Thursday, 8 June 2017

ଗୀତାରାଣୀ



ଗୀତାରାଣୀ  କୁ ଦେଖ୍ ବାମାତ୍ରେ ଘନଶ୍ୟାମ ନିଜର ସବୁକିଛି ଭୁଲିଗଲା! ସେ ଏକଥା ବି ଭୁଲିଗଲା ଯେ , ସେ ଆନନ୍ଦକୁ ଭେଟିବା ପାଇଁ ଆସିଛି! ଘନଶ୍ୟାମ ଜଣେ କାଠମିସ୍ତ୍ରୀ ! ଆନନ୍ଦ ତା’ ପାଖରେ କାମକରେ! ଦୁଇଦିନ ହେଲା  ଆନନ୍ଦ କାମକୁ ଯାଇ ନ ଥିଲା ! ତେଣୁ ସେ ଚା ଲିଆସିଥିଲା  ଆନନ୍ଦକୁ ଖୋଳିବା ପାଇଁ! କବାଟ ନକ୍ କଲାମାତ୍ରେ ଖୋଲିଲା ଗୀତାରାଣୀ! ଆଉ ଗୀତାରାଣୀ କୁ ଦେଖୁଦେଖୁ ଘନଶ୍ୟାମ ଫିନ୍ଦା ହୋଇ ଗଲା! ତା’ର ଆଖ୍ ଯେଭଳି ଲାଖ୍ ରହିଲା ଗୀତାରାଣୀ ର ଦେହ ଉପରେ!
        ଗୀତା ପ୍ରଥମେ ମୁହଁ ଖୋଜିଲା! ପଚାରିଲା- ‘ଆପଣ କିଏ ? କାହାକୁ  ଖୋଜୁଛନ୍ତି  ? ଘନଶ୍ୟାମ କହିଲ!- ‘ଅଚ୍ଛା , ତୁମ  ନାଁ କ’ଣ?ଗୀତା କହିଲା- ‘କ’ଣ ମୋ ନାଁ ଜାଣିବାକୁ ଆପଣ ଏଠାକୁ ଆସିଛନ୍ତି  ? ଘନମ୍ୟାମ କହିଲା- ‘ନା ନା’ ତୁମ ନାଁ ଜାଣିବାକୁ ନୁହେଁ; ବାସ୍ଥବିକ୍ ମୁଁ ଆନନ୍ଦକୁ ଦେଖିବା  ପାଇଁ ଆସି ଥିଲି ! ଅଚ୍ଛା ’ ତୁମେ ଆନନ୍ଦକୁ କହି ଦେବା  ଘନଶ୍ୟାମ ଆସିଥଲା!’
     ଘନଶ୍ୟାମ ନାଁଟା ଶୁଣି ନରମିଗଲା ଗୀତାରାଣୀ ସ୍ୱର କୁ  ନରମ କରି ପଚାରିଲା  ‘ଆପଣ କ’ଣ ସେଇ ଘନଶ୍ୟାମ’ ଯାହା ପାଖରେ ମୋ’ ଭାଇ କାମ କରେ!° ଘନଶ୍ୟାମ  ମୁଣ୍ଡ ହଁ ଲେଇଲା ଓ କହିଲା- ହଁ ମୁଁ ପେଇ ଘନଶ୍ୟାମ ଗୀତା କହିଲା- ‘ଆଉ ବାହାରେ ଠିଆ ହେଇନ୍ଥନ୍ତି  କ’ଣ ପାଇଁ ? ଭିତରକୁ ଆସନ୍ତୁ! ଭାଇ ର ଦେହ ଭଲ ନାହିଁ ! ସେ ହୋମିଓପାଥି ଖାଇ ଶୋଇନ୍ଥି!’ ଘନଶ୍ୟାମ ପୁଣି ଥରେ ପଚାରିଲା- ‘ଏବେ ନାଁଟା ତ କୁହ ?’ ଗୀତାରାଣୀ ହପିଦ୍ଦେଇ କହିଲା- ‘ମୋ ନାଁ ଗୀତାରାଣୀ!’

ଗୀତାରାଣୀ ଘନଶ୍ୟାମକୁ  ଘର ଭିତରକୁ ଡାକିନେଲା ଖଟ ଉପରେ ବ୍ଳା ଙ୍କେଟ୍ ଘୋ ଡ଼ିହୋଇ ଶୋଇଥିଲା  ଆନନ୍ଦ ତାକୁ ଜ୍ୱର ହୋଇ  ଥିଲା  ! ତଥାପି ସେ ଘନଶ୍ୟାମ କୁ ଦେଖ୍ ଖଟରେ ଉଠିବସିଲା! ପାଖରେ ବାପା ରାମେଶ୍ଵର ଓ ମା’ ଭଉଁରି ଦେବୀ  ବସିଥ୍6ଳା ସେମାନଙ୍କର ପରିଚୟ କରେଇ ଦେଲା  ଏତିକିବେଳେ ଚ! କରିଆଣିଲା ଗୀତାରାଣୀ!ଚା ନଉ ନଉ  ପୁଣିଥରେ ଗୀତାରାଣୀର ସୌନ୍ଦର୍ଯ୍ୟରେ ବଦ୍ଧା ପଡ଼ିଗଲା ଘନଶ୍ୟାମ ଖାଲି ବନ୍ଧା ପଡ଼ିଲାନି; ଅଧିକନ୍ତୁ  ଅଚାନକ ମହାନ୍ ହେଇଗଲା! ପକେଟ୍ ରୁ  ପାଞ୍ଚଶ’ ତାଙ୍କ ର ନୋଟ ଟେ   କାଢ଼ି ଆନନ୍ଦ ହାତକୁ ବଢ଼େଇଦେ ଲା ଓ କହିଲା - ‘ଏ ହୋମିଓପାଥିରେ ଜ୍ୱର  ସହଜରେ ଛାଡି଼ବନି! ଢେଣୁ କୌଣସି ଡାକର ଦେଖେଇ ଏଲୋ ପାଥ୍ ଖାଅ !ତାଙ୍କ  କଥା ଚିନ୍ତା  କରନି  ମୁଁ ଅଛି !’ ଶେଷକଥା କହିବ! ବେଳେ ସେ ବେଶ୍ ଅର୍ଥପୂର୍ଶ୍ୱ ଚାହାଶିଗେ ଗୀତାରାଣୀକୁ ଚାହିଁ ବାକୁ ଭୁଲିଗଲା ନାହିଁ ! ପୁଣି କ’ଣ ଭାବିଲା କେଜାଣି ପାକେଟ ରୁ  ଆଉ ପାଞ୍ଚଶ’ କାଢ଼ି ଆଣିଲା ଓ ଗୀତାରାଣୀ ହାତକୁ ବଢ଼େଇଦ୍ଦେଇ କହିଲା- ‘ଆଢି ଖୁବ୍ ଟେଷ୍ଟି  ଚ! ଦେଇଥିବା ରୁ  ଏଇଟା ମୋ’ ତରଫରୁ ତୁମକୁ ପୁରସ୍କା ର…
    ଗୀତାରାଣୀ ହାତକୁ ଟଙ୍କା  ବଢ଼େଇଦ୍ଦେଇ ଫେରିଆସିଲା ଘନଶ୍ୟାମ ହେଲେ ସେ ଭଲଭାବରେ ଚ୍ଚାଣିଥିଲା ’ ତା’ ମନଟାକୁ ସେ ଛାଡ଼ିଦେଇ ଆସିଛି ତା’ କର୍ମଚାରୀ ଆନନ୍ଦର କ୍ୟାର୍ଟରରେ - ଗୀତାରାଣୀ ନିକଟରେ! ଆନନ୍ଦର ଜ୍ୱର କୁ  ଘନଶ୍ୟାମ ନିଜ  ପାଇଁ ଏକ ବାହାନ! ବନେଇଲୀ ଆଉ ଦିନକୁ ଦୁଇଥର ଆନନ୍ଦକୁ ଦେଖିବା  ଆଳରେ ଯାଇ ଗୀତାରାଣୀକୁ ଦ୍ଦେଖ୍ଆସିଲା! କିଛି ଦିନ ପରେ ଆନନ୍ଦର ଦେହ ଭଲ ହୋଇଗଲା ! ହେଲେ ନୂଆନୂଆ ବାହାନା କରି ଘନଶ୍ୟାମ ଆନନ୍ଦ ଘରକୁ ଯା’ଆସ କରିବା ଜାରି ଉଖ୍ ଲା! ଗୀତା ବି ଏକଥା ଜାଣିଯାଇଥିଲା  ପେ,ଘନଶ୍ୟାମ କେବଳ ତା’ରି ପାଇଁ ହିଁ ଏଠାକୁ ଆସୁଛି! ସେ ବି ଗହୁଁଥିଲା  ଘନଶ୍ୟାମ ଥରକୁଥର ଏଠାକୁ ଆସୁ! ବାସ୍ତବିକ, ଗୀତାରାଣୀ ଏବଂ ଘନଶ୍ୟାମ ଙ୍କ ର  ଭାବନା ଏକ ଥିଲା ! ଘନଶ୍ୟାମ ଭାବୁଥିଲା  ସେ ତ ବ୍ୟାଚ ଲରା ଆଉ ଗୀତା ବି ଅନ୍ ମ୍ୟାରେ ଡା଼ ତେଣୁ ଗୀତା ସହିତ ସମ୍ପର୍କ ବଢେଇବାରେ ଅସୂବିଧା କେଉଁଠି ? ଆଉ ଅନୁରୂପ ଭାବନା ଗୀତା ଭିତରେ ବି ଥିଲା  ! କେବଳ କଥା ଅଟକିଥିଲା  ମୁହଁ ଖୋଲି କହିବାପାଇଁ  ଦିନେ ବି ସମୟ ସେଇ ମୁପୋଗ ଆଣିଦେଲା ସେମାନଙ୍କୁ! ଘନଭ୍ୟାମ ଯାଇ ପହଁଚିଲା  ବେଳକୁ ଘରେ ରାମେଶ୍ୱର କିମ୍ବା ଭଉଁରୀ ଦେବୀ  ନ ଥିଲେ ! ଆନନ୍ଦ ତ କାମରେ ଲାଗିଥିଲା ! ’ ଘନଶ୍ୟାମକୁ ଘରକୁ ପାଛୋଟିନେଲା ଗୀତାତାଣା! ଚା ଆଣିବା ପାଇଁ  ଚାଳିପାଉଥିଲା  ହେଲେ ତାକୁ  ରୋକିଦେଲା  ଘନଶ୍ୟାମ କହିଳା- ‘ଆଜି  ଚ! ନୁହେଁ, ମୁଁ ତୁମକୁ ପାଖରେ ପାଇବାକୁ ଚାହେଁ !’ ଘନଶ୍ୟାମ କଥ! ଶୁଣି ଗୀତା ବି ଅଟକିଗଲା ! ସତରେ ତା’ର କୋଉ ଚା   କରିବାକୁ ମନ ଥିଲା  ଯେ!
