ବାସ୍ତବରେ ନାରୀ ଟେ କ’ଣ ଚାହେଁ ସେକଥା କାଣି ନ ଥିଲା ଧନଜିତ୍ ହେଲେ ନାରୀମନର ଗୂଢ଼ ତତ୍ୱ କୁ ଭଲ ଭାବରେ ପଢ଼ିଥିଲା ଗୁରୁପ୍ରୀତ | ଜାଣିବ! ବେଳକୁ ନେଡ଼ି ଗୁଡ଼ ଯାଇ ପହଞ୍ ଯାଇଥିଲା କଦୂଣି ନିକଟରେ! ପଞ୍ଜାବର ବର୍ଣାଲା ଜିଲ୍ଲା ଟାପା ଥାନା ଅନ୍ତର୍ଗତ ଧ୍ ଲୱାନ୍ ଗାଁରେ ରୁହ୍ୱନ୍ତି ମଲକିତ୍ ସିଂ! ତାଙ୍କରି ଘୁଅ ହେଊଛି ଧନଜିତ୍ ସିଂ! ଉଭୟ ମଲକିତ୍ ଓ ଧନଜିତ୍ ଖଲାସା କାମ କରନ୍ତି !ଟ୍ରକ ଗୁଡିକରେ ଆସୁ ଥିବା ଜିନିଷପତ୍ର ସବୁ ଅନ୍ ଲୋହିଂ ଆଉ ଅପ୍ ଳୋହିଂ କରିବା କାମ ହେଉଛି ସେମାନଙ୍କର! ଏଥିରୁ ଯାହ! ରୋଜଗାର ହୁଏ ସେମାନେ ବେଶ୍ ଭଲ ଭାବରେ ଚଳିଯାଆନ୍ତି !
ମଲକିତ୍ ପୁଅ ଧନଜିତ୍ ବାହାଘର କରିବାକୁ ଚାହୁଁଥିଲା ’ ସେ କିନ୍ତୁ ଗୋଟେ ଗୋରୀ ଓ ସୁନ୍ଦରା ଝିଅ ଖୋଯୁ ଥିଲା ତା’ ଦୃଷ୍ଟି ରେ ଗୋରା ଓ ସୁନ୍ଦରୀ ଝିଅକୁ ବୋହୁ କଲେ ଘରଟା ପୂରିଲା ପୂରିଲା ଲାଗିବ! ପୁଣି ସୁନ୍ଦରା ଝିଅଟେ ସୁନ୍ଦର ପିଲା ଜନ୍ମ କରିବା ତେଣୁ ତା’ ପର କେବଳ ସୁନ୍ଦର ଲୋକମାନଙ୍କର ଘର ହେବା ତେଣୁ ସେ ସେମିତିକା ଝିଅଟେ ଖୋଜି ବୁ ଲୁଥିଲା
ଅନେକ ଦିନ ପରେ ତାକୁ ସେମିତିକା ଗୋଟେ ଝିଅର ଠିକଣା ମିଳିଲା! ମ୍ୱର୍ଶ୍ଵଢିତ୍ କୌର ! ଝିଅ ଦେଖୀ ବାକୁ ବାପ-ପୁଅ ଗଲେ! ମ୍ୱର୍ଣକିତ୍ କୁ ଦ୍ଦେଖ୍ଦେବା ମାତ୍ରେ ମଲକିତ୍ଵ ସିଂର ପେଟ ପୂରିଗଲା! ନାଁକୁ ତା’ ଚେହେରା ବେଶ୍ ମେଳ ଖାଉଥିଲା ! ଗୋର! ରଙ୍ଗ ଦେହକୁ ତା’ର କୋଟିକମ ଚେହେରା ବେ ଶ୍ ମାନୂଥିଲା ନିଜେ ମଲକିତ୍ ସ୍ୱର୍ଣଢିତ୍ ର ରୂପ ଦେଖ୍ ବିମୋହିତ ହୋଇଗଲା! ଭାବିଲା, ମୋ’ ଘରର ବୋହୁ ହେବାକୁ ଏଇ ଝିଅ ହିଁ ଉପଯୁକ୍ତ ଅନ୍ୟପଟେ, ଧନଢିତ୍ ଭାବୁ ଥିଲା ’ ସେ ଯାହାକୁ ଦେଖୁଛି ସେ ଗୋଟେ ମଣିଷ ନା କାଚ କଣ୍ଢେଇ ! ଝିଅଟେ କ’ଣ ଏତେ ସୁନ୍ଦରୀ ହୋଇପାରେ! ସେ ସତରେ କ’ଣ ଏମିତି ଏକ ସୁନ୍ଦରୀ ଝିଅକୁ ସ୍ତ୍ରୀ ଭାବରେ ପାଇବ | ବେଳକୁ ବେଳ ଧନଢିତ୍ ସ୍ଵର୍ଣ୍ଣଜିତ୍ କୁ ଦେଖ୍ ପୁଲକିତ ହେଉଥିଲା ! ଯା’ହେଉ ଉଭୟ ପକ୍ଷର ସହମ ତି କ୍ରମେ ନିଷ୍ଠଭି ନିଆଗଲା ପେ, ଧନଢିତ୍ ସହିତ ସ୍ଵର୍ଣ୍ଣଜିତ୍ ର ଶୁଭ ବିବାହ ଅନୁଷ୍ଠିତ ହେବ ! ତାହା ହେଲା ମଧ !
