Saturday, 29 April 2017

ସିଡୀ ଶପ




ବିଜୟ ଗାଁ, ଘର’ ବାପା ମା’ ଛାଡ଼ି ଆଲ୍ଲାହାବାଦ ଆସି ଥିଲାକେବଳ ରୋଜଗାର କରିବା ପାଇଁ! କାରଣ ସେ ଆରତିକୁ ବାହା  ହୋଇ ସାରି ଥିଲା  ଆଉ ତା’ର ଅର୍ପିତା  ନାମରେ ଝିଅଟିଏ ମଧ ହୋଇସାରିଥିଲା | ସାଧାରଣତଃ ବାହ! ହୋଇ ସାରିବାପରେ ମଧ୍ୟବିତ୍ତ ପରିବାରର ପୁଅମାନଙ୍କ ଭାଗ୍ୟ ରହୁ କେତୁ  ଗ୍ରାସ କରନ୍ତି ! ସେମାନଙ୍କ ରାଶିରେ ଶନି ଚଳନ ଆରମ୍ଭ ହୋଇଯାଏ! ଫଳରେ ଯେଉଁ ବାପାମା’ ପୁଅ ବାହ! କରିବାକୁ ଗୋଡ଼ ଟେକି ବସିଥାନ୍ତି  ହଟାତ ସେମାନଙ୍କର 6ଚ6ହର! ବଦଳିଯାଏ! ଯେମାନେ ରାତା ରାତ  ପୁଅକୁ ନିଜ ରୋଡ଼ରେ ଠିଆହେବା ପାଇଁ ପରାମର୍ଶ ଦେବ! ଆରମ୍ଭଅ  କରିଦିଅନ୍ତି ! କହିବା ବାହୁଲ୍ୟ ବିଜୟ କ୍ଷେତ୍ରରେ ଠିକ ସେମିତି ଘଟିଥିଲା  ! ତା’ର ବାପା ଶ୍ୟାମ  ନାରୟଣ ପାଣ୍ଡେ କହିବ! ଆରମ୍ଭ କରିଦେଲେ ପେ, ତୂ ଏବେ ବିବାହିତା ତୋର ପିଲାଟିଏ ବି ହୋଇସାରିଲାଣି! ତତେ  କ’ଣ ବାପା ପଇସାରେ ଚଳିବାକୁ ଭଲ ଲା ଗୁଛି! ଅନ୍ତତଃ ଟିକେ ତ ସରମ କରା ଏବେ ବୁଦ୍ଧି ଶୁଦ୍ଧି ଖଟେଇ    ଦି’ପଇସା ରୋଜଗାର କରା ନିଜ ପଇସାରେ ନିଜେ ଚଳ! ସ୍ତ୍ରୀ କୁ ଚଳା! ପୁଣି ଝିଅ ପାଇଁ ବି ଦି’ ପଇସା ସଞ୍ଚୟ କରା କ’ଣ ତତେ ଜନ୍ମ ଦେଇ  ମୁଁ ଭୁଲ କରିଛି! ତତେ ପୋଷୁ ଥିଲି ! ତୋ ସ୍ତ୍ରୀ କୁ ପୋଷିଲି! ତୂ କ’ଣ ଗହୁଁଚୂ ତୋ ଝିଅକୁ ପୋଷିବି! ଆଉ ତୋ ଝିଅ ବାହାଘର ପାଇଁ ବି ଳୋସଞ୍ଚୟକରିବି  ବିଜୟକୁ ପେ ଏକଥା ଯେ ଭଲ ଲାଗୁ ଥିଲା ସେକଥା ନୁହେଁ! ହେଲେ  ସେ ଥିଲା ନାଚାର ! ଆରତିକୁ ଶ୍ଵଶୁରଙ୍କ କଥା ଖୁବ୍ ଅପମାନିତ କରଥିଲା  ସେ ବିଜୟକୁ କହିଲ!- ‘ଏହା ପରେ ମୁଁ ଏଠି ନ୍ଦାନାଟିଏ ବି ଗ୍ରହଣ କରିବାକୁ ଗହୁଁନାହିଁ ! ଖାରବି ଯଦି ତମ ରୋକଗାରଗେ ଖାରବି! ଚୂମେ କ’ଣ କରିବ ମୁଁ ଜାଣେନି; ଯେମିତି ବି ହେଉ ରୋଜଗାର କର!’ ସେତୁ ଶୁଣି ବିଜୟ ନିଷ୍ଟରି ନେଳା ପେ, ସେ ଯେମିତି ବି ହେଉ ରୋଜଗାର କରିବା ହେଲେ କୋସୁମ୍ବି ରେ  ସେମିତି କୌଣସି ରୋଜଗାର ପନ୍ଥା  ନ ଥିଲା ! ସେଥିଲା ଗି ସେ ଆଲାହାବାଦ ଗଳିଆସିଲୀ ଆଲାହାବାଦ ଆସିଥିଲା  ସିନା ରୋଜଗାର କରିବାକୁ; ହେଲେ କେମିତି ରୋଜଗାର କରିବ ସେକଥା ତାକୁ ଜଣ! ନ ଥିଲା  ସେ ଢାଣିଥିଲା  6ଯ’ ପ୍ରପର୍ଟି ଡ଼ିଲିଙ୍ଗ  ବିଜନେସ୍ କଲେ ଖୁବ୍ ପରସା ମିଳେ ! ହେଲେ ବିଜନେସ୍ କରିବାକୁ ତ!’ ନିକଟରେ ସେତେବେଶି ପୁଞ୍ଜି  ନ ଥିଲା ତା’ର ଜଣେ ସାଙ୍ଗରେ ଆଲାହାବାଦ ରେ  ଗୋଟେ ସିଡ଼ି  ଦୋକାନ କରି ଚଳାଓ ଥିଲା  ! ସେ କହିଲ!- ତେ! ପାଖରେ ଯେତିକି ଅର୍ଥ ଅଛି ତୂ ଚାହିଁଲେ ଗୋଟେ ସିଡ଼ି ଶପ  ଖୋଲିପାରିବୁ ଆଉ ସେଥିରୁ ରୋଜଗାର ମଧ୍ୟ ଭଲ  ହେବା ହେଲେ ତୁ ଯଦି ଇଚ୍ଛା କରିବୁ ତ ସେଇ ଶପ ରୁ  ତୋର ରୋଜଗାର ବହୁତ ବୃଦ୍ଧି  କରିପାରିବୁ!


ବିଜୟ କିଛି ବ୍ରୁଝି ପାରିଲା ନାହିଁ! ପଚାରିଲା କେମିତି ରୋଜଗାର ବହୁତ ବୃଦ୍ଧି  ହୋଇପାରିବ |ତା’ ପାଇଂ ଦୁଷ୍ଟାମୀ ର  ହସ ହସି କହିଲା- ‘ଶୁଣ୍ ଏଠି କେବଳ ସାଧାରଣ ଫିଲ୍ମ ସିଡ଼ି  କି ଭିସିଡ଼ି  ଦୋକାନ କଲେ ସେତେବେଶି ରୋଜଗାର ନାହିଁ ! ତୂ ଯଦି ପର୍ଣ ସିଡ଼ି    ରଖିବୁ ତା’ହେଲେ ଦେଖିବୁ  ଗରାଖଙ୍କର ଭିଡ଼ ତୋ  ଦୋକାନରେ ଲାଗିବ ” ବିଜୟ କହିଲା- ‘ବେଖ୍ ସାଙ୍ଗ ’ ମୁଁ ଗୋଟେ ସାଧାରଣ ମଣିଷ! ଦି’ ପଇସା  ରୋଜଗାର କରିବାକୁ ଆସିଛି ! ସେସବ୍ରୁ ଧନ୍ଦା କରି ପୋଲିସ ହାତରେ ମୋର ଧରା  ପଡ଼ିବାର ନାହିଁ!’ ତା’ ସାଙ୍ଗ  କହିଲା- ‘ଆରେ ପୋଲିସ ହାତରେ ଧର! ପଡ଼ିବ୍ରୁ କ’ଣ ପାଇଁ ? ମୁଁ କ’ଣ ଧରା ହୋଇ ଜେଲରେ ଅଛି! ସବ୍ରୁକାମ କରିପାରିଲେ ହେଲା ! ଶୁଣ, ଆଜି କଲି  ପୁଅ କି ଝିଅ ସଭିଏଁ ସେହି  ସିଡ଼ି ସବୁ ର ଡିମାଣ୍ଡ  କରୁଛନ୍ତି ! ଆନନ୍ଦ ପାଉଛତି! ସେଠି ପାଇଁ  ତ ମୁଁ ସକାଳେ ଆଉ  ସଞ୍ଜରେ ଦୋକାନରେ ବସୁଛି! ଫଳରେ ପୁରୁଷ ଲୋକମାନେ ମୋ ଠାରୁ  ସେଇ ସିଡ଼ି  ନେଉନ୍ଥଢି! ଦିନବେଳା ମେ! ସ୍ତ୍ରୀ ବସୁଛି! ଫଳରେ ସ୍ତ୍ରୀ ଲୋକ ଓ ଯୁବତୀମାନେ ତା’ ପାଖ ରୁ  ସିଡ଼ି ଭଡ଼ାରେ ନେଇ ମନଖୁସି କରୂଛନ୍ତି ! ଫଳରେ ଆମର ସାରା  ଦିନ ରୋଜଗାର! ତା’ଛଡ଼ା, ସାଧାରଣ ସିଡ଼ି  ପାଇଁ ମୋତେ ମିଳିବ ଦଶଟଙ୍କା  ! ହେଲେ ସେ ସିଡ଼ି  ସବୁର ରେଟ୍ ଚଢ଼! ଆଉ ଏଠି ତା’ର ଗ୍ରାହକ ଯଥେଷ୍ଠ ଅଧିକ |ସାଙ୍ଗ ର କଥା  ବିଜୟ ମନକୁ ବେଶ୍ ପାଇଲା! ସେ ତା’ ସ୍ତ୍ରୀ  ଆରତି ସହିତ ମଧ ଆଲୋଚନା କଲୀ ଆରତି କହିଲା- ‘ଜେଖ, ଆମେ ତ ଆଉ କାହାକୁ ଜୋରଜବରଦପ୍ତ କୁବାଟକୁ ନତ୍ତନେ! ଆମେ ଆମର ବିଜନେସ  କରୁଛେ! ପେଟ ପୋଷ ନାହିଁ ଦୋଷା ତେଣୁ ତୁମେ ସିଡ଼ି ଶପ  ଖୋଲା ମୁଁ ତୁମକୁ ସହଯୋଗ କରିବାକୁ ପ୍ରସୂତ ଅଛି...

ସୁତରାଂ, ଆରମ୍ଭ ହୋଇଗଲା ସିଡ଼ି ଶପ  ସତକୁସତ କେତା  ସପ୍ତାହ ନ ଯାଊଣୁ ଲୋକମାନେ ଭିଡ଼ ଲଗେଇବାରେ ଲାଗିଲେ! ସକାଳେ ସଂଯେ  ବିଜୟ ଦୋକାନ  ଚଳାଉ ଥିଲା  ଦିନରେ ସେ ପ୍ରପର୍ଟି ଡିଲି’ ବିକ୍ନେସ୍ ରେ  ଚା ଲିଯାଉଥିଲା  ସେହି ସମଯରେ ଦୋକାନରେ ବସୂ  ଥିଲା ଆରତି! ଆରତିର କଥା ବାର୍ତା ଭାବ ବିନିମୟ ତରିକା ବେଶ୍ ଭଲ ଥିଲା ! ତେଣୁ ସ୍ତ୍ରୀ  ଲୋକ ଓ ଯୁବତାମାନେ କେବଳ ତା’ରି ନିକଟକୁ ହିଁ ଆସୂ ଥିଲେ  ଆଉ ତାକୁ ଭାବି ଭାବି ଚୋଲି ଡାକୁ ଥିଲେ  ସେ ସମସ୍ଥଙ୍କ ସହିତ ମିଷ୍ଟା ଳାପ କରୁଥିଲା
