Sunday, 23 April 2017

ସତରେ ନିଶିଗନ୍ଧା କପାଳରେ କ’ଣ ସୁଖ ଲେଖା ଥିଲା



ନିଶିକୁ ଲାଗିଲା, ଯେପରି ମୁହୂର୍ତକ  ପାଇଁ ଅଟକିଗଲା ସମୟ!ବାସ୍ତବରେ ସମୟ ତ ଅଟକି ନ ଥିଲା; ମାତ୍ର ନିଶି ମନରେ ପ୍ରେମର ମୂର୍ଚ୍ଛନା   ସ୍ଵରଧରି ବିଳପି ଉଠିଥିଲା! ସେ ଥରକୁଥର ପଡ଼ୋଶୀ କିଶନଲାଲ୍ ଛାତ ଉପରକୁ ଚାହୁଁଥିଲା; ଯେଉଁଠି ବସି ତା’ ଆଡ଼କୁ ଅନେଇଥିଲା କିଶନଲାଲ୍ ବନ୍ଧୁ   ଓମ ପ୍ରକାଶ  ଅଚାନକ ନିଶିର ଚିବୁକରେ ଗୋଳି ହୋଇଗଲା ପରସ୍ତେ ଲାଜର ଆସ୍ତରଣ! ଆଉ ସେ ଚଟକରି ଘର ଭିତରକୁ  ଚାଲିଗଲା ! “ଭାଇ କିଶନଲାଲ୍! ସେ ଝିଅଟି କିଏକି?” ଓମ ପ୍ରକାଶ  ପଚାରିଲା |କିଶନଲାଲ୍ କହିଲା, “ସିଏ ଝିଅନୂହେଁ! ଗୋଟେ ସ୍ତ୍ରୀ ଲୋକ! ପୁଣି ସ୍ୱାମୀ ପରିତ୍ୟକ୍ତା   ! ତା’ ନହିଁ ନିଶି! ସେ ଶିବହରି ଶର୍ମାର ବଡ଼ଝିଅ


ଶିବହରି ଶର୍ମାର ତିନିଝିଅ ! ନିଶି ହେଉଛି ବଡ଼ା ଦୁଇବର୍ଷ ତଳେ ତା’ର ନରେଶ ସହିତ ବାହାଘର ହୋଇଥିଲା! ନରେଶ ଥିଲା ଏକ ମଦ୍ୟପ  ସେ ମଦପିଇ ଆସି ନିଶି ସହିତ ପାଶବିକ ଅତ୍ୟା ଚାର କରୂଥିଲା! ତାକୁ ଯେ ମାରପିଟ କରୂଥିଲା ସେକଥା ନୁହେଁ! ସେ ନିଶି ସହିତ ପ୍ରତ୍ୟେକ ଦିନ ନୂଆନୂଆ ଉପାୟରେ ଅପ୍ରାକୃତିକ ସମ୍ପର୍କ ରଖୁଥିଲା! ଅନେକ ଦିନ ଯାଏ ନିଶି ସ୍ୱାମୀ କଥାରେ ହଁ ମାରୂଥିଲା! ମାତ୍ର ଯେତେବେଳେ ସୀମା ଟପିଗଲା ସେ ବାପଘରକୁ ଗଲିଆସିଲା! ଆଉ ରୋକ ଠୋକ  ଜଣେଇବେଲା ଯେ, ସେ ହସିହସି ବିଷ ପିଇପାରିବା ହେଲେ ଗୋଟେ ପଶୁ ସହିତ ଜୀବନ ବିଜେର ପାରିବନାହିଁ ! ଶିବହରିବାବୁ  ନିକ ତରିକାରେ ଘଟଣା କ’ଣ  ଜାଣିବାକୁ ଚେଷ୍ଟା କଲେ! ଆଉ ଅସଲ ଘଟଣା ଜାଣିବା ପରେ ଝିଅକୁ ପୁଣିଥରେ ନରେଶ ପାଖକୁ ପଠେଇବାକୁ ଇଚ୍ଛା କଲେ ନାହିଁ ! ତା’ ପରିବର୍ଡୋ ସେମାନଙ୍କର ଛାଡ଼ପତ୍ର କରେଇଦେଲେ! ବାସ୍, ସେବେଠାରୁ ନିଶି ବାପଘରେ!
