ହେଲେ ସମୟର ଏ ନିୟମକୁ ମାନିନେବା ପାଇଁ ପ୍ରସ୍ତୁତ ନ ଥିଲା ମୁନ୍ନି ! ସେ ଚାହୁଁନ ଥିଲା ତା’ ବେହର ରଙ୍ଗ ମରଳିଯାଉ କିମା ସେ ଏ କଥା ବି ଚାହୁଁ ନ ଥିଲା ପେ, ତା’ ମନର ଓ ଭନ ରେ ଦିକିଦିକି ହେଇ ଜଳୁଥିବା ଯୌବନର ନିଅଁ! ଶୀତଳ ହୋଇଯାଇ!
କାନପୁରର ମହ’ରାଜପୁର ଥାନା ଅନ୍ତର୍ଗତ ରେହେନସ୍ ଗ୍ରାମର ଜଣେ ମଧବୟସ୍କ ଚାଷା ଦେବ
ନାରାୟଣ! ସେହି ଦେବ ନାରାୟଣର ସ୍ତ୍ରୀ ମୁନ୍ନି ! ତିନିପୁଅ ଟିଙ୍କୁ’ ଛୋଚୂ’ ସାନୂ ଏବଂ ଦୁଇଝିଅ ପୁନମ୍
ଓ ଶାନ୍ତି କୁ ନେଇ ଦେବ ନାରାୟଣ ସଂସାର! ବଡ଼ପୁଅ ଟିଙ୍କୁକୁ ୨୨ବର୍ଷ’ ବଡ଼ଝିଅ ପୁନମ୍ ଏବେ ୨୦ ବର୍ଷର ଯୁବତୀ! ପୁଅ ଝିଅ ଯେ ବଡ଼ ହେଇଗଲେଣି - ମୁଚ୍ଚିର କିନ୍ତୁ ଏସବୁ ପ୍ରତି ନଜର ନ ଥିଲା! ଭାବୁଥିଲା’ ସେ ଏବେ ବି ଜଣେ ୨ଠବର୍ଷର ଯୁବତୀ! ସେ ସବୁବେଳେ ନିଜକୁ ଆଇନା ଆଗରେ ରଖୁଥିଲା ! ଦେଖୁଥିଲା ଦେହର ରଙ୍ଗ , ମାପୁଥିଲା ଯୌବନର ଉଭାପ |ଗୋଟିଏ ବାକ୍ୟ ରେ କହିଲେ ଚିର ଯୁବତୀ ରହିବା ଥିଲା ତା’ର ଗୋଟିଏ-କେବଳ ଗୋଟିଏ ସ୍ଵପ! ହେଲେ ସେ ଏକଥା ବି ଜାଣିଥିଲା ଯେ, କେବଳ ଇଚ୍ଚା କଲେ କେହି ଚିର ଯୌବନର ଅଧିକାରୀ ହୋଇପାରେନା! ତାକୁ ବୟସର ତାପରେ ମୁଣ୍ଡ ନୁ ଆଁଇବାକୁ ପଡ଼ୋ
ସେ ଅବିବାହିତା ଥିବାବେଳେ ଗୋଟେ କଥା ଶୁଣିଥିଲା ଯେ, ନାରାଟିଏ ଚେଷ୍ଟା କଲେ ନିଜର ପୌବନକୁ ଅତୁଟ ର ଖିପାରିବ! ବୟସ ବଢ଼ିଗଲେ ବି ସେ ବୁଢ଼ା ହେବନାହିଁ କି ତା’ ସ୍ଵପ ରଇଂହୀନ ହେବନାହିଁ! ସେଥିପାଇଁ ତାକୁ ଆଉ କାହାର ଜୌ ବନକୁ ଅପହରଣ କରିବାକୁ ପଡ଼ିବ! ତାକୁ ଏ କଥ! ମଧ ବୁଝେଇ ଦିଆଯାଇଥିଲା ପେ’ ନାର1 ପୁରୁଷକୁ ଆହରଣ କରେ ଏବଂ ନିଜ ଜରାୟୁରେ ବଢ଼ାଇ ପୁଣିଥରେ ତାକୁ ପିଲା ଭାବରେ ଜନ୍ମ ଦିଏ! ଏ ସବୁକଥା ସେ ଅନୂଢ଼ା ଥିବା ! ବେଳେ ଶୁଣିଥିଲା ସିନା ହେଲେ ଏସବୁ ପେ ତା’ର
ଦରକାରରେ ଆସିବ ସେକଥା କେବେ ଚିନ୍ତା କରି ନ ଥିଲା! ସେ ସେତେବେଳେ ଚିନ୍ତାକଲା ଯେତେବେଳେ ଦିନେ ଆଇନା ତାକୁ ଆଖ୍ ମିଟିକ! ମାରି କହିଦେଲା ଯେ’ ମୁନ୍ନି , ତୋତେ ୪୦ ଡେଇଁଗଲା! ତୁ ଏବେ ବୁଢ଼ା ହେଇଯିବୁ!
