ଭଇ ପାଇବା ଅଥବା ବିବାହ କରିବା ପଛରେ ଅତିକମରେ ଗୋଟିଏ ମହତ୍ ଉଦ୍ଦେଶ୍ୟ ଲୁଚି ରହିଥାଏ ! ତାହ! ହେଇଛି ମନଲାଖ୍ ଜୀବନସାଥୀଟିଏ ପାଇବା! ପ୍ରତ୍ୟେକ ପୁରୁଷ ତ ଅନ୍ତତଃପକ୍ଷେ ଏଇ ଗୋଟିଏ ସ୍ୱପ ହିଁ ଦେଖି ଥାନ୍ତି ପେ, ସେମାନଙ୍କୁ ଗୋଟେ ଭଲ ସ୍ତ୍ରୀ ମିଳୁ; ଯିଏ ମନକୁ ବୁଝିପାରିବ -ପାଦରେ ପାଦ ମିଶେଇ ଗଲିପାରିବ - କାନ୍ଧକୁ କାନ୍ଧ ଲଗେଇ ଠିଆହୋଇପାରିବ ପୁଣି ଭଲପାଇବାର କଞ୍ଚାମାଟି ଉପରେ ସ୍ନେହ ର ଇଟା, ପ୍ରେମର ସିମେଣ୍ଟ ଆଉ ବିଶ୍ଵାସର ବାଲି ଦେଇ ସ୍ଵର୍ଗ ପରି ଘରଟିଏତୋଳି ଦେଇପାରିବା ମାତ୍ର ଯେତେବେଳେ ସେହି ସ୍ଵପ୍ନ ଭାଫିଯାଏ - ସ୍ତ୍ରୀ ଜୀବନସାଥୀ ନ ହୋଇ ଜୀବନ ରାସ୍ତା ରେ କଣ୍ଟା ପାଲଟିଯାଏ - ସ୍ଵର୍ଗ ସଦୃଶ ଘର ନର୍କ ଯନ୍ତା ପାଲଟିଯାଏ - ସେତେବେଳେ? ଉତ୍ତର ପାଇବ! ପାଇଁ ଆସନ୍ତୁ ଦୀପକ ଆଉ କଶିଶ୍ ଙ୍କ ନିକଟକୁ ଯିବା!
ଉତ୍ତର ପ୍ରଦେଶର ବାଲିଆ ଅନ୍ତର୍ଗତ ସଲାହବାବ୍ ମୋହାଲ୍ଲା ର ଅଧିବାସୀ ହେଉଛଚ୍ଚି ଶ୍ରଦ୍ଧାନନ୍ଦ ଉପାଧ୍ୟାୟ! ପତ୍ନୀ , ଦୁଇଝିଅ ଏବଂ ଗୋଟିଏ ପୁଅକୁ ନେଇ ଶ୍ରଦ୍ଧାନଦଙ୍କ ସଂସାର! ବଡ଼ଝିଅ ଓ ପୁଅଙ୍କୁ ଅକାଳରେ ହଗେଇଥିଲେ ଶ୍ରଦ୍ଧାନଦା ସଂସାର କହିଲେ ସେମାନଙ୍କର ଥିଲା ଗୋଟିଏ ବୋଲି ଝିଅ କଶିଶ୍!