“ନିଶି ସ୍ୱାମା ପରିତ୍ୟକ୍ତା! ଆଉ ମୁଁ ଅବିବାହିତ! ଭାଇ କିଶନଲାଲ୍! ଚୂମେ ଆମ ଦୁହିଁଙ୍କର ବାହାଘର କରିଦିଅନ୍ତ ନାହିଁ ଓମ ପ୍ରକାଶ ର କଥା ଶୁଣି ବହେ ହସିଲା କିଶନଲାଲ୍! ଆଉ କହିଲା, “ନରେଶ ତଥିଲା ଏକ ମଦ୍ୟପ! ହେଲେ ତୁମେ ତ କଣେ ନଷ୍ଟ  ଚରିତ୍ର! ବେଶ୍ୟ!ପଢ଼ାକୁ ନ ଗଲେ ତୁମର ରାତି ବିତେନି! ପଦି ନରେଶ ସହିତ ତା’ର ବିବାହ ତିଶ୍ଚିଲା ନାହିଁ; ତା’ହେଲେ ନିଶିର ତୁମ ସହ ବିବାହ ହେବ କେମିତି?” ସତକଥା ! ଓମ ପ୍ରକାଶ  ଥିଲା ଏକ ନଷ୍ଟ  ଚରିତ୍ର ! ଦେହଜୀବିଙ୍କ  ଗହଣରେ ତା’ର ଦିନସରୂଥିଲା! ତେବେ ଏଥି ପାଇଁ  ଯେ ସେ ବାୟ! ଥିଲା! ସେକଥା ବି କହିହେବନି! ପରିସ୍ଥିତି ତାକୁ ବାଧ କରିଥିଲା ଅବାଟରେ ପାଦ ଥାପିବା ପାଇଁ

ଉତ୍ତରପ୍ରଦେଶ ବରେଲୀ ଢିଲା ଅନ୍ତର୍ଗତ ଖମାରିଅ! ଗାଁର ଶିବଚରଣ ସରସ୍ଵତୀଙ୍କର ସାନପୁଅ ଥିଲା ସେ! ବେଶ୍ ସାବଲୀଳ ଭାବରେ ଶିବଚରଣ ତାଙ୍କର ପରିବାରକୁ ସମ୍ଭାଳି ଥିଲେ  ! ସେ ତାଙ୍କର ତିନିପୂଅ ଓ ଦୁଇଝିଅଙ୍କର ବାହାଘର କରିସାରି ଥିଲେ  ! କେବଳ ବାକି ରହିଥିଲା ଓମପ୍ରକାଶ! ମାତ୍ର ସେତିକିବେଳେ ଶିବଚରଣ ଆରପାରିକୁ ଚାଲିଗଲେ! ବାପାଙ୍କ ମୃତ୍ୟୁ ପରେ ଭାଇମାନେ ନିଜନିଜ ସଂସାରକୁ ନେଇ ବ୍ୟସ୍ତ  ରହିଲେ! ସାନଭାଇ କଥ! ଆଉ କାବା ମୁଣ୍ଡ କୁ  କୁଟିଲା ନାହିଁ! ବୟସର ଏକ ଇଚ୍ଛା  ଥାଏ! ଆଉ ସେହି ଇଚ୍ଛା କାହାମୁଣ୍ଠତ୍କ କୁଟିଳା ନାହିଁ ! ବୟସର ଏକ ଇଚ୍ଛା ଥାଏ! ଆଉ ସେହି ଇଚ୍ଛା ଅନୁସାରେ ମଣିଷକୁ କାମ କରିବାକୁ ପଡ଼େ! ଓମପ୍ରକାଶ ତ ବାହାହୋଇ ଘର  କରିବାକୁ ଚାହୁଁଥିଲା ! ମାତ୍ର କେହି ତା’ କଥା ବୁ ଝୁ ନ  ଥିଲେ  ! ଅପରପକ୍ଷରେ, ଦିନକୁଦିନ ଦେହର ଭୋକ ତାଳୁ ଅତିଷ୍ଠ କରୂଥିଲା! ବାସ୍, କୁପଥରେ  ଖସିଗଲା ପାଦା ସେ ପାଲଟିଗଲା ଏକ ନଷ-ଚରିତ୍ର!