ଆରତି ଗୋଟିଏ କଥା ଜାଣିଥିଲା ଯେ  , ଗ୍ରାହକ ହେଉଛରି ଈଶ୍ଵର! ସେମାନେ ଖୁସି ହେଲେ ରୋଜଗାର ବଢ଼ିବା ସେଠି ଲାଗି  ସେ ସଚେତନ ଥିଲା  ଯେମିତି କୌଣସି ବି କଣେ ଗ୍ରାହକ କପିଲଇଁ  ନ କରୁ ଯେ , ତାଙ୍କ ଶପ ରୁ ନେଇ ଥିବା ସିଡ଼ି  ଠିକ ଭା ବରେ ଚାଲୁ ନାହିଁ କିମା କ୍ୱାଲିଟି ଭଲ ନୁହେଁ  !ସେଥିଲାଗି ସେ ବସି ବସି କ’ଣ କରିବ ସିଡ଼ି ଗୂଡ଼ିକୁ ଦ୍ଦେଖୁଥିଲା ’ ଲୋ  କ୍ୱାଲିଟିର ସିଡ଼ି କୁ ପୃଥକ୍ କରି ରଖୁଥିଲା  ଏମିତିକି ସେଥି ପାଇଁ କିଛି ଅଧିକ ଟଂକା ଦାବି  କରୂଥିଲା  କହୁଥିଲା  ଏଇଟା ନିଅ! ଯଦି  ସିନ ରେ ତ୍ରୁଟି ଥିବ ବା   ସଟ ସବୁ ମନ ମୁତାବକ ହୋଇ ନ ଥିବା ତା’ହେଲେ ପଇସା ୱାପସ୍!
      ଏମିତିରେ ରୋଜଗାର ବଢ଼ୁ ନ ଥିଲା  ଅଧି କା ର ପର୍ଜ ଫିଲ ସଦୁ ଦେଖିବା ଦ୍ବାର! ଆଋତିର ମନ ଭିତରେ ଅନେକ ନୂଆ ନୂଆ ସ୍ଵପ ଜଗୁ ଥିଲା ! ପୁରୁଷ ସ୍ତ୍ରୀ  ମଧରେ ସୁଖର ତରିକା ପେ ଏତେ ଉଚ୍ଚକୋଟୀର ହୋଇପାରେ ସେକଥା ସେ କଳ୍ପନା  ସୁଦ୍ଧା କରିପାରି ନ ଥିଲା  ସେ ବି ଚାହୁଁ ଥିଲା  ଖାସ୍, ସେମିତି ଳିଛି ତା’ ସହ ଘଟନ୍ତା  ସେ ବି ସୁଖର ଚରମ ଶିଖରରେ ପହଞ୍ଚୀ ପର୍ନ ଫିଲ୍ମ ର ଝିଅମାନଙ୍କ ପରି ନିଜକୁ ଭାଗ୍ୟବତୀ ମନେକରନ୍ତା  ! ମାତ୍ର ନା’ ସେମିତି କିଛି ଘଟୁ  ନ ଥିଲା ! ତା’ ସ୍ୱାମୀ କାମରେ ମାତି ରହୁ ଥିଲା ! ପୁଣି ତାକୁ ଆରତି ଯେତେବେଳେ ‘ସିଡ଼ି  ଭଳି  ପ୍ରାଚ୍ଚିକାଲ୍ ପ୍ରାକ୍ଟି କରିବାକୁ କହୁ ଥିଲା ବିଜୟ କହୁ ଥିଲାଳା- ‘ଆରେ, ସେସରୁ ଅନ୍ୟ ମାନଙ୍କଏ ପାଇଁ! ତୂ ଆମର ବିଜନେସ୍ ଦେଖ ” ମୁହଁ ମୋଡୁ ଥିଲା  ଆରତି! ମନକୁ ମନ କହୁ ଥିଲା - ‘ଏ ଇଟା  ପୁରୁଷ ନା ଫୁ ରୁଷ ଅନ୍ୟକୁ ତତେଇବା ନିଜେ ଶୀତଳ ହୋଇ ରହିବା | ଛାଡ଼! ଏହାକୁ କହନ୍ତି ଭାଗ୍ୟ ’
