ଗ୍ରାଜୁଏଶନ୍ ପରେ ଟ୍ୟୁଶନ୍ କୂ ନିଜର ପେସା ଭାବରେ ଗ୍ରହଣ କରି ନେ ଇଥିଲା ବିନୟ ଯାଦବା ସେ ଉତ୍ତର ପ୍ରଦେଶ ଲକ୍ଷ୍ମୌ ର ମୋତିଝି ଲ୍ଲୀ କଲୋନୀରେ ରହୁ ଥିଲା! କେବଳ ହାଇସ୍କୁଲ ଏବଂ ଇଣ୍ଟର ମେଡିଏଟ୍ କ୍ଲାସ ର ପିଲାମାନଙ୍କୁ ଟ୍ୟୁଶନ୍ କରୁଥିଲା ! ଆଖପାଖ ଅଞ୍ଚଳରେ ଜଣେ ଭଲ ସାର୍ ଭାବେ ସେ ପରିଚିତ ହୋଇଯାଇ ଥିଲା!
ଏକଦା ମୋଚିଝିଲା କଲୋନାର ମନୋଜ ଦୁବେ ଏବଂ ଗୀତା ଦୁବେ ଙ୍କ ପୁଅଝିଅଙ୍କୁ ବିନୟ ପଢ଼ାଉଥିଲା! ତେବେ ମନୋଜ କଲୋନା ଛାଡ଼ି ତଲ୍ କାଡୋରା ଗଲିଯାଇ ଥିଲେ ! ଏହା ପ୍ରାୟ ୬ବର୍ଷ ତଳର କଥା ! କିନ୍ତୁ ମନୋଜ ବୁବେଙ୍କ ପରିବାର ସହିତ ବିନୟର ସମ୍ପର୍କ ଥିଲା! ଆବଶ୍ୟକ ବେଳେ ବିନୟ ସେମାନଙ୍କ ଘରକୁ ଯାଉଥିଲା ଓ ଅଭାବ ପଡ଼ିଲେ ଗାତାଠାରୁ ଧାର ଆଣୁଥିଲା ପୁଣି ନିର୍ଜାରିତ ସମୟରେ କରଜ ଶୁଝି ଦେଉଥିଲା! ବିନୟର ବ୍ୟବହାର ଭଲଥିଲା! ପୁଣି ସେ ପିଲାମାନଙ୍କୁ ଭଲ କୋବିଂ ବି ବେଊଥିଲା ସେଥିଲାଗି’
ପ୍ରତ୍ୟକେ ଅଭିଭାବକ ବିନୟକୁ ହିଁ ସେମାନଙ୍କ ପିଲାଙ୍କ ପାଇଁ ଚୟନ କରୁ ଥିଲେ ! ସେମିତି ଜଣେ ଅଭିଭାବକ ଥିଲେ ଶ୍ରୀରାମ ଗୌତମ
ଶ୍ରୀରାମ ଗୌତମ ସେହି ମୋତିଝିଲୀ କଳୋନାର ବାସିନ୍ଦା ଥିଲେ! ସ୍ତ୍ରୀ ସଂଗୀତ ଗୌତମ ଏବଂ ଗୋଟିଏ ବୋ ଲି ଝିଅ ପ୍ରିୟାକୁ ନେଇ ତାଙ୍କର ସଂସାର ବେଶ୍ ସୁଖରେ ଚକୁଥିଲା ! ଗୌତମ ପେସାରେ ଥିଲେ ଜଣେ ସେଲ୍ମମ୍ୟାନ୍ ଥିଲେ ’ ସେଥି ପାଇଁ ପ୍ରାୟତଃ ଘରକଥା ବୁ ଝିପାରୁ ନ ଥିଲେ ! ବଡ଼ି ଭୋର ରୁ ଘରୁ ବାହାରି ଯାଉ ଥିଲେ ଆଉ ବିଲମ୍ବିତ ରାତିରେ ଘରକୁ ଫେରୁ ଥିଲେ