ଓମପ୍ରକାଶ କିଶନ ଲାଲ୍ କୁ  କହିଲା, “ତୁମେ ଠିକ୍ କହୂଛ ମୁଁ ଏକ ନଷଚରିତ୍ର! ହେଲେ ଏକଥା ତୁମଛଡ଼ା ଏଠି କିଏ ଜାଣିଛି! ତା’ଛଡ଼ା, ଏଇ ପ୍ରଥମ ଢେଖାରେ ମୁଁ ନିଶିର ପ୍ରେମରେ ପଡ଼ିଯାଇଛି !” କିଶନଲାଲ୍ କହିଲା,  “ତୁମେ ତ କଣେ ଅଜବ ରୋମିଓ! ତୁମେ ସିନା ପ୍ରଥମଦ୍ଦେଖାରେ ପ୍ରେମରେ ପଡ଼ିଗଲା ହେଲେ ନିଶି କ’ଣ ଡୁମ ଭଳି ହେଇଛି ଯେ, ତୁମକୁ ଦେଖୁଦେଖୁ ତୁମ ପ୍ରେମରେ ପଡ଼ିଯିବା” ଓମପ୍ରକାଶ କହିଲା, “ମୁଁ ବାଜି  ଲଗେଇ କହିପାରିବି  ଯେ, ନିଶି ମୋ ପ୍ରେମରେ ପଡ଼ିଯାଲଛି! ଅପେକ୍ଷା, କର ଦେଖିବ ବ’ ନିଶି ଆଉ ଟିକିଏ ପରେ ଛାତକୁ ଆସି ମୋତେ ଅନେଇବା  !” କିଶନଲାଲ୍ ଓମପ୍ରକାଶ କଥାକୁ ଫୁଟକି  ମାରି ଉଢ଼େଇଦ୍ଦେଲା ! ମାତ୍ର ଟିକକ ପରେ ତା’ର ସବୁ  ଅନୂମାନଭୁଲ ବୋଲି ପ୍ରମାଣିତ ହୋଇଗଲା! ସେ ଦେଖି ଲା’ ନିଶି  ଧୀରେ ଧାରେ ଛାତ  ଉପରକୁ ଆସିଲା ଓ ବୁ ଲି ବୁ ଲି ଓମପ୍ରକାଶଙ୍କୁ ଦ୍ଦେଖୀ ଲା’
ଏଇଠୁ ଆରମ୍ଭ ହେଲା ନଷ-ଚରିତ୍ର ଓମପ୍ରକାଶ ଓ ସ୍ୱାମୀ ପରିତ୍ୟକ୍ତା ନିଶିଗଦ୍ଧାର ପ୍ରେମ କାହାଣୀ ! କୌଣସି ନା କୌଣସି ବାହାନା କରି ଓମପ୍ରକାଶ ବନ୍ଧୁ କିଶନଲାଲ୍ ଘରକୁ ଆସୂଥିଲା ଓ ନିଶି ସହିତ ମିଳାମିଶା କରୂଥିଲା’ ଦିନେ ଓମପ୍ରକାଶ କହିଲା- “ନିଶି! ମୁଁ ତୁମ ପ୍ରେମରେ ପଡ଼ିଯାଇଛି !” ନିଶି କହିଲା- “ତୁମେ କେବଳ ମୋ ପ୍ରେମରେ ପଡ଼ିନା ଓଲଟି ମୋତେ ବି ତୁମ ପ୍ରେମରେ ପକେଇ ଦେଇଛ !” ନିଶି କଥା ଶୁଣି ଓମ ପ୍ରକାଶ ର ମନ ଆନନ୍ଦରେ କୁରୁଳି ଉଠିଲା’ ବାସ୍ତବରେ ସେ ଦେହଜୀବାଙ୍କ ଦେହର ଗନ୍ଧରେ ଅତିଷ୍ଠ ହୋଇ ଉଠିଥିଲା! ସେ ଚାହୁଁଥିଲା କାହାକୁ ନା କାହାକୁ ନେଇ ଘର କରିବାକୁ! ସେଥିଲାଗି ସେ ନିଶିର ହାତ ଧରି କହିଲା- “ପଦି