 ରମେନ୍ଦ୍ର ସିଂହ ଓରଫ ମିଣ୍ଟୁ ଥିଲା  ବିଜୟର ପଡ଼ୋଶୀ! କିଛିବର୍ଷ ତଳେ କୌଣସି ଅଜଣା କାରଣରୁ ତା’ ପନ୍1ର ଦେହାନ୍ତ ହୋଇଯାଇଥିବାରୁ  ସେ ଏକୁଟିଆ ଜୀବନ ଚିତାଉ ଥିଲା  ତା’ର କୌଣସି ପିଲାପିଲି ମଧ ନ ଥିଲେ ! ଏଣୁତେଣୁ କାମ କରି ସେ ବେ ଶ୍ ଦୁଇ ପଇସା ରୋଜଗାର କରୂଥିଲା  ସବୁ ଦିଗ ରୁ ସେ ଥିଲା   ଏକ ବନ୍ଧନ ହୀନ  ମଣିଷ! ସେ  ତା’ର ଜୀବନକୁ  ବିନଦା ସ୍ ଉପଭୋଗ କରୁଥିଲା  ରାତିରେ ମଦମା’ସ ଖାଉଥିଲା  ନିଷିଦ୍ଧ ସିଡ଼ି  ନେଇ ଦ୍ଦେଖୁଥିଲା  ବାସ୍, ଅନାୟାସରେ ରାତି  କଟିଯାଉଥିଲା  ତା’ରା ସେ ଥିଲା ବିଜୟ ସିଡ଼ି ଶପ ର  ଜଣେ ଧରା ବନ୍ଧା  ଗ୍ରାହକ! ସେ ସନ୍ଧ୍ୟା ରେ ସିଡ଼ି ନେଉ ଥିଲା !  ଆଉ ସକାଳେ ଆସି ଉଚିତ ଭଡା  ସହ ସିଡ଼ି ଫେରେଇ ଦ୍ଦେଉଥିଲା

ଅପ୍ରତ୍ୟାଶିତ ଭାବରେ ଦିନେ ମିଣ୍ଟୁ ଆସିବା ବେଳକୁ ଦୋକାନରେ ବସିଥିଲା  ଆରତି! ଆରତି ଯେ ମିଣ୍ଟୁ କୁ ଆଗରୁ ଦେଖି ନ ଥିଲା  ସେକଥା ନୁହେଁ! ହେଲେ ସେଦିନ ସେ ମିଣ୍ଟୁ କୁ ଦେଖିଲା  ଏକ ନୂଆ ରୂପରେ! ଅଗନକ ତାକୁ ମିଣ୍ଠୁର କଥାବାର୍ତା ନୂଆ ନୂଆ  ଲାଗିଲା ! ଖୋଦ୍ ମିଣ୍ଟୁବି ଡାକୁ ଲାଗିଲା ଆକର୍ଷଣୀୟ! ତେଣୁ ସେ ମିଣ୍ଟୁ ଠାରୁ ସିଡିଟି ନେବା ବେଳେ ଥରେ ମିଣ୍ଟୁକୁ ଓ ଥରେ ସିଡି   କୁ ଅନେଏଇ ମୁରୁକି ହସ! ମାରିଦେଲା ମିଣ୍ଟୁ ପଚାରିଲା- ‘ଭାଉଜକୁ ହସିଲ କାହିକି ଯେ  ?’ ଆରତି କହିଲା- ‘ତୂମର ଟେଷ୍ଟ ଭଲା ଏଇ ସିଡ଼ି ର କ୍ୱାଲିଟି ସବ୍ରୁଠୁ ଉପରେ ” ମିଣ୍ଟୁ ଆଖ୍ ନବେଇ ପଚାରିଲା” ‘ଭାଉଜ ତା’ହେଲେ ଏ ସିଡି ର କ୍ୱାଲିଟିକୁ ପର ଖୁ ଛନ୍ତି  !’ ଆରତି କହିଲ!- ‘ହଁ’ ସେ ତ ଆମ ଡିଉଟି !ଗ୍ରାହକ ଙ୍କୁ ଦେବା  ପୂର୍ବରୁ ଭଲ  ଖରାପ ତ ପରଖୀ ବାକୁ  ପଡ଼ିବା’ ମିଣ୍ଟୁ କହିଲ!- ‘ଭାଉଜ ଆମର କେବଳ ସିଡ଼ି  ପରଖ ଛନ୍ତି ନା ସିଡ଼ି   କ୍ୱାଲିଟିର ପ୍ରାକ୍ତିଚ୍ଚାଲ କରିଛନ୍ତି !’ ମିଣ୍ଟୁ  କଥା ଶୁଣି ମୁହଁ ଶୁଖେଇ ପକେଇଲା ! ଆରତି! କହିଲା- ‘ଛାଡ଼ ହେ ସେକଥା! ତୁମେ କ’ଣ ଜାଣିଚ କେଉଟ ମାଛ ଧରେ ସିନା, ହେଲେ କ’ଣ ଖାଇପା ରେ | ମୋର ସେଇ ଅବସ୍ଥ! ! ତୁମ ଭାଇ  ଗୋଟେ ମୁର୍ଖ କେଉଟ|’ ମିଣ୍ଟୁ କହିଲା- ‘ମୁଁ କିନ୍ତୁ ମୂର୍ଖ  ନୁହେଁ! ଭାଉକ ଯଦି ଗହିଁକେ ତା’ହେଲେ ମୁଁ ସବୁପ୍ରକାର ମାଛର ଟେଷ୍ଟ   ଚଖେଇ ପାରିଚି!’ ମିଣ୍ଟୁ କଥାଶୁଣି କିଛି ସମୟ ଗୁମ୍ ହୋଇଗଲା ଆରତି! କହିଲା ,ୱେଷ୍ଟର୍ଣ   (ବିଦେଶୀ ବୟସ୍କ ସିଡ଼ି) ସସବୁ ଦେଖୀ  ତା’ର ବି ଇଚ୍ଛ! ସେସବର ସ୍ୱାଦ ଆସ୍ୱାଦନ କରେ ! ହେଲେ ବିଜୟ ତ ଜୋର କାମକୁ ନୁହେଁ! ପଦି ମିଣ୍ଟୁ ତାକୁ ସେଇ ଖୁସି ଦେଇପାରେ ! ଚଟ କିନା କହିଲ!- ‘ଘର ଭିତରକୁ ଆସ! ଆଳି କେହି ନାହାନ୍ତି ! ଝିଅ ସୁଲ୍ ଯାଇଛି! ଆଉ ବିଜୟ ଯାଇଛି ତା’ର ପ୍ରପର୍ଟି କାମରେ ମିଣ୍ଟୁ ଦେଖିଲା ଯେ ୟା ଠାରୁ  ଭଲ ,  ସୁଯୋଗ ସେ ତାହିଁଲେ ବି ତାକୁ ମିଳିବନି! ଅନେକ ବର୍ଷ ହେଲା ସେ ନାରୀ  ଦେହର ସ୍ପର୍ଶ  ଯାଇନି! କେବଳ ଚିତ୍ର ଦେଖୀ ନିଜକୁ ଉତ୍ତେ ଜିତ କରିଛି! ଆରତି ଭଳି ନାରୀ ଟେ  ଯଦି  ତାକୁ ଆମନ୍ତ୍ରଣ  କରୁଛି ତା’ହେଲେ ସେ ତାକୁ ପାଦରେ ଏଡ଼େଇ ଦବ କ’ଣ ପାଇଁ?
ମିଣ୍ଟୁ ପଶି ଲା ଘର ଭିତରକୁ , ଘରକୁ ଭିତରପଟୁ ଲକ୍ କରିଦେଲ! ଆରତି! ମିଣ୍ଟୁ ସବୁ କିସମର ବିଦ୍ୟାରେ ପାରଙ୍ଗ ମ ସେ ଦେଶୀ ହେଉ କି ବିଦେଶୀ! ନିମିଷକ ଭିତରେ ସେ କିଣିନେଲା ଆରଡିର ମନକୁ! ଆଉ ସେହି ବେଳଠୁ ଆରଚି ଭୁଲି ଗଲା ଯେ  ଯେ, ସେ ବିଜୟର ସ୍ତ୍ରୀ ! ଓଲଟି ସେ ଭାବୁ ଥିଲା  ମିଣ୍ଟୁ ଭଳି ଏକ ପାର୍ଟନର ପାଇ ସେ ଭାଗ୍ୟ ବତୀ
