ସୌରଭର ବଡ଼ ଭଉଣୀ ସରସ୍ଵତୀ କୋଲେ! ଟିଆ ର ବଡ଼ଭାଇ ଗୌତମ ବେରା! ପାରିବାରିକ ସହମତିକ୍ରମେ ଗୌତମ ଓ ସରସ୍ଵତୀ ପର ସ୍ପର କୁ ବିବାହ କରିଥିଲେ |ବୈବାହିକ ସମ୍ପର୍କ ଅନୁଯାଇ ଟିଆ ଥିଲା ସରସ୍ଵତୀର ନଣନ୍ଦ! ଭାଉଜ ର ଭାଇ ଭାବରେ ସୌରଭ ସହିତ ତିଆର ମଧୁର ସମ୍ପର୍କ ରହିବା ସ୍ୱାଭାବିକ! ତାହା ହିଁ ହୋଇଥିଲା ତେବେ ସମ୍ପର୍କକୁ କେବଳ ସେତିକିରେ ସୀମିତ ରଖି ବାକୁ ତାହୁଁ ନ ଥିଲା ସୌରଭ! ସେ ଯେଉଁଦିନ ଭଉଣୀର ବରକୁ ଦେଖି ବାକୁ ପାଇଁ ବେରା ପରିବାରକୁ ଯାଇଥିଲା ସେହିଦିନ ସେ ପ୍ରଥମକରି ଭେଟିଥିଲା ଟିଆକୁ ! ତିଆର ଶାନ୍ତ, ସରଳ ଓ ମନଲୋଭା ଚେହେରା ସୌରଭ ହୃଦୟ ର ସାଦା କାଗକରେ ପ୍ରେମର ହସ୍ତା ଷଋଟିଏ ଆକିଂ ଦେଇଥିଲା ସେ ସେହିଦିନଠୁ ଟିଆକୁ ଇଶ୍ୱର ତା’ ପାଇଁ ଗଢ଼ିଛନ୍ତି ବୋଲି ଧରିନେଇଥିଲା!
ତେବେ ସରସ୍ଵତୀର ବାହାଘର ବେଳକୁ ସେ ପାଠ ପତୂଥିଲା ଚାକିରି କରି ନ ଥିଲା ଭାବିଲା, ଯଦି ପରେ ସେ ବାହାଘର କଥା ପଠେଇବ ତା’ହେଲେ ପରିବାର ଲୋକେ ପ୍ରତିବାଦ କରିବେ!ପୁଣି ଖୋଦ୍ ଟିଆ ବି ଗୋଟେ ବେରୋଜଗାର ଯୁବକକୁ ବାହାହେବା କୁ ରାଜିହୋଇ ନ ପାରେ! ସେ ଥିଲାଗି ସେ ନିଜ ମନର କଥାକୁ ମନରେ ତାପି ରହିଲା ଆର ମନ ଲଗେଇ ପାଠ ପଢ଼ିଲା! ଯୋଗକୁ ତାକୁ ହୁଗୂଳିର ବ୍ଲ କ୍ କାର୍ୟଳୟରେ କ୍ଲର୍କ ଚାକିରି ମିଳିଗଲା
ସେ ସପ୍ତାହକୁ ଥରେ ସରସ୍ଵତୀ ଘରକୁ ଯାଉଥିଲା ଡାକୁ କେହି ପ୍ରତିବାଦ କରୁ ନ ଥିଲେ! କାଋଣ ସେ ଭଉଣୀ ଘରକୁ ଯାଉଥିଲା ହେଲେ ତା’ର ଅସଲ ଉଦ୍ଦେଶ୍ୟ ଥିଲା ଟିଆକୁ ଦେଖି ବାକୁ! କାରଣ ସେ ଟିଆକୁ ପ୍ରେମ କରିବସିଥିଲା ସରସ୍ଵତୀ ଓ ତିଆର ସମ୍ପର୍କ ଥିଲା ଖୁବ୍ ମଧୁର! ସେମାନେ ନଣଦ ରାଉଳ ନୁହେଁ ; ଓଲଟି ଦୁଇ ବାନ୍ଧବୀ ପାଳଟି ପାଇଥିଲେ! ତେଣୁ ଯେତେବେଲେ ସୌରର ସରସ୍ଵତୀ ଘରକୁ ଯାଉ ଥିଲା ସେ ବି ଟିଆ ସହିତ ଖୁବ୍ ଖୁଲମ୍ ଖୁଲା ମିଶିପାରୂଥିଲା! ଚାକିରି ପାଇବା ପରେ ସୌରଭ ଭାବିଲା, ଏଥର ସେ ଟିଆକୁ ତା’ ମନକଥା କହି ଦବ! ଦିନେ ଭଉଣୀ ଘରକୁ ପାରଥିଲା ସୌରଭ! ଜୋଗକୁ ବସ୍ ଷ୍ଟପ ରେ ଠିଆ ହୋଇଥିଲା ଟିଆ |ଖୁସା ହୋଇଗଲା ସୌରଭ ! ସୌରଭ କୁ ଦେଖ୍ ଟିଆ ବି ଖୁସିହୋଇଗଲା ! କହିଲା, “ସୌରଭ ! ଭଲ ହେଲା ତୂମେ ଦେଖା ହୋଇ ଗଲା ମୁଁ ଏକା ଏକା ଘରକୁ ଯାଇଥାନ୍ତି , ଦୋର ଲାଗିଥାନ୍ତା ଆମେ ଦୁହେଁ ଗପିଗପି ଚାଲିଯିବା ପେ, ଆଉ ବାଟକଷ୍ଠ ଯଣା ପଡ଼ିବନି
ସେମାନେ ସାଥି ହୋଇ ଚାଲିଲେ! ସୌରଭ ଭା ବୁ ଥିଲା’ ହୁଏତ ଏହାଠାରୁ ଆଉ ଭଲା ସୁଯୋଗ ତାକୁ ମିଳିବନି ! ତେଣୁ ସେ ଏବେ ନିଜ ମନକଥା ଟିଆକୁ କହିଦେବା ଦରକାର! ତା’ଛଡ଼ା, ଟିଆ ଆଜିର ଝିଅ! କିଏ ଜାଣେ ବେଶି ଡେରି କରିଦେଲେ ସେ ଆଉ କାହାକୁ ମନଦେଇ ନ ଦ୍ଦେବ ! ସୌରଭ ପଚାରିଲା, “ଅଚ୍ଛା ଟିଆ, ଆମ ସମାଜରେ ଗୋଟେ ବଦଳ ବାହା ଅଛି! ସେକଥା ତୁମେ ଜାଣିଛ?” ଟିଆ କହିଲା, “ଆରେ ଜାଣିବିନି କେମିତି? ମୋ ସାଙ୍ଗ କାକଳୀ ପର! ବଦଳ ବାହାଦ୍ଦେଇଛି! ମାନେ କାକଳୀ ଯାହାକୁ ବାହୀ ହେଇଛି ତା’ ତା ଭଉଣୀ କୁ କାକଳୀର ଭାଇ ବାହାହୋଇଛି! ଆଉ ଏକଥା ଜାଣିଛ ସୌରଭ ! ସେମାନେ ଖୁବ୍ ଖୁସିରେ ଅଛଚ୍ଚି !” ସୌରଭ ଭାବିଲା, ତା’ର ଅଧା କାମ ହୋଇଗଲା ! ‘ବଦଳ ବାହା’କୁ ନେଇ ଟିଆ ତା’ହେଲେ ପଜିଟିଭ ଅଛି! ଏଥର ଆଉ ଡେରି ନ କରି ଟିଆକୁ ପ୍ରପୋକ୍ କରିବା ଉଚିତ! ସୌରଭ କହିଲା, “ଟିଆ! ମୁଁ ଯଦି ତୁମକୁ ବଦଳ ବାହା ପ୍ରସ୍ତାବ ଦେବି