କଶିଶ୍ ଦେଖ୍ ବାକୁ ଯେମିତି ସୁନ୍ଦର ଥିଲା’ ଆଚରଣରେ ବି ଥିଲା ସେମିତି ସ୍ୱାର୍ଟ! ପୁଣି ଗୋଟିଏ ବୋ ଲି ଝିଅ ହୋଇ ଥିବା ହେତୁ ବାପାମା’ଇଂର ସବୁ ତକ ସ୍ନେହ ଥିଲା ତାରି ଉପରେ! ଆବଶ୍ୟକତାଠୁ ଅଧିକ ପାଣି ଗୋଟିଏ ଚାରାଗଛକୁ ନଷ୍ଟ କରିଦେବା ପରି ମାତ୍ରାଧିକ ସ୍ଵେହ ମଧ ଅନେକ ସମୟରେ ମଣିଷକୁ ଅବାଟକୁ ନେଇଯାଏ! କହିବ! ବାହୁଲ୍ୟ, ପ୍ରକୃତିର ଏହି ସାର୍ବଜନୀନ ନିୟମର ଶିକାର ହୋଇଥିଲା କଶିଶ୍! ବାପାମାଙ୍କ ର ସ୍ନେହ ତାକୁ ଜିବ୍ ଖୋ ର କରିଦ୍ଦେଇଥିଲା’ ସ୍ଵେଚ୍ଚାଗରି ଣୀ ସଜେଇ ଦ୍ଦେଇଥିଲା ସେ ଯାହା ଗହୁଁଥିଲା ତାହ! କରୁ ଥିଲା! ଉପାଧ୍ୟାୟ ଦମ୍ପତି ଭାବୁ ଥିଲେ ’ ବଡ଼ ହେଲେ ଝିଅ ବଦଳିଯିବ,ହେଲେ ନା-ସାପ ବଢ଼ିଲେ ଚକ୍ର ବଢ଼ିବା ପରି ବୟସ ବଢ଼ିବା ସହିତ କଶିଶ୍ ର ଜିଦ୍ ଖୋ ରପଣ ବଢ଼ିଲା ଓ ସେ ଅଧିକ ରୁ ଅଧିକ ସ୍ଵେଚ୍ଚାଗରିଣୀ ପାଲଟିଗଲା! ଏପରି କି ବାପାମା’ଇଂର କୌଣସି ଆକଟ ତା’ ଉପରେ କା ଟୁ କଲା ନାହିଁ
କଶିଶ୍ ର ଅନେକ ପୁରୁଷ ବନ୍ଧୁ ଥିଲେ ! ସେ ସେମାନଙ୍କ ସହ ଖୁଲମ୍ ଖୁଲା ମିଶୁଥିଲା’ବିଭିନ୍ନ ସ୍ଥାନକୁ ଯାଉଥିଲା’ ରାତି ବିତାଉଥିଲା! ସେମାନଙ୍କୁ ବି ନିଜ ଘରକୁ ଡାକି ଆଣୁଥିଲା! ଗୋତେ ବଢ଼ିଲା ଝିଅର ଏ ଧରଣର ଆବରଣକୁ ସମାଜ ସହଜରେ ବରଦାସ୍ତ କରିପାଗେନାହିଁ’ ସେଥିଲାଗି ଶ୍ରଦ୍ଧାନନ୍ଦ ବେଳେବେଳେ ତାକୁ ଆକଟ କରୁ ଥିଲେ ! ହେଲେ କଶିଶ୍ ରୋକ୍ ଠୋ କ୍ ଶୁଣେଇ ଦେଉଥିଲା- “ଦେଖ ବାପା! ଏବେ ଆଉ ଡୁମ ସମୟ ନାହିଁ ଯେତେବେଳେ ଝିଅକୁ ଘର ଭିତରେ ବନ୍ଦୀକରି ରଖାଯାଉଥିଲା ! ମୁଁ ଏକବିଂଶ ଶତାବ୍ଦୀର ଝିଅ ! ମୁଁ ଯେତେବେଳେ ପ୍ରେଣ୍ଠଶିପ୍ କରିଛି ସେତେବେଳେ ସେମାନେ ତ ମୋ ଘରକୁ ଆସିବେ! ଆଉ ମୁଁ ସେମାନକ ସହିତ ବୁ ଲାବୃଲି କରିବି! ତାହ! ଦିନ ହେଉ କି ରାତି! ଏଥିରେ ଅସୂବିଧା କ’ଣ ଅଛି? ମୋତେ ବିରୋଧ କରିବା ବଦଳରେ ପଦି ପାରୁଛ ମୋ ଉପରେ ବିଶ୍ବାସ ରଖ ବାସ୍, ଶ୍ରଦ୍ଧାନନ୍ଦ ଆଉ କିଛି କହିବାର କି କରିବାର ନ ଥିଲା ସେ ନାଚାର ଥିଲେ କାରଣ କଶିଶ୍ ତାଙ୍କର ଗୋଟିଏ ବୋଲି ଝିଅ ଥିଲା ସେଥିଲାଗି ଝିଅ ତାଙ୍କ ଆଖ୍ ସାମ୍ନା ରେ ନିଜର ବୟପ୍ରେଣ୍ଠମାନଙ୍କୁ ହଗ କରିବା ଆଉ ଚୂସନ ଦ୍ଦେଉ ଥିବା ର ଦୃଶ୍ୟ କୁ ସେ ଚୁପ୍ ଗଫ୍ ଦେଖୀ ଯାଉଥିଲେ ସେ ଜାଣି ଥିଲେ ’ କଶିଶ୍ ଆଉ ଆୟତ୍ତରେ ନାହି! ସେ ସବୁ ସୀମା ଟପି ସାରିଛି!