ମୁନ୍ନି , ମୁଣ୍ଡରେ ଯେମିତି ଚଡ଼କ ପଡ଼ିଗଲା! ସେ ଧାଇଁଲା ତା’ ବାପଘରକୁ! ଭେଟିଲା ସେଇମାନକୁ
ଯେଉଁମାନେ ତାକୁ ବତେଇଥିଲେ ଚିରକୁମାରୀ ରହିବାର ରହସ୍ୟ! ସେମାନେ ମୁଚ୍ଚିକୁ କହିଲେ, ଚିରକୁମାରୀ
ରହିବା ସେମିତି କିଛି କାଠିକର ପାଠ ନୁହେଁ! ତେବେ ସେଥିପାଇଁ ଗୋଟେ ସାର୍ଟ ଲୋଡ଼ା! ତୁ ତୋଠୁ ଅଧା ବୟସର ଗୋଟେ ପୁଅ ଯୋଗାଡ଼ କର, ଯିଏ ଆଦୌ କୌଣସି ଝିଅର ସଂସର୍ଗରେ ଆସି ନ ଥିବା କିମା ତା’ ସହିତ ଶାରୀରିକ ସମର୍କ ଯାପନ କରି ନ ଥିବା ! ସେହି ପିଲା ସହିତ ତୁ ଯଦି ଶାରୀରିକ ସମ୍ପର୍କ ଯାପନ କରିବୁ ତା’ହେଲେ ତା’ର ଯୌବନ ଡୋ ଦେହକୁ ସଞ୍ଚରି ଆସିବ ଆଉ ତୁ ତୋର ଯୌବନ ଅତୁଟ ର ଖିପାରିବୁ!
ମୁନ୍ନି ଫେରିଆସିଲା ଘରକୁ’ ତା’ର ଆଉ ସ୍ୱାମୀ ଦେବ ନାରାୟଣ ଉପରେ ନଜର ନ ଥିଲା! କାରଣ ବେବ
ନାରାୟଣର ବୟସ ୪୫ବର୍ଷ ଟପିସାରିଥିଲା! ତା’ର ଦରକାର ୨୦/୨୨ ବର୍ଷର ଗୋଟେ ନବ ଯୁବକ!
ମୂଚ୍ଚିର ବଡ଼ପୁଅ ଟିଙ୍ଗା ଟିକୁର ସବୁଠୁ ଘନିଷ୍ଠ ସାଇଂ ପଙ୍କଜ! ପଙ୍କଜର ବାପା ପୁତନ୍ ମିଶ୍ର ଗାଁର
ମୁଖ୍ଆ! ସ୍ତ୍ରୀ ରେଖା, ପୁଅ ପଙ୍କଜ, ଲାଲ୍, ଗୁଙ୍ଗା ଏବଂ ଝିଅ ଲରଲାକୁ ନେଇ ତାଙ୍କର ସଂସାର! ଟିଙ୍କୁ
ସହ ପଙ୍କଜ ସବୁବେଳେ ଘରକୁ ଆସେ! ସେମାନେ ସାଙ୍ଗ ହେଇ ପାଠ ପଢ଼ନ୍ତି ପଙ୍କଜ ମୁନ୍ନି କୁ ଚା ଚି ବୋଲି ଡାକେ ! କାରଣ ସେ ତା ସାଙ୍କ ଟିକୃର ମା’! ସମାନ ଜଣାଏ ! ମୁନ୍ନି ମଧ ପଙ୍କଜକୁ ତା’ ପୁଅ ଟିକୁ ଭଳି ଭଲପାଏ! ତାକୁ ‘ବେଟା’ ବୋଲି ସମୋଧନ କରେ!