ତୁମେ କ’ଣ ରାଢିହେବ?” ଚମକି ପଡ଼ିଲା ଟିଆ! ସୌରଭ ତାକୁ ବୁଝେଇଲା’ “ତୁମ ଭାଇ କୁ ମୋ ଭଉଣୀ ବାହାହେଇଛି ! ତୁମେ ମୋତେ ବାହାହେବ ! ବାସ୍! ମୁଁ ଯେବେଠୁ ତୁମକୁ ଦେଖିଚି ଯେବେଠୁ ମୋ ମନ ତୂମକୁ ହେଇସାରିଛି! ତୁମେ ମୋ ପୃଥିବି ପାଲଟିଯାଇଛ! କେବଳ ଚାକିରି କରି ନଥିଲି ବୋ ଲି ମୋ ମନକଥା ତୁମକୁ କହିପାରୁ ନ ଥିଲି! ହେଲେ କଥା ହେଉଛି ତୂମକୁ ମୁଁ ସବୁଠୁ ବେଶି ଖୁସାରେ ରଖିବି | ସେମାନେ ବାଟ ଗଲୁଥିଲେ ସୌରଭ କହୂଥିଲା ! ଆଉ ଟିଆ ନୀରବରେ ପାଦ ପରେ ପାଦ ପକେଇ ଚାଲୁଥିଲା! ସୌରଭ ପଚାରିଲା, “ଟିଆ! ତୁମେ କିଛି କହୁନ ଯେ ? କ’ଣ ମୋ ପ୍ରସ୍ରାବ ତୂମ ମନଲାଖ୍ ନୁ ହେଁ?” ଟିଆ କହିଲା, “ନା ନା’ ସେକଥା ନୁହେଁ! ତେବେ ମୁଁ ତୁମକୁ ନେଇ ଏମିତି କିଛି ଭାବି ନ ଥିଲି! ତା’ର ଅର୍ଥ ନୁହେଁ ପେ, ତୁମେ ମୋର ପସନ୍ଦ ନୁହଁ! ତେବେ ବାହାଘର ଭଳି ଗୋତେ ଗୁରୁତ୍ଵପୂର୍ଣ ନିଷ୍ଠଭି ନେବା ପାଇଁ ମୋତେ କିଛିଦିନ ସମୟ ଦିଅ ମୁଁ ଭଲଭାବେ ଭାବି ଚିନ୍ତା କହିବି !” ସୌରଭ କହିଲା, “ଠିକ୍ ଅଛି! ମୁଁ ତୁମ ପ୍ରତ୍ୟୁତ୍ତର ଅପେକ୍ଷାରେ ରହିଲି ସେମାନେ ଯାଇ ଘରେ ପହଞ୍ଚୀ ଯାଇ ଥିଲେ !
ଦୁଇଦିନ ସେଠାରେ ରହି ଫେରିଆସିଲା ସୌରଭ! ସେ ତିଆର ଫୋନ୍ କୂ ଊବ୍ ଗ୍ରୀବ ହୋଇ ଅପେକ୍ଷା କରୁ ଥିଲା କେବଳ ! ତେବେ ତା’ର ମନ ଥୟ ଧରୂ ନ ଥିଲା ! ସପ୍ତାହେ ପରେ ସେ ଫୋନ୍ ରେ ଟିଆକୁ! କହିଲା- “କେତେଦିନ ୱେଟ କରେ ଇବ ଟିଆ?”ଟିଆ କହିଲା, “ମୁଁ ଅନେକ ଭାବୁ ଛି! ହେଲେ ନିଷ୍ଠରି ନେ ଇପାରୁନି! ପ୍ଲେଆସେ ’ ମୋତେ ଆଉ କିଛିଦିନ ସମୟ ଦିଅ! ମୁଁ ମୋ ଆଡ଼ୁ ତୁମକୁ କଲ୍ କରିବି! ତୂମେ ମୋତେ ଫୋନ୍ କରିବନି !”