   କିଛିବର୍ଷ ବିତିଲା ମିଣ୍ଟୁ ଓ ଆରତିଙ୍କ ପରକୀୟା ସମ୍ପର୍କ ରେ  ଗ୍ରହଣ ଲାଗିଗଲା ପ୍ରଥମେ ପାଖ ପଡ଼ୋଶୀ ସନ୍ଦେହ କଲେ ସେମାନଙ୍କ ଭିତରୁ କିଛି ଲୋକ ବିଜୟ କାନକୁ ମଧ କଥା ନେଇଗଲେ! ବିଜୟର କିନ୍ତୁ ପୂର୍ଣଭରସା ଥିଲା  ଆରତି  ଉପରେ  ତଥାପି ସେ ଥିଲା  ଜଣେ ମଣିଷ! ସନ୍ଦେହର ବିଷ ତା’ ମଗଜକୁ ଉଠିବ!ଆରମ୍ଭ କଲା ସେ ଯୋଜନା କଲା ସେ, ଯଦି ଆରତି ପାପ ପ୍ରଣୟରେ ଲିପ୍ତ ଥାଏ ତା’ହେଲେ ସେ ଡାକୁଘଟଣା ସ୍ଥଳରେ ଆବିଷାର କରିବା ଦିନେ କାମକୁ ଯିବାର ଯୋଜନା କରି ସେ ବାହାରି ଗଲା| ଝିଅ କୁ ଆରତୀ ସ୍କୁଲ କୁ ପଠେଇ ଦେଲା ଆଉ ଘର କୁ ଆମନ୍ତ୍ରଣ କରି ଆଣିଲା  ମିଣ୍ଟୁ କୁ! ମିଣ୍ଟୁ ଓ ଆରତି ଆପଭିଜନକ ଅବସ୍ୱାରେ ଥିଲା  ବେଳେ ଘରେ ଆସି ହାକର ହୋଇଗଲା ବିଜୟ, ଧର ପଡ଼ିଗଲା ଆରତି!

ମିଣ୍ଟୁ କୂ ଧୁମ୍ ବାଡେଇଲା ବିଜୟ! ଗୋଡ଼ହାତ ତଳେ ପଡ଼ି ସେ ଠାରୁ  ପକେଇଲେ ମିଣ୍ଟୁ ଆରତିକୂ ବିସେ ବାଦ ଦେଲା ନି ମାଡ଼ରୁ ! ଆରତି ବି ଗୋଡ଼ହାତ ତଳେ  ପଡ଼ିଲା ତରଳି ଗଲା  ବିଜୟର ମନା ସେ ଭାବିଲା  ଯା’ ହେଲେ  ବି ଆରତି ତା’ ପିଲାର ମା’! ଭୁଲ ତ କରିଛି  ସେଠି ଲାଗି  ସେ କ’ଣ ତାକୁ ମାରିଦେବା ତେବେ ସେ ଭାବିଲା ପାପ ସମ୍ପର୍କ ଆରମ୍ଭ ହୋଇଛି ମାନେ ତାକୁ ରୋକି  ଟୋକି ହେବନି! ପୁଣି ପାଖରେ ଅଛନ୍ତି  ଉଭୟ ଆରତି ଓ ମିଣ୍ଟୁ! ତେଣୁ ସେ ସ୍ଥାନ ବଦଳେଇ  ଦେଲ! ଆଉ ଆରତିକୁ ଗୋଡ଼େ ଗୋଡ଼େ ଜଗି ରହିଲା ଫଳତଃ ଚେଷ୍ଟା କରି ବି ଅରଡି ଓ  ମିଣ୍ଟୁ ମିଶି  ପାରିଲେ ନାହିଁ  ! ପୁଣି ନ ମିଶି ରହି ପାରିଲେ ନାହିଁ  ! ସେମାନେ ଯୋଜନା  କଲେ ବିଜୟକୁ ରାସ୍ତା ରୁ ହଟେଇ ଦେବେ  ଆଉ ତାହ! ହିଁ କଲେ! ମିଣ୍ଟୁ ଆରତି ଏବଂ ମିଣ୍ଟୁ ର ଜଣେ ସାଙ୍ଗ  ମିଶି ବିଜୟକୁ  ପିଟିପିଟି  ମାରିଦେଲେ! ଏବେ ଆରତି ଓ ମିଣ୍ଟୁ ଜେଲ୍ ରେ  ! ବିଜୟ କରି ଥିବା  ‘ସିଡୀ ଶପ’ର କୌଣସି ଠିକଣା ନାହିଁ………………..

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...