ମୁନ୍ନି ତା’ ବାପଘରକୁ ଯିବା ପୂର୍ବରୁ ସବୁକିଛି ଠିକ୍ ଠାକ୍ ଥିଲା! ପଙ୍କଜକୁ ସେ ‘ବେଟା’ ଚୋଲି ତାକୁଥିଲା! ପଙ୍କଜର ‘ଚାଚି’ ଡାକ ତାକୁ ମଧୁର ଶୁଭୁଥିଲା ! ହେଲେ ବାପଘରୁ ଫେରିବା ପରେ ବଦଳିଗଲା ସବୁକିଛି! ପଙ୍କଜ ତାକୁ ଆଉ ତା’ ପୁଅର ସାଙ୍ଗ ଭଳି ଜଣାଗଲା ନାହିଁ ! ପଙ୍କଜ ଗଚି ଡାକିଲେ ତାକୁ ବିରକ୍ତ ଲାଗିଲା ! ପଙ୍କଜ ଟିଙ୍କ ସାଙ୍ଗେ ମିଳାମିଶା କରିବାକୁ ସେ ବରଦାସ୍ଥ କରିପାରିଲା ନାହିଁ ! ସଂକ୍ଷେପରେ ପଙ୍କଜ ତ! ପାଇଁ ସେ ଇଚ୍ଚ! କରୁଥିବା ଏକ ପୁରୁଷ ବନିଯାଇଥିଲା ଆଉ ସେ ପଙ୍କଜକୁ ଏକୁଟିଆ ପାଇବା ଲାଗି ମନ ବଳାଉଥିଲା!
ପଙ୍କଜ ଦିନେ ଟିକୁକୁ ଖୋଜି ଆସିବା ବେଳକୁ ଘରେ ପଙ୍କଜ ନ ଥିଲା! ଏମିତି ଘରେ ମୁଦ୍ଵିକୁ ଛାଡ଼ି
ଆଉ କେହି ବି ନ ଥିଲେ! ଏ ସୁଯୋଗକୁ ହାତଛଡ଼ା କରି ନ ଥିଲା ମୁନ୍ନି ,! ସେ କହିଲା- ‘ଆରେ ପଙ୍କଜ
ବେଟା, ଟିକୁ ନାହିଁ ! ତୁ ବସି ଟିଭି ଦ୍ଦେଖୁଥା ! ସେ ଆଉ ଟିକିଏ ପରେ ଆସିଯିବନି!’ ପଙ୍କଜ ତାହା ହିଁ କଲା!
ମୁଦ୍ଵି ଆସି ବସିଗଲା ତାକୁ ସାମାକରି! ସେ ଚାହୁଁଥିଲା’ ପଙ୍କଜ ତା’ ଆଡ଼କୁ ଆକର୍ଷିତ ହେଉ! ସେଥିଲାଗି ସେ
ଅସତର୍କ ଥିବାର ଅଭିନୟ କରି ନିଜ ଛାତିରୁ ଲୁଗା ଖସେଇ ପକଉଥିଲା! ଗୋ ଡ଼ କୁଶ୍ଵେଇହେବା ଆଳରେ
ପିଦ୍ଧାଲୁଗାକୁ ଜଙ୍ଘଯାଏ ଉଠେଇ ନଉଥିଲା
ପଙ୍କଜକୁ ଏସବୁ ଖୁବ୍ ଅଡୁଆ ଲାଗୁଥିଲା! କାରଣ ମୁଦ୍ଵି ତା’ ସାଙ୍ଗର ମା’ ଥିଲା ଓ ସେ ତା’ ନିଜ ମା’ ବୟସରେ ହିଁ ଥିଲା! ସେଥିଲାଗି ସେ କିଛି- କହିପାରୁ ନ ଥିଲା! ପୁଣି ସେ ଚେଷ୍ଟାକରି ବି ମୂନିର ଅର୍ଦ୍ଧଉଲଗ୍ନ ଦେହରୁ ଆଖ୍ ଫେରେଇ ପାରୁ ନ ଥିଲା ଆଉ ଦିନକର କଥା! ଘରେ କେହି ନ ଥିବା ବେଳେ ପଙ୍କଜକୁ ଡକେଇ ପଠେଇଲା ମୁଜ୍ଜି! ତାକୁ ପାଖରେ ବସେଇ କହିଲା- ‘ପଇଂଜ! ମୁଁ ଶୁଣିଛି କୁଆଡ଼େ ତୋର ବାହାଘର ପ୍ରସ୍ରାବ ଲାଗିଛି ପଙ୍କଜ ଆଶ୍ଚର୍ଯ୍ୟ ହେଇଗଲା! କହିଲା- ‘ଚାଚି’ କାହିଁ ମୁଁ ତ ଜାଣିନାହିଁ! ତେବେ ମୁଁ ଏତେଶୀଘ୍ର କ’ଣ ପାଇଁ ବାହାହେବି!’ ମୁଚ୍ଚି ଗୋଟେ ଦୁଷାମିର ହସ ହସି କହିଲା- ‘ଆରେ ତୋ ବାପାମା’ ବୋଧହୁଏ ଜାଣିଗଲେଣି ଯେ ତୁ ବେଳକୁବେଳ ଦୁଷ୍ଟ - ହୋଇଯାଉଛୁ! ଆଉ ତୋ ବୟସର ଝିଅମାନଙ୍କ ଝିଅମାନଙ୍କ ସାଥ୍ରେ ଖରାପ ସମ୍ପର୍କ ରଖୁଛୁ! ହୁଏତ ଏ ଖବର ସେମାନଙ୍କ କାନରେ ବାଜିଛି ଆଉ ସେମାନେ ତୋ ପାଇଁ ବୋ ହୁଖୋଜା ଆରମ୍ଭ କରିବେଇଛନ୍ତି
ମୁନ୍ନି ର କପଟତାକୁ ବୁଝିବା ପଙ୍କଜ ପାଇଁ ସହଜ ନ ଥିଲା , ସେଥିଲାଗି ସେ ବ୍ଯସ୍ତ ହେଇ କହିଲା- ଆରେ ଚଚି , ଖରାପ କାମ କରିବା ତ ଦୂରର କଥା! ମୋର ଏଯାଏ କେହି ଝିଅ ସାଇଂ ହିଁ ନାହାନ୍ତି ! ତୁମେ ତୁମ ପୁଅ ଟିକୁକୁ ବି ଏକଥା ପଚାରିପାରିବ ପଙ୍କଜର ଏକଥା ଶୁଣି ଖୁସି ହେଇଗଲା ମୁଚ୍ଚି!---- କାରଣ ତା’ର ଦରକାର ଥିଲା ଏମିତି ଏକ ପୁଅ ଯିଏ ଆଦୌ ଝିଅଙ୍କ ସଂସର୍ଗରେ ଆସି ନ ଥିବା ଆଉ ପଙ୍କଜ ହିଁ ତା’ ପାଇଁ ଉପଯୁକ୍ତ ଥିଲା! ମୁଚ୍ଚି ପଙ୍କଜ
ନିକଟକୁ ଘୁଂଚି ଆସିଲା! କହିଲା- ଆଚ୍ଚା’ ତୁ ଯଦି କୌଣସି ଝିଅଙ୍କ ସହିତ ମିଶିନାହୁଁ’ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖ୍ ନାହୁଁ ତା’ହେଲେ ତ ଏଇଟା ଆଉଗୋଟେ ଅସୂବିଧା! ଏହା ତ ଏକ ଘୋର ସମସ୍ୟା
ପଙ୍କଜ କାବା ହେଇ ଅନେଇ ରହିଲା ମୁନ୍ନି ର ମୁହଁକୁ! ମୁଲିକୁ ବୁଝିବା ପାଇଁ ବାକି ରହିଲାନାହିଁ
ପଙ୍କଜର ସମସ୍ୟା! ସେ କହିଲା- ଆରେ ଦେଖା ପ୍ର6ତ୍ଯକ ପୁରୁଷ ବାହା ହେବା ପରେ ସା ସହିତ
ସମ୍ପର୍କ ରଖ୍ ଥାଏ! ଆଉ ସେଥିପାଇଁ ପୂର୍ବରୁ ଅଭିଜ୍ଞତା ଥିବା ଲୋଡ଼ା ! ପଦି ଚୋର ଅଭିଜ୍ଞତା ନ ଥିବା ’ ତୁ କିଛି
ଜାଣି ନ ଥି ବୁ ତା’ହେଲେ ତୋ ସ୍ତ୍ରୀ ତୋତେ ନପୁ°ଷକ ଭାବିବା ସେ ଭାବିବ ପେ ତୁ କୋଉ କାମକୁ ନୁହଁ!