ଅପେକ୍ଷା କରିବା ଛଡ଼ା କିଛି ବି ଉପାୟ ନ ଥିଲା ସୌରଭା ର ! ସେ ଦାର୍ଘଶ୍ବାସ ଛାଡ଼ି ରହିଲା! ଠିକ୍ ଚାରିଦିନ ପରେ ଆସିଲା ତିଆର କଲ୍! ଥରି ଉଠିଲା ତା’ଦ୍ଦେହ! ଟିଆ କହିଲା, “ମୁଁ ତୁମକୁ ବାହାହେବାର ନିଷ୍ପତି ନେଇପାରୁ ନି! ତେବେ ଆମେ ଦୁହେଁ ପ୍ରେମ କରିବା! ଆଉ ସମୟକୁ ତା’ ବାଟରେ ଛାଡ଼ିଦେବା! ତୁମେ କ’ଣ କହୁଛ?” ସୌରଭ ଦେଖିଲା ’ ଆଦୌ ନ ପାଇବ! ଠାରୁ କିଛି ପାଇବ! ଭଲ! ପୁଣି ସେ ତ ଶୁଣିଛି ପଦି ପ୍ରେମ ସତ ହୋଇଥାଏ ତା’ହେଲେ ବିଜୟ ନିଶିତ! ସେ ତ ଚା’ ହଦୟ ଦେଇ ଟିଆକୁ ଭଲପାରଚି ! ଦିନେ ନା ଦିନେ ନିଶ୍ଚୟ ଟିଆ ତାକୁ ବାହାହେବ! ପାଇଁ ନିଜ ତରଫରୁ କହିବ...
ସେମାନେ ପ୍ରେମ କରିବାକୁ ନିଷ୍ପତି ନେଲେ ! କିଛିଦିନ ଫୋନରେ କଥ! ତା’ପରେ ବିଭିନ୍ନ ପାନକୁ ଏକାଠି ଗଲେ! ଏକତ୍ର ବୁଲିଲେ! ମନକଥା ସେୟାର କଲେ ! ସୌରଭ କଥ! ସତ ଜେଲ! ! ଦୁଇମାସ ପରେ ଟିଆ ଦିନେ ତ!’ ଛାତିରେ ମୁଣ୍ଠ ଗୁଂଜି କହିଲା, “ସୌରଭ୍! ମୁଁ ତୁମ ପାଇଁ ପାଗଳ ହୋଇଗଲିଣି! କୁହ ଆମେ କେବେ ବାହାହେବା?” ସୌରଭ ତା’ କେଶ ଭିତରେ ଆଙ୍ଗୁଳି ଚଳାଉ ଚଳାଉ କହିଲା, “ମୁଁ ତ କେବଳ ତୁ ମର ସ୍ୱାମା ହେବା ପାଇଁ ଦିନ ଗଣୁଛି
ଏକେ ସେମାନେ କେବଳ ବାହାହେବାଋ ଯୋଜନା କଚୁଥିଲେ! ପ୍ରେମ କେବେ ଲୁଚିରହେନା ! ଟିଆ ଓ ସୌରଭଙ୍କ ପ୍ରେମର ଖବର ଯାଇ ପହଞ୍ ଯାଇଥିଲା ଉଭୟ ତେର! ଓ ବୋଲେ ପରିବାରରେ! ଉଭୟ ପରିବାର ବି ଏକଥା ଢାଣିଥିଲେ ପେ, ଟିଆ ଓ ସୌରରଙ୍କ ପାଇଁ ସେମାନଙ୍କଠାରୁ ଭଲ ପ୍ରସ୍ତାବ ଆଉ କିଛି ହୋଇ ନ ପାରେ ମାତ୍ର ଦୁଇ ପରିବାରର ଗୋଟିଏ ସମସ୍ୟା ଥିଲା ସେମାନେ ‘ବଦଳ ବାହା’କୁ ପସନ୍ଦ କରୁ ନ ଥିଲେ
