୧୫ ବର୍ଷ ତଳେ
ମିଥିଲେଶ ଓଝା ଦ୍ଧିଲ୍ଲୀ ଆସି ଥିଲା ନି ଜର ଭାଗ୍ୟ ପରୀକ୍ଷା କରବା ପାଇଁ ! ସେତେବେଳେ ତାକୁ
ହୋଇଥଲା ୩୮ ବର୍ଷ!ବିହାରର ଭୋଜପୁର ଜିଲା ଆରାହ ଥାନା ଅନ୍ତର୍ଗତ କୋରାୱାରପୁର ଗାଁରେ ତା’ର ଘର ! ତା’ର ବାହାଘରହୋରଥିଲା
କବିତା ସହିତ! କବିତା ଦ୍ଦେଖୁବାକୁ ବେଶ , ସୁନ୍ଦରୀ’ ଯଦିଓ ବେଶି ପାଠ ପଡି
ନ ଥିଲା , ତଥାପି କଥାଚାର୍ଭ! ଚାଲି ଚଳଣି ଆର ହସରେ ସମସ୍ତଙ୍କ ମନକୁ ଜିଣି ନାଉ ଥିଲା! କବିତାର ସବୁଠୁ ବଡ ସମ୍ପଦ
ଥିଲା ତା ବେହର ଗଢ଼ଣ ଆଉ ଆଖୀ ର ଚାହାଣି! କବିତାକୁ
ସ୍ତ୍ର1 ଭାବରେ ପାଇ ମିଥିଲେଶ ନିଜକୁ ଧନ୍ୟ ମନେକରିଥଲା!
ଏମିତିକି ତା’ର
ସାଇଂମାନେ ତା’
ପ୍ରତି ରର୍ଷାଡ଼ୁର ହେବାରେ ଲୀଗିଥିଲେ
’କବିତାକୁ
ବାହୀ ହେବାର କିଛି ବର୍ଷ ମଧ୍ୟ ରେ ସେ ଦୁଇଟି ଝିଅ ଓ ଗୋଟିଏ ପୁଅର ବାପା ହୋଇଗଲା! ଏଥର କବିତା କହିଲା, ପିଲା ଯେତିକି ହେଲେ
ସେତିକି! ଆଉ ମୁଁ ତୁମ କୁ ପିଲାର ବାପ ହେବାକୁ ସୁଯୋଗ ନ୍ଦେବିନି! ଏବେ ତ ତୁଃମ ତିନିଟା
ପିଲାର ଚାପା ପିଲାମାନକୁ ଜେମିତି ଭଲରେ ଲାଳନପାଳନ
କରିବ ସେ ବିଷୟ ଚିନ୍ତାରେ ରୁହ ! ମିଥ୍ତେଶକୁ କବିତାକଥା ଭଲ ଲାଗିଲା! ସେ ପେ ସାରେ ଜଣେ ଗାଡି ଡ୍ରାଇଭର!
ଏଣୁଜେଣୁଗାତି ବଳଉଥିଲା ! ସେଥ୍ରାଗି ସେତେବଶି ରୋଜ
ଗର ହୋଇପାରୁ ନ ଥିଲା ସେ ଭାବିଲା, ଦିଲ୍ଲୀ ପଳେଇ
ଯିବ! ଦେଶର ରାଜଧାନୀ ଦିଲ୍ଲୀ! ତେଣୁ ସେଠାରେ ସେ ନିଶ୍ଚିତ ଭାବରେ ଭଲ ରୋଜଗାର କ ରିବ୍!
ମିଥିଲେଶ
ଗାଁର କଣେ ସାଙ୍ଗ ଦିଲ୍ଲୀର ଏକ କମ୍ପାନୀରେ
କାମ କବୁଥିଲା! ସେ ମିଥିଲେଶ କୁ ନେଇ ସେହି କମ୍ପାନୀରେ ଜଣେ ଡ୍ରାଇଭର ଭାବରେ କାମରେ ରଖେଇଦ୍ଦେଲା!