ଆମ ଭିତରେ ପ୍ରେମ ଅଛି ତା’ହେଲେ ଆମେ ବିବାହ କରି ଘର କରିବା ନାହିଁ କ’ଣ ପାଇଁ ?” ନିଶି କହିଲା- “ମୁଁ ବି ସେଇଆ ଚାହୁଁଛି ! ହେଲେ ତୁମ ସହ ଘରୁ ଲୁଚି ପକେଇବାକୁ ମୋର ଇଚ୍ଚାନାହିଁ! ତୁମେ ମୋ ବାପାଙ୍କ ପାଖରେ କଥା ପକାଅ! ତା’ପରେ ଆମର ବାହାଘର ହେବ
       କିଶନଲାଲ୍  କୁ ମଧ୍ୟସ୍ଥ  କରି ବିବାହ ପ୍ରତ୍ସାବ ପକେଇଲା ଓମପ୍ରକାଶ! ନିଶିର ବାପା ଶିବହରି ଶର୍ମା ଏଭଳି ଏକ ପ୍ରସ୍ତାବକୁ ବାତଛଡ଼ା କରିବାକୁ ବାହୁଁ ନ  ଥିଲେ  ! ସେ ବି ନିଶିର ବିବାହ ପାଇଁ ବ୍ୟସ୍ତ   ଥିଲେ  ! ମାତ୍ର ଗୋଟେ ସ୍ୱାମୀ ପରିତ୍ୟକ୍ତା ଝିଅ ପାଇଁ ତାଙ୍କୁ କରପାତ୍ର ମିଳୁ ନ ଥିଲା  ପୁଣି ଯେଉଁମାନେ ଆସୁ ଥିଲେ   ସେମାନେ ନିଶିଠାରୂ ବୟସରେ ବହୂତ ବଡ଼  ଥିଲେ  ! ସେମାନଙ୍କର ବି ଏକାଧିକ  ସନ୍ତାନସନ୍ତତି ରହି ଥିଲେ  ! ସେମାନଙ୍କୁ  ଝିଅ ବାହ! ଦେବାକୁ ଇଚ୍ଚା କରୂ ନ  ଥିଲେ   ଶିବହରି! ହେଲେ ଯେତେବେଳେ ତାଙ୍କୁ ଓମ ପ୍ରକାଶ  ଭଳି ଏକ ଯୁବକର ଠିକଣା ମିଳିଗଲା ସେ ଖୁସିରେ ଅଧୀର ହୋଇଉଠିଲେ! ଅତଏବ, ଓମପ୍ରକାଶ ଓ ନିଶିଗଦ୍ଧାଋ ବାହାଘର ହୋଇଗଲା! ଓମ ପ୍ରକାଶ  ନବ ବିବାହିତା ନିଶିଗଦ୍ଧାକୁ ନେଇ ଉତ୍ତରାଖଣ୍ଡର ଲାଲ୍ କୁ ଆଁକୁ ଚାଲିଗଲା! ସେଠାରେ ତା’ ଭାଇ ଚନ୍ଦ୍ରାବୀର  ରଦୂଥିଲା! ସେ ତାଙ୍କୁ ଏକ ଗ୍ୟାସ ଏଜେନସି ରେ   ଲଗେଇଦ୍ଦେଲା
ନୂଆ ଜୀବନକୁ ନେଇ ବେଶ୍ ଖୁସି ଥିଲା ନିଶି! ନରେଶକୁ ବାହା ହେବା ପରେ ତା’ ଜୀବନରେ ଯେଉଁ ଝଡ଼ ଆସିଥିଲା ଛାଡ଼ପତ୍ରଗେ ଅବଶ୍ୟ ତାହାର ପ୍ରଭାବ କମିଗଲା! ହେଲେ ଯନ୍ତଣା ଜର୍ଜର ହୋଇଯାଇଥିଲା ତା’ରଜୀବନା ସେ ଭାବୁ ଥିଲା ହୁଏତ ତା’ କପାଳରେ ସୁଖ ଲେଖାନାହିଁ! କିନ୍ତୁ ଏବେ ଭାବୁ ଥିଲା’ ଓମପ୍ରକାଶ ରୂପରେ ତା’ ଜୀବନକୁ ସୁଖ ଫେରିଆସିଛି କିଛିଦିନ ଗଲା! ଦିନେ ଓମପ୍ରକାଶ ଅସୁସ୍ଥ  ହୋଇପଡ଼ିଲା! ମେଡିସିନ ଖାଇଲା ! ଅସୁସ୍ଥତା କମିଗଲା; ମାତ୍ର ସମ୍ପୂର୍ଣ ଭଲ ହେଲାନାହିଁ! ସେ ଦିନକୁଦିନ ଦୁର୍ବଳ ହେଲା! ତା’ର ଶରୀର କ୍ଷୀଣ ହୋଇ ଗଲା ! ସେ ବିବର୍ଣ ଦିଶିଲା! ଏପରି କି କାମ କରିବାକୁ ଯାଇପାରିଲା ନାହିଁ! ନିଶି ତାଙ୍କୁ ଏକ ଭଲ ଡାକ୍ତରଙ୍କ ପାଖକୁଦେଇଗଲା! ଡାକର ଓମ ପ୍ରକାଶ ର ରକ ନମୂନା ପରୀକ୍ଷା କରି ତାକୁ ଯାହା କହିଲେ ସେଥିରେ ତା’ ପାଦତକୁ ମାଟି ଧସିଗଲା  ତା’ ମୁଣ୍ଡ ଉପରେ ଚଡ଼କ ଛିଡ଼ିପଡ଼ିଲା! ତା’ର ଚତୁର୍ଦିଗ  ଘନ ଅନ୍ଧକାରରେ  ଭରିଗଲା!
ଓମ ପ୍ରକାଶ କୁ ଏଡ଼ସ |
ତା’ ଭିତରେ ବାସ ବାନ୍ଧି  ରହିଛନ୍ତି  ଏଟ୍.ଆଇ.ଭି ପଢିଟିର୍ ଭୂତାଣୁ ନିଶି ମୁଣ୍ଡ କିଛି କାମ କରୁନ ଥିଲା ! ସେ ଡାକ୍ତରଙ୍କ ହାତକୁ ଧରିପକେଇ କହିଲା (ଯଦିଓ ସେ ଏ ପ୍ରଶ୍ନର ଉତ୍ତର କ’ଣ ହେବ ଜାଣିଥିଲା)- “ଏଡ଼ସ ରୋଗର କ’ଣ କିଛି ଇଲାଜ ନାହିଁ?” ଡାକର ତାକୁ ନାସ୍ତିବାଣୀ ଶୁଣେଇଦ୍ଦେଲେ ଆଉ କହିଲେ- “ଏବେ ଓମପ୍ରକାଶ ସେତିକିଦିନ ରହିବ ସେତିକିଦିନ ଈଶ୍ଵର  ଇଚ୍ଚା କରିବେ !” ନିଶିର ଆଉ କିଛି କରିବାର ନ ଥିଲା! ତାକୁ  ଲାଗୂଥିଲା’  ଯେମିତି ଅନେକ ବର୍ଷ ପରେ ତାକୁ ମିଳିଥିବ  ସୁଖ ଟିକିଏକୁ କିଏ ଜୋର କରି ଛଡ଼େଇ ନେଇଛି! ସତକୁସତ ତା’ କପାଳରେ ସୁଖ ଲେଖାନାହିଁ

ସେ ଓମ ପ୍ରକାଶ କୁ ନେଇ ନିଜ ବାପଘରକୁ ଗଲିଆସିଲା! କାରଣ ଓମ ପ୍ରକାଶ  କାମ କରିପାରୁ ନ ଥିଲା! ସେ ଓମ ପ୍ରକାଶ କୁ ନେଇଆସିଲା ସତ; ହେଲେ ତା’ଠାରୁ ଦୂରେଇ ନେଲା ନିଜକୁ! ତା’ର ବାସନକୁସନ ଅଲଗା କରିଦେଲା ! ତା’ର ବିଛଣା ବି ପୃଥକ୍ କରିଦେଲା ଓମପ୍ରକାଶ କହିଲା- “ନିଶି’ ଛୁଇଁଦେଲେ ଏଡ଼ସ ହେଇପାଏନି କି ଚୁମ୍ବନ ରେ  ଏଡ଼ସ ଚ୍ୟାପେନି! ତୁମେ ଗହିଁବ ତ ମୁଁ ତୁମକୁ ଖୁବ୍ ନିରାପଦ ଭାବରେ ସୁଖ ଦେଇପାରିବି !” ଯେମିତି ବଦଳି ଯାଇଥିଲା ନିଶି  କହିଲା, “ଯାହାର ପନୀକୁ ସୁଖ ଦେବାର ଥାଏ ସେହି ମଣିଷ ନିଜ ଚରିତ୍ରକୁ କେବେ ବି ବରବାଦ କରେନାହିଁ ! ମାତ୍ର ତୁମେ ତାହା ହିଁ କରିସାରିଛ! ଏବେ ତୁମେ ମୋ ପାଇଁ ଏକ ପୋକରା ମଣିଷା ତୁମେ ଯେତେ ଦୂରେଇ ରହିବ ମୋ ପାଇଁ ସେତେ ଭଲ! ମୋର ଆଉ ସୁଖ ଲୋଡ଼ାନାହିଁ! କାରଣ ମୋ କପାଳରେ ସୁଖ ଲେଖାନାହିଁ ୮’ଏକଥା କହିଦେଲା ସତ; ମାତ୍ର ନିଜ ମନକୁ କି ଶରୀରକୁ ବୁଝେଇ ପାରୁ ନ ଥିଲା ! ନରେଶକୁ ବାହାହେଲା ପେ, ନରେଶର ପାଶବିକ ବିକାର ତାକୁ ଝୁଣିଝୁଣି ଖାଇଗଲା! ସେ ନିଜକୁ ବଂଚେଇ  ଚାଲିଆସିଲା ସେଠୁ! ହୋପରେ ତା’ ଜୀବନକୁ ଆସିଲା ଓମ କାଶ! ସେ ଜୀବିଥିଲା’ ଏଥର ତା’ ଜୀବନକୁ ଫେରିଆସିଲା ସୁଖ ଶାନ୍ତ  ସନ୍ତୋଷ ସବୁକିଛି! ସେ ତାହାକୁ ହାତଛଡ଼ା କରିବନି! ନିଜ ଜୀବନକୁ ବାଜି ଲଗେଇ ସେ ତାକୁ ସାଇତି ରଖିବ   ମାତ୍ର ହେଲା କ’ଣ ? ଓମ ପ୍ରକାଶ  ଗୋଟେ ଏଡ଼ସ ରୋଗା!
ନିଶି ଦୁଃଖରେ ଭାଙ୍ଗି  ପତୁଥିଲା! ନିଜର ନିଲଠା ଜୀବନକୁ ସେ ଧିକାର  କରୂଥିଲା! ପୁଣି ବେହର ଦାହରେ ତିଳତିଳ ଦହନ ହେଊଥିଲା! ସେ ଭୀବୁ ଥିଲା’ କେହି ଜଣେ ଆସନ୍ତା  ତା’ର ଦେହର ନୌକାରେ ଜୋର୍ର ଜୋର୍ର କାତ ମାରି ଆନନ୍ଦର ମହାସାଗର ଭିତରକୁ ନେଇଯାଆ ନ୍ତା  ମାତ୍ର କିଏ? କାହିଁ? କେଉଁଠି? ଚାରିଆଡ଼େ ତ ଅନ୍ଧାରୀ ଘନ ଅନ୍ଧାର! ସବୁ  ଅନ୍ଧାରରେ ସୋରାଏ ଆଲୋକର ଠିକଣା ଥାଏ ! ଆଉ ନିଶି ପାଇଁ ଅନ୍ଧାରରେ ବଚିଘର ପରି ମିଞ୍ଚି’ମିଞ୍ଚି ହୋଇ ଜଳୁ ଥିବା  ଆଲୋକର ଠିକଣାଟି ଥିଲା ରିଙ୍କୁ!