ଟିଆ ଓ ସୌରଭଙ୍କ ପ୍ରେମର କାହାଣୀ ଯେତେବେଳେ ସରସ୍ଵତୀ ଜାଣିଲ! ସେତେବେଳେ ସେ ତିଆର କାନକୁ ଧରି ପଚାରିଲା- “ଟିଆ! ତୂମେ ମୋ ନଣଦ ନୁହେଁ ! ମୋର ସବୁ ଠୁ ଭଲ ସାଙ୍ଗ ମୋ ଭାରକୁ ପ୍ରେମ କଳା ଅଥଚ ମୋତେ ଟିକେ ଜଣେଇ ଲେନି ! ଆରେ ଏଥିରେ ମୁଁ ତ ବେଶି ଖୁସା ହୋଇଥାନ୍ତି ଟିଆ କହିଲା- “ଭାଉଜ! ସୌରଭକୁ ବାହା ନ ହେଲେ ମୁଁ ମରିଯିବି! ହେଲେ କେମିତି ଏକଥା ମୁଁ ଘରେ କହିବି ଜାଣିପାରୁନି! ସୌରଭ ବି ଏଭଳି ଆଶଙ୍କା ରେ ପଡ଼ିଛି ! କେବଳ ତୁମେ ଆମ ଦୁହିଁଙ୍କ ସ୍ବପ୍ନ କୁ ପୂରଣ କରିପାରିବ !” ସରସ୍ଵତୀ ଟିଆକୁ ଆଶ୍ବାସନା ଦେଲା! କଦିଲା - “ତୂମେ ବ୍ୟସ୍ତ ହୁ ଅନି! ମୁଁ ଦୁଇ ପରିବାରରେ କଥା ପକେଇବି
କଥାଟାକୁ ସରସ୍ଵତୀ ଯେତିକି ସହଜ ବୋଲି ଭାବୁ ଥିଲା ତାହ! କିନୁ ସେତିକି ସହନ ନ ଥିଲା ଉଭୟ ପରିବାର ରୋକ୍ ଠୋ କ୍ ମନା କରିଦେଲେ ଯେ’ ‘ବଦଳ ବାହ!’ ସମ୍ଭବ ତୁହେଁ! ସୌରଭ ଉପରେ ଗପ ପଡ଼ିଲା- ପ୍ରେମ ଯେତିକି ହେଲା ସେତିକି ! ସେ ଟିଆଠୁ ସମ୍ପର୍କ ଛିନ୍ନ କରିଦେଇ! ଟିଆ ଉପରେ ଗପ ପଡ଼ିଲା- ଭଲପାଇବାକୁ ସେ ଏକ ଦୁଃସ୍ଵପ ବୋଲି ଭାବି ଭୁଲିଯାଇ!
ମାତ୍ର ପ୍ରେମର ନିଅଁ! - କ’ଣ ସହଜରେ ଜଳେ .. ନା ସହଜରେ ଲିଭୋ ସୌରଭ ଓ ଟିଆ ପରସ୍ପର କୁ କଥା ଦ୍ଦେଇଥିଲେ’ ଜୀବନ ଶେଷ ହେବା ଯାଏ ସାଥ୍ ହୋଇ ରହିବେ! କେବେ ବି ଅଲଗା ହେବେନାହି
ଦିନେ ଟିଆ କହିଲା, “ଆମ ପରିବାର ତ ଆମର ଶତ୍ରୁ ପାଲଟିଗଲେ! ଏବେ ଆମ ପ୍ରେମର ପରିଣାମ କ’ଣ ହେବ ସୌରଭ ?’ ସୌରଭ କହିଲା- “ତୁମେ ଯଦି ସାହସ କରିବ ଆଉ ମୋ ପାଦରେ ପାଦ ମିଶେଇବ ତା’ହେଲେ ମୁଁ ପରିବାର କ’ଣ ସମାଜକୁ ସାମ୍ନା କରିପରୀ ବି !” ଟିଆ କହିଲା, “ମୁଁ ତ ଡୁମ ସହ ମରିବି ବୋଲି କଥା ଦେଇ ଛି! ଏବେ କୁହ କ’ଣ କରିବାକୁ ହେବ ମୋତେ?” ସୌରଭ କହିଲା, “ତୂମେ ମୋ ସହ ଘର ଛାଡ଼ି ଗଲିଯାଇ ପାଗିବ | ଆମେ ଘରୁ ପଳେଇଯାଇ ବାହାହେବା! ଆଉ ଥରେ ବାହାହୋକ ଗଲେ ଆମକୁ କେହି ବି