ଚତୁର୍ଥୀ ରାତି ଆସିଲା! ଚତୁର୍ଥୀ ର ଘର ଭିତରକୁ ଧୀରେ ଧୀରେ ପ୍ରବେଶ କଲା ସ୍ଵର୍ଣ୍ଣଜିତ୍ ! ସ୍ଵର୍ଣ୍ଣଜିତ୍ ର ଅଳତା ଆଉ ମେହେବ୍ଦୀଲଗା ପାଦକୁ ଦେଖ୍ ଆବେଗରେ ଅଧି ର ହୋଇପଡ଼ିଲା ଧନଜିତ କଦିଲା- “ବୁ ଝିଲ ସ୍ଵର୍ଣ୍ଣଜିତ୍! ଆଜି ମୋର ‘ପାକିଯା ’ ଫିଲ୍ମ କଥା ମନେ ପଡି଼ଯାଊଛି!” ସ୍ଵର୍ଣ୍ଣଜିତ୍ କହିଲା- “ବୋଧହୁଏ ତୂମେ ପ୍ରଥମ ପୁରୁଷ, ଯିଏ ବାସର ରାତିରେ ସ୍ତ୍ରୀ କୁ ନ ଦେଖ୍ ଫିଇକଥା ଭାବୁ ଛି !” ଧନଜିତ୍ କହିଲା- “ନା ନା’ ସମ୍ପୂର୍ଣ ଫିଲ୍ମ ର କଥା ମୁଁ କହୁ ନି’ ଟ୍ରେନ ରେ ଯାତ୍ରାକରୁ ଥିବା ବେଳେ ନାୟିକା ମିନା କୁ ମାରୀ ସୋଇ ଯାଇଛି! ତା’ ପାଦ ଦି’ଟା ବାହାରକୁ ଦିଶୁଛି! ସେତିକିବେଳେ ପ୍ରବେଶ କରୁଛି ନାୟକ ରାଜକୁମାରୀ ସେ କୁମାରୀଙ୍କ ପାଦ ଦୁଇଟାକୁ ଦେଖ୍ ଏମିତି ବିମୋହିତ ହୋଇ ଯାଉଛି ଯେ, ଗୋଟେ ଚିଠି ଲେଖୁଛି ଆଉ ଚିଠିଟାକୁ ମିନା କୁ ମାରୀ ପାଦ ପାଖରେ ରଖୀ ଦେଇ ଚାଲିଯାଇଛି ! ଚିଠିରେ ଲେଖାଅଛି - ‘ତୂମର ସୁନ୍ଦର ପାଦ ଦୁଇଟାକୁ ତଳେ ଥୋଇବନି! ମଇଳା ଲାଗିଯିବ!” ଫିଲ୍ମ କଥା ଶୁଣି ସ୍ଵର୍ଣ୍ଣଜିତ୍ ହସିହସି ଗଡ଼ିଗଲା ଓ ଧନଢିତ୍ ପାଖରେ ବସିପଡ଼ିଲା ଧନଜିତ୍ ଖୁବ୍ ଆସ୍ତେ କରି ଧରିଲା ସ୍ଵର୍ଣ୍ଣଜିତ୍ କୁ ଯେମିତି ଟିକିଏ ବି ତାକୁ ଆଘାତ ନ ଲାଗେ! ଆଉ ନିଜ ଆଡକୁ ଟାଣିନେଇ ଆସ୍ତେ କରି ଛାତିରେ ତାପି ଧରିଲା