ମିଥିଲେଶ ସ୍ୱଭାବରେ ଥଲା ଶାନ୍ତ! କର୍ମଠ ! ସେଥଲାଗି ସେ ଖୁବ୍ କମ ଦି ନ ମଧ୍ୟ ରେ କମ୍ପାନୀ ମାଲିକଙ୍କ ପ୍ରିୟ ହୋଇଗଲା! ଆଉ ମାଲିକ
ବି ତା’ର
ଚାକିରି ପକ୍କା କରିଦେଲେ! ଭଲ ବି’ ପଇସା ମଧ୍ୟ ସେ କମ୍ପାନୀରୁ ରୋଜଗାର କରିପାରିଲା! ତେଣୁ ସେ ଭାବିଲା,
କବିତା କାହିଁକିଗାଁରେ ରହିବ! ତାକୁ ବି ସେ ଦିଲ୍ଲୀ ନେଇଆସିବା ଏହା ଭାବି ସେ କବିତା ଓ ପିଲାମାନକୁ
ଦିଲ୍ଲୀ ନେଇଆସିଲା! ସେମାନେ ନୋଏଡ଼ାରେ ଏକ ଘରଭଡ଼ା ଦେଇ ର ହିଲେ! ସେଠାରେ ଗୋଟେ କଲୋନୀ ଥିଲା !
ସେହିକଲୋନୀରେ ଅନେକ ଲୋକ ଭଡ଼ାରେ ରହୁଥଲେ! କାହାର କାହାର ନିଜର ଘର 'ମଧ୍ୟ ଥିଲା ! ! ସେଠାରେ ରହୁ ଥିଲା ବିଜୟ କୁମାର ! ବିଜୟ କୁମାର ତା’ ପରିବାରନେଇ ସେଠାରେ
ରହୂଥିଲା! ଆଉ ବିଜୟ ହିଁ ଥଲାମିଥିଲେଶ ପରିବାର ର
ନିକଟତମ ପଡ଼ୋଶୀ ! କିଛିଦିନ ରହିବ! ଭିତରେ ବିଜୟ କୁମାର ଓ ମିଥିଲେଶ ଙ୍କ ପରିବାର ମଧ୍ୟ ରେ ଉତ୍ତମ
ସମ୍ପର୍କ ଗଢ଼ି ଉଠିଲା
ବିଜୟ କୁମାରକ ନ
ଏଡାରେ ଏକ ଜୁଏଲାରୀ ଦୋକାନ ଥଲା ! ସେ ସେହି କଲୋନୀରେ ଜଣେ ଧନା ମଣିଷ ଭାବରେ ବିବେଚିତ ଦ୍ଦେଉଥିଲେ! ବିଜୟରଦୁଇଟା କାର ଥଲା! ମିଥିଲେଶ କଣେ ଡ୍ରାଇଭର
ହୋଇଥବାରୁ ବିଜୟ ମଧ୍ୟ ତାକୁ ଅନେକ ସମୟରେକାର ଚଳେଇ ବାକୁ ଡାକୁଥିଲେ! ଆଉ ଭଲ ଟଙ୍କା ପଇଠ କରୁ ଥିଲେ ! ମିଥିଲେଶ କମ୍ପାନୀରେ କାମ କରି ସାରିବା ପରେ ଯେଉଁ ସମୟ ବଳକା ରଚ୍ଛୁଥଲା,
ସେହି ସମୟରେ ସେ ବିଜଯ କୁମାରର କାର ତନେଇ ଅଧିକା
କିଛି ଟଙ୍କା ରୋଜଗର କରିପାରିଲା ! ପୁଣି
ବିଜୟ ଓ ମିଥିଲେଶ ଦୁହେଁ ବୟସରେ ସମାନ ଥିବାରୁ ସେମାନଙ୍କ
ମଧ୍ୟ ରେ ବନ୍ଧୁତା ସ୍ଥାପନ ହୋଇଗଲା! ସେତିକି ନୁହେଁ , ଅବସର ସମୟରେ ଦୁଇ ପଡ଼ୋଶୀ ଏକତ୍ର କୌଣସି
ହୋଟେଲରେ ବସି ମଦ୍ୟପାନ ମଧ୍ୟ କରିବାରେ ଲାଗିଲେ
ଯେତେବେଳେ ବିଜୟ
ଓ ମିଥିଲେଶ ସାଙ୍ଗ ହୋଇଗଲେ ସେତେବେଳେ ସେଥିରେ ସେମାନଙ୍କ ପରିବାର ବା କାହିଁକି ବାଦ ପଡ଼ନ୍ତା! ଅନ୍ୟପକ୍ଷରେ’ ବିଜୟର ଏକ ଗହଣା ଦୋକାନ
ଥିଲା ! ମିଥିଲେଶ ର ସ୍ତ୍ରୀ କବିତାର ଗହଣା ପ୍ରତି ଭାରି ଦୂର୍ବଳତା ରହିଥିଲା ! ସେ ଅନେକ ସମୟରେ
ବିଜୟ ଦୋକାନକୁ ଯାତ୍ତଥିଲା ଓ ଗହଣା ସବୁକୁମନକରି ଡେଖୁଥିଲା ! ନିଜର ଅଳଙ୍କାର ସଫା କରାଭଥିଲା! ନ ହେଲେ ପୃଚ୍ଛଣ! ଅଳଙ୍କାର ବଦଳାଇ କରି ନୂଆ
ଅଳଙ୍କାର କିଣୁଥିଲା! ଅଥବା ହୋଲି , ଦୀପାବଳି, ଦୁର୍ଗାପୂଜା ଆଦି ପର୍ବପର୍ବାଣିରେ ସେ ବିଜୟ ଦୋକାନକୁଯାଇ
ଗିଫ୍ଟ ଆଣୁଥିଲା
ବିଜୟର ସିନା ଗୋଟେ ପରିବାର ଥଲା, ଏହା ସତ୍ୱେ ସେ ନାରୀମାନକୁ ନେଇ ଭାରି ଦୁର୍ବଳ ଥିଲା! କବିତା ପ୍ରତି ସେ ଅନେକ ଦିନରୁ ଆକର୍ଷିତ ହୋଇ ସାରିଥିଲା!
କବିତାର ଆଖୀ , ଓଠ’
କଟୀ, ବକ୍ଷ ତାକୁ ବେଳକୁ ବେଳ ଅସ୍ଥିର କରୁ ଥିଲା
! କବିତା ସହିତ ତ ତା’ର
ପରିଚୟ ହୋଇ ସାରିଥିଲା! ହେଲେ ସେତିକି ପରିଚୟ ଯଥେଷ୍ଟ ନଥଲା’ ଯାହାକୁ ଆଧାର କରି ସେ କବିଡାକୁ ନିକର ବେଡ଼ ରୁମ
କୁ ନେଇ ପାରିବ ଅଥବା ସେ ନିଜେ କବିତାର ବେଡ଼ ରୁମ
କୁ ଯାଇ ପାରିବ
ଦିନକର କଥା! ଆଗକୁ
ଥାଏ ହୋଲି କବିତା ଯାଇ ବିଜୟର ଗହଣ! ଦୋକା ନରେ ପହଁଚିଲା
! କହିଲା1 ବଜୟବ୍ଦୀ, ମୋ ହୋଲି ଗିଫ୍ଟ ? ବଜୟ ରହସ୍ୟମୟ ହସ ହସିଲା! ଭାବିଲା, ଏଇ ମତ୍ତକାରେ
ସେ ଯଦି ଚୌକ ଟେ ମାରିବାକୁ ତେଷ୍ଟାକରେ ତା’ହେଲେ ଅସୁବିଧା କ’ଣ? ଏହା ଭାବି ସେ ତା’ ଡ୍ରୟାର ରୁ ଗୋଟେ ବୋତଲ
ବାହାର କରା ଆଉ ସେଇଟିକୁ କବିତା ସାମ୍ନାରେ ରଖିଲା ! କବିତା ପଚାରିଲା- ଏଇଟା କି ଚିଫ୍?ବିଜୟ କହିଲା - କବିତା,
ତୁମେ ଭାରି ସୁନ୍ଦରୀ! ହେରେ ତୂମ ଦେହର କେତେକ ସ୍ଥାନରେ ଯେଉଁ ଅନାବଶ୍ୟକ ଲୋମ ରହିଛି, ତାହାକୁ ସଫା
କରିବା ନିହାତି ଦରକାର! ତେଣୁମୁଁତୂମ ପାଇଁ ହେୟାର ରିମୁଭାର ଆଣିଛି! କବିତା ବୋତଲକୁ ନିଜ ବ୍ୟାଗ ରେ ରଖିଦେଲା ବିଜୟ ଆଉ
ଗୋଟେ ବୋଲେ ବାହାର କଲୀ ଓ କହିଲା- ଏଇଟା ହେଉଛିଏକ ଲୋଶନ୍, ଯାହାଜୁ ବ୍ୟଭାହାର କଜେ ତୁମ ଦେ ହରୁ
ତେଜ ବାହାରିବା ଆଉ ଏକ ସୁନ୍ଦର ବାସ୍ନା ଚହଟିବା କବିତା ସେଇଟିକୁ ବି ରଖିଦେଲା ! ବିଜୟ ଆଉ ଗୋଟେ ବୋତଲ ବାହାର କଲା ଚ ବୋତଲ ଉପରିସ୍ଥ ଚିତ୍ର କୁଦ୍ଦେଖ୍ କବିତା ଚିହିଳି ଉଠିଲା!