ଅଲଗା କରିପାରିବେନି ଟିଆ ନାହିଁ କଲା! କହିଲା, “ତୁମେ ପିଲାଙ୍କ ଭଳି କଥା କହୁ ଛା ତୁମେ ଜାଣ, ତୂମ ଭଉଣୀକୁ ମୋ ଭାଇ ବାହାହେଇଛି! ପଦି ତୁମେ ମୋତେ ଅର୍ଥାତ୍ ଗୌତମ ବେର ର ଭଉଣୀକୁ ଘରୁ ଉଭେଇ ନେଇଯିବ ତା’ହେଲେ ଗୌତମ ବେ ରା କ’ଣ ତୂମ ଭଉଣୀକୁ ଶାନ୍ତି ରେ ରଖି ବାକୁ ଦେବା ତୂମେ କ’ଣ ଚାହୁଁଛ ମୋ ଭାଉଜ କୁ ମୁଁ ହାଣ ମୁହଁରେ ହେଇ ମୋ ପ୍ରେମକୁ ସଫଳ କରିବି ! ନା’ ଆଉ କ’ଣ କୁହ କରିବି! ହେଲେ ଘର ଛାଡ଼ି ଯାଇପାରିବି ନାହିଁ
ଆଉ ସେମାନଙ୍କ ନିକଟରେ କିଛି ଉପାୟ ନ ଥିଲା ଅନ୍ୟପଟେ, ଟିଆ ଉପରେ ପରିବାରର ଚାପ ପତୂଥିଲା ବେଳକୁବେଳ ସେ ବି ତା’ ପରିବାର କଥାରେ ସହମତ ହୋଇଗଲା ସେ ଚାହିଁଲା, ତା’ ପ୍ରେମ ପଛେ ବଳିପଡ଼ିଯାଉ’ ହେଲେ ପରିବାରର ମାନସସାନ ବଳବତ୍ତର ରହୁ! ସେ ଦିନେ ସୌରଭକୁ ଫୋନ୍ କରି କହିଦେଲା, “ସୌରକ୍! ବେଧୋହୂଏ ଈଶ୍ଵର ଆମ ଦୁହିଁଙ୍କୁ ଏତିକି ଦିନ ପାଇଁ ତିଆରି କରିଥିଲେ! ଆଉ ମୁଁ ତ୍ରମ ସହିତ ଚାଲିପାରିବିନି କିମ୍ବା ପରିବାରକୁ ବିରୋଧ କରିପାରିବିନି ! ତେଣୁ ଆମେ ଏବେ ଆମ ପ୍ରେମକୁ ବଳିଦାନ ଦେ ବା! ଆଉ ନିଜନିଜ ରାସ୍ତା ରେ ଚାଲିବା
ଟିଆଠୁ ଏକଥା ଶୁଣିବା ପରେ ପାଗଳ ହୋଇଗଲା ସୌରଭ! କେମିତି ଏକଥା ସମ୍ଭବ? ପରିବାର ପାଇଁ ସମାଜ ପାଇଁ କେମିତି ଟିଆ ତାକୁ ଭୁଲିଯାଇପାରିବ ! ଟିଆ ତ ତାକୁ ଭୁଲିଗଲ! ! ସେ ଜେମିତି ଟିଆକୁ ଭୁଲିବା ନିଜ ମନକଥା ଟିଆକୁ ବୁ ଝେଇବା ପାଇଁ ଗହୁଁଥିଲା ସୌରଭ! ହେଲେ ତାକୁ ଆଉ ସେ ସୁଯୋଗ ଦେଲାନାହିଁ ଟିଆ ! ତା’ କଲ ରିସିର୍ କଲାନି କିମା ଅନ୍ୟ କୋଉ କଲ୍ ରେ ସୌରର ସହିତ କଥା ହେଲା ନାହିଁ ! ମାତ୍ର ସୌରଭ ତା’ ପ୍ରେମକୁ ପାଇବ! ପାଇଁ ଉଦ୍ୟମ ଜାରି ରଖ୍ ଥିଲା ! ଚାରମାର ଫୋନ୍ କରୂଥିଲା ଦିନେ ବିରକ୍ତ ହୋଇ ଟିଆ ଫୋନ୍ ରିସିର କଳା ଓ କହିଲା, “କ’ଣ ପାଇଁ ଜୋକ ଭଳି ମୋ ପଛରେ ପଡ଼ିଛା ମୁଁ ତୁମକୁ ଚିଦ୍ଧିନି କି ଚ୍ଚାଣେନି ସୌରଭ କାନ୍ଦି କାନ୍ଦି କହିଲା, “ଥରୁଟେ ମୋତେ କେଖାଦିଆ ତା’ ପରେ ମୁଁ ଆଉ ତୂମକୁ କେବେ ବି ଡାକି ବିନି !” ଟିଆ କହିଲା, “ସତ କହୂଛ ତ? ଏହାପରେ ଆଉ ମୋତେ ଡିଷ୍ଟ୍ୟୁର୍ଵ କରିବନି !” ସୌରଭ କହିଲା, “ହଁ! ଏହା ପରେ ଆଉ କେବେ ନୁହେଁ ଟିଆ ଶେଷଥର ପାଇଁ ଭେଟିବାକୁ ଆସିଲା ପୌରଭକୁ! ସେ ଏକା ଆସିଲା ନାହିଁ; ସାଙ୍ଗ ରେ ତା’ର ବାନ୍ଧବୀ ସୁପର୍ଣ୍ଣ କୁ ମଧ ଆଣିଥିଲା! ସୌରଭ ପଚାରିଲା, “ତୁମେ ମୋତେ ବାହାହେବ କି ନା!” ଟିଆ କହିଲା, “ଆଦୌନୁହେଁ !” ସୌରଭ କହିଲା, “ମୁଁ ତା’ହେଲେ ମରିଯିବି !” ଟିଆ କହିଲା, “ଭଲ ହେବ ମରିଯାଅ !” ସୌରଭ କହିଲା, “କଥା ଦ୍ଦେଇଥିଲେ ସାଥିରେ ଢିଇଁବା ଆଉ ସାଥିରେ ମରିବ! ପାଇଁ ! ଏକ! ମରିବି କେମିତି?
ତୂମକୁ ବି ମାରିଦେ ବି!
”ସାଥିରେ ତ ଜିଇଁ ପାରିଲେନି!ସାଥିରେ ମରିଯିବା !” ଟିଆ କହିଲା, “ଆଦୂରି ଭଲ ହେବା ତୁମେ ମୋତେ ମା ରିଦିଅ! ଅନ୍ତତଃ ମୁଁ ଶାନ୍ତି ପାଇବି
ସତକୁସତ ଟିଆକୁ ମାରିବା ପାଇଁ ଆଉ ନିଜେ ମରିବା ପାଇଁ ପ୍ରସ୍ତୁତ ହୋଇ ଆସିଥିଲା ସୌରଭ! ଗୋଟେ ସବ୍ୟ କିଣା ଛୁ ରି କାଢ଼ି ଭୁସି ଚାଲିଲା | କାଟିଦ୍ଦେଲା ତା’ର ବେକକୁ! ଛଟପଟ ହୋଇ ମରିଗଲା ଟିଆ! ଯେମିତି ପଥର ପାଲଟିପାଇଥିଲା ସୁପରନା ! ଏହା ପରେ ସୌରଭ ନିଜ ଦେହରେ ଭୁସି ଚାଲିଲା ତୁରି! ଆଉ କାଟିଦେଇ! ନିଳ ତଂଟି କୁ! ସେ ବି ରକ୍ତ ଜୁଡୁ ବୁଡୁ ହୋଇ ଟଳିପଡି଼ଲା ଟିଆ ଉପରେ! ଟିଆ ତ ମରିଗଲା! ମାତ୍ର ଦୁର୍ଭାଗ୍ୟ ମରିପାରିଲାନି ସୌରଭ! ତାକୁ ଡାକ୍ତର ମାନେ ବନ୍ଦେଇଦ୍ଦେଲେ! ଭଲ ହୋଇ ସେ ଜେଲକୁ ଗଲା ସମ୍ଭବତଃ ତା’ ବିଫଳ ପ୍ରେମର ପ୍ରାୟଶ୍ଚିତ୍ତ କରିବା ପାଇଁ
No comments:
Post a Comment