ପ୍ରିୟା ହାଇସ୍କୁଲ ରେ ପଢୁ ଥିଲା! ତା’ ପାଇଁ ଶ୍ରୀରାମବାବୁ ବିନୟକୁ ତ୍ୟୁଟର ଭାବେ ଚୟନ କରି ଥିଲେ ! !ବିନୟ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଆସି ପ୍ରିୟାକୁ ପଢ଼ାଉଥିଲା! ପ୍ରିୟାର ବାପା ଶ୍ରୀରାମବାବୁ ପ୍ରାୟତଃ ଘରେ ରହୁ ନ ଥିଲେ ଅପରପକ୍ଷରେ, ପ୍ରିୟାର ପାଠପଢ଼ାରେ ବିଶୃଙ୍ଖଳା ହେବ ବୋଲି ବିନୟ ଆସିବା ମାତ୍ରେ ସଙ୍ଗାତ! ପଡ଼ିଶା ଘରତ୍କ ଚାଲିଯାଉ ଥିଲେ ନ ହେଲେ ପାଖ ମାକୈଟକୁ ପଳାଉ ଥିଲେ ! ବିନୟ ଯିବା ପରେ ପାଇ ସେ ଘରକୁ ଫେରୁଥିଲେ ! କେବଳ ରହୁ ଥିଲେ ପିୟା ଏବଂ ବିନୟ! ଆଉ ଗୋଟେ ଶୂନ୍ ଶାନ୍ ଘରା
ପ୍ରିୟା ଦେଖ୍ ବାକୁ ଥିଲା ଖୁବ୍ ସୁନ୍ଦର! ତା’ର ଆଖ୍ ସମୁଦ୍ର ପରି ଥିଲା ନୀଳ ଓ ଗଭୀର | ତା’ ଶରୀରରେ ଜୁଆର ଲହଡ଼ି ଭାଙ୍ଗୁ ଥିଲା ନୂଆ ଯୌବନ! ତା’ର ହସ ବେଶ୍ ଚମତ୍କାର ଥିଲା! ତା’ ଆଖୀ ର ଚାହାଣି ଛୁରି ଭଳି ବିନୟର କଲିଯା କୁ କାଟି ଦେଉଥିଲା! ସେ ପ୍ରିୟାକୁ ଦେଖୁଦେଖୁ ଅନ୍ୟମନସ୍କ ହୋଇପଡୁଥିଲା! ସେ ପାଠ ପରେ ପରେ ପ୍ରିୟାକୁ ନିରିଖେଇ ଦେଖୁଥିଲା! ତା’ର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲା
ନିଜକୁ ଯଥାସମ୍ଭବ ଆକଟ କରୁଥିଲା ବିନୟ! ମାତ୍ର ସେ ସଫଳ ହେଉ ନ ଥିଲା! ଦିନ କେଇଟା ପରେ ସେ ନିଶ୍ଚିତ ହୋଇଗଲା ପେ, ପ୍ରିୟାକୁ ସେ ଭଲପାଇ ବସିଛି! ପ୍ରିୟାର ହାତରେ ସେ ନିଜ ହୃ ଦୟକୁ ଟେକିଦେଇଛି; ଯାହାକୁ ଆଉଥରେ ଫେରେଇ ଆଣିବା ସମ୍ଭବ ନୁହେଁ! ବରଂ ଭଲହେବ ହୃ ଦୟଟାକୁ ସମୂର୍ଣ୍ଣ ଭାବରେ ତା’ ନିକଟରେ ସମର୍ପଣ କରିଦେବ | ତେବେ ଏହା ସଙ୍ଗେ ବିନୟ ଏକଥା ଜାଣି ନ ଥିଲା ଯେ’ ପ୍ରିୟାର ମନରେ ତା’ ପ୍ରତି ପ୍ରେମ ଅଛି ନା ନାହିଁ ଏକଥା ଜାଣିବା ପାଇଁ ସେ ତା’ ସହିତ ପାଠକୁ ଛାଡ଼ି ଅନ୍ୟ ବିଷୟ ସବୁ ଆଲୋଚନା କରୁଥିଲା ଫିଲ୍ମ ’ ସିରିଏଲ୍’ ଫିଲ୍ମ ଷ୍ଟାର ଙ୍କୁ ନେଇ ହେଉଥିବା ଗସିପ୍ ସମନ୍ଧରେ କଥା ହେଉଥିଲା! ଆଉ ତାକୁ ଆଶ୍ଚର୍ଯ୍ୟ କରିଦେଇ ପ୍ରିୟା ବି ସେହି ଆଲୋଚନାରେ ଅତି ଆଗ୍ରହର ସହିତ ଅଂଶଗ୍ରହଣ କରୁଥିଲା!