ହୁଏତ ସେ ତୋତେ ଛାଡ଼ି କିମା ତୋତେ ଲୁବେଇ ଆଉ କାହା ସହ ସମ୍ପର୍କ ର ଖିପାରେ ! ସେଥିଲାଗି ପଦି
ତୋର ଅନୁଭୂତି କି ଅଭିଜ୍ଞତା ନାହିଁ ତା’ହେଲେ ତୁ ଅଭିଜ୍ଞତା ହାସଲ କରିବା ଆବଶ୍ୟକ
ପଇଂଜକୁ ବେଳକୁବେଳ ମୁଲିର କଥ! ଭଲ ଲାଗୁଥିଲା! ଥରକୁଥର ମୁଲିର ଲୁଗା ଖସି ପଡୁ ଥିବା
ଦେହ ଭଲ ବେଖାଯାଉଥିଲା! ସେ କହିଲା- ‘ଚାଚି’ ଠିକ୍ କଥ! ! ହେଲେ ମୋତେ ଏସବୁ ଶିଖେଇବ କିଏ
ତୁମେ ଯଦି ମୋତେ ଶିଖେଇ ଦିଅନ୍ତ
ମୁନ୍ନି ଦେଖିଲା ’ ତା’ ଜାଲ ଭିତରକୁ ପଶିଆସୁଛି ପଙ୍କଜ ! ଏହାର ଅର୍ଥ ତା’ର ଅରିଷ୍ଠ ପୂରଣ ହେବ ! ସେ
ତା’ର ପୌବନକୁ ଅତୁଟ ରଖିବାର ଅବ୍ଯର୍ଥ ମକୌଷଧ୍ ହାସଲ କରିପାରିବ! ସେଥିଲାଗି ସେ କହିଲା- ‘ମୁଁ
କେମିତି ତୋତେ ଶିଖେଇବି ପେ ! ତୁ ତ ମୋତେ ସେହି ‘ଚାଚି’ ‘ତାଚି’ ଚୋଲି ତାକି ଚାଲିଛୁ! ତୁ ଆଗ ମୋ ନାଁ
ଧରି ଡାକ ତା’ହେଲେ ମୁଁ ସବୁ ଶିଖେଇଦେବି !’ ପଙ୍କଜ ମାନିଗଲା ମୁନ୍ନି ର କଥ! ! ମୁଲି କହିଲା- ଆଜି ରାତିରେ
ତୁ ଆସିବୁ! ମୁଁ ତୋତେ ସବୁ ଶିଖେଇବେବି!
କହିବା ବାତୁଲ୍ୟ’ ସେହି ରାତିରେ ହିଁ ପଙ୍କଜ ପ୍ରଥମଥର ପାଇଁ ଖାଇଲା ନିଷିଦ୍ଧ ଫଳ! ବାସ୍, ତା’ପରେ ସବୁଦିନ ଲାଗି ମୁନ୍ନି ମୟ ହେଇଗଲା ତା’ ଜୀବନ! ସେ ଭୁଲିଗଲା ପେ, ମୁନ୍ନି , ତା’ ସାଙ୍ଗ ର ମା’! ତା’ ମା’ ବୟସର! ମୁନ୍ନି ଭୁଲିଗଲା ଯେ, ପଙ୍କଜ ତା’ ପୁଅ ଟିଙ୍କୁର ସାଙ୍ଗା ତା’ ପୁଅ ବୟସର! କଥା ପ୍ରଘଟ ହେଲା! ମୁଦ୍ଵି ଓ ପଙ୍କଜ ମାଡ଼ ଖାଇଲେ! ଅପମାନ ପହିଲେ! ହେଲେ ନିଷିଦ୍ଧ ଫଳ ଖାଇବାର ମୋହ ଛାଡ଼ିପାରିଲେ ନାହିଁ
୨୦୧୫, ଜାନୂୟାରୀ ୫ ତାରିଖ! ମୁନ୍ନି ଏବଂ ପଙ୍କଜ କେଉଁଆଡ଼େ ଫେରାର ହୋଇଗଲେ! ପଙ୍କଜେ ର ପରିବାର ପାଇଁ ଏହା ଥିଲା ଏକ ଧକ! ସବୁଶ! ସେମାନେ ଗାଁ ଦାଣ୍ଡରେ ଅପମାନିତ ହେଲେ’ ହେଲେ