କଶିଶ୍ ଗ୍ରାକୁଏସନ୍ ଶେଷ କରିବା ପରେ ଗକିରି ଖୋଜିବାରେ ଲାଗିଲା ଆଉ ମାଉ ସହରରେ ଥିବା! ଏକ ଟି.ଭି .ଏସ ଶୋ’ରୁ ମ୍ ରେ ଆକାଉଣ୍ଟ ସେକ୍ସନରେ ଗକିରିକଲୀ ସେହିଠାରେ ତା’ର ଭେଟ ହୋଇଥିଲା ଦୀପକ ସହ
ବାଲିଆର ବେଲଥାର’ ରୋଡ୍ ରେ ରହୁ ଥିବା ସୁଭାଷ ଚନ୍ଦ୍ର ଗୁପ୍ତାଙ୍କ ପୁଅ ଦୀପକ! ବୟସ ୨୮ ! ଯଦିଓ ସ୍ୱାର୍ଟ; ସେ କେତେକାଂଶରେ ଲାଜକୁଳୀ ସ୍ୱଭାବର ଥିଲା ସେ ମଧ ଗ୍ରାକୁଏସନ୍ ପରେ ଗକିରି ପାଇଁ ଆସି ପହଞ୍ ଥିଲା ସେହି ଟି.ରି.ଏସ୍ ଶୋ’ରୁ ମ୍ ରେ | ସେଠାରେ ଦୀପକ ଜଣେ ଆକାଉୟେ ଆଡ୍ ଭାଇଳର ଭବରେ କାମ କରୁ ଥିଲା ପ୍ରାଇଭେଟ୍ ହେଲେ ମଧ ସେମାନଙ୍କୁ ଭଲ ଦରମା ମିକୁଥିଲା ସେଥିଲାଗି’ ଦୀପକ ଶୋ’ରୁ ମ୍ ନିକଟସ୍ଥ ଏକ ଅଞ୍ଚଳରେ ଗୋଟିଏ ଘର ଭଡ଼ା ନେଇ ରହୁ ଥିଲା ଉଭୟ ଦୀପକ ଏବଂ କଶିଶ୍ ଗୋଟିଏ ସେଳ୍ପନ୍ ରେ କାମ କରୁ ଥିବା ହେତୁ ସେମାନଙ୍କର ପ୍ର6ତ୍ଯକ ଦିନ ଦେଖାସାକ୍ଷାତ. କଥାବାର୍ତା . ହସମଜା ହେବା ସାଭାବିକ ସେଥିଲାଗି ଖୁବ୍ କମ୍ ଦିନରେ ସେମାନଙ୍କ ମଧରେ ବନ୍ଧୁତା ସ୍ୱାପନ ହୋଇଯାଇଥିଲା ! ସେମାନେ ବି ପରସ୍ପର କୁ ପସନ୍ଦ କରୁ ଥିଲେ ! ସେଥିଲାଗି ଅଫିସ୍ ବ୍ୟତୀତ ବାହାରେ ମଧ ଉଭୟେ ଉଭୟଙ୍କୁ ଭେଟୁ ଥିଲେ ଆଉ ଥଚ୍ଚାମଜା କରୁଥିଲେ ! ଧୀରେ ଧୀରେ ବନ୍ଧୁତା ଆକର୍ଷଣକୁ ରୁ ପାନ୍ତରିତ ହେଲା ଆଉ ଶେଷରେ ତାହା ପ୍ରେମକୁ ପରିବର୍ତିତ ହୋଇଗଲା