ଘନଶ୍ୟାମ କହିଲା- ‘ଗୀତାରାଣୀ ତୁମର ସମ୍ପୂର୍ଣ୍ଣ ନାମଟା ଉଚ୍ଚାରଣ କରିବାକୁ ମୋତେ ଭଲ ଲାଗୁନାହିଁ! ମୁଁ ତୁମକୁ କେବଳ ରାଣୀ ବୋଲି ଡାକିପାରିବି !’ ଏକଥା ଶୁଣି ଗୀତାର ଛାତି ଥରି ଉଠିଲା! ସେ ସତକୁସତ ଘନଶ୍ୟାମ ରାଣୀ  ପାଲଟିଗଲା !  ଆଉ କହିଲା- ‘ମୁଁ ବି ଚାହେଁ ତୁମେ ମୋତେ କେବଳ ରାଣୀ ବୋଲି ଡାକ! ତେବେ ସମ ସମସ୍ତେ  ଥିଲା  ବେଳେ ନୁହେଁ; କେବଳ ତୁମେ ଓ ମୁଁ ଥିବା  ବେଳେ !’
ଘନଶ୍ୟାମ କହିଲା- ‘ରାଣୀ! ତୁମେ ସତରେ ଜେତେ ସୁନ୍ଦର !’ ଗାତ! ମୁହଁ ତଳକୁ ପୋଡି କହିଲା- ସୌନ୍ଦର୍ୟ ଯ ଦେହରେ ନୁହେଁ, ଆଖୀ ରେ  ଥାଏ ଡୁମର ହୃଦୟ  ଖୁବ୍ ସୁନ୍ଦର ! ତେଣୁ ମୁଁ ତୁମକୁ ସୁନ୍ଦର ଲାଗୁଛି 1’ ଗୀତାର କଥା ଶୁଣି ଘନଯ୍ୟାମ ଛାତିରେ ଚାରିଶ’ ଚାଳିଶ ଭୋଲ୍ଟର କରେଣ ପ୍ରବାହିତ ହୋଇଗଲା! ସେ କହିଲା- ‘ରାଣୀ! ମୁଁ ତୁମ ପ୍ରେମରେ ପଡ଼ିଯାଇଛି !’ ଗୀତା ନୀରବ ରହିଲା! ଘନଶ୍ୟାମ କହିଲା- ‘ଆଜି ନୀରବ ରୂହନି ମୋ’ ରାଣା! ପାଟି ଖୋଲି କଥା କୁହ! କୁହ, ତୁମେ ମୋତେ ଭଲ ପାଅ କି ନାହିଁ!’ ଗୀତା କହିଳା- ‘ଝିଅମାନେ ସବୃକଥା ତୁଣ୍ଡ ଖୋଲି କହିପାରନ୍ତି ନାହିଁ  ସେମାନଙ୍କ ନାରବତାରୁ  ଅନେକ କଥା ବୁ ଝିନବାକୁ ହୁ ଏ !’ ଘନଶ୍ୟାମ କହିଲା- ‘ମୁଁ ଜାଣେ ସେ କଥା ! ହେଲେ ତୁମ କଣ୍ଠ ରୁ ଶୁଣିଲେ ମୋତେ ଲାଗିବ ଯେମିତି ସୁଖର ସପ୍ତମ ସ୍ଵର୍ଗରେ ରହିଛି !’ ହସିଦେଲ!