ସିମରନ୍ ଶେଷରେ କଲ୍ ଗାର୍ଲ ହୋଇଗଲା!
କେବେ ଦିନେ କେବଳ ଦେହ ସୁଖ ପାଇବାକୁ ଇଚ୍ଚା କରିଥିଲା ସେ! ହେଲେ ସେହି ଇଚ୍ଚା ତାକୁ ଶେଷରେ
ସଜେଇ ଦେଲ! ଜଣେ ଦେ ହଜୀ ଵୀ - ବେଶ୍ୟା !!
ସିମରନ୍ ର କାହାଣୀ ଆରମ୍ଭ ହୋଇଥିଲା ଏମିତି! ରାଜସ୍ଥାନର ନାସିରାବାଦର ବ୍ୟବସାୟୀ ରାମସ୍ଵରୁପ ଏବଂ
ତାଙ୍କ ପତ୍ନୀ କୋ ମଲ୍ ଙ୍କର ଗୋଟିଏ ବୋଲି ଝିଅ ଥିଲା ସିମରନ୍! ରାମସ୍ଵଗୂପ ଜଣେ ଧନୀ ବ୍ୟକ୍ତି ଥିଲେ! ଟଙ୍କା
ପଇସାରେ ତାଙ୍କର ଅଭାବ ନ ଥିଲା! ସେ ନିଜେ ଥିଲେ ଜଣେ ସୌକୀ ମିଜାଜର ମଣିଷ ! ତାଙ୍କର ସୌକୀ ମିଜାକ୍ ଳୁ ଇନ୍ଧନ ଯୋଗାଇ ଦ୍ଦେଭଥିଲେ ପନ୍1 କୋମଲ୍! ଉଭୟ କୋମଲ୍ ଏବଂ ରାମସ୍ୱରୁପ ସେମାନଙ୍କ ଜୀବନର ପ୍ରତିଟି ମୁହ୍ ର୍ଭକୁ ମନଭରି ଉପଭୋଗ କରୁଥିଲେ ଘରେ ଗୋଟେ ଛୋଟିଆ ବାର୍ ବନେ ଇଥିଲେ ରାମସ୍ଵରୁପା ସେଠାରେ ଆଣି ରଖ୍ ଥ୍ ଲେ ଭଳିକିଭଳି ବିଦେଶୀ ପାନୀୟ!
ନିଜର କାମ ସାରି ଠିକ୍ ସାଢ଼େ ଆଠଟା ବେଳକୁ ସେ ଚାଲିଆସୁଥିଲେ ଘରକୁ! ଆଉ ସେ ଘରକୁ ଫେରୁଫେରୁ
ଳୋମଲ୍ ଦେବୀ ବୁଝି ଯାଉଥିଲେ ତାଙ୍କର ମନର ଭାବକୁ! ବାସ୍, ସେ ସିମରବ୍ କୂ ଖାଇବାକୁ ଦେଇ କହୂଥିଲେ- ବେଟା ,ଏବେ ଯାଇ ଶୋଇପଡ଼ା
ସିମରନ୍ ର ଇଚ୍ଚା ନ ଥିଲେ ବି ସେ ବେକ୍ ରୂମ୍ କୂ ଯାଉଥିଲା ଆର ଶୋଇପଡୁଥିଲା! କେବେକେବେ ଶୋଇ
ପାଉଥିଲା ତ କେବେକେବେ ତାକୁ ନିଦ ଆସୁ ନ ଥିଲା ସେ କେବ ଳ ଶୋରପଡ଼ିବାର ବାହାନା କରୁ ଥିଲା! ଖ୍ଆପିଆ ସାରି ବେତ୍ ରୁମ କୂ ଆମୁଥିଲେ ଜୋମଲ ଓ ରମସ୍ଵରୁପା କୋମଲ୍
ଆସି ସ୍ୱାମୀ ଙ୍କ ପାଇଁ ବିଦେଶୀ ପାନାୟର ପେଶ୍ ତିଆରି କରୁଥିଲେ! ଘରର ଲାଇଟ୍ ଲିଭେଇ ଡିଭିଡି ରେ ଅଶ୍ଳୀଳ ଫିଲ୍ମ ଲଗାଉଥିଲେ ଏଲ୍ ସିଡି ମନିଟର୍ ରେ ଭାସି ରଠୁଥିଲା
ପୁର୍ନ ଫିଲ୍ମ ସ୍ୱାମୀ -ସ୍ତ୍ରୀ ବିଦେଶୀ ପାନୀୟ ପିଉଥିଲେ ପୁର୍ନ ଫିଲ୍ ଦ୍ଦେଖୁଥିଲେ! ଶୋଇବାର ବାହାନା କରୁଥିବା
ସିମରନ୍ ଦ୍ଦେଖୁଥିଲା ଉଭୟ ଟିଭିକୁ ଓ ବେଡ଼ ଉପରେ ନିଜର ବାପା ମା’ଙ୍କୁ”, ଯେଉଁମାନେ ସ୍କ୍ରିନ ଉପରେ ତ୍ରଶ୍ୟକୁ ବିଛଣା ଉପରେ ଦୋହରାଉଥିଲେ!