ଦୀପକ ଏବଂ କଶିଶ୍ ମଧରେ ଯେଉଁ କେତୋଟି କଥାରେ ତାଳମେଳ ରହୁ ନ ଥିଲା ତାହା ହେଉଛି କଶିଶ୍ ଥିଲା ଖୁଲମ୍ ଖୁଲୀ ଦୀପକ ଥିଲା ଚୁପ ଚାପ ! କଶିଶ୍ ଥିଲା’ ମୁକ୍ତ ସ୍ୱାଧୀନ , ଦୀପକ ଥିଲା ଘରୁଆ ଆଉ ରକ୍ଷଣଶୀଳ! ଏହାସଙ୍ଗେ ସେମାନଙ୍କ ମଧରେ ପ୍ରେମ ଗଢ଼ିଉଠିଥିଲା |କଶିଶ୍ ର ସ୍ଵଭାଵ ସେ ଯାହା ଗହିଁବ ତାହା ହାସଲ କରିବା ସେ ଦୀପକକୁ ତା’ର ପ୍ରେମିକ ଭାବରେ ଗହୁଁଥିଲା କାରଣ, ଦୀପକର ଚୁପ ଚାପ ସ୍ୱଭାବ ତାକୁ ଭଲ ଲାଗୂଥିଲା ପୁଣି ଦୀପକ ଥିଲା ଆବଶ୍ୟକତାଠୁ ଅଧିକ ଶାନ୍ତ ଓ ଭଦ୍ର! ସେ ତାକୁ ଯେମିତି ବି ହେଉ ହାସଲ କରିବାକୁ ଇଚ୍ଛା କରୁ ଥିଲା ସେଥିଲାଗି ସେ ହିଁ ଆଗ ଯାଇ ପାପକକୁ ପ୍ରପୋକ୍ ମୋ ! କହିଲା- “ଦୀପକ! ଆଇଆଗ ଯାଇ ବାପକକୁ ପ୍ରପୋକ୍ କଲା ! କହିଲା- “ଦୀପକ! ଆଇ ଲଭ ୟୁ !” ଦୀପକ ମଧ କଶିଶ୍ କୂ ଭଲ ପାଉଥିଲା ! କଶିଶ୍ ର ସୌନ୍ଦର୍ଯ୍ୟ ତାକୁ ବିମୋହିତ କରିଥିଲା ! ତା’ର ସ୍ୱାର୍ଟନେସ୍ ତାକୁ ଖୁବ୍ ଆକର୍ଷିତ କରିଥିଲା ହେଲେ ନିଜର ଚୁପ ଚାପ ସ୍ୱଭାବ ଯୋଗୁ ସେ ନିଜ ଭିତରେ କଥା ପ୍ରକାଶ କରି ପାରୁ ନ ଥିଲା ତେବେ ଯେତେବେଳେ କଶିଶ୍ ତା’ ନିଜ ଆଡୁ ପ୍ରପୋକ୍ କଳା ସେତେବେଳେ ସେ ଆନନ୍ଦରେ ଆତ୍ମହରା ହୋଇଊଠିଲା ଓ ସେ ବି କହି ଦେଲା - “କଶିଶ୍! ମୁଁ ବି ତୋତେ ଭଲପାଏ
କଶିଶ୍ ସେତିକିରେ ସନ୍ତୁଷ୍ଟ ନ ଥିଲା କୁମାରୀ କଶିଶ୍ ଉପାଧାୟରୁ ସେ କେମିତି ଶ୍ରୀମତୀ କଶିଶ୍ ଗୁପ୍ତ! ପାଲଟିବ ତାହାକୁ ନେଇ ସେ ଅ6ଧିର୍ଯ୍ଯ ହୋଇପଡି଼ଥିଲା ! ସେ ଯଥା ଶୀଘ୍ର ସମ୍ଭବ ଦୀପକକୁ ବିବାହ କରିବା ପାଇଁ ଗହୁଁଥିଲା ହେଲେ ସମସ୍ୟା ଥିଲା ଜାତି! ତେଣୁ ସେମାନଙ୍କୁ କୌଣସି ବି ପରିବାରରୁ ସମର୍ଥନ ମିଳିଲା ନାହିଁ ! ସେମାନଙ୍କର ମଧ ଏଥି ପ୍ରତି କୌଣସି ପରବାୟା ନ ଥିଲା ସେମାନେ ୨୦୧୫, ଜାନୂଯାରୀରେ ପରସ୍ପର କୁ ବିବାହ କରିଗଲେ! ବିବାହ ପରେ ସାହାଦତ୍ପୁରପିତ ନାଇ ବସ୍ତି ନାମକ ଏକ ସ୍ଥାନରେ ଗୋଟିଏ ଘରଭଡ଼ା ନେଇ ନିଜର ନୂଆ ସଂସାର ଆରମ୍ଭ କଲେ