ଚତୁର୍ଥୀ ରାତିକୁ ନେଇ ସବୁ ଝିଅଙ୍କର ଗୋଟେ ନିଦିଷ୍ଟ ସ୍ବପ୍ନ ଥାଏ! ସେମିତି ସ୍ବପ୍ନ ବି ସ୍ଵସ୍ଵର୍ଣ୍ଣଜିତ୍ ଭିତରେ ଥିଲା ସେ ତା’ ସ୍ୱାମୀ ଠାରୁ ଅନେକ କିଛି ଆଶା କରୁ ଥିଲା ! ସେ ଗହୁଁଥିଲା ପଦ୍ମଫୁଲ ଟେ ହୋଇ ସେ ଧନକିତ୍ ନିକଟରେ ନିଜକୁ ସମର୍ପଣ କରିଦେବା ଆଉ ଧନଢିଦ୍ ହାତୀ ଟେ ପାଲଟି ହାତୀ ପଦ୍ମଫୁଲକୁ ଦଳିବା ଭଳି ତା’ର ଯୌବନକୁ ଉପଭୋଗ କରିବା |ଧନ ବି ଠିକ୍ ସେଇ ଏକା କଥ! ଭାବୁ ଥିଲା ସେ ଭା ବୁ ଥିଲା’ ସ୍ଵର୍ଣ୍ଣଜିତ୍ ଦେହ କେତେ କୋମଳ! ଠିକ୍ ପଦ୍ମଫୁଲ ଭଳି! ତା’କୁ ଜୋର କରି ଧରିଲେ କଷ୍ଟ ହେବା ସେ ତାକୁ ଆଘାତ ଦେବ କିପରି ? ରାତି ପାହିଗଲା ! ସ୍ଵର୍ଣ୍ଣଜିତ୍ ସିନା ପଦ୍ମଫୁଲ ପାଲଟିଲା’ ହେଲେ ଧନଜିତ୍ ହାତୀ ସ୍ତରକୁ ଉଠିପାରିଲା ନାହିଁ ! ତେଣୁ ଧନଜିତ୍ ଠୁ ସ୍ଵର୍ଣ୍ଣଜିତ୍ ସେମିତି କିଛି ପାଇପାରିଲା ନାହିଁ ! ଯାହା ପାଇଲା, ସେଥିରେ ସେ ଶାନ୍ତି କି ସନ୍ତୁଷ୍ଟ ହେଲାନାହିଁ ! ପୁରୁଷର କଠୋରତା ତା’ ପାଇଁ ଏକ ସ୍ବପ୍ନ ହୋଇ ରହିଗଲା
ଏମିତିରେ କିଛି ମାସ ବିତିଗଲା! ସ୍ଵର୍ଣ୍ଣଜିତ୍ ଅନେକଥର ଧନଜିତ୍ କୁ ବୁଝେଇବାକୁ ଚେଷ୍ଟା କରୁ ଥିଲା ଯେ, ସେ ଏକ ନାରୀ! ନାରୀମାନେ ସବୁବେଳେ ପୁରୁଷର ଆଘାତ ପାଇବାକୁ ସ୍ୱପ ଦେଖୁଥାନ୍ତି ! ସେ ଆସୁ! ତାକୁ ଆଘାତ କରୁ ! ଧନଢିତ୍ ତାକୁ ଯେତେ ଆଘାତ ଦେବ ସ୍ଵର୍ଣ୍ଣଜିତ୍ ସେତେ ଆନନ୍ଦ ପାଇବା ତା’ ନାରୀଚ୍ଚାବନ ସାର୍ଥକ ହେବ ! ହେଲେ ଧନଜିତ୍ ଗୋଟିଏ କଥାକୁ ଚ୍ଚାବୁ ଡ଼ି ଧରି ବସିଥିଲା - ସ୍ଵର୍ଶ୍ୱଜିତ୍ ହେଉଛି ଏକ କାଚ କଣେଇ’ ଯିଏ ସାମାନ୍ୟ ଆଘାତରେ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯିବା ,ଏଡ଼େ ସୁନ୍ଦରୀ ଝିଅକୁ ସେ କେମିତି ଆଘାତ କରିବା