Wednesday, 18 April 2018

ବିଜୟିନୀ



‘ଦୟା କରି ମୋ ସହିତ ସେମିତି ଅଭଦ୍ରାମ! କର ନାହିଁ! ମୁଁ ପରା ତୁମ ରି ର୍ଗାର ଝିଅ !ତୁମ ମାନଙ୍କ ଭଉଣୀ ଭଳି ! ସେମିତି କଲେ ମୁଁ ସମାକରେ ମୁଣ୍ଡ ଟେକି ଚାଲିପାରିବିନି ! ତୁ ରମ ନିକ ଭଉଣୀ ହୋଇଥିଲେ ତୁମେ  ସବ୍ କ’ଣ ତା’ ସହିତ ବି ଏମିତି ପାଶବିକ ଆଚରଣ ଦେଖାଇ ପରିଥାଆନ୍ତ ’!
ନ! ଏହା କୌଣସି ସିନେମା କି ସିରିଏଲ୍ର ତାଏଲୋଗ  ନୂହେଁ ! ନିଚ୍ଛକ ବାସ୍ତବ ଏହି ଘଟଣା ଯାହା ଘଟିଯାଇଛି କଣେ ନାରିହ ଛତ୍ରାଙ୍କ ସହିତ ଛାତ୍ରୀକଣକ ସେଦିନ ନେହ୍ନର! ହୋଇ ତା’କୁ ଛାଡି ବେବାକ ଯେତେ ଅନ୍ମରୋଧ କରିଥିଲେ ବି ମଣିଷ ମାଂସ ଲୋଭୀ ପଶୁ ଚରିତ୍ରର ଯୁବକମାନଙ୍କ ମନ ଟିକିଏ ଚି ତରଳି ନଥିଲା! କଲେକ ପଢୁଆ ଛାତ୍ରାଟିକୁ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ତା’ ବେହଚ୍ଛ ସମସ୍ତ ପୋଷାକ ଜୋର ଜ ବରଦସ୍ତ ଟାଣି ଓ ତାରି  ଖୋଲି ପକାଇଥିଲେ! ନିଜ  ଅନାବୃତ୍ତ ଶରୀରକୁ ଢାଙ୍କିବା  ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା ବିଚାର! ଛଡ୍ରାଟି! ହେଲେ ଛାତ୍ରୀର ସମସ୍ତ ଅନୁ ନୟ ବିନୟକୁ ପାଦରେ ବଳି ମକଚିକଣକ ପରେ କଣେ ୩ କଣ ଯୁବକ ଛାତ୍ରୀଟିର ଶରୀର ଉପରେ ରାକ୍ଷସ ଭଳି ଝାମି ପଢିଥିଲେ ! ଅତି ନିର୍ଭୟ ଭାବରେ ଝୁଣି ଖାଇଥିଲେ ତା’ ଶରୀରକୁ! ସେତେବେଳେ ସେମାନେ ଭାବିଥିଲେଛାତ୍ରୀଟି ରକ୍ତ ମାଂସରେ ଗଢ଼ା କୌଣସି ମଣିଷ ନୁହେଁ, ବରଂ ଉପଭୋଗର ସାମଗ୍ରୀଟିଏ! ସେମାନଙ୍କର ଏଭଳି ଅତ୍ୟାଚାର ରେ ଅତିଷ୍ଠ ହୋଇ ଛାତ୍ରୀଟି ଆତ୍ଵହତ୍ଯ! କରିଦେବା କଥ! କହିଥିଲେ ବି ଖାତିର କରିନଥିଲେ ସେହି କାମାନ୍ଧ ଯୁବକମାନେ! ବରଂ ନିକର କାତ୍ପରୁଷ ଚରିତ୍ରକୁ ଛାତ୍ରୀଙ୍କ ଶରୀରରେ ମୋହର ମାରି ଢାଲିଥିଲେ! ତିଳ ତିଳ କରି ଲୁଟି ଢାଲିଥିଲେ ଛାତ୍ରୀଙ୍କ ଇଜ୍ଜତ ! ସେତିକିରେ ଅମି ନଥିଲା ସେମାନଙ୍କ ରଦ୍ଧତପଣିଆଃ ! ଝିଅଟିର ଇଜ୍ଜତ ଲୁଚିବା ସହିତ ସେଦିନ ସେମାନେ ସେହି ଘଟଣାର ସମସ୍ତ ଦୁଶ୍ୟ
ମୋବାଇଲ ନ୍ଯାମେରରେ ସୁଟିଂ ମଧ୍ୟ  କରୁଥିଲେ! ଦ୍ରଷର୍ମ କରି ସାରିବା ପରେ ଅଭିଯୁକ୍ତ ମାନେ  ତେତାବନୀ ବେବାକ ଭୁଲିନଥିଲେ ! ଏହି କଅ! ବାହାରେ ପ୍ରକାଶ କଲେ ଉଠାଇଥିବା ଭିଡିଓକୁ ଭାଇରଲ  କରି ତ!’ ଜୀବନକୁ  ବରବାଦ କରିଦେବାର ଧମକ ଦେଇ ଚାଲିଯାଇଥିଲେ! ବହ୍ନ କଷ୍ଟରେ ଛାତ୍ରୀ ଜଣଙ୍କ ନିକକୁ ସ୍ବାଭାବିକ ହେବାକୁ ଚେଷ୍ଟା କଲେ! ଏଭଳି ଦୁ  ଶ୍ଚରିତ୍ର ଲୋକଙ୍କ ପାଇଁ ସେ କାହିଁକି ନିକର ଜୀବନକ ନଷ୍ଟ କରିବେ! ମନକ୍ଳ କଠୋର କରି ଅଭିୟକ୍ତଙ୍କ ଆଇନ ଦ୍ଵାର! ଦଣ୍ଡିତ  କରିବା ପାଇଁ ପ୍ରତିଜ୍ଞ! କଲେ! ଶେଷରେ ଅଜି ଛାତ୍ରୀ ଜଣଙ୍କ ନ୍ୟାୟ ପାଇଛନ୍ତି  ! ମାନ୍ୟବର ଅବାଲତ ଅଭିଯୁକ୍ତ ୩ ଜଣଙ୍କୁ  ୨0 ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡର ରାୟ ଶୁଣାଇବା ପରେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଛାତ୍ରୀଙ୍କ ବିଜୟ ଘଟିଛି!
ଆଦିବାସ! ଅଧୁଷିତ କେନ୍ଦୁଝର ଜିଲ୍ଲାର କଡି଼ପବା ଗ୍ରାମର କଣେ ଆଦିବାସ! ଛାତ୍ର! ଥିଲା ଖୁବ ଉଚ୍ଚଭିଳାଷ! ! ତାଙ୍କ ସମ୍ପ୍ରଦାୟରେ ଝିଅ ତ ଦୂରର କଅ! ତ୍ପଅମାନେ ମଧ୍ୟ  ଅଧାରୁପାଠ ପଢ଼ା ଛାଡି ଦିନ ମଯୁ ରିଆ କାମକୁ ଆଦରି ନେଇଥାନ୍ତି ! ଏଭଳି ସମୟରେ ଛାତ୍ରୀକଣକ ଉଚ୍ଚଶିକ୍ଷିତ ହୋଇ ସରକାର! ଚାକିରୀ କରିବା ଲକ୍ଷ୍ୟରେ ପାଠପଢ଼ାରେ ମନ ଦେଇଥିଲା!ସଫଳତାର ସହିତ ମେଟ୍ରିକ  ପାସ କରିବା ପରେ କ6ଲକରେ ପାଠ ପଢ଼ିବାକୁ ମନସ୍ତ  କରିଥିଲା! ହେଲେ ପରିବାର ଲୋକେ ବାରଣ କରିଥିଲେ! ର୍ଗା ଠାରୁ କଲେଜ ୧0 କିମି ଦୂର ହୋଇଥିବାରୁ ପଅମେ ପରିବାର ଲୋକେ ରାଜି ହୋଇ ନ ଥିଲେ ପରିବାରର ଏକମାତ୍ର ଝିଅ ହୋଇ ଥିବାରୁ ବାପା ମା ଛାତ୍ରୀଙ୍କ ଇଚ୍ଛା କ୍ଳ ସମ୍ମାନ ଜଣାଇ କଲେକରେ ପଢ଼ିବା ପାଇଁ ସମ୍ମତି  ଜଣାଇଥିଲେ! ପଡୁପୁ ର କଲେକରେ ଛାତ୍ର! ଜଣକ ନାମ ଲେଖାଇଥିଲେ! ପ୍ରତିଦିନ କଲେକକୁ ଯିବ! ଆସିବା ପାଇଁପରିବାର ଲୋକେ ଏକ ସାଇକେଲ କିଣି ଦେଇଥିଲେ! କ6ଲକରେ ନୂଆ ନୂଆ ପାଦ ଦେଇଥିବା ଛତ୍ରୀଟି ଉଚ୍ଚଶିକ୍ଷାଲାଭ ପରେ ପ୍ରଶାସନିକ ସେବାରେ କାମ କରିବ! ଲକ୍ଷ୍ୟରେ ଆଗେଇ ଢାଲିଥିଲେ ! ମାତ୍ର ଛାତ୍ରୀଙ୍କ ଚାଲିଚଳନ ଗାଁର କିଛି ଅସାମାକିକ ଯୁବକଙ୍କ ଦେହରେ ଯାଇନଥିଲା! ସେମାନେ ଛାତ୍ରୀକୁ ବିଭିନ୍ନ ସମୟରେ ଅଶାଳୀନ ବ୍ଯବହାର କରି ଆସୁ ଥି ଲେ! ଯୁବକଙ୍କ କମେଣ୍ଟକୁ ଛାତ୍ରୀ ଭ୍ରଷେପ କରିନଥିଲେ! ତଥାପି ଯୁ ବକମାକେ ତାଙ୍କର ପିଛା ଛାଡ଼ିନଥିଲେ! ଏକଥା ଘରେ କହିଲେ କଲେକ ଯିବା ବନ୍ଦ ହୋଇଯିବ! ଆଶଙ୍କ! କରି ସେ ନୀରବ ରହିଥିଲେ!