ଏତେବେଳ ଯାଏ ସବୁକିଛି ଠିକ୍ ଠାକ୍ ଥିଲା! ଦୀପକ ଖୁସା ଥିଲା! କାରଣ ତାକୁ ତା’ ମନଲାଖ୍ ଝିଅଟେ ପନ୍1 ଭାବରେ ମିଳିଥିଲା ମାତ୍ର ବିବାହର ଦିନ କେଇଟା ପରେ ବଦଳିଗଲା ସବୁକିଛି! ପୂର୍ବରୁ ତ କୁହାଯାଇଛି ପେ, କଶିଶ୍ ଥିଲା ଏକ ମୁକ୍ତ ମନୋଭାବ ର ଝିଅ! ସେ ଏକ ସ୍ଵାଧାନ ଜୀବନର ସ୍ଵପ୍ନ ଦ୍ଦେଖୁଥିଲା! ବିବାହ ପରେ ମଧ ସେ ତା’ର ସେଇ ମନୋଭାବ ଜାରି ରଖି ଥିଲା ! ବିବାହ ପରେ ତା’ର ପୁରୁଷ ବନ୍ଧୁଙ୍କ ସଂଖ୍ୟା କମିବା ପରିବର୍ଡୋ ବଢ଼ିବାରେ ଲାଗିଲା ଦୀପକ ପାଇଁ ଏହା ଆଦୌ ଏକ ସହଜସାଧ୍ୟ ବ୍ୟାପାର ନ ଥିଲା ସେ ତାହୁଁଥିଲା ପେ, କଶିଶ୍ ଚାକିରି କରୁଛି ତ କରୁ! ସେଥିରେ ତା’ର ଆପରି ନାହିଁ ! ହେଲେ ସେ ତା’ର ଘର ସମ୍ଭାଳୁ! ପିଲାଟିଏ ଜନ୍ମ ଦ୍ଦେଉ! ଆଉ ତା’ର ସଂସାର ତିଆରି କରୁ! କିନ୍ତୁ ଏକଥାକୁ ରୋକ୍ ଠୋ କ୍ ମନା କରି ଦେଲା କଶିଶ୍! କହିଦ୍ଦେଲା- ପିଲାର ମା’ ହୋଇ ସେ ତା’ର ପୌବନକୁ ଜାଳିଦେଇ ପାରିବନି କିମ୍ବା ଏତେଶୀଘ୍ର ନିଜର ସଂସାର ବଢ଼େଇ ସେଇ ସଂସାର ଜଞ୍ଜାଳରେ ଘାଶ୍ଚି ହୋଇପାରିବ ନାହିଁ ! ତା’ ଜୀବନ ତା’ର! ସେ ତାହାକୁ ଖୁବ୍ ମନଭାରି ଉପଭୋଗ କରିବାକୁ ଚାହେଁ ! ଆଉ ଯଦି ପାରୁଛି ତ ଦୀପକ ନିଜ ଉପରୁ ରଷଣଶାଳତାର ଘଟା ଟୋ ପକୁ ବାହାର କରିଦେଇ ତା’ର ଜୀବନକୁ ବି ମନରରି ଉପଭୋଗ କରୁ !