ତାକୁ ସେ କେମିତି କଷ୍ଟ ବେବ! ନା’ ସେ ତାକୁ ଫୁଲଟିଏ ପରି ଆଦର କରିବା ତାକୁ ସାଇତି ରଖିବା ଏମିତିକି ତାକୁ ଖରାକୁ ବି ଯିବା ପାଇଁ ଦେ ବନାହିଁ ! କାଳେ ସୂର୍ଯ୍ୟକିରଣ ପଡ଼ିଲେ ତା’ ଗୋରା ଦେହ କଳା ହୋଇଯିବା
ଏମିତି ଏମିତି ସମୟ ବିତୁ ଥିବା ବେଳେ ଉଭୟ ମଲକିତ୍ ଓ ଧନକିତ୍ ନିଷ୍ଠଭି ନେଲେ, ସେମାନେ ଆଉ ଖଲାସା କାମ କରିବେନି! ଗୋଟିଏ ଟ୍ରା କ୍ କିଣି6ବା ଫଳରେ ବହୁତ ଭଲ ରୋଜଗାର ହେବ! ଧନଜିତ ର କଣେ ବନ୍ଧୁ ଥିଲା ଗୁରୁପ୍ରୀତ! ଗୁରୁପ୍ରୀତ ର ଅନେକ ଲୋକ ପରିଚିତ ଥିଲା! ସେ ଅନେକ ଲୋକଙ୍କର ମାର୍ପ’ତ୍ ହୋଇ ସେମାନଙ୍କୁ ନୂଆ ତ୍ରକ୍ କିଣେଇ ଦ୍ଦେଇଥିଲା! ମଲକିତ୍ଵ ଓ ଧନ ଭାବି ଲେ- ସେମାନେ ଦିନେ ଗୁରୁପ୍ରୀତ କୁ ଘରକୁ ଖା ଇବା ପାଇଁ ଆମତ୍ରାଣ କରିବେ! ଆଉ ଭଲ ଭାବରେ ତା’ର ସତ୍କାର କରି ସେମାନଙ୍କୁ ବି ଗୋଟିଏ ଗାଡ଼ି କିଣିଦେବା ପାଇଁ ଅନୁରୋଧ କରିବେ! ସେମିତି ହେଲା! ଗୁରୁପ୍ରୀତ ଘରକୁ ଆସିଲା! ଏମାନେ ପୂର୍ବରୁ ଦାମୀ ଳିକର ଆଣି ଘରେ ରଖୀ ଥିଲେ ! ସମସ୍ତ ଙ୍କୁ ପରଷିବାର ଦାୟିତ୍ଵ ନ୍ୟସ୍ତ ଥିଲା ସ୍ଵର୍ଣ୍ଣଜିତ୍ ଉପରେ ସ୍ଵର୍ଣ୍ଣଜିତ୍ ପେଗ ବନେଇ, ସାଲାଦ ଆଦି ଧରି ଘର ଭିତରକୁ ପଶିଲା ! ତା’ ଉପରେ ଆଖ୍ ପଡ଼ିଲା କ୍ଷଣି ଗୁରୁପ୍ରୀତ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ! ତାକୁ ଲାଗିଲା, ଯେମିତି ତା’ ତଶ୍ଚି ବେଳକୁ କେଳ ଶୁଖ୍ ଯାଉଛି ଏଭଳି ଗୋଟେ ସୁନ୍ଦରୀ ଝିଅ ଯେ ଧନଜିତ ର ସ୍ତ୍ରୀ ହୋଇପାରେ ସେକଥା ସେ ବିଶ୍ବାସ କରିପାରୁ ନ ଥିଲା!