ଦିନେ କଥା ହେଉହେଉ ପ୍ରିୟା ପଚାରିଲା- ‘ସାର୍’ ସମସ୍ତେ ବାହା ହୋଇଯାଊଛନ୍ତି ହେଲେ ସଲମାନ୍ ଖାଁ କ’ଣ ପାଇଁ ଚ୍ୟାଚଲର୍ ରହିଛି ?’ ବିନୟ କହିଲା- ‘ହୁ ଏତ ସଲମାନ୍ କୂ ତୁମ ଭଳି ଜଣେ ସୁନ୍ଦରୀ ଝିଅ ମିଳିନାହିଁ!’ ପ୍ରିୟା ଲାଜେଇଗଲା! ତା’ ଚିବୁକର ରଙ୍ଗ ଗୋଲାପୀ ହୋଇଊଠିଲା! ସେ ତଳକୁ ଅନେଇ କହିଲା- ‘ସାର୍’ ସଲମାନ୍ ଙ୍କ ପାଇଁ ଲକ୍ଷଲକ୍ଷ କ୍ୟା ଟ୍ରୀନୀ କୈଫ ଅଛନ୍ତି ! ମୁଁ କ’ଣ ସେମାନଙ୍କୁ ସରିହେବି!’ ବିନୟକୁ ଯେମିତି ମିଳିଗଲା ଗୋଟେ ସୁଯୋଗ! ସେ ପ୍ରିୟାର ହାତକୁ ଖୁବ୍ ଭଦ୍ର ଭାବରେ ଚିପିଦେଇ କହିଲା- ‘ତୁ ମେ ସଲମାନ୍ ଙ୍କ ପାଇଁ ସୁନ୍ଦରୀ ଭ୍ୟାଟ୍ରୀନା କି ନା ମୁଁ ଜାଣେନା’ହେଲେ ମୋ ପାଇଁ ତୁ ମେ କ୍ୟା ଟ୍ରୀନାଠୁ ବି ଆଦୂରି ସୁନ୍ଦରୀ
ବିନୟର ହାର୍ଟବିଟ୍ ବଢ଼ି ଯାଇଥିଲା! ତା’ ଦେହ ବରଡ଼ାପତ୍ର ପରି ଥରୁ ଥିଲା! ସେତିକିବେଳେ ପ୍ରିୟା ଆଖ୍ ଉଠେଇ ତାକୁ କିଛି ସମୟ ଚାହିଁଲା ଓ ପୁଣିଥରେ ତଳକ ମୁହଁ ପୋତିଦେଲା! ବିନୟ ଆଉଥରେ ପ୍ରିୟାର ହାତ ପାପୁଲିକୁ ଆସ୍ତେ କରି ଚିପିତେଲା ଓ କହିଲା- ‘ପ୍ରିୟା! ଗୋଟେ କଥା କହିବାକୁ ମୋତେ ଅନୁମତି ଦେବ ?’ ପ୍ରିୟା ସେଇମିତି ତଳକୁ ମୁହଁପୋଢି କହିଲା- ‘କୁହନ୍ତୁ ସାର୍! ମୁଁ ଅନୁମତି ଦେ ଲି !’ ବିନୟ ତା’ର ଦୁଇହାତକୁ ଧରିନେଲା ଓ କହିଲା- ‘ପ୍ରିୟା ମୁଁ ତୁ ମକୁ ଭଲପାଇ ବସିଛି! ତୁମେ କ’ଣ ମୋତେ ଭଲ ପାଅନି?’ ପ୍ରିୟା ଚଟ୍ କ ରି ତା’ର ଦୂଇହାତକୁ ବିନୟ ହାତରୁ ମୁକ୍ତ କରିନେଲା! ନିଜକୁ ସଜାଡ଼ିନେଇ କହିଲା- ‘ସାର୍! ମୁଁ ଏକଥା ପରେ ଚିନ୍ତା କରିବି! ଏବେ ମୋର ପଢ଼ିବାର ଅଛି!’