ଗୀତା! କହିଲା - ‘ହଉ ହେଲା! ମୁଁ ତୁମକୁ ଭଲପାଏ! ଭଲପାଏ! ଭଲପାଏ ” ଘନଶ୍ୟାମ ଆନନ୍ଦରେ ଅଧୀର ହୋଇଗଲା କହିଲା- ‘ଆଜି  ଆମ ଦୁହିଙ୍କ ପାଇଁ ଏକ ଖୁସିର ଦିନା ଆଜି ମୁହଁ ମିଠା କରିବା ନିତାନ୍ତ ଜରୂରୀ ଗାତ! ମୁହଁ ଶୁଖେଇ କହିଲା- ‘ଘରେ ତ ମିଠ! ନାହିଁ! ଏବେ ବଜାର କୁ ଯିବାକୁ ହବା’ ଘନନ୍ଯାମ କହିଲା- ଆରେ  ବଜାରକୁ ଯିବା କ’ଣ ଦରକର ଯେ  ତୁମେ ଆଖ୍ ବନ୍ଦକର  ମୁଁ ଚୂମକୁ ମିଠ! ଖୋଇବେବି!’ ସତକୁସତ ଆଖ୍ ବୁଜି ଦ୍ଦେଳା ଗୀତାରାଣୀ ତା’ର ଫୁଲପରି କେମୋଳ ଓଠ ରେ ନିଜ  ଓଠକୁ ଥାପି ଦେଲା  ଘନଶ୍ୟାମ ଗୀତାରାଣୀ ପକ୍ଷ ରୁ କୌଣସି ପ୍ରତିବାଦ ନ ଥିଲା ସେ ବି ନିଜ ପ୍ରେମିକ ର ପ୍ରଥମ ଉପହାର କୁ ଦେବତା ଙ୍କ ଆର୍ଶୀ ବାଦ ଭଳି  ସ୍ୱୀକାର କରିନେଲା |ମନ ମିଶିସାରିଥିଲା ଓଠ ବି ଖୁବ ନିକଟତର ହୋଇ ସାରିଥିଲା ଏଥର ବନ୍ଧ ଭାଙ୍ଗିବାକୁ ଥିଲା ଏଣୁ ଉଭୟ ବି ବନ୍ଧ ଭାଙ୍ଗିବାକୁ ପ୍ରସ୍ତୁତ ହୋଇ ହୋଇ ରହିଥିଲେ  କେବଳ ଅପେକ୍ଷା ଥିଲା  ସୁଯୋଗକୁ; ଯେଉଁଦିନ ଘରେ ଆନନ୍ଦ ନ ଥିବା କି ନ ଥିବେ  ଆନନ୍ଦର ମା ବା ପା!
ଦିନେ ଗୀତାରାଣୀ ଜଣେଇଦେଲା  ମା ବା ପା ଦୁଇପିନ ପଇଁ ଏକ ବନ୍ଧୁ ଘରକୁ ଯାଉଛନ୍ତି ତେଣୁ ସେ ଯେମିତି ହେଲେ ଆନନ୍ଦକୁ ଦୂରକୁ ପଠେଇବାର  ବନ୍ଦୋବସ୍ତ କରିବା ଦରକାର! ଆନନ୍ଦକୁ ଦୂରେଇ କେବାକୁ ବେଶୀ ସମୟ ଲାଗିଲା  ନାହିଁ ଘନଶ୍ୟାମକୁ! ସେ ଦୁଇଦିନ ଲାଗି ଲାଗି ତାକୁ ସହ ରକୁ ଯନ୍ତ୍ରପାତି କିଣିବାକୁ ପଠେଇ ଦେଲା ! ବାସ , ଦୁଇ ଦିନ  ସ୍ୱାମା- ସ୍ଵୀ ହୋଇଗଲେ ଘନଶ୍ୟାମ ଓ ଗୀତାରାଣୀ !