ଦୀପକ ନିରୁପାୟ ହୋଇପଡ଼ିଥିଲା! ସେ ଏମିତି ଏକ ପାହାଚରେ ଠିଆ ହୋଇଥିଲା ଯେଉଁଠି ନା ସେ କିଛି କହିପାରୁ ଥିଲା ନା କିଛି ନ କରି ରହିପାରୁ ଥିଲା! କଶିଶ୍ ତା’ର ପୁରୁଷ ବନ୍ଧୁମାନଙ୍କୁ ଘରକୁ ଆଣି ମାଉଜ଼ ମସ୍ତି କରୁ ଥିଲା ! ଅଇଁଠା ବାସନ ଦୀପକକୁ ମାଜିବାକୁ ହେରଥିଲା ! ଘର ଓଳେଇବାକୁ ପଡ୍ରଥିଲା ! ଡେରି ତାତି ଯାଏ କଶିଶ୍ ତା’ର ପୁରୁଷ ବନ୍ଧୁ ମାନଙ୍କ ସହିତ ହୋଟେଲରେ କଟାଉଥିଲା! ଘରେ କଶିଶ୍ କୂ ଅପେକ୍ଷା କରି ଦୀପକ ଭୋକରେ ଆଉଟିପାଉଟି ହେରଥିଲା କଶିଶ୍ ର ଥିଲା ଗୋଟିଏ ଉତ୍ତର- ଦୀପକ ଆଡ଼ଯୁଷ୍ଟ କରି ଶିଖିବା ରଚିତ! କଶିଶ୍ ର ସ୍ଵେଚ୍ଚାତାରିତା ଏତେ ବଢ଼ିଯାଇଥିଲା ଯେ, ସେ ନିଜର ଦରମା ଟଙ୍କା ଚୋସରପାତ କରିସାରି ଦୀପକର ଦରମାକୁ ମଧ ବେଫିକର ହେଇ ରଡ଼େଇ ଚାଲୁଥିଲା! ପୁଣିଏହାକୁ ନେଇ ସେମାନଙ୍କ ମଧରେ କଳି ହେଉଥିଲା! ପୁଣି ସେମାନେ ନିଜ ନିଜ ଭିତଃର ସମାଧାନ କରିନେଊଥିଲେ ଦୀପକ ଏହାକୁ ନିଜର କର୍ମଫଳ ବୋଲି ଭାବିନେଇଥିଲା
୨୦୧୫’ମାର୍ଜ ୧୧ ତାରିଖ ! ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦୀପକ ମୋବାଇଲ୍ କୂ କଶିଶ୍ ର ଫୋନ୍ ଆସିଲା! କଶିଶ୍ କହିଲା- “ମୋର ଏବେ ଦଶହାଃଜ଼ାର ଟଙ୍ଗା ଦରକାର ଆଜି ରାତିରେ ମୋର ଗୋଟେ ପାଟି ଅଛି! ମୁଁ ୯ଟା ସୁଦ୍ଧା ଟଙ୍କା ଚାହେଁ !” କଶିଶ୍ ର କଥା ଶୁଣି ଭୟଙ୍କର ଭାବରେ ଗାଗିଗଲା ଦୀପକା କହିଲା, “କଶିଶ୍! ତୁ ମୋ ସ୍ତ୍ରୀ ! ତୁ ଚଳିବ! ପାଇଁ ମୁଁ ଟଙ୍ଗା ଦେଇପାରେ! କିନ୍ତୁ ଡୋ ବନ୍ଧୁମାନଙ୍କ ପାଇଁ ମୁଁ ଆଉ ଗୋଟିଏ ବି ପଇସା ଖର୍ଚ୍ଚ କରିପାରିବି ନାହିଁ ! ତା’ଛଡ଼ା, ତୁ ତ ଚାକିରି କରିଛୁ! ତୁ ତୋ ରୋଜଗାରରେ ଯାହା ବି କଲେ ମୋର କିଛି ଆପଭି ନାହି !” ଦୀପକ କଥା ଶୁଣି କଶିଶ୍ ହସିଲା ଓ କହିଲା- “ଏ ମିଷ୍ଟର! ମୁଁ ତୁମ ସ୍ତ୍ରୀ ତେଣୁ ମୁଁ ଯାହା କ ହିବି ତାହ! ତୁମକୁ ଦେବା ପାଇଁ ହେବା ନ ହେଲେ ମୋର ଗୋଟିଏ ଏଫ୍ଆଇଆର୍ ରେ ତୁମେ ଭିତରକୁ ପଶିବା ଡୁମର ଆଉ ତୁମ ପରିବାର ମାନ, ସମାନ, ମର୍ଯ୍ୟାଦା ଧୂଳିରେ ମିଶିଯିବା ତେଣୁ ଚୂପ୍ ଗଫ୍ ମୋତେ ଟଙ୍କା ବେଇଦିଅ ! ମୁଁ ୯ଟା ବେଳକୁ ଆଝମ୍ ଗଢ଼ ଟ୍ରାଫିକ୍ ନିକଟରେ ତୁମକୁ ଜେଟିବି! ଟଙ୍ଗା ଧରି ମୋତେ ଅପେକ୍ଷା କରିଥିବା