ପାଞ୍ଚବର୍ଷ ବୟସ ବେଳୁ ସିମରନ୍ ଏସବୁ ଘଟଣା ସହିତ ଅଭ୍ୟସ୍ତ ହୋଇଯାଇଥିଲା ! ଧୀରେଧୀରେ ତା’ର ବୟସ
ବଢୁଥିଲା ଆଉ ବୟସ ବଢ଼ିବା ସହିତ ସେ ଏହିସବୁ ନିଷିଦ୍ଧ ଖେଳ ବିଷୟରେ ଅବଗତ ହୋଇପାରଥିଲା’ ତା’ର ବି ଇଚ୍ଚା ହେଉଥିଲା ଫିଭର ନାୟକ ଭଳି କେହିଜଣେ ଆସି ତା’ର ଦେହ ଅଙ୍ଗ ପ୍ରତ୍ୟଙ୍ଗ ସବୁକୁ ସ୍ପର୍ଶ କରନ୍ତା ମାତ୍ର ସେ ସୁଯୋଗ ମିଳୁ ନ ଥିଲା ତାକୁ!
ଇତିମଧ୍ୟରେ ଯୌବନରେ ପାଦଥାପିଲା ସିମରନ୍! ତା’ର ନାରୀତ୍ୟର ଚିହ୍ନ ସବୁ ସ୍ପଷ୍ଟ ହୋଇଊଠିଲା ତା’ଦ୍ଦେହରେ
ସେତିକିବେଳେ ଗମସ୍ଵରୁପ ଏବଂ ଜୋମଲ୍ ଦେବୀ ଅନୁଭବ କଲେ ଯେ , ତାଙ୍କ ଝିଅ ବଡ଼ ହୋଇଗଲା! ଏବେ ତା’ ପାଇଁ ଆଉ ଏକ ସ୍ଵତନ୍ତ ବେଡ଼ ରୂମ୍ ଦରକାର! ଏହା ଭାବି ସେମାନେ ସିମରନ୍ ର ବେତ୍ ରୂମ୍ ପୃଥକ କରିଦେଲେ! ହେଲେ ସେତେବେଳକୁ ଅନେକ ଡେରି ହୋଇସାରିଥିଲା! ସିମରନ୍ ପ୍ରତ୍ୟେକ ରାତିରେ ଟିଭି ମନିଟର୍ ରେ ଆଉ ବେଦ୍ ଉପରେ ନିଜର ବାପାମା’ ଦୋହରା ଉଥିବା ଦୃଶ୍ୟ ସବୃ ସହିତ ଏଭଳି ଅଭ୍ୟସ୍ତ ହୋଇଯାଇଥିଲା ଯେ, ସେ ଚେଷ୍ଟାକରି ବି ରାତିରେ ଏକ ଅଲଗା ବେତ୍ରୂମ୍ ରେ ଶୋଇପାରିଲା ନାହିଁ
ଏତିକିବେଳେ ସେମିତି ଏକ ଘଟଣା ଘଟିଲା ବାସ୍ତବରେ ଯାହା ସିମରନ୍ ଆଶ! କରୁଥିଲା ତା’ର ବ!ପ!ମା’ ଆଜମେର ଗଲିଗଲେ! ତାକ ଘରେ କାମ କରୁଥିବା ! ଗକରଣ! ମଧ ନିଜର ଝିଅ ଘରକୁ ଗଲିଗଲୀ ଆଉ ସିମରନ୍ ର ଖାଇବ! ପିଇବାଗେ ଯେପରି ଅସୂବିଧା ନ ଦୂଏ ସେଥିଲାଗି ସେ ନିଜର ପୁଅ କମଲ୍ କୁ ସିମରନ୍ ର ଦା ୟିତ୍ଵ ଦେଇଗଲା ! ଉଭୟ ସିମରନ୍ ଓ କମଲ୍ ଥିଲେ ସମବୟସ୍କ ସିମରନ୍ କୁ ଅଧିକା ସମୟ