ବିନୟ ନିରାଶ ହତୋତ୍ସାହିତ ହେଲାନାହିଁ ! ପ୍ରିୟାର ସ୍ଵରରେ ଏଭଳି କ’ଣ ଥିଲା କେଜାଣି ସେ ଭାବିଲା, ପ୍ରିୟା ତାକୁ ପଜିଟିଭି ହିଁ କହିବା ଝିଅମାନେ ହିଁ ଏମିତି! ପ୍ରେମ କରୁଥିବେ ! ହେଲେ କହିବାକୁ ସମୟ ନେବେ! ତେଣୁ ପ୍ରିୟାକୁ କିଛି ସମୟ ଦିଆଯାଉ!
ଦି6ନ-ଦୁଇଦିନ-ତିନିଦିନ... ବିନୟ ପ୍ରତିଦିନ ଆସୁଥିଲା; ପାଠ ପଢ଼ାଉଥିଲା ପ୍ରିୟା ପ୍ରତିଦିନ ଆସୂଥିଲା; ପାଠ ପତୁଥିଲା ବିନୟ ଭାବୁ ଥିଲା’ ପ୍ରିୟାର ତା’ ପ୍ରତି ପ୍ରେମ ରହିଛ ସେ ତା କୁ ହିଁ ଚାହେଁ! ପଦି ଚାହୁଁ ନ ଥାନ୍ତ! ତା’ହେଲେ ଏତେବେ ଳକୁ ସେ ଘରେ ତା’ ବିରୋଧରେ ଅଭିଯୋଗ କରିଥାନ୍ତା ! ଆଉ ତା’ର ବାପାମା’ ତାକୁ ଅପମାନିତ କରିଘରୁ ତଡ଼ି ଦେଇଥାନ୍ତେ! କିନ୍ତୁ ସେମିତି କିଛି ବି ଘଟିନି!
ଚତୁର୍ଥ ଦିନ! ବିନୟ ପ୍ରିୟାର ହାତକୁ ଧରି ପକାଇଲା ! ଆଉ କହିଲା- ପ୍ରିୟା ମୁଁ ଗତ ତିନିଦିନ ଧରି ଶୋଇପାରିନାହିଁ ! ଖାଇପାରିନାହିଁ ! ମୋର କେଉଁ ଥିରେ ମନ ଲାଗୁନାହିଁ ! ମୁଁ କେବଳ ତୁମକୁ ଭାବୁ ଛି ! ଡୁମ ବିନା ମୁଁ ବଂଚି ପାରିବିନି ପ୍ରିୟା ସବୁ ଶୁଣିଲା ଏବଂ ଛୋଟିଆ ହସଟେ ହସିଦେଲା! “ପ୍ରିୟା ଏମିତି ହସି ମୋତେ ହତ୍ୟା କରନି!
ଦୟାକରି କୁହ, ତୁ ମେ ମୋତେ ଭଲପାଅ ନା ନାହିଁ! ବିନୟ ଭିତରେ ଅଧର୍ଯ୍ୟ ତା’ ସ୍ୱର ଦେଇ ପ୍ରବାହିତ ଦେଉଥିଲା! ପ୍ରିୟା ପୁଣିଥରେ ହସିଦେଲା ଓ ତାକୁ ଟିକେ ଚାହିଁଦେଇ ତା’ର ଆଖ୍ ପତା ତଳକୁ କରିଦେଲା! ବିନୟ କହିଲା- ‘ପ୍ରିୟା ଥରେ ତ କୁହ’ କ’ଣ ପାଇଁ ତୁ ମେ ଏମିତି ମୋତେ ମାରିବେବାକୁ ନିଷ୍ଠଭି ନେଇଛ?’
ଏଥର ପ୍ରିୟା ମୁହଁ ଖୋଲିଲ! ଓ ତାଳୁ ସିଧାସଳଖ ଅନେଇ କହିଲା- ‘ବିନୟଜୀ! ନା ମୁଁ ତୁ ମକୁ ମାରିବାକୁ ଚାହୁଁଛି ନା ତୁ ମକୁ ମୁଁ ମରିବାକୁ ଦେବି! ମୁଁ ତୁମ ପ୍ରସ୍ଥବରେ ରାଜି! ତୁମ ଭଳି ମୁଁ ବି ତୁ ମକୁ ଭଲପାଏ!’
ବାସ ପ୍ରେମ କାହାଣା ଏଇଠି ସରିଗଲା! ପ୍ରିୟା ପ୍ରଥମେ ବିନୟର ପ୍ରେମିକା ଓ ପରେ ତା’ର ଅବୈବାହିକ ସ୍ତ୍ରୀ ବନିଗଲା! ଶୃନଶାନ୍ ଘରେ ସେମାନେ ପତି ପତ୍ନୀ ର ସବୁ ଭୂମିକା ନିର୍ବାହ କରୁ ଥିଲେ !
ପ୍ରିୟାର ପାଠପଢ଼ା ସରିଗଲା! ଚ୍ୟୁଶନ୍ ର ଆଉ କୌଣସି ଆବଶ୍ୟକତା ନ ଥିଲା! ହେଲେ ସମ୍ପର୍କ ଥିଲା ପୂର୍ବପରି ଅତୁଟ ! ବିନୟ ତା’ ଘରକୁ ଆସୁଥିଲା ! ସଙ୍ଗାତ! ପୂର୍ବପରି ସେମାନଙ୍କୁ ଏକୁଟିଆ ଘରେ ଛାଡ଼ି ନ୍ଦେଉଥିଲା! ସେମାଢ଼େ ଏକାନ୍ତରେ ସ୍ୱାମା-ସ୍ତ୍ରୀ ସାଜୁ ଥିଲେ ! ହେଲେ ଏଥି ପାଇଁ ବିନୟକୁ ବହୁମୂଲ୍ୟ ଦେବାକୁ ହେଉଥିଲା! ସେ ପ୍ରିୟାର ସବୁତକ ଦାଇତ୍ୟ ବୁ ଝୁଥିଲା! ସଙ୍ଗାତାର ଆର୍ଥିକ ଆବଶ୍ୟକତାକୁ ପୂରଣ କଚୂଥିଲା! ଯେକୌଣସି ଅଭାବ ପଡ଼ିଲେ ଉଭୟ ସଂଗୀ ତା ଏବଂ ପ୍ରିୟା ବିନୟକୁ ଡାକୁ ଥିଲେ ଓ ଅଭାବ ପୂରଣ କରିବାକୁ ନିର୍ବେଶ ଦେଉଥିଲେ ବିନୟର ରୋଜଗାର ଥିଲା କେବଳ ଚ୍ୟୁଶନ୍! ସେ ତ୍ୟୁଶନ୍ ରୂ କିଛି କମ୍ ରୋଜଗାର କରୁ ନ ଥିଲା! ହେଲେ ତା’ର ସବୁତକ ରୋଜଗାର ମା’ଝିଅଙ୍କ କାମରେ ଯାଊଥିଲା! ଏମିତି ସେମାନଙ୍କର ଆବଶ୍ୟକତା ଏତେ ବଢ଼ି ଯାଇଥିଲା ଯେ, ବିନୟକୁ ଧାର କରଯା କରିବାକୁ ହେ ଉଥିଲା!