         ଏଭଳି ଭାବରେ  ଦୁଇବର୍ଷ ବିତିଗଲା ! ଆନନ୍ଦ, ଗମେଶ୍ୱର ଓଭଉଁରୀ ଦେବୀ ଙ୍କ ଖାଦ୍ୟ ରେ ସ୍ଲିପିଂ ମିଶାଇ ନିଜ  ମନରଓରିମାନ ପୂରଣ କରୂଥିଲେ  ଘନଶ୍ୟାମ ଓ ଗୀତା  | ଇତିମଧ୍ଯରେ ଗାତା  ୨୧ ବର୍ଷରେ ପାଦଦେଲା  ! ରାମେଶ୍ୱର ଓ ଭଉଁରୀ ଦେବୀ ଚିନ୍ତା କଲେ  ଗୀତାର ବାହାଘର କରିଦେବେ! ସେମାନେ ବଡ଼ଝିଅ ଅନିଢାକୁ ଓମ୍ ପ୍ରକାଶ ସହ ବାହ! ଦେଇ ଥିଲେ , ଖୁବ୍ ଭଲରେ ଚାଲୁ ଥିଲା ଅନିତା! ଓମ୍ ପ୍ରକାଶର ତିନି ଭାଇ | ଭୃପ୍ ପ୍ରକାଶ, ପ୍ରେମ ପ୍ରକାଶ ଓ ବିନୋଦ ପ୍ରକାଶ | ଭୃପ୍ ପ୍ରକାଶ  ଜନ୍ମରୁ ପୋଲିଓ  ଅକ୍ରାନ୍ତ! ବିନୋଦ  ପ୍ରକାଶ ସବା ସାନ ,ତେଣୁ ପ୍ରେମ ପ୍ରକାଶର ବିବାହଁ  ବୟସ ହୋଇଯାଇଥିଲା ! ରାମେଶ୍ୱର ଓ ଭଉଁରୀ ଦେବୀ ଚିନ୍ତା କଲେ ଯଦି ପ୍ରେମପ୍ରକାଶ ସହ ଗୀତାରାଣୀ ର  ର ବାହାଘର ହୋଇଯାଏ, ତା’ହେଲେ ତାଙ୍କର  ଦୁଇଝିଅ ସୁଖରେ ଚାଲିବେ  ଏଣୁ ଉଭୟ  ପକ୍ଷଙ୍କ ସହମତିରେ ବିବାହ ଚୂଡ଼ାନ୍ତ ହୋଇଗଲା
 ବିବାହ ଖବର ଶୁଣି ଉଭୟ ଘନଶ୍ୟାମ ଓ ଗୀତାରାଣୀ କାନ୍ଦିବା  କଥା ମାତ୍ର ସେମାନଙ୍କର ସୂଖରସାମା ରହିଲ! ନାହି! କାରଣ ସେମାନେ କେବେ ବି ପରସ୍ପର କୁ ବିବାହ କରିବାକୁ ଯୋଜନା  କରି ନ ଥିଲେ , ସେମାନେ ଭାବିଲେ ବରଂ ଭଲ ହେଲା ଆଉ ଶପଥ କଲେ ଯେ, ସେମାନେ ବିବାହ ପରେ ବି ପରସ୍ପର କୁ ଭୁଲିବେ ନାହିଁ! ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ରଖିବେ  ଅତଏବ, ଗୀତାରାଣୀ ର  ବାହାଘର ହେଇଗଲା! ଯୋଗକୁ ତା’ର ଦୁଇମାସ ପରେ ଘନଶ୍ୟାମ ସଞ୍ଜୁ ନାମା ତରୂଣାକୁ ବାହା ହେଇଗଲା ଏଥିରେ ଗୀତାର ବି କୌଣସି ଆପରି ନ ଥିଲା 