ବେବ ନାରାୟଣ ପାଇଁ ଏହା ଥିଲା ଏକ ବିୟୋରଣ! ମୁନ୍ନି ର ସବୁ ଅପକର୍ମକୁ ବରଦାସ୍ଥ କରିଥିଲା ଦେବ
ନାରାୟଣ! ସେ କେବେ ବି ଭାବି ନ ଥିଲା ଯେ ତାକୁ, ତା’ର ପିଲାମାନଙ୍କୁ ଛାଡ଼ି ଏ ବୟସରେ ମୁନ୍ନି , ନିଜ ପୁଅ ବୟସର ଗୋଟେ ପିଲା ସହ ଘର ଛାଡ଼ି ଚାଲିଯିବା ସତ କହିବାକୁ ଗଲେ, ସେ ଗାଁ ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରୁ ନ ଥିଲା! ଏହାସତ୍ରେ ସେ ତା’ର ସ୍ଵୀକୁ ଖୋଜୁଥିଲା! ପୋଲିସରେ ଏଫ୍ଆଇଆର ଦ୍ଦେଇଥିଲା! ଗାଁ, ସହରର ଗଳିକଦି ଖୋଜି ବୁ ଲୁଥିଲା!
ସ୍ୱାମୀ ଦେବ ନାଗାୟଣର ଏଭଳି ମାନସିକତା ବିଷୟରେ ସାମାନ୍ୟ ବି ପରବାୟ ନ ଥିଲା ମୁନ୍ନି ’ରା ସେ ପଙ୍କଜ କୋଳରେ ଶୋଇ ନିଜର ପୌବନକୁ ସଞ୍ଚୟ କରୁଥିଲା ! ଏମିତି ଏକ ସମୟରେ ଦିନେ ଦ୍ଦେବ ନାରାୟଣ ଏକ ଗେଜିସ୍ତ୍ରୀ ଚିଠି ପାଇଲା! ସେଇଟିକୁ ପଠେଇଥିଲା ମୁନ୍ନି ଆଉ ଲେଖ୍ ଥିଲା ଯେ, ସେ ପଙ୍କଜକୁ ବାହା ହେଇଯାଇଛି! ସେମାନଙ୍କୁ କେହି ଖୋଜିବା ଉଚିତ ନୂହେଁ! ସେ ପଙ୍କଜ ସହିତ ସୁଖରେ ଅଛି!
ଦେବ ନାରାୟଣର ବ୍ୟ କ୍ରିତ୍ଵ ଥିଲା ଅନ୍ୟ ପ୍ରକାରର! ତଥାପି ସେ ମୁନ୍ନି କୁ ଷମା କରିଦ୍ଦେଇଥିଲା ଓ ଫେରି ଆସିବାକୁ ଚାହୁଁଥିଲା! ସେ ଯାଇ ପହଞ୍ଲା ପଙ୍କଜ ଘରେ! ସେମାନଙ୍କୁ କହିଲା ଯେ, ସେମାନେ ଯଦି ଜୋର ଜବରଦସ୍ଥ ସେମାନଙ୍କ ପୁଅକୁ ନେଇ ଆସନ୍ତି ତା’ହେଲେ ଅନ୍ୟ ଉପାୟ ନ ପାଇଁ ମୁଚ୍ଚି ଘରକୁ ଫେରି ଆସିବ
ହେଲେ ସେତେବେଳକୁ ପୁତନା ମିଶ୍ର ପାଇଁ ମରିସାରିଥିଲା ପଙ୍କଜ ! ସେଠି ପାଇଁ ସେମାନେ ମୁନ୍ନି କୁ ଦୋଷ ଦେଇ ଥିଲେ ଏହାକୁ ନେଇ ପାଟିତୁଣ୍ଡ ଆରମ୍ଭ ହେଇଗଲା ପୋଲିସ ଆସି ପହଁଚିଲା ବେଳକୁ ପୁତନା ମିଶ୍ରର ପୁଅମାନେ ଦେବ ଳାଗୟଣକୁ ପିଟି ପିଟିମାରି ସାରିଥିଲେ
No comments:
Post a Comment