ବିନୟକୁ ଦିନେ ତା’ର ଜଣେ ବନ୍ଧୁ ପରାମର୍ଶ ଦେଲା ଯେ, ସେ ପ୍ରିୟାକୁ ବାହା ହେଇଯାଉ! ଏହାଦ୍ଵାରା ଗୋଟେ ଗୁଳିରେ ଦୁଇଟା ଶିକାର | ପ୍ରଥମତଃ, ତାକୁ ଆଉ ସଂଗୀ ତାର ଅର୍ଥ ଚାହିଦା ପୂରଣ କରିବାକୁ ପଡ଼ିବନାହିଁ ! କାରଣ କୌଣସି ଶାଶୁ ତା’ ଜୋଇଁ ଠାରୁ ଅର୍ଥ ଦାବି କରିବନାହିଁ ! ଦ୍ୱିତୀୟତଃ, ତାକୁ ଲୁଚାଛପାରେ ପ୍ରିୟାର ସ୍ୱାମୀ ହେବାକୁ ପଡ଼ିବନାହିଁ |ସେ ପ୍ରିୟାକୁ ବିବାହ କଥା କହିଲା ତ ପ୍ରିୟା କହିଲା- ‘ବାହା ହେବା କଥା ମୁଁ କିଛି କହିପାରିବିନି! ସେକଥା ମା’ ଜାଣେ! ଆଉ ସବୁ ମୁଁ କହିପାରିବି
ହେଲେ ବିବାହ କଥା ଶୁଣୁଶୁଣୁ କ୍ରୋଧରେ ପାଗଳ ହୋଇଉଠିଲା ସଫାତା! କହିଲା, ‘ଗୋଟେ ଭିକାରି ହାତରେ ମୁଁ ମୋ ଝିଅକୁ ବେଇପାରିବିନାହିଁ ତୁମେ ଆଗ ରୋଜଗାର କର! ମୋ ଝିଅ ପାଇଁ ସୁନା ଗହଣା ଗଢ଼ାଅ ତା’ପରେ ମୁଁ ଚିନ୍ତ! କରିବି
ବାସ୍ତବରେ ସଙ୍ଗାତ! ପାଇଁ ଏକ ସୂନାଅଣ୍ଡା ଦିଆ କୁକୁଡ଼ା ଥିଲା ବିନୟ! ସେ ପ୍ରିୟାକୁ ‘ଦାନା’ ଭାବରେ ବ୍ୟ ବହାର କରି ତା’ର ଆବଶ୍ୟକତା ପୂର୍ଣ କରୁଥିଲା! ଅପରପକ୍ଷରେ, ବିନୟର ଅବସ୍ଥା ଥିଲା ଠିକ୍ ଏକ ଘଣ୍ଟା ଗିଳିଦେଇଥିବା ସାପ ଭଳି! ନା ସେ ସମୂର୍ଣ୍ଣ ଢୋକି ପାରୁଥିଲା ନା ବାନ୍ତି କରିପାରୁ ଥିଲା ! ବିନୟ ପ୍ରିୟାକୁ ଭୂଲି ପାରିଥାନ୍ତା ! ହେଲେ ଭୁଲିପାରୁ ନ ଥିଲା ! ସେ ତାକୁ ବାହା ହେବାକୁ ଚାହୁଁଥିଲା! ହେଲେ ସେକଥା ସମ୍ଭବ ହେଉ ନ ଥିଲା! ବିବାହ ନ କରି ବି ସେ ପ୍ରିୟାକୁ ସମୂର୍ଣ୍ଣ ଭାବରେ ଉପଭୋଗ କରି ସାରିଥିଲା! ପୁଣି ମା’ଝିଅ ଦୁହେଁ ତାକୁ ବ୍ଲାକ ମେ ଲ୍ କରୁଛନ୍ତି ବୋଲି ବି ତାକୁ ଅଛପା ନ ଥିଲା! ହେଲେ ସେ ପ୍ରିୟାକୁ ନେଇ ଥିଲା ଅତିମାତ୍ରାରେ ବିବଶ! ସେ ଢାଣିଥିଲା ଟଙ୍କା ନ ଦେଲେ ସଙ୍ଗାତ! ତାକୁ ଘରକୁ ଆସିବାକୁ ବେବନାହିଁ! ଆଉ ସେ ପ୍ରିୟାକୁ ପାଇପାରିବ ନାହିଁ ! ହେଲେ ସେ କେବଳ ପ୍ରିପାକୁ ଚାହୁଁଥିଲା! କେମିତି ପ୍ରଚୁର ଅର୍ଥ ରୋଜଗାର କରିବା କେମିତି ତା’ର ବ୍ୟାଙ୍କ ବାଲାନ୍ସ ବଢ଼େଇବା କେମିତି ପ୍ରିୟାର ଅଳଙ୍କାର ଗଡ଼େଇବା ଆଉ କେମିତି ପ୍ରିୟାକୁ ବାହାହେବା ସେ କେବଳ ଏତିକି କଥା ଚିନ୍ତା କରୁଥିଲା!