          ଘନଶ୍ୟାମ ବରା ବର  ଗୀତାଗଣାର ଶାଶୁ ଘରକୁ ଯଊଥିଲା , ଗୀତା ତାକୁ ତା’ର ମଉଲା ପୂଅ ଭାଇ  ଦୋଳି ପରିଚିତ କରେଇ ଦେଇ ଥିଲା ! ତେଣୁ ମଉଲା ଭାଇ କୁ  ଭଉଣୀ ଘରେ ରୋକିବ ବା କିଏ ?ଗୀତାରାଣୀ ଓ ଘନଶ୍ୟାମ ତ ଗୋଟିଏଇ ସୂତ୍ର କୁ ଧରି ଥିଲେ  ବ୍ଲିଚିଙ୍ଗ ପାଉଡର ! ସେମାନେ ଦୈନିକ ରା ତିରେ ସମସ୍ତଙ୍କୁ  ଖାଦ୍ୟରେ ବ୍ଲିଚିଙ୍ଗ  ପାଉଡର ମିଶେଇ  ଦଉ ଥିଲେ! ଆଉ ରାତି ସାରା ସୁ ଖର ବନ୍ୟାରେ ବୁଡ଼ି ଆକତା ମାକତା   ହଉ ଥିଲେ| ବର୍ଷକ ପରେ ଗୀତା! ଗର୍ଭବତୀ ହେଳା ଏଇ ଖବର ଗୀତା ଅସି ପ୍ରଥମେ ଦେଲା  ଘନଶ୍ୟାମକୁ! କାରଣ ସେ ପିଲାଟି ଥିଲା  ଘନଶ୍ୟାମରା ଗୀତାରାଣୀ ଶପଥ କରିଥିଲା ’ ସେ ଯାହାକୁ ବି ବାହା ହଉ ନା କାହିଁକି  ସେ ପ୍ରଥମେ ଘନଶ୍ୟାମର ପିଲାକୁ ଜଣ ଦେବା ! ପୁଅ ଟିଏ ଜନ୍ମ ଦେଲା ଗୀତା  , ତା’ପରେ ପୁଣି ସେମାନଙ୍କର ଆରମ୍ଭ ହୋଇ ଗଲା ସ୍ୱାମୀ ସ୍ତ୍ରୀ ର  ସମର୍ଜା ସୂତ୍ର ଥିଲା ସ୍ଲିପିଂ ପାଉଡର !
      ସେମାନେ ସମସ୍ତଙ୍କୁ ସ୍ଲିପିଂ ପାଉଡର ’  ଖୁଆଊ ଥିଲେ ହେଲେ ଭୂଫ୍ ପ୍ରକାଶକୁ ଛାଡ଼ି ଯାଉଥିଲେ ! ସେମାନେ ଭା ବୁଥିଲେ  ଯେ , ଭୃଫ୍ ଗୋଟେ ପୋଲିଓ ଆକ୍ରାନ୍ତ ରୋଗୀ ! ସେ ନିଜ ଇଛାରେ ପାଦଟିଏ  ବି ଘୁଂଚି ପାରୁନି ! ତା କୁ କ’ଣ ଡର! ହେଲେ  ସେ ହିଁ ଗୀତା-ଘନଶ୍ୟାମ ପ୍ରେମ ସମ୍ପର୍କରେ ବାଧକ ସାଜି ଲା ! ଦିନେ ସେ ଗୀତାକୁ ଡାକି ମୁହେଁ ମୁହେଁ ଜଣେଇଦେଲ! ଯେ, ସେ ଯାହ! କରୁଛି ଭଲ  କରୁନି! ଦୈନିକ  ଗତିରେ ସେ ଘନଶ୍ୟାମ  ସହିତ  ପାପ ସମ୍ପର୍କ ରଖୁଛି! ଏକଥା ଶୁଣି ଡରିଗଲେ ଘନଶ୍ୟାମ ଓ ଗୀତାଗଣା ! ଗୀତାରାଣୀ ମିଛିମିଛିକା ଅଭିନୟ ଆରମ୍ଭ କରିଦେଲେ ! ଭୃଫ୍ଋ ଗୋଡ଼ତଳେ ପଡ଼ି କହିଲା, ସେ ତାର ଭୁଲ ବୁଝିପାଋଚି  ସେ ଆଉ ପାପ କାମ  କରିବନି  ! ଏଇଥର ତାକୁ ସେ ଷମା କରିଦେଉ ! କାହାରିକି କିଛି ନ କହୁ! ରୂପ ପ୍ରକାଶ ପୋଲିଓ ଆକ୍ରାନ୍ତ ହୋଇଥିଲେ  ବି ତା’ ଭିତରେ ଗୋଟେ ହୃ ଦୟ ଥିଲା ! ସେ ଗୀତାରାଣୀର ଅଭିନୟକୁ ସତ ଚୋଲି ଧରିନେର ଷମା କରିଦେଲା ହେଲେ ରାତିରେ ବିଗିଡି଼ଗଲା ସମୀକରଣ ! ଘନ ସୋନୁ  ଓ ଇନ୍ଦ୍ରରଜ  ନାମକ ତା’ର ଦୁଇ  ସାଙ୍ଗକୁ ଧରି ଆସି ପହଁଚିଲା ! ପୂର୍ବରୁ ଗୀତା ସମସ୍ତଙ୍କୁ ସ୍ଲିପିଂ  ପାଉଡର ଖୁଏଇ ଗାଢ଼ ନିଦରେ ଶୁଏଇ ଦେଇ ଥିଲା  ! ସେମାନେ ଭୃପ୍ ପ୍ରକାଶ ଘର ଭିତରକୁ ପଶିଲେ! ଏତେ ଲୋକଙ୍କୁ ଦେଖ୍ ରୟ ପାଇଗଲା ଭୃଫ୍! ପାଟି କରିବା ପୂର୍ବ ରୁ  ତା’ ପାଟିକୁ ବନ୍ଦ  କରିଦେଲେ ସୋନୁ ଓ ଇଦ୍ରରାଯା  ସେଇଠି ସବୁ ରାଜେ ଖୋଲିଦେଲା ଗୀତାରାଣୀ କହିଲା-ଘନଶ୍ୟାମ ତା’ର ସବୁକିଛି! ଏମିତିକି ଯେଉଁ ପିଲାଟାକୁ ସେ ଢନ୍ନଦ୍ଦେଇଛି’ ସେଇଟା ଏଇ ବଂଶର ନୁହେଁ; ସେଇଟା ହେଊଛି ଘନଶ୍ୟାମର! ଏତିକି କହିସା ରିବା ପରେ ଭୃଫ୍ ର ତଂଟି ଚିପି ହତ୍ୟାକଲେ ସେମାନେ! ଆଉ ତା’ ମୁହଁରେ ଏସିଡ଼୍ ଢାଳି ତାକୁ ବିକୃତ କରିନେଲେ! ବାହାରେ ଫିଫିଦେଲେ
ନାଟକ କିନ୍ତୁ  ଏଇଠି ସରିଲାନି! ଖୀ ଅ ଖୋଜି ପୋଲିସ୍ ଗିରଫ କଲା  ଗୀତାରାଣୀ କୁ! ତାକୁ କଷ୍ଟଡି ଡିକୁ ନେଇ ଆରମ୍ଭ କରିଦେଲା ପଚରା ଉଚରା ' ଏଇଠୁ ହିଁ ଆରମ୍ଭ ହେଲା ନାଟକର ରୋମାଞ୍ଚକର ଦୃଶ୍ୟ ! ଗୀତାରାଣୀ ଗିରଫ ହେବ! ପରେ ସବୁଠୁ ବେଶୀ ଭୟଭୀତ ହୋଇଗଲେ ସୋନୁ ଏବଂ ଇଦ୍ରରାଜା କାରଣ ସେମାନେ ପେସାଦାର ଅପରାଧୀ ନ ଥିଲେ ! ସେମାନେ ଭାବିଲେ, ଏଇ ଘନଶ୍ୟାମ ହିଁ ସେମାନଙ୍କୁ ଫସେ ଇଦେ ଲା! ନ ହେଲେ ସେମାନେ କ’ଣ ପାଇଁ ଏଭଳି ଅପରାଧ କରିଥାନ୍ତେ! ତେଣୁ ଯିଏ ସେମାନଙ୍କୁ ଫସେଇଦେ ଲା ତାକୁ ବି ସେମାନେ ମାରିଦେବେ ! ସେମାନେ ତାହା ହି କଲେ ! ଏକ କାମର ବାହାନା କରି ଘନଶ୍ୟାମକୁ ସେମାନେ ଡାକିନେଲେ ଓ ତା’ ଉପରେ ଗାଡ଼ି ଚଢ଼େଇ ମାରିଦେଲେ!

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...