ଲାଗିଳାନାହିଁ କମଲ୍ କୁ ନିଜ ଆୟରକୁ ଆଣିବ! ପାଇଁ ! କମଲ୍ ବି ନିଜ ବୟସ ନିକଟରେ ହାର ମାନିଗଲା ଓ ସିମରନ୍ ର ଇଚ୍ଚ! ଅନୁସାରେ ସେ ପୁର୍ନ ଫିଲ୍ମର ନାୟକ ବନିଗଲା
ସିମରନ୍ ନିଜର ଜୀବନକୁ ଖୁବ୍ ମନଭାରି ଉପଭୋଗ କରିବାକୁ ଲାଗିଲା ! ଆଉ ତାକୁ ସବୁପ୍ରକାର ଆନନ୍ଦ ଦେବାକୁ ପ୍ରସୂତ ଥିଲା! କମଲ୍! ଏମିତିରେ ବିତିଗଲା ତିନିବର୍ଷ ! ସିମରନ୍ କଲେକରେ ପଢ଼ିଲା! କଲେଜକୁ ଯିବା ପରେ ଯେମିତି ଦେହରେ ଡେଣା ଲାଗିଗଲା ସିମରନ୍ ର , ସେ ଯେତେବେଳେ ଇଚ୍ଚାକଲା କଲେଜ ଯିବାର ବାହାନା କରି କମଇ ସହିତ ଶାରୀରିକସମ୍ପର୍କ ସ୍ଥାପନ କଲା ଏହି ସମୟରେ ଚାକିରି ଆଶାରେ ଦୁବାଇ ଚାଲିଗଲା କମଲ୍! କିଛିଦିନ ପାଇଁ ସିମରନ୍ ବ୍ୟତି ବ୍ୟସ୍ତ ହୋଇପଡ଼ିଲା! ହେଲେ ଖୁବ୍ କମ୍ ଦିନ ମଧରେ ସେ ନିଜ ପାଇଁ ଜଣେ ସାଥୀ ଯୋଗାଡ଼ କରିନେଲା ! ସେ ଥିଲା ଜର୍ଜ ! ଜର୍ଜର ଘର ତାମିଲ୍ ନାଡ଼ୁରେ! ସେ ନାସିରାବାଦ ଆସି ଗୋଟିଏ ହୋଟେଲ୍ ର ୱେଟର ଭାବରେ କାମ କରୁଥିଲା! କିନ୍ତୁ ସେ ହୋଟେଲ୍ ର ମ୍ୟାନେଜର ଡୋଲି ସିମରନ୍ ନିକଟରେ ନିଜର ପରିଚୟ ଦ୍ଦେଇଥିଲା
ଜର୍ଜ ଦେଖିବାକୁ ଖୁବ୍ ହୃଷ୍ଟ ପୃଷ୍ଠା ଥିଲା ଆଉ କମଇ ତୁଳନାରେ ସେ ସିମରନ୍ କୁ ଅଧିକା ସୁଖ ପ୍ରଦାନ କରିଥିଲା
ସେଥିଲାଗି ସିମରନ୍ ଭଲପାଇ ବସିଲା ଜର୍ଜକୁ! ଦିନେ ସେ କହିଲା- ‘ଜର୍ଜ! ମୁଁ ତୋତେ ଭଲପାଏ! ଆଉ ତୋତେ ବାହାହେବାକୁ ଗହେଁ!’ ଜର୍ଜ କହିଲା- ‘ମୁଁ ବି ତୋତେ ଭଲପାଏ, ସିମରନ୍! ବାହା ହେବାକୁ ଗହେଁ! ହେଲେ ତୁ ହିନ୍ଦୁ ମୁଁ ଖ୍ରୀଷିଆନ୍ ! ଆମ ଭିତରେ କେମିତି ବିବାହ ହୋଇପାରିବ?’
ସିମରନ୍ କହିଲା- ‘ମୁଁ ମୋ ଧର୍ମଛାଡ଼ି ଖ୍ରୀଷିଆନ୍ ହେବାକୁ ପ୍ରସୂତ! ଏଥର ରାଜି ତା ’ ସିମରନ୍ ଓଠରେ ଏକ ପ୍ରଗାଢ଼ ତୁସନ ଆଙ୍କି ଦେଇ କର୍କ କହିଲା- ‘ଇଏ ତ ବହୁତ ବଢ଼ିଆ କଥା! ହେଲେ ସିମରନ୍ ଏଥିରେ କ’ଣ ଢୋ ବାପା ମା’ ଗାକିହେବେ ?’ ସିମରନ୍ କହିଲା- ‘କିଛି ଅସୁବିଧା ନାହି! ତୁ ମୋତେ ଭଗେଇ ନେଇଯିବୁ ! ଆମେ ଦୁହେଁ ପଳେଇଯାଇ ବାହା ହୋଇପଡ଼ିବ! !’ କର୍କ ତଥାପି ମୁହଁ ଓହଳେଇ ବସି ରହିଲା! ସିମରନ୍ ପଗରିଲା ‘ପୁଣି କ’ଣ ହେଲା ?’ କର୍ଜ କହିଲା ‘ଆଉ ଗୋଟିଏ ଅସୁବିଧା ଅଛି’ ସିମରନ୍’ ଆମେ ପଳେଇଯାଇ ବାହାହୋଇଯିବା ସତ! ହେଲେ ମୁଁ ତୋତେ ରଖିବି କେଉଁଠି! ତୋତେ ଖାଇବାକୁ ଦେବି କ’ଣ ? ମୋ ପାଖରେ କ’ଣ ଏତେ ଟଙ୍କା ଅଛି !’ ସିମରନ୍ ହସିଦ୍ଦେଇ କହିଲା ‘ଆରେ ବାବା, ମୁଁ ସେକଥା ଭାବିସାରିଛି! ଶୁଣ, ମୋ ବାପାଙ୍କର ଢେର ଟଙ୍କା
ଢେର ସୁନାଗହଣା ! ମୁଁ ସେସବୁକୁ ମୋ ସାଥିରେ ନେଇଯିବି! ସେଥିରେ ଆମେ କିଛିଦିନ ଚଳିଯିବା ଆଉ ତା’ ଭିତରେ ତୁ ତୋ ପାଇଁ ଗକିରି ଖୋଜିନେବୁ ! ଏଥର ହେଲା ତ?’
ଜର୍ଜ ‘ହଁ’ ମାରିଲା! ଦିନେ ପ୍ରରୁର ଟଙ୍କା , ସୁନାଗହଣା ଧରି ଜର୍ଜ ସହ ଘର ଚଡି ଗଲିଗଲା ସିମରନ୍! ସେମାନେ
ପ୍ରଥମେ ଦିଲ୍ଲୀ ଗଲେ! ଦିଲ୍ଲୀରୁ ଗଲେ ବାଙ୍ଗାଲୋର! ବାଙ୍ଗାଲୋର ରେ ଏକ ଚୁର୍ଚ୍ଚ ରେ ସେମାନେ ବାହା ହୋଇଗଲେ! ବିବାହ ପରେ ସିମରନ୍ ର ନାମ ବଦଳାଇ ଦିଆଗଲା! ସେ ସିମରନ୍ ରୂ ପାଲଟିଗଳା ସିମରୋନା! ଗୋଟେ ହୋଟେଲ୍ ବୃକ୍ କରି ପତିପତ୍ନୀ ହୋଇ ରହିଲେ ସିମରବ୍ ଓ କର୍ଜ! ଗତିରେ ଳର୍ଜର କୋଳରେ ଶୋର ମୁଖ ସ୍ଵପ ଦେଖୁଦେଖୁ ନିଦ ଲାଗିଗଲା ସିମରନ୍ କୁ ! ଆଖ୍ ଖୋଲିବା ବେଳକୁ ସକାଳ! ସକାଳେ ଉଠି
ସିମରନ୍ ଦେଖିଲା ଜର୍ଜ ରୁମ୍ ରେ ନାହିଁ ! ସେ ବ୍ୟସ୍ତ ହେଲାନି! ଭବିଲା, ବୋଧହୁଏ କେଉଁଠି କାମ ତେଖିବାକୁ ଯାଇଥିବା ଫେରି ଆସିବନି! ସେ ନିଜକୁ ପ୍ରେଶ୍ କଲୀ ବ୍ରେକ ଫାଷ୍ଟ ନେଲା ! ! ଗୋଟିଏ ଓଳି ବି ତିଲା ! ଫେରିଲାନି ଜର୍ଜ! ପାପ ଛୁଇଁଳା ସିମରନ୍ ମନକୁ ! ସେତିକିବେଳେ ସେ ଦେଖିଲା ପେ, ବ୍ୟାଗ ରେ ତା’ର ଟଚ୍ଚାପରସା ନାହି! ସୁନାଗହଣା କିଛି ନାହିଁ’ ତାକୁ ଆଉ ବୁଝିଗକୁ ବାକି ରହିଲ! ନାହିଁ ସେ’ ଜର୍ଜ ତାକୁ ଧୋକ୍କା
ଦେଇଛି! ତା’ର ସବୁ ସମର ନେଇ ଫେରର ହୋଇଯାଇଛି!
ସିମରନ୍ ର ମୁଣ୍ଠ ଚକ୍କର ଖାଇଗଲା ! ସେ କ’ଣ କରିବ ତାକୁ କିଛି ବୁକିବାଟ ଦିଶିଲାନି! ସେତିକିବେଳେ ହୋଗେଲ୍ ର ବିଲ୍ ପଇଠ କରିବାକୁ କୁହାଗଲା ! ମୁଣ୍ଡରେ ହାତଦ୍ଦେଇ ବସିପଢ଼ିଲା ସିମରନ୍! ଭାବିଲା ହୋଟେଲର
ମ୍ୟାନେଜରକୁ ଭେଟିବ ଓ ନିଜର ହ୍ରର୍କଶା ବିଷୟ କହିବା
ସେ ତାହା ହିଁ କଲୀ ମ୍ୟାନେଜର ଷିଫେନ୍ କହିଲା- ‘ଜିଛି ଅସୂବିଧା ନାହିଁ! ଥାନାରେ ଯାଇ ଏତଲା ଦିଅ !’ ସିମରନ୍ କହିଲା- ‘ମୁଁ ଘରୁ ଲୁଚି, ମୋ ସୁନା ଚୋରେଇ ପଳେଇ ଆସିଛି! ଥୀନାକୁ ଯାଇପାରିବି ନାହି ! ଘରକୁ ବି ଫେରିପାରିବି ନାହିଁ! ଏପରି ସ୍ଥଳେ ମୁଁ ତୁମର ହୋଟେଲ ବିଲ୍ ପଇଠ କରିବି କେମିତି ?’ ଷିଫେନ୍ ଓଠରେ ଖେଳିଗଚ୍ଚା ଏକ କୁଟିଳ ହସ | ସେ ସିମରନ୍ ର ସୁନ୍ଦର ଦେହକୁ ଅନେଇଲା ଓ ହାତକୁ ଦଳିଦଳି କହିଲା- ‘ତୁମ ଭଳି ସୁନ୍ଦରୀ ଚାହିଁଲେ ମୁଁ ହୋଟେଲ୍ ର ବିଲ୍ ପଇଠ କରିଦେବି ! ଖାଲି ମୋ ସହ ଆସିଲେ ହେଲା ସିମଋନ୍ ନିକଟରେ ଆଉକିଛି ଉପାୟ ନ ଥିଲା ତା’ଛଡ଼ା ଦେହକୁ ନେଇ ତା’ ଭିତରେ ବି ଆଉ କୌଣସି ଭୟ ନ ଥିଲା ! ସେ ରାଜି ହୋଇଗଲା ଷିଫେନ୍ କଥାରେ ଷିଫେନ୍ ର ବେଡପାର୍ଟନର ପାଲଟିଗଲୀ ଷ୍ଟିଫେନ୍ କେବଳ ନିଜେ ଉପଭୋଗ କଲା ନାହି, ସିମରନ୍ କୁ ଦେହଜୀବା ସାଜେ ଇଦେଲା ନିଜର ସାଙ୍ଗ ସାଥୀ ଓ ହୋଚେଲ୍ କୂ ଆସୁଥିବା ଗ୍ରାହକମାନକୁ ସିମରନ୍ ର ଦେହ ବଦଳରେ ସେମାନଙ୍କଠୁ ଅର୍ଥ ଆଦାୟ କଲା
କିଛିଦିନ ପରେ ସିମରନ୍ ବୁଝିଗଲ! ଯେ, ସେ ଆଉ ସାଧାରଣ ଝିଅଟେ ହୋଇନାହିଁ ! ସେ ଏକ ବାରାଇଂନା ବନିଯାଇଛି! ସେ ଭାବିଲା ଯେ, ସେ କ’ଣ ପାଇଁ ଷଫେନ୍ ହାତର ଖେଳନା ପାଲଟିବା ଦେହ ତା’ରା ସେ ତା’ ଦେହକୁ ବଜାରରେ ଲଗେଇବା ସୁଖ ବି ପାଇବା ଆଉ ତା’ ସହିତ ରୋଜଗାର ବି କରିବା ବାସ୍, ସେ ଏକ ସ୍ଵତନ୍ତ ଘର ନେଇ ରହିଲା ଓ ବେହ ବ୍ଯବସାୟ ଆରମ୍ଭ କରିଦେଲା
ସିମରନ ପ୍ରତ୍ୟେକ ଦିନ ଦେହ ବ୍ୟବସାୟ କରୁଥିଲା ଅନେକ ଗ୍ରାହକଙ୍କୁ ସନ୍ତୁଷ୍ଠ କରୁଥିଲା ! ହେଲେ କୌଣସି ଗ୍ରାହକ ତାଳୁ ସଗେଷ ପ୍ରପାନ କରିପାରୁ ନ ଥିଲେ ସେ କିଛିଦିନ ପରେ ଡୋର୍ ହୋଇଯାଉଥିଲା ଦିନେ ସେ ଚିନ୍ତା କଲା ସେ ସ୍ଥାନ ପରିବର୍ତନ କରିଦେଲେ ହୂଏତ ତା’ ଭିତରର ଉଦାସ ପଣ ଦୂର ହୋଇଯିବା ତା’ ମନକୁ ଶାନ୍ତି ମିଳିବା ଏହା ଭାବି ସେ ବାଙ୍ଗାଲୋର ଛାଡ଼ି ଯୋଧପୁର ଗଲିଆସିଲା ପୋଧପୂରରେ ପହଞ୍ଜୁ ପହଞ୍ଜୁ ତାକୁ ମିଳିଗଲା ଜିତେନ୍ଦ୍ର ନାମକ ଜଣେ ଯୁବକ ଜିତେନ୍ଦ୍ର ସହିତ ତା’ର ଭାବଦୋପି ବେଶ୍ ଜମିଗଲୀ ଜିତେନ୍ଦ୍ର ଜଣେ ହସଖୁସିଅ! ମେଳାପା ମିଜାଜ ର ଥିଲା ସେଥିଲାଗି ସେ ସହଜରେ ଅନ୍ୟମାନଙ୍କ ସହିତ ଭାବ ବଢ଼େଇ ପାରୁଥିଲା
ଜିତେନ୍ଦ୍ରର ଏହି ପ୍ରବୃତି ସିମରକ୍ କାମରେ ଆସିଲା! ଜିତେନ୍ଦ୍ର ଗ୍ରାହକ ପୋଗାଡ଼କଲା ଆଉ ସିମରନ୍ ସେହି ଗ୍ରାହକମାନଙ୍କ ସହିତ ସମ୍ପର୍କ ରଖ୍ ଅର୍ଥ ରୋଜଗାର କଲା! ଉଭୟ ଜିତେନ୍ଦ୍ର ଓ ସିମରନ୍ ପୋଧପୂରର ସେକ୍ଟର ଏଫ୍- ୧ଗେ ଏକ ଘରଭଡ଼ା ନେଇ ରହିଲେ ଭୀବିଥିଲେ’ ସେମାନଙ୍କ କାର୍ଯ୍ୟକଳାପକୁ କେହି ଠଉରେଇ ପାରିବେ ନାହିଁ ! ମାତ୍ର ବିନ କେତେଟା ପରେ କଲୋନୀ ର ସ୍ତ୍ରୀ ଲୋକମାନେ ଜାଣିଗଲେ ପେ, ସିମରନ୍ ଗୋଟେ ପ୍ରସ୍! ସେହି ସ୍ତ୍ରୀ ଲୋକମାନଙ୍କ ମଧରେ ଥିଲା ଛାୟା ଶର୍ମା ନାମକ ଜଣେ ମହିଳା! ସେ ଦିନେ ଯାଇ ସିମରନ୍ କୁ କହିଲା- ‘ତୁ ଏ ସ୍ଥାନ ଛାଡ଼ି ଚାଲିଯା ! କାରଣ ଡୋ ପାଇଁ ଆମ ସ୍ଵାମାମାନେ ବି ଅବାଟକୁ ଗଲିଯିବେ ” ସିମରନ୍ କୁ ଏହା ଅପମାନିତ କରିଥିଲେ ବି ସେ ନୀରବ ରହିଲା! କିନ୍ତୁ ସ୍ତାନା ଛାଡ଼ିଲା ନାହିଁ! ଛାୟା ବି ନିରବରେ ବସିବା ଭଳି ସ୍ତ୍ରୀ ଲୋକ ନ ଥିଲା ସେ ଯାଇ ଥାନାରେ ଫେରାଦ ହେଲା ଓ ସିମରନ୍ କୁ ଅପମାନିତ କରି କଲୋନାରୁ ତଡି଼ଦ୍ଦେଲା!
ଏଥ୍ ରେ ସିମରନ୍ କେବଳ ଅପମାନିତ ହେଲା ନାହିଁ’ ଆହତ ବି ହେଲା ! ଭାବିଲା , ତାକୁ ଯେମିତି ଛାୟା ହଇଗଣ କଲା ତାକୁ ସେ ସେମିତି ହଇରାଣ କରିବା ସେ ଏମିତି ଏକ କାଣ୍ଡ କରିବ ଯେମିତି ଛାୟା ସାଗ ଜୀବନ କାନ୍ଦିବା ଏହ! ଚାବି ସେ ଜିତେନ୍ଦ୍ର ସହିତ ମିଶି ତା’ର ସ୍ୱାମୀ ସଞ୍ଜୟକୁ ହତ୍ୟାକଲା ପୋଲିସ ଆଗରେ ସିମରନ୍ ର ବୟାନ ଥିଲା ଏମିତି- ସ୍ୱାମୀ କୁ ନେଇ ଖୁବ୍ ଗର୍ବ କରୁଥିଲା ଛାୟା! ମୁଁ ବେଶ୍ୟ! ବୋଲି ମୋତେ ଘୃଣା କଚୂଥିଲା! ମୁଁ ଶେଷରେ ତା’ଠୁ ତା’ ସ୍ୱାମୀ କୁ ଛଡ଼େଇ ନେଲି!
No comments:
Post a Comment