୨୦୧୫, ଜାନୂୟାରୀ ୨୯ ତାରିଖ ! ପ୍ରିୟା ଫୋନ୍ କରି କହିଲା, ମୋର ସଙ୍ଗେସଙ୍ଗେ ପାଞ୍ଚଶହ ଟଙ୍କା ଦରକାର! ଆଣି ଦେଇଯାଆ ଗୋଟିଏ ବି ପଇସା ତା’ ହାତରେ ନ ଥିଲା! ସେ ଯାଇ ପହଁଚିଲା ମନୋଜେ ଦୂବେଙ୍କ ଘରେ! ଗାତା ବେବୀକୁ ଭେଟି କହିଲା- ‘ଭାଉଯ ! ମୋତେ ପାଞ୍ଚଶ’ ଟଙ୍କା ଦିଅ! ନିହାତି ଦରକାର! ମୁଁ ଦିନ ଦୁଇଟାରେ ଶୁଝିଦେବି ଗୀତା ବିନୟଜୁ ଭଲଭାବରେ ଜାଣିଥିଲା! ତାକୁ ଆଗରୁ ବି ଟଙ୍କା ବେଇଥିଲା! ତେଣୁ ତା’ର କୌଣସି ସନ୍ଦେହ ନ ଥିଲା! ସେ ତୁରନ୍ତ ଟ୍ରଙ୍କ ଖୋଲି ବିନୟକୁ ପାଞ୍ଚଶ’ ଟଙ୍କା ଦେଇଦେଲା ! ବିନୟ ଟଙ୍କା ଆଣି ପ୍ରିୟାକୁ ଦେଲା ଓ କେଉଁଠୁ ଟଙ୍କା ଆଣିଲା ବୋଲି କହିଲା!ପାଖରେ ବସିଥିଲା ସଂଗୀତା ! ସେ କହିଲା, ‘ତୁମେ ଗୀତାଠାରୁ ଟଙ୍କା ଧାର ଆଣିବା କ’ଣ ଦରକାର! ତା’ଠୁ ସବୁ ଟଙ୍କା ଲୁଟିଆଣ !’ ପ୍ରିୟା ବି କହିଲା, ବିନୟ କିଛି ତ କର.. ନ ହେଲେ ମୋତେ ବାହାହେବ କେମିତି! ବିନୟ ଅନ୍ଧ ହୋଇସାରିଥିଲା! ତାକୁ ପ୍ରିୟାର କଥା ଯଥୋଚିତ ଲାଗିଲା! ସେ ଚାଲିଆସିଲା ଗୀତା ଘରକୁ! ଶିଳପୁଆକୁ ଆଣି କଚିଦେଲା ଗୀତା ମୁଣ୍ଡରେ! ବୁ ଇଫାଳ ହୋଇ ଫାଟିଗଲା ମୁଣ୍ଡ! ସବୁତକ ଟଙ୍କା, ସୁନାଗହଣା ଆଣି ସେ ଦେଇଦେଲା ସବ୍ଦୀତାକୁ! ଅପେକ୍ଷା କଲା କେତେବେଳେ ସଙ୍ଗାତ! ତାକୁ ତା’ ପ୍ରିୟାକୁ ଦେବ.. ହେଲେ ତା’ ପୂର୍ବରୁ ପୋଲିସ ପହଂଚି ଗଲା ତା’ଘରେ ଓ ହାତକଡ଼ା ପକେଇ ତାକୁ ଟାଣିନେଲା ଜେଲ୍ କୁ!

No comments:
Post a Comment