ସ୍ଵର୍ଣ୍ଣଜିତ୍ କୁ ଅଛପା ନ ଥିଲା ଗୁରୁପ୍ରୀତ ର ମନକଥା! ସେ ଗୁରୁପ୍ରୀତ କୁ ଚାହିଁଦ୍ଦେଇ ବୁ ଝିନେଇଥିଲା ସବୁକିଛି! ଆର ଏଥିରେ ବି ତା’ର କୌଣସି ଆପଭି ନ ଥିଲା ସୋ ବି ଗହୁଁଥିଲା ’ ତା’ ମନକଥା ଜଣେଇ ଦ୍ଦେବାକୁ ! ସେଥିଲାଗି ସେ ଲିକର ପରଷିବା ବେଳେ ଜାଣିଶୁଣି ଗୁରୁପ୍ରୀତ ଗ୍ଳାସସ ରେ ଅଧିକ ଢାଳ୍ପଥିଲା ତାକୁ ବଳେଇ ବଳେଇ ସାଲାତ୍ ଖୁଆଊ ଥିଲା ! ସେମିତି ରୁତି ଚିକେନ୍ ପରଷିବା ବେଳେ ଗୁରୁପ୍ରୀତ ଥାଳି ରେ ଅଧିକ ଚିକେନ୍ ଦଉଥିଲା ସ୍ଵର୍ଣ୍ଣଜିତ୍! ଖାଲି ଚିକେନ୍ ଦତ୍ତ ନ ଥିଲା ନା, କଣେଇ କଣେଇ ଚାହିଁ ଗୁରପ୍ରୀତ ର ଛାତିକୁ ଘାଇଲା କରିପକାଊ ଥିଲା ! ସ୍ଵର୍ଣ୍ଣଜିତ୍ ର ଏପରି ବ୍ୟବହାରକୁ ଏକ ଭିନ୍ନ ଅର୍ଥରେ ନଉଥିଲା ମଲକିତ୍ଵ ଓ ଧନଜିତ୍! ସେମାନେ ଭାବୁ ଥିଲେ ଗୁରୁପ୍ରୀତ ଆମର ଅତିଥ୍! ପୁଣି ସେ ଚାଁଇଁଲେ ଆମକୁ ଟ୍ରକ କିଣେଇଦବା ସେଥି ଲାଗି ସ୍ଵତନ୍ତ ଭାବରେ ତା’ର ସତ୍କାର କରୁଛି ସ୍ଵର୍ଣ୍ଣଜିତ୍ ,ହେଲେ ସ୍ଵର୍ଣ୍ଣଜିତ୍ ମତଲବ ଯେ କିଛି ଭିନ ସେକଥା ସେମାନଙ୍କ ଧାରଣା ବାହାରେ ଥିଲା
ସ୍ଵର୍ଣ୍ଣଜିତ୍ ଓ ଗୁରୁପ୍ରୀତ ସମସ୍ତଙ୍କ ଅଜାଣତରେ ପରସ୍ପରକୁ ସବୁଯ ସଂକେତ ପ୍ରଦାନ କରିଦେଲେ! ଗୁରୁପ୍ରୀତ ବି ସ୍ଵର୍ଣ୍ଣଜିତ୍ କୁ ପାଇବା ପାଇଁ ଏକ ତାଲ୍ ଖେଳିଲୀ ସେ ଭାବିଲା, ଯଦି ସେମାନଙ୍କୁ ଦିନକରେ ବା ମାସକରେ ଟ୍ରକ କିଣେଇଦବ ତା’ହେଲେ ସେ ସ୍ଵର୍ଣ୍ଣଜିତ୍ ଘରକୁ ଆସିବାକୁ ମୁପୋଗ ପାଇବ ନାହିଁ କିମା ସ୍ଵର୍ଣ୍ଣଜିତ୍ କୁ ପାଇପାରିବ ନାହିଁ! ତେଣୁ ସେ କାମକୁ ଗଡ଼େଇବାରେ ଲାଗିଲା ଆଉ କୌଣସି ନା କୌଣସି ବାହାନା କରି ଘରକୁ ଆସିଲା