           ତାଙ୍କ ଘରେ ଭଡ଼ାରେ ରହୁ  ଥିଲେ   ହରିଶ୍ଚନ୍ଦ୍ରଙ୍କ ପରିବାର! ରିଙ୍କୁ ଥିଲା ହରିଶ୍ଚନ୍ଦ୍ରଙ୍କ ଶଳା! ନିଶିର ସେ ଖୁବ୍ ଘନିଷ୍ଠ ବନ୍ଧୁ  ଥିଲା! ତେବେ ନିଶି ଏକଥା ଜାଣି ନ ଥିଲା ଯେ, ରିକ୍ସ ତାକୁ କେଉଁ ଦୃଷ୍ଟି ରେ  ଦେଖେ! ଦିନେ କଥା ହେଊହେଉ ନିଜ ମନକଥା ଖୋଲି କହିଦେଲା ନିଶି! “ମୋ କପାଳରେ  ସୁଖ ଲେଖାନାହିଁ  ମୁଁ ହାନି କପାଳିଟିଏ!” ରିଙ୍କୁ କହିଲା, “ନିଶି! ତୁମେ ମୋତେ ବନ୍ଧୁ   ବୋଲି ଭାବୁ ଛା ଅଥଚ ମନକଥା ମନରେ ମାରି ରଖୁଛ! କୁହ, ମୁଁ ତୁମ ପାଇଁ କ’ଣ କରିପାରିବି!” ନିଶି କହିଲା, “ମୁଁ ଟିକିଏ ସୁଖ ଚାହେଁ! ଦ୍ଦେଇପାରିବୁ !”
ନିଶିକୁ ସୁଖ ଦେବାକୁ ପ୍ରସୃତ ଥିଲା ରିଙ୍କୁ ! ଏକଥା ଜାଣିବା ପରେ ନିଶିର ଖୁସିର ସୀମା ରହିଲାନାହିଁ! ନରେଶ ତା’ ପାଇଁ ଥିଲା ଏକ ଝଡ଼ | ଓମ ପ୍ରକାଶ  ଏକ ବିପର୍ଯ୍ୟୟ! ସେ ଭାବିଲା, ଏଇ ରିଙ୍କୁ ହିଁ ତା’ ପାଇଁ ବସନ୍ତର ପୂର୍ବାଭାସ! ଆଉ ବିବାହ, ଘରପଂସାର ତା’ର ଲୋଡ଼ାନାହିଁ ! ସେ ଅନ୍ତତଃ ଟିକିଏ ସୁଖର ସନ୍ଧାନରେ ବଂଚି ଯାଉ
  ମାତ୍ର ସତରେ କ’ଣ ନିଶି କପାଳରେ ସୁଖ ଥିଲା?
 ଦିନେ ଘର ଭିତରେ ରିଙ୍କୁ ସହ ନିଭୃତ ସମ୍ଭୋଗ ରେ ଲିପ୍ତ ଥିବ  ବେଳେ ଘରକୁ ପଶିଆସିଲା ଓମ ପ୍ରକାଶ  ଯେମିତି ପାଗଳ ହୋଇଗଲା ନିଶିକୁ ଏଭଳି ଅବସ୍ଥାରେ ଦେଖ୍! ମାରିବା ପାଇଁ ଝପଟି ଆସିଲା ରିଙ୍କୁକୁ! ମାତ୍ର ତା’ ପୂର୍ବରୁ ବାଘୁଣା ପରି ଓମପ୍ରକାଶ ଉପରକୁ ଝାମ୍ପି ପଡ଼ିଲା ନିଶି! ତାକୁ ଲାଗୁଥିଲା’ ଓମ ପ୍ରକାଶ  ଗୋଟେ ସଇତାନ; ଯିଏ ତା’ ସୁଖକୁ ପୁଣିଥରେ ଛଡ଼େଇନେବାକୁ ବସିଛି! ଚିପି ଧରିଲା ତା’ ତଶ୍ଚିକୁ' ଦୁର୍ବଳ ଓମ ପ୍ରକାଶ କିଛିସମୟ ଛାଟିପିଟି ହୋଇମରିଗଲା! ବନ୍ଧା ହୋଇ ଜେଲ୍ କୁ ଗଲା ନିଶି! ତା’ସହିତ ରିଙ୍କୁ! ଯେମିତି ସେ ପ୍ରଶ୍ନଟିଏ ଛାଡି଼ଦେଇଗଲା ସମସ୍ତଙ୍କ ପାଇଁ: ସତରେ ନିଶି କପାଳରେ କ’ଣ ସୁଖ ଲେଖା ଥିଲା

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...