର୍ଷ ହେଲା ସେ ନାରୀ  ଦେହର ସ୍ପର୍ଶ  ଯାଇନି! କେବଳ ଚିତ୍ର ଦେଖୀ ନିଜକୁ ଉତ୍ତେ ଜିତ କରିଛି! ଆରତି ଭଳି ନାରୀ ଟେ  ଯଦି  ତାକୁ ଆମନ୍ତ୍ରଣ  କରୁଛି ତାହେଲେ ସେ ତାକୁ ପାଦରେ ଏଡ଼େଇ ଦବ କଣ ପାଇଁ?
ମିଣ୍ଟୁ ପଶି ଲା ଘର ଭିତରକୁ , ଘରକୁ ଭିତରପଟୁ ଲକ୍ କରିଦେଲ! ଆରତି! ମିଣ୍ଟୁ ସବୁ କିସମର ବିଦ୍ୟାରେ ପାରଙ୍ଗ ମ ସେ ଦେଶୀ ହେଉ କି ବିଦେଶୀ! ନିମିଷକ ଭିତରେ ସେ କିଣିନେଲା ଆରଡିର ମନକୁ! ଆଉ ସେହି ବେଳଠୁ ଆରଚି ଭୁଲି ଗଲା ଯେ  ଯେ, ସେ ବିଜୟର ସ୍ତ୍ରୀ ! ଓଲଟି ସେ ଭାବୁ ଥିଲା  ମିଣ୍ଟୁ ଭଳି ଏକ ପାର୍ଟନର ପାଇ ସେ ଭାଗ୍ୟ ବତୀ
   କିଛିବର୍ଷ ବିତିଲା ମିଣ୍ଟୁ ଓ ଆରତିଙ୍କ ପରକୀୟା ସମ୍ପର୍କ ରେ  ଗ୍ରହଣ ଲାଗିଗଲା ପ୍ରଥମେ ପାଖ ପଡ଼ୋଶୀ ସନ୍ଦେହ କଲେ ସେମାନଙ୍କ ଭିତରୁ କିଛି ଲୋକ ବିଜୟ କାନକୁ ମଧ କଥା ନେଇଗଲେ! ବିଜୟର କିନ୍ତୁ ପୂର୍ଣଭରସା ଥିଲା  ଆରତି  ଉପରେ  ତଥାପି ସେ ଥିଲା  ଜଣେ ମଣିଷ! ସନ୍ଦେହର ବିଷ ତାମଗଜକୁ ଉଠିବ!ଆରମ୍ଭ କଲା ସେ ଯୋଜନା କଲା ସେ, ଯଦି ଆରତି ପାପ ପ୍ରଣୟରେ ଲିପ୍ତ ଥାଏ ତାହେଲେ ସେ ଡାକୁଘଟଣା ସ୍ଥଳରେ ଆବିଷାର କରିବା ଦିନେ କାମକୁ ଯିବାର ଯୋଜନା କରି ସେ ବାହାରି ଗଲା| ଝିଅ କୁ ଆରତୀ ସ୍କୁଲ କୁ ପଠେଇ ଦେଲା ଆଉ ଘର କୁ ଆମନ୍ତ୍ରଣ କରି ଆଣିଲା  ମିଣ୍ଟୁ କୁ! ମିଣ୍ଟୁ ଓ ଆରତି ଆପଭିଜନକ ଅବସ୍ୱାରେ ଥିଲା  ବେଳେ ଘରେ ଆସି ହାକର ହୋଇଗଲା ବିଜୟ, ଧର ପଡ଼ିଗଲା ଆରତି!

ମିଣ୍ଟୁ କୂ ଧୁମ୍ ବାଡେଇଲା ବିଜୟ! ଗୋଡ଼ହାତ ତଳେ ପଡ଼ି ସେ ଠାରୁ  ପକେଇଲେ ମିଣ୍ଟୁ ଆରତିକୂ ବିସେ ବାଦ ଦେଲା ନି ମାଡ଼ରୁ ! ଆରତି ବି ଗୋଡ଼ହାତ ତଳେ  ପଡ଼ିଲା ତରଳି ଗଲା  ବିଜୟର ମନା ସେ ଭାବିଲା  ଯାହେଲେ  ବି ଆରତି ତାପିଲାର ମା’! ଭୁଲ ତ କରିଛି  ସେଠି ଲାଗି  ସେ କଣ ତାକୁ ମାରିଦେବା ତେବେ ସେ ଭାବିଲା ପାପ ସମ୍ପର୍କ ଆରମ୍ଭ ହୋଇଛି ମାନେ ତାକୁ ରୋକି  ଟୋକି ହେବନି! ପୁଣି ପାଖରେ ଅଛନ୍ତି  ଉଭୟ ଆରତି ଓ ମିଣ୍ଟୁ! ତେଣୁ ସେ ସ୍ଥାନ ବଦଳେଇ  ଦେଲ! ଆଉ ଆରତିକୁ ଗୋଡ଼େ ଗୋଡ଼େ ଜଗି ରହିଲା ଫଳତଃ ଚେଷ୍ଟା କରି ବି ଅରଡି ଓ  ମିଣ୍ଟୁ ମିଶି  ପାରିଲେ ନାହିଁ  ! ପୁଣି ନ ମିଶି ରହି ପାରିଲେ ନାହିଁ  ! ସେମାନେ ଯୋଜନା  କଲେ ବିଜୟକୁ ରାସ୍ତା ରୁ ହଟେଇ ଦେବେ  ଆଉ ତାହ! ହିଁ କଲେ! ମିଣ୍ଟୁ ଆରତି ଏବଂ ମିଣ୍ଟୁ ର ଜଣେ ସାଙ୍ଗ  ମିଶି ବିଜୟକୁ  ପିଟିପିଟି  ମାରିଦେଲେ! ଏବେ ଆରତି ଓ ମିଣ୍ଟୁ ଜେଲ୍ ରେ  ! ବିଜୟ କରି ଥିବା  ସିଡୀ ଶପର କୌଣସି ଠିକଣା ନାହିଁ………………..

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...