Sunday, 30 April 2017

ନୂଆବର୍ଷ






ନିଲୁ  ଓରଫ୍ ନିର୍ମଳା ଜୟସ୍ୱାଲ୍ ଜୀବନରେ ୨୮ ଥର ନୂଆବର୍ଷ ଆସି ସାରି ଥିଲା  ମାତ୍ର ଦୁଇଟି ‘ନୃଆବର୍ଷ’ ତା’ ପାଇଁ ଥିଲା ସବ୍ରୁଠୁ ଗୁରୂତ୍ଵପୂର୍ଣ୍ଣ! ଉତ୍ତର ପ୍ରଦେଶ  ଲକ୍ଷ୍ମୌ ର  ଖୁରାମନଗର ଅଧୀନରେ ଗୋଟିଏ  ଅଞ୍ଚଳ  ପନ୍ତନଗର! ଏହି ପନ୍ତନଗରରେ ରହଛି ବଜରଙ୍ଗ  ପ୍ରସାଦ ଜୟସ୍ୱାଲ୍ | ବଜରଙ୍ଗ ଙ୍କ ର  ଗୋଟିଏ ବୋଲି ଝିଅ ନିର୍ମଳା ଓରଫ୍ ନ1ଲୁ! ଅଠେଇଶ ବର୍ଷିଆ ନିର୍ମଳା ଦେଖି ବାକୁ ଥିଲା  ଖୁବ୍ ସୁନ୍ଦରୀ ! ପାଠ ମଧ ବେଶ୍ ଭଲ ପଢୁ ଥିଲା ତେବେ ପରିବାରର ଆର୍ଥିକ  ଅବସ୍ଥା  ସ୍ଵଛଳ  ତା ଅମ୍ୱଚ୍ଚଳଢା କାରଣରୁ ସେ ମାଡ୍ର ବି.ଏ. ପର୍ଯ୍ୟନ୍ତ  ପଢ଼ିବାର ସୁଯୋଗ ପାଇ ଥିଲା |ପାଠପଢ଼ା ଅଧାରେ ରହିଗଲା ବୋଲି ଯେ, ସେ ମନଉଣା କରିଥିଲା  ସେକଥା ନୂ6ହାଁ ସେ କିଛି ନା କିଛି କରି ରୋଜଗାରକ୍ଷମ ହେବାକୁ ଗହୁଁଥିଲା ! ସେଥିଲା ଗି ସେ ଗୋଟିଏ ବଡ଼ ସପିଂ ମଲ୍ ରେ  ସେଲ୍ସ ଗାର୍ଲ ଭାବରେ କାମ କରୂଥିଲା !


ସେହି  ସପିଂ  ମଲ୍ ରେ  କାମ କ ରୁ ଥି ବା ବେଳେ ତା’ର କମଲେଶ୍ ଝା’ ନାମକ ଜଣେ ଯୁବକ ସହିତ ଭେଟ ହେଲା  ବାସ୍ତବ   ବରେ କମଲେଶ୍ ସେହି ମଲ୍ କୁ  ଆସିଥିଲା  କିଛି ସପି° କରିବା ପାଇଁ ! ତା’ର ବାପା ଲାଲବାବୁ  ଝା’ ଜଣେ କଂଟ୍ରାକ୍ଟର ଥିଲେ ! ସେ ବି.କମ୍ ପାସ୍ କରି ବାପାଙ୍କ ସହିତ କଶ୍ରାକ୍ତ୍ରିରେ ସାହାଯ୍ୟ କଚୂଥିଲା  ପ୍ରଥମ ଦେଖା ରେ  ନିର୍ମଳା ଆଡ଼କୁ ଆକର୍ଷିତ ହୋଇ ଯାଇଥିଲା  କମଲେଶ୍! ତେଣୁ ସେ ଥରକୁଥର ସେହି  ମଲ୍ କୁ  ଆସୂଥିଲା  ଓ କେବଳ ନିର୍ମଳାଠାରୁ ହିଁ ଜିନିଷପତ୍ର କିଣୁ  ଥିଲା କମଲେଶ୍ ଯେ  ତା’ ଆଡ଼କୁ ଆକର୍ଷିତ ହୋଇଛି - ଏକଥା ଅଛପା ନଥିଲା  ନିର୍ମଳାକୂ! ଅବଶ୍ୟ ତାକୁ କମଲେଶ୍ ର  ଏ ଆଟିତ୍ୟୁତ୍ ବିରକ୍ତ ଳାଗୁନଥିଲା  ଓଲଟି ସେ ବି କମଲେଶ୍ ର  ଉପସ୍ତିତିକୂ ବେଶ୍ ମନଭରି ଉପଭୋଗ କରୂଥିଲା  ସତକଥା ଏଇଆ ଯେ, କମଲେଶ୍ ତାକୁ ମଧ ଭଲ  ଳାଗୂଥିଲା  ଆଉ ସେ ମଧ ତା’ ଜାଣତରେ କମଜେଶ୍ ପ୍ରତି ଆକୃଷ୍ଟ ହୋଇଯାରଥିଲା ! ଦିନ ବିତିବା ସହିତ ସେମାନେ ପରସ୍ପର ର ବନ୍ଧୁ  ମଧ ପାଲଟିଗଲେ! ପରସ୍ପର ର ସେଲ ନମ୍ବର ସେୟାର କଲେ ! ଖୁଶି ବାଣ୍ଟୁ ଥିଲେ ! ସୂଖଦୁଃଖ ସେୟାର କରୂ ଥିଲେ| ଏମିତି ଭାବରେ ଆସି ପହଁଚିଲା  ସେହିବର୍ଷର ଡିସେମ୍ବର ୩୧ ତାରିଖ! ସନ୍ଧ୍ୟା  ପ୍ରାୟ ସାତଟା   କି ଆଠଟା ହେବା ନିର୍ମଳା ଡିଉଟି ରୁ ଫେରି ଘରେ ପହଂଚୁ ଥାଏ!
    ସେତିକିବେଳେ ଆସିଲା କମଲେଶ୍ ର  ଫୋନେ  କମଲେଶ୍ କହିଲା- ‘ରାତିଟା ପାହିଲେ ପୁରୁଣା  ବର୍ଷ ଚାଲିଯିବ! ମୁଁ ଚାହୁଁଛି ଆଜି ଆମେ ସାଥୀ ହୋଇ ନୂଆବର୍ଷକୂ ସ୍ୱାଗତ କରିବା " ନିର୍ମଳା କହିଲା- ‘ସେକଥୀ ତ ଠିକ୍! ହେଲେ ମୁଁ ତ ମଧରାତ୍ରି ଯାଏ ବାହାରେ ରହିପାରିବିନି |କମଜେଶ୍ କହିଲା- ‘ଘଣ୍ଟାଏ କି ଦୁଇଘଣ୍ଟା ତ ମୋତେ ଦେଇପାରିବ! ବାସ୍, ମୋଋ ଯେତିକି ଯଥେଷ୍ଠ! ମୋର ଚୂମକୂ କିଛି ସ୍ପେ ଶାଲ କଥା କହିବାର ଅଛି ନିର୍ମଳା କମଲେଶ୍ କଥାରେ ସମ୍ମତି  ଢଣେଇଲୀ ଆଉ ଫ୍ରେଶ   ହେବା ପାଇଁ ଉଠିଗଲା ଆଇନା ଆଗକୁ!
  ଆଇନା ଆଗରେ ବାସୁ ବସୁ ତା’ର ମନେ ପଡ଼ିଗଲା ନ’ବର୍ଷ ତଳର ଅତୀତ! ନ’ବର୍ଷ ତଳେ ଏମିତି ଏକ ନୂଆବର୍ଷ ଆସିଥିଲା ; ଯାହାର ପୂର୍ବଦିନ ସନ୍ଧ୍ୟା ରେ  ତାକୁ ଏମିତି ଫୋନ୍ କରିଥିଲା  ନୌସାଦ ଆର କହିଥିଲା ’ ସେ ତା’ ସହିତ ନୃଆବର୍ଷକୂ ସ୍ଵାଗତ କରିବାକୁ ଚାହେଁ! ତା’ର ତାକୁ କିଛି ସ୍ପେଶାଲ କଥା କହିବାର ଅଛି
   ନିର୍ମଳା ମନେ ପକେଇଲା’ ଯହରୁଲ  ହାସନ୍ ଓ ନୂରବାନୋଙ୍କ ପୁଅ ନୌସାଦ ହାସନ୍ ଥିଲା  ତାଙ୍କର ପଡ଼ୋଶୀ! ସେମାନେ ସାଥି ହୋଇ ପାଠ ପଢ଼ିଥିଲେ  ସମ ବୟସ୍କ  ହୋଇଥିବା ରୂ ଥୋ ପିଲାବେଳୁ ସାଙ୍ଗ  ହୋଇ ବଢିଥିବା ରୁ  ସେମାନଙ୍କ  ମଧ୍ୟ ରେ ଖୁବ ଭଲ ବନ୍ଧୁଢା ଥିଲା ବୟସ ବଢ଼ିବ! ସହିତ ସେମାନଙ୍କ ସମର୍କର ରଙ୍ଗ  ବଦକୂଥିଲା  ନୌସାଦ ମନରେ ତାକୁ ନେଇ କ’ଣ ଅଛି ସେକଥ! ନିର୍ମଳା ଜାଣିନଥିଲା  ହେଲେ ସେ କିନ୍ତୁ ନୌସାଦକୂ ତା’ର ମନ ଦେଇସାରୀ ଥିଲା କେ ବଳ ଅପେଷା କରିଥିଲା  କେକେ ସେହିଦିନ ଆସିବ ଯେଉଁଦିନ ନୌସାଦ ତାକୁ ପ୍ରପୋଯ  କରିବ |
      ନୂଆବର୍ଷ ପୂର୍ବଦିନ! ତାକୁ ଫୋନ୍ ରେ  ନୌସାଦ କହିଲା, ନିର୍ମଳା! ପ୍ଲଜ଼  ଆଜି  କିଛିଘଣ୍ଟା  ମୋ ସହ କାଟନୀ! ମୋଋ ତୂମକୂ ଗୋଟେ ଖୁବ୍ ଗୁରୁତ୍ୱପୂର୍ଣ କଥା କହିବାର ଅଛି! ନୌସାଦ କଥା ଶୁଣି ହସିଲ ନିର୍ମଳା! ଭାବିଲା, ତୂମେ ମୋତେ ଯାହା କହିବାକୁ ଗହୁଁଛ ସେକଥା ମୁଁ ବହୁ  ଆଗରୁ ଜାଣେ ! ତୁମେ କିନ୍ତୁ ଏକଥା ଜାଣି ନଥିବ ପେ, ତୂମ ମୁହଁରୁ ସେଇକଥାଟିକୂ ଶୁଣିବା ପାଇଁ ମୁଁ କିପରି ଚାତକ ପରି ଅନେକ ଦିନରୁ ଅନେଇ ବସିଛି’
 ନୌସାଦ ତାକୁ ନେଇଗଲା ଗୋଟେ ଫାଇଭଷ୍ଟାର  ର୍ରେସ୍ତୁ ରଣ୍ଟ କୂ! ସେଠରେ ଅନେକ କପଲ୍ ଯୋଡି ଯୋଡି  ହୋଇ କଥା ହେଉଥିଲେ ପ ଯେମାନେ ବି ଏକ ଟେବଲ ଅଧିକାର  କରିନେଲେ! ୱେଟର ଅର୍ଡ଼ର ନେଇ ଚାଲିଗଲା ନୌସାଦ ନିର୍ମଳା ହାତରେ ହାତ ରଖିଲା  ଆଉ କହିଲା- ‘ନିଲୁ! ମୁଁ ତୁମକୁ ଗୋଟେ କଥା କହିବାକୁ ଚାହୁଁଛି ! କୁହ, ତୁମେ ଭୁଲ ବୁଝିବନି ଚ?’ ନିର୍ମଳା ନୌସାଦର ହାତ ଉପରେ ହାତ ପକେଇ କହିଲା- ‘ନୌସାଦ! ଆମେ ଦୁହେଁ ପିଲାଟି ବେଳୁ ସାଙ୍ଗ  ସାଥିରେ  ହସିଖେଳି ବଡ଼ ହୋଇଛନ୍ତି ! କହିଲ, ମୁଁ ଡୁମର କିଛି କଥା କ’ଣ କେବେ ଭାଙ୍ଗି  ଦେଇଛି! ନା ତୂମ ଉପରେ କେବେ ରାଗିଛି?’ ରିଲାକ୍ସ ହୋଇ ଗଲା  ନୌସାଦ ତଳକୁ ମୁହଁ ପୋତି କହିଲା- ‘ମୁଁ ତୂମକୂ ଭଲ ପାଏ ’ ଜେମିତି ଚାରିଶ’ ଚାଳିଶ ଭୋଲ୍ଟର କରେଣ୍ଟ ପ୍ରବାହିତ ହୋଇଗଲା ନିର୍ମଳା ଦେହରେ! ସେ କେତେଦିନ ଧରି ଏଇ ତିନୋଟି ଶବ୍ଦ ଶୁଣିବାକୁ ଅପେକ୍ଷା କରିନାହିଁ ! ତା’ ଆଖ୍ ଛଳଛଳ ହୋଇଗଲା! ସେ ଆଉ ମୁହୁର୍ତେ ବି   ପାଟି ଚୁପ କରି  ରହିପାରିଲା ନାହିଁ ! ନୌସାଦର ହାତକୁ ନିଜ ହାତରେ ଜାବୁଡ଼ି ଧରି କହିଲା- ‘ମୁଁ ବି ତମକୁ ଭଲପାଏ! ହେଲେ  ଡର ଲାଗୁଚି ତମେ ମୁସ୍ ଲିମ୍! ଆମେ ହିନ୍ଦୁ! ଆମେ ଦୁହେଁ କ’ଣ ସ୍ୱାମା ସ୍ଵୀ ହୋଇପାରିବା?’
ନୌସାଦ କହିଲା, ଏ ପୃଥିବି  ର କୌଣସି ଶକ୍ତି  ଆମ ଦୁହିଙ୍କୁ ଅଲଗା କରିପାରିବନି! ନିର୍ମଳା ଭଲ ଭାବରେ ଦେଖି ଲା  ନୌସାଦର ଆଖି କୁ! ତା’ ଭିତରେ ତାକୁ ନେଇ ପ୍ରଚୁର ଭଲପାଇବା ଥିଲା  ସେଥିଲା ଗି ସେ ତା’ ମନକୁ ନୌସାଦକୂ ଦେଇଦେଲା ସେଦିନ କଥା ସରିଲା ସେଇଠି!
        ସେମାନେ ଘରକୁ ଫେରିଲେ! ତେବେ ପ୍ରତିଶୃତି ଦେଲେ ଆସନ୍ତା କଲି  ନୂଆବର୍ଷ ! ସେମାନେ ସାରାଦିନ ସାଥି ହୋଇ ବି ତେଇବେ ରାତିପାହି ସକାଳ ହେଲା! ଜଣେ ସାଙ୍ଗ କୁ  ଭେଟିବାର ବାହାନା କରି ନିର୍ମଳା ବାହାରି ଆସିଲା ଘରୁ! ନିର୍ଦିଷ୍ଟ ସ୍ଥାନ ରେ ତାଳୁ ଅପେଷାକରି ଠିଆ ହୋଇଥିଲା  ନୌସାଦା |ତାକୁ |ସେ ଗାଡ଼ି  ବସି ପଳେଇଗଲା ସେମାନଙ୍କ ଅଞ୍ଚଳଠୁ ଅନେକ ଦୂରକୁ; ଯେମିତି କେହି ସେମାନଙ୍କୁ ଜାଣିବେନି କି ଚିନହୀ ବେନି! କୁଆଡ଼େ ଯାଉଛି ବୋଲି ନିର୍ମଳା ଟିକେ ବୋଲି ଚିନ୍ତା  ନଥିଲା  ! କାରଣ ତାକୁ ନେଇ ଯାଉଥିଲା  ତା’ ମନର ମଣିଷ

ସେମାନେ ଏକ ତାରକା ହୋଟେଲରେ କୁ ଗଲେ ! ଆଗରୁ ରୂମ୍ ବୂକ କରି  ରଖୀ ଥିଲା ନୌସାଦା ସେହି ନିର୍ଦିଷ୍ଟ ରୂମ୍ ରେ  ସେମାନେ ପହ ଞ୍ଚିଲେ  ଭିତର ପଚୂ କବାଟ ଲକ୍ କରି ଦେଲା ନୌସାଦା ଦୁଇହାତ ମେଳାଇ ନିର୍ମଳାକୂ କହିଳା- ‘ଆସ ନିର୍ମଳା! ମୋତେ ହଗ କରା ଏ ନୂଆବର୍ଷ ମୋର ସବୁଦିନ ଲାଗି ସ୍ମରଣୀୟ  ହୋଇଯାଊ ନିର୍ମଳା ହସି ଦେଲା  ଓ ତା’ ପ୍ରେମିକ ବାହୁରେ ହଜିଗଲା ଅନେକ ସମୟ ପରେ ସେ ଅନୁଭବ କଲା ସେମାନେ କେବଳ ଆଲିଙ୍ଗନ ରେ ସୀମିତ ହୋଇ ରହି ନାହାନ୍ତି କେତେବେଳେ ସେମାନଙ୍କ ଅଜାଣତରେ ଚାରିଟା ଓଠ ବି ଏକାକାର ହୋଇସାରିଛି! ଇଚ୍ଛା  ଥିଲେ  ବାଧାଦ୍ଦେଇ ପାରୁ  ନଥିଲା ! ନିର୍ମଳା ! ତା’ଛଡ଼ା ନୌସାଦର ସ୍ପର୍ଶ ରେ ସେ  ଖୁସି ର ସ୍ଵର୍ଗକୁ ଛୁଇଁ  ସାରିଥିଲା  ! ତାକୁଆସ୍ତେ କରି ନିକର ଦୂଇବହୁ ରେ ତୋଳି ନୌସାଦ ନେଇ ଗଲା ବେଡ଼ ବେଦ୍ ଉପରକୁ! ସେମାନେ କେହି କାହାକୁ ରୋକିବାର ଅବସ୍ୱାରେ ନଥିଲେ ! ଉଭୟଙ୍କର ଥିଲା  ନିଷିଦ୍ଧ ଫଳ ଖାଇବାର ଇଚ୍ଛା  ! ଅତଏବ ତାହ! ହିଁ ହେଲ!

              ସେଦିନର ସେ ଘଟଣ! ପାଇଁ  ତିଳାର୍ଧେ   ବି ଦୁଃଖ ନଥିଲା  ନିର୍ମଳା ମନରେ! କାହିଁକିନା ସେ ଯାହା ପାଇଁ ନିଜର କୂମାରିତ୍ୱକୂ ସାଇତି ରଖି  ଥିଲା  ତା’ରି ହାତରେ ହିଁ ସମର୍ପଣ କରିଦେଲା ଏଥର ତା’ର ଗୋଟିଏ ସ୍ବପ୍ନ ଥିଲା ଯେ   ନୌସାଦ୍ ର ବେଗମ୍ ସାଜିବା ନୌସାବ୍ର ବି ଆପଭି ନଥିଲା  ନିର୍ମଳାକୃ ପତ୍ନୀ  କରିନେବା ପାଇଁ! ହେଲେ  ଧର୍ମ ସାଢିଲା ଅନ୍ତରାୟ! ଦଙ୍ଗା  ପ୍ରାୟ ପରିସ୍ତିତି  ଆରମ୍ଭ ହୋଇଗଲା ସଂଖ୍ୟାଲଘୁ ନୌସାଦର ମା’ ଭୟ ପାଇଗଲେ! ସେ ସ୍ୱାମୀଙ୍କୁ ଅନେକ ଆଗରୁ ହରେଇ ସାରିଥିଲେ   ! ଏକେ କିନ୍ତୁ ପୁଅକୁ ହରେଇବା ପାଇଁ ଚାହୁଁ ନଥିଲେ  | ତେଣୁ ସେ ରାଣ ନିୟମ ପକେଇ ନୌସାଦକୁ ନିଜ ଧର୍ମର ଝିଅକୁ ବାହା କରେଇବାକୁ ରାଜି କରେଇ ବେଲେ! ଏଥିରେ  ନ! ନୌସାଦର କିଛି କରିବାର ଥିଲା  ନା ନିର୍ମଳାର! ଉଭୟେ ଆଖି ର ଲୁହକୂ ଆଖି ରେ ମାରି ରହିବାର ଅଭ୍ୟାସ କଲେ! ନୌସାଦ ଜୁହି  ବୋଲି ଗୋଟେ ମୁସ୍ଲିମ୍ ଝିଅକୁ ବାହା ହୋଇଗଲା! ନିର୍ମଳା ଏହାକୁ ନିକର ଭାଗ୍ୟ ବୋଲି  ମାନିନେଲୀ ଦୁଇବର୍ଷ ବିତିଲା  ନୌସାଦ ଗୋଟିଏ ପୁଅର ବାପ ହେଲା
             ଏହା  ସତ୍ୱେ   ନୌସାଦ ଓ ନିର୍ମଳା ମଧ୍ୟ ରେ  ସମ୍ପର୍କ ରହି ଥିଲା ତେବେ ଫରକ ଥିଲା  ଏତିକି ଯେ ସେ ସମ୍ପର୍କରେ ଆଉ  ମଧୁରତା ନଥିଲା  କି ଆମାୟତା ନଥିଲା  ସ୍ୱାର୍ଥ ଭରି ଯାଇଥିଲା  ନୌସାଦ ମନରେ! ସେ ନିର୍ମଳକୁ  ତା’ର ରଷିଢା କରି ରଖୀ ବାକୂ ଗହୁଁଥିଲା ; ଆବଶ୍ୟକ ସ୍ଥଳେ ଯାହାକୁ ବ୍ୟବହାର କରି ନିଜର ବେହର ଭୋକ  ମେଂଟେଇ ପାରିବା ଦେଲେ ତାକୁ ସେ ସୁଯୋଗ ଦଉ ନଥିଲା  ନିର୍ମଳ!

       ଏତିକିବେଳେ ତା’ ଜୀବନକୁ ଆସିଲା କମଳେଶ୍  ଖାଲି ଆସିଲାନି ନୌସାଦ ଯିବ! ପରେ ମରୁଭୂମି ପାଲଟି ଯାଇ ଥିବା  ତା’ ଜୀବନ କୁ  ତୀବନକୂ ସେ ପୁଣିଥରେ ପ୍ରେମର ନନ୍ଦନକାନନ କରିଦେଲା ! ପୁଣିଥରେ ଆସିଲା ନୂଆବର୍ଷ ! ଆଉ ଠିକ୍ ସେଇଭଳି ନୂଆବର୍ଷ ପୂର୍ବଦିନ ରାତିରେ ତାକୁ ଅମଂତ୍ରଣ  ଜଣାଇ ଥିଲା  କମଲେଶ!
       ଆଇନାରେ ପ୍ରତିଫଳିତ ନିଜ ପ୍ରତି ପ୍ରତିବିମ୍ବ କୁ  ଦେଖ୍ ହସିନ୍ଦେଲା ନିର୍ମଳା! ଭାବିଲା, ଏହାକୁ ହିଁ କହଚ୍ଚି ଭାଗ୍ୟ ! ଦେଖାଯାଉ ଆଢି ରାତିରେ ତା’ର ନୂଆ ପ୍ରେମିକ କନଃଲଶ୍ ତାକୁ କ’ଣ କହୁଛି  |ସେହି ପୂରୁଣା ପାଠର ଆଲୋଚନା ହେଲା! ତାକୂ ପ୍ରପୋଜ଼ କଳା କମଲେଶ୍! ନେଲେ ନିର୍ମଳା କହିଲା ଏସ ବୁ  ମୋ ଜୀବନରେ ଘଟିସାରିଛି! ଏ ପ୍ରପୋଦ୍ ମୋ ପାଇଁ କାଳ ହେବନି ତ? ମୁଁ ପୁଣିଥରେ ଠକି ଯିବିନି ତ? କମଲେଶ୍ କହିଲା- ତୂମ ଅତୀତ ଶୁଣିବା ପରେ ମୋ ଭଲ ପାଇବା ଆହୂରି ଅଧିକ ଶକ୍ତି ଶାଳୀ ହୋଇ ଗଲା ହୋଇଗଲା ! ଦେ ଖୀବ, ମୁଁ କେବେ ବି ତୂମ ହାତ ଛାଡି଼ଦ୍ଦେବିନି! ଆମ ତୂମ ଦେହରେ ଧୂଳିଟିଏ
ପଡ଼ିବାକୁ ଦ୍ଦେବିନି ! ନିର୍ମଳ! ଭାବିଲା, ସମ୍ଭବତଃ ତା’ ଜୀବନରୁ କାଳରାତିର ଅନ୍ତ ଘଟିଲା ! ମାତ୍ର ନା, ତ!’ ଜୀବନକୁ ପୁଣିଥରେ ଧସେଇ ପଶିଲା ନୌସାଦ! ସେ ତାହୁଁ ନଥିଲା  ନିର୍ମଳ! ଆଉ କାହାର ହେଉ ! ସେ ସବୁ ଦିନେ  ତା’ର ରଷିତା ହୋଇ ରହିଥାଉ ! ନିର୍ମଳ! ତାଳୁ କାକୃତି ହେଳା  ! କହିଲ!- ତୁମେ ତ ଜୀବନରେ ଶାନ୍ତି  ପାଇଗଲା ସ୍ତ୍ରୀ  ପୁଅକୁ ନେଇ ସଂସାର କଲ! ମୋତେ ଏଥର ଶାନ୍ତି ରେ ବଂଚି ବାକୁ ଦିଅ  |
ସେତେବେଳେ କମଲେଶ୍ ସାଥିରେ ରାସ୍ତା  ଉପରେ ଯାଉଥିଲା ! ନିର୍ମଳା! ତା’ କଥା ଶୁଣି ରାଗିଗଳା ନୌସାଦ |ଅଶୀଳ  ଅଶ୍ଳୀଳ ଭାଷା ଗଷାରେ ଗାଳିଗୂଲକ କଲୀ ସେଇ ରାସ୍ତା ରେ  ବି ତାକୁ ମାଡ଼ ମାରିଲା ! ରାପ୍ତା ଉପରେ ମାଡ଼ ଖାଉଥିବା  ନିର୍ମଳାର ବିକଳ ବେହେରା ଦେଖୀ ଆଉ ବେଶୀ ସମୟ ସହି ପାରିଲାନି କମଲେଶ୍! ଧାଇଁ ଆସି ପଛପଟରୂ ନୌସାଦ ର ମୁଣ୍ଡକୁ ପିଟି ଦେଲା  ସେ! ସେଇଠି ହିଁ ପ୍ରାଣ ଛାଡ଼ିଗଲା ନୌସାଦରୀ ସେ ରାସ୍ତା ଉପରେରକ୍ତ ବାନ୍ତି କରି ମରିଗଲା ନିର୍ମଳା ଆଖ୍ ଆଗରେ ସବ୍ରୁ ଘଟିଗଲା ! ଷ୍ଟା ଚୁ ପାଲଟି ସେ ନ୍ଦେଖୁ ଥିଲା  ସବୁକିଛି!
ପୋଲିସ୍ ହାତରେ ଧରାଦ୍ଦେଲେ ନିର୍ମଳା  କମଲେଶ! ଶେଷରେ ଅଦାଲତ ସେମାନଙ୍କୁ ଜେଲ୍ କୁ ପଠେଇ  ଦେଲା! ପ୍ରେମ ତା’ର ଜୀବନକୁ ଯେ  ଏମିତି  ଅନ୍ଧାର ଭିତରକୁ ଠେଲିଦେବ ସେକଥା ସେ ସ୍ୱପ୍ନ ରେ  ସୁଦ୍ଧା କଳ୍ପନା କରିପାରି ନଥିଲା  ! ଏବେ କେବଳ ତା’ର ଗୋତିଏ ସ୍ୱପ୍ନ କେବେ ଜେଲ ସକା ସରିବା ଆଉ କାମ  ନେଇ ସଂସାର କରିବ…………..

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...