 ଗତ ୨୦୧୪, ସେପ୍ଟେମ୍ବର ୨୧ରେ ସାଇକେଲରେ ଛାତ୍ରୀକଣକଘରକୁ ଫେରୁଥିଲେ! ଦିନ ପ୍ରାୟ ୨ଟା ସମୟରେ କଡି଼ପନ୍ଦା ଝଲରାସାହି ମଧ୍ୟ ରେ ଏକ ନିଛାଟିଆ ସ୍ଥାନ ହନ୍ମମବିଅଫୋଟ ନିକଟରେ କଡି଼ପବ! ଗ୍ରାମର ବାବୁ ଆ ଓରଫ ଅବିନାଶ ଭାନ୍ମପ୍ରତାପ ନାଏକ (୨୫), ପରବେଶ! ଓରା ମ (୨୨) ଓ ଥଲି ଓରଫ ଆନନ୍ଦ ଓରା ମ (୨୨) ଛାତ୍ରୀକୁ ଅଟକାଇ ନିକଟସ୍ଥ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ! ଅଭିତ୍ପକ୍ତମନେ ଛାତ୍ରୀଙ୍କ ଶରୀରରୁ ବଳପୂର୍ବକ ପୋଷାକ ଖୋଲିବା ପାଇଁ ଟଣାଭିଢ଼ା--କରିଥିଲେ! ଛାତ୍ରୀକଣକ ସେମନେ ଗୋଡ଼ହାତ ଧରି ଯେତେ ନେହୁରା ହୋଇଥିଲେ ବି ଯୁବକମାନେ ଶ୍ନଣିନଥିଲେ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ଯୁବକମାନେ ନିକର କାମୂକ ପ୍ରବ୍ରଭିକୁ ଜାହିର କରିବା ପାଇଁ ଛତ୍ରୀଙ୍କୁ  ସଂପୂର୍ଣ୍ଣ ବିବସ୍ତ କରି ପକାଇଥିଲେ! ଜଣକ ପରେ ଜଣେ ଛାତ୍ରୀର ଇଜ୍ଜତ କୁ ଲୁଟି ନେଇଥିଲେ! କ’ମୁକମାନକ ନିକଟାରୁ  ବର୍ତ୍ତିବ  ପାଇଁ ଛାତ୍ରୀର ସମସ୍ତ ପ୍ରଚେଷ୍ଟା ସେଦିନ ବିଫଳ ହୋଇ ପଡିଥିଲା ! ବଳାତ୍କାର ସମୟରେ ଅନ୍ୟ ଅଭିମୂକ୍ତମାନେ ଏହାର ଭିଡିଓ ମୋବାଇଲରେ ରେକଡି" କରିବାଲିଥିଲେ’ ଏହି ଘଟଣା ବାହାରେ ପ୍ରକାଶ କଲେ ଭିଡିଓକୁ ଭାଇରାଲ୍ କରିବା ସହିତ ଜୀବନରୁ ମାରି ଦେବାର ଧମକ ବି ଦେଇଥିଲେ ଅଭିଯୁକ୍ତ ମାନେ ! ତେବେସେହି ଉଲଗ୍ନ ଅବସ୍ଥାରେ ଛାତ୍ରୀକଣକ କୌଣସି ଉପାୟରେଅଭିମ୍ପୁକ୍ତମାନଙ୍କ  ଠାଚ୍ଛ ଖସି ଘରକୁ ଦୌଡ଼ି ପକାଇଥିଲା! ଘରେ ସମସ୍ତ ଘଟଣା କହିବା ପରେ ଅଭିୟକ୍ତକ ବିରୋଧରେ ମୁହଁ ଖୋଲିବାକୁ ଛାତ୍ରୀ ନେଇଥିଲେ ନିଷ୍ପଭି! ପରିଚାର ସହିତ ସେହିଦିନ ସନ୍ଯାରେ ସବର ଆନାରେ ପହଞ୍ଚିଥିଲେ! ତ୍ପଲିସ ନିକଟରେ ଏତଲା ବେବ! ସହିତ ଲମ୍ପଟ ଅଭିମୂକ୍ତଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ  କାର୍ଯ୍ଯକ୍ଷ୍ଠାନ ଦାବି କରିଥିଲେ! ଏସଆଇ କିନିମ! ସାମଲ ଦୁଷ୍କର୍ମ  ଘଟଣାକୁ ବେଶ୍ ଗୃରୁ ତ୍ଵ ଦେ ଇ ଅଭିଯୁକ୍ତ ଙ୍କୁ  ଧରିବା ପାଇଁ ସଦଳବଳେ ତଡ଼ିପଦ! ଗ୍ରାମରେ ଚଢ଼ଉ କରିଥିଲେ! ମାତ୍ର ପତିତ! ଜଣଙ୍କ ଥାନା ଯାଇଥିବା ଖବରପାଇ ଅଭିଯୁକ୍ତ ମାନେ ଗାଁ ଚଡି ପକାଇଥିଲେ! ଅନେକ ସ୍ଥାନରେ ତଢ଼ଉ କରିବା ପରେ ପୋଡା ଏବଂ କିଲ୍ଲା ବାହରୁ  ଧରାପଡିଥିଲେ ୩ ଅଭିୟକ୍ତା ଏପଟେ ପଡି଼ତ! ଛାତ୍ରୀଙ୍କ ବୟାନ ଅଦାଲତରେ ଲିପିବଦ୍ଧ ହୋଇଥିଲା! ଅଦାଲତ ମଧ୍ୟ  ଅଭିଯୁକ୍ତ ଙ୍କ  କାମିଜ ଆକେଦନକୁ ବାରମ୍ବାର ଖାରଜ  କରିଥିଲେ! ଶେଷରେ ଅଦାଲତ ୨0୧୮ ମସିହା ଅପ୍ରେଲ ୪ ତାରିଖରେ ରାୟ ଶୁଣାଇଥିଲେ ! ପ୍ରତ୍ୟେକ  ଅଭିୟକ୍ତା ଙ୍କୁ ୨0 ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୦ ହଜାର ଟଙ୍କା ଲେଖାଁଏ ଜରିମାନା ଆଦେଶ ବେଇଛନ୍ତି  ! ଜରିମାନା ଅନା  ବେୟ ଅଭିଯୁକ୍ତମାନେ  ଅଧିକା  ୧ ବର୍ଷ ଜେଲଦଣ୍ଡ ଭୋଗିବେ ଚୋଲି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଜ୍ୟୋତିରମୟୀ ଆଚାର୍ୟ୍ଯ ନିଃର୍ଘଶ ଦେଇଛନ୍ତି ! ଏବେ ୩ ଅଭିଯୁକ୍ତ ଜେଲର ଚାରିକାନ୍ଥ ଭିତରେ ସମୟ କାଟୁଛନ୍ତି ! ଜଣେ ମେଧାବୀ ଛାତ୍ରୀରଜୀବନକୁ ନେଇ ଖେଳ ଖେଳିଥିବାରୁ  ଦଣ୍ଡସ୍ୱରୁପ ସେମାନଙ୍କ ଜୀବନର ଗୁରୁତ୍ଵପୂର୍ଣ୍ଣ ସମୟ ଜେଲରେ ବିତିବା ସେଥିପାଇଁ ସେମାନେ ହୁଏତ ନିଜ ଭୁଲର ପ୍ରାୟଶ୍ଚିତ କରିପାରନ୍ତି! ମନ୍ଦ୍ର ଛାତ୍ରୀଟି ଭୁଲିପାରୁ ନି ତା’ ସହିତ ହୋଇଥିବା ସେଇ ଦୁଖଦ ଘଟଣା

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...