କହିଲା- ଏ କଣ ବିଜୟକୀ’
କୌଣସି ସ୍ତ୍ରୀ ଲୋକକୁ କଣ କେହି ଏହି ଗିଫ୍ଟ ଦିଏ! କେବଳ ଜଣେ ସ୍ବାମୀ ହିଁ ତା° ସ୍ତ୍ରୀ କୁ ଏହା ଦେଇପାରେ
! ବିଜୟ କହିଲା- ତା’ହେଲେ
ତୁମେମୋତେ ପରଲୋକ ଭାବୁଛ କବିତା ! କବିତା କହିଲା-ଠିକ୍ ଅଛି, ଦଉଚ ଯେବେ ନେଇଯାଉଛି! ଯାହା ହେଲେ ବି ଉପହାର! ଉପହାର ଫେରେଇ ଦେଲେ ଉପହାର ଦାତାଙ୍କର ଅସମ୍ମାନ ହବନି!
ଏହା କହି କବିତା
ଚାଲିଆସିଲୀ ! ବିଜୟ ଓଠରେ ଆଉ ଥରେ ଫୁଟି ଉଠିଲା ଏକ ରହସ୍ୟମୟ ହସ! ସେ ଭାବୁଥିଲା’ ସେ କେବଳ ଗୋଟେ ଡାନ୍ସ
ନବାକୁ ଚାହୁଁଥିଲା! ହେଲେ ତାକୁ ମିଳିଗଲା ଅନେକ!
ଦିନେ ମିଥିଲେଶ କୁ ନିଚ୍ଚଗାଡ଼ିଦ୍ଦେର ବାହାରକୁପଠେରଡେଲା ବିଜୟୀ ମିଥିଲେଶ ବିଜୟର ପରିବାରକୁ ନେଇ
ଚାଲିଗଲା ବାହାରକୁ! ଏକୁଟିଆ ଘରେ କବିତା! ଆସି ପହଞ୍ଚାଲା
ବିଜୟ! କବିତା ପଚାରିଲୀ- ଆରେ ବିକୟବ୍ଦୀ! ଆପଣ ଏତେବେଳେ? ବିଜୟ କହିଲା- ହଁ’ ଆସିବାକୁତ ହେଲା
! ଗିଫ୍ଟ ଦେଇ ଥିଲି ! ସେ ଗିଫ୍ଟ କେମିତି କାମ କଲା
ଦ୍ଦେଖିବା କୁ ଚାଲିଆସିଲି ! ଅନ୍ତତଃଏକଥା ଜାଣିବା ଦରକାର ଯେ ସେସବୁ ଅସଲି ଥଲା ନା ନକଲି!
ସମଝଦାର କୋ ଇସାରା କାଫି! ବୁଝିଗଲ! କବିତା ! ଘରକୁପଶି ଯାଉଯାଉ
କହିଲା- ମୁଁକେମିତି ଜାଣିବି ତୁ ମ ଗିଫ୍ଟଅସଲି କି ନକଲି ତୁମେ ଦେଇ ଥିଲା ତୁମେ ପରଖି ନିଅ! ଏତିକି ଶୂଣିଚାମାତ୍ରେ କବିତାକୁ ନିଜ
ଆଡକୁ ଟାଣିନେଲା ବିଜୟୀ ବାନ୍ଧି ରଖିଲା ତାକୁନିଚ୍ଚର
ଦୂର ବାହୁର ବୃତ୍ତ ମଧ୍ୟ ରେ! କବିତା ବି ପ୍ରତିବାଦ
କରି ନଥିଲା! ଓଲଟି ବିଜୟର କଠୋର ଆଲିଙ୍ଗନ ତାକୁ ଭଲ
ଲାମ୍ପୁଥିଲା! ସେ ବୋ ର ହେଇ ସାରିଥିଲା ମିଥିଲେଶ
ନିକଟରେ! ସବୃଦି ନ ସେଇପୁରୁଣା ଖାଦ୍ୟ ! ତାକ୍ ଅରୁଚି ଆସି ସାରିଥିଲା ! ତେଣୁ ବିଜୟ ତା’ ଗିଫ୍ଟର ଅସଲିତ୍ଵ
ପରଖୁ ଥିବା ବେଳେ ତାକୁ ଭରପୂର ସହଯୋଗ କରିଥଲା କବିତା!