ଫୋନ୍ କାଟିନ୍ଦେଲା କଶିଶ୍! ଦୀପକକୁ ଚାରିଆଡ଼ ଅନ୍ଧାର ଦ୍ଦେଖାଯାଉଥିଲା! ସେ କ’ଣ କରିବ କିଛି ନିଷ୍ଠଭି ନେଇପାରୁ ନ ଥିଲା! କଶିଶ୍ ତା’ ପାଇଁ ଏକ ଭୟଙ୍କର ଅଭିଶାପ ପାଲଟି ଯାଇଥିଲା! କଶିଶ୍ ର ପ୍ରେମ ତା’ ବେକକୁ ଫସି ଦଉଡ଼ି ହେଇ ଚିପି ଧରୁ ଥିଲା ! ସେ ଯେମିତି ବି ହେଉ ତା’ କବଳରୁ ମୁଳୁଳିବାକୁ ଗହୁଁଥିଲା
ନିର୍ଜାରିତ ସମୟରେ ଆଝମ୍ ଗଡ଼ ଟ୍ରାଫିକରେ ଆସି ପହଞ୍ଚଲା କଶିଶ୍! ଦୀପକ କହିଲା, ମୋ ପାଖରେ ବର୍ତ ମାନ ଏତେ ଟଙ୍ଗା ନାହିଁ! ତୁମେ ମୋ ଗାଡ଼ିରେ ବସ ! ମୋର ଜଣେ ସାଙ୍ଗ ନିକଟରୁ ଆଣି ତୁମକୁ ଦେବି! ଦୀପକ ଗାଡ଼ିରେ ବସିପଡ଼ିଳା କଶିଶ୍! ଦୀପକ ତାକୁ ନେଇ ଗଲା ସହରୋକ୍ ମୋରେ ସ୍ତିତ ଦାଦି ପୋଲ ନିକଟକୁ! ଗାଡ଼ି କ୍ରେକ୍ କଷିବା ପରେ କଶିଶ୍ ପଗରିଲା- “ମୋତେ କୋଉଠିକି ନେଇ ଆସିଛ ଦୀପକ ?” ଦାପକ୍ କହିଲା- “ସେଇଠିକି ଆଣିଛି ପୋଉଠୁ ତୁ ଚେଷ୍ଟା କରି ବି ଆଉ ଫେରିପାରିବୁ ନାହିଁ! ମୁଁ ତୋତେ ଏଇଠି ମାରିଦ୍ଦେବି!” ଡରିଯାଇଥିଲା କଶିଶ୍! କାକୁତି ବି ହେଲା, ଆଉ ସେମିତି ହେବନି! ମୋତେ ଛାଡ଼ିଦିଅ! ହେଲେ ଆଉ କିଛି ନ ଥିଲା କଶିଶ୍ ନିଜ ହାତରେ ନିକ ଗୋଡ଼କୁ ହାଣି ସାରିଥିଲା! ଦୀପକ ଭିତରେ ଆଉ ଭଲପାଇବା ନ ଥିଲା ତା’ ଭିତରୁ ସ୍ନେହ ର ଇଟା, ପ୍ରେମର ସିମେଣ୍ଟ ଆଉ ବିଶ୍ଵାସର ବାଲିରେ ତିଆରି ଘରଟା କେବେ ଠାରୁ ଭୁଶୁଡି ପଡି଼ଥିଲା ସେ ଆଉଥରେ କଶିଶ୍ କଥାରେ ଫସିଯାଇ ନିଜକୁ ଅସହାୟ କରିବାକୁ ତାହୁଁ ନ ଥିଲା ସେ ସେଇଠି ତଂଟି ଚିପି ମାରିଦେଲା କଶିଶ୍ କୂ! ଆଉ ତା’ର ହାତ, ଗୋଡ ଓ ମୁଣ୍ଡକୁ କାଟି ଫିଙ୍ଗି ଦେଲା ପୋଲ ନେ ଅଳିଆ ଭିତରକୁ! ଶେଷରେ ଦୀପକ ଗିରଫ ହୋଇ ଜେଲକୁ ଗଲା! ହେଲେ ତା’ ଭିତରେ ସାମାନ୍ୟ ବି ଅନୁଶୋଚନା ନ ଥିଲା! କାରଣ ସେ କଶିଶ୍ ର ଯନ୍ତାରୁ ମୁକୁଳିସାରିଥିଲା
No comments:
Post a Comment