ଦିନେ ଗୁରୁପ୍ରୀତ ଆସିବା ବେଳକୁ ଘରେ ଏକୁଟିଆ ଥାଏ ସ୍ଵର୍ଣ୍ଣଜିତ୍! ସେ ଗୁରୁପ୍ରୀତ କୁ ଖାଇବାକୁ ଦେଲା ! ଭଲ ଭାବରେ ରେ ସତ୍କାର କଳା ! ବସି କଥା ହେଉହେଉ ସ୍ଵର୍ଣ୍ଣଜିତ୍ ର ଖୁବ୍ ପ୍ରଶଂସା କଲା ଗୁରୁପ୍ରୀତ ! କହିଲା, ଯାହା ହେଉ ଧନଢିତ୍ ଭାଗ୍ୟବାନ୍’ ଯିଏ ଏଭଳି ଫୁଲ ପରି ସୁନ୍ଦରା ଝିଅକୁ ପାଇଛି! ସ୍ଵର୍ଣଜିତ୍ କହିଲା- ଖାଲି ଫୁଲ ପାଇଲେ କ’ଣ ହେବ ? ଭଅଁର ସାଜି ମହୁ ଶୋଷିପାରିଲେ ତ! ଗୁରପ୍ରୀତ ବୁ ଝିଲା’ ଏ କଥାରେ ସ୍ଵର୍ଣ୍ଣଜିତ୍ ର ଚା’ ପ୍ରତି ଏକ ବିଶେଷ ସଂକେତ ରହିଛି! ତେଣୁ ସେ ଡେରି କଲା ନାହିଁ ! ପ୍ରଥମେ ସ୍ଵର୍ଣ୍ଣଜିତ୍ ର ହାତକୁ ଧରିନେଲା ଗୁରୁପ୍ରୀତ
ହାତ ଛଡ଼େଇ ନେଲାନି କିମା ପ୍ରତିବାଦ କଲାନି ସ୍ଵର୍ଣ ସମ୍ପୂର୍ଣ୍ଣ ସହମତି ମିଳିଗଲା ଗୁରୁପ୍ରୀତ କୁ ! ସେ ଟାଣିଆଣି ସ୍ଵର୍ଣ୍ଣଜିତ୍ କୁ ଚାପି ଧରିଲା ତା’ ଛାତିରେ! ନିଜର ସମଗ୍ର ବଳ ପ୍ରୟୋଗ କରି ସ୍ଵର୍ଣ୍ଣଜିତ୍ ଓଠରେ ଚୂସନ ଦେବାକୁ ଲାଗିଲା! ସ୍ଵର୍ଣ୍ଣଜିତ୍ କୁ ଯେମିତି ସ୍ୱର୍ଗସୁଖ ମିକୁ ଥିଲା ! ସେ ଭାବୁ ଥିଲା ’ପ୍ରଥମଥର ପାଇଁ ସେ ଜାଣୁଛି ସ୍ୱାମୀ ସୂଖ କ’ଣ ବାସ୍ତବ ରେ ପୁରୁଷର କପୋରତା ରେ ଯେଏତେ ଆନବ୍ଦ ଥାଏ, ସେକଥା ସେ ଗଜମୂର୍ଖ ଧନତିତ୍ ଜାଣିବ କେମିତି
ଗୁରୁପ୍ରୀତ ଥିଲା ପକା ଖିଲାଡୀ ! ସେ ଥରକରେ ସବୁ ମଜା ଶେଷ କରିବାକୁ ଚାହୁଁ ନ ଥିଲା ଭା ବିଥିଲା , ଆଜି ପାଇଁ ଏତିକି ! ପରେ ପୁଣି ସେ ଖେଳିବ ସ୍ଵର୍ଣ୍ଣଜିତ୍ ସହିଟା ମାତ୍ର ସେକଥା ହେବା ପାଇଁ ଦେଲା ନାହିଁ ସ୍ଵର୍ଣ୍ଣଜିତ୍! ସେ ପଳେଇ ଯାଉ ଥିବା ଗୁରୁପ୍ରୀତ କୁ ଜାବୁଡ଼ି ଧରି କହିଲା- ‘ମୋତେ ଏମିତି ଦରଭୋ କିଲା ରଖ୍ ଗଲିଯାଅନି! ଅନ୍ତତଃ ମୋ ଭୋ କ ମେଣେଇ କି ଯାଅ ସେଦିନ ଧନଢିତ୍ ର ବେଡ଼ ରୁମ ରେ ସ୍ଵର୍ଣ୍ଣଜିତ୍ ଦେହର ଭୋକକୁ ବେଶ୍ ଜ୍ୟୋନଃର ମେଂଟେଇ ଥିଲା ଗୁରୁପ୍ରୀତ ! ପୁରୁଷ ପ୍ରେମ ପେ ନାରୀକୁ ଏତେ ସୁନ୍ଦର ସୁଖ ଦେଇପାରେ ସେକଥା ଆଗରୁ ଜାଣି ନ ଥିବା ସ୍ଵର୍ଣ୍ଣଜିତ୍ ପାଇଁ ସେଇ ମୁହୂର୍ତ ରେ ରେ ପୃ ଥିବା ର ସବୁ ଠାରୁ ଶ୍ରେଷ୍ଠ ଆଉ ପ୍ରିୟତମ ମଣିଷ ପାଲଟି ଯାଇଥିଲା ଗୁରୁପ୍ରୀତ !
ଅପରପକ୍ଷରେ, ଗୁରୁପ୍ରୀତ ପାଇଁ ଏହ! ଥିଲା ଈଶ୍ଵରଙ୍କ ଏକ ଆଶୀର୍ବାଦ! ବିବାହର ଏକାଧ୍ କ ମାସ ପରେ ବି କୁମାରୀ ନ ଥାଇ ବି ‘କୁ ମାରୀ’ ଥିଲା ସ୍ଵର୍ଣ୍ଣଜିତ୍ ସେ ଭାବୁ ଥିଲା ’ ଧନକିତ୍ ବି ଏମିତି ଗୋଟେ ନିର୍ବୋଧ ପୁରୁଷ, ଯେ ବାହା ହୋଇ ବି ଘରେ ତା’ ସ୍ତ୍ରୀ କୁ ଅବିବାହିତ କରି ରଖିଛି
ସେ ଯାହାହେଉ’ ସେମାନେ କେହି କାହାକୁ ଆଉ ଛାଡ଼ିବା ଅବସ୍ଥା ରେ ନ ଥିଲେ ! ସମସ୍ତେ ଚାଲିଯିବା ପରେ ସ୍ଵର୍ଣ୍ଣଜିତ୍ ନିକଟକୁ ଦୈନିକ ଆମୂଥିଲା ଗୁରୁପ୍ରୀତ ! ପୁଣି ଖୁବ୍ କମ୍ ଦିନରେ ସେ ଗୋଟିଏ ଟ୍ରକ କିଣିଦେ ଲା ମଲ୍ କିତ୍ ତଥା ଧନଜିତ୍ ଙ୍କୁ! ଫଳରେ ସେ ଆଦୂରି ବିଶ୍ଵସ୍ଥ ହୋଇଗଲା ସେମାନଙ୍କ ନିକଟରେ! ତେଣୁ ତାଙ୍କ ଘରକୁ ଆସିବାକୁ କେହି ସନ୍ଦେହ ଦୃଷ୍ଟି ରେ ଦେଖୁ ନ ଥିଲେ ଏଣୁ ସେ ଖୁବ୍ ସହଜରେ ମ୍ୱର୍ଣଢିତ୍ ଜୁ ଧନଜିତ ର ବେଡ଼ ରୁମ ରେ ପାଇ ପାରୁ ଥିଲା
ହେଲେ ଦିନେ ଧରାପଡ଼ିଗଲେ ଗୁରୁପ୍ରୀତ ଓ ସ୍ଵର୍ଣ୍ଣଜିତ୍! କାରଣ ସମୟ ପୂର୍ବରୁ ଘରକୁ ଫେରି ଆସିଥିଲା ମଲ୍ କିତ୍ ତଥା ଧନଜିତ୍ ! ସଚୂ କଥା ପଦାରେ ପଡ଼ିଗଲା ! ହୋପରେ ଉଭୟଙ୍କ ଉପରେ ଜାରି ହୋଇଗଲା କଟକଣା କେହି କାହା ସହିତ ମିଶି ପାରିଲେ ନାହିଁ!
ସବୁ ଅପରାଧରେ ଯାହା ଘଟେ, ଏଠି ବି ଠିକ୍ ସେଇଆ ଘଟିଲା ସ୍ଵର୍ଣ୍ଣଜିତ୍ କହିଲା, ତୁମକୁ ଛାଡ଼ି ମୁଁ ରହିପାରିବିନି ଗୁରୁପ୍ରୀତ | ଗୁରୁପ୍ରୀତ ବି କହିଲା, ମୁଁ ତୁମକୁ ଚାହେଁ! ବାସ୍ ସେମାନେ ନିଷ୍ପତି ନେଲେ ଧନଜିତ୍ କୁ ମାରିକେବେ! କାରଣ ଧନଜିତ୍ ନ ମରିବା ଯାଏ ସେମାନେ ଏକାଠି ହୋଇପାରିବେ ନାହିଁ! ସେଇଆ ହେଲା ସେମାନେ ସୁନ୍ଦରୀ ଗୋରୀ ଝିଅର ଗପ ଜାଣି ନ ଥିବା ଧନଜିତ୍ କୁ ମାରିଦେଲେ! ଏବେ ଜେଲ୍ ରେ ଦିନ ଗଣୁଛନ୍ତି ସ୍ଵର୍ଶ୍ୱ ଜିତ୍ ଓ ଗୁରୁପ୍ରୀତ !
No comments:
Post a Comment