ବିଯେ କବିତାକୁ ଦୁଇବାହୁରେ ତୋଳି ନେରଯାଇଥିଲା ଖଟ ଉପରକୁ! ଆଉ ସେତେବେଳେକବିତା ତା’ କାନ ପାଖରେ କହୁଥିଲା-
ପଛରେ ହେଉ ପଛେ ତୁମେ ବୁଝିପାରିର ମୁଁ’ଗିଫ୍ଟ ଚାହାନାରେ, ଗହଣା କିଣିବା ବାହାନାରେ ବାରମ୍ବାର ତୂମ ଦୋକାନକୁ କାହିଁକି ଯାଉଥିଲି
! ବିଯେ ରାବୁଥିଲା’
ସତରେ ସେ ଦୋକା ଥିଲା ! ନହେଲେ ଏତେଢିନ ଧରି ସେ କବିତା
ଭଳି ଗୋଟେ ନାରୀର ଆମନ୍ତଣକୁ ତୂଝି ପାରି ନଆ’ନ୍ତା କିପରି ଅତଏବ କବିତା ଓ ବିଜୟ ପରସରର ନିକଟତରହୋଇଗଲେ!
କବିତା ଯାହା ଖୋଚ୍ଛଥିଲା ତାକୁ ବିଜୟ
ଦତ୍ତଥଲୀ! ଆଉ ବିଜୟ
କବିତାର ଆକର୍ଷଣୀୟ ଦେହରୁ ନିକର ଇଚ୍ଛାମତେ ମୁଖ ସନ୍ଧାନ
କଚ୍ଛଥିଲା
ଏମିତିରେ ବିତିଗଲା
ପାଞ୍ଚବର୍ଷ! କାହାରିକୁ କିଛି ସୂରାକ ମିଵିଲୀନି ଯେ କବିତା ଓ ବିଜୟଙ୍କ ମଧ୍ୟ ରେ କିଛି ନୁହେଁ ;
ବହୁତ କିଛି ଚାଲିଛି’
ହେଲେ ଦିନେ ପାଉଁଶ ଡ଼ଳ ନିଆଁ କୁହୂଵିଲା!ଆଉ ତା’ର ଧୂଅଁ! ସାରା କଲୋନାକୁ ଆଚ୍ଛନ୍ନ କରିଦେଲା! ମିଥିଲେଶ
ଏହି ଧୁଆଁରେ ଅଣନିଃଶ୍ବାସୀ ନ ହେବା ପାଇଁନିକର ଭତାଘର ବଦକେଇଦେଲା! ହେଲେ କିଛି ସୁଫଳ ମିଳିଲୀନି!ଯୁଆଡେ
ଗଲା କବିତା! ସେଠାରେ ଯାଇ ପହଂଚି ଗଲା ବି ଚ୍ଚୟ! କା ରଣ ନା କୁବିତା ବଜୟକୁ ଛାଡ଼ବାକୁ ଚାହୁଁ ଥିଲା
! ନା ବିଜୟ କବିତା କୁ ୧ ନିଜ ସ୍ତ୍ରୀ ଚରିତ୍ରହୀନାହେଭ-ମିଥିଲେଶ କୌଣସି ବି ପରିପ୍ରେକ୍ଷୀରେ ଏକଥା ଚାହୁଁ ନଥିଲା! ତେଣୁ
ସେ ଦୁଢ ଭାବରେ ବିଜୟ ଓ କବିତାକୁ ପ୍ରତିବାଦ କରୁ ଥିଲା